< ଜଅନ୍‌ 18 >

1 ଜିସୁ ଏ ପାର୍‌ତନା ସାରାଇକରି ନିଜର୍‌ ସିସ୍‌ମନର୍‌ ସଙ୍ଗ୍‌ କିଦ୍‌ରଣ୍‌ ନାଉଁର୍‌ ଜଲା ସେପାଟର୍‌ ଜାଗାଇ ଗାଲା । ତେଇ ଗଟେକ୍‌ ବାଡ୍‌ ରଇଲା, ଜିସୁ ଆରି ତାର୍‌ ସିସ୍‌ମନ୍‌ ସେ ବାଡେ ପୁର୍‌ଲାଇ ।
Nach diesen Worten ging Jesus mit seinen Jüngern hinaus über den Kidronbach. Dort war ein Garten. In den trat Jesus mit seinen Jüngern.
2 ଜନ୍‌ ଜିଉଦା କି ଜିସୁକେ ସତ୍‌ରୁମନ୍‌କେ ସର୍‌ପିଦେଲା, ସେ ମିସା ସେ ଜାଗା ଜାନି ରଇଲା । କାଇକେବଇଲେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ସେ ବାଡେ କେତେ ତର୍‌ ଜାଇରଇଲା ।
Auch Judas, sein Verräter, kannte diesen Ort; denn Jesus hatte sich oft mit seinen Jüngern dorthin begeben.
3 ସେଟାର୍‌ ପାଇ ଜିଉଦା ରମିୟ ସନିଅମନର୍‌ ଗଟେକ୍‌ ଦଲ୍‌, ମୁକିଅ ପୁଜାରିମନ୍‌ ଆରି ପାରୁସିମନ୍‌ ପାଟାଇ ରଇବା ମନ୍ଦିର୍‌ ଜାଗୁଆଲ୍‌ମନ୍‌କେ ଦାରି, ସେ ବାଡେ କେଟ୍‌ଲା । ସେମନ୍‌ ଆତ୍‌ଆତିଆର୍‌, ଲାଁତର୍‌ ଆରି ଜଇଉମ୍‌ଲା ଦାରିକରି ତେଇ ଆଇଲାଇ ।
Judas nahm nun eine Abteilung Soldaten nebst der Mannschaft, die die Hohenpriester und die Pharisäer stellten, unter sein Geleit und kam mit dieser Schar, die Fackeln, Lampen und Waffen trugen, an jenen Ort.
4 ସେବେଲା କାଇ କାଇ ଗଟ୍‍ନାମନ୍‌ ଗଟ୍‌ସି, ସେଟା ସବୁ ଜିସୁ ଜାନିକରି ଆଗ୍‌ତୁ ଗାଲା ଆରି ସେମନ୍‌କେ “ତମେ କାକେ କଜ୍‌ଲାସ୍‌ନି?” ବଲି ପାଚାର୍‌ଲା ।
Jesus wußte alles, was über ihn kommen sollte. So trat er denn hinaus und fragte sie: "Wen sucht ihr?"
5 “ନାଜରିତିୟ ଜିସୁକେ କଜ୍‌ଲୁନି ।” ସେମନ୍‌ କଇଲାଇ । “ମୁଇସେ ଜିସୁ ।” ବଲି ସେମନ୍‌କେ କଇଲା । ବିସ୍‌ବାସେ ବିସ୍‌ ଦେଉ ଜିଉଦା ମିସା ସେ ଲକ୍‌ମନର୍‌ ସଙ୍ଗ୍‌ ଟିଆଅଇରଇଲା ।
Sie antworteten ihm: "Jesus von Nazaret." Jesus sprach zu ihnen: "Ich bin's!" Judas, sein Verräter, stand auch bei ihnen.
6 ଜିସୁ ଜେଡେବେଲା “ମୁଇ ଆକା ସେ ଲକ୍‌ ।” ବଲି ସେମନ୍‌କେ କଇଲା, ସେ ଲକ୍‌ମନ୍‌ ପଚେ ଗୁଚିଜାଇ ତଲେ ଅଦର୍‌ଲାଇ ।
Als nun Jesus zu ihnen sprach: "Ich bin's", da prallten sie zurück und fielen zu Boden.
7 ଜିସୁ ସେମନ୍‌କେ ଆରିତରେକ୍‌ ପାଚାର୍‌ଲା, “ତମେ କାକେ କଜ୍‌ଲାସ୍‌ନି?” ସେମନ୍‌ କଇଲାଇ, “ଆମେ ନାଜରିତିୟ ଜିସୁକେ କଜ୍‌ଲୁନି ।”
Dann fragte er sie nochmals: "Wen sucht ihr?" Sie sprachen: "Jesus von Nazaret."
8 ଜିସୁ କଇଲା, “ମୁଇ ଆକା ସେ ଲକ୍‌ ବଲି ତମ୍‌କେ କଇଲି । ତମେ ଜଦି ମକେ କଜ୍‌ଲାସ୍‌ନି ବଇଲେ ଏ ଲକ୍‌ମନ୍‌କେ ଚାଡିଦିଆସ୍‌ ।”
Jesus erwiderte: "Ich habe euch gesagt, daß ich es bin. Sucht ihr nun mich, so laßt diese ihres Weges gehen!"
9 ଜେନ୍ତିକି ସେ ଆଗ୍‌ତୁ କଇରଇଲା ବାକିଅ ସିଦ୍‌ ଅଇସି, ବାବା ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ସେମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌କେ ମିସା ଆଜାଇ ନାଇ ।
Das sagte er, damit sein Ausspruch sich erfülle: "Von denen, die du mir gegeben, habe ich keinen verloren."
10 ୧୦ ସିମନ୍‌ ପିତରର୍‌ ଆତେ ଗଟେକ୍‌ କାଣ୍ଡା ରଇଲା । ସେ କାଣ୍ଡା ବାର୍‌କରାଇ ବଡ୍‌ ପୁଜାରିର୍‌ ଗତିଦାଙ୍ଗ୍‌ଡାର୍‍ ଉଜା କାନ୍‌ ଚିଡ୍‌ତେ ମାର୍‌ଲା । ସେ ଗତିଦାଙ୍ଗ୍‌ଡାର୍‌ ନାଉଁ ମାଲକ୍‌ ।
Simon Petrus trug ein Schwert. Das zog er, schlug nach des Hohenpriesters Knecht und hieb ihm das rechte Ohr ab. Der Knecht hieß Malchus.
11 ୧୧ ମାତର୍‌ ଜିସୁ ପିତର୍‌କେ କଇଲା, “ତର୍‌ କାଣ୍ଡା ଜାଗ୍‌ରତ୍‌ କରି କଲ୍‌ ବିତ୍‌ରେ ପୁରାଇ ସଙ୍ଗଇ ଦେସ୍‌ । ମର୍‌ ବାବା ପର୍‌ମେସର୍‌ ମକେ ଜନ୍‌ ଦୁକ୍‌କସ୍‌ଟ ପାଇବାକେ ପାଟାଇ ଆଚେ, ସେଟା ମୁଇ ନ ପାଇ କି?”
Jesus aber sprach zu Petrus: "Stecke das Schwert in die Scheide! Soll ich den Kelch nicht trinken, den mir der Vater gereicht hat?"
12 ୧୨ ତାର୍‌ ପଚେ ରମିୟ ସନିଅମନ୍‌, ସନିଅ ମନର୍‌ ମୁକିଅ ନେତାମନ୍‌ ଆରି ମନ୍ଦିର୍‌ ଜାଗୁଆଲ୍‌ମନ୍‌ ଜିସୁକେ ଦାରି ବାନ୍ଦ୍‌ଲାଇ ।
Die Soldatentruppe mit ihrem Oberhauptmann und die Mannschaft des Hohen Rates ergriffen Jesus und banden ihn.
13 ୧୩ ଆରି ତାକେ ବାନ୍ଦିକରି ପର୍‌ତୁମ୍‌ କାୟାପାର୍‌ ସାତ୍‌ରା ଆନାର୍‌ ଲଗେ ନେଲାଇ । କାଇକେ ବଇଲେ ଆନା ସେ ବରସର୍‌ ବଡ୍‌ ପୁଜାରି ରଇଲା ।
Man führte ihn zuerst zu Hannas. Dies war der Schwiegervater des Kaiphas, der in jenem Jahr Hoherpriester war.
14 ୧୪ ଏ କାୟାପାସେ ଆଗ୍‌ତୁ ଜିଉଦି ନେତାମନ୍‌କେ, ସବୁ ଲକର୍‌ ପାଇ ଗଟେକ୍‌ ଲକ୍‌ ମର୍‌ବାଟା ଗଟେକ୍‌ ମଙ୍ଗଲର୍‌ ବିସଇ ବଲି କଇରଇଲା ।
Kaiphas aber war es, der den Juden geraten hatte: "Es ist gut, daß ein Mensch für das Volk zugrunde gehe."
15 ୧୫ ସିମନ୍‌ ପିତର୍‌ ଆରି ଗଟେକ୍‌ ବିନ୍‌ ସିସ୍‌ ଜିସୁର୍‌ ପଚେ ପଚେ ଜାଇତେ ରଇଲାଇ । ବିନ୍‌ ସିସ୍‌ ବଡ୍‌ ପୁଜାରିକେ ଜାନି ରଇଲା । ସେଟାର୍‌ପାଇ ଜିସୁର୍‌ ସଙ୍ଗ୍‌ ବଡ୍‌ ପୁଜାରିର୍‌ ଡାଣ୍ଡେ ପୁର୍‌ଲା ।
Simon Petrus aber und ein anderer Jünger folgten Jesus. Dieser Jünger war mit dem Hohenpriester bekannt und trat darum mit Jesus in den Hof des hohenpriesterlichen Palastes,
16 ୧୬ ମାତର୍‌ ପିତର୍‌ ବାଇରର୍‌ ଡିଆଗଡିଲଗେ ଟିଆଅଇ ରଇଲା । ବଡ୍‌ ପୁଜାରିକେ ଜାନିରଇଲା ସିସ୍‌ ଡାଣ୍ଡେ ବାଉଡି ଆସି ଡାଣ୍ଡର୍‌ ଡିଆଗଡି ଲଗେ ଜାଗିରଇଲା । ଗତିଦାଙ୍ଗ୍‌ଡିକେ କଇକରି ପିତର୍‌କେ ବିତ୍‌ରେ ଡାକିନେଲା ।
während Petrus draußen an der Pforte stehen blieb. Da ging der andere Jünger, der mit dem Hohenpriester bekannt war, hinaus, redete mit der Pförtnerin und führte Petrus in den Hof.
17 ୧୭ ସେ ଡିଆଗଡି ଜାଗି ରଇଲା ଗତିଦାଙ୍ଗ୍‌ଡି ସେବେଲା ପିତର୍‌କେ ପାଚାର୍‌ଲା, “ତୁଇ ମିସା ଏ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ନଉଁସ୍‌ କି?” ପିତର୍‌ କଇଲା “ମୁଇ ତାର୍‌ ଲକ୍‍ ନଇ ।”
Da sprach die Magd, die den Dienst als Pförtnerin versah, zu Petrus: "Bist du nicht auch ein Jünger dieses Menschen?" Er sagte: "Nein!"
18 ୧୮ ସିତ୍‌ କଲାଜେ ଗତିଦାଙ୍ଗ୍‌ଡାମନ୍‌ ଆରି ଜାଗୁଆଲ୍‌ମନ୍‌ ଜଇଲାଗାଇକରି ଚାରିବେଡ୍‌ତି ଟିଆଅଇ ଜଇ ଚେକ୍‌ତେ ରଇଲାଇ । ପିତର୍‌ ମିସା ସେମନର୍‌ ସଙ୍ଗ୍‌ ଟିଆଅଇକରି ଜଇଚେକ୍‌ତେ ରଇଲା ।
Die Knechte und die Mannschaft standen um ein Kohlenfeuer, das sie der Kälte wegen angezündet hatten, und wärmten sich. Auch Petrus stand bei ihnen und wärmte sich.
19 ୧୯ ଏତ୍‌କି ବିତ୍‌ରେ ବଡ୍‌ ପୁଜାରି ଜିସୁର୍‌ ସିସ୍‌ମନର୍‌ ବିସଇ ଆରି ଜିସୁ ସିକାଇଦେଲା ବିସଇ ସେମନ୍‌କେ ପାଚାର୍‌ବାର୍‌ଦାର୍‌ଲା ।
Der Hohepriester fragte nun Jesus wegen seiner Jünger und seiner Lehre.
20 ୨୦ ଜିସୁ ସେମନ୍‌କେ କ‍ଇଲା, “ମୁଇ ସବୁବେଲେ ଲକ୍‌ମନର୍‌ ଜାନ୍‌ତେ ସିକାଇତେ ରଇଲି । ଆରି ଜିଉଦି ଲକ୍‌ମନର୍‌ ଉପାସନା ଗରେ ଆରି ମନ୍ଦିର୍‍ତେଇ ସବୁ ଜିଉଦି ଲକ୍‌ମନ୍‌ ରୁଣ୍ଡିରଇଲା ବେଲେ ସେମନ୍‌କେ ସିକାଇଲିଆଚି । କାଇଟାମିସା ଲୁଚ୍‌ତେ କଇନାଇ ।
Jesus antwortete ihm: "Ich habe ja frei und offen zu aller Welt geredet. Ich habe stets gelehrt in den Versammlungshäusern und im Tempel, wo sich alle Juden einzufinden pflegen, und im geheimen habe ich nichts verkündigt.
21 ୨୧ ଏନ୍ତି ବଇଲେ କାଇକେ ମକେ ପାଚାର୍‌ଲୁସ୍‌ନି? ଜନ୍‌ ଲକ୍‌ମନ୍‌ ମୁଇ କଇଲା କାତା ସୁନିଆଚତ୍‌, ସେ ଲକ୍‌ମନ୍‌କେ ପାଚାର୍‌ । ମୁଇ ଜାଇଜାଇଟା କଇଲିଆଚି, ସେଟା ସେମନ୍‌ ଜାନିଆଚତ୍‌ ।”
Warum fragst du mich? Frage meine Hörer, was ich zu ihnen geredet habe; sie wissen ja, was ich gesagt."
22 ୨୨ ଜିସୁ ଏ କାତା କଇବା ବେଲେ ଜିସୁର୍‌ ଲଗେ ଟିଆଅଇରଇଲା ଜାଗୁଆଲ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ ଗଟେକ୍‌ ଚାପ୍‌ଡା ମାରି କଇଲା, “ତୁଇ ବଡ୍‌ ପୁଜାରିକେ ଏନ୍ତାରି କାତା ଅଇଲୁସ୍‌ନି?”
Als Jesus dies entgegnete, gab ihm einer von den Dienern, der bei ihm stand, einen Schlag ins Gesicht, indem er sprach: "So antwortest du dem Hohenpriester?"
23 ୨୩ ଜିସୁ ତାକେ କଇଲା “ମୁଇ ଜଦି ବୁଲ୍‌ କାତା କଇରଇଲେ, ସବୁର୍‌ ମୁଆଟେ ମର୍‌ ବୁଲ୍‌ ଦେକାଆ, ମୁଇ ସତ୍‌କାତା କଇଲିନି ବଇଲେ, ମକେ କାଇକେ ମାର୍‌ଲୁସ୍‌ନି?”
Jesus erwiderte ihm: "Habe ich unrecht geredet, so beweise mir das Unrecht! Ist meine Antwort aber recht, warum schlägst du mich?"
24 ୨୪ ତାର୍‌ପଚେ ଆନାନ୍‌ ଜିସୁକେ ବାନ୍ଦ୍‌ନେସେ ବଡ୍‌ ପୁଜାରି କାୟାପାର୍‌ ଲଗେ ପାଟାଇଦେଲା ।
Hannas sandte ihn dann gefesselt zu dem Hohenpriester Kaiphas.
25 ୨୫ ସିମନ୍‌ ପିତର୍‌ ଟିଆଅଇ ଜଇଚେକ୍‌ବା ବେଲେ ବିନ୍‌ ଲକ୍‌ମନ୍‌ ତାକେ ପାଚାର୍‌ଲାଇ, “ତୁଇ ମିସା ଏ ଲକର୍‌ ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ନଉଁସ୍‌ କି?” ମାତର୍‌ ପିତର୍‌ କଇଲା, “ନାଇ ମୁଇ ତାର୍‌ ସିସ୍‌ ନଇ ।”
Simon Petrus stand inzwischen da und wärmte sich. Da fragte man ihn: "Gehörst du nicht auch zu seinen Jüngern?" Er leugnete aber und sagte: "Nein!"
26 ୨୬ ବଡ୍‌ ପୁଜାରିର୍‌ ଗତିଦାଙ୍ଗ୍‌ଡାମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜାକେ କି ପିତର୍‌ କାନ୍‌ କାଟିପାକାଇରଇଲା, ସେ ଡାଟ୍‌ ସଙ୍ଗ୍‌ କଇଲା, “ସେ ବାଡେ ମୁଇ ତକେ ତାର୍‌ ସଙ୍ଗ୍‍ ରଇଲାଟା ଦେକି ରଇଲି ।”
Da sprach einer von des Hohenpriesters Knechten, ein Verwandter dessen, dem Petrus das Ohr abgehauen hatte: "Habe ich dich nicht im Garten bei ihm gesehen?"
27 ୨୭ ପିତର୍‌ ଆରି ତରେକ୍‌ କଇଲା “ନାଇ ମୁଇ ତାକେ ମୁଲ୍‌କେ ନାଜାନି ।” ସମାନ୍‍ ସେଡ୍‌କି ଦାପ୍‌ରେ କୁକ୍‌ଡା ଡାକ୍‌ଲା ।
Petrus leugnete abermals. Plötzlich krähte ein Hahn.
28 ୨୮ ତାର୍‌ ପଚେ ଜିସୁକେ କାୟାପାର୍‌ ଗରେଅନି ରମିୟ ସର୍‌କାର୍‌ ପିଲାତର୍‌ତେଇ ଦାରିଗାଲାଇ । ସେଟା କୁକ୍‌ଡା ଡାକେ ଅଇରଇଲା । ଆରି ଜିସୁକେ ନିନ୍ଦା କର୍‌ବା ଲକ୍‌ମନ୍‌ ନିଜ୍‌କେ ଅସୁକଲ୍‌ ଅଇବାର୍‌ ଅଇସି ବଲିକରି ବିତ୍‌ରେ ଜାଅତ୍‌ନାଇ । କାଇକେ ବଇଲେ ନିସ୍‌ତାର୍‌ ପରବର୍‌ ବଜିର୍‌ ପାଇ ବଲି ସେମନ୍‌ ଅସୁକଲ୍‌ ଅଇବାକେ ମନ୍‌ ନ କର୍‌ତେରଇଲାଇ ।
Von Kaiphas führte man Jesus in die Statthalterei. Der Tag begann zu grauen. Die Juden selbst betraten den Statthalterpalast nicht, damit sie vor Verunreinigung bewahrt blieben und das Passah essen könnten.
29 ୨୯ ତେବେ ରମିୟ ସର୍‌କାର୍‌ ପିଲାତ୍‌, ବାଇରେ ଆସିପାଚାର୍‌ଲା, “ଏ ଲକର୍‌ ବିରୁଦେ ତମର୍‌ କାଇ ଦାବି ଆନିଆଚାସ୍‌?”
So ging denn Pilatus zu ihnen hinaus und fragte sie: "Welche Anklage erhebt ihr gegen diesen Menschen?"
30 ୩୦ ସେ ଲକ୍‌ମନ୍‌ ପିଲାତ୍‌କେ କଇଲାଇ, “ଏ ଲକ୍‌ ଜଦି ବୁଲ୍‌ କାମ୍‌ କରି ନ ରଇଲେ, ଆମେ ତମର୍‌ ଲଗେ ନ ଆନ୍‌ତୁ ।”
Sie antworteten ihm: "Wäre der Mann nicht ein Verbrecher, wir hätten ihn dir nicht ausgeliefert."
31 ୩୧ ସେଡ୍‌କି ବେଲା ପିଲାତ୍‌ ସେମନ୍‌କେ କଇଲା, “ତମେ ତାକେ ଦାରିଜାଇକରି ତମର୍‌ ନିୟମ୍‌ ଇସାବେ ବିଚାର୍‌ କରା ।” ଜିଉଦି ନେତାମନ୍‌ କଇଲାଇ, “ଗଟେକ୍‌ ଲକ୍‌କେ ମରନ୍‌ ଡଣ୍ଡ୍ ଦେବାଟା ରମିୟ ସର୍‌କାର୍‌କେ ସେ ଆଚେ । ଜିଉଦି ଲକ୍‌ମନ୍‌ କାକେମିସା ମରନ୍‌ ଡଣ୍ଡ୍ ଦେବାକେ ଆମର୍‌ ଅଦିକାର୍‌ ନାଇ ।”
Da sprach Pilatus zu ihnen: "Dann nehmt ihr ihn hin und sprecht ihm nach euerm Gesetz das Urteil!" Die Juden aber erwiderten ihm: "Wir haben nicht das Recht, ein Todesurteil zu vollstrecken."
32 ୩୨ ଜିସୁ କେନ୍ତାରି ଅଇ ମର୍‌ବାକେ ଗାଲାନି ସେ ବିସଇ ନେଇକରି ଜନ୍‌ କାତା କଇରଇଲା ସେ କାତା ସିଦ୍‌ଅଇବାକେ ଏନ୍ତି ଅଇଲା ।
So mußte sich jener Ausspruch Jesu erfüllen, worin er darauf hinwies, welches Todes er sterben sollte.
33 ୩୩ ପିଲାତ୍‌ ଆରି ତରେକ୍‌ ମେଡ୍‌ ବିତ୍‌ରେ ବାଉଡି ଜାଇକରି, ଜିସୁକେ ଡାକି ପାଚାର୍‌ଲା, “ତୁଇ କାଇ ଜିଉଦି ମନର୍‌ ରାଜା କି?”
Pilatus ging in den Palast zurück, ließ Jesus rufen und fragte ihn: "Du bist der Juden König?"
34 ୩୪ ଜିସୁ ତାକେ କ‍ଇଲା, “ତୁଇ କାଇ ଏଟା ନିଜର୍‌ଟାନେଅନିସେ କଇଲୁସ୍‌ନି, କି ବିନ୍‌ ଲକ୍‌ମନ୍‌ ତକେ କଇଲାଜେ କଇଲୁସ୍‌ନି?”
Jesus antwortete: "Meinst du das selbst, oder haben es dir andere von mir gesagt?"
35 ୩୫ ପିଲାତ୍‌ ପର୍‌ସନ୍‌ କଲା, “ମୁଇ ଗଟେକ୍‌ ଜିଉଦି ଲକ୍‌ ବଲି ବାବ୍‌ଲୁସ୍‌ନି କି? ତର୍‌ ନିଜର୍‌ ଲକ୍‌ମନ୍‌ ଆରି ମୁକିଅ ପୁଜାରିମନ୍‌ ତକେ ମର୍‌ଟାନେ ସର୍‌ପି ଦେଇ ଆଚତ୍‌ । ତୁଇ କାଇ ବୁଲ୍‌ କରିଆଚୁସ୍‌?”
Pilatus entgegnete: "Bin ich denn ein Jude? Dein eigen Volk und namentlich die Hohenpriester haben dich mir überliefert. Was hast du getan?"
36 ୩୬ ଜିସୁ କଇଲା “ମର୍‌ ରାଇଜ୍‌ ଏ ଦୁନିଆର୍‌ ରାଇଜ୍‌ପାରା ନଏଁ । ଜଦି ମର୍‌ ରାଇଜ୍‍ ଏ ଦୁନିଆର୍‌ ରାଇଜ୍‌ ପାରା ଅଇତା, ସେନ୍ତାର୍‌ଆଲେ ମର୍‌ ସିସ୍‌ମନ୍‌ ମର୍‌ବାଟେ ଅଇ ଜୁଇଦ୍‌ କର୍‌ତାଇ । ଆରି ମକେ ଜିଉଦି ନେତାମନର୍‌ ଟାନେ ସର୍‌ପି ନ ଦେଇତାଇ । ମାତର୍‌ ମର୍‌ ରାଇଜ୍‌ ଏ ଦୁନିଆର୍‌ ରାଇଜ୍‌ପାରା ନଏଁ ।”
Jesus erwiderte: "Mein Königtum stammt nicht aus dieser Welt. Stammte mein Königtum aus dieser Welt, meine Mannen hätten sich voll Mut zur Wehr gesetzt, daß ich nicht den Juden preisgegeben wäre. Nun aber stammt mein Königtum nicht von dieser Erde."
37 ୩୭ ସେବେଲେ ପିଲାତ୍‌ ତାକେ ପାଚାର୍‌ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍‌ ରାଜା ନଉଁସ୍ କି?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍‌ନି । ମୁଇ ସତ୍‌ ବାଟେ ସାକି ଦେବାକେ ଆକା ଜନମ୍‌ କରି, ଏ ଦୁନିଆଇ ଆସିଆଚି । ଜନ୍‌ଲକ୍‌ମନ୍‌ ସତ୍‌ କଜ୍‌ଲାଇନି, ସେମନ୍‌ସେ ମର୍‌ କାତା ସୁନ୍‌ବାଇ ।”
"Also bist du doch ein König?" fragte ihn Pilatus. "Ja, du hast recht, ich bin ein König", war Jesu Antwort. "Dazu bin ich geboren, und dazu bin ich aufgetreten in der Welt, um Zeugnis für die Wahrheit abzulegen. Wer ein Freund der Wahrheit ist, der hört auf meine Stimme."
38 ୩୮ ପିଲାତ୍‌ ଜିସୁକେ କଇଲା “ଏନ୍ତି ବଇଲେ ସତ୍‌ ବିସଇ କାଇଟା?” ପଚେ ସେ ଡାଣ୍ଡେ ବାରଇ କରି ଜିଉଦି ନେତାମନ୍‌କେ କଇଲା, “ଏ ଲକର୍‌ଟାନେ ଡଣ୍ଡ୍‌ ଦେବା ଏତ୍‌କି କାଇ ଦସ୍‌ ଦେକିନାଇ ।
"Was ist Wahrheit?" entgegnete ihm Pilatus. Nach dieser Antwort ging er wieder zu den Juden hinaus und sprach zu ihnen:
39 ୩୯ “ତମର୍‌ ରିତିନିତି ଇସାବେ ନିସ୍‌ତାର୍‌ ପରବ୍‌ ବେଲେ ଗଟେକ୍‌ ବନ୍ଦି ଲକ୍‌କେ, ମୁଇ ମୁକ୍‌ଲାଇବାର୍‍ ଆଚେ । ତେବର୍‍ ପାଇ ତମର୍‌ ଜିଉଦିମନର୍‌ ରାଜା ଜିସୁକେ ମୁଇ ମୁକ୍‌ଲାଇ ଦେବି । ଏଟା ତମେ ମନ୍‌କଲାସ୍‌ନି କି?”
"Ich finde keine Schuld an ihm. Es ist aber Brauch bei euch, daß ich euch am Passahfest einen Gefangenen losgebe. Soll ich euch nun den Judenkönig losgeben?"
40 ୪୦ ମାତର୍‌ ଲକ୍‌ମନ୍‌ ଆଉଲିଅଇକରି କଇଲାଇ, “ନାଇ ଏ ଲକ୍‌କେ ନାଇ, ମାତର୍‌ ବାର୍‌ବାକେ ମୁକ୍‌ଲାଇ ଦିଆସ୍‌ ।” ଏ ବାରବ୍‌ବା ଗଟେକ୍‌ ଡାକୁ ଲକ୍‌ ରଇଲା ।
Da fingen sie wieder an zu schreien: "Nein, nicht den, sondern Barabbas!" Barabbas aber war ein Räuber.

< ଜଅନ୍‌ 18 >