< ଜଅନ୍ 6 >
1 ୧ ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା ।
តតះ បរំ យីឝុ រ្គាលីល៑ ប្រទេឝីយស្យ តិវិរិយានាម្នះ សិន្ធោះ បារំ គតវាន៑។
2 ୨ ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ ।
តតោ វ្យាធិមល្លោកស្វាស្ថ្យករណរូបាណិ តស្យាឝ្ចយ៌្យាណិ កម៌្មាណិ ទ្ឫឞ្ដ្វា ពហវោ ជនាស្តត្បឝ្ចាទ៑ អគច្ឆន៑។
3 ୩ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗଟେକ୍ ଡଙ୍ଗର୍ ଉପ୍ରେ ଜାଇ ବସ୍ଲା ।
តតោ យីឝុះ បវ៌្វតមារុហ្យ តត្រ ឝិឞ្យៃះ សាកម៑។
4 ୪ ସେବେଲେ ଜିଉଦି ମନର୍ ନିସ୍ତାର୍ ପରବ୍ କେଟି ଆଇତେରଇଲା ।
តស្មិន៑ សមយ និស្តារោត្សវនាម្និ យិហូទីយានាម ឧត្សវ ឧបស្ថិតេ
5 ୫ ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, “ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି?”
យីឝុ រ្នេត្រេ ឧត្តោល្យ ពហុលោកាន៑ ស្វសមីបាគតាន៑ វិលោក្យ ផិលិបំ ប្ឫឞ្ដវាន៑ ឯតេឞាំ ភោជនាយ ភោជទ្រវ្យាណិ វយំ កុត្រ ក្រេតុំ ឝក្រុមះ?
6 ୬ ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
វាក្យមិទំ តស្យ បរីក្ឞាត៌្ហម៑ អវាទីត៑ កិន្តុ យត៑ ករិឞ្យតិ តត៑ ស្វយម៑ អជានាត៑។
7 ୭ ପିଲିପ୍ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ରୁଟି ଗେନ୍ବାକେ ପଡ୍ସି ।”
ផិលិបះ ប្រត្យវោចត៑ ឯតេឞាម៑ ឯកៃកោ យទ្យល្បម៑ អល្បំ ប្រាប្នោតិ តហ៌ិ មុទ្រាបាទទ្វិឝតេន ក្រីតបូបា អបិ ន្យូនា ភវិឞ្យន្តិ។
8 ୮ ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, “ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ ।
ឝិមោន៑ បិតរស្យ ភ្រាតា អាន្ទ្រិយាខ្យះ ឝិឞ្យាណាមេកោ វ្យាហ្ឫតវាន្
9 ୯ ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।”
អត្រ កស្យចិទ៑ ពាលកស្យ សមីបេ បញ្ច យាវបូបាះ ក្ឞុទ្រមត្ស្យទ្វយញ្ច សន្តិ កិន្តុ លោកានាំ ឯតាវាតាំ មធ្យេ តៃះ កិំ ភវិឞ្យតិ?
10 ୧୦ ଜିସୁ ତାର୍ ସିସ୍ମନ୍କେ କଇଲା, “ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।” ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ ।
បឝ្ចាទ៑ យីឝុរវទត៑ លោកានុបវេឝយត តត្រ ពហុយវសសត្ត្វាត៑ បញ្ចសហស្ត្រេភ្យោ ន្យូនា អធិកា វា បុរុឞា ភូម្យាម៑ ឧបាវិឝន៑។
11 ୧୧ ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା ।
តតោ យីឝុស្តាន៑ បូបានាទាយ ឦឝ្វរស្យ គុណាន៑ កីត៌្តយិត្វា ឝិឞ្យេឞុ សមាប៌យត៑ តតស្តេ តេភ្យ ឧបវិឞ្ដលោកេភ្យះ បូបាន៑ យថេឞ្ដមត្ស្យញ្ច ប្រាទុះ។
12 ୧୨ ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, “ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।”
តេឞុ ត្ឫប្តេឞុ ស តានវោចទ៑ ឯតេឞាំ កិញ្ចិទបិ យថា នាបចីយតេ តថា សវ៌្វាណ្យវឝិឞ្ដានិ សំគ្ឫហ្លីត។
13 ୧୩ ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ ।
តតះ សវ៌្វេឞាំ ភោជនាត៑ បរំ តេ តេឞាំ បញ្ចានាំ យាវបូបានាំ អវឝិឞ្ដាន្យខិលានិ សំគ្ឫហ្យ ទ្វាទឝឌល្លកាន៑ អបូរយន៑។
14 ୧୪ ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।”
អបរំ យីឝោរេតាទ្ឫឝីម៑ អាឝ្ចយ៌្យក្រិយាំ ទ្ឫឞ្ដ្វា លោកា មិថោ វក្តុមារេភិរេ ជគតិ យស្យាគមនំ ភវិឞ្យតិ ស ឯវាយម៑ អវឝ្យំ ភវិឞ្យទ្វក្ត្តា។
15 ୧୫ ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
អតឯវ លោកា អាគត្យ តមាក្រម្យ រាជានំ ករិឞ្យន្តិ យីឝុស្តេឞាម៑ ឦទ្ឫឝំ មានសំ វិជ្ញាយ បុនឝ្ច បវ៌្វតម៑ ឯកាកី គតវាន៑។
16 ୧୬ ସେ ଦିନେ ସଞ୍ଜ୍ ଅଇଗାଲାକେ ଜିସୁର୍ ସିସ୍ମନ୍ ତେଇଅନି ଉତ୍ରିକରି ଗାଡେ ଗାଲାଇ ।
សាយំកាល ឧបស្ថិតេ ឝិឞ្យា ជលធិតដំ វ្រជិត្វា នាវមារុហ្យ នគរទិឝិ សិន្ធៅ វាហយិត្វាគមន៑។
17 ୧୭ ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା ।
តស្មិន៑ សមយេ តិមិរ ឧបាតិឞ្ឋត៑ កិន្តុ យីឞុស្តេឞាំ សមីបំ នាគច្ឆត៑។
18 ୧୮ ଆରି ତେଇ ବେସି ବାଉ ପବନ୍ ଅଇବାର୍ ଦାର୍ଲାଜେ ଗାଡେ ବେସି ବଡ୍ ବଡ୍ ଲଅଡି ଅଇତେ ରଇଲା ।
តទា ប្រពលបវនវហនាត៑ សាគរេ មហាតរង្គោ ភវិតុម៑ អារេភេ។
19 ୧୯ ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ ।
តតស្តេ វាហយិត្វា ទ្វិត្រាន៑ ក្រោឝាន៑ គតាះ បឝ្ចាទ៑ យីឝុំ ជលធេរុបរិ បទ្ភ្យាំ វ្រជន្តំ នៅកាន្តិកម៑ អាគច្ឆន្តំ វិលោក្យ ត្រាសយុក្តា អភវន្
20 ୨୦ ମାତର୍ ଜିସୁ ସେମନ୍କେ କଇଲା, “ଡରାନାଇ, ଏଟା ମୁଇସେ ।”
កិន្តុ ស តានុក្ត្តវាន៑ អយមហំ មា ភៃឞ្ដ។
21 ୨୧ ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।
តទា តេ តំ ស្វៃរំ នាវិ គ្ឫហីតវន្តះ តទា តត្ក្ឞណាទ៑ ឧទ្ទិឞ្ដស្ថានេ នៅរុបាស្ថាត៑។
22 ୨୨ ତାର୍ ଆର୍କର୍ ଦିନର୍ ସାକାଲେ, ଗାଡ୍ ସେପାଟେ ରଇଲା ଲକ୍ମନ୍ ଜାନିପାର୍ଲାଇ ଜେ, ତେଇ ଗଟେକ୍ସେ ଡଙ୍ଗା ରଇଲା । ଆରି ସିସ୍ମନ୍ ଜିସୁକେ ମିସ୍ତେ ଡାକି ନ ନେଇ, ଡଙ୍ଗାଇ ବସି ମଜାଗାଡେ ଉଟିଗାଲାଇ ଆଚତ୍ ବଲି । ସେମନ୍ ତାକେ ଚାଡିକରି ଜାଇରଇଲାଇ ।
យយា នាវា ឝិឞ្យា អគច្ឆន៑ តទន្យា កាបិ នៅកា តស្មិន៑ ស្ថានេ នាសីត៑ តតោ យីឝុះ ឝិឞ្យៃះ សាកំ នាគមត៑ កេវលាះ ឝិឞ្យា អគមន៑ ឯតត៑ បារស្ថា លោកា ជ្ញាតវន្តះ។
23 ୨୩ ଜନ୍ ଜାଗାଇ ମାପ୍ରୁ ଜିସୁ ପାର୍ତନା କରି ଲକ୍ମନ୍କେ ରୁଟି କାଇବାକେ ଦେଇରଇଲା, ସେ ଜାଗା ଲଗେ ତିବିରିଆ ଗାଡେଅନି ଆରି କେତେଟା ଡଙ୍ଗା ଆସି କେଟ୍ଲା ।
កិន្តុ តតះ បរំ ប្រភុ រ្យត្រ ឦឝ្វរស្យ គុណាន៑ អនុកីត៌្ត្យ លោកាន៑ បូបាន៑ អភោជយត៑ តត្ស្ថានស្យ សមីបស្ថតិវិរិយាយា អបរាស្តរណយ អាគមន៑។
24 ୨୪ ସେ ଜାଗାଇ ଲକ୍ମନ୍ ଜିସୁକେ ଆରି ତାର୍ ସିସ୍ମନ୍କେ ବେଟ୍ ନ ଅଇଲାକେ, ଡଙ୍ଗାମନ୍କେ ଚଗି ତାକେ କଜି କଜି କପର୍ନାଉମ୍ ଜାଗାବାଟେ ଜିବାକେ ବାରଇଲାଇ ।
យីឝុស្តត្រ នាស្តិ ឝិឞ្យា អបិ តត្រ នា សន្តិ លោកា ឥតិ វិជ្ញាយ យីឝុំ គវេឞយិតុំ តរណិភិះ កផន៌ាហូម៑ បុរំ គតាះ។
25 ୨୫ ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍?”
តតស្តេ សរិត្បតេះ បារេ តំ សាក្ឞាត៑ ប្រាប្យ ប្រាវោចន៑ ហេ គុរោ ភវាន៑ អត្រ ស្ថានេ កទាគមត៑?
26 ୨୬ ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କଇଲିନି, ମୁଇ କରିରଇବା କାବାଅଇଜିବା କାମ୍ ବୁଜିକରି ମକେ କଜାସ୍ ନାଇ । ମାତର୍ ତମେ ପେଟ୍ ପୁର୍ତେ ରୁଟି କାଇରଇଲାସ୍ ବଲି ଆସିଆଚାସ୍ ।
តទា យីឝុស្តាន៑ ប្រត្យវាទីទ៑ យុឞ្មានហំ យថាត៌្ហតរំ វទាមិ អាឝ្ចយ៌្យកម៌្មទឝ៌នាទ្ធេតោ រ្ន កិន្តុ បូបភោជនាត៑ តេន ត្ឫប្តត្វាញ្ច មាំ គវេឞយថ។
27 ୨୭ ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ । (aiōnios )
ក្ឞយណីយភក្ឞ្យាត៌្ហំ មា ឝ្រាមិឞ្ដ កិន្ត្វន្តាយុព៌្ហក្ឞ្យាត៌្ហំ ឝ្រាម្យត, តស្មាត៑ តាទ្ឫឝំ ភក្ឞ្យំ មនុជបុត្រោ យុឞ្មាភ្យំ ទាស្យតិ; តស្មិន៑ តាត ឦឝ្វរះ ប្រមាណំ ប្រាទាត៑។ (aiōnios )
28 ୨୮ ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, “ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ?”
តទា តេៜប្ឫច្ឆន៑ ឦឝ្វរាភិមតំ កម៌្ម កត៌្តុម៑ អស្មាភិះ កិំ កត៌្តវ្យំ?
29 ୨୯ ଜିସୁ ସେମନ୍କେ କଇଲା, “ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।”
តតោ យីឝុរវទទ៑ ឦឝ្វរោ យំ ប្រៃរយត៑ តស្មិន៑ វិឝ្វសនម៑ ឦឝ្វរាភិមតំ កម៌្ម។
30 ୩୦ ସେବେଲା ସେମନ୍ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍ବାସ୍ କର୍ବୁ, ସେଟାର୍ ପାଇ ଆମ୍କେ କାଇଆଲେ କାବାଅଇଜିବା କାମ୍ କରି ଦେକାଇପାରୁସ୍ କି? କ କାଇଟା କରିପାରୁସ୍?”
តទា តេ វ្យាហរន៑ ភវតា កិំ លក្ឞណំ ទឝ៌ិតំ យទ្ទ្ឫឞ្ដ្វា ភវតិ វិឝ្វសិឞ្យាមះ? ត្វយា កិំ កម៌្ម ក្ឫតំ?
31 ୩୧ ଆରି ସେମନ୍ କଇଲାଇ, “ଆମର୍ ଆନିଦାଦିମନ୍ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍ ଦରମ୍ ସାସ୍ତର୍ ଇସାବେ ପର୍ମେସର୍ ସେମନ୍କେ ସର୍ଗେ ଅନି ଦେଇରଇଲା ।”
អស្មាកំ បូវ៌្វបុរុឞា មហាប្រាន្តរេ មាន្នាំ ភោក្ត្តុំ ប្រាបុះ យថា លិបិរាស្តេ។ ស្វគ៌ីយាណិ តុ ភក្ឞ្យាណិ ប្រទទៅ បរមេឝ្វរះ។
32 ୩୨ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି ।
តទា យីឝុរវទទ៑ អហំ យុឞ្មានតិយថាត៌្ហំ វទាមិ មូសា យុឞ្មាភ្យំ ស្វគ៌ីយំ ភក្ឞ្យំ នាទាត៑ កិន្តុ មម បិតា យុឞ្មាភ្យំ ស្វគ៌ីយំ បរមំ ភក្ឞ្យំ ទទាតិ។
33 ୩୩ ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
យះ ស្វគ៌ាទវរុហ្យ ជគតេ ជីវនំ ទទាតិ ស ឦឝ្វរទត្តភក្ឞ្យរូបះ។
34 ୩୪ ଲକ୍ମନ୍ ଜିସୁକେ କଇଲାଇ, “ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।”
តទា តេ ប្រាវោចន៑ ហេ ប្រភោ ភក្ឞ្យមិទំ និត្យមស្មភ្យំ ទទាតុ។
35 ୩୫ ତାର୍ ପଚେ ଜିସୁ ସେମନ୍କେ କଇଲା, “ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।
យីឝុរវទទ៑ អហមេវ ជីវនរូបំ ភក្ឞ្យំ យោ ជនោ មម សន្និធិម៑ អាគច្ឆតិ ស ជាតុ ក្ឞុធាត៌្តោ ន ភវិឞ្យតិ, តថា យោ ជនោ មាំ ប្រត្យេតិ ស ជាតុ ត្ឫឞាត៌្តោ ន ភវិឞ្យតិ។
36 ୩୬ ମୁଇ ତମ୍କେ କଇଲିନି, ତମେ ମକେ ଦେକିକରି ମିସା ବିସ୍ବାସ୍ କରାସ୍ନାଇ ।
មាំ ទ្ឫឞ្ដ្វាបិ យូយំ ន វិឝ្វសិថ យុឞ្មានហម៑ ឥត្យវោចំ។
37 ୩୭ ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
បិតា មហ្យំ យាវតោ លោកានទទាត៑ តេ សវ៌្វ ឯវ មមាន្តិកម៑ អាគមិឞ្យន្តិ យះ កឝ្ចិច្ច មម សន្និធិម៑ អាយាស្យតិ តំ កេនាបិ ប្រការេណ ន ទូរីករិឞ្យាមិ។
38 ୩୮ କାଇକେବଇଲେ ମୁଇ ନିଜେ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଆସି ନାଇ, ମାତର୍ ମକେ ପାଟାଇରଇବା ପର୍ମେସରର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ସର୍ଗେଅନି ଆସିଆଚି ।
និជាភិមតំ សាធយិតុំ ន ហិ កិន្តុ ប្រេរយិតុរភិមតំ សាធយិតុំ ស្វគ៌ាទ៑ អាគតោស្មិ។
39 ୩୯ ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା ।
ស យាន៑ យាន៑ លោកាន៑ មហ្យមទទាត៑ តេឞាមេកមបិ ន ហារយិត្វា ឝេឞទិនេ សវ៌្វានហម៑ ឧត្ថាបយាមិ ឥទំ មត្ប្រេរយិតុះ បិតុរភិមតំ។
40 ୪୦ ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି” ବଲି କଇଲା । (aiōnios )
យះ កឝ្ចិន៑ មានវសុតំ វិលោក្យ វិឝ្វសិតិ ស ឝេឞទិនេ មយោត្ថាបិតះ សន៑ អនន្តាយុះ ប្រាប្ស្យតិ ឥតិ មត្ប្រេរកស្យាភិមតំ។ (aiōnios )
41 ୪୧ ଏଟା ସୁନିକରି ଜିଉଦି ନେତାମନ୍ ଜିସୁର୍ ବିରଦେ ସେମନର୍ ବିତ୍ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍ଗେ ଅନି ଆସିରଇବା କାଦି ବଲି କଇଲାର୍ ପାଇ ସେମନ୍ ଏନ୍ତି ଅଇଲାଇ ।
តទា ស្វគ៌ាទ៑ យទ៑ ភក្ឞ្យម៑ អវារោហត៑ តទ៑ ភក្ឞ្យម៑ អហមេវ យិហូទីយលោកាស្តស្យៃតទ៑ វាក្យេ វិវទមានា វក្ត្តុមារេភិរេ
42 ୪୨ ସେମନ୍ କଇଲାଇ “ଏଟା ଜସେପର୍ ପିଲା ଜିସୁ ନଏଁ କି? ଆମେ ତାର୍ ଆୟା ବାବାକେ ଜାନି ଆଚୁ । ସେ କେନ୍ତି ‘ମୁଇ ସର୍ଗେଅନି ଆସିଆଚି’ ବଲି କଇଲାନି?”
យូឞផះ បុត្រោ យីឝុ រ្យស្យ មាតាបិតរៅ វយំ ជានីម ឯឞ កិំ សឯវ ន? តហ៌ិ ស្វគ៌ាទ៑ អវារោហម៑ ឥតិ វាក្យំ កថំ វក្ត្តិ?
43 ୪୩ ଜିସୁ ସେମନ୍କେ କଇଲା, ତମେ ଦଦାପେଲା ଉଆନାଇ, ଚିମ୍ରାଇଅଇ ରୁଆ ।
តទា យីឝុស្តាន៑ ប្រត្យវទត៑ បរស្បរំ មា វិវទធ្វំ
44 ୪୪ ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି ।
មត្ប្រេរកេណ បិត្រា នាក្ឫឞ្ដះ កោបិ ជនោ មមាន្តិកម៑ អាយាតុំ ន ឝក្នោតិ កិន្ត្វាគតំ ជនំ ចរមេៜហ្និ ប្រោត្ថាបយិឞ្យាមិ។
45 ୪୫ ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି ।
តេ សវ៌្វ ឦឝ្វរេណ ឝិក្ឞិតា ភវិឞ្យន្តិ ភវិឞ្យទ្វាទិនាំ គ្រន្ថេឞុ លិបិរិត្ថមាស្តេ អតោ យះ កឝ្ចិត៑ បិតុះ សកាឝាត៑ ឝ្រុត្វា ឝិក្ឞតេ ស ឯវ មម សមីបម៑ អាគមិឞ្យតិ។
46 ୪୬ କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି ।
យ ឦឝ្វរាទ៑ អជាយត តំ វិនា កោបិ មនុឞ្យោ ជនកំ នាទឝ៌ត៑ កេវលះ សឯវ តាតម៑ អទ្រាក្ឞីត៑។
47 ୪୭ ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । (aiōnios )
អហំ យុឞ្មាន៑ យថាត៌្ហតរំ វទាមិ យោ ជនោ មយិ វិឝ្វាសំ ករោតិ សោនន្តាយុះ ប្រាប្នោតិ។ (aiōnios )
48 ୪୮ ଉଁ, ମୁଇସେ ଜିବନ୍ ଦେବା କାଦି ।
អហមេវ តជ្ជីវនភក្ឞ្យំ។
49 ୪୯ ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ ।
យុឞ្មាកំ បូវ៌្វបុរុឞា មហាប្រាន្តរេ មន្នាភក្ឞ្យំ ភូក្ត្តាបិ ម្ឫតាះ
50 ୫୦ ମାତର୍ ଜନ୍ କାଦି ସର୍ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍ ।
កិន្តុ យទ្ភក្ឞ្យំ ស្វគ៌ាទាគច្ឆត៑ តទ៑ យទិ កឝ្ចិទ៑ ភុង្ក្ត្តេ តហ៌ិ ស ន ម្រិយតេ។
51 ୫୧ ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା । (aiōn )
យជ្ជីវនភក្ឞ្យំ ស្វគ៌ាទាគច្ឆត៑ សោហមេវ ឥទំ ភក្ឞ្យំ យោ ជនោ ភុង្ក្ត្តេ ស និត្យជីវី ភវិឞ្យតិ។ បុនឝ្ច ជគតោ ជីវនាត៌្ហមហំ យត៑ ស្វកីយបិឝិតំ ទាស្យាមិ តទេវ មយា វិតរិតំ ភក្ឞ្យម៑។ (aiōn )
52 ୫୨ ଜିସୁ କଇଲା କାତା ସୁନି ଜିଉଦି ନେତାମନ୍ ରିସାଅଇ ଆଉଲିଅଇକରି “ଏ ଲକ୍ କେନ୍ତି ନିଜର୍ ଗାଗଡ୍ ଆମ୍କେ କାଇବାକେ ଦେଇ ପାରେ?” ବଲି ଦଦାପେଲା ଅଇ କଇଲାଇ ।
តស្មាទ៑ យិហូទីយាះ បរស្បរំ វិវទមានា វក្ត្តុមារេភិរេ ឯឞ ភោជនាត៌្ហំ ស្វីយំ បលលំ កថម៑ អស្មភ្យំ ទាស្យតិ?
53 ୫୩ ଜିସୁ ସେମନ୍କେ କଇଲା, “ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ ।
តទា យីឝុស្តាន៑ អាវោចទ៑ យុឞ្មានហំ យថាត៌្ហតរំ វទាមិ មនុឞ្យបុត្រស្យាមិឞេ យុឞ្មាភិ រ្ន ភុក្ត្តេ តស្យ រុធិរេ ច ន បីតេ ជីវនេន សាទ៌្ធំ យុឞ្មាកំ សម្ពន្ធោ នាស្តិ។
54 ୫୪ ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି । (aiōnios )
យោ មមាមិឞំ ស្វាទតិ មម សុធិរញ្ច បិវតិ សោនន្តាយុះ ប្រាប្នោតិ តតះ ឝេឞេៜហ្និ តមហម៑ ឧត្ថាបយិឞ្យាមិ។ (aiōnios )
55 ୫୫ କାଇକେବଇଲେ, ମର୍ ଗାଗଡ୍ ଅଇଲାନି ସତ୍ କାଦି ଆରି ମର୍ ବନି ଅଇଲାନି ସତ୍ ପାନି ।
យតោ មទីយមាមិឞំ បរមំ ភក្ឞ្យំ តថា មទីយំ ឝោណិតំ បរមំ បេយំ។
56 ୫୬ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି ।
យោ ជនោ មទីយំ បលលំ ស្វាទតិ មទីយំ រុធិរញ្ច បិវតិ ស មយិ វសតិ តស្មិន្នហញ្ច វសាមិ។
57 ୫୭ ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି ।
មត្ប្រេរយិត្រា ជីវតា តាតេន យថាហំ ជីវាមិ តទ្វទ៑ យះ កឝ្ចិន៑ មាមត្តិ សោបិ មយា ជីវិឞ្យតិ។
58 ୫୮ ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।” (aiōn )
យទ្ភក្ឞ្យំ ស្វគ៌ាទាគច្ឆត៑ តទិទំ យន្មាន្នាំ ស្វាទិត្វា យុឞ្មាកំ បិតរោៜម្រិយន្ត តាទ្ឫឝម៑ ឥទំ ភក្ឞ្យំ ន ភវតិ ឥទំ ភក្ឞ្យំ យោ ភក្ឞតិ ស និត្យំ ជីវិឞ្យតិ។ (aiōn )
59 ୫୯ ଜିସୁ କପର୍ନାଉମେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।
យទា កផន៌ាហូម៑ បុយ៌្យាំ ភជនគេហេ ឧបាទិឝត៑ តទា កថា ឯតា អកថយត៑។
60 ୬୦ ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି?”
តទេត្ថំ ឝ្រុត្វា តស្យ ឝិឞ្យាណាម៑ អនេកេ បរស្បរម៑ អកថយន៑ ឥទំ គាឍំ វាក្យំ វាក្យមីទ្ឫឝំ កះ ឝ្រោតុំ ឝក្រុយាត៑?
61 ୬୧ ଜିସୁକେ ଏ ବିସଇ ନେଇକରି କେ କାଇବଲି ନ କଇରଇଲେ ମିସା, ସିସ୍ମନ୍ କୁଆବଲା ଅଇଲାଇନି ବଲି ଜାନିକରି, ସେ ସେମନ୍କେ କଇଲା, “ତମେ ଏ କାତା ସୁନି ମନ୍ଦୁକ୍ କଲାସ୍ନି କି?
កិន្តុ យីឝុះ ឝិឞ្យាណាម៑ ឥត្ថំ វិវាទំ ស្វចិត្តេ វិជ្ញាយ កថិតវាន៑ ឥទំ វាក្យំ កិំ យុឞ្មាកំ វិឃ្នំ ជនយតិ?
62 ୬୨ ଏନ୍ତି ବଇଲେ, ନର୍ପିଲା ମୁଇ ଜନ୍ ଜାଗାଇଅନି ଆସିରଇଲି, ସେ ଜାଗାଇ ଆରି ତରେକ୍ ବାଉଡି ଜିବାଟା ଦେକ୍ଲେ ତମେ କାଇଟା ବଲି କଇସା?
យទិ មនុជសុតំ បូវ៌្វវាសស្ថានម៑ ឩទ៌្វ្វំ គច្ឆន្តំ បឝ្យថ តហ៌ិ កិំ ភវិឞ្យតិ?
63 ୬୩ ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା? ସେଟାର୍ପାଇ ମୁଇ ଏ କାତା କଇଲିଆଚି ।
អាត្មៃវ ជីវនទាយកះ វបុ រ្និឞ្ផលំ យុឞ្មភ្យមហំ យានិ វចាំសិ កថយាមិ តាន្យាត្មា ជីវនញ្ច។
64 ୬୪ ମାତର୍ ତମର୍ ବିତ୍ରେଅନି କେତେକ୍ ଲକ୍ମନ୍ ମକେ ବିସ୍ବାସ୍ କରାସ୍ ନାଇ ।” କାଇକେବଇଲେ ବିସ୍ବାସ୍ ନ କର୍ବା ଲକ୍ମନ୍କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍ ଲକ୍ ତାକେ ସତ୍ରୁକେ ସର୍ପି ଦେଇସି, ତାକେ ମିସା ଜାନି ରଇଲା ।
កិន្តុ យុឞ្មាកំ មធ្យេ កេចន អវិឝ្វាសិនះ សន្តិ កេ កេ ន វិឝ្វសន្តិ កោ វា តំ បរករេឞុ សមប៌យិឞ្យតិ តាន៑ យីឝុរាប្រថមាទ៑ វេត្តិ។
65 ୬୫ ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।”
អបរមបិ កថិតវាន៑ អស្មាត៑ ការណាទ៑ អកថយំ បិតុះ សកាឝាត៑ ឝក្ត្តិមប្រាប្យ កោបិ មមាន្តិកម៑ អាគន្តុំ ន ឝក្នោតិ។
66 ୬୬ ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ ।
តត្កាលេៜនេកេ ឝិឞ្យា វ្យាឃុដ្យ តេន សាទ៌្ធំ បុន រ្នាគច្ឆន៑។
67 ୬୭ ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, “ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି?”
តទា យីឝុ រ្ទ្វាទឝឝិឞ្យាន៑ ឧក្ត្តវាន៑ យូយមបិ កិំ យាស្យថ?
68 ୬୮ ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ । (aiōnios )
តតះ ឝិមោន៑ បិតរះ ប្រត្យវោចត៑ ហេ ប្រភោ កស្យាភ្យណ៌ំ គមិឞ្យាមះ? (aiōnios )
69 ୬୯ ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।”
អនន្តជីវនទាយិន្យោ យាះ កថាស្តាស្តវៃវ។ ភវាន៑ អមរេឝ្វរស្យាភិឞិក្ត្តបុត្រ ឥតិ វិឝ្វស្យ និឝ្ចិតំ ជានីមះ។
70 ୭୦ ଜିସୁ ସେମନ୍କେ କଇଲା, “ମୁଇ କାଇ ତମ୍କେ ବାର ଲକ୍କେ ବାଚି ନାଇ କି? ଏଲେମିସା ତମର୍ ବିତ୍ରେଅନି ଗଟେକ୍ ଲକ୍ ସଇତାନର୍ ।”
តទា យីឝុរវទត៑ កិមហំ យុឞ្មាកំ ទ្វាទឝជនាន៑ មនោនីតាន៑ ន ក្ឫតវាន៑? កិន្តុ យុឞ្មាកំ មធ្យេបិ កឝ្ចិទេកោ វិឃ្នការី វិទ្យតេ។
71 ୭୧ ଇସ୍କାରିୟତର୍ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ଗଟେକ୍ ଲକ୍ ଅଇମିସା, ଜିସୁକେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେବାକେ ମନ୍ କର୍ତେ ରଇଲା ।
ឥមាំ កថំ ស ឝិមោនះ បុត្រម៑ ឦឞ្ករីយោតីយំ យិហូទាម៑ ឧទ្ទិឝ្យ កថិតវាន៑ យតោ ទ្វាទឝានាំ មធ្យេ គណិតះ ស តំ បរករេឞុ សមប៌យិឞ្យតិ។