< ଜଅନ୍‌ 6 >

1 ତାର୍‌ ପଚେ ଜିସୁ ଗାଲିଲି ଗାଡ୍‌ ସେପାଟେ ସେ ଗାଡ୍‌କେ ତିବିରିଆ ଗାଡ୍‌ ବଲି ମିସା କଇବାଇ, ସେ ଜାଗାଇ ଗାଲା ।
Shure kwaizvozvi, Jesu akayambuka akaenda mhiri kumahombekombe eGungwa reGarirea (ndiro Gungwa reTibheriasi),
2 ଆରି ବେସି ଲକ୍‌ମନ୍‌ ତାର୍‍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍‌ମନ୍‌କେ ତାର୍‌ କାବାଅଇଜିବା ବପୁ ସଙ୍ଗ୍‌ ନିମାନ୍‌ କର୍‌ବାଟା ସେମନ୍‌ ଦେକି ରଇଲାଇ ।
uye vazhinji zhinji vakamutevera nokuti vakanga vaona zviratidzo zvaakanga aita pavarwere.
3 ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗଟେକ୍‌ ଡଙ୍ଗର୍‌ ଉପ୍‌ରେ ଜାଇ ବସ୍‌ଲା ।
Ipapo Jesu akakwira pagomo akagara pasi navadzidzi vake.
4 ସେବେଲେ ଜିଉଦି ମନର୍‌ ନିସ୍‌ତାର୍‌ ପରବ୍‌ କେଟି ଆଇତେରଇଲା ।
Mutambo wavaJudha wePasika wakanga wava pedyo.
5 ତାର୍‌ ଲଗେ ବେସି ଲକ୍‌ମନ୍‌ ଆଇବାଟା ଦେକିକରି ଜିସୁ ପିଲିପ୍‌କେ ପାଚାର୍‌ଲା, “ଏତେକ୍‌ମାଣ୍ଡ୍‌ ଲକ୍‌ମନର୍‌ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି?”
Jesu akati asimudza meso ake akaona vanhu vazhinji zhinji vachiuya kwaari, akati kuna Firipi, “Tichatenga chingwa kupiko chokuti vanhu ava vadye?”
6 ମାତର୍‌ ପିଲିପ୍‌କେ ପରିକା କର୍‌ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍‌ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
Akabvunza izvi achida chete kumuedza, nokuti akanga atoziva kare mupfungwa dzake zvaakanga achizoita.
7 ପିଲିପ୍‌ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍‌ମନ୍‌କେ ଦୁଇସ ତେଇ ଅନି ଅଦିକ୍‌ ରୁପାଟାଙ୍ଗାର୍‌ ରୁଟି ଗେନ୍‌ବାକେ ପଡ୍‌ସି ।”
Firipi akamupindura akati, “Mubayiro unoshandirwa kwemwedzi misere haugoni kutenga chingwa chinokwana mumwe nomumwe hake, kuti awane chimedu!”
8 ତେଇ ଆନ୍ଦ୍‌ରିୟ ନାଉଁର୍‌ ଗଟେକ୍‌ ସିସ୍‌ ରଇଲା, ସେ ସିମନ୍‌ ପିତରର୍‌ ବାଇ । ସେ କଇଲା, “ଇତି ଗଟେକ୍‌ ପିଲାର୍‌ ଟାନେ ପାଁଚ୍‌ଟା ରୁଟି ଆରି ଦୁଇଟା ବାଜ୍‌ଲା ସାନ୍‌ ମାଚ୍‌ ଆଚେ ।
Mumwe wavadzidzi vake, Andirea, mununʼuna waPetro, akati,
9 ମାତର୍‌ ଏତ୍‌କି ଲକର୍‌ପାଇ ସେଟା ନ ଅଏ ।”
“Houno mukomana ane zvingwa zviduku zvebhari nehove mbiri, asi zvingasvikepiko pakati pavanhu vakawanda zvakadai?”
10 ୧୦ ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ଲକ୍‌ମନ୍‌କେ ଗାଁସ୍‌ ଉପ୍‌ରେ ବସାଆ ।” ସେ ପଡିଆଇ ବେସି ଗାଁସ୍‌ ରଇଲା । ଗାଁସ୍‌ ଉପ୍‌ରେ ସବୁଲକ୍‌ ବସ୍‌ଲାଇ । ଆରି ତେଇ ଅବ୍‌କା ମୁନୁସ୍‌ ପିଲାସେ ପାଁଚ୍‌ ଅଜାର୍‌ ଲକ୍‌ ରଇଲାଇ ।
Jesu akati, “Itai kuti vanhu vagare pasi.” Panzvimbo iyo pakanga pano uswa huzhinji kwazvo, uye varume vakagara pasi vakanga vachikarosvika zviuru zvishanu.
11 ୧୧ ଜିସୁ ରୁଟି ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ଆରି ତେଇ ବସିରଇବା ଲକ୍‌ମନ୍‌କେ ବାଟାକରି ଦେଲା । ସେନ୍ତିସେ ମାଚ୍‌ ମିସା ବାଟାକରି ଦେଲା । ତେଇ ସେମନ୍‌କେ ପେଟ୍‌ ପୁର୍‌ତେ କାଇବାକେ ମିଲ୍‌ଲା ।
Ipapo Jesu akatora zvingwa zviya, akavonga, uye akazvigovera kuna vaya vakanga vagara pasi mumwe nomumwe paaida napo. Akaita zvimwe chetezvo nehove.
12 ୧୨ ସବୁ ଲକ୍‌ମନ୍‌ ପେଟ୍‌ ପୁର୍‌ତେ କାଇଲା ପଚେ, ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ଅଗଲ୍‌ଲା ମାଚ୍‌ ଆରି ରୁଟି ଗଟେକ୍‌ଟାନେ ଟୁଲିଆଉ, ତେବେ କଣ୍ଡେକ୍‌ ମିସା ନସ୍‌ଟ ନ ଅଏ ।”
Vakati vadya vose, akati kuvadzidzi vake, “Unganidzai zvimedu zvose zvasara. Musarega zvichiraswa.”
13 ୧୩ ଲକ୍‌ମନ୍‌ କାଇସାରାଇଲା ପଚେ, ସେ ପାଁଚ୍‌ଟା ରୁଟିଅନି ଜେତ୍‌କି ଅଗଲ୍‌ଲା, ସିସ୍‌ମନ୍‌ ସେଟା ଟୁଲିଆଇ କରି ବାର୍‌ଟା ଡାଲାଇ ବର୍‌ତି କଲାଇ ।
Saka vakazviunganidza zvikazara matengu gumi namaviri nezvimedu zvezvingwa zvebhari zvishanu, zvakanga zvasiyiwa navaya vakanga vadya.
14 ୧୪ ଜିସୁ କଲା ଏ କାବାଅଇଜିବା କାମ୍‌ ଦେକିକରି ତେଇ ରଇଲା ଲକ୍‌ମନ୍‌ କଇଲାଇ “ଏ ଦୁନିଆଇ ପର୍‌ମେସରର୍‌ ଜନ୍‌ ବବିସତ୍‌ବକ୍‌ତା ଆଇବାର୍‌ ରଇଲା, ସତ‍ଇସେ ଏ ଆକା ।”
Vanhu vakati vaona chiratidzo chakanga chaitwa naJesu, vakatanga kuti, “Zvirokwazvo uyu ndiye muprofita aifanira kuuya panyika.”
15 ୧୫ ସେଦାପ୍‌ରେସେ ଲକ୍‌ମନ୍‌ ଜିସୁକେ ରାଜା କରାଇବାକେ ତିଆର୍‌ ଅଇବାଟା ଜାନି, ତେଇଅନି ସେ ଗଟେକ୍‌ ଲକ୍‌ ଡଙ୍ଗର୍‌ ଉପ୍‌ରେ ଉଟିଗାଲା ।
Jesu, akaziva kuti vaida kumumanikidza kuti vamuite mambo, akabvazve, akaenda kugomo ari oga.
16 ୧୬ ସେ ଦିନେ ସଞ୍ଜ୍‌ ଅଇଗାଲାକେ ଜିସୁର୍‌ ସିସ୍‌ମନ୍‌ ତେଇଅନି ଉତ୍‌ରିକରି ଗାଡେ ଗାଲାଇ ।
Nguva yamadekwana yakati yasvika, vadzidzi vake vakaburuka vakaenda kugungwa,
17 ୧୭ ସିସ୍‌ମନ୍‌ ଡଙ୍ଗାଇ ବସି ଗାଡ୍‌ ସେପାଟେ ରଇଲା କପର୍‌ନାଉମ୍‌ ଜାଗାଇ ବାଉଡ୍‌ବାର୍‌ ଦାର୍‌ଲାଇ । ସେଡ୍‌କିବେଲେ ଆନ୍ଦାର୍‌ ଅଇ ଆଇତେ ରଇଲା । ମାତର୍‌ ସେ ବେଲା ଜାକ ଜିସୁ ତାକର୍‌ ଲଗେ ଆସି ନ ରଇଲା ।
uko kwavakandopinda mugwa vakasimuka vakayambuka vakaenda mhiri kwegungwa vakananga kuKapenaume. Zvino kwakanga kwasviba, uye Jesu akanga asati ava pavari.
18 ୧୮ ଆରି ତେଇ ବେସି ବାଉ ପବନ୍‌ ଅଇବାର୍‌ ଦାର୍‌ଲାଜେ ଗାଡେ ବେସି ବଡ୍‌ ବଡ୍‌ ଲଅଡି ଅଇତେ ରଇଲା ।
Mhepo ine simba yakanga ichivhuvhuta uye kukava namafungu ane hasha.
19 ୧୯ ସେମନ୍‌ ଚଟୁ ଗାଟି ଗାଟି ପାଁଚ୍‌ କି ଚଅ କିଲମିଟର୍‌ ଗାଲା ପଚେ, ଜିସୁ ପାନି ଉପ୍‌ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍‌ ବେସି ଡରିଗାଲାଇ ।
Vakati vakwasva igwa kwamakiromita angaita mashanu kana matanhatu, vakaona Jesu achiuya kuigwa, achifamba pamusoro pemvura; uye vakatya zvikuru.
20 ୨୦ ମାତର୍‌ ଜିସୁ ସେମନ୍‌କେ କଇଲା, “ଡରାନାଇ, ଏଟା ମୁଇସେ ।”
Asi iye akati kwavari, “Ndini; musatya.”
21 ୨୧ ଜିସୁ ଏ କାତା କଇଲା ପଚେ, ସିସ୍‌ମନ୍‌ ତାକେ ବେସି ସାର୍‌ଦା ସଙ୍ଗ୍‌ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍‌ ଜନ୍‌ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍‌ରେ ଜାଇ କେଟ୍‌ଲାଇ ।
Ipapo vakafara kumugamuchira mugwa; pakarepo igwa rakasvika kumahombekombe kwavakanga vakananga.
22 ୨୨ ତାର୍‌ ଆର୍‌କର୍‌ ଦିନର୍‌ ସାକାଲେ, ଗାଡ୍‌ ସେପାଟେ ରଇଲା ଲକ୍‌ମନ୍‌ ଜାନିପାର୍‌ଲାଇ ଜେ, ତେଇ ଗଟେକ୍‌ସେ ଡଙ୍ଗା ରଇଲା । ଆରି ସିସ୍‌ମନ୍‌ ଜିସୁକେ ମିସ୍‌ତେ ଡାକି ନ ନେଇ, ଡଙ୍ଗାଇ ବସି ମଜାଗାଡେ ଉଟିଗାଲାଇ ଆଚତ୍‌ ବଲି । ସେମନ୍‍ ତାକେ ଚାଡିକରି ଜାଇରଇଲାଇ ।
Fume mangwana, vanhu vazhinji vakanga vasara mhiri kwegungwa vakatanga kuona kuti pakanga pachingova neigwa rimwe chete ipapo, uye kuti Jesu haana kunge apinda mariri kuti aende navadzidzi vake, asi kuti vakanga vaenda vari voga.
23 ୨୩ ଜନ୍‌ ଜାଗାଇ ମାପ୍‌ରୁ ଜିସୁ ପାର୍‌ତନା କରି ଲକ୍‌ମନ୍‌କେ ରୁଟି କାଇବାକେ ଦେଇରଇଲା, ସେ ଜାଗା ଲଗେ ତିବିରିଆ ଗାଡେଅନି ଆରି କେତେଟା ଡଙ୍ଗା ଆସି କେଟ୍‌ଲା ।
Ipapo mamwe magwa aibva kuTibheriasi akasvika pedyo nenzvimbo yakanga yadyirwa chingwa navanhu shure kwokuvonga kwaShe.
24 ୨୪ ସେ ଜାଗାଇ ଲକ୍‌ମନ୍‌ ଜିସୁକେ ଆରି ତାର୍‌ ସିସ୍‌ମନ୍‌କେ ବେଟ୍‌ ନ ଅଇଲାକେ, ଡଙ୍ଗାମନ୍‍କେ ଚଗି ତାକେ କଜି କଜି କପର୍‌ନାଉମ୍‌ ଜାଗାବାଟେ ଜିବାକେ ବାରଇଲାଇ ।
Vazhinji vakati vaona kuti Jesu navadzidzi vake vakanga vasisipo, vakapinda mumagwa ndokuenda kuKapenaume vachitsvaka Jesu.
25 ୨୫ ଲକ୍‌ମନ୍‌ ଜିସୁକେ ଗାଡ୍‌ ସେପାଟେ ବେଟ୍‌ଅଇକରି ପାଚାର୍‌ଲାଇ, “ଏ ଗୁରୁ ତମେ ଇତି କେଡେବଲ୍‌ ଆସି କେଟ୍‌ଲାସ୍‌?”
Vakati vamuwana ari mhiri kwegungwa vakamubvunza vakati, “Rabhi, makauya kuno riniko?”
26 ୨୬ ଜିସୁ ସେମନ୍‌କେ କଇଲା, ମୁଇ ତମ୍‌କେ ସତ୍‌ କଇଲିନି, ମୁଇ କରିରଇବା କାବାଅଇଜିବା କାମ୍‌ ବୁଜିକରି ମକେ କଜାସ୍‌ ନାଇ । ମାତର୍‌ ତମେ ପେଟ୍‌ ପୁର୍‌ତେ ରୁଟି କାଇରଇଲାସ୍‌ ବଲି ଆସିଆଚାସ୍‌ ।
Jesu akapindura akati, “Ndinokuudzai chokwadi kuti, muri kunditsvaka, kwete nokuda kwokuti makaona zviratidzo, asi nokuda kwokuti makadya zvingwa uye mukaguta.
27 ୨୭ ଜନ୍‌ କାଦି ନସିଜାଇସି, ସେ କାଦିର୍‌ ପାଇ ଏତେକ୍‌ କସ୍‌ଟ କରାନାଇ, ମାତର୍‌ ଜନ୍‌ଟା ନ ନସେ, ସେଟା ନ ସାର୍‌ବା ଜିବନ୍‌ ଦେଇସି, ସେଟାର୍‌ ପାଇ କସ୍‌ଟ କରା । ଏ କାଦି ନର୍‌ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍‌ପାଇ ବାବା ପର୍‌ମେସର୍‌ ମକେ ଅଦିକାର୍‌ ଦେଲାଆଚେ । (aiōnios g166)
Musashandira zvokudya zvinopera, asi shandirai zvokudya zvinogara kuupenyu husingaperi zvamuchapiwa noMwanakomana woMunhu. Mwari Baba vakaisa chisimbiso chavo paari.” (aiōnios g166)
28 ୨୮ ସେବେଲେ ଲକ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଜନ୍‍ଟା ପର୍‌ମେସର୍‌ ମନ୍‌ କଲାନି, ସେଟା ଆମେ କର୍‌ବାର୍‌ ଆଲେ କାଇଟା କର୍‌ବାର୍‌ ଆଚେ?”
Ipapo vakamubvunza vakati, “Tinofanira kuita seiko kuti tiite mabasa anodikanwa naMwari?”
29 ୨୯ ଜିସୁ ସେମନ୍‌କେ କ‍ଇଲା, “ଜାକେ ପର୍‌ମେସର୍‌ ପାଟାଇଲା ଆଚେ, ତାକେ ତମେ ବିସ୍‌ବାସ୍‌ କଲେ ସେଟା କରିପାରାସ୍‌ ।”
Jesu akapindura akati, “Basa raMwari nderiri: kuti mutende kuna iye waakatuma.”
30 ୩୦ ସେବେଲା ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍‌ବାସ୍‌ କର୍‌ବୁ, ସେଟାର୍‌ ପାଇ ଆମ୍‌କେ କାଇଆଲେ କାବାଅଇଜିବା କାମ୍‌ କରି ଦେକାଇପାରୁସ୍‌ କି? କ କାଇଟା କରିପାରୁସ୍‌?”
Saka vakamubvunza vakati, “Muchatiratidza chiratidzo cheiko chatingaona kuti tigokutendai? Muchaiteiko?
31 ୩୧ ଆରି ସେମନ୍‌ କଇଲାଇ, “ଆମର୍‌ ଆନିଦାଦିମନ୍‌ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍‌ ଦରମ୍‌ ସାସ୍‌ତର୍‌ ଇସାବେ ପର୍‌ମେସର୍‌ ସେମନ୍‌କେ ସର୍‌ଗେ ଅନି ଦେଇର‍ଇଲା ।”
Madzibaba edu akadya mana murenje; sezvazvakanyorwa zvichinzi: ‘Akavapa chingwa chakabva kudenga kuti vadye.’”
32 ୩୨ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ଜନ୍‌ଟା ମସା ତମ୍‌କେ ଦେଇରଇଲା, ସେଟା ସର୍‌ଗେଅନି ଆସିରଇଲା କାଦି ନଏଁ । ମାତର୍‌ ମର୍‌ ବାବା ତମ୍‌କେ ସର୍‌ଗେଅନି ସତ୍‌ କାଦି ଦେଇସି ।
Jesu akati kwavari, “Zvirokwazvo ndinoti kwamuri, haasi Mozisi akakupai chingwa chakabva kudenga, asi kuti ndiBaba vangu vanokupai chingwa chezvokwadi chinobva kudenga.
33 ୩୩ ପର୍‌ମେସରର୍‌ କାଦି ଅଇଲାନି ଗଟେକ୍‌ ଲକ୍‌ ଜେ କି ନ ସାର୍‌ବା ଜିବନ୍‌ ଦେବାକେ ସର୍‌ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
Nokuti chingwa chaMwari ndiye anoburuka achibva kudenga uye anopa upenyu kunyika.”
34 ୩୪ ଲକ୍‌ମନ୍‌ ଜିସୁକେ କଇଲାଇ, “ଆଗିଆଁ ସବୁବେଲେ ଆମ୍‌କେ ଏ କାଦି ଦିଆ ।”
Ivo vakati, “Ishe, kubva zvino zvichienda mberi, tipei chingwa ichi.”
35 ୩୫ ତାର୍‌ ପଚେ ଜିସୁ ସେମନ୍‌କେ କଇଲା, “ମୁଇ ସେ ଜିବନର୍‌ କାଦି । ଜନ୍‌ ଲକ୍‌ ମର୍‌ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍‌ବାସ୍‌ କର୍‌ସି ତାକେ କେବେ ମିସା ସସ୍‌ ନ ଲାଗେ ।
Ipapo Jesu akataura achiti, “Ndini chingwa choupenyu. Ani naani anouya kwandiri haangatongovi nenzara, uye ani naani anotenda kwandiri haangatongovi nenyota.
36 ୩୬ ମୁଇ ତମ୍‌କେ କଇଲିନି, ତମେ ମକେ ଦେକିକରି ମିସା ବିସ୍‌ବାସ୍‌ କରାସ୍‌ନାଇ ।
Asi sezvandakakuudzai, makandiona uye hamutendi nazvino.
37 ୩୭ ମର୍‌ ବାବା ପର୍‌ମେସର୍‌ ଜନ୍‌ ଲକ୍‌ମନ୍‌କେ ମକେ ଦେଲା ଆଚେ, ସେ ଲକ୍‌ମନ୍‌ ମର୍‌ ଲଗେ ଆଇବାଇ । ଆରି ମର୍‌ ଲଗେ ଆଇବା ଲକ୍‌ମନ୍‌କେ କେବେ ମିସା ନ ବାଉଡାଇ ।
Zvose zvandinopiwa naBaba zvichauya kwandiri, uye ani naani anouya kwandiri handingatongomurasiri kure.
38 ୩୮ କାଇକେବଇଲେ ମୁଇ ନିଜେ ମନ୍‌ କଲାଟା ପୁରାପୁରୁନ୍‌ କର୍‌ବାକେ ଆସି ନାଇ, ମାତର୍‌ ମକେ ପାଟାଇରଇବା ପର୍‌ମେସରର୍‌ ମନ୍‌କଲାଟା ପୁରାପୁରୁନ୍‌ କର୍‌ବାକେ ସର୍‌ଗେଅନି ଆସିଆଚି ।
Nokuti handina kuburuka kubva kudenga kuti ndizoita kuda kwangu asi kuti ndizoita kuda kwaiye akandituma.
39 ୩୯ ଜନ୍‌ ଲକ୍‌ମନ୍‌କେ ସେ ମକେ ଦେଲାଆଚେ, ସେମନର୍‌ ବିତ୍‌ରେଅନି ମୁଇ ଗଟେକ୍‌ ଲକ୍‌କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍‌କେ ଆରିତରେକ୍‌ ଜିବନ୍‌ କରି ଉଟାଇବି । ଏଟା ଆକା ସେ ମନ୍‌ କର୍‌ବାଟା ।
Uye uku ndiko kuda kwaiye akandituma, kuti ndirege kurasikirwa navose vaakandipa, asi kuti ndivamutse pazuva rokupedzisira.
40 ୪୦ ପର୍‌ମେସରର୍‌ ପିଲା ମୁଇ କେ କେ ମକେ ଦେକ୍‌ବାଇ ଆରି ବିସ୍‌ବାସ୍‌ କର୍‌ବାଇ, ସେମନ୍‌ ନ ସାର୍‌ବା ଜିବନ୍‌ ପାଇବାର୍‌ ଆଚେ ବଲି ପର୍‌ମେସର୍‌ ମନ୍‌ କଲାନି । ଆରି ମୁଇ ସେମନ୍‌କେ ସାରାସାରି ଦିନେ ମଲାଟାନେଅନି ଜିବନ୍‌ ଅଇକରି ଉଟାଇ ଦେବାର୍‌ ଆଚେ ବଲି ମିସା ପର୍‌ମେସର୍‌ ମନ୍‌ କଲାନି” ବଲି କଇଲା । (aiōnios g166)
Nokuti kuda kwaBaba vangu ndiko kuti ani naani anotarira kuMwanakomana agotenda kwaari achava noupenyu husingaperi, uye ndichamumutsa pazuva rokupedzisira.” (aiōnios g166)
41 ୪୧ ଏଟା ସୁନିକରି ଜିଉଦି ନେତାମନ୍‌ ଜିସୁର୍‌ ବିରଦେ ସେମନର୍‌ ବିତ୍‌ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍‌ଗେ ଅନି ଆସିରଇବା କାଦି ବଲି କଇଲାର୍‌ ପାଇ ସେମନ୍‌ ଏନ୍ତି ଅଇଲାଇ ।
Ipapo, vaJudha vakatanga kugununʼuna pamusoro pake nokuti akati, “Ndini chingwa chakaburuka kubva kudenga.”
42 ୪୨ ସେମନ୍‌ କଇଲାଇ “ଏଟା ଜସେପର୍‌ ପିଲା ଜିସୁ ନଏଁ କି? ଆମେ ତାର୍‌ ଆୟା ବାବାକେ ଜାନି ଆଚୁ । ସେ କେନ୍ତି ‘ମୁଇ ସର୍‌ଗେଅନି ଆସିଆଚି’ ବଲି କଇଲାନି?”
Vakati, “Ko, uyu haasi Jesu, mwanakomana waJosefa here, watinoziva baba vake namai vake? Zvino anotaura sei achiti, ‘Ndakaburuka kubva kudenga’?”
43 ୪୩ ଜିସୁ ସେମନ୍‌କେ କଇଲା, ତମେ ଦଦାପେଲା ଉଆନାଇ, ଚିମ୍‌ରାଇଅଇ ରୁଆ ।
Jesu akapindura akati, “Regai kugununʼuna pakati penyu.
44 ୪୪ ମକେ ପାଟାଇରଇବା ପର୍‌ମେସର୍‌ ମର୍‌ ଲଗେ ଡାକି ନ ଆନ୍‌ଲେ, କେ ମିସା ମର୍‌ ଲଗେ ଆସିନାପାରତ୍‌ । ଆରି ଜେ ଜେ ଆଇବାଇ, ସେମନ୍‌କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍‌ କରି ଉଟାଇବି ।
Hakuna munhu angauya kwandiri kunze kwokunge Baba vakandituma vamukweva, uye ndichamumutsa pazuva rokupedzisira.
45 ୪୫ ବବିସତ୍‌ବକ୍‌ତାମନ୍‌ ଦରମ୍‌ ସାସ୍‌ତରେ ଲେକିଆଚତ୍‌, ପର୍‌ମେସର୍‌ଟାନେଅନିସେ ସବୁଲକ୍‌ ସିକ୍‌ବାଇ । କେ ମିସା ବାବାର୍‌ କାତା ସୁନି ତାର୍‌ ସିକିଆ ପାଇସି, ସେ ମର୍‌ଲଗେ ଆଇସି ।
Muvaprofita makanyorwa muchinzi: ‘Vose vachadzidziswa naMwari.’ Ani naani anoteerera kuna Baba uye anodzidza kubva kwavari anouya kwandiri.
46 ୪୬ କେ ମିସା ବାବାକେ ଦେକତ୍‌ନାଇ । ମୁଇ ପର୍‌ମେସରର୍‌ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି ।
Hakuna munhu akaona Baba kunze kwouyo anobva kuna Mwari; ndiye chete akaona Baba.
47 ୪୭ ମୁଇ ତମ୍‌କେ ସତ୍‌ କଇଲିନି, ଜନ୍‌ ଲକ୍‌ ମକେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । (aiōnios g166)
Zvirokwazvo ndinoti kwamuri, uyo anotenda ndiye ano upenyu husingaperi. (aiōnios g166)
48 ୪୮ ଉଁ, ମୁଇସେ ଜିବନ୍‌ ଦେବା କାଦି ।
Ndini chingwa choupenyu.
49 ୪୯ ତମର୍‌ ଆନିଦାଦିମନ୍‌ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍‌ ମଲାଇ ।
Madzitateguru enyu akadya mana mugwenga, asi vakafa.
50 ୫୦ ମାତର୍‌ ଜନ୍‌ କାଦି ସର୍‌ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍‌ ।
Asi hechino chingwa chinobva kudenga, chinoti kana munhu akadya haangafi.
51 ୫୧ ମୁଇସେ ସର୍‌ଗେଅନି ଆଇଲା ଜିବନ୍‌ ଦେବା କାଦି । ଏ କାଦି କାଇଲା ଲକ୍‌ମନ୍‌ ସବୁ ଦିନର୍‌ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍‌ ଗାଗଡ୍‌ । ଏ ଦୁନିଆର୍‌ ଲକ୍‌ମନ୍‌ କାଲ୍‍କାଲ୍‍ ଜୁଗ୍‌ଜୁଗ୍‌ ବଁଚି ରଇବାକେ ମର୍‌ଗାଗଡ୍‌ ଦେବି ବଲି କଇଲା । (aiōn g165)
Ndini chingwa chipenyu chakaburuka kubva kudenga. Kana munhu upi zvake akadya chingwa ichi, achararama nokusingaperi. Chingwa ichi inyama yangu, yandichapa nokuda kwoupenyu hwenyika.” (aiōn g165)
52 ୫୨ ଜିସୁ କଇଲା କାତା ସୁନି ଜିଉଦି ନେତାମନ୍‌ ରିସାଅଇ ଆଉଲିଅଇକରି “ଏ ଲକ୍‌ କେନ୍ତି ନିଜର୍‌ ଗାଗଡ୍‌ ଆମ୍‌କେ କାଇବାକେ ଦେଇ ପାରେ?” ବଲି ଦଦାପେଲା ଅଇ କଇଲାଇ ।
Ipapo vaJudha vakatanga kukakavadzana zvikuru pakati pavo vachiti, “Munhu uyu angatipa nyama yake kuti tiidye seiko?”
53 ୫୩ ଜିସୁ ସେମନ୍‌କେ କଇଲା, “ମୁଇ ସତ୍‌କାତା କଇଲିନି, ପର୍‌ମେସର୍‌ ପାଟାଇ ରଇବା ନର୍‌ପିଲା ମୁଇ, ମର୍‌ ଗାଗଡ୍‌ ଆରି ବନି ନ କାଇଲେ, ଜିବନ୍‌ ମିଲାଇ ନାପାରାସ୍‌ ।
Jesu akati kwavari, “Ndinokuudzai chokwadi kuti, kana musingadyi nyama yoMwanakomana woMunhu nokunwa ropa rake, hamuna upenyu mamuri.
54 ୫୪ ମାତର୍‌ ଜନ୍‌ ଲକ୍‌ ମର୍‌ ଗାଗଡ୍‌ ଆରି ବନି କାଇସି ସେ ନ ସାର୍‌ବା ଜିବନ୍‌ ପାଇସି । ମୁଇ ସେ ଲକ୍‌କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । (aiōnios g166)
Ani naani anodya nyama yangu nokunwa ropa rangu anogara mandiri, uye ini maari. (aiōnios g166)
55 ୫୫ କାଇକେବଇଲେ, ମର୍‌ ଗାଗଡ୍‌ ଅଇଲାନି ସତ୍‌ କାଦି ଆରି ମର୍‍ ବନି ଅଇଲାନି ସତ୍‌ ପାନି ।
Nokuti nyama yangu ndicho chokudya chaicho.
56 ୫୬ ଜନ୍‌ ଲକ୍‌ ମର୍‌ ଗାଗଡ୍‌ ଆରି ବନି କାଇସି, ସେ ମର୍‌ଟାନେ ରଇସି ଆରି ମୁଇ ତାର୍‌ଟାନେ ରଇବି ।
Ani naani anodya nyama yangu uye anonwa ropa rangu anogara mandiri, neni maari.
57 ୫୭ ଜିବନ୍‌ ରଇବା ବାବା ମକେ ପାଟାଇଆଚେ, ଆରି ତାର୍‌ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍‌ଲାଗି ବଁଚିରଇସି ।
Sezvo Baba vapenyu vakandituma uye ndichirarama nokuda kwaBaba, saizvozvo uyo anodya pandiri achararama nokuda kwangu.
58 ୫୮ ଏଟାସେ ସର୍‌ଗେଅନି ଆସିରଇବା କାଦି । ଜନ୍‌ କାଦି ତମର୍‌ ଆନିଦାଦିମନ୍‌ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍‍କାଲ୍‍ ଜୁଗ୍‌ଜୁଗ୍‌ ବଁଚିରଇସି ।” (aiōn g165)
Ichi ndicho chingwa chakaburuka kubva kudenga. Madzitateguru enyu akadya mana uye akafa, asi ani naani anodya chingwa ichi achararama nokusingaperi.” (aiōn g165)
59 ୫୯ ଜିସୁ କପର୍‌ନାଉମେ ଜିଉଦିମନର୍‌ ପାର୍‌ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।
Akataura izvi paakanga achidzidzisa ari musinagoge muKapenaume.
60 ୬୦ ଜିସୁର୍‌ ସିସ୍‌ମନର୍‌ ବିତ୍‌ରେ ଅନି କେତେକ୍‌ ଲକ୍‌ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍‌କେ ବୁଜି ନଇଲାନି । ସେଟାର୍‌ପାଇ କେ ଏଟା ନାମ୍‌ସି?”
Pavakanzwa izvi, vadzidzi vake vazhinji vakati, “Kudzidzisa uku kwakaoma. Ndianiko angakugamuchira?”
61 ୬୧ ଜିସୁକେ ଏ ବିସଇ ନେ‍ଇକରି କେ କାଇବଲି ନ କଇରଇଲେ ମିସା, ସିସ୍‌ମନ୍‌ କୁଆବଲା ଅଇଲାଇନି ବଲି ଜାନିକରି, ସେ ସେମନ୍‌କେ କଇଲା, “ତମେ ଏ କାତା ସୁନି ମନ୍‌ଦୁକ୍‌ କଲାସ୍‌ନି କି?
Achiziva zvake kuti vadzidzi vake vakanga vachigununʼuna pamusoro paizvozvi, Jesu akati kwavari, “Izvi zvinokugumburai here?
62 ୬୨ ଏନ୍ତି ବଇଲେ, ନର୍‌ପିଲା ମୁଇ ଜନ୍‌ ଜାଗାଇଅନି ଆସିରଇଲି, ସେ ଜାଗାଇ ଆରି ତରେକ୍‌ ବାଉଡି ଜିବାଟା ଦେକ୍‌ଲେ ତମେ କାଇଟା ବଲି କ‍ଇସା?
Muchaita sei kana mukaona Mwanakomana woMunhu achikwira achienda kwaaimbova kare!
63 ୬୩ ପର୍‌ମେସରର୍‌ ଆତ୍‌ମାସେ ଜିବନ୍‌ ଦେଇପାରେ । ମୁନୁସର୍‌ ବପୁ କାଇଟା କରିନାପାରେ । ପର୍‌ମେସରର୍‌ ଜିବନ୍‌ ଦେବା ଆତ୍‌ମା ତମେ ଜେନ୍ତାରିକି ଜାନି ପାର୍‌ସା? ସେଟାର୍‌ପାଇ ମୁଇ ଏ କାତା କଇଲିଆଚି ।
Mweya ndiye anopa upenyu, nyama haina chainobatsira. Mashoko andataura kwamuri ndiwo mweya, uye ane upenyu.
64 ୬୪ ମାତର୍‌ ତମର୍‌ ବିତ୍‌ରେଅନି କେତେକ୍‌ ଲକ୍‌ମନ୍‌ ମକେ ବିସ୍‌ବାସ୍‌ କରାସ୍‌ ନାଇ ।” କାଇକେବଇଲେ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍‌ ଲକ୍‌ ତାକେ ସତ୍‌ରୁକେ ସର୍‌ପି ଦେଇସି, ତାକେ ମିସା ଜାନି ରଇଲା ।
Asi vamwe venyu varipo vasingatendi.” Nokuti Jesu akanga achiziva kubva pakutanga kuti ndivanaani pakati pavo vakanga vasingatendi uye kuti ndiani aizomupandukira.
65 ୬୫ ଆରି ଜିସୁ କଇଲା, “ସେଟାର୍‌ ପାଇସେ ମୁଇ ତମ୍‌କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍‌ ଲଗେ ଆସିନାପାରେ ।”
Akaenderera mberi achiti, “Ndokusaka ndakuudzai kuti hakuna munhu angauya kwandiri kunze kwokunge azvipiwa naBaba.”
66 ୬୬ ଜିସୁ ଏ କାତା କଇଲାକେ ତାର୍‌ ସଙ୍ଗ୍‍ ଜାଇତେରଇବା ଲକ୍‌ମନର୍‌ତେଇଅନି ବେସିଲକ୍‌ ତାର୍‌ ସଙ୍ଗ୍‌ ଜିବାକେ ମନ୍‌ ନ କରି ଚାଡି ଉଟିଗାଲାଇ ।
Kubva panguva iyi vadzidzi vake vazhinji vakadzokera shure uye vakasazomutevera.
67 ୬୭ ସେବେଲେ ଜିସୁ ତାର୍‌ ବାର୍‌ଟା ସିସ୍‌ମନ୍‌କେ ପାଚାର୍‌ଲା, “ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍‍ କଲାସ୍‌ନି କି?”
Jesu akabvunza vane gumi navaviri akati, “Nemiwo hamusi kuda kuenda here?”
68 ୬୮ ସିମନ୍‌ ପିତର୍‌ ତାକେ କଇଲା, “ମାପ୍‌ରୁ ତମ୍‌କେ ଚାଡି ଆମେ କାର୍‌ଲଗେ ଜିବୁ? ତମର୍‌ଟାନେତା ନ ସାର୍‌ବା ଜିବନର୍‌ ବାକିଅ ଆଚେ । (aiōnios g166)
Simoni akati, “Ishe, tichaenda kuna aniko? Imi mune mashoko oupenyu husingaperi. (aiōnios g166)
69 ୬୯ ତମେତା ପର୍‌ମେସରର୍‌ ଟାନେଅନି ଆଇଲା ସୁକଲ୍‌ ଲକ୍‌ ବଲି, ଏବେ ଆମେ ବିସ୍‌ବାସ୍‌ କରି ଜାନ୍‌ଲୁ ।”
Tinotenda uye tinoziva kuti ndimi Mutsvene waMwari.”
70 ୭୦ ଜିସୁ ସେମନ୍‌କେ କ‍ଇଲା, “ମୁଇ କାଇ ତମ୍‌କେ ବାର ଲକ୍‌କେ ବାଚି ନାଇ କି? ଏଲେମିସା ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ସଇତାନର୍‌ ।”
Ipapo Jesu akati, “Handina kukusarudzai, imi vane gumi navaviri here? Asi mumwe wenyu ndidhiabhori!”
71 ୭୧ ଇସ୍‌କାରିୟତର୍‌ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍‌ଟା ସିସ୍‌ମନର୍‌ ବିତ୍‌ରେ ଅନି ଜିଉଦା ଗଟେକ୍‌ ଲକ୍‌ ଅଇମିସା, ଜିସୁକେ ବିସ୍‌ବାସେ ବିସ୍‌ ଦେଲାପାରା ସତ୍‌ରୁମନ୍‌କେ ସର୍‌ପି ଦେବାକେ ମନ୍‍ କର୍‌ତେ ରଇଲା ।
Akanga achireva Judhasi, mwanakomana waSimoni Iskarioti, uyo, kunyange akanga ari mumwe wavane gumi navaviri, aizomupandukira.

< ଜଅନ୍‌ 6 >