< ଜଅନ୍ 19 >
1 ୧ ତାର୍ ପଚେ ପିଲାତ୍ ଜିସୁକେ ନେଇ କର୍ଡା ସଙ୍ଗ୍ ମାରା ବଲି ଆଦେସ୍ ଦେଲା ।
Then Pilate therefore took Jesus, and scourged [him].
2 ୨ ସନିଅମନ୍ କାଟାର୍ ମୁକୁଟ୍ ତିଆର୍ କରି ଜିସୁର୍ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍କଲି ରଙ୍ଗର୍ ପଚିଆ ଗାଗ୍ଡେ ପିନ୍ଦାଇଦେଲାଇ ।
And the soldiers platted a crown of thorns, and put [it] on his head, and they put on him a purple robe,
3 ୩ ସେମନ୍ ଜିସୁର୍ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍ ରାଜା ଜୁଆର୍! ତୁଇ ବେସି ବରସ୍ ବଁଚ୍!” ବଲି ତାକେ ଚାପଡ୍ ଚାପଡ୍ ମାର୍ଲାଇ ।
And said, Hail, King of the Jews! and they smote him with their hands.
4 ୪ ପିଲାତ୍ ଆରି ତରେକ୍ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍ମନ୍କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍ବାକେ କାଇ ବୁଲ୍କଲାଟା ମିଲେନାଇ । ଏଟାର୍ପାଇ ତମର୍ ଲଗେ ଆନ୍ବି । ଜେନ୍ତିକି ତମେ ଜାନ୍ବାର୍ ଆଚେ ।”
Pilate therefore went forth again, and saith to them, Behold, I bring him forth to you, that ye may know that I find no fault in him.
5 ୫ ସେବେଲା ଜିସୁ କାଟାର୍ ମୁକୁଟ୍ ଆରି ଜାମ୍କଲି ରଙ୍ଗର୍ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍ ସେମନ୍କେ କଇଲା, “ଏଦେ ଦେକା! ଏଦେ ସେ ଲକ୍!”
Then Jesus came forth, wearing the crown of thorns, and the purple robe. And [Pilate] saith to them, Behold the man!
6 ୬ ତାକେ ଦେକ୍ଲା ଦାପ୍ରେ ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ! ତାକେ କୁର୍ସେ ଚଗାଆ!” ବଲି । ପିଲାତ୍ କଇଲା, “ତମେ ତାକେ ନେଇକରି କୁର୍ସେ ଚଗାଆ, କାଇକେ ବଇଲେ, ମୁଇ ତାର୍ଟାନେ କାଇ ବୁଲ୍ ମିସା ଦେକିନାଇ ।”
When therefore the chief priests and officers saw him, they cried out, saying, Crucify [him], crucify [him]. Pilate saith to them, Take ye him, and crucify [him]: for I find no fault in him.
7 ୭ ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
The Jews answered him, We have a law, and by our law he ought to die, because he made himself the Son of God.
8 ୮ ତେଇ ପିଲାତ୍ ଏ କାତା ସୁନିକରି ଅଦିକ୍ ଡରିଗାଲା ।
When Pilate therefore heard that saying, he was the more afraid;
9 ୯ ପିଲାତ୍ ଜିସୁକେ ଆରିତରେକ୍ ତାର୍ ମେଡେ ବାଉଡାଇ ନେଇ ପାଚାର୍ଲା, “ତୁଇ କନ୍ତିଅନି ଆସିଆଚୁସ୍?” ମାତର୍ ଜିସୁ ତାକେ ପଦେକ୍ ମିସା କଏନାଇ ।
And went again into the judgment-hall, and saith to Jesus, Whence art thou? But Jesus gave him no answer.
10 ୧୦ ସେବେଲାଇ ପିଲାତ୍ ତାକେ କଇଲା, “ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି?”
Then saith Pilate to him, Speakest thou not to me? knowest thou not, that I have power to crucify thee, and have power to release thee?
11 ୧୧ ଜିସୁ ତାକେ କଇଲା, “ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।”
Jesus answered, Thou couldst have no power against me; except it were given thee from above: therefore he that delivered me to thee hath the greater sin.
12 ୧୨ ଏ କାତା ସୁନି ପିଲାତ୍ ଜିସୁକେ ମୁକ୍ଲାଇବାକେ ଚେସ୍ଟା କଲା । ମାତର୍ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍ଲାଇସୁ ବଇଲେ, ସମ୍ରାଟର୍ ମଇତର୍ ନଉଁସ୍ । ଜେ ନିଜ୍କେ ରାଜା ବଲି ଦାବି କର୍ସି, ସେ ତାର୍ ବିରଦେ କଇଲାନି ।”
And from thenceforth Pilate sought to release him: but the Jews cried out, saying, If thou let this man go, thou art not Cesar's friend. Whoever maketh himself a king, speaketh against Cesar.
13 ୧୩ ପିଲାତ୍ ଜିଉଦି ନେତାମନର୍ଟାନେଅନି ଏ କାତା ସୁନିକରି ଜିସୁକେ ବାର୍କରାଇ ଆନି ପାକ୍ନାଇ ତିଆର୍ ଅଇରଇଲା ବିଚାର୍ କର୍ବା ମଣ୍ଡପେ ବସ୍ଲା । ଜନ୍ଟାକି ଇବ୍ରୁ ବାସାଇ ଗବ୍ବତା ବଲି କଇବାଇ ।
When Pilate therefore heard that saying, he brought Jesus forth, and sat down on the judgment-seat, in a place that is called the Pavement, but in the Hebrew, Gabbatha.
14 ୧୪ ସେଦିନେ ନିସ୍ତାର୍ ପରବର୍ ପାଇ ତିଆର୍ ଅଇବା ଦିନ୍ ରଇଲା । ସେଟା ସେଦିନର୍ ଆଡ୍ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍ ଜିଉଦିନେତାମନ୍କେ କଇଲା, “ଏଦେ ଦେକା! ତମର୍ ରାଜା!”
And it was the preparation of the passover, and about the sixth hour: and he saith to the Jews, Behold your King!
15 ୧୫ ସେବେଲାଇ ଜିଉଦି ଲକ୍ମନ୍ ଆଉଲିଅଇ କଇଲାଇ “ତାକେ ମରାଆ! “ତାକେ ମରାଆ! କୁର୍ସେ ଚଗାଆ!” ପିଲାତ୍ ସେମନ୍କେ କଇଲା, “ମୁଇ ତମର୍ ରାଜାକେ କୁର୍ସେ ଚଗାଇବି କି?” ଏଟା ସୁନି ମୁକିଅ ପୁଜାରିମନ୍ କଇଲାଇ, “ସମ୍ରାଟ୍କେ ଚାଡିକରି ଆମର୍ ଆରି କେ ରାଜା ନାଇ ।”
But they cried out, Away with [him], away with [him], crucify him. Pilate saith to them, Shall I crucify your King? The chief priests answered, We have no king but Cesar.
16 ୧୬ ସାରାସାରି ପିଲାତ୍ ଜିସୁକେ ସେମନର୍ ମନ୍ କଲା ଇସାବେ କୁର୍ସେ ଚଗାଇ ମରାଇବାକେ ସର୍ପିଦେଲା । ତାର୍ପଚେ ସନିଅମନ୍ ଜିସୁକେ ଦାରିଗାଲାଇ ।
Then therefore he delivered him to them to be crucified. And they took Jesus, and led [him] away.
17 ୧୭ ଜିସୁ ତାର୍ ନିଜର୍ କୁର୍ସ ବଇକରି ନଅରର୍ ବାଇରେ ରଇବା କାପାଲ୍ ନାଉଁର୍ ଜାଗାଇ ଗାଲା । ଏବ୍ରି ବାସାଇ ସେ ଜାଗାକେ ଗଲ୍ଗାତା ବଲି କଇବାଇ ।
And he bearing his cross went forth into a place called [the place] of a skull, which is called in the Hebrew, Golgotha:
18 ୧୮ ତେଇ ସେମନ୍ ଜିସୁକେ କୁର୍ସେ ଚଗାଇଲାଇ । ତାର୍ ସଙ୍ଗ୍ ଦୁଇ ଲକ୍କେ ମିସା କୁର୍ସେ ଚଗାଇଲାଇ । ଦୁଇ ଲକ୍କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ ।
Where they crucified him, and two others with him, on each side one, and Jesus in the midst.
19 ୧୯ ଆରି ପିଲାତ୍ ନିଜେ ଗଟେକ୍ ବରଡ୍ ଲେକି କୁର୍ସେ ଅଲାଇବାକେ ଆଦେସ୍ ଦେଲା । ସେ ବରଡ୍ତେଇ ନାଜରିତିୟ ଜିସୁ, ଜିଉଦିମନର୍ ରାଜା ବଲି ଲେକିରଇଲା ।
And Pilate wrote a title, and put [it] on the cross. And the writing was, JESUS OF NAZARETH THE KING OF THE JEWS.
20 ୨୦ ଜିସୁକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍ ନ ରଇଲା । ସେ ବର୍ଡେ ଏବ୍ରି ବାସାଇ, ଲାଟିନ୍ ବାସାଇ ଆରି ଗିରିକ୍ ବାସାଇ ଲେକାଅଇରଇଲା । ବେସି ଲକ୍ମନ୍ ତେଇ ଲେକ୍ଲାଟା ପଡ୍ଲାଇ ।
Many of the Jews then read this title: for the place where Jesus was crucified was nigh to the city: and it was written in Hebrew, Greek, [and] Latin.
21 ୨୧ ସେବେଲା ଜିଉଦିମନର୍ ମୁକିଅ ପୁଜାରିମନ୍ ପିଲାତ୍କେ କଇଲାଇ “ଜିଉଦିମନର୍ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍ ରାଜା ବଲି କଇଲା ପାରା ଲେକ୍ ।”
Then said the chief priests of the Jews to Pilate, Write not, The King of the Jews; but that he said, I am King of the Jews.
22 ୨୨ ପିଲାତ୍ କଇଲା “ନାଇ ମୁଇ ଜନ୍ଟା ଲେକ୍ଲି ଆଚି ସେଟା ଆରି ନ ବାଦ୍ଲାଇ ।”
Pilate answered, What I have written, I have written.
23 ୨୩ ଜିସୁକେ କୁର୍ସେ ଚଗାଇଲା ପଚେ, ଚାର୍ଟା ସନିଅମନ୍ ତାର୍ ପଚିଆ ନେଇ ଚାରି ବାଗ୍ କଲାଇ । ସବୁ ସନିଅମନ୍କେ ଗଟେକ୍ ଗଟେକ୍ ବାଗ୍ ମିଲ୍ଲା । ସେମନ୍ ଜିସୁ ଉପ୍ରେ ପିନ୍ଦ୍ବା ବସ୍ତର୍ ମିସା ବେଟ୍ଲାଇ । ସେ ବସ୍ତର୍ ସିଲାଇ ନ ଅଇ ଉପ୍ରେଅନି ତଲେ ଜାକ ଗଟେକ୍ସେ ରଇଲା ।
Then the soldiers, when they had crucified Jesus, took his garments, and made four parts, to every soldier a part; and also [his] coat: now the coat was without seam, woven from the top throughout.
24 ୨୪ ସେଟାର୍ପାଇ ସେମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍ବାକେ କେଡ୍ ପୁଟାଉଁ ।” ଜେନ୍ତିକି ସାସ୍ତରେ ଲେକାଅଇଲା କାତା ସିଦ୍ ଅଇବାକେ ଏନ୍ତି ଅଇଲା । “ମର୍ ପଚିଆ ସେମନ୍ ନିଜର୍ ନିଜର୍ ବିତ୍ରେ ବାଟା କଲାଇ, ଆରି ମୁଇ ପିନ୍ଦ୍ବା ପଚିଆର୍ ପାଇ କେଡ୍ପୁଟାଇଲାଇ ।” ସେଟାସେ ସନିଅମନ୍ କଲାଇ ।
They said therefore among themselves, Let us not rend it, but cast lots for it whose it shall be: that the scripture might be fulfilled, which saith, They parted my raiment among them, and for my vesture they cast lots. These things therefore the soldiers did.
25 ୨୫ ଜିସୁର୍ କୁର୍ସ ଲଗେ ତାର୍ ଆୟା ମରିୟମ୍, ତାର୍ ଆୟାର୍ ବଇନି, କଲ୍ପାର୍ ମାଇଜି ମରିୟମ୍ ଆରି ମଗ୍ଦଲିନି ମରିୟମ୍ ଟିଆଅଇ ରଇଲାଇ ।
Now there stood by the cross of Jesus, his mother, and his mother's sister, Mary the [wife] of Cleophas, and Mary Magdalene.
26 ୨୬ ଜିସୁ ବେସି ଆଲାଦ୍ କର୍ବା ଗଟେକ୍ ସିସ୍ ତାର୍ ମାଆର୍ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍ ମାକେ କଇଲା, “ଏଦେ ଦେକା! ତର୍ ପଅ!”
When Jesus therefore saw his mother, and the disciple standing by, whom he loved, he saith to his mother, Woman, behold thy son!
27 ୨୭ ତାର୍ ପଚେ ସେ ସିସ୍କେ କଇଲା “ଏଦେ ଦେକା! ତର୍ ଆୟା!” ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
Then saith he to the disciple, Behold thy mother! And from that hour that disciple took her to his own [home].
28 ୨୮ ଏତ୍କି ବିତ୍ରେ ଜିସୁ ସବୁ ବିସଇ ପୁରାପୁରୁନ୍ ଅଇଲାଟା ଜାନିପାର୍ଲା, ମାତର୍ ସାସ୍ତରର୍ ବବିସତ୍ କାତା ପୁରା କର୍ବାପାଇ ସେ କଇଲା “ମକେ ସସ୍ କଲାନି ।”
After this, Jesus knowing that all things were now accomplished, that the scripture might be fulfilled, saith, I thirst.
29 ୨୯ ତେଇ ଗଟେକ୍ ନକିଟାନେ ଚପ୍ରା ଅଙ୍ଗୁର୍ ରସ୍ ରଇଲା । ସନିଅମନ୍ ଗଟେକ୍ ସୁତାର୍ ଗର୍ଣ୍ଡା ଚବାଲ୍ଲାଇ ଆରି ଡେଙ୍ଗ୍ ସୁଲ୍ଡାଙ୍ଗ୍ ଟିପେ ବାନ୍ଦି ଜିସୁର୍ ଟଣ୍ଡ୍ଲଗେ ଲାମାଇଦେଲାଇ ।
Now there was set a vessel full of vinegar: and they filled a spunge with vinegar, and put [it] upon hyssop, and put [it] to his mouth.
30 ୩୦ ଜିସୁ ସେଟା କାଇକରି “ସାରିଗାଲାବେ!” ବଲି କଇଲା । ଏତ୍କି କଇକରି ତାର୍ ଆତ୍ମା ସର୍ପିଦେଲା ।
When Jesus therefore had received the vinegar, he said, It is finished: and he bowed his head, and expired.
31 ୩୧ ସେଦିନ୍ ନିସ୍ତାର୍ ପରବର୍ ନିଉତା ଦିନ୍ ରଇଲାଜେ, ମଲା ଗାଗଡ୍ କୁର୍ସ ଉପ୍ରେ ନ ରଏ, କାଇକେବଇଲେ ସେ ଦିନ୍ ବିସ୍ରାମ୍ବାରର୍ ସୁକଲ୍ ଦିନ୍ ରଇଲା । ସେଟାର୍ପାଇ କୁର୍ସେ ରଇବା ତିନ୍ଲକର୍ ଗଡ୍ ବାଙ୍ଗାଇକରି ବିନ୍ ଜାଗାଇ ନେଅତ୍ ବଲି ଜିଉଦିଲକ୍ମନ୍ ପିଲାତ୍କେ ଗୁଆରି କଲାଇ ।
The Jews therefore, because it was the preparation, that the bodies should not remain upon the cross on the sabbath, (for that sabbath was a great day, ) besought Pilate that their legs might be broken, and [that] they might be taken away.
32 ୩୨ ସେଟାର୍ପାଇ ସନିଅମନ୍ ଜାଇ ଜିସୁର୍ ସଙ୍ଗ୍ ଚଗାଇଅଇରଇବା ଆରି ଦୁଇଲକର୍ ଗଡ୍ ବାଙ୍ଗାଇଦେଲାଇ ।
Then came the soldiers, and broke the legs of the first, and of the other who was crucified with him.
33 ୩୩ ମାତର୍ ଜେଡେବେଲା ସେମନ୍ ଜିସୁର୍ ଲଗେ ଆସି ଦେକ୍ଲାଇଜେ, ସେ ମରିଜାଇରଇଲା । ସେଟାର୍ପାଇ ସେମନ୍ ତାର୍ ଗଡ୍ ବାଙ୍ଗାଅତ୍ ନାଇ ।
But when they came to Jesus, and saw that he was dead already, they broke not his legs:
34 ୩୪ ମାତର୍ ଗଟେକ୍ ସନିଅ ଚେଲ୍ ସଙ୍ଗ୍ ତାର୍ ପାଞ୍ଜ୍ରା ତଲେ ବୁସ୍ଲା ଦାପ୍ରେ ବନି ଆରି ପାନି ବାରଇଲା ।
But one of the soldiers with a spear pierced his side, and forthwith came out blood and water.
35 ୩୫ ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍ ପାଇ ତମେ ମିସା ବିସ୍ବାସ୍ କରା । ତାର୍ ସାକିଦେଲାଟା ସତ୍ସେ । ଆରି ସେ ସତ୍କାତା କଇଲା ଆଚେ ବଲିକରି ନିଜେ ବିସ୍ବାସ୍ କର୍ସୁ ।)
And he that saw [it], testified, and his testimony is true: and he knoweth that he speaketh truth, that ye may believe.
36 ୩୬ କାଇକେବଇଲେ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇବାପାଇ ବଲି ଏ ସବୁ ବିସଇ ଗଟ୍ଲା, “ତାର୍ ଗଟେକ୍ ଆଡ୍ ମିସା ନ ଚିଲ୍ପେ ।”
For these things were done, that the scripture should be fulfilled, A bone of him shall not be broken.
37 ୩୭ ପର୍ମେସରର୍ ସାସ୍ତରେ ଆରି ଗଟେକ୍ ବାକିଅ ଏନ୍ତାରି ଆଚେ ଜାକେ ସେମନ୍ ବୁସ୍ଲାଇଆଚତ୍, ତାକେ ଦେକ୍ବାଇ ଆରି ତାର୍ ବାଟେସେ ଦେକ୍ତେ ରଇବାଇ ।
And again another scripture saith, They shall look on him whom they pierced.
38 ୩୮ ଏ ସବୁ ଗଟ୍ନା ଅଇଲା ପଚେ ଆରାମାତିଆ ଗଡର୍ ଜସେପ୍ ନାଉଁର୍ ଗଟେକ୍ ଲକ୍ ପିଲାତ୍କେ ଜିସୁର୍ ଗାଗଡ୍ ମାଙ୍ଗ୍ଲା । ଜସେପ୍ ଜିସୁର୍ ସିସ୍ ରଇଲା । ମାତର୍ ସେ ଜିଉଦି ନେତାମନ୍କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍ ଜସେପ୍କେ ଜିସୁର୍ ଗାଗଡ୍ ନେ ବଇଲାକେ, ସେ ଜିସୁର୍ ମଲାଗାଗଡ୍ ଦାରି ଗାଲା ।
And after this, Joseph of Arimathea (being a disciple of Jesus, but secretly for fear of the Jews) besought Pilate that he might take away the body of Jesus: and Pilate gave [him] leave. He came therefore and took the body of Jesus.
39 ୩୯ ନିକଦିମ ମିସା ଜସେପର୍ ସଙ୍ଗ୍ ଗାଲା । ଏ ନିକଦିମ ଗଟେକ୍ ରାତି ଜିସୁକେ ମିସ୍ବାର୍ ଜାଇରଇଲା । ସେ ଜିସୁର୍ ଗାଗ୍ଡେ ଲାଗାଇବାକେ ଗନ୍ଦ୍ରସ୍ ଆରି ଅଙ୍ଗୁର୍ ମିସାଇଲା ବାସ୍ନା ଚିକନ୍ ତିରିସ୍ କେଜି ଆନିରଇଲା ।
And there came also Nicodemus (who at the first came to Jesus by night) and brought a mixture of myrrh and aloes, about a hundred pound [weight].
40 ୪୦ ସେମନ୍ ଦୁଇ ଲକ୍ ମିସିକରି ଜିଉଦିମନର୍ ରିତିନିତି ଇସାବେ ଜିସୁର୍ ଗାଗଡ୍ ନେଇ ବାସ୍ନା ଦିନ୍ସୁ ସଙ୍ଗ୍, ଡେଙ୍ଗ୍ ପଚିଆ ଗୁଡିଆଇ ଦେଲାଇ ।
Then they took the body of Jesus, and wound it in linen cloths, with the spices, as the manner of the Jews is to bury.
41 ୪୧ ତାକେ ଜନ୍ ଜାଗାଇ କୁର୍ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍ ବାଡ୍ ରଇଲା । ଆରି ସେ ବାଡେ ମଲା ଲକ୍ମନ୍କେ ସଙ୍ଗଇବାକେ ଗଟେକ୍ ନୁଆ ପାଆର୍ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
Now in the place where he was crucified, there was a garden; and in the garden a new sepulcher, in which was never man yet laid.
42 ୪୨ ବିସ୍ରାମ୍ ବାରର୍ ନିଉତା ଦିନ୍ ଅଇରଇଲା ଆରି ସେ ପାଆର୍ ଲଗେ ରଇଲା ଜେ, ସେମନ୍ ଜିସୁର୍ ଗାଗଡ୍ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।
There they laid Jesus therefore, because of the Jews' preparation -[day], for the sepulcher was nigh at hand.