< ଜଅନ୍ 2 >
1 ୧ ଦୁଇ ଦିନ୍ ପଚେ ଗାଲିଲି ଦେସର୍ କାନା ନାଉଁର୍ ଗଡେ ଗଟେକ୍ ବିବା ଅଇତେ ରଇଲା । ସେ ବିବାତେଇ ଜିସୁର୍ ମାଆ ମରିୟମ୍ ରଇଲା ।
Y mina tres na jaane, mafatinas y guipot umasagua, gui Cana, siudan Galilea, ya y nanaña si Jesus gaegue güije.
2 ୨ ଜିସୁ ଆରି ତାର୍ ସିସ୍ମନ୍କେ ମିସା ସେ ବିବାତେଇ ଡାକି ରଇଲାଇ ।
Ya si Jesus yan y disipuluña maagange locue para y guipot umasagua.
3 ୩ ବଜି ନ ସାର୍ତେ ଅଙ୍ଗୁର୍ ରସ୍ ସାରିଗାଲାକେ ଜିସୁର୍ ମାଆ ଆସି ତାକେ କଇଲା, “ସେମନର୍ ଅଙ୍ଗୁର୍ ରସ୍ ସାରିଗାଲାବେ ।”
Anae taya y bino, y nanaña si Jesus ilegña nu güiya: Taya binoñija.
4 ୪ ଜିସୁ ତାକେ କଇଲା, “ଏ ମାଆ, ମର୍ଟାନେ ତର୍ କାଇଟା ଆଚେ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।”
Ya ilegña nu güiya si Jesus: Pot jafayo na juentalo nu jago, palaoan? trabia ti mafato y orajo.
5 ୫ ଜିସୁର୍ ମା ବାଣ୍ଡାର୍ଗରିଆମନ୍କେ କଇଲା, “ଜିସୁ ତମ୍କେ ଜାଇଟା କଇସି ସେଟା କରା ।”
Si nanaña ilegña ni manmañeñetbe: Fatinas todo y tinagoña.
6 ୬ ସେ ଜାଗାଇ ବଡ୍ ବଡ୍ ପାକ୍ନା ସଙ୍ଗ୍ ତିଆର୍ କଲା ଚଅଟା କୁଣ୍ଡ୍ ରଇଲା । ଜିଉଦି ଲକ୍ମନ୍ ସୁକଲ୍ ଅଇବାକେ ସେମନର୍ ରିତିନିତି ଇସାବେ ଏ କୁଣ୍ଡର୍ ପାନି କାମେ ଲାଗାଇତେ ରଇଲାଇ । ଗଟେକ୍ ଗଟେକ୍ କୁଣ୍ଡେ ସଏ ଲିଟର୍ ଲାକା ପାନି ଦାର୍ତେ ରଇଲା ।
Y estaba güije saes lauyan acho, parejoja yan y guinasgasñija y Judios, na manulat, cada uno, dos pat tres cantaro.
7 ୭ ଜିସୁ ବାଣ୍ଡାର୍ଗରିଆମନ୍କେ “ସେ କୁଣ୍ଡ୍ମନ୍କେ ପାନି ବର୍ତି କରା” ବଲି କଇଲା ଆରି ସେମନ୍ ସେ ସବୁ କୁଣ୍ଡେ ପାନି ବର୍ତି କଲାଇ ।
Ylegña si Jesus nu sija: Nafanbula este sija lauyan janom. Ya manafanbula asta y pachot.
8 ୮ ତାର୍ ପଚେ ଜିସୁ ସେମନ୍କେ ତେଇର୍ ପାନି ଡୁମିନେଇ ବଜି ଦାଇତେ ରଇଲା ଲକ୍କେ ଦିଆସ୍ ବଲି କଇଲା । ସେମନ୍ ତେଇର୍ ପାନି ଡୁମି ନେଇ ତାକେ ଦେଲାଇ ।
Ya ilegña nu sija: Chile pago ya innae y maestrosala; ya machule.
9 ୯ ମାତର୍ ସେ ସବୁ ପାନି ଅଙ୍ଗୁର୍ ରସ୍ ଅଇଜାଇରଇଲା । ବଜି ଦାଇତେ ରଇଲା ଲକ୍ ଅଙ୍ଗୁର୍ ରସ୍ କନ୍ତିଅନି ବଲି ଜାନି ନ ରଇଲା । ମାତର୍ ସେ ପାନି ଡୁମି ନେଲା ଲକ୍ମନ୍ ଜାନି ରଇଲାଇ, ପଚେ ସେ ଲକ୍ ଚାକି କରି ଏ ରସ୍ କନ୍ତିଅନି ଆନ୍ଲାଇ ବଲି ବିବା ଅଇବା ଦାଙ୍ଗ୍ଡାକେ ଡାକି ପାଚାର୍ଲା,
Ya anae y maestrosala jachague y janom na mafatimas bino, ya ti jatungo guine mano: (lao y manmañeñetbe tumungo, na jachule y janom), y maestrosala jaagange y nobio;
10 ୧୦ “ଲକ୍ମନ୍ ସବୁ ବେଲା ପର୍ତୁମ୍ ପର୍ତୁମ୍ କାଇବାକେ ନିମାନ୍ ଅଙ୍ଗୁର୍ ରସ୍ ଦେବାଇ । ଆରି ଗତିଆ ଲକ୍ମନ୍ କାଇ ପୁରୁନ୍ ଅଇଲା ପଚେ ଚପ୍ରାଟା ଦେବାଇ । ମାତର୍ ତମେ ଏବେ ସାରାସାରି ଜାକ ନିମାନ୍ ଅଙ୍ଗୁର୍ ରସ୍ କନ୍ତି ସଙ୍ଗଇ ରଇଲାସ୍?”
Ya ilegña nu güiya: Todo y taotao janafofona y mauleg na bino; ya yaguin esta manjaspog, ayo nae y mas manaelaye: lao jago unnanana y mauleg na bino asta pago.
11 ୧୧ ଏଟା ଜିସୁ ପର୍ତୁମ୍ କଲା କାବାଅଇଜିବା କାମ୍ । ସେଟା ଗାଲିଲି ଦେସର୍ କାନା ନଅରେ କରିରଇଲା । ଏନ୍ତି କରି ତାର୍ ମଇମା ଦେକାଇଲା ଆରି ତାର୍ ସିସ୍ମନ୍ ତାକେ ବିସ୍ବାସ୍ କଲାଇ ।
Este na tutujon y señatña sija, jafatinas si Jesus, guiya Cana suidan Galilea, ya janamatungo y minalagña; ya y disipuluña sija majonggue güe.
12 ୧୨ ତାର୍ ପଚେ ଜିସୁ, ତାର୍ ମାଆ ତାର୍ ବାଇମନ୍ ଆରି ତାର୍ ସିସ୍ମନର୍ ସଙ୍ଗ୍ କପର୍ନାଉମ୍ ଗଡେ ଜାଇ ତେଇ କେତେ ଦିନ୍ ପାରା ରଇଲାଇ ।
Despues di este tumunog guiya Capernaum, güiya yan y mañeluña yan y disipuluña sija, ya mañaga güije ti megae na jaane.
13 ୧୩ ସେ ବେଲା ଜିଉଦି ଲକ୍ମନର୍ ନିସ୍ତାର୍ ପରବ୍ କେଟି ଆଇତେ ରଇଲା । ସେଟାର୍ପାଇ ଜିସୁ ଜିରୁସାଲମେ ଗାଲା ।
Y estaba güije jijot y pascuan y Judios, ya si Jesus cajulo guiya Jerusalem.
14 ୧୪ ତେଇ ସେ ମନ୍ଦିର୍ ବିତ୍ରେ, ଲକ୍ମନ୍ ଗରୁଗାଇ ମେଣ୍ଡା, ଆରି ପାରୁଆମନ୍ ବେବାର୍ କର୍ବାଟା, ଆରି ବିନ୍ ଦେସର୍ ଡାବୁ ବାଦ୍ଲାଉମନ୍ ସେମନର୍ ଟେବୁଲେ ବସିରଇଲାଟା ଦେକ୍ଲା ।
Ya jasoda gui guimayuus manmanbebende y nubiyo yan y quinilo, yan y paluma, yan y manmanulalaeca manmatatachong:
15 ୧୫ ତେଇ ଜିସୁ କସିରା ସଙ୍ଗ୍ କର୍ଡା ତିଆର୍ କରି ମେଣ୍ଡା ଆରି ଗରୁମନର୍ ସଙ୍ଗ୍ ସବୁ ଲକ୍ମନ୍କେ ମନ୍ଦିରେଅନି ବାର୍କରାଇ ଦେଲା । ଆରି ଲକ୍ମନର୍ତେଇ ଅନି ବାଦ୍ଲାଇ ନେବା ଡାବୁ ସବୁ ବିଚିଦେଇ ସେମନର୍ ଟେବୁଲ୍ ପାସ୍ଲାଇ ଦେଲା ।
Ya mañaolag ni tale, ya janafanmalago todo gui guimayuus, yan y quinilo, yan y nubiyo; yan y machapon y salape y manmanulalaeca, yan manaalinquin y lamasa,
16 ୧୬ ପରୁଆ ବିକ୍ବା ଲକ୍ମନ୍କେ କଇଲା, “ଏ ସବୁ ଦିନ୍ସୁ ଇତିଅନି ଦାରିଜା । ମର୍ ବାବାର୍ ଗରେ ଗେନା ବିକା ଜାଗା ପାରା କରାନାଇ ।”
Ya ilegña ni manmanbebende ni paluma: Nafanjanao güine este sija na güinaja, ya chamiyo fumatitinas y guima tata, guima namajan.
17 ୧୭ ଏ ସବୁ ଗଟ୍ନା ଅଇବାବେଲେ ଜିସୁର୍ ସିସ୍ମନ୍ ପର୍ମେସରର୍ ସାସ୍ତରେ ଲେକାଅଇଲା ଗଟେକ୍ ବାକିଅ ଏତାଇଲାଇ । ତମର୍ ଗରର୍ ପାଇ ରଇବା ମର୍ ବକ୍ତି, ମର୍ ମନ୍ ବିତ୍ରେ ଜଇ ଲାଗ୍ଲା ପାରା ଲାଗ୍ଲାନି ।
Entonses manmanjaso y disipuluña ni estaba matugue: Ynigo y guimamo cumano yo.
18 ୧୮ ତେଇ ଜିଉଦି ନେତାମନ୍ ଜିସୁର୍ ଲଗେ ବାଉଡି ଆସି ଏନ୍ତାରି କଇଲାଇ । “ତୁଇ ଏନ୍ତାରି ସବୁ କାମ୍ କର୍ବାକେ ଅଦିକାର୍ ପାଇଆଚୁସ୍ ବଲି ଆମେ କେନ୍ତି ଜାନ୍ବୁ ଆରି କାଇ ଚିନର୍ଲାଗି ଆମ୍କେ ସେଟା ଦେକାଇଲୁସ୍ନି?”
Y Judio sija manmanope ya ilegñija; Jafa na señat unfanuejam taegüije ayo, sa jago unfatinas este sija na güinaja?
19 ୧୯ ଜିସୁ ସେମନ୍କେ କଇଲା, “ତମେ ଏ ମନ୍ଦିର୍ ବସ୍ଲାଇ ଦିଆସ୍ । ସେଟା ମୁଇ ତିନ୍ଦିନ୍ ବିତ୍ରେ ଆରିତରେକ୍ ତିଆର୍ କରିଦେବି ।”
Si Jesus manope ya ilegña: Yulang este na gumayuus, ya y tres na jaane; junacajulo talo.
20 ୨୦ ଜିସୁର୍ ଏ କାତା ସୁନି ସେମନ୍ କଇଲାଇ, “କାଇଟା! ତିନ୍ଦିନ୍ ବିତ୍ରେ ତୁଇ ତିଆର୍ କରି ପାରୁସ୍ କି? ଏ ମନ୍ଦିର୍ ତିଆର୍ କର୍ବାକେ ଚାଲିସ୍ ଚଅ ବରସ୍ ଲାଗିରଇଲା ।”
Ayonae y Judio sija ilegñija: Gui cuarentaisaes años manacajulo este na gumayuus, ya jago, gui tres na jaane, unacajulo?
21 ୨୧ ମାତର୍ ଜିସୁ ତାର୍ ନିଜର୍ ଗାଗଡର୍ ବିସଇ ମନ୍ଦିର୍କେ ଦେକାଇ କରି ଏ କାତା କଇରଇଲା ।
Lao güiya umadingan ni guima tataotaoña.
22 ୨୨ ସେ ମରିକରି ଆରିତରେକ୍ ଜିବନ୍ ଅଇ ଉଟ୍ଲା ପଚେ ସିସ୍ମନର୍ ମନେ ପଡ୍ଲା ଜେ, ସେ ଏନ୍ତାରି କଇରଇଲା । ତେବର୍ପାଇ ସେମନ୍ ଦରମ୍ ସାସ୍ତର୍ ଆରି ଜିସୁର୍ ବାକିଅ ବିସ୍ବାସ୍ କଲାଇ ।
Enao mina anae cajulo guine manmatae, y disipuluña jajaso na munjayan jasangane este, ya manmanjonggue ni tinigue sija yan y sinangan ni jasangan si Jesus.
23 ୨୩ ନିସ୍ତାର୍ ପରବ୍ବେଲେ ଜିସୁ ଜିରୁସାଲାମ୍ ରଇଲାବେଲେ କେତେକ୍ କେତେକ୍ ଲକ୍ ସେ କରିରଇବା କାବା ଅଇଜିବା କାମ୍ମନ୍ କଲାଟା ଦେକି ତାକେ ବିସ୍ବାସ୍ କଲାଇ ।
Ya, güiya gaegue guiya Jerusalem gui pascua, y jaane ni guipot, ya megae manmanjonggue ni naanña, anae malie sija y señatña sija ni jafatinas.
24 ୨୪ ମାତର୍ ଜିସୁ ସେ ଲକ୍ମନ୍ ବିସ୍ବାସ୍ କରିରଇବାଟା ସତ୍ବଲି ବାବେନାଇ । କାଇକେ ବଇଲେ ସେ ସବୁ ଲକର୍ ବିସଇ ସେ ନିକସଙ୍ଗ୍ ଜାନି ରଇଲା ।
Lao si Jesus namaesa, ti jaangoco güe guiya sija, sa güiya jatungo todo taotao,
25 ୨୫ ଲକ୍ମନର୍ ବିସଇନେଇକରି ତାକେ, କେ ମିସା କାଇଟାବଲି କଇବାର୍ ଦର୍କାର୍ ନ ରଇଲା, କାଇକେବଇଲେ ସେ ତାକର୍ ମନ୍ ବିତ୍ରର୍ କାତା, ନିଜେ ଜାନି ରଇଲା ।
Ya taya nesesida na jaye unae testimonio ni taotao, sa güiya tumungo y guaja gui jalom taotao.