< ଜଅନ୍‌ 3 >

1 ପାରୁସିମନର୍‌ ବିତ୍‌ରେଅନି ନିକଦିମ ନାଉଁର୍‌ ଗଟେକ୍‌ ଲକ୍‌ ରଇଲା । ସେ ଜିଉଦି ମନର୍‌ ଗଟେକ୍‌ ନେତା ।
En er was een mens uit de Farizeen, wiens naam was Nicodemus, een overste der Joden;
2 ସେ ଦିନେକ୍‌ ରାତିଆ ଜିସୁର୍‌ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍‌ମେସର୍‌ ପାଟାଇରଇବା ଗଟେକ୍‌ ଗୁରୁ । କାଇକେ ବଇଲେ ଜଦି ଗଟେକ୍‌ ଲକର୍‌ ସଙ୍ଗ୍‍ ପର୍‌ମେସର୍‌ ନ ରଇଲେ, ତମେ ଜନ୍‌ ସବୁ କାବାଅଇଜିବା କାମ୍‌ମନ୍‌ କଲାସ୍‌ନି, ସେତ୍‌କି କାମ୍‌ମନ୍‌ କେ ମିସା କରିନାପାରତ୍‌ ।”
Deze kwam des nachts tot Jezus, en zeide tot Hem: Rabbi, wij weten, dat Gij zijt een Leraar van God gekomen; want niemand kan deze tekenen doen, die Gij doet, zo God met hem niet is.
3 ଜିସୁ ତାକେ କ‍ଇଲା, “ମୁଇ ତକେ ସତ୍‌ କାତା କଇଲିନି, ଆରିତରେକ୍‌ ଜନମ୍‌ ନ ଅଇଲେ କେ ମିସା ପର୍‌ମେସରର୍‌ ରାଇଜ୍‌ ଦେକି ନାପାରତ୍‌ ।”
Jezus antwoordde en zeide tot hem: Voorwaar, voorwaar zeg Ik u: Tenzij dat iemand wederom geboren worde, hij kan het Koninkrijk Gods niet zien.
4 ନିକଦିମ ତାକେ ପାଚାର୍‌ଲା, “ଡକ୍‌ରା ଅଇଲା ଲକ୍‌ କେନ୍ତି ଆରି ତରେକ୍‌ ଜନମ୍‌ ଅଇସି? ସେ ଆରି ତରେକ୍‌ ମାଆର୍‌ ପେଟ୍‌ ବିତ୍‌ରେ ଜାଇକରି ଜନମ୍‌ ଅଇସି କି? ନାଇ ଅଇ ନଏଁ ।”
Nicodemus zeide tot Hem: Hoe kan een mens geboren worden, nu oud zijnde? Kan hij ook andermaal in zijner moeders buik ingaan, en geboren worden?
5 ଜିସୁ ତାକେ କଇଲା, “ମୁଇ ତକେ ସତ୍‌କାତା କଇଲିନି, ଗଟେକ୍‌ ଲକ୍‌ ପାନି ଆରି ଆତ୍‌ମାଇଅନି ଜନମ୍‌ ନ ଅଇଲେ, ପର୍‌ମେସରର୍‌ ରାଇଜେ ଜାଇ ନାପାରେ ।
Jezus antwoordde: Voorwaar, voorwaar zeg Ik u: Zo iemand niet geboren wordt uit water en Geest, hij kan in het Koninkrijk Gods niet ingaan.
6 ଗଟେକ୍‌ ନର୍‌ ଲକ୍‌ ତାର୍‌ ନର୍‌ ମାଆ ବାବାର୍‌ତେଇଅନି ଜନମ୍‌ ଅଇସି । ମାତର୍‌ ସୁକଲ୍‌ ଆତ୍‌ମା ତାର୍‌ ଆତ୍‌ମାଇ ନୁଆ ଜିବନ୍‌ ଦେଇସି ।
Hetgeen uit het vlees geboren is, dat is vlees; en hetgeen uit den Geest geboren is, dat is geest.
7 ସେଟାର୍‌ପାଇ ମୁଇ ତକେ ଆରିତରେକ୍‌ ଜନମ୍‌ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
Verwonder u niet, dat Ik u gezegd heb: Gijlieden moet wederom geboren worden.
8 ପବନ୍‌ ଜନ୍‌ ବାଟେ ଜିବାକେ ମନ୍‌ କର୍‌ସି ସେ ବାଟେସେ ଜାଇସି, ଆରି ତମେ ତାର୍‌ ସବଦ୍‌ ସୁନ୍‌ସା । ମାତର୍‌ ସେଟା କନ୍ତିଅନି ଆଇସି ଆରି କନ୍‌ ବାଟେ ଜାଇସି ସେଟା ନାଜାନାସ୍‌ । ଆତ୍‌ମାଇ ଜନମ୍‌ ଅଇଲା ସବୁ ଲକ୍‌ମନ୍‌ ମିସା ସେନ୍ତାରିସେ ।”
De wind blaast, waarheen hij wil, en gij hoort zijn geluid; maar gij weet niet, van waar hij komt, en waar hij heen gaat; alzo is een iegelijk, die uit den Geest geboren is.
9 ନିକଦିମ ଜିସୁକେ ପାଚାର୍‌ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍‌ସି?”
Nicodemus antwoordde en zeide tot Hem: Hoe kunnen deze dingen geschieden?
10 ୧୦ ଜିସୁ ତାକେ କଇଲା, “ତୁଇ ଇସ୍‌ରାଏଲର୍‌ ଗଟେକ୍‌ ବଡ୍‌ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍‌ଲୁସ୍‌ନି?
Jezus antwoordde en zeide tot hem: Zijt gij een leraar van Israel, en weet gij deze dingen niet?
11 ୧୧ ମୁଇ ତକେ ସତ୍‌କାତା କଇଲିନି, ଆମେ ଜନ୍‌ଟା ଜାନୁ ସେଟା କଇଦେବୁ, ଜନ୍‌ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍‌ବାସ୍‌ କରୁସ୍‌ନାଇ?
Voorwaar, voorwaar zeg Ik u: Wij spreken, wat Wij weten, en getuigen, wat Wij gezien hebben; en gijlieden neemt Onze getuigenis niet aan.
12 ୧୨ ମୁଇ ତକେ ଏ ଦୁନିଆର୍‌ ବିସଇ କଇବାବେଲେ ବିସ୍‌ବାସ୍‌ କରୁସ୍‌ ନାଇ । ଆରି ସରଗର୍‌ ବିସଇ କଇବି ବଇଲେ କେନ୍ତି ମକେ ବିସ୍‌ବାସ୍‌ କର୍‌ସୁ?
Indien Ik ulieden de aardse dingen gezegd heb, en gij niet gelooft, hoe zult gij geloven, indien Ik ulieden de hemelse zou zeggen?
13 ୧୩ ସର୍‌ଗେଅନି ଉତ୍‌ରି ଆଇଲା ନର୍‌ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍‌ଗେ ଜାଅତ୍‌ ନାଇତା ।”
En niemand is opgevaren in den hemel, dan Die uit den hemel nedergekomen is, namelijk de Zoon des mensen, Die in den hemel is.
14 ୧୪ “ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍‌ ସାଁପ୍‌କେ ଡେଲି ଉପ୍‌ରେ ଟେକି ରଇଲା, ସମାନ୍‌ ସେନ୍ତାରିସେ ପର୍‌ମେସର୍‌ ତେଇଅନି ଆଇଲା ନର୍‌ପିଲା ମକେ ମିସା, ଗଟେକ୍‌ ଦିନେ ଉପ୍‌ରେ ଟେକ୍‌ବାଇ ।
En gelijk Mozes de slang in de woestijn verhoogd heeft, alzo moet de Zoon des mensen verhoogd worden;
15 ୧୫ ତେବେ, ତାକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ନ ସାର୍‌ବା ଜିବନ୍‌ ପାଇବାଇ । (aiōnios g166)
Opdat een iegelijk, die in Hem gelooft, niet verderve, maar het eeuwige leven hebbe. (aiōnios g166)
16 ୧୬ ପର୍‌ମେସର୍‌ ଏ ଦୁନିଆର୍‌ ଲକ୍‌ମନ୍‌କେ ଏତେକ୍‌ ଆଲାଦ୍‌ କଲାଜେ, ତାର୍‌ ଗଟେକ୍‌ ବଲି ପିଲାକେ ସର୍‌ପିଦେଲା । ଜେ ମିସା ତାକେ ବିସ୍‌ବାସ୍‌ କର୍‌ବାଇ ବଇଲେ, ସେମନ୍‌ ନସ୍‌ଟ ନ ଅଇକରି, ନ ସାର୍‌ବା ଜିବନ୍‌ ମିଲାଇବାଇ । (aiōnios g166)
Want alzo lief heeft God de wereld gehad, dat Hij Zijn eniggeboren Zoon gegeven heeft, opdat een iegelijk die in Hem gelooft, niet verderve, maar het eeuwige leven hebbe. (aiōnios g166)
17 ୧୭ ପର୍‌ମେସର୍‌ ତାର୍‌ ପିଲାକେ ଏ ଦୁନିଆଇ ବିଚାର୍‌ କର୍‌ବାକେ ପାଟାଏନାଇ, ମାତର୍‌ ତାର୍‌ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
Want God heeft Zijn Zoon niet gezonden in de wereld, opdat Hij de wereld veroordelen zou, maar opdat de wereld door Hem zou behouden worden.
18 ୧୮ କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କଲାନି ତାର୍‌ ବିଚାର୍‌ନା ନଏଁଁ । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କରେନାଇ ତାର୍‌ ବିଚାର୍‌ନା ଅଇସାର୍‌ଲାବେ । କାଇକେବଇଲେ ସେ ଗଟେକ୍‌ ବଲି ପିଲାକେ ବିସ୍‌ବାସ୍‌ କରେନାଇ ।
Die in Hem gelooft, wordt niet veroordeeld, maar die niet gelooft, is alrede veroordeeld, dewijl hij niet heeft geloofd in den Naam des eniggeboren Zoons van God.
19 ୧୯ ଆରି ସେ ବିଚାର୍‌ନା ଏନ୍ତି ଅଇସି, ସର୍‌ଗେ ଅନି ଉଜଲ୍‌ ଏ ଦୁନିଆଇ ଆସିରଇଲା । ମାତର୍‌ ଏ ଦୁନିଆର୍‌ ଲକ୍‌ମନ୍‌ ସେ ଉଜଲେଅନି ଆନ୍ଦାର୍‌କେ ବେସି ମନ୍‌ କଲାଇ । କାଇକେବଇଲେ ସେମନ୍‌ କର୍‌ବା କାମ୍‌ ସବୁ ବେସି କାରାପ୍‌ ।
En dit is het oordeel, dat het licht in de wereld gekomen is, en de mensen hebben de duisternis liever gehad dan het licht; want hun werken waren boos.
20 ୨୦ ଜନ୍‌ଲକ୍‌ମନ୍‌ କାରାପ୍‌ କାମ୍‌ କଲାଇନି ସେମନ୍‌ ଉଜଲ୍‌କେ ଗିନ୍‌ କଲାଇନି । ଆରି ସେ ଉଜଲେ ନ ଆସତ୍‌ । କାଇକେବଇଲେ ସେମନର୍‌ ସବୁ କାରାପ୍‌ କାମ୍‌ ସେ ଉଜଲେ ଡିସ୍‌ସି ।
Want een iegelijk, die kwaad doet, haat het licht, en komt tot het licht niet, opdat zijn werken niet bestraft worden.
21 ୨୧ ମାତର୍‌ ଜନ୍‌ଲକ୍‌ ସତ୍‌ ଆରି ଟିକ୍ ଇସାବେ କାମ୍‌ କରି ଚଲାଚଲ୍‌ତି କଲାନି, ସେ ଉଜଲ୍‌ ଲଗେ ଆଇସି । ତେବେ, ସେ କର୍‌ବା କାମ୍‌ ପର୍‌ମେସରର୍‌ ମନ୍‍ କର୍‍ବା ଇସାବେ ଅଇଲାନି ।”
Maar die de waarheid doet, komt tot het licht, opdat zijn werken openbaar worden, dat zij in God gedaan zijn.
22 ୨୨ ତାର୍‌ ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍‌ମନ୍‌କେ ଡୁବନ୍‌ ଦେଲାଇ ।
Na dezen kwam Jezus en Zijn discipelen in het land van Judea, en onthield Zich aldaar met hen, en doopte.
23 ୨୩ ସେ ବେଲାଇ ଜଅନ୍‌ ମିସା ସାଲମ୍‌ ଗଡ୍‌ଲଗେ ଏନନ୍‌ ନାଉଁର୍‌ ଗଟେକ୍‌ ଗାଏଁ ଡୁବନ୍‌ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍‌ମନ୍‌ ଆସିକରି ଡୁବନ୍‌ ନେଇତେ ରଇଲାଇ ।
En Johannes doopte ook in Enon bij Salim, dewijl aldaar vele wateren waren; en zij kwamen daar, en werden gedoopt.
24 ୨୪ ସେତ୍‌କି ଦିନ୍‌ ଜାକ ଜଅନ୍‌ ବନ୍ଦି ନ ଅଇରଇଲା ।
Want Johannes was nog niet in de gevangenis geworpen.
25 ୨୫ ସେବେଲା ଗଟେକ୍‌ ଜିଉଦି ଲକ୍‌ ଆରି ଜଅନର୍‌ ସିସ୍‌ମନ୍‌ ଅସୁକଲ୍‌ଅନି ରିତିନିତି ଇସାବେ ସୁକଲ୍‌ ଅଇବା ବିସଇ ନେ‍ଇ ତାକର୍‌ ବିତ୍‌ରେ ଦଦାପେଲା ଅଇତେ ରଇଲାଇ ।
Er rees dan een vraag van enigen uit de discipelen van Johannes met de Joden over de reiniging.
26 ୨୬ ଆରି ଜଅନର୍‌ ସିସ୍‌ମନ୍‌ ତାର୍‍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍‌ଦନ୍‌ ଗାଡ୍‌ ସେପାଟେ କାର୍‌ସଙ୍ଗ୍‌ ବେଟ୍‌ ଅଇରଇଲାସ୍‌ ଆରି ତାର୍‌ ବିସଇ ତମେ ସାକି ଦେଇତେରଇଲାସ୍‌, ସେ ଲକ୍‌ ଏବେ ଲକ୍‌ମନ୍‌କେ ଡୁବନ୍‌ ଦେଲାନି ଆରି ସବୁ ଲକ୍‌ମନ୍‌ ତାର୍‌ ଲଗେ ଗାଲାଇନି ।”
En zij kwamen tot Johannes, en zeiden tot hem: Rabbi, Die met u was over de Jordaan, Welken gij getuigenis gaaft, zie, Die doopt, en zij komen allen tot Hem.
27 ୨୭ ଜଅନ୍‌ କ‍ଇଲା, “ପର୍‌ମେସର୍‌ ନ ଦେଲେ, କେ ମିସା କାଇଟା ନ ପାଅତ୍‌ ।
Johannes antwoordde en zeide: Een mens kan geen ding aannemen, zo het hem uit den hemel niet gegeven zij.
28 ୨୮ ମୁଇ କଇରଇଲି ପର୍‌ମେସର୍‌ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍‌କା ପାଟାଇରଇବା ଗଟେକ୍‌ ଦୁତ୍‌ ପାରା ଅଇ ଆସିଆଚି ।
Gijzelven zijt mijn getuigen, dat ik gezegd heb: Ik ben de Christus niet; maar dat ik voor Hem heen uitgezonden ben.
29 ୨୯ ଜେ ବିବା ଅଇସି, ସେ ବର୍‌ ଦାଙ୍ଗ୍‌ଡା । ମାତର୍‌ ବର୍‌ ଦାଙ୍ଗ୍‌ଡାର୍‌ ଲଗେ ବରର୍‌ ସଙ୍ଗାରି ଟିଆଅଇ ତାର୍‌ କାତା ସୁନ୍‌ସି । ସେ ବର୍‌ ଦାଙ୍ଗ୍‌ଡାର୍‌ କାତା ସୁନି, ବେସି ସାର୍‌ଦା ଅଇସି । ସେନ୍ତାରିସେ ମର୍‌ ସାର୍‌ଦା ମିସା ପୁରାପୁରୁନ୍‌ ଅଇଲାଆଚେ ।
Die de bruid heeft, is de bruidegom, maar de vriend des bruidegoms, die staat en hem hoort, verblijdt zich met blijdschap om de stem des bruidegoms. Zo is dan deze mijn blijdschap vervuld geworden.
30 ୩୦ ସେ ମଆନ୍‌ ଅଇତେ ଜାଅ ଆରି ମୁଇ ସାନ୍‌ ଅଇତେ ଜିବି ।”
Hij moet wassen, maar ik minder worden.
31 ୩୧ “ଜେ ସର୍‌ଗେଅନି ଆଇଲା ଆଚେ, ସେ ସବୁ ଲକ୍‌ମନର୍‌ତେଇଅନି ମଆନ୍‌ । ଜେ ଜଗତେ ଅନି ଜନମ୍‌ ଅଇଆଚେ, ସେ ଜଗତର୍‌ କାତାସେ କଇସି । ମାତର୍‌ ଜେ ସର୍‌ଗେଅନି ଆସିଆଚେ, ସେ ସବୁକଲର୍‌ତେଇ ଅନି ମଆନ୍‌ ।
Die van boven komt, is boven allen; die uit de aarde is voortgekomen, die is uit de aarde, en spreekt uit de aarde. Die uit den hemel komt, is boven allen.
32 ୩୨ ସେ ଜନ୍‌ଟା ଦେକ୍‌ଲା ଆଚେ ଆରି ସୁନ୍‌ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍‌ ସେ କଇରଇବା କାତା କେ ମିସା ନାମତ୍‌ ନାଇ ।
En hetgeen Hij gezien en gehoord heeft, dat getuigt Hij; en Zijn getuigenis neemt niemand aan.
33 ୩୩ ଜେ ତାର୍‌ କଇରଇବା କାତା ନାମ୍‌ସି, ସେ ପର୍‌ମେସର୍‌ ସତ୍‌ଟା ବଲି ନାମ୍‌ସି ।
Die Zijn getuigenis aangenomen heeft, die heeft verzegeld, dat God waarachtig is.
34 ୩୪ ଜାକେ ପର୍‌ମେସର୍‌ ପାଟାଇଲା ଆଚେ, ସେ ପର୍‌ମେସରର୍‌ ବାକିଅ କଇସି । କାଇକେ ବଇଲେ ତାକେ ପର୍‌ମେସରର୍‌ ଆତ୍‌ମା ପୁରାପୁରୁନ୍‌ ଦିଆଅଇଲାଆଚେ ।
Want Dien God gezonden heeft, Die spreekt de woorden Gods; want God geeft Hem den Geest niet met mate.
35 ୩୫ ବାବା ପିଲାକେ ଆଲାଦ୍‌ କରି ସବୁ ବିସଇ ତାର୍‌ ଆତେ ସର୍‌ପି ଦେଲାଆଚେ ।
De Vader heeft den Zoon lief, en heeft alle dingen in Zijn hand gegeven.
36 ୩୬ ଆରି କେ ପର୍‌ମେସରର୍‌ ପିଲାକେ ବିସ୍‌ବାସ୍‌ କର୍‌ସି, ସେ ନ ସାର୍‌ବା ଜିବନ୍‌ ପାଇସି । ମାତର୍‌ ଜେ ପର୍‌ମେସରର୍‌ ପିଲାକେ ନାମେ ନାଇ, ସେ ନ ସାର୍‌ବା ଜିବନ୍‌ ନ ପାଏ । ଆରି ପର୍‌ମେସରର୍‌ ଡଣ୍ଡ୍‌ ପାଇବାକେ ସେ ରଇସି ।” (aiōnios g166)
Die in den Zoon gelooft, die heeft het eeuwige leven; maar die den Zoon ongehoorzaam is, die zal het leven niet zien, maar de toorn Gods blijft op hem. (aiōnios g166)

< ଜଅନ୍‌ 3 >