< ଜଅନ୍‌ 17 >

1 ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍‌ ବାଟେ ଦେକି କଇଲା, “ଏ ସରଗର୍‌ ବାବା, ଏବେ ବେଲା କେଟ୍‌ଲା ଆଚେ । ତମର୍‌ ପିଲା ମକେ ଡାକ୍‌ପୁଟା କରା । ଜେନ୍ତିକି ତମର୍‌ ପିଲା ମୁଇ ତମ୍‌କେ ଡାକ୍‌ପୁଟା କର୍‌ବି ।
These thingis Jhesus spak, and whanne he hadde cast vp hise iyen in to heuene, he seide, Fadir, the our cometh, clarifie thi sone, that thi sone clarifie thee.
2 ତମେ ମକେ ସବୁ ମୁନୁସ୍‌ ଜାତି ଉପ୍‌ରେ ଅଦିକାର୍‌ ଦେଇଆଚାସ୍‌ । ଆରି ଜନ୍‌ଲକ୍‌ମନ୍‌କେ ମକେ ସର୍‌ପି ଦେଇଆଚାସ୍‌, ସେମନ୍‌କେ ମୁଇ ନ ସାର୍‌ବା ଜିବନ୍‌ ଦେବି । (aiōnios g166)
As thou hast youun to hym power on ech fleisch, that al thing that thou hast youun to hym, he yyue to hem euerlastynge lijf. (aiōnios g166)
3 ତମେସେ ଗଟେକ୍‌ ପର୍‌ମେସର୍‌, ତମ୍‌କେ ଆରି ତମେ ପାଟାଇରଇବା ଜିସୁ କିରିସ୍‌ଟକେ ଜାନ୍‌ବାଟା ଅଇଲାନି ନ ସାର୍‌ବା ଜିବନ୍‌ । (aiōnios g166)
And this is euerlastynge lijf, that thei knowe thee very God aloone, and whom thou hast sent, Jhesu Crist. (aiōnios g166)
4 ତମେ ମକେ ଜନ୍‌ କାମ୍‌ମନ୍‌ କର୍‌ବାକେ ଦେଇଆଚାସ୍‌, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍‌କେ ଡାକ୍‌ପୁଟା କରିଆଚି ।
Y haue clarified thee on the erthe, Y haue endid the werk, that thou hast youun to me to do.
5 ଏ ବାବା, ଏ ଦୁନିଆ ତିଆର୍‌ ନ ଅଇତେ, ତମର୍‌ ସଙ୍ଗ୍‌ ରଇଲାବେଲେ, ମର୍‌ ଜନ୍‌ ଡାକ୍‌ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍‌ପୁଟା କର୍‍ ।
And now, fadir, clarifie thou me at thi silf, with the clerenesse that Y hadde at thee, bifor the world was maad.
6 “ଏ ଜଗତର୍‌ ଜନ୍‌ ଲକ୍‌ମନ୍‌କେ ତମେ ମକେ ସର୍‌ପି ଦେଇରଇଲାସ୍‌, ସେମନର୍‌ ଲଗେ ମୁଇ ତମ୍‌କେ ଜାନାଇଆଚି । ସେମନ୍‌ ତମର୍‌ ଅଇରଇଲାଇ, ଆରି ମକେ ସେମନ୍‌କେ ସର୍‌ପିଦେଲୁସ୍‌ । ସେମନ୍‌ ତମର୍‌ ବାକିଅ ମାନ୍‌ଲାଇନି ।
Y haue schewid thi name to tho men, whiche thou hast youun to me of the world; thei weren thine, and thou hast youun hem to me, and thei han kept thi word.
7 ତମେ ମକେ ଜନ୍‌ ଜନ୍‌ଟା ସର୍‌ପି ଦେଇ ଆଚାସ୍‌, ସେଟାମନ୍‌ ସବୁ ତର୍‌ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍‌ ବୁଜିଆଚତ୍‌ ।
And now thei han knowun, that alle thingis that thou hast youun to me, ben of thee.
8 ତମେ ମକେ ଦେଇରଇବା କବର୍‌ ମୁଇ ସେମନ୍‌କେ ସୁନାଇଆଚି, ସେମନ୍‌ ସେଟା ମାନି ଆଚତ୍‌ । ମୁଇ ତମର୍‌ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍‌, ସେମନ୍‌ ଏ କାତା ସତ୍‌ ବଲି ଜାନିକରି ବିସ୍‌ବାସ୍‌ କଲାଇ ଆଚତ୍‌ ।”
For the wordis that thou hast youun to me, Y yaf to hem; and thei han takun, and han knowun verili, that Y wente out fro thee; and thei bileueden, that thou sentist me.
9 ମୁଇ ସେମନର୍‌ଲାଗି ପାର୍‌ତନା କଲିନି, ଦୁନିଆର୍‌ ଲକ୍‌ମନର୍‌ ପାଇ ପାର୍‌ତନା କରିନାଇ । ମାତର୍‌ ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ସେ ଲକ୍‌ମନର୍‌ ପାଇ ପାର୍‌ତନା କଲିନି । କାଇକେ ବଇଲେ ସେମନ୍‌ ତମର୍‌ ଲକ୍‌ମନ୍‌ ।
Y preie for hem, Y preye not for the world, but for hem that thou hast youun to me, for thei ben thine.
10 ୧୦ ଜେତ୍‌କି ମର୍‌ଟା, ସେ ସବୁ ତମର୍‌ଟା । ଆରି ଜେତ୍‌କି ତମର୍‌ଟା ସେ ସବୁ ମର୍‌ଟା । ଆକର୍‌ଲାଗି ଆକା ମର୍‌ ଡାକ୍‌ପୁଟା ଅଇଆଚେ ।
And alle my thingis ben thine, and thi thingis ben myne; and Y am clarified in hem.
11 ୧୧ ଏବେ ମୁଇ ତମର୍‌ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍‌ ଏମନ୍‌ ରଇଲାଇନି । ସୁକଲ୍‌ ରଇବା ବାବା! ତମେ ଜନ୍‌ ଲକ୍‌ମନ୍‌କେ ମକେ ସର୍‌ପି ଦେଇଆଚୁସ୍‌, ତମେ ଦେଇରଇବା ନାଉଁର୍‌ ବପୁର୍‌ ଲାଗି ସେମନ୍‌କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍‌ । ସେନ୍ତାରିସେ ସେମନ୍‌ ଗଟେକ୍‌ ଅଇରଇବାକେ ସାଇଜ କରା ।
And now Y am not in the world, and these ben in the world, and Y come to thee. Hooli fadir, kepe hem in thi name, whiche thou yauest to me, that thei ben oon, as we ben.
12 ୧୨ ମୁଇ ସେମନର୍‌ ସଙ୍ଗ୍‌ ରଇଲା ବେଲେ ତମର୍‌ ନାଉଁର୍‌ ବପୁସଙ୍ଗ୍‌ ସେମନ୍‌କେ ରକିଆ କରିରଇଲି । ଜେନ୍ତି କି ସେମନ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ପର୍‌ମେସରର୍‌ଟାନେ ଅନି ବିନେ ଅଇ ନସ୍‌ଟ ନ ଅଅତ୍‌ । ଗଟେକ୍‌ ଲକ୍‌କେ ଚାଡି ସବୁଲକ୍‌କେ ରକିଆ କରିଆଚି । ସେ ଗଟେକ୍‌ ଲକ୍‌ ନସ୍‌ଟ ଅଇସି ଆକା । ଜେନ୍ତିକି ଦରମ୍‌ ସାସ୍‌ତରେ ଲେକା ଅଇଲାଟା ସିଦ୍‌ ଅଇବାର୍‌ ରଇଲା ।
While Y was with hem, Y kepte hem in thi name; thilke that thou yauest to me, Y kepte, and noon of hem perischide, but the sone of perdicioun, that the scripture be fulfillid.
13 ୧୩ ଏବେ ମୁଇ ତମର୍‌ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍‌କେ, ସେମନର୍‌ ମନେ ରଇବା ମର୍‌ ସାର୍‌ଦା ପୁରାପୁରୁନ୍‌ ଅଇବାକେ, ଏ ବିସଇ କଇରଇଲି ।
But now Y come to thee, and Y speke these thingis in the world, that thei haue my ioie fulfillid in hem silf.
14 ୧୪ ମୁଇ ସେମନ୍‌କେ ତମର୍‌ ବାକିଅ ସୁନାଇଆଚି । ତେବର୍‌ପାଇ ଏ ଦୁନିଆ ସେମନ୍‌କେ ଗିନ୍‌ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍‌ ଅଇଲାଟା ନଇ, ସେନ୍ତି ସେମନ୍‌ ମିସା ଏ ଦୁନିଆର୍‌ ନଅତ୍‌ ।
Y yaf to hem thi word, and the world hadde hem in hate; for thei ben not of the world, as Y am not of the world.
15 ୧୫ ତମେ ସେମନ୍‌କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍‌ତନା କରିନାଇ । ମାତର୍‌ ସଇତାନର୍‌ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
Y preye not, that thou take hem awei fro the world, but that thou kepe hem fro yuel.
16 ୧୬ ମୁଇ ଜେନ୍ତିକି ଏ ଦୁନିଆର୍‌ ନଇ, ସେନ୍ତି ସେମନ୍‌ ମିସା ଏ ଦୁନିଆର୍‌ ନଅତ୍‌ ।
They ben not of the world, as Y am not of the world.
17 ୧୭ ତମର୍‌ ସତ୍‌ସଙ୍ଗ୍‌ ସେମନ୍‌କେ ସୁକଲ୍‌ କରା, ତମର୍‌ ବାକିଅ ତା ସତ୍‌ ।
Halewe thou hem in treuth; thi word is treuthe.
18 ୧୮ ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍‌, ସେନ୍ତାରି ମୁଇ ମିସା ସେମନ୍‌କେ ଏ ଦୁନିଆଇ ପାଟାଇଲିନି ।
As thou sentist me in to the world, also Y sente hem `in to the world.
19 ୧୯ ଜେନ୍ତିକି ସେମନ୍‌ ତମର୍‌ଟାନେ ସର୍‌ପି ଅଇବାଇ । ସେଟାର୍‌ପାଇ ମୁଇ ନିଜ୍‌କେ ତମର୍‌ତେଇ ସୁକଲ୍‌ ଅଇଲିନି ।
And Y halewe my silf for hem, that also thei ben halewid in treuthe.
20 ୨୦ “ମୁଇ ଅବ୍‌କା ଏ ସିସ୍‌ମନର୍‌ ଲାଗିସେ ପାର୍‌ତନା କରିନାଇ, ମାତର୍‌ ଏ ଲକ୍‌ମନ୍‌ ଜାନାଇବା କାତାଇଅନି ଜନ୍‌ ଲକ୍‌ମନ୍‌ ମକେ ବିସ୍‌ବାସ୍‌ କର୍‌ବାଇ, ସେ ଲକ୍‌ମନର୍‌ ପାଇ ମିସା ପାର୍‌ତନା କଲିନି ।
And Y preye not oneli for hem, but also for hem that schulden bileue in to me bi the word of hem;
21 ୨୧ ଏ ବାବା ତମେ ଜେନ୍ତାରି ମର୍‌ଟାନେ ମିସି ଗଟେକ୍‌ ଅଇଆଚାସ୍‌, ଆରି ମୁଇ ତମର୍‌ଟାନେ ମିସିକରି ଗଟେକ୍‌ ଅଇଆଚି । ସେନ୍ତାରିସେ ସେମନ୍‌ ମିସା ସେମନର୍‌ ବିତ୍‌ରେ ମିସିକରି ଗଟେକ୍‌ ଅଇ ରଇବାକେ ମୁଇ ପାର୍‌ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍‌ ବଲି ଏ ଦୁନିଆ ବିସ୍‌ବାସ୍‌ କର ।
that all ben oon, as thou, fadir, in me, and Y in thee, that also thei in vs be oon; that the world bileue, that thou hast sent me.
22 ୨୨ ଜେନ୍ତି ତମର୍‌ ଡାକ୍‌ପୁଟା ମକେ ଦେଇଆଚାସ୍‌, ସେନ୍ତି ସେଟା ମୁଇ ସେମନ୍‌କେ ଦେଇଆଚି । ତେବେ ଆମେ ଗଟେକ୍‌ ଅଇରଇଲାପାରା, ସେମନ୍‌ମିସା ସେମନର୍‌ ବିତ୍‌ରେ ଗଟେକ୍‌ ଅଇରଇବାଇ ।
And Y haue youun to hem the clerenesse, that thou hast youun to me, that thei ben oon,
23 ୨୩ ତମେ ଜେନ୍ତି ମର୍‌ଟାନେ ଆଚାସ୍‌, ସେନ୍ତି ମୁଇ ମିସା ତାକର୍‌ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍‌ ପୁରାପୁରୁନ୍‌ ଗଟେକ୍‌ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍‌ସି ଜେ, ତମେ ମକେ ପାଟାଇ ଆଚାସ୍‌, ଆରି ମକେ ଜେନ୍ତି ଆଲାଦ୍‌ କଲାସ୍‌ନି, ସେମନ୍‌କେ ମିସା ସେନ୍ତିସେ ଆଲାଦ୍‌ କଲାସ୍‌ନି ।”
as we ben oon; Y in hem, and thou in me, that thei be endid in to oon; and that the world knowe, that thou sentist me, and hast loued hem, as thou hast loued also me.
24 ୨୪ ଏ ବାବା, ତମେ ମକେ ଜନ୍‌ ଲକ୍‌ମନ୍‌କେ ଦେଇଆଚାସ୍‌, ମୁଇ ଜନ୍‌ ଜାଗାଇ ରଇବି, ସେମନ୍‌ ମିସା ମର୍‌ ସଙ୍ଗ୍‌ ରଅତ୍‌ ବଲି ମନ୍‍ କଲିନି । ତେବେ ମକେ ଦେଇରଇବା ଡାକ୍‌ପୁଟା ସେମନ୍‌ ଦେକ୍‌ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍‌ କର୍‌ବା ଆଗ୍‌ତୁସେ ମକେ ଆଲାଦ୍‌ କରିଆଚାସ୍‌ ।
Fadir, thei whiche thou yauest to me, Y wole that where Y am, that thei be with me, that thei see my clerenesse, that thou hast youun to me; for thou louedist me bifor the makyng of the world.
25 ୨୫ ଏ ଦରମର୍‌ ବାବା, ଏ ଦୁନିଆ ତମ୍‌କେ ନାଜାନେ, ମାତର୍‌ ମୁଇ ତମ୍‌କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍‌ ବଲି ସିସ୍‌ମନ୍‌ ଜାନିଆଚତ୍‌ ।
Fadir, riytfuli the world knew thee not, but Y knew thee, and these knewen, that thou sentist me.
26 ୨୬ ମୁଇ ସେମନ୍‌କେ ତମର୍‌ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍‌ଲାଗି ସେମନ୍‌ ତମର୍‌ ଆଲାଦ୍‌ ଏତାଇବାଇ ଆରି ମୁଇ ସେମନର୍‌ ମନ୍‌ ବିତ୍‌ରେ ରଇବି ।
And Y haue maad thi name knowun to hem, and schal make knowun; that the loue bi which thou `hast loued me, be in hem, and Y in hem.

< ଜଅନ୍‌ 17 >