< ଜଅନ୍ 20 >
1 ୧ ଆଟର୍ ପର୍ତୁମ୍ ଦିନର୍ ସାକାଲେ ଜୁଲ୍ପୁଲ୍ ଉଜଲ୍ ବେଲାଇ ମଗ୍ଦଲିନି ମରିୟମ୍ ଜିସୁକେ ପାକ୍ନା ସଙ୍ଗ୍ ତିଆର୍ କରି ସଙ୍ଗଇଲା ପାଆରେ ଆସିକରି ଡାବିରଇଲା ପାକ୍ନା ଗୁଚିରଇଲାଟା ଦେକ୍ଲା ।
Now on the first day of the week Mary Magdalene comes to the tomb early, while it is still dark, and sees that the stone has been removed from the tomb.
2 ୨ ସେଟାର୍ପାଇ ସେ ପାଲାଇ କରି ସିମନ୍ ପିତର୍ ଆରି ଜିସୁ ଜନ୍ ସିସ୍କେ ବେସି ଆଲାଦ୍ କର୍ତେ ରଇଲା, ସେମନ୍କେ ଆସି କଇଲା, “ସେମନ୍ ମାପ୍ରୁକେ, ସଙ୍ଗଇଲା ଜାଗାଇଅନି ଦାରିଗାଲାଇ ଆଚତ୍ । ଆରି ତାକେ କନ୍ ଜାଗାଇ ସଙ୍ଗଇଲାଇ ଆଚତ୍ ସେଟା ଆମେ ନାଜାନୁ ।”
So she runs and comes to Simon Peter, and to the other disciple, whom Jesus loved, and says to them, “They have taken the Lord out of the tomb, and we don't know where they put Him!”
3 ୩ ସେଡ୍କି ବେଲେ ପିତର୍ ଆରି ସେ ସିସ୍, ଜିସୁକେ ସଙ୍ଗଇଲା ଜାଗାଇ ଜିବାକେ ବାରଇଲାଇ ।
So Peter and the other disciple took off, heading for the tomb.
4 ୪ ସେମନ୍ ଦୁଇ ଲକ୍ ମିସ୍ତେ ପାଲାଇତେ ରଇଲାଇ । ଆରି ସେ ବିନ୍ ସିସ୍ ପିତର୍କେ ପଚେ କରି ଆଗ୍ତୁ ସଙ୍ଗଇ ରଇଲା ଜାଗାଇ କେଟ୍ଲା ।
Well the two started running together, and the other disciple outran Peter and got to the tomb first.
5 ୫ ସେ ପାଆର୍ ବିତ୍ରେ ଲଇଁକରି ଏରି ଦେକ୍ଲାଜେ, ଏଦେ ଦେକା! ତେଇ ଜିସୁର୍ ଗାଗ୍ଡେ ଗୁଡିଆଇ ଅଇରଇଲା ଲୁଗା ଅଦ୍ରିରଇଲାଟା ଦେକ୍ଲା । ମାତର୍ ସେ ବିତ୍ରେ ପୁରେନାଇ ।
And stooping to look he sees the linen strips lying there; however he did not go in.
6 ୬ ପଚେ ସିମନ୍ ପିତର୍ ମିସା ତାର୍ ପଚେ ପଚେ ଜାଇ କେଟ୍ଲା ଆରି ପାଆର୍ ବିତ୍ରେ ଜାଇ ତେଇ ଅଦ୍ରି ରଇଲା ଲୁଗା ଦେକ୍ଲା ।
Then following him comes Simon Peter and went into the tomb; and he sees the linen strips lying there,
7 ୭ ଆରି ଜିସୁର୍ ମୁଣ୍ଡେ ଜନ୍ ଲୁଗା ଗୁଡିଆଇ କରି ବାନ୍ଦିରଇଲାଇ, ସେଟା ପାତଲ୍ ଲୁଗା ସଙ୍ଗ୍ ନ ଅଇକରି ଗଟେକ୍ ବିନ୍ଟାନେ ଗୁଡିଆଇଅଇ ରଇଲା ।
and the facecloth that had been on His head not lying with the linen strips, but folded up in a separate place.
8 ୮ ତାର୍ ପଚେ ସେ ବିନ୍ ସିସ୍ ଜେକି ଆଗ୍ତୁ କେଟି ରଇଲା ସେ ପାଆର୍ ବିତ୍ରେ ଜାଇକରି ସେଟା ସବୁ ଦେକିକରି ବିସ୍ବାସ୍ କଲା ।
So then the other disciple went in too, the one who got to the tomb first; and he saw and believed.
9 ୯ (ସେ ସିସ୍ମନ୍ ସେ ବେଲା ଜାକ ପର୍ମେସରର୍ ବଇତେଇ ଲେକା ଅଇଲା ଇସାବେ, ଜିସୁ ମଲାଟାନେଅନି ଆରି ତରେକ୍ ଜିବନ୍ ଅଇ ଉଟ୍ସି ବଲି ବୁଜି ନ ରଇଲାଇ ।)
(For they did not yet know the Scripture, that He had to rise from among the dead.)
10 ୧୦ ତାର୍ ପଚେ ସିସ୍ମନ୍ ପାଆର୍ ଦେକି ସାରାଇ ଗରେ ବାଉଡି ଉଟି ଗାଲାଇ ।
Then the disciples went back home.
11 ୧୧ ମାତର୍ ମରିୟମ୍ ଜିସୁର୍ ଗାଗଡ୍ ସଙ୍ଗଇରଇଲା ପାଆର୍ ଲଗେ ଟିଆଅଇ କାନ୍ଦ୍ତେ ରଇଲା । ସେ କାନ୍ଦି କାନ୍ଦି ଲଇଁକରି ପାଆର୍ ବିତ୍ରେ ଦେକ୍ଲା,
Well Mary stood outside at the tomb, crying. Then, while she was crying, she stooped to look into the tomb.
12 ୧୨ ଆରି ଏଦେ ଦେକା! ତେଇ ଦବ୍ପଚିଆ ପିନ୍ଦିରଇବା ଦୁଇଟା ସରଗର୍ ଦୁତ୍ମନ୍ ଜିସୁକେ ଜନ୍ ଜାଗାଇ ସଙ୍ଗଇରଇଲାଇ, ଗଟେକ୍ ଲକ୍ ମୁଣ୍ଡ୍ବାଟେ ଆରିଗଟେକ୍ ଲକ୍ ଗଡ୍ବାଟେ ବସିରଇଲାଟା ଦେକ୍ଲା ।
And she sees two angels in white, sitting one at the head and one at the feet of where the body of Jesus had lain.
13 ୧୩ ସେମନ୍ ମରିୟମ୍କେ ପାଚାର୍ଲାଇ, “ତୁଇ କାଇକେ ମା କାନ୍ଦ୍ଲୁସ୍ନି?” ମରିୟମ୍ କଇଲା, “ସେମନ୍ ମର୍ ମାପ୍ରୁର୍ ଗାଗଡ୍ କେନେକି ଦାରିଗାଲାଇ ଆଚତ୍ । ଆରି ସେମନ୍ ତାକେ କନ୍ତି ସଙ୍ଗଇଲାଇ ଆଚତ୍ ସେଟା ମୁଇ ନାଜାନି ।”
And they say to her, “Woman, why are you crying?” She says to them, “Because they removed my Lord, and I don't know where they put Him.”
14 ୧୪ ସେ ଏନ୍ତି କଇକରି ପାସଲ୍ଲା ବେଲେ, ତେଇ ଜିସୁ ଟିଆଅଇ ରଇଲାଟା ଦେକ୍ଲା । ମାତର୍ ମରିୟମ୍ ତାକେ ଜିସୁ ବଲି ଚିନି ନାପାର୍ଲା ।
And upon saying this she turned around and saw Jesus standing there, yet did not know that it was Jesus.
15 ୧୫ ଜିସୁ ତାକେ ପାଚାର୍ଲା “ଏ ମାଆ ତୁଇ କାଇକେ କାନ୍ଦ୍ଲୁସ୍ନି? ତୁଇ କାକେ କଜ୍ଲୁସ୍ନି?” ମରିୟମ୍ ଏ ଲକ୍ ବାଡର୍ କାମ୍ କରୁ ମାଲି ବଲି ବାବିକରି ତାକେ କଇଲା, “ଏ ଆଗିଆଁ, ତୁଇ କାଇ ଜିସୁର୍ ଗାଗଡ୍ ନେଇ ଆଚୁସ୍ କି? ତାକେ ତୁଇ କନ୍ତି ସଙ୍ଗଇ ଆଚୁସ୍? ମକେ କଇଦେ, ମୁଇ ଜାଇକରି ତାକେ ଦାରିଜିବି ।”
Jesus says to her: “Woman, why are you crying? Whom are you seeking?” She, supposing that He was the gardener, says to Him, “Sir, if you carried Him away, tell me where you put Him, and I will remove Him.”
16 ୧୬ ଜିସୁ ତାକେ “ମରିୟମ୍!” ବଲି ଡାକ୍ଲା । ମରିୟମ୍ ତାର୍ ବାଟେ ପାସ୍ଲି କରି “ରାବ୍ବୁନି!” ବଲି ଏବ୍ରି ବାସାଇ କଇଲା । ଏଟାର୍ ଅରତ୍ ଅଇଲାନି ଗୁରୁ ।
Jesus says to her, “Mary!” Turning she says to Him, “Raboni!” (which means ‘Teacher’).
17 ୧୭ ଜିସୁ ତାକେ କଇଲା, “ମକେ ଦାରି ର ନାଇ, ଏବେ ଜାକ ମୁଇ ବାବା ପର୍ମେସର୍ ଲଗେ ଜାଇନାଇ । ମାତର୍ ତୁଇ ଜାଇକରି ମର୍ ବାଇମନ୍କେ କଅ, ମୁଇ, ମର୍ ବାବା ଆରି ସେମନର୍ ବାବା, ମର୍ ପର୍ମେସର୍ ଆରି ସେମନର୍ ପର୍ମେସରର୍ ଲଗେ ବାଉଡି ଗାଲିନି ।”
Jesus says to her: “Stop clinging to me, for I have not yet ascended to my Father; but go to my brothers and say to them, ‘I am ascending to my Father and your Father—my God and your God.’”
18 ୧୮ ମଗ୍ଦଲିନି ମରିୟମ୍ ସିସ୍ମନର୍ ଲଗେ ବାଉଡି ଗାଲା ଆରି କଇଲା “ମୁଇ ମାପ୍ରୁକେ ଦେକ୍ଲି ଆଚି ।” ଆରି ଜିସୁ କଇଲା ସବୁ କାତା ସିସ୍ମନ୍କେ କଇଦେଲା ।
Mary Magdalene goes to the disciples, reporting that she had seen the Lord and He had said these things to her.
19 ୧୯ ସେ ଦିନ୍ ଆଟର୍ ପର୍ତୁମ୍ ଦିନ୍ ଅଇରଇଲା । ସଞ୍ଜ୍ ବେଲା ସବୁ ସିସ୍ମନ୍ ଗଟେକ୍ ତେଇ ରୁଣ୍ଡ୍ଲାଇ । ସେମନ୍ ଜିଉଦି ନେତାମନ୍କେ ଡରିକରି ଗରର୍ କାପାଟ୍ ସବୁ ଡାବିଅଇଦେଇ ରଇଲାଇ । ସେ ବେଲା, ଏଦେ ଦେକା! ଜିସୁ ଅଟାତ୍ ସେମନ୍କେ ଦେକାଇଅଇକରି ସେମନ୍ ଟିଆଅଇଲା ଜାଗାଇ “ତମ୍କେ ସାନ୍ତି ମିଲ!” ବଲି କଇଲା ।
Then at evening on that first day of the week, the doors being locked where the disciples were assembled, for fear of the Jews, Jesus came and stood in the middle, and He says to them, “Peace to you!”
20 ୨୦ ଜିସୁ ଏ କାତା କଇଲା ପଚେ ନିଜର୍ ଆତ୍ ଆରି ପାଞ୍ଜ୍ରା ଦେକାଇଲା । ସିସ୍ମନ୍ ମାପ୍ରୁକେ ଦେକିକରି ବେସି ସାର୍ଦା ଅଇଗାଲାଇ ।
And upon saying this He showed them His hands and His side. Well, the disciples were overjoyed when they saw the Lord!
21 ୨୧ ଜିସୁ ଆରି ତରେକ୍ ସେମନ୍କେ କଇଲା “ତମ୍କେ ସାନ୍ତି ମିଲ! ବାବା ପର୍ମେସର୍ ମକେ ଜେନ୍ତି ପାଟାଇଆଚେ, ସେନ୍ତିସେ ମୁଇ ତମ୍କେ ପାଟାଇଲିନି ।”
So Jesus said to them again: “Peace to you! Just as the Father sent me, I also send you.”
22 ୨୨ ତାର୍ ପଚେ ଜିସୁ ସେମନର୍ ଉପ୍ରେ ପୁଣ୍ଡ୍ଲା ଆରି “ତମେ ସୁକଲ୍ ଆତ୍ମାକେ ନାମା!”
Upon saying this He breathed on them and said: “Receive Holy Spirit!
23 ୨୩ “ଜଦି ତମେ ଲକ୍ମନର୍ ପାପ୍ କେମା କର୍ସା ବଇଲେ, ପର୍ମେସର୍ ମିସା ସେମନର୍ ପାପ୍ କେମା ଦେଲା ଆଚେ । ଜଦି ତମେ ଲକ୍ମନର୍ ପାପ୍ କେମା ନ କରାସ୍ ବଇଲେ ପର୍ମେସର୍ ମିସା ସେମନର୍ ପାପ୍ କେମା ନ କରେ ।” ବଲି କଇଲା ।
To whomever you forgive the sins, they are forgiven to them; to whomever you retain, they have been retained.”
24 ୨୪ ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ତମା ଜାକେକି ଜଅଁଲା ବଲି ଡାକ୍ବାଇ, ଜିସୁ ସିସ୍ମନ୍କେ ଦେକାଇଅଇଲା ବେଲେ ସେ ନ ରଇଲା ।
Now one of the twelve, Thomas (called Twin), was not with them when Jesus came.
25 ୨୫ ସେଟାର୍ ପାଇ ତେଇ ରଇଲା ବିନ୍ ସିସ୍ମନ୍ ତମା ଆଇଲା ପଚେ କଇଲାଇ, ଆମେ ମାପ୍ରୁକେ ଦେକ୍ଲୁ ଆଚୁ । ମାତର୍ ତମା କଇଲା, “ମୁଇ ତାର୍ ଆତେ କୁଟିର୍ ଚିନ୍ ନ ଦେକ୍ତେ ଆରି ସେ ଚିନେ ମର୍ ଆଙ୍ଗ୍ଟି ନ ଚିଙ୍ଗ୍ଲାଇବା ଜାକ ଆରି ତାର୍ ପାଞ୍ଜ୍ରାଇ ଆତ୍ ନ ପୁରାଇବା ଜାକ ବିସ୍ବାସ୍ ନ କରି ।”
So the other disciples said to him, “We have seen the Lord!” But he said to them, “If I do not see the nail prints in His hands and put my finger into the nail prints, and put my hand into His side, I will not believe!”
26 ୨୬ ଗଟେକ୍ ଆଟ୍ ଗାଲା ପଚେ ସିସ୍ମନ୍ ଆରି ତରେକ୍ ଗର୍ ବିତ୍ରେ ରଇଲାଇ, ତମା ମିସା ସେମନର୍ ସଙ୍ଗ୍ ତେଇ ରଇଲା । କାପାଟେ ଗାଡା ଦେଇରଇଲାଇ । ମାତର୍ ଏଦେ ଦେକା! ଆଗ୍ତୁର୍ ପାରା ଜିସୁ ଗର୍ ବିତ୍ରେ ପୁରିକରି ସେମନର୍ ମଜାଇ ଟିଆଅଇକରି କଇଲା, “ତମ୍କେ ସାନ୍ତି ମିଲ!”
Well after eight days His disciples were inside again, and Thomas with them. The doors were locked [again]; Jesus came and stood in the middle, and said, “Peace to you!”
27 ୨୭ ତାର୍ ପଚେ ଜିସୁ ତମାକେ କଇଲା, “ତର୍ ଆଙ୍ଗ୍ଟି ଇତି ସଙ୍ଗଇ ମର୍ ଆତ୍ ଦେକ୍, ଆରି ମର୍ ପାଞ୍ଜ୍ରାଇ ଆତ୍ ପୁରାଇ ଦେକ୍ । ଆରି କେବେ ମିସା ବିସ୍ବାସ୍ କରିନାଇ ବଲି କଅ ନାଇ, ମାତର୍ ବିସ୍ବାସ୍ କର୍ ।”
Then He says to Thomas: “Bring your finger here and perceive my hands; bring your hand and put it into my side; do not be unbelieving but believing!”
28 ୨୮ ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍!”
Thomas answered and said to Him, “My Lord and my God!”
29 ୨୯ ଜିସୁ ତାକେ କଇଲା, “ତୁଇ ମକେ ଦେକିକରି ବିସ୍ବାସ୍ କଲୁସ୍ନି କି? ମାତର୍ ଜନ୍ ଲକ୍ମନ୍ ମକେ ନ ଦେକିକରି ମିସା ବିସ୍ବାସ୍ କଲାଇନି, ସେମନ୍ କେତେ ସାର୍ଦା ପାଇବାଇ!”
Jesus says to him: “Because you have observed me, you have believed. Blessed are those who believe without seeing!”
30 ୩୦ ଜିସୁ ସିସ୍ମନର୍ ସଙ୍ଗ୍ ରଇଲାବେଲେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କରିରଇଲା । ସେଟା ସବୁ ଏ ବଇତେଇ ଲେକା ଅଏନାଇ ।
Now then, Jesus actually performed many other miraculous signs in the presence of His disciples, that are not written in this book;
31 ୩୧ ମାତର୍ ଏତ୍କିସେ ଲେକାଅଇଲା, “ତମେ ଜେନ୍ତିକି ବିସ୍ବାସ୍ କର୍ସା ଜେ, ଜିସୁସେ ପର୍ମେସରର୍ ପଅ, ଜେକି ମସିଅ, ଆରି ତାକେ ବିସ୍ବାସ୍ କଲେସେ ତମେ ଜିବନ୍ ପାଇସା ।”
but these have been written so that you may believe that Jesus is the Christ, the Son of God, and that believing you may have Life through His Name.