< ଜଅନ୍‌ 5 >

1 ତାର୍‌ ପଚେ ଜିଉଦିମନର୍‌ ଗଟେକ୍‌ ମୁକିଅ ପରବ୍‌ ରଇଲା । ସେଟାର୍‌ ପାଇ ଜିସୁ ଜିରୁସାଲାମ୍‌ ଗାଲା ।
Derefter var det Jødernes Højtid, og Jesus gik op til Jerusalem.
2 ଜିରୁସାଲାମର୍‌ ମେଣ୍ଡା ଦୁଆର୍‌ ଲଗେ ଗଟେକ୍‌ ବନ୍ଦ୍‌ ରଇଲା । ସେଟାକେ ଏବ୍‌ରି ବାସାଇ ବେତେସ୍‌ଦା ବଲି କଇବାଇ । ତେଇ ପାଁଚ୍‌ଟା ମଣ୍ଡପ୍‌ ରଇଲା ।
Men der er i Jerusalem ved Faareporten en Dam, som paa Hebraisk kaldes Bethesda, og den har fem Søjlegange.
3 ସେ ମଣ୍ଡପ୍‌ ମନର୍‌ଟାନେ କେତେକ୍‌ କେତେକ୍‌ ଜର୍‌ଦୁକା ଅଇଲା ଲକ୍‌ମନ୍‌ ରଇତେ ରଇଲାଇ । ରଗିମନର୍‌ ବିତ୍‌ରେଅନି କାଣା, ଚଟା, ଆରି କେତେକ୍‌ ଅଦୁଆ ରଗିମନ୍‌ ରଇଲାଇ ।
I dem laa der en Mængde syge, blinde, lamme, visne, [som ventede paa, at Vandet skulde røres.
4 କାଇକେବଇଲେ କେଡେ କେଡେବଲ୍‌ ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଆସିକରି ସେ ବନ୍ଦର୍‌ ପାନି ଅଲ୍‌କା କର୍‌ତେ ରଇଲା । ଆରି ସେ ଅଲ୍‌କା ଅଇଲାପଚେ, ଜନ୍‌ ଲକ୍‌ ପର୍‌ତୁମ୍‌ ଜାଇତେ ରଇଲା, ତାକେ କାଇ ରଗ୍‌ ଅଇରଇଲେ ମିସା ନିମାନ୍‌ ଅଇଜାଇତେରଇଲା ।
Thi paa visse Tider for en Engel ned i Dammen og oprørte Vandet. Den, som da, efter at Vandet var blevet oprørt, steg først ned, blev rask, hvilken Sygdom han end led af.]
5 ତାକର୍‌ ବିତ୍‌ରେ ତିରିସ୍‌ ଆଟ୍‌ ବରସ୍‌ ଜାକ ଡୁଲିରଇବା ଗଟେକ୍‌ ରଗି ଲକ୍‌ ରଇଲା ।
Men der var en Mand, som havde været syg i otte og tredive Aar.
6 ତେଇ ଜିସୁ ସେ ରଗି ଡୁଲିରଇବାଟା ଦେକି, ଏ ଲକ୍‌ ବେସି ବରସର୍‌ ରଗି ବଲି ଜାନି ତାକେ ପାଚାର୍‌ଲା “ତମେ କାଇ ନିମାନ୍‌ ଅଇବାକେ ମନ୍‍ କଲାସ୍‌ନି କି?”
Da Jesus saa ham ligge der og vidste, at han allerede havde ligget i lang Tid, sagde han til ham: „Vil du blive rask?”
7 ସେ ରଗି ଲକ୍‌ ଜିସୁକେ କଇଲା, “ଏ ଆଗିଆଁ ପାନି ଅଲ୍‌କା କଲାବେଲେ, ସେ ବନ୍ଦ୍‌ ବିତ୍‌ରେ ମକେ ନେବାକେ କେ ନାଇ । ଆରି ବନ୍ଦ୍‌ ବିତ୍‌ରେ ଜିବାକେ ଚେସ୍‌ଟା କଲାବେଲେ ବିନ୍‌ ଲକ୍‌ ମର୍‌ ଆଗ୍‌ତୁ ଉଟିଜିବାଇ ।”
Den syge svarede ham: „Herre! jeg har ingen, som kan bringe mig ned i Dammen, naar Vandet bliver oprørt; men naar jeg kommer, stiger en anden ned før mig.”
8 ଜିସୁ ତାକେ କଇଲା, “ଉଟି ଟିଆଅ, ଆରି ତର୍‌ ଟାଟି ଦାରି ଇଣ୍ଡିଜା ।”
Jesus siger til ham: „Staa op, tag din Seng og gaa!”
9 ସେ ଦାପ୍‌ରେ ସେ ଲକ୍‌ ନିମାନ୍‌ ଅଇଗାଲା ଆରି ନିଜର୍‌ ଟାଟି ଦାରିକରି ଇଣ୍ଡ୍‌ବାର୍‌ ଦାର୍‌ଲା । ସେ ଦିନ୍‌ ବିସ୍‌ରାମ୍‌ବାର୍‌ ରଇଲା ।
Og straks blev Manden rask, og han tog sin Seng og gik. Men det var Sabbat paa den Dag;
10 ୧୦ ସେଟାର୍‌ପାଇ ଜିଉଦି ନେତାମନ୍‌, ନିମାନ୍‌ ଅଇଲା ରଗିକେ କଇବାର୍‌ ଦାର୍‌ଲାଇ, “ଆଜି ବିସ୍‌ରାମ୍‌ ଦିନେ, ତୁଇ ଟାଟି ଦାରି ଜିବାଟା ଆମର୍‌ ନିୟମ୍‌ ନାଇ ।”
derfor sagde Jøderne til ham, som var bleven helbredet: „Det er Sabbat; og det er dig ikke tilladt at bære Sengen.”
11 ୧୧ ମାତର୍‌ ସେ ଲକ୍‌ ସେମନ୍‌କେ କଇଲା, “ଜେ ମକେ ନିମାନ୍‌ କଲା ସେ ମକେ ତମର୍‌ ଟାଟିଦାରିକରି ଜା ବଲି କଇଲାଆଚେ ।”
Han svarede dem: „Den, som gjorde mig rask, han sagde til mig: Tag din Seng og gaa!”
12 ୧୨ ସେମନ୍‌ ତାକେ ପାଚାର୍‌ଲାଇ, “ଜେ ତକେ ଟାଟି ଦାରି ଜା ବଲି କଇଲା, ସେ ଲକ୍‌ କେ?”
Da spurgte de ham: „Hvem er det Menneske, som sagde til dig: Tag din Seng og gaa?”
13 ୧୩ ମାତର୍‌ ସେ ନିମାନ୍‌ ଅଇଲା ଲକ୍‌ ଜିସୁ କେ ବଲି ଚିନି ନରଇଲା, କାଇକେ ବଇଲେ ସେ ଜାଗାଇ ବେସି ଲକ୍‌ମନ୍‌ ରଇଲାଇଜେ, ଜିସୁ ତେଇଅନି ବିନେ ପିସ୍‌ଲି ଉଟିଜାଇରଇଲା ।
Men han, som var bleven helbredet, vidste ikke, hvem det var; thi Jesus havde unddraget sig, da der var mange Mennesker paa Stedet.
14 ୧୪ ତାର୍‌ ପଚେ ଜିସୁ ସେ ନିକ ଅଇଲା ଲକ୍‌କେ ମନ୍ଦିର୍‌ ବିତ୍‌ରେ ଦେକିକରି କଇଲା, “ଦେକ୍‌ ଏବେ ତୁଇ ନିକ ଅଇଜାଇଆଚୁସ୍‌ । ତୁଇ ଆରି ପାପ୍‌ କାମ୍‌ କର୍‌ନାଇ । ନଇଲେ ତକେ ଆରି ଅଦିକ୍‌ ଦୁକ୍‌ କସ୍‌ଟ ଆଇସି ମିସା ।”
Derefter finder Jesus ham i Helligdommen, og han sagde til ham: „Se, du er bleven rask; synd ikke mere, for at ikke noget værre skal times dig!”
15 ୧୫ ତାର୍‌ ପଚେ ସେ ନିକ ଅଇଲା ଲକ୍‌ ଜିଉଦି ନେତାମନର୍‌ ଲଗେ ଜାଇକରି, “ଜେ ତାକେ ନିକ କରିରଇଲା, ସେ ଜିସୁ” ବଲି କଇଲା ।
Manden gik bort og sagde til Jøderne, at det var Jesus, som havde gjort ham rask.
16 ୧୬ ଏ ନିମାନ୍‌ କାମ୍‌ କଲାଟା, ବିସ୍‌ରାମ୍‌ ବାରେ ଅଇରଇଲା ଜେ, ଜିଉଦି ନେତାମନ୍‌ ଜିସୁକେ ଦୁକ୍‌କସ୍‌ଟ ଦେବାର୍‌ ବସ୍‌ଲାଇ ।
Og derfor forfulgte Jøderne Jesus, fordi han havde gjort dette paa en Sabbat.
17 ୧୭ ମାତର୍‌ ଜିସୁ ସେମନ୍‌କେ କଇଲା, “ମର୍‌ବାବା ପର୍‌ମେସର୍‌ ସବୁବେଲା କାମ୍‌କଲାନି, ମୁଇ ମିସା ସେନ୍ତି କାମ୍‌ କଲିନି ।”
Men Jesus svarede dem: „Min Fader arbejder indtil nu; ogsaa jeg arbejder.”
18 ୧୮ ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍‌ ତାକେ ମରାଇବାକେ ଅଦିକ୍‌ ଚେସ୍‌ଟା କଲାଇ । କାଇକେ ବଇଲେ ଜିସୁ ବିସ୍‌ରାମ୍‌ ବାରର୍‌ ନିୟମ୍‌ ମାନେ ନାଇ ବଲି ନାଇ, ମାତର୍‌ ସେ ପର୍‌ମେସର୍‌କେ ମର୍‌ ବାବା ବଲି କଇ, ନିଜ୍‌କେ ପର୍‌ମେସର୍‌ ସଙ୍ଗ୍‌ ସମାନ୍‌ କରି ରଇଲା ।
Derfor tragtede da Jøderne end mere efter at slaa ham ihjel, fordi han ikke alene brød Sabbaten, men ogsaa kaldte Gud sin egen Fader og gjorde sig selv Gud lig.
19 ୧୯ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ପର୍‌ମେସରର୍‌ ପିଲା ମୁଇ ନିଜେ କାଇଟା ମିସା କରିନାପାରି । ମର୍‌ ବାବା ଜନ୍‌ ଜନ୍‌ଟା ସବୁ କର୍‌ବାଟା ମୁଇ ଦେକ୍‌ଲିନି ସେଟାସେ ମୁଇ କରିପାରି । କାଇକେ ବଇଲେ ବାବା ଜନ୍‌ ଜନ୍‌ଟା ସବୁ କଲାନି ତାର୍‌ପିଲା ମୁଇ ମିସା ସେଟା ସବୁ ସେନ୍ତିସେ କଲିନି ।
Saa svarede Jesus og sagde til dem: „Sandelig, sandelig, siger jeg eder, Sønnen kan slet intet gøre af sig selv, uden hvad han ser Faderen gøre; thi hvad han gør, det gør ogsaa Sønnen ligesaa.
20 ୨୦ ବାବା ମକେ ଆଲାଦ୍‌ କର୍‌ସି ଆରି ନିଜେ ଜନ୍‌ଟା କର୍‌ସି, ସେ ସବୁ ମକେ ଦେକାଇସି । ଆରି ଏବେ ଜାଇଟା ଗଟ୍‌ଲା ଆଚେ, ତାର୍‌ତେଇଅନି ଅଦିକ୍‌ ବଡ୍‌ ବଡ୍‌ କାବାଅଇଜିବା କାମ୍‌ମନ୍‌ ମକେ ଦେକାଇସି । ସେଟା ସବୁ ଦେକି ତମେ ସବୁଲକ୍‌ କାବାଅଇଜାଇସା ।
Thi Faderen elsker Sønnen og viser ham alt det, han selv gør, og han skal vise ham større Gerninger end disse, for at I skulle undre eder.
21 ୨୧ ବାବା ପର୍‌ମେସର୍‌ ଜେନ୍ତି ମଲାଲକ୍‌ମନ୍‌କେ ଜିବନ୍‌ କରି ଉଟାଇସି, ସମାନ୍‍ ସେନ୍ତି ମୁଇ ମିସା ତାର୍‌ ପିଲା ଜାକେ ଜାକେ ମନ୍‍ କର୍‌ବି, ସେମନ୍‌କେ ମଲାତେଇଅନି ଉଟାଇବି ।
Thi ligesom Faderen oprejser de døde og gør levende, saaledes gør ogsaa Sønnen levende, hvem han vil.
22 ୨୨ ବାବା ପର୍‌ମେସର୍‌ କାକେ ମିସା ତାର୍‌ ପାପ୍‌ କାମ୍‍ଲାଗି ବିଚାର୍‌ ନ କରେ । ମାତର୍‌ ସବୁ ଲକ୍‌ମନର୍‌ ବିଚାର୍‌ କର୍‌ବା ପୁରାପୁରୁନ୍‌ ଅଦିକାର୍‌ ତାର୍‌ ପିଲା ମକେ, ଦେଲା ଆଚେ ।
Thi heller ikke dømmer Faderen nogen, men har givet Sønnen hele Dommen,
23 ୨୩ ତେବେ ସବୁ ଲକ୍‌ମନ୍‌ ବାବାକେ ଜେନ୍ତି ସନ୍‌ମାନ୍‌ ଦେଲାଇନି, ସେନ୍ତିସେ ତାର୍‌ ପିଲା ମକେ ମିସା ସନ୍‌ମାନ୍‌ ଦେବାଇ । ଜଦି ଜନ୍‌ ଲକ୍‌ମନ୍‌ ତାର୍‌ ପିଲା ମକେ ସନ୍‌ମାନ୍‌ ଦେଅତ୍‌ ନାଇ, ସେମନ୍‌ ମକେ ପାଟାଇଲା ବାବାକେ ମିସା ସନ୍‌ମାନ୍‌ ଦେଅତ୍‌ ନାଇ ।
for at alle skulle ære Sønnen, ligesom de ære Faderen. Den, som ikke ærer Sønnen, ærer ikke Faderen, som udsendte ham.
24 ୨୪ “ମୁଇ ତମ୍‌କେ ସତ୍‌ କଇଲିନି, ଜେ ମର୍‌ କାତା ସୁନି ମକେ ପାଟାଇଲା ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ଆରି ସେ ବିଚାର୍‌ନା କରାଇ ନ ଅଏ । କାଇକେବଇଲେ ସେ ମରନ୍‌କେ ଜିତି କରି ଜିବନ୍‌ ପାଇଆଚେ । (aiōnios g166)
Sandelig, sandelig, siger jeg eder, den, som hører mit Ord og tror den, som sendte mig, har et evigt Liv og kommer ikke til Dom, men er gaaet over fra Døden til Livet. (aiōnios g166)
25 ୨୫ ମୁଇ ତମ୍‌କେ ସତ୍‌ କଇଲିନି ଏନ୍ତି ଗଟେକ୍‌ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍‌ମନ୍‌ ପର୍‌ମେସରର୍‌ ପିଲା ମର୍‌ କଁଟର୍‌ ସର୍‌ ସୁନ୍‌ବାଇ, ସେମନ୍‌ ଜିବନ୍‌ ଅଇ ଉଟ୍‌ବାଇ ।
Sandelig, sandelig, siger jeg eder, den Time kommer, ja den er nu, da de døde skulle høre Guds Søns Røst, og de, som høre den, skulle leve.
26 ୨୬ ବାବା ଜେନ୍ତିକି ଜିବନର୍‌ ମୁଲ୍‌, ସେନ୍ତାରିସେ ତାର୍‌ ପିଲା ମୁଇ ମିସା ଜିବନର୍‌ ମୁଲ୍‌ ।
Thi ligesom Faderen har Liv i sig selv, saaledes har han ogsaa givet Sønnen at have Liv i sig selv.
27 ୨୭ ଆରି ମୁଇ ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ଅଇଲାର୍‌ଲାଗି, ସବୁ ଲକ୍‌ମନ୍‌କେ ବିଚାର୍‌ କର୍‌ବା ଅଦିକାର୍‌ ସେ ମକେ ଦେଲାଆଚେ ।
Og han har givet ham Magt til at holde Dom, efterdi han er Menneskesøn.
28 ୨୮ ତମେ ଏଟାର୍‌ପାଇ କାବା ଉଆନାଇ, ଏନ୍ତି ବେଲା ଆଇଲାନି, ମରିକରି ତପିଅଇଲା ସବୁ ଲକ୍‌ମନ୍‌ ମର୍‌ କଁଟ୍‌ସର୍‌ ସୁନ୍‌ବାଇ ।
Undrer eder ikke herover; thi den Time kommer, paa hvilken alle de, som ere i Gravene, skulle høre hans Røst,
29 ୨୯ ଆରି ସେମନ୍‌ ସମାଦି ଅନି ଆରି ତରେକ୍‌ ଉଟ୍‌ବାଇ । କେ କେ ନିକ କାମ୍‌ କରିଆଚତ୍‌, ସେମନ୍‌ ମଲାଟାନେଅନି ଜିବନ୍‌ ଅଇକରି ଉଟ୍‌ବାଇ । କାରାପ୍‌ କାମ୍‌ କରୁମନ୍‌ ମିସା ମଲାଟାନେଅନି ଉଟ୍‌ବାଇ ଆରି ଦସି ବଲାଇଅଇବାଇ ।”
og de skulle gaa frem, de, som have gjort det gode, til Livets Opstandelse, men de, som have gjort det onde, til Dommens Opstandelse.
30 ୩୦ ମୁଇ ମର୍‌ ନିଜର୍‌ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍‌ କର୍‌ବି । ଆରି ମୁଇ କର୍‌ବାଟା ଟିକ୍‌ସେ । କାଇକେବଇଲେ ମୁଇ ନିଜେ ମନ୍‌କଲାଟା ପୁରାପୁରୁନ୍‌ କର୍‌ବାକେ ନାଇ, ମାତର୍‌ ମକେ ପାଟାଇଲା ପର୍‌ମେସର୍‌ ମନ୍‌କଲାଟା ପୁରାପୁରୁନ୍‌ କଲିନି ।
Jeg kan slet intet gøre af mig selv; saaledes som jeg hører, dømmer jeg, og min Dom er retfærdig; thi jeg søger ikke min Villie, men hans Villie, som sendte mig.
31 ୩୧ ମର୍‌ ନିଜର୍‌ ପାଇ ଜଦି ମୁଇ ସାକି ଦେବି, ସେଟା ସତ୍‌ ବଲି ଦାରା ନ ଜାଏ ।
Dersom jeg vidner om mig selv, er mit Vidnesbyrd ikke sandt.
32 ୩୨ ମାତର୍‌ ମର୍‌ ପାଇ ଆରି ଗଟେକ୍‌ ଲକ୍‌ ସାକିଦେଲାନି, ଆରି ସେଟା ମୁଇ ଜାନି । ସେ ମର୍‌ ବିସଇ କାଇଟା ସବୁ କଇଲାନି ସେଟା ସବୁ ସତ୍‌ସେ ।
Det er en anden, som vidner om mig, og jeg ved, at det Vidnesbyrd er sandt, som han vidner om mig.
33 ୩୩ ତମେ ଜଅନ୍‌ ଲଗେ କବର୍‌ ନେଉମନ୍‌କେ ପାଟାଇ ରଇଲାସ୍‌, ଆରି ସେ ତମ୍‌କେ ସତ୍‌ ବିସଇ ସାକି ଦେଲାଆଚେ ।
I have sendt Bud til Johannes, og han har vidnet for Sandheden.
34 ୩୪ ମର୍‌ ବିସଇ କେ ମିସା ସାକି ଦେଅତ୍‌ ବଲି ମୁଇ ମନ୍‌ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍‌ ପାଇ ମୁଇ ଏ ସବୁ କଇଲିନି ।
Dog, jeg henter ikke Vidnesbyrdet fra et Menneske; men dette siger jeg, for at I skulle frelses.
35 ୩୫ ଜଅନ୍‌ ଗଟେକ୍‌ ବତିପାରା ଲାଗିକରି ଅଲପର୍‌ ପାଇ ଉଜଲ୍‌ ଦେଇତେରଇଲା । ଆରି ତମେ ସେ ଉଜଲ୍‌, ଅଲପ୍‌ ଦିନର୍‌ ପାଇ ପାଇକରି ସାର୍‌ଦା ଅଇରଇଲାସ୍‌ ।
Han var det brændende og skinnende Lys, og I have til en Tid villet fryde eder ved hans Lys.
36 ୩୬ ମାତର୍‌ ମର୍‌ଲଗେ, ଜଅନର୍‌ ତେଇଅନି ଅଦିକ୍‌ ବପୁର୍‌ ଗଟେକ୍‌ ସାକି ଆଚେ । ପର୍‌ମେସରର୍‌ ଆଦେସ୍‌ ଇସାବେ ମୁଇ ଜନ୍‌ ସବୁ କାମ୍‌ କଲିନି, ସେଟା ସବୁ ମର୍‌ ପାଇ ନିକ ସାକି । ସେ ସବୁ କଇଲାନିଜେ, ମକେ ପର୍‌ମେସର୍‌ ପାଟାଇଲା ଆଚେ ବଲି ।
Men det Vidnesbyrd, som jeg har, er større end Johannes's; thi de Gerninger, som Faderen har givet mig at fuldbyrde, selve de Gerninger, som jeg gør, vidne om mig, at Faderen har udsendt mig.
37 ୩୭ ଆରି ମକେ ପାଟାଇଲା ବାବା ପର୍‌ମେସର୍‌ ମିସା ମର୍‌ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍‌ କଁଟ୍‌ ସୁନାସ୍‌ ନାଇ, କି ସେ କେନ୍ତାଟା ଦେକାସ୍‌ ନାଇ ।
Og Faderen, som sendte mig, han har vidnet om mig. I have aldrig hverken hørt hans Røst eller set hans Skikkelse,
38 ୩୮ ଆରି ତାର୍‌ କାତା ତମର୍‌ ମନ୍‌ବିତ୍‌ରେ ର‍ଏନାଇ । କାଇକେବଇଲେ ସେ ଜାକେ ପାଟାଇଲା ଆଚେ ତାକେ ତମେ ବିସ୍‌ବାସ୍‌ କରାସ୍‌ ନାଇ ।
og hans Ord have I ikke blivende i eder; thi den, som han udsendte, ham tro I ikke.
39 ୩୯ ତମେ ଜତନ୍‌ସଙ୍ଗ୍‍ ସାସ୍‌ତର୍‌ମନ୍‌ ପଡି କଜ୍‌ଲାସ୍‌ନି । ତେଇଅନି ନ ସାର୍‌ବା ଜିବନ୍‌ ପାଇଅଇସି ବଲି ସେ ସବୁ ପଡ୍‌ଲାସ୍‌ନି । ସେ ସବୁ ସାସ୍‌ତର୍‌ ମର୍‌ ବିସଇସେ ସାକି ଦେଲାନି । (aiōnios g166)
I ransage Skrifterne, fordi I mene i dem at have evigt Liv; og det er dem, som vidne om mig. (aiōnios g166)
40 ୪୦ ଏଲେମିସା ତମେ ନ ସାର୍‌ବା ଜିବନ୍‌ ପାଇବାକେ ମର୍‌ ଲଗେ ଆଇବାକେ ନିଚ୍‌ଲାସ୍‌ନି ।
Og I ville ikke komme til mig, for at I kunne have Liv.
41 ୪୧ “ମୁଇ ମୁନୁସ୍‌ ଲକ୍‌ମନର୍‌ ଟାନେଅନି ଡାକ୍‌ପୁଟା କଜି ନାଇ ।
Jeg tager ikke Ære af Mennesker;
42 ୪୨ ମୁଇ ଜାନି, ତମେ କେନ୍ତି ରକାମର୍‌ ଲକ୍‌, ତମର୍‌ ମନ୍‌ ବିତ୍‌ରେ ପର୍‌ମେସର୍‌କେ ଆଲାଦ୍‌ କର୍‌ବାଟା ନାଇ ।
men jeg kender eder, at I have ikke Guds Kærlighed i eder.
43 ୪୩ ମୁଇ ମର୍‌ ବାବା ପର୍‌ମେସରର୍‌ ଅଦିକାର୍‌ ପାଇ ଆଇଲିଆଚି । ମାତର୍‌ ତମେ ମକେ ନାମାସ୍‌ ନାଇ । ମାତର୍‌ ଜେଡେବେଲା କେ ମିସା ବିନ୍‌ ଲକ୍‌ ନିଜେ ମନ୍‌କରି ଆଇଲେ ତାକେ ଡାକିନେଲାସ୍‌ନି ।
Jeg er kommen i min Faders Navn, og I modtage mig ikke; dersom en anden kommer i sit eget Navn, ham ville I modtage.
44 ୪୪ ତମେ ନିଜର୍‌ ନିଜର୍‌ ବିତ୍‌ରେ ସନ୍‌ମାନ୍‌ ପାଇବାକେ ମନ୍‌କଲାସ୍‌ନି । ମାତର୍‌ ପର୍‌ମେସରର୍‌ ଆଲାଦ୍‌ ପାଇବାକେ ମନ୍‌ କରାସ୍‌ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍‌ବାସ୍‌ କରିପାରାସ୍‌?
Hvorledes kunne I tro, I, som tage Ære af hverandre, og den Ære, som er fra den eneste Gud, søge I ikke?
45 ୪୫ ମୁଇ ତମର୍‌ ବିରଦେ ପର୍‌ମେସର୍‌ତେଇ ଦସି କର୍‌ବି ବଲି ତମେ ବାବାନାଇ । ତମେ ଜନ୍‌ଟା ମସାର୍‌ ତେଇ ଆସା କରିଆଚାସ୍‌ ସେ ସେ ତମର୍‌ ବିରଦେ ଦସି କଲାନି ।
Tænker ikke, at jeg vil anklage eder for Faderen; der er en, som anklager eder, Moses, til hvem I have sat eders Haab.
46 ୪୬ ଜଦି ତମେ ମସାକେ ସତ୍‌ବଲି ବିସ୍‌ବାସ୍‌ କଲାସ୍‌ନି ବଇଲେ ମକେ ମିସା ବିସ୍‌ବାସ୍‌ କର୍‌ତେ ରଇସା । କାଇକେବଇଲେ ମସା ମର୍‌ ବିସଇସେ ଲେକିଆଚେ ।
Thi dersom I troede Moses, troede I mig; thi han har skrevet om mig.
47 ୪୭ ମାତର୍‌ ସେ ଜନ୍‌ଟା ଲେକିଆଚେ, ତେଇ ଜଦି ତମର୍‌ ବିସ୍‌ବାସ୍‌ ନାଇ ବଇଲେ, ମୁଇ ଜନ୍‌ଟା କଇଲିନି, ସେଟା କେନ୍ତି ବିସ୍‌ବାସ୍‌ କର୍‌ସା?”
Men tro I ikke hans Skrifter, hvorledes skulle I da tro mine Ord?”

< ଜଅନ୍‌ 5 >