< ଜଅନ୍‌ 3 >

1 ପାରୁସିମନର୍‌ ବିତ୍‌ରେଅନି ନିକଦିମ ନାଉଁର୍‌ ଗଟେକ୍‌ ଲକ୍‌ ରଇଲା । ସେ ଜିଉଦି ମନର୍‌ ଗଟେକ୍‌ ନେତା ।
Es war aber ein Mensch aus den Pharisäern, sein Name Nikodemus, ein Oberster der Juden.
2 ସେ ଦିନେକ୍‌ ରାତିଆ ଜିସୁର୍‌ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍‌ମେସର୍‌ ପାଟାଇରଇବା ଗଟେକ୍‌ ଗୁରୁ । କାଇକେ ବଇଲେ ଜଦି ଗଟେକ୍‌ ଲକର୍‌ ସଙ୍ଗ୍‍ ପର୍‌ମେସର୍‌ ନ ରଇଲେ, ତମେ ଜନ୍‌ ସବୁ କାବାଅଇଜିବା କାମ୍‌ମନ୍‌ କଲାସ୍‌ନି, ସେତ୍‌କି କାମ୍‌ମନ୍‌ କେ ମିସା କରିନାପାରତ୍‌ ।”
Dieser kam zu ihm bei Nacht und sprach zu ihm: Rabbi, wir wissen, daß du ein Lehrer bist, von Gott gekommen, denn niemand kann diese Zeichen tun, die du tust, es sei denn Gott mit ihm.
3 ଜିସୁ ତାକେ କ‍ଇଲା, “ମୁଇ ତକେ ସତ୍‌ କାତା କଇଲିନି, ଆରିତରେକ୍‌ ଜନମ୍‌ ନ ଅଇଲେ କେ ମିସା ପର୍‌ମେସରର୍‌ ରାଇଜ୍‌ ଦେକି ନାପାରତ୍‌ ।”
Jesus antwortete und sprach zu ihm: Wahrlich, wahrlich, ich sage dir: Es sei denn, daß jemand von neuem [O. von oben her] geboren werde, so kann er das Reich Gottes nicht sehen.
4 ନିକଦିମ ତାକେ ପାଚାର୍‌ଲା, “ଡକ୍‌ରା ଅଇଲା ଲକ୍‌ କେନ୍ତି ଆରି ତରେକ୍‌ ଜନମ୍‌ ଅଇସି? ସେ ଆରି ତରେକ୍‌ ମାଆର୍‌ ପେଟ୍‌ ବିତ୍‌ରେ ଜାଇକରି ଜନମ୍‌ ଅଇସି କି? ନାଇ ଅଇ ନଏଁ ।”
Nikodemus spricht zu ihm: Wie kann ein Mensch geboren werden, wenn er alt ist? kann er etwa zum zweiten Male in den Leib seiner Mutter eingehen und geboren werden?
5 ଜିସୁ ତାକେ କଇଲା, “ମୁଇ ତକେ ସତ୍‌କାତା କଇଲିନି, ଗଟେକ୍‌ ଲକ୍‌ ପାନି ଆରି ଆତ୍‌ମାଇଅନି ଜନମ୍‌ ନ ଅଇଲେ, ପର୍‌ମେସରର୍‌ ରାଇଜେ ଜାଇ ନାପାରେ ।
Jesus antwortete: Wahrlich, wahrlich, ich sage dir: Es sei denn, daß jemand aus Wasser und Geist geboren werde, so kann er nicht in das Reich Gottes eingehen.
6 ଗଟେକ୍‌ ନର୍‌ ଲକ୍‌ ତାର୍‌ ନର୍‌ ମାଆ ବାବାର୍‌ତେଇଅନି ଜନମ୍‌ ଅଇସି । ମାତର୍‌ ସୁକଲ୍‌ ଆତ୍‌ମା ତାର୍‌ ଆତ୍‌ମାଇ ନୁଆ ଜିବନ୍‌ ଦେଇସି ।
Was aus dem Fleische geboren ist, ist Fleisch, und was aus dem Geiste geboren ist, ist Geist.
7 ସେଟାର୍‌ପାଇ ମୁଇ ତକେ ଆରିତରେକ୍‌ ଜନମ୍‌ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
Verwundere dich nicht, daß ich dir sagte: Ihr müsset von neuem [O. von oben her] geboren werden.
8 ପବନ୍‌ ଜନ୍‌ ବାଟେ ଜିବାକେ ମନ୍‌ କର୍‌ସି ସେ ବାଟେସେ ଜାଇସି, ଆରି ତମେ ତାର୍‌ ସବଦ୍‌ ସୁନ୍‌ସା । ମାତର୍‌ ସେଟା କନ୍ତିଅନି ଆଇସି ଆରି କନ୍‌ ବାଟେ ଜାଇସି ସେଟା ନାଜାନାସ୍‌ । ଆତ୍‌ମାଇ ଜନମ୍‌ ଅଇଲା ସବୁ ଲକ୍‌ମନ୍‌ ମିସା ସେନ୍ତାରିସେ ।”
Der Wind weht, wo er will, und du hörst sein Sausen, aber du weißt nicht, woher er kommt, und wohin er geht; also ist jeder, der aus dem Geiste geboren ist.
9 ନିକଦିମ ଜିସୁକେ ପାଚାର୍‌ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍‌ସି?”
Nikodemus antwortete und sprach zu ihm: Wie kann dies geschehen?
10 ୧୦ ଜିସୁ ତାକେ କଇଲା, “ତୁଇ ଇସ୍‌ରାଏଲର୍‌ ଗଟେକ୍‌ ବଡ୍‌ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍‌ଲୁସ୍‌ନି?
Jesus antwortete und sprach zu ihm: Du bist der Lehrer Israels und weißt dieses nicht?
11 ୧୧ ମୁଇ ତକେ ସତ୍‌କାତା କଇଲିନି, ଆମେ ଜନ୍‌ଟା ଜାନୁ ସେଟା କଇଦେବୁ, ଜନ୍‌ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍‌ବାସ୍‌ କରୁସ୍‌ନାଇ?
Wahrlich, wahrlich, ich sage dir: Wir reden, was wir wissen, und bezeugen, was wir gesehen haben, und unser Zeugnis nehmet ihr nicht an.
12 ୧୨ ମୁଇ ତକେ ଏ ଦୁନିଆର୍‌ ବିସଇ କଇବାବେଲେ ବିସ୍‌ବାସ୍‌ କରୁସ୍‌ ନାଇ । ଆରି ସରଗର୍‌ ବିସଇ କଇବି ବଇଲେ କେନ୍ତି ମକେ ବିସ୍‌ବାସ୍‌ କର୍‌ସୁ?
Wenn ich euch das Irdische gesagt habe, und ihr glaubet nicht, wie werdet ihr glauben, wenn ich euch das Himmlische sage?
13 ୧୩ ସର୍‌ଗେଅନି ଉତ୍‌ରି ଆଇଲା ନର୍‌ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍‌ଗେ ଜାଅତ୍‌ ନାଇତା ।”
Und niemand ist hinaufgestiegen in den Himmel, als nur der aus dem Himmel herabgestiegen ist, der Sohn des Menschen, der im Himmel ist.
14 ୧୪ “ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍‌ ସାଁପ୍‌କେ ଡେଲି ଉପ୍‌ରେ ଟେକି ରଇଲା, ସମାନ୍‌ ସେନ୍ତାରିସେ ପର୍‌ମେସର୍‌ ତେଇଅନି ଆଇଲା ନର୍‌ପିଲା ମକେ ମିସା, ଗଟେକ୍‌ ଦିନେ ଉପ୍‌ରେ ଟେକ୍‌ବାଇ ।
Und gleichwie Moses in der Wüste die Schlange erhöhte, also muß der Sohn des Menschen erhöht werden,
15 ୧୫ ତେବେ, ତାକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ । (aiōnios g166)
auf daß jeder, der an ihn glaubt, nicht verloren gehe, sondern ewiges Leben habe. (aiōnios g166)
16 ୧୬ ପର୍‌ମେସର୍‌ ଏ ଦୁନିଆର୍‌ ଲକ୍‌ମନ୍‌କେ ଏତେକ୍‌ ଆଲାଦ୍‌ କଲାଜେ, ତାର୍‌ ଗଟେକ୍‌ ବଲି ପିଲାକେ ସର୍‌ପିଦେଲା । ଜେ ମିସା ତାକେ ବିସ୍‌ବାସ୍‌ କର୍‌ବାଇ ବଇଲେ, ସେମନ୍‌ ନସ୍‌ଟ ନ ଅଇକରି, ନ ସାର୍‌ବା ଜିବନ୍‌ ମିଲାଇବାଇ । (aiōnios g166)
Denn also hat Gott die Welt geliebt, daß er seinen eingeborenen Sohn gab, auf daß jeder, der an ihn glaubt, nicht verloren gehe, sondern ewiges Leben habe. (aiōnios g166)
17 ୧୭ ପର୍‌ମେସର୍‌ ତାର୍‌ ପିଲାକେ ଏ ଦୁନିଆଇ ବିଚାର୍‌ କର୍‌ବାକେ ପାଟାଏନାଇ, ମାତର୍‌ ତାର୍‌ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
Denn Gott hat seinen Sohn nicht in die Welt gesandt, auf daß er die Welt richte, sondern auf daß die Welt durch ihn errettet werde.
18 ୧୮ କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କଲାନି ତାର୍‌ ବିଚାର୍‌ନା ନଏଁଁ । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କରେନାଇ ତାର୍‌ ବିଚାର୍‌ନା ଅଇସାର୍‌ଲାବେ । କାଇକେବଇଲେ ସେ ଗଟେକ୍‌ ବଲି ପିଲାକେ ବିସ୍‌ବାସ୍‌ କରେନାଇ ।
Wer an ihn glaubt, wird nicht gerichtet; wer aber nicht glaubt, ist schon gerichtet, weil er nicht geglaubt hat an den Namen des eingeborenen Sohnes Gottes.
19 ୧୯ ଆରି ସେ ବିଚାର୍‌ନା ଏନ୍ତି ଅଇସି, ସର୍‌ଗେ ଅନି ଉଜଲ୍‌ ଏ ଦୁନିଆଇ ଆସିରଇଲା । ମାତର୍‌ ଏ ଦୁନିଆର୍‌ ଲକ୍‌ମନ୍‌ ସେ ଉଜଲେଅନି ଆନ୍ଦାର୍‌କେ ବେସି ମନ୍‌ କଲାଇ । କାଇକେବଇଲେ ସେମନ୍‌ କର୍‌ବା କାମ୍‌ ସବୁ ବେସି କାରାପ୍‌ ।
Dies aber ist das Gericht, daß das Licht in die Welt gekommen ist, und die Menschen haben die Finsternis mehr geliebt als das Licht, denn ihre Werke waren böse.
20 ୨୦ ଜନ୍‌ଲକ୍‌ମନ୍‌ କାରାପ୍‌ କାମ୍‌ କଲାଇନି ସେମନ୍‌ ଉଜଲ୍‌କେ ଗିନ୍‌ କଲାଇନି । ଆରି ସେ ଉଜଲେ ନ ଆସତ୍‌ । କାଇକେବଇଲେ ସେମନର୍‌ ସବୁ କାରାପ୍‌ କାମ୍‌ ସେ ଉଜଲେ ଡିସ୍‌ସି ।
Denn jeder, der Arges tut, haßt das Licht und kommt nicht zu dem Lichte, auf daß seine Werke nicht bloßgestellt [O. gestraft] werden;
21 ୨୧ ମାତର୍‌ ଜନ୍‌ଲକ୍‌ ସତ୍‌ ଆରି ଟିକ୍ ଇସାବେ କାମ୍‌ କରି ଚଲାଚଲ୍‌ତି କଲାନି, ସେ ଉଜଲ୍‌ ଲଗେ ଆଇସି । ତେବେ, ସେ କର୍‌ବା କାମ୍‌ ପର୍‌ମେସରର୍‌ ମନ୍‍ କର୍‍ବା ଇସାବେ ଅଇଲାନି ।”
wer aber die Wahrheit tut, kommt zu dem Lichte, auf daß seine Werke offenbar werden, daß sie in Gott gewirkt sind.
22 ୨୨ ତାର୍‌ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍‌ମନ୍‌କେ ଡୁବନ୍‌ ଦେଲାଇ ।
Nach diesem kam Jesus und seine Jünger in das Land Judäa, und daselbst verweilte er mit ihnen und taufte.
23 ୨୩ ସେ ବେଲାଇ ଜଅନ୍‌ ମିସା ସାଲମ୍‌ ଗଡ୍‌ଲଗେ ଏନନ୍‌ ନାଉଁର୍‌ ଗଟେକ୍‌ ଗାଏଁ ଡୁବନ୍‌ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍‌ମନ୍‌ ଆସିକରି ଡୁବନ୍‌ ନେଇତେ ରଇଲାଇ ।
Aber auch Johannes taufte zu Aenon, nahe bei Salim, weil viel Wasser daselbst war; und sie kamen hin und wurden getauft.
24 ୨୪ ସେତ୍‌କି ଦିନ୍‌ ଜାକ ଜଅନ୍‌ ବନ୍ଦି ନ ଅଇରଇଲା ।
Denn Johannes war noch nicht ins Gefängnis geworfen.
25 ୨୫ ସେବେଲା ଗଟେକ୍‌ ଜିଉଦି ଲକ୍‌ ଆରି ଜଅନର୍‌ ସିସ୍‌ମନ୍‌ ଅସୁକଲ୍‌ଅନି ରିତିନିତି ଇସାବେ ସୁକଲ୍‌ ଅଇବା ବିସଇ ନେ‍ଇ ତାକର୍‌ ବିତ୍‌ରେ ଦଦାପେଲା ଅଇତେ ରଇଲାଇ ।
Es entstand nun eine Streitfrage unter den Jüngern Johannes mit einem Juden über die Reinigung.
26 ୨୬ ଆରି ଜଅନର୍‌ ସିସ୍‌ମନ୍‌ ତାର୍‍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍‌ଦନ୍‌ ଗାଡ୍‌ ସେପାଟେ କାର୍‌ସଙ୍ଗ୍‌ ବେଟ୍‌ ଅଇରଇଲାସ୍‌ ଆରି ତାର୍‌ ବିସଇ ତମେ ସାକି ଦେଇତେରଇଲାସ୍‌, ସେ ଲକ୍‌ ଏବେ ଲକ୍‌ମନ୍‌କେ ଡୁବନ୍‌ ଦେଲାନି ଆରି ସବୁ ଲକ୍‌ମନ୍‌ ତାର୍‌ ଲଗେ ଗାଲାଇନି ।”
Und sie kamen zu Johannes und sprachen zu ihm: Rabbi, der jenseit des Jordan bei dir war, dem du Zeugnis gegeben hast, siehe, der tauft, und alle kommen zu ihm.
27 ୨୭ ଜଅନ୍‌ କ‍ଇଲା, “ପର୍‌ମେସର୍‌ ନ ଦେଲେ, କେ ମିସା କାଇଟା ନ ପାଅତ୍‌ ।
Johannes antwortete und sprach: Ein Mensch kann nichts empfangen, [O. nehmen] es sei ihm denn aus dem Himmel gegeben.
28 ୨୮ ମୁଇ କଇରଇଲି ପର୍‌ମେସର୍‌ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍‌କା ପାଟାଇରଇବା ଗଟେକ୍‌ ଦୁତ୍‌ ପାରା ଅଇ ଆସିଆଚି ।
Ihr selbst gebet mir Zeugnis, daß ich sagte: Ich bin nicht der Christus, sondern daß ich vor ihm hergesandt bin.
29 ୨୯ ଜେ ବିବା ଅଇସି, ସେ ବର୍‌ ଦାଙ୍ଗ୍‌ଡା । ମାତର୍‌ ବର୍‌ ଦାଙ୍ଗ୍‌ଡାର୍‌ ଲଗେ ବରର୍‌ ସଙ୍ଗାରି ଟିଆଅଇ ତାର୍‌ କାତା ସୁନ୍‌ସି । ସେ ବର୍‌ ଦାଙ୍ଗ୍‌ଡାର୍‌ କାତା ସୁନି, ବେସି ସାର୍‌ଦା ଅଇସି । ସେନ୍ତାରିସେ ମର୍‌ ସାର୍‌ଦା ମିସା ପୁରାପୁରୁନ୍‌ ଅଇଲାଆଚେ ।
Der die Braut hat, ist der Bräutigam; der Freund des Bräutigams aber, der dasteht und ihn hört, ist hoch erfreut über die Stimme des Bräutigams; diese meine Freude nun ist erfüllt.
30 ୩୦ ସେ ମଆନ୍‌ ଅଇତେ ଜାଅ ଆରି ମୁଇ ସାନ୍‌ ଅଇତେ ଜିବି ।”
Er muß wachsen, ich aber abnehmen.
31 ୩୧ “ଜେ ସର୍‌ଗେଅନି ଆଇଲା ଆଚେ, ସେ ସବୁ ଲକ୍‌ମନର୍‌ତେଇଅନି ମଆନ୍‌ । ଜେ ଜଗତେ ଅନି ଜନମ୍‌ ଅଇଆଚେ, ସେ ଜଗତର୍‌ କାତାସେ କଇସି । ମାତର୍‌ ଜେ ସର୍‌ଗେଅନି ଆସିଆଚେ, ସେ ସବୁକଲର୍‌ତେଇ ଅନି ମଆନ୍‌ ।
Der von ober kommt, ist über allen; [O. über allem] der von der [W. aus der, d. h. der daselbst seinen Ursprung hat] Erde ist, ist von der Erde und redet von der Erde. [d. h. wie einer, der von der Erde ist; od.: von der Erde aus] Der vom [W. aus dem] Himmel kommt, ist über allen, [O. über allem]
32 ୩୨ ସେ ଜନ୍‌ଟା ଦେକ୍‌ଲା ଆଚେ ଆରି ସୁନ୍‌ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍‌ ସେ କଇରଇବା କାତା କେ ମିସା ନାମତ୍‌ ନାଇ ।
und was er gesehen und gehört hat, dieses bezeugt er; und sein Zeugnis nimmt niemand an.
33 ୩୩ ଜେ ତାର୍‌ କଇରଇବା କାତା ନାମ୍‌ସି, ସେ ପର୍‌ମେସର୍‌ ସତ୍‌ଟା ବଲି ନାମ୍‌ସି ।
Wer sein Zeugnis angenommen hat, [O. annimmt] hat besiegelt, daß Gott wahrhaftig ist.
34 ୩୪ ଜାକେ ପର୍‌ମେସର୍‌ ପାଟାଇଲା ଆଚେ, ସେ ପର୍‌ମେସରର୍‌ ବାକିଅ କଇସି । କାଇକେ ବଇଲେ ତାକେ ପର୍‌ମେସରର୍‌ ଆତ୍‌ମା ପୁରାପୁରୁନ୍‌ ଦିଆଅଇଲାଆଚେ ।
Denn der, welchen Gott gesandt hat, redet die Worte Gottes; denn Gott gibt den Geist nicht nach Maß.
35 ୩୫ ବାବା ପିଲାକେ ଆଲାଦ୍‌ କରି ସବୁ ବିସଇ ତାର୍‌ ଆତେ ସର୍‌ପି ଦେଲାଆଚେ ।
Der Vater liebt den Sohn und hat alles in seine Hand gegeben.
36 ୩୬ ଆରି କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ନାମେ ନାଇ, ସେ ନ ସାର୍‌ବା ଜିବନ୍‌ ନ ପାଏ । ଆରି ପର୍‌ମେସରର୍‌ ଡଣ୍ଡ୍‌ ପାଇବାକେ ସେ ରଇସି ।” (aiōnios g166)
Wer an den Sohn glaubt, hat ewiges Leben; wer aber dem Sohne nicht glaubt, [O. sich nicht unterwirft, nicht gehorcht] wird das Leben nicht sehen, sondern der Zorn Gottes bleibt auf ihm. (aiōnios g166)

< ଜଅନ୍‌ 3 >