< ଜଅନ୍ 17 >
1 ୧ ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍ ବାଟେ ଦେକି କଇଲା, “ଏ ସରଗର୍ ବାବା, ଏବେ ବେଲା କେଟ୍ଲା ଆଚେ । ତମର୍ ପିଲା ମକେ ଡାକ୍ପୁଟା କରା । ଜେନ୍ତିକି ତମର୍ ପିଲା ମୁଇ ତମ୍କେ ଡାକ୍ପୁଟା କର୍ବି ।
ଆକେନ୍ ସାପା ସାମୁଆଁ ବାସଙ୍ଗ୍ ଆଡାକ୍ନେ ଇଡ଼ିଙ୍ଗ୍ ଜିସୁ କିତଂଇନି ପାକା ତାଣ୍ଡେଚେ ପାର୍ତନା ଡିଙ୍ଗ୍କେ; “ଆବା ନେଙ୍ଗ୍ନେ ବେଲା ପିଙ୍ଗ୍ଚାକେ । ନାନେ ନାଉଂକେ ମ୍ନାଃ ଆଡିଙ୍ଗ୍ । ତେଲା ନାଉଂ ଡିଗ୍ ଆନାକେ ମ୍ନାଃ ଆଡିଙ୍ଗ୍ଏ ।
2 ୨ ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି । (aiōnios )
ନାଁ ଆମେକେ ସାପା ନର୍ ଜାତି ଆଡ଼ାତ୍ରା ଅଦିକାର୍ ବିନାବକେ । ଆରି ଜାଣ୍ଡେଇଂ ମେଁନେ ନ୍ତିନ୍ନିଆ ଅପେଃ ବିନାବକେ ଆମେଇଂକେ ମାଡାନେ ଜିବନ୍ ଦାନ୍ ବିନ୍ସା ଆମେକେ ବପୁ ବିନାବକେ (aiōnios )
3 ୩ ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ । (aiōnios )
ଆରି ମୁଇଙ୍ଗ୍ ମାତର୍ ସତ୍ ଇସ୍ପର୍ ଜେ ନା, ଆନାକେ ବାରି ନାନେ ପ୍ରେରିତ୍ ଜିସୁ କିସ୍ଟକେ ମ୍ୟାନେ ଆଃ ମାଡାନେ ଜିବନ୍ । (aiōnios )
4 ୪ ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି ।
ନାନେ ଆନେଙ୍ଗ୍କେ ଆଣ୍ଡିନେ କାମ୍ ଡିଙ୍ଗ୍ନ୍ସା ବିନାବକେ ଆତେନ୍ ନେଙ୍ଗ୍ ଆଡାଚେ ମଞ୍ଚ୍ପୁର୍ନ୍ନିଆ ଆନାକେ ମ୍ନାଃ ଆଡିଙ୍ଗ୍ମ୍ୱକେ ।
5 ୫ ଏ ବାବା, ଏ ଦୁନିଆ ତିଆର୍ ନ ଅଇତେ, ତମର୍ ସଙ୍ଗ୍ ରଇଲାବେଲେ, ମର୍ ଜନ୍ ଡାକ୍ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍ପୁଟା କର୍ ।
ଆବା ମଞ୍ଚ୍ପୁର୍କେ ତିଆର୍ ଡିଙ୍ଗ୍ନେ ସେନୁଗ୍ ନାନେ ଏତେ ନେଙ୍ଗ୍ନେ ଆଣ୍ଡିନେ ଗୌରବ୍ ଲେଃଗେ ଏବେ ନାଁ ନାଲେକ୍ନେ ବେଲା ଆତେନ୍ ଗୌରବ୍ ଆନେଙ୍ଗ୍କେ ବିଲା ।”
6 ୬ “ଏ ଜଗତର୍ ଜନ୍ ଲକ୍ମନ୍କେ ତମେ ମକେ ସର୍ପି ଦେଇରଇଲାସ୍, ସେମନର୍ ଲଗେ ମୁଇ ତମ୍କେ ଜାନାଇଆଚି । ସେମନ୍ ତମର୍ ଅଇରଇଲାଇ, ଆରି ମକେ ସେମନ୍କେ ସର୍ପିଦେଲୁସ୍ । ସେମନ୍ ତମର୍ ବାକିଅ ମାନ୍ଲାଇନି ।
ଆକେନ୍ ମଞ୍ଚ୍ପୁର୍ ଡାଗ୍ରା ଜାଣ୍ଡେଇଂକେ ନାଁ ନେଙ୍ଗ୍ ନ୍ତିନ୍ନିଆ ସର୍ପେ ନାବିକେ, ନେଙ୍ଗ୍ ମେଁଇଙ୍ଗ୍ନେ ଡାଗ୍ରା ନାଁନେ ମ୍ନି ଆମ୍ୟାମ୍ୱକେ । ମେଇଂ ନାଅରିଆ ଲେଃଗେ ବାରି ନାଁ ଆମେଇଂକେ ଆନେଙ୍ଗ୍କେ ଦାନ୍ ନାବିକେ ବାରି ମେଇଙ୍ଗ୍ ନାନେ ବ୍ନାଲିର୍ ପାଲେ ବଆର୍ଗେ ।
7 ୭ ତମେ ମକେ ଜନ୍ ଜନ୍ଟା ସର୍ପି ଦେଇ ଆଚାସ୍, ସେଟାମନ୍ ସବୁ ତର୍ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍ ବୁଜିଆଚତ୍ ।
ନାଁ ଆନେଙ୍ଗ୍କେ ମେଃ ମେଃନେ ଦାନ୍ ବିଃନାବକେ, ଆତେନ୍ ସାପା ନାଁ ବାନ୍ ପାଙ୍ଗ୍ଲେକେ ଆକେନ୍ ମେଇଂ ଏବେ ଦ୍ରିଗ୍ ଲେଃଆର୍କେ ।
8 ୮ ତମେ ମକେ ଦେଇରଇବା କବର୍ ମୁଇ ସେମନ୍କେ ସୁନାଇଆଚି, ସେମନ୍ ସେଟା ମାନି ଆଚତ୍ । ମୁଇ ତମର୍ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍, ସେମନ୍ ଏ କାତା ସତ୍ ବଲି ଜାନିକରି ବିସ୍ବାସ୍ କଲାଇ ଆଚତ୍ ।”
ନାଁ ଆନେଙ୍ଗ୍କେ ବିନାବକ୍ନେ ସାମୁଆଁ ନେଙ୍ଗ୍ ଆମେଇଂକେ ବିଃମ୍ୱକେ ଆରି ମେଇଂ ଆମେକେ ଗ୍ରଅନ୍ ଡିଙ୍ଗ୍ ଆର୍କେ । ନେଙ୍ଗ୍ ଜେ ନାନେବାନ୍ ପାଙ୍ଗ୍ଲେକେ ଆରି ନାଲେ ଆନେଙ୍ଗ୍କେ ବେନାବକେ ଆକେନ୍ ସାମୁଆଁ ମେଇଙ୍ଗ୍ ନିମାଣ୍ଡା ବାବ୍ରେ ମ୍ୟାଚେ ଆତ୍ବାନ୍ ବିସ୍ବାସ୍ ଡିଙ୍ଗ୍ଆର୍ଡିଂକେ ।
9 ୯ ମୁଇ ସେମନର୍ଲାଗି ପାର୍ତନା କଲିନି, ଦୁନିଆର୍ ଲକ୍ମନର୍ ପାଇ ପାର୍ତନା କରିନାଇ । ମାତର୍ ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେ ଲକ୍ମନର୍ ପାଇ ପାର୍ତନା କଲିନି । କାଇକେ ବଇଲେ ସେମନ୍ ତମର୍ ଲକ୍ମନ୍ ।
“ନେଙ୍ଗ୍ ମେଇଂ ନ୍ସା ପାର୍ତନା ଡିଙ୍ଗ୍ଣ୍ଡିଙ୍ଗ୍କେ ମଞ୍ଚ୍ପୁର୍ନ୍ସା ନେଙ୍ଗ୍ ପାର୍ତନା ଡିଙ୍ଗ୍ ନେଡିଙ୍ଗ୍କେ ଣ୍ତୁ । ମାତର୍ ଜାଣ୍ଡେଇଂ ନାନେ ଆରି ଜାଣ୍ଡେଇଂକେ ନେଙ୍ଗ୍ ନ୍ତିନିଆ ବିନାବକେ ମେଇଂ ନ୍ସା ପାର୍ତନା ଡିଙ୍ଗ୍ଣ୍ଡିଙ୍ଗ୍କେ ।
10 ୧୦ ଜେତ୍କି ମର୍ଟା, ସେ ସବୁ ତମର୍ଟା । ଆରି ଜେତ୍କି ତମର୍ଟା ସେ ସବୁ ମର୍ଟା । ଆକର୍ଲାଗି ଆକା ମର୍ ଡାକ୍ପୁଟା ଅଇଆଚେ ।
ନେଙ୍ଗ୍ନେ ଜା ସାପା ଲେଃକେ ସାପା ନାନେ ଆରି ନାନେ ଜା ସାପା ଲେଃକେ ସାପା ନେଙ୍ଗ୍ନେ ଆରି କିମେଇଂବାନ୍ ନେଙ୍ଗ୍ ମ୍ନାଃ ।
11 ୧୧ ଏବେ ମୁଇ ତମର୍ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍ ଏମନ୍ ରଇଲାଇନି । ସୁକଲ୍ ରଇବା ବାବା! ତମେ ଜନ୍ ଲକ୍ମନ୍କେ ମକେ ସର୍ପି ଦେଇଆଚୁସ୍, ତମେ ଦେଇରଇବା ନାଉଁର୍ ବପୁର୍ ଲାଗି ସେମନ୍କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍ । ସେନ୍ତାରିସେ ସେମନ୍ ଗଟେକ୍ ଅଇରଇବାକେ ସାଇଜ କରା ।
ଏବେ ନେଙ୍ଗ୍ ପେଡାଗ୍ରା ପାଙ୍ଗ୍ଣ୍ଡିଙ୍ଗ୍କେ ନେଙ୍ଗ୍ ଆରି ଏନ୍ ମଞ୍ଚ୍ପୁର୍ନ୍ନିଆ ଲେଃ ନେଡିଙ୍ଗ୍କେ ଣ୍ତୁ । ମାତର୍ କିମେଇଂ ଲେଃଡିଂକେ । ପବିତ୍ର ଆବା! ଆଜାକେ ନାଁ ନ୍ତିନ୍ନିଆ ଅପେଃ ବିନାବକେ, ନାଁ ଆନେଙ୍ଗ୍କେ ବିନାବକ୍ନେ ମ୍ନିନେ ବପୁରେ ଆମେଇଂକେ ରକ୍ୟା ଡିଙ୍ଗ୍ । ନାଁ ଆରି ନେଙ୍ଗ୍ ଡିରକମ୍ ମୁଇଙ୍ଗ୍ ଆମେଇଂକେ ଡିଗ୍ ଦେତ୍ରକମ୍ ମୁଇଙ୍ଗ୍ ଡିଙ୍ଗ୍ନ୍ସା ସାଇଜ୍ୟ ଡିଙ୍ଗ୍ ।
12 ୧୨ ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା ।
ମେଇଂ ଏତେ ଲେଃନେବେଲା ନାନେ ମ୍ନିନେ ବପୁରେ ନେଙ୍ଗ୍ ଆମେଇଂକେ ରକ୍ୟା ଡିଙ୍ଗ୍ମ୍ୱଗେ । ସାସ୍ତର୍ନେ ବ୍ନାଲିର୍ ଇସାବ୍ରେ ମେଁଇଙ୍ଗ୍ନେ ବାନ୍ ଜାନେ ବୁଡ଼େ ୱେନେଲେଗେ ଆମେ ଆନ୍ତାର୍ଚେ ବାରି ଆଜାକେ ଡିଗ୍ ନେଙ୍ଗ୍ ନ୍ନାରାଃଗୁଏକେ ଣ୍ଡୁ ।
13 ୧୩ ଏବେ ମୁଇ ତମର୍ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍କେ, ସେମନର୍ ମନେ ରଇବା ମର୍ ସାର୍ଦା ପୁରାପୁରୁନ୍ ଅଇବାକେ, ଏ ବିସଇ କଇରଇଲି ।
ଏବେ ନାନେଡାଗ୍ରା ପାଙ୍ଗ୍ଣ୍ଡିଙ୍ଗ୍କେ ମାତର୍ ମଞ୍ଚ୍ପୁର୍ ନ୍ନିଆ ଲେଃଜାକ ନେଙ୍ଗ୍ନେ ସାର୍ଦାରେ ମେଁଇଙ୍ଗ୍ନେ ଜିବନ୍କେ ପୁର୍ତି ଆଡିଙ୍ଗ୍ନ୍ସା ନେଙ୍ଗ୍ ଏକେ ଆକେନ୍ ସାପା ସାମୁଆଁ ବାସଙ୍ଗ୍ଣ୍ଡିଂ ।
14 ୧୪ ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ନେଙ୍ଗ୍ ଆମେଇଂକେ ନାନେ ବ୍ନାଲିର୍ ଆଃଅଁମ୍ୱକେ । ଆତେନ୍ସା ଆମେଇଂକେ ମଞ୍ଚ୍ପୁର୍ ଆଂକାର୍ ଡିଙ୍ଗ୍ମ୍ୱକେ ଡାଗ୍ଲା ନେଙ୍ଗ୍ ଡିରକମ୍ ଏନ୍ ମଞ୍ଚ୍ପୁର୍ନେ ଣ୍ଡୁ ମେଇଂ ଡିଗ୍ ଣ୍ଡୁ
15 ୧୫ ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
ଆମେଇଂକେ ମଞ୍ଚ୍ପୁର୍ ବାନ୍ ଆତାର୍ଚେ ଡୁଙ୍ଗ୍ୱେନ୍ସା ନେଙ୍ଗ୍ ବାସଙ୍ଗ୍ ନେଡିଙ୍ଗ୍କେ ଣ୍ତୁ ମାତର୍ ପାର୍ତନା ଡିଙ୍ଗ୍ଣ୍ଡିଙ୍ଗ୍କେ ସଏତାନ୍ନେ ପାନ୍ଦ୍ବାନ୍ ଆମେଇଂକେ ରକ୍ୟା ଡିଗ୍ ।
16 ୧୬ ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
ନେଙ୍ଗ୍ ଡିରକମ୍ ଏନ୍ ମଞ୍ଚ୍ପୁର୍ନେ ଣ୍ଡୁ ମେଇଙ୍ଗ୍ ଡିଗ୍ ଣ୍ଡୁ ।
17 ୧୭ ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ ।
ଆତେନ୍ ସତ୍ବାନ୍ ଆମେଇଂକେ ପବିତ୍ର ଆଃଡିଂ । ଡାଗ୍ଲା ନାନେ ବ୍ନାଲିର୍ ଆଃ ସତ୍ ।
18 ୧୮ ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍, ସେନ୍ତାରି ମୁଇ ମିସା ସେମନ୍କେ ଏ ଦୁନିଆଇ ପାଟାଇଲିନି ।
ନାଁ ଆନେଙ୍ଗ୍କେ ଡିରକମ୍ ମଞ୍ଚ୍ପୁର୍ନ୍ନିଆ ବେନାବକେ ନେଙ୍ଗ୍ ଡିଗ୍ ଆମେଇଂକେ ମଞ୍ଚ୍ପୁର୍ଡାଗ୍ରା ବେମ୍ୱକେ ।
19 ୧୯ ଜେନ୍ତିକି ସେମନ୍ ତମର୍ଟାନେ ସର୍ପି ଅଇବାଇ । ସେଟାର୍ପାଇ ମୁଇ ନିଜ୍କେ ତମର୍ତେଇ ସୁକଲ୍ ଅଇଲିନି ।
ମେଇଙ୍ଗ୍ ଡିଃଡି କି ଆତେନ୍ ସତ୍ବାନ୍ ପବିତ୍ର ଡିଙ୍ଗ୍ଆର୍ଏ ଆତେନ୍ସା ନେଙ୍ଗ୍ ନିଜେନେ ଜିବନ୍କେ ବଲି ବିଃଣ୍ଡିଂକେ ।”
20 ୨୦ “ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି ।
“ନେଙ୍ଗ୍ ମାତର୍ ମେଇଂ ନ୍ସା ଏନ୍ ପାର୍ତନା ଡିଙ୍ଗ୍ନାଡିଙ୍ଗ୍କେ ଣ୍ଡୁ । ଜାଣ୍ଡେଇଂ ମେଁଇଙ୍ଗ୍ନେ ବ୍ନାଲିର୍ ଅଁଚେ ନେଙ୍ଗ୍ନ୍ନିଆ ବିସ୍ବାସ୍ ଡିଙ୍ଗ୍ଆର୍ଡିଙ୍ଗ୍କେ ।
21 ୨୧ ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର ।
ମେଁ ସାପାରେ ନ୍ସା ଡିଗ୍ ପାର୍ତନା ଡିଙ୍ଗ୍ଡିଙ୍ଗ୍କେ । ମେଇଂ ସାପାରେ ମୁଇଙ୍ଗ୍ ଡିଙ୍ଗ୍ଲେ ଏନ୍ ନେଙ୍ଗ୍ନେ ପାର୍ତନା । ଆବା ନାଁ ଡିରକମ୍ ନେଙ୍ଗ୍ନ୍ନିଆ ଆରି ନେଙ୍ଗ୍ ନାଁନ୍ନିଆ ନ୍ଲେକେ ଦେତ୍ରକମ୍ ମେଇଂ ନେନ୍ନିଆ ଲେଃଲେ । ଆକ୍ମେଁ ନ୍ସା ମଞ୍ଚ୍ପୁର୍ ବିସ୍ବାସ୍ ଡିଙ୍ଗ୍ଏ ଜେ ନାଁ ଆନେଙ୍ଗ୍କେ ବେନାବକେ ।
22 ୨୨ ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ ।
ଆମେଇଂକେ ନେନେ ସୁଗୁଆ ଆଡିଙ୍ଗ୍ ନ୍ସା ନାଁ ଆନେଙ୍ଗ୍କେ ଆଣ୍ଡିନେ ଗୌରବ୍ ବିନାବକେ ଆତେନ୍ ନେଙ୍ଗ୍ ଆମେଇଂକେ ବିମ୍ବକେ!
23 ୨୩ ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।”
ନାଁ ଡିରକମ୍ ନେଙ୍ଗ୍ନ୍ନିଆ ନେଙ୍ଗ୍ ଦେତ୍ରକମ୍ ମେଁଇଙ୍ଗ୍ନ୍ନିଆ ନ୍ଲେଏ । ତେଲା ମେଇଂ କ୍ଲିଗ୍ଡା ବାବ୍ରେ ମୁଇଙ୍ଗ୍ ଡିଙ୍ଗ୍ ଆର୍ଏ ବାରି ମଞ୍ଚ୍ପୁର୍ ମ୍ୟାଏ ଜେ ନାଁ ଆନେଙ୍ଗ୍କେ ବେନାବକେ ଆରି ଆନେଙ୍ଗ୍କେ ଡିରକମ୍ ଆଲାଦ୍ ଡିଙ୍ଗ୍ନାଡିଙ୍ଗ୍କେ ଆମେଇଂକେ ଡିଗ୍ ଦେତ୍ରକମ୍ ଆଲାଦ୍ ଡିଙ୍ଗ୍ନାବକେ ।”
24 ୨୪ ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ ।
“ଆବା! ନାଁ ଆମେଇଂକେ ନେଙ୍ଗ୍ ନ୍ତିନ୍ନିଆ ବିନାବକେ ନେ ଚାଏଁ ନେଡିଙ୍ଗ୍କେ; ଆଣ୍ଡିନ୍ନିଆ ନେଙ୍ଗ୍ ନ୍ଲେଏ, ମେଇଂ ଆତ୍ଅରିଆ ନେଙ୍ଗ୍ ଏତେ ଲେଃଚେ ନା ଆନେଙ୍ଗ୍କେ ବିନାବକ୍ନେ ଗୌରବ୍ କେଲେ, ଡାଗ୍ଲା ମଞ୍ଚ୍ପୁର୍ ତିଆର୍ ଡିଙ୍ଗ୍ନେ ସେନୁଗ୍ଆ ନାଁ ଆନିଂକେ ଆଲାଦ୍ ଡିଙ୍ଗ୍ ନାବକେ ।
25 ୨୫ ଏ ଦରମର୍ ବାବା, ଏ ଦୁନିଆ ତମ୍କେ ନାଜାନେ, ମାତର୍ ମୁଇ ତମ୍କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍ ବଲି ସିସ୍ମନ୍ ଜାନିଆଚତ୍ ।
ଏ ଦାର୍ମିକ୍ ଆବା ମଞ୍ଚ୍ପୁର୍ ଆନାକେ ଆମ୍ୟାକେ ଣ୍ଡୁ ମାତର୍ ନେଙ୍ଗ୍ ଆନାକେ ମ୍ୟାନ୍ଲେକେ; ଆରି ନାଁ ଜେ ଆନେଙ୍ଗ୍କେ ବେନାବକେ ଆତେନ୍ କିମେଇଂ ମ୍ୟାଲେକେ;
26 ୨୬ ମୁଇ ସେମନ୍କେ ତମର୍ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍ଲାଗି ସେମନ୍ ତମର୍ ଆଲାଦ୍ ଏତାଇବାଇ ଆରି ମୁଇ ସେମନର୍ ମନ୍ ବିତ୍ରେ ରଇବି ।
ଆରି ନା ଆନିଂକେ ଆଣ୍ଡିନେ ଆଲାଦ୍ରେ ଆଲାଦ୍ ନାଡିଙ୍ଗ୍ ଆତେନ୍ ଡିରକମ୍ ମେଇଂ ଡାଗ୍ରା ଲେଃଏ ଆରି ନେଙ୍ଗ୍ ମେଁଇଙ୍ଗ୍ନ୍ନିଆ ନ୍ଲେଏ ଆକେନ୍ସା ନେଙ୍ଗ୍ ଆମେଇଂକେ ନାନେ ମ୍ନି ଆମ୍ୟା ମ୍ୱକେ ବାରି ନ୍ନାଃମ୍ୟାଏ ।”