< ଜଅନ୍ 4 >
1 ୧ ଜଅନର୍ତେଇଅନି ଜିସୁକେ ଅଦିକ୍ ସିସ୍ ଅଇବାଟା ଆରି ଡୁବନ୍ ଦେବା କାତା ପାରୁସିମନ୍ ସୁନ୍ଲାଇ ।
Therefore when the Lord knew, the pharisees had heard that Jesus made and baptized more disciples than John,
2 ୨ ଜିସୁ ସତଇସେ ନିଜେ କାକେ ମିସା ଡୁବନ୍ ନ ଦେଇତେ ରଇଲା, ମାତର୍ ତାର୍ ସିସ୍ମନ୍ ଡୁବନ୍ ଦେଇତେ ରଇଲାଇ ।
(though Jesus Himself did not baptize, but his disciples, )
3 ୩ ତାର୍ ବିସଇ ନେଇ ଲକ୍ମନ୍ ଏନ୍ତାରି କାତା ଅଇବାଟା ସୁନି, ଜିସୁ ଜିଉଦା ରାଇଜ୍ ଚାଡିକରି ଆରି ତରେକ୍ ଗାଲିଲି ଦେସେ ଉଟିଗାଲା ।
He left Judea, and departed again into Galilee.
4 ୪ ମାତର୍ ତାକେ ସମିରଣ୍ ଗଡ୍ ବାଟେ ଜିବାକେ ପଡ୍ଲା ।
And as He must pass through the country of Samaria, He came to a Samaritan city called Sichar,
5 ୫ ଆରି ଜାକୁବ୍ ତାର୍ ନିଜର୍ ପିଲା ଜସେପ୍କେ ଜନ୍ ଜାଗା ଦାନ୍ ଦେଇରଇଲା, ସେ ଲଗେ ସମିରଣ୍ ଗଡର୍ ଗଟେକ୍ ସୁକାର୍ ନାଉଁର୍ ଜାଗାଇ ଜିସୁ ଆସି କେଟ୍ଲା ।
near the piece of ground which Jacob gave to his son Joseph.
6 ୬ ସେ ଜାଗାଇ ଜାକୁବର୍ ଗଟେକ୍ କୁଇସାଲ୍ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍ ଅଇରଇଲା ।
And Jacob's well was there. Now Jesus was tired with his journey, and sat down at the well: and it was about the sixth hour of the day,
7 ୭ ଗଟେକ୍ ସମିରଣିୟ ମାଇଜି କୁଇସାଲେ ପାନି ନେବାକେ ଆଇଲା । ଆରି ଜିସୁ ସେ ମାଇଜିକେ କଇଲା, “ଏ ମା ମକେ ଗୁଡିକ୍ ପାନି କାଇବାକେ ଦେ ।”
when a woman of Samaria coming to draw water, Jesus saith unto her, Give me to drink.
8 ୮ ସେଡ୍କିବେଲେ ତାର୍ ସିସ୍ମନ୍ କାଦି ଗେନ୍ବାକେ ଗଡ୍ ବିତ୍ରେ ଜାଇରଇଲାଇ ଆରି ଜିସୁ ଗଟେକ୍ ଲକ୍ ସେ ରଇଲା ।
(For his disciples were gone away to the city to buy food.)
9 ୯ ତେଇ ସମିରଣିୟ ମାଇଜି କାବାଅଇ ଜିସୁକେ କଇଲା, “ତୁଇ ଗଟେକ୍ ଜିଉଦି ଲକ୍ ଆରି ମୁଇ ଗଟେକ୍ ସମିରଣିୟ, ତୁଇ କେନ୍ତି ମର୍ ଆତର୍ ପାନି କାଇବାକେ ମାଙ୍ଗ୍ଲୁସ୍ନି?” କାଇକେ ବଇଲେ, ଜିଉଦି ଲକ୍ମନ୍ ସମିରଣିୟ ଲକ୍ମନର୍ କାଇବାତେଇ ନ କାଇତେ ରଇଲାଇ ।
But the Samaritan saith unto Him, How is it that thou who art a Jew askest drink of me, who am a Samaritan? for the Jews have no friendly intercourse with the Samaritans.
10 ୧୦ ଜିସୁ ତାକେ କଇଲା, “ପର୍ମେସର୍ ଦେବା ଦାନର୍ ବିସଇ, ତୁଇ ଅଲପ୍ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍ତୁସ୍ ବଇଲେ ମକେ ମାଙ୍ଗ୍ତୁସ୍ । ଆରି ମୁଇ ତକେ ଜିବନ୍ ଦେବା ପାନି ଦେଇତି ।”
Jesus answered and said unto her, If thou knewest the gift of God, and who it is that saith unto thee, Give me to drink; thou wouldst have asked of Him, and He would have given thee living water.
11 ୧୧ ମାଇଜି କଇଲା, “ଆଗିଆଁ, ତମର୍ ଲଗେତା ପାନି ଜିକ୍ବାକେ ବାଲ୍ଟିନାଇ, ଆରି ଏ କୁଇସାଲ୍ ବେସି ଡେଙ୍ଗ୍ ଆଚେ । କନ୍ତିଅନି ତମେ ଜିବନ୍ ଦେବା ପାନି ମିଲାଇସୁ?
The woman saith unto Him, Sir, thou hast nothing to draw with, and the well is deep: whence then hast thou the living water?
12 ୧୨ ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।
Art thou greater than our father Jacob, who gave us the well, and drank of it himself, and his children, and his cattle?
13 ୧୩ ଜିସୁ ତାକେ କଇଲା, “ଏ କୁଇସାଲର୍ ପାନି କାଇବା ସବୁ ଲକ୍ମନ୍କେ ଆରିସେ ସସ୍ ଲାଗ୍ସି ।
Jesus answered and said unto her, Whosoever drinketh of this water, will thirst again;
14 ୧୪ ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।” (aiōn , aiōnios )
but he that drinketh of the water which I shall give him, shall never thirst: but the water, which I shall give him, will be in him a fountain of water springing up unto eternal life. (aiōn , aiōnios )
15 ୧୫ ସେ ମାଇଜି ଜିସୁକେ କଇଲା, “ଏ ଆଗିଆଁ ମକେ ସେ ପାନି ଦେ, ଜେନ୍ତିକି କେବେ ମିସା ମକେ ସସ୍ ନ ଲାଗ ଆରି ମୁଇ ଏତେକ୍ ଦୁର୍ ପାନି ନେବାକେ ନ ଆସି ।”
The woman saith unto Him, Sir, give me this water, that I may not thirst, nor come hither to draw.
16 ୧୬ ଜିସୁ ସେ ତାକେ କଇଲା, “ତୁଇ ଜାଇକରି ତର୍ ମୁନୁସ୍କେ ଇତି ଡାକିଆନ୍ ।”
Jesus saith unto her, Go call thine husband, and come hither.
17 ୧୭ ସେ ମାଇଜି “ମକେ ମୁନୁସ୍ ନାଇ” ବଲି କଇଲା । ଜିସୁ ତାକେ କଇଲା, “ମକେ ମୁନୁସ୍ ନାଇ ବଲି ସତ୍ କାତା କଇଆଚୁସ୍ ।
The woman answered, I have no husband. Jesus saith unto her, Thou hast said right, I have no husband:
18 ୧୮ କାଇକେ ବଇଲେ ତର୍ ପାଁଚ୍ଟା ମୁନୁସ୍ ରଇଲାଇ ଆରି ଏବେ ତୁଇ ଜନ୍ ଲକର୍ ସଙ୍ଗ୍ ଆଚୁସ୍, ସେ ମିସା ତର୍ ମୁନୁସ୍ ନଏଁ । ଏଟା ସତ୍ କଇଆଚୁସ୍ ।”
for thou hast had five husbands; and he, whom thou now hast, is not thy husband: this thou hast said true.
19 ୧୯ ସେ ମାଇଜି କଇଲା, “ଏ ଆଗିଆଁ ତୁଇ ଗଟେକ୍ ବବିସତର୍ କାତା କଇବା ଲକ୍ ବଲି, ଏବେ ମୁଇ ଜାନିପାର୍ଲିନି ।
The woman saith unto Him, Sir, I perceive that thou art a prophet.
20 ୨୦ ଆମର୍ ସମିରଣିୟ ଆନିଦାଦିମନ୍ ପର୍ମେସର୍କେ ଏ ଡଙ୍ଗ୍ରେ ଉପାସନା କର୍ତେ ରଇଲାଇ । ମାତର୍ ତମେ ଜିଉଦି ଲକ୍ମନ୍ କଇଲାଇନି ଜିରୁସାଲମ୍ସେ ପର୍ମେସର୍କେ ଉପାସନା କର୍ବା ଟିକ୍ ଜାଗା ।”
Our fathers worshipped on this mountain, and ye say that in Jerusalem is the place where men ought to worship.
21 ୨୧ ଜିସୁ ତାକେ କଇଲା, “ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ ।
Jesus saith unto her, Woman, believe me, the time is coming, when ye shall worship the Father neither on this mountain nor in Jerusalem.
22 ୨୨ ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି ।
Ye worship ye know not what; but we worship what we know: for salvation is from the Jews.
23 ୨୩ ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି ।
But the time is coming, and now is, when the true worshippers shall worship the Father in spirit and truth: for the Father requireth such worshippers of Him.
24 ୨୪ ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।”
God is a spirit, and they that worship Him, must worship in spirit and truth.
25 ୨୫ ସେ ମାଇଜି କଇଲା, “ମୁଇ ଜାନି, ମସିଅ ଜାକେ କି କିରିସ୍ଟ ବଲ୍ବାଇ । ସେବେଲାଇ ଆସି ଆମ୍କେ ସବୁ ବିସଇ ବୁଜାଇ ଦେଇସି ।”
Then saith the woman unto Him, I know that the Messiah, that is to say the Christ, is coming; and when He comes, He will tell us all things.
26 ୨୬ ଜିସୁ ତାକେ କଇଲା, “ଏବେ ତର୍ ସଙ୍ଗ୍ ଜେ କାତା ଅଇଲାନି, ମୁଇ ସେ ।”
Jesus saith unto her, I, who am talking to thee, am He.
27 ୨୭ ସେବେଲା ଜିସୁର୍ ସିସ୍ମନ୍ ଗଡେଅନି ବାଉଡି ଆଇଲାଇ । ଜିସୁ ଗଟେକ୍ ମାଇଜିସଙ୍ଗ୍ କାତା ଅଇବାଟା ଦେକି କାବାଅଇଗାଲାଇ । ମାତର୍ ତାକେ କେ ମିସା ତୁଇ କାଇକେ ତାର୍ ସଙ୍ଗ୍ କାତା ଅଇଲୁସ୍ନି, କି କାଇ ବିସଇ ତମେ କାତା ଅଇତେ ରଇଲାସ୍? ବଲି ପାଚାର୍ବାକେ ସାଆସ୍ କରତ୍ନାଇ ।
And upon this came his disciples and wondered that He talked with the woman: (though none of them said, What dost thou seek? or, Why dost thou talk with her?)
28 ୨୮ ତାର୍ ପଚେ ସେ ମାଇଜି ତାର୍ ଆଣ୍ଡିର୍ ପାନି, ତେଇ ଚାଡିକରି ସଅର୍ ବିତ୍ରେ ଉଟିଗାଲା ଆରି ଜାଇକରି ସବୁ ଲକ୍ମନ୍କେ କଇଲା,
therefore the woman left her water-pot, and went away into the city,
29 ୨୯ “ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”
and saith to the people, Come, see a man who hath told me all that ever I did; is not this the Christ?
30 ୩୦ ସେଟାର୍ପାଇ ଲକ୍ମନ୍ ସଅରେ ଅନି ବାରଇକରି ଜିସୁକେ ଦେକ୍ବାକେ ଗାଲାଇ ।
They therefore went out of the city, and came to Him.
31 ୩୧ ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।” ବଲି ବାବୁଜିଆ କଲାଇ ।
In the mean time his disciples addressed Him, saying, Master, eat.
32 ୩୨ ମାତର୍ ଜିସୁ ସେମନ୍କେ କଇଲା, “ମର୍ ଲଗେ ଜନ୍ କାଦି ଆଚେ, ସେ କାଦିର୍ ବିସଇ ତମେ ନାଜାନାସ୍ ।”
But He said unto them, I have food to eat, which ye know not of.
33 ୩୩ ସେଟାର୍ ପାଇ ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ତାର୍ପାଇ କେ କାଦି ଆନିଦେଲାଇ ଆଚତ୍ କି?”
Therefore the disciples said one to another, Hath any one brought Him aught to eat?
34 ୩୪ ଜିସୁ ସେମନ୍କେ କଇଲା, “ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି ।
Jesus saith unto them, My food is to do the will of Him that sent me, and to finish his work.
35 ୩୫ ଚାରି ମାସ୍ ଗାଲେ କାଟାବେଟା ଦିନ୍ ଆଇସି ବଲି ତମେ କଇତେରଇସା । ମାତର୍ ମୁଇ ତମ୍କେ କଇଲିନି କେତ୍ମନ୍କେ ନିକ କରି ଦେକିଦେକା । ଏବେ ତେଇର୍ ତାସ୍ ପାଚିଗାଲା ଆଚେ ଆରି କାଟ୍ବା ବେଲା ସମାନ୍ ଅଇଲା ଆଚେ ।
Do not ye say, it is yet four months, and then cometh harvest? Behold, lift up your eyes, and see the fields, they are already white for harvest.
36 ୩୬ ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ । (aiōnios )
And he that reapeth receiveth wages, and gathereth the fruit together unto life eternal: that both he that soweth and he that reapeth may rejoice together; (aiōnios )
37 ୩୭ କାଇକେବଇଲେ ଗଟେକ୍ ଲକ୍ ବିଅନ୍ ବୁନ୍ଲେ ସେଟା ବିନ୍ ଲକ୍ କାଟ୍ସି । ଏ କାତା ପୁରାପୁରୁନ୍ ସତ୍ ।
for herein the saying is verified, that one soweth, and another reapeth,
38 ୩୮ ତମେ ଜନ୍ତି ବୁନି ନ ରଇଲାସ୍ ତେଇ କାଟ୍ବାକେ ପାଟାଇଆଚି । ବିନ୍ ଲକ୍ମନ୍ କାମ୍କଲାଇ ଆରି ତମେ ସେମନ୍ କଲା କାମେଅନି ଲାବ୍ ପାଇଲାସ୍ନି ।”
in as much as I have sent you to reap that on which ye have not laboured: others have laboured, and ye are entered into their labors.
39 ୩୯ ସେ ସଅରର୍ କେତେକ୍ କେତେକ୍ ସମିରଣିୟମନ୍ ଜିସୁକେ ବିସ୍ବାସ୍ କଲାଇ । କାଇକେବଇଲେ, ସେ ମାଇଜି ସେମନ୍କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା ।
And many of the Samaritans of that city believed on Him, because of what the woman said, testifying, He told me all that ever I did.
40 ୪୦ ଆରି ସମିରଣିୟ ଲକ୍ମନ୍ ଜିସୁର୍ ଲଗେ ଆସି ତାର୍ ସଙ୍ଗ୍ କେତେ ଦିନ୍ ରଇବାକେ ଗୁଆରି କଲାଇ, ସେଟାର୍ପାଇ ସେ ତେଇ ଦୁଇ ଦିନ୍ ରଇଲା ।
Therefore when the Samaritans came to Him, they desired Him to stay with them: and He staid there two days.
41 ୪୧ ଜିସୁର୍ କାତା ସୁନି ତାକେ ବେସି ଲକ୍ମନ୍ ବିସ୍ବାସ୍ କଲାଇ ।
And many more believed on account of his own discourse:
42 ୪୨ ଲକ୍ମନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍ବାସ୍ କରୁନାଇ, ଆମେ ନିଜେ ତାର୍ କାତା ସୁନି କରି ଏ ଆକା ଦୁନିଆର୍ ରକିଆକରୁ ବଲି ବିସ୍ବାସ୍ କଲୁ ।”
and said to the woman, Now we believe, not because of what thou hast spoken; for we ourselves have heard Him, and know that this is indeed the Christ, the Saviour of the world.
43 ୪୩ ଜିସୁ ତେଇ ଦୁଇ ଦିନ୍ ରଇଲା ପଚେ ଗାଲିଲି ରାଇଜେ ଗାଲା ।
And after two days he departed thence, and went into Cana of Galilee.
44 ୪୪ ଆରି ଗଟେକ୍ ବବିସତ୍ବକ୍ତା ନିଜର୍ ଦେସେ ସନ୍ମାନ୍ ନ ପାଏ ବଲି ଜିସୁ ଆଗ୍ତୁସେ ତାର୍ ସିସ୍ମନ୍କେ କଇରଇଲା ।
For Jesus himself had testified that a prophet hath no honor in his own country.
45 ୪୫ ସେଟାର୍ପାଇ ସେ ଜେଡେବେଲା ଗାଲିଲି ଦେସେ କେଟ୍ଲା, ସେବେଲା ଲକ୍ମନ୍ ଆଲାଦ୍ ସଙ୍ଗ୍ ଡାକିନେଲାଇ । କାଇକେବଇଲେ ଆଗେ ଜିରୁସାଲାମେ ନିସ୍ତାର୍ ପରବ୍ଟାନେ ସେମନ୍ ସେ କରିରଇବା କାମ୍ ସବୁ ଦେକିରଇଲାଇ ।
And when He was come into Galilee, the Galileans received Him, having seen all that he did in Jerusalem at the feast: for they also went to the feast.
46 ୪୬ ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା ।
Therefore Jesus came again into Cana of Galilee, where He had made the water wine.
47 ୪୭ ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍ ଅଇଲା ପିଲାର୍ ବାବା ତାର୍ ଲଗେ ଗାଲା । ମର୍ବା ସମାନ୍ ଅଇରଇବା ପିଲାକେ ନିମାନ୍ କର୍ବାକେ କପର୍ନାଉମେ ଜୁ ବଲି ଜିସୁକେ ଜୁଆର୍ ବିଆର୍ କଲା ।
And there was a certain nobleman, whose son was sick at Capernaum: who, when he heard that Jesus was come out of Judea into Galilee, went to Him, and intreated Him, that he would come down and heal his son; for he was at the point of death.
48 ୪୮ ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
Jesus therefore said unto him, Except ye see signs and wonders ye will not believe.
49 ୪୯ ସେ ଲକ୍ ତାକେ କଇଲା, “ଏ ଗୁରୁ, ମର୍ ପିଲା ନ ମର୍ବା ଆଗ୍ତୁ ତମେ ମର୍ ସଙ୍ଗ୍ ଆସା ।”
The nobleman saith unto Him, Lord, come down before my child die.
50 ୫୦ ଜିସୁ ତାକେ କଇଲା, “ଏବେ ତୁଇ ତର୍ ଗରେ ଜା, ତର୍ ପିଲା ଜିବନ୍ ଅଇଗାଲାବେ ।” ସେ ଲକ୍ ଜିସୁ କଇରଇବା କାତା ବିସ୍ବାସ୍ କରି ବାଉଡିଗାଲା ।
Jesus saith unto him, Go, thy son is well. And the man believed what Jesus said unto him, and went his way.
51 ୫୧ ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, “ତର୍ ପିଲା ନିମାନ୍ ଅଇଲାବେ” ବଲି କଇଲାଇ ।
And as he was now going down, his servants met him and told him, saying, Thy son is well.
52 ୫୨ ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, “ପିଲା କେଡେବେଲେ ନିମାନ୍ ଅଇଲା?” ଗତିଦାଙ୍ଗ୍ଡାମନ୍, “କାଲି ଗଁଟେ ବେଲେ ନିମାନ୍ ଅଇଲା” ବଲି କଇଲାଇ ।
He inquired therefore of them the hour in which he grew better: and they said unto him, Yesterday at the seventh hour the fever left him.
53 ୫୩ ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
So the father knew that it was in that same hour, in which Jesus said to him, Thy son is well. And he and his whole family believed.
54 ୫୪ ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍ ଦୁଇପାଲି କାବାଅଇଜିବା କାମ୍ କରି ରଇଲାଟା ।
This is the second miracle that Jesus wrought, upon coming out of Judea into Galilee.