< ଜଅନ୍‌ 19 >

1 ତାର୍‌ ପଚେ ପିଲାତ୍‌ ଜିସୁକେ ନେଇ କର୍‌ଡା ସଙ୍ଗ୍‌ ମାରା ବଲି ଆଦେସ୍‌ ଦେଲା ।
Nu tog da Pilatus Jesus og lod ham hudstryge.
2 ସନିଅମନ୍‌ କାଟାର୍‌ ମୁକୁଟ୍‌ ତିଆର୍‌ କରି ଜିସୁର୍‌ ମୁଣ୍ଡେ ପିନ୍ଦାଇଲାଇ ଆରି ଜାମ୍‌କଲି ରଙ୍ଗର୍‌ ପଚିଆ ଗାଗ୍‌ଡେ ପିନ୍ଦାଇଦେଲାଇ ।
Og Stridsmændene flettede en Krone af Torne og satte den paa hans Hoved og kastede en Purpurkappe om ham, og de gik hen til ham og sagde:
3 ସେମନ୍‌ ଜିସୁର୍‌ ଲଗେ ଆସିକରି କଇଲାଇ “ଏ ଜିଉଦିମନର୍‌ ରାଜା ଜୁଆର୍‌! ତୁଇ ବେସି ବରସ୍‌ ବଁଚ୍‌!” ବଲି ତାକେ ଚାପଡ୍‌ ଚାପଡ୍‌ ମାର୍‌ଲାଇ ।
„Hil være dig, du Jødernes Konge!” og de sloge ham i Ansigtet.
4 ପିଲାତ୍‌ ଆରି ତରେକ୍‌ ଡାଣ୍ଡେ ବାରଇକରି ରୁଣ୍ଡିରଇଲା ଲକ୍‌ମନ୍‌କେ କଇଲା, “ଦେକା, ଏବେ ମୁଇ ତାକେ ଦସି କର୍‌ବାକେ କାଇ ବୁଲ୍‌କଲାଟା ମିଲେନାଇ । ଏଟାର୍‌ପାଇ ତମର୍‌ ଲଗେ ଆନ୍‌ବି । ଜେନ୍ତିକି ତମେ ଜାନ୍‌ବାର୍‌ ଆଚେ ।”
Og Pilatus gik atter ud, og han siger til dem: „Se, jeg fører ham ud til eder, for at I skulle vide, at jeg finder ingen Skyld hos ham.”
5 ସେବେଲା ଜିସୁ କାଟାର୍‌ ମୁକୁଟ୍‌ ଆରି ଜାମ୍‌କଲି ରଙ୍ଗର୍‌ ପଚିଆ ପିନ୍ଦି ଡାଣ୍ଡେ ଆଇଲା । ପିଲାତ୍‌ ସେମନ୍‌କେ କଇଲା, “ଏଦେ ଦେକା! ଏଦେ ସେ ଲକ୍‌!”
Da gik Jesus ud med Tornekronen og Purpurkappen paa. Og han siger til dem: „Se, hvilket Menneske!”
6 ତାକେ ଦେକ୍‌ଲା ଦାପ୍‌ରେ ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗୁଆଲ୍‌ମନ୍‌ ଆଉଲିଅଇକରି କଇଲାଇ, “ତାକେ କୁରୁସେ ଚଗାଆ! ତାକେ କୁର୍‌ସେ ଚଗାଆ!” ବଲି । ପିଲାତ୍‍ କଇଲା, “ତମେ ତାକେ ନେଇକରି କୁର୍‌ସେ ଚଗାଆ, କାଇକେ ବଇଲେ, ମୁଇ ତାର୍‌ଟାନେ କାଇ ବୁଲ୍‌ ମିସା ଦେକିନାଇ ।”
Da nu Ypperstepræsterne og Svendene saa ham, raabte de og sagde: „Korsfæst! korsfæst!” Pilatus siger til dem: „Tager I ham og korsfæster ham; thi jeg finder ikke Skyld hos ham.”
7 ଜିଉଦି ନେତାମନ୍‌ ତାକେ କଇଲାଇ, “ଆମର୍‌ ଗଟେକ୍‌ ନିୟମ୍‌ ଆଚେ । ସେ ନିୟମ୍‌ ଇସାବେ ଏ ମର୍‌ବାର୍‌ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍‌ମେସରର୍‌ ପିଲା ବଲି ଦାବି କଲାଆଚେ ।”
Jøderne svarede ham: „Vi have en Lov, og efter denne Lov er han skyldig at dø, fordi han har gjort sig selv til Guds Søn.”
8 ତେଇ ପିଲାତ୍‌ ଏ କାତା ସୁନିକରି ଅଦିକ୍‌ ଡରିଗାଲା ।
Da Pilatus nu hørte dette Ord, blev han endnu mere bange.
9 ପିଲାତ୍‌ ଜିସୁକେ ଆରିତରେକ୍‌ ତାର୍‌ ମେଡେ ବାଉଡାଇ ନେଇ ପାଚାର୍‌ଲା, “ତୁଇ କନ୍ତିଅନି ଆସିଆଚୁସ୍‌?” ମାତର୍‌ ଜିସୁ ତାକେ ପଦେକ୍‌ ମିସା କ‍ଏନାଇ ।
Og han gik ind igen i Borgen og siger til Jesus: „Hvorfra er du?” Men Jesus gav ham intet Svar.
10 ୧୦ ସେବେଲାଇ ପିଲାତ୍‌ ତାକେ କଇଲା, “ତୁଇ କାଇ ମର୍‌ ସଙ୍ଗ୍‌ କାତା ନ ଅଉସ୍‌ କି? ତକେ ମୁକ୍‌ଲାଇବାର୍‌ ମର୍‌ ଅଦିକାର୍‌ ଆଚେ ଆରି କୁର୍‌ସେ ଚଗାଇବାର୍‌ ମିସା ମର୍‌ ଅଦିକାର୍‌ ଆଚେ । ଏଟା ତୁଇ ନାଜାନୁସ୍‌ କି?”
Pilatus siger da til ham: „Taler du ikke til mig? Ved du ikke, at jeg har Magt til at løslade dig, og at jeg har Magt til at korsfæste dig?”
11 ୧୧ ଜିସୁ ତାକେ କଇଲା, “ପର୍‌ମେସର୍‌ ତକେ ଦେଲାକେସେ ମର୍‌ ଉପ୍‌ରେ ତର୍‌ ଅଦିକାର୍‌ ଆଚେ, ମାତର୍‌ ତର୍‌ଟାନେ ମକେ ଜେ ସର୍‌ପି ଦେଲାଆଚେ, ତାର୍‌ ପାପ୍‌ ଅଦିକ୍‌ ଜବର୍‌ ।”
Jesus svarede: „Du havde aldeles ingen Magt over mig, dersom den ikke var given dig ovenfra; derfor har den, som overgav mig til dig, større Synd.”
12 ୧୨ ଏ କାତା ସୁନି ପିଲାତ୍‌ ଜିସୁକେ ମୁକ୍‌ଲାଇବାକେ ଚେସ୍‌ଟା କଲା । ମାତର୍‌ ଜିଉଦି ଲକ୍‌ମନ୍‌ ଆଉଲିଅଇ କଇଲାଇ, “ତୁଇ ଜଦି ଆକେ ମୁକ୍‌ଲାଇସୁ ବଇଲେ, ସମ୍‌ରାଟର୍‌ ମଇତର୍‌ ନଉଁସ୍‌ । ଜେ ନିଜ୍‌କେ ରାଜା ବଲି ଦାବି କର୍‍ସି, ସେ ତାର୍‌ ବିରଦେ କଇଲାନି ।”
Derefter forsøgte Pilatus at løslade ham. Men Jøderne raabte og sagde: „Dersom du løslader denne, er du ikke Kejserens Ven. Hver den, som gør sig selv til Konge, sætter sig op imod Kejseren.”
13 ୧୩ ପିଲାତ୍‌ ଜିଉଦି ନେତାମନର୍‌ଟାନେଅନି ଏ କାତା ସୁନିକରି ଜିସୁକେ ବାର୍‌କରାଇ ଆନି ପାକ୍‌ନାଇ ତିଆର୍‌ ଅଇରଇଲା ବିଚାର୍‌ କର୍‌ବା ମଣ୍ଡପେ ବସ୍‌ଲା । ଜନ୍‌ଟାକି ଇବ୍‌ରୁ ବାସାଇ ଗବ୍‌ବତା ବଲି କଇବାଇ ।
Da Pilatus hørte disse Ord, førte han Jesus ud og satte sig paa Dommersædet, paa det Sted, som kaldes Stenlagt, men paa Hebraisk Gabbatha;
14 ୧୪ ସେଦିନେ ନିସ୍‌ତାର୍‌ ପରବର୍‌ ପାଇ ତିଆର୍‌ ଅଇବା ଦିନ୍‌ ରଇଲା । ସେଟା ସେଦିନର୍‌ ଆଡ୍‌ବେଲାଇ ଅଇ ଆଇତେ ରଇଲା । ଆରି ପିଲାତ୍‌ ଜିଉଦିନେତାମନ୍‌କେ କଇଲା, “ଏଦେ ଦେକା! ତମର୍‌ ରାଜା!”
men det var Beredelsens Dag i Paasken, ved den sjette Time. Og han siger til Jøderne: „Se, eders Konge!”
15 ୧୫ ସେବେଲାଇ ଜିଉଦି ଲକ୍‌ମନ୍‌ ଆଉଲିଅଇ କଇଲାଇ “ତାକେ ମରାଆ! “ତାକେ ମରାଆ! କୁର୍‌ସେ ଚଗାଆ!” ପିଲାତ୍‌ ସେମନ୍‌କେ କଇଲା, “ମୁଇ ତମର୍‌ ରାଜାକେ କୁର୍‌ସେ ଚଗାଇବି କି?” ଏଟା ସୁନି ମୁକିଅ ପୁଜାରିମନ୍‌ କଇଲାଇ, “ସମ୍‌ରାଟ୍‌କେ ଚାଡିକରି ଆମର୍‌ ଆରି କେ ରାଜା ନାଇ ।”
De raabte nu: „Bort, bort med ham! korsfæst ham!” Pilatus siger til dem: „Skal jeg korsfæste eders Konge?” Ypperstepræsterne svarede: „Vi have ingen Konge uden Kejseren.”
16 ୧୬ ସାରାସାରି ପିଲାତ୍‌ ଜିସୁକେ ସେମନର୍‌ ମନ୍‍ କଲା ଇସାବେ କୁର୍‌ସେ ଚଗାଇ ମରାଇବାକେ ସର୍‌ପିଦେଲା । ତାର୍‌ପଚେ ସନିଅମନ୍‌ ଜିସୁକେ ଦାରିଗାଲାଇ ।
Saa overgav han ham da til dem til at korsfæstes. De toge nu Jesus;
17 ୧୭ ଜିସୁ ତାର୍‌ ନିଜର୍‌ କୁର୍‌ସ ବଇକରି ନଅରର୍‌ ବାଇରେ ରଇବା କାପାଲ୍‌ ନାଉଁର୍‌ ଜାଗାଇ ଗାଲା । ଏବ୍‌ରି ବାସାଇ ସେ ଜାଗାକେ ଗଲ୍‌ଗାତା ବଲି କଇବାଇ ।
og han bar selv sit Kors og gik ud til det saakaldte „Hovedskalsted”, som hedder paa Hebraisk Golgatha,
18 ୧୮ ତେଇ ସେମନ୍‌ ଜିସୁକେ କୁର୍‌ସେ ଚଗାଇଲାଇ । ତାର୍‌ ସଙ୍ଗ୍‍ ଦୁଇ ଲକ୍‌କେ ମିସା କୁର୍‌ସେ ଚଗାଇଲାଇ । ଦୁଇ ଲକ୍‌କେ ଦୁଇବାଟେ ଚଗାଇ ଜିସୁକେ ମଜାଇ କଲାଇ ।
hvor de korsfæstede ham og to andre med ham, en paa hver Side, men Jesus midt imellem.
19 ୧୯ ଆରି ପିଲାତ୍‌ ନିଜେ ଗଟେକ୍‌ ବରଡ୍‌ ଲେକି କୁର୍‌ସେ ଅଲାଇବାକେ ଆଦେସ୍‌ ଦେଲା । ସେ ବରଡ୍‌ତେଇ ନାଜରିତିୟ ଜିସୁ, ଜିଉଦିମନର୍‌ ରାଜା ବଲି ଲେକିରଇଲା ।
Men Pilatus havde ogsaa skrevet en Overskrift og sat den paa Korset. Men der var skrevet: „Jesus af Nazareth, Jødernes Konge.”
20 ୨୦ ଜିସୁକେ ଜନ୍‌ ଜାଗାଇ କୁର୍‌ସେ ଚଗାଇ ରଇଲାଇ, ସେଟା ଗଡେ ଅନି ବେସି ଦୁର୍‌ ନ ରଇଲା । ସେ ବର୍‌ଡେ ଏବ୍‌ରି ବାସାଇ, ଲାଟିନ୍‌ ବାସାଇ ଆରି ଗିରିକ୍‌ ବାସାଇ ଲେକାଅଇରଇଲା । ବେସି ଲକ୍‌ମନ୍‌ ତେଇ ଲେକ୍‍ଲାଟା ପଡ୍‌ଲାଇ ।
Denne Overskrift læste da mange af Jøderne; thi det Sted, hvor Jesus blev korsfæstet, var nær ved Staden; og den var skreven paa Hebraisk, Latin og Græsk.
21 ୨୧ ସେବେଲା ଜିଉଦିମନର୍‌ ମୁକିଅ ପୁଜାରିମନ୍‌ ପିଲାତ୍‌କେ କଇଲାଇ “ଜିଉଦିମନର୍‌ ରାଜା ବଲି ନ ଲେକି, ସେ ନିଜେ ମୁଇ ଜିଉଦିମନର୍‌ ରାଜା ବଲି କଇଲା ପାରା ଲେକ୍‌ ।”
Da sagde Jødernes Ypperstepræster til Pilatus: „Skriv ikke: Jødernes Konge, men: Han sagde: Jeg er Jødernes Konge.”
22 ୨୨ ପିଲାତ୍‌ କଇଲା “ନାଇ ମୁଇ ଜନ୍‌ଟା ଲେକ୍‌ଲି ଆଚି ସେଟା ଆରି ନ ବାଦ୍‌ଲାଇ ।”
Pilatus svarede: „Hvad jeg skrev, det skrev jeg.”
23 ୨୩ ଜିସୁକେ କୁର୍‌ସେ ଚଗାଇଲା ପଚେ, ଚାର୍‌ଟା ସନିଅମନ୍‌ ତାର୍‌ ପଚିଆ ନେଇ ଚାରି ବାଗ୍‌ କଲାଇ । ସବୁ ସନିଅମନ୍‌କେ ଗଟେକ୍‌ ଗଟେକ୍‌ ବାଗ୍‌ ମିଲ୍‌ଲା । ସେମନ୍‌ ଜିସୁ ଉପ୍‌ରେ ପିନ୍ଦ୍‌ବା ବସ୍‍ତର୍‍ ମିସା ବେଟ୍‌ଲାଇ । ସେ ବସ୍‍ତର୍‍ ସିଲାଇ ନ ଅଇ ଉପ୍‌ରେଅନି ତଲେ ଜାକ ଗଟେକ୍‌ସେ ରଇଲା ।
Da nu Stridsmændene havde korsfæstet Jesus, toge de hans Klæder og gjorde fire Dele, een Del for hver Stridsmand, og ligeledes Kjortelen; men Kjortelen var usyet, vævet fra øverst helt igennem.
24 ୨୪ ସେଟାର୍‌ପାଇ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ । “ଆମେ ଏ ପଚିଆ ନ ଚିରିକରି ଏଟା କାକେଅଇସି ବଲି ଜାନ୍‌ବାକେ କେଡ୍‌ ପୁଟାଉଁ ।” ଜେନ୍ତିକି ସାସ୍‌ତରେ ଲେକାଅଇଲା କାତା ସିଦ୍‌ ଅଇବାକେ ଏନ୍ତି ଅଇଲା । “ମର୍‌ ପଚିଆ ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ ବାଟା କଲାଇ, ଆରି ମୁଇ ପିନ୍ଦ୍‌ବା ପଚିଆର୍‌ ପାଇ କେଡ୍‌ପୁଟାଇଲାଇ ।” ସେଟାସେ ସନିଅମନ୍‌ କଲାଇ ।
Da sagde de til hverandre: „Lader os ikke sønderskære den, men kaste Lod om den, hvis den skal være;” for at Skriften skulde opfyldes, som siger: „De delte mine Klæder imellem sig og kastede Lod om mit Klædebon.” Dette gjorde da Stridsmændene.
25 ୨୫ ଜିସୁର୍‌ କୁର୍‌ସ ଲଗେ ତାର୍‌ ଆୟା ମରିୟମ୍‌, ତାର୍‌ ଆୟାର୍‌ ବଇନି, କଲ୍‌ପାର୍‌ ମାଇଜି ମରିୟମ୍‌ ଆରି ମଗ୍‌ଦଲିନି ମରିୟମ୍‌ ଟିଆଅଇ ରଇଲାଇ ।
Men ved Jesu Kors stod hans Moder og hans Moders Søster, Maria, Klopas's Hustru, og Maria Magdalene.
26 ୨୬ ଜିସୁ ବେସି ଆଲାଦ୍‌ କର୍‌ବା ଗଟେକ୍‌ ସିସ୍‌ ତାର୍‌ ମାଆର୍‌ ଲଗେ ଟିଆ ଅଇରଇଲାଟା ଦେକି ଜିସୁ ତାର୍‌ ମାକେ କଇଲା, “ଏଦେ ଦେକା! ତର୍‌ ପଅ!”
Da Jesus nu saa sin Moder og den Discipel, han elskede, staa hos, siger han til sin Moder: „Kvinde! se, det er din Søn.”
27 ୨୭ ତାର୍‌ ପଚେ ସେ ସିସ୍‌କେ କଇଲା “ଏଦେ ଦେକା! ତର୍‌ ଆୟା!” ସେଦିନେ ଅନି ସେ ସିସ୍‌ ଜିସୁର୍‌ ମାକେ ନିଜର୍‌ ଗରେ ଡାକିନେଲା ।
Derefter siger han til Discipelen: „Se, det er din Moder.” Og fra den Time tog Discipelen hende hjem til sit.
28 ୨୮ ଏତ୍‌କି ବିତ୍‌ରେ ଜିସୁ ସବୁ ବିସଇ ପୁରାପୁରୁନ୍‌ ଅଇଲାଟା ଜାନିପାର୍‌ଲା, ମାତର୍‌ ସାସ୍‌ତରର୍‌ ବବିସତ୍‌ କାତା ପୁରା କର୍‌ବାପାଇ ସେ କଇଲା “ମକେ ସସ୍‌ କଲାନି ।”
Derefter, da Jesus vidste, at alting nu var fuldbragt, for at Skriften skulde opfyldes, siger han: „Jeg tørster.”
29 ୨୯ ତେଇ ଗଟେକ୍‌ ନକିଟାନେ ଚପ୍‌ରା ଅଙ୍ଗୁର୍‌ ରସ୍‌ ରଇଲା । ସନିଅମନ୍‌ ଗଟେକ୍‌ ସୁତାର୍‌ ଗର୍‌ଣ୍ଡା ଚବାଲ୍‌ଲାଇ ଆରି ଡେଙ୍ଗ୍‌ ସୁଲ୍‌ଡାଙ୍ଗ୍‌ ଟିପେ ବାନ୍ଦି ଜିସୁର୍‌ ଟଣ୍ଡ୍‌ଲଗେ ଲାମାଇଦେଲାଇ ।
Der stod et Kar fuldt af Eddike; de satte da en Svamp fuld af Eddike paa en Isopstængel og holdt den til hans Mund.
30 ୩୦ ଜିସୁ ସେଟା କାଇକରି “ସାରିଗାଲାବେ!” ବଲି କ‍ଇଲା । ଏତ୍‌କି କଇକରି ତାର୍‌ ଆତ୍‌ମା ସର୍‌ପିଦେଲା ।
Da nu Jesus havde taget Eddiken, sagde han: „Det er fuldbragt;” og han bøjede Hovedet og opgav Aanden.
31 ୩୧ ସେଦିନ୍‌ ନିସ୍‌ତାର୍‌ ପରବର୍‌ ନିଉତା ଦିନ୍‌ ରଇଲାଜେ, ମଲା ଗାଗଡ୍‌ କୁର୍‌ସ ଉପ୍‌ରେ ନ ରଏ, କାଇକେବଇଲେ ସେ ଦିନ୍‌ ବିସ୍‌ରାମ୍‌ବାରର୍‌ ସୁକଲ୍‌ ଦିନ୍‌ ରଇଲା । ସେଟାର୍‌ପାଇ କୁର୍‌ସେ ରଇବା ତିନ୍‌ଲକର୍‌ ଗଡ୍‌ ବାଙ୍ଗାଇକରି ବିନ୍‌ ଜାଗାଇ ନେଅତ୍‌ ବଲି ଜିଉଦିଲକ୍‌ମନ୍‌ ପିଲାତ୍‌କେ ଗୁଆରି କଲାଇ ।
Da det nu var Beredelsesdag, bade Jøderne Pilatus om, at Benene maatte blive knuste og Legemerne nedtagne, for at de ikke skulde blive paa Korset Sabbaten over; thi denne Sabbatsdag var stor.
32 ୩୨ ସେଟାର୍‍ପାଇ ସନିଅମନ୍‌ ଜାଇ ଜିସୁର୍‌ ସଙ୍ଗ୍‍ ଚଗାଇଅଇରଇବା ଆରି ଦୁଇଲକର୍‌ ଗଡ୍‌ ବାଙ୍ଗାଇଦେଲାଇ ।
Da kom Stridsmændene og knuste Benene paa den første og paa den anden, som vare korsfæstede med ham.
33 ୩୩ ମାତର୍‌ ଜେଡେବେଲା ସେମନ୍‌ ଜିସୁର୍‌ ଲଗେ ଆସି ଦେକ୍‌ଲାଇଜେ, ସେ ମରିଜାଇରଇଲା । ସେଟାର୍‌ପାଇ ସେମନ୍‌ ତାର୍‌ ଗଡ୍‌ ବାଙ୍ଗାଅତ୍‌ ନାଇ ।
Men da de kom til Jesus og saa, at han allerede var død, knuste de ikke hans Ben.
34 ୩୪ ମାତର୍‌ ଗଟେକ୍‌ ସନିଅ ଚେଲ୍‌ ସଙ୍ଗ୍‌ ତାର୍‌ ପାଞ୍ଜ୍‍ରା ତଲେ ବୁସ୍‌ଲା ଦାପ୍‌ରେ ବନି ଆରି ପାନି ବାରଇଲା ।
Men en af Stridsmændene stak ham i Siden med et Spyd, og straks flød der Blod og Vand ud.
35 ୩୫ ଏଟା ଜେ ଦେକି ରଇଲା, ସେ ଏ ସାକି ଦେଲାଆଚେ । (ସେଟାର୍‌ ପାଇ ତମେ ମିସା ବିସ୍‌ବାସ୍‌ କରା । ତାର୍‌ ସାକିଦେଲାଟା ସତ୍‌ସେ । ଆରି ସେ ସତ୍‌କାତା କଇଲା ଆଚେ ବଲିକରି ନିଜେ ବିସ୍‍ବାସ୍‍ କର୍‍ସୁ ।)
Og den, der har set det, har vidnet det, og hans Vidnesbyrd er sandt, og han ved, at han siger sandt, for at ogsaa I skulle tro.
36 ୩୬ କାଇକେବଇଲେ ସାସ୍‌ତରର୍‍ ଏ ବାକିଅ ପୁରାପୁରୁନ୍‌ ଅଇବାପାଇ ବଲି ଏ ସବୁ ବିସଇ ଗଟ୍‌ଲା, “ତାର୍‌ ଗଟେକ୍‌ ଆଡ୍‌ ମିସା ନ ଚିଲ୍‌ପେ ।”
Thi disse Ting skete, for at Skriften skulde opfyldes: „Intet Ben skal sønderbrydes derpaa.”
37 ୩୭ ପର୍‌ମେସରର୍‌ ସାସ୍‌ତରେ ଆରି ଗଟେକ୍‌ ବାକିଅ ଏନ୍ତାରି ଆଚେ ଜାକେ ସେମନ୍‌ ବୁସ୍‌ଲାଇଆଚତ୍‌, ତାକେ ଦେକ୍‌ବାଇ ଆରି ତାର୍‌ ବାଟେସେ ଦେକ୍‌ତେ ରଇବାଇ ।
Og atter et andet Skriftord siger: „De skulle se hen til ham, hvem de have gennemstunget.”
38 ୩୮ ଏ ସବୁ ଗଟ୍‍ନା ଅଇଲା ପଚେ ଆରାମାତିଆ ଗଡର୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଲକ୍‌ ପିଲାତ୍‌କେ ଜିସୁର୍‌ ଗାଗଡ୍‌ ମାଙ୍ଗ୍‌ଲା । ଜସେପ୍‌ ଜିସୁର୍‌ ସିସ୍‌ ରଇଲା । ମାତର୍‌ ସେ ଜିଉଦି ନେତାମନ୍‌କେ ଡରିକରି ଜାନାଇ ନ ଅଇ ରଇତେ ରଇଲା । ପିଲାତ୍‌ ଜସେପ୍‌କେ ଜିସୁର୍‌ ଗାଗଡ୍‌ ନେ ବଇଲାକେ, ସେ ଜିସୁର୍‌ ମଲାଗାଗଡ୍‌ ଦାରି ଗାଲା ।
Men Josef fra Arimathæa, som var en Jesu Discipel, dog lønligt, af Frygt for Jøderne, bad derefter Pilatus om, at han maatte tage Jesu Legeme, og Pilatus tillod det. Da kom han og tog Jesu Legeme.
39 ୩୯ ନିକଦିମ ମିସା ଜସେପର୍‌ ସଙ୍ଗ୍‍ ଗାଲା । ଏ ନିକଦିମ ଗଟେକ୍‌ ରାତି ଜିସୁକେ ମିସ୍‌ବାର୍‌ ଜାଇରଇଲା । ସେ ଜିସୁର୍‌ ଗାଗ୍‌ଡେ ଲାଗାଇବାକେ ଗନ୍ଦ୍‌ରସ୍‌ ଆରି ଅଙ୍ଗୁର୍‌ ମିସାଇଲା ବାସ୍‌ନା ଚିକନ୍‌ ତିରିସ୍‌ କେଜି ଆନିରଇଲା ।
Men ogsaa Nikodemus, som første Gang var kommen til Jesus om Natten, kom og bragte en Blanding af Myrra og Aloe, omtrent hundrede Pund.
40 ୪୦ ସେମନ୍‌ ଦୁଇ ଲକ୍‌ ମିସିକରି ଜିଉଦିମନର୍‌ ରିତିନିତି ଇସାବେ ଜିସୁର୍‌ ଗାଗଡ୍‌ ନେଇ ବାସ୍‌ନା ଦିନ୍‌ସୁ ସଙ୍ଗ୍‌, ଡେଙ୍ଗ୍‌ ପଚିଆ ଗୁଡିଆଇ ଦେଲାଇ ।
De toge da Jesu Legeme og bandt det i Linklæder med de vellugtende Urter, som Jødernes Skik er at fly Lig til Jorde.
41 ୪୧ ତାକେ ଜନ୍‌ ଜାଗାଇ କୁର୍‌ସେ ଚଗାଇ ରଇଲାଇ, ସେ ଜାଗାଇ ଗଟେକ୍‌ ବାଡ୍‌ ରଇଲା । ଆରି ସେ ବାଡେ ମଲା ଲକ୍‌ମନ୍‌କେ ସଙ୍ଗଇବାକେ ଗଟେକ୍‌ ନୁଆ ପାଆର୍‌ ରଇଲା । ସେ ପାଆରେ କେବେ ମିସା କାକେ ନ ସଙ୍ଗଇ ରଇଲାଇ ।
Men der var paa det Sted, hvor han blev korsfæstet, en Have, og i Haven en ny Grav, hvori endnu aldrig nogen var lagt.
42 ୪୨ ବିସ୍‌ରାମ୍‌ ବାରର୍‌ ନିଉତା ଦିନ୍‌ ଅଇରଇଲା ଆରି ସେ ପାଆର୍‌ ଲଗେ ରଇଲା ଜେ, ସେମନ୍‌ ଜିସୁର୍‌ ଗାଗଡ୍‌ ନେଇକରି ସେ ପାଆରେ ସଙ୍ଗଇଦେଲାଇ ।
Der lagde de da Jesus, for Jødernes Beredelsesdags Skyld, efterdi Graven var nær.

< ଜଅନ୍‌ 19 >