< ଜଅନ୍‌ 15 >

1 “ମୁଇ ଅଇଲିନି ସତ୍‌ ଅଙ୍ଗୁର୍‌ ମାଲ୍‌ ଆରି ମର୍‌ ବାବା ଅଇଲାନି ଚାସି ।
"I am the true vine, and my Father is the gardener.
2 ମର୍‌ଟାନେ ରଇବା ପିଲ୍‌କା ମାଲେ ପଲ୍‌ ନ ଦାର୍‌ଲେ, ସେ କାଟି ପାକାଇସି । ଆରି ଜନ୍‌ ମାଲେ ପଲ୍‌ ଦାର୍‌ସି ସେ ମାଲ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ପରିଚଲ୍‌ କର୍‌ସି ।
Every branch in me that does not bear fruit, he takes away. Every branch that bears fruit, he prunes, that it may bear more fruit.
3 ମର୍‌ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍‌ ଅଇସାରି ଆଚାସ୍‌ ।
You are already clean because of the word which I have spoken to you.
4 ତମେ ମର୍‌ସଙ୍ଗ୍‌ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍‌ ସଙ୍ଗ୍‌ ରଇବି । କେନ୍ଦା ଜଦି ବୁନ୍ଦ୍‌ସଙ୍ଗ୍‌ ମିସିକରି ନ ରଇଲେ ନିଜେ ପଲ୍‌ ନ ଦାରେ, ସେନ୍ତି ତମେ ମିସା ମର୍‌ତେଇ ମିସି ନ ରଇଲେ, ପଲ୍‌ ଦାରିନାପାରାସ୍‌ ।”
Remain in me, and I in you. As the branch cannot bear fruit by itself, unless it remains in the vine, so neither can you, unless you remain in me.
5 “ମୁଇ ଅଇଲିନି ମୁଲ୍‌ ଅଙ୍ଗୁର୍‌ ମାଲ୍‌, ତମେ ଅଇଲାସ୍‌ନି ପିଲ୍‌କା ମାଲ୍‌ । ଜେ ମର୍‌ତେଇ ରଇସି ଆରି ମୁଇ ଜାର୍‌ତେଇ ରଇବି ସେ ବେସି ପଲ୍‌ ଦାର୍‌ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍‌ ।
I am the vine. You are the branches. He who remains in me, and I in him, the same bears much fruit, for apart from me you can do nothing.
6 ଜେ ମର୍‌ତେଇ ନ ରଏ, ତାକେ ଗଟେକ୍‌ ଗର୍‌ଣ୍ଡି କରି ପିଙ୍ଗ୍‌ଲା ମାଲ୍‌ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍‌ମନ୍‌କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
If anyone does not remain in me, he is thrown out as a branch, and withers; and they gather them, throw them into the fire, and they are burned.
7 ଜଦି ତମେ ମର୍‌ସଙ୍ଗ୍‌ ମିସିକରି ରଇସା ଆରି ମର୍‌ ବାକିଅ ତମର୍‌ ମନେ ରଇସି, ତମେ ମନ୍‌କରି କାଇ ବିସଇ ମାଙ୍ଗ୍‌ସା ବଇଲେ ସେଟା ମିଲାଇସା ।
If you remain in me, and my words remain in you, ask whatever you desire, and it will be done for you.
8 ତମେ ବେସି ପଲ୍‌ ଦାର୍‌ଲେ, ମର୍‌ ବାବା ଡାକ୍‌ପୁଟା ପାଇସି, ଆରି ଇତିଅନି ତମେ ମର୍‌ ସତ୍‌ ସିସ୍‌ମନ୍‌ ବଲି ଜାନ୍‌ବାଇ ।
"In this is my Father glorified, that you bear much fruit and so prove to be my disciples.
9 ମର୍‌ ବାବା ଜେନ୍ତି ମକେ ଆଲାଦ୍‌ କଲା ଆଚେ, ସେନ୍ତି ମୁଇ ମିସା ତମ୍‌କେ ଆଲାଦ୍‌ କଲିନି । ମର୍‌ ଆଲାଦେ ତବିର୍‌ ଅଇରୁଆ ।
Even as the Father has loved me, I also have loved you. Remain in my love.
10 ୧୦ ମୁଇ ଜେନ୍ତି ମର୍‌ ବାବାର୍‌ ଆଦେସ୍‌ ମାନିକରି ତବିର୍‌ ଅଇଆଚି । ସେନ୍ତି ତମେ ମର୍‌ ଆଦେସ୍‌ ମାନ୍‌ସା ବଇଲେ ମର୍‌ ଆଲାଦେ ତବିର୍‌ ଅଇକରି ରଇସା ।”
If you keep my commandments, you will remain in my love; even as I have kept my Father's commandments, and remain in his love.
11 ୧୧ “ଜେନ୍ତିକି ମର୍‌ ସାର୍‌ଦା ତମର୍‌ ଟାନେ ରଇକରି, ସେ ସାର୍‌ଦା ପୁରାପୁରୁନ୍‌ ଅଇବାକେ ତମ୍‌କେ ଏ ସବୁ କାତା କଇଲିଆଚି ।
I have spoken these things to you, that my joy may be in you, and that your joy may be made full.
12 ୧୨ ମୁଇ ତମ୍‌କେ ଜେନ୍ତି ଆଲାଦ୍‌ କଲିଆଚି, ସମାନ୍‌ ସେନ୍ତି ତମେ ମିସା ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ଅଇକରି ରୁଆ । ଏଟାସେ ମର୍‌ ଆଦେସ୍‌ ।
"This is my commandment, that you love one another, even as I have loved you.
13 ୧୩ ନିଜର୍‌ ମଇତର୍‌ମନର୍‌ ଲାଗି ଜିବନ୍‌ ଦେବାଟା ଅଇଲାନି ସବୁର୍‌ଟାନେଅନି ବଡ୍‌ ଆଲାଦ୍‌ ।
Greater love has no one than this, that someone lays down his life for his friends.
14 ୧୪ ମୁଇ ତମ୍‌କେ ଜନ୍‌ ଆଦେସ୍‌ ଦେଇଆଚି, ସେଟା ମାନ୍‌ସା ବଇଲେ ତମେ ମର୍‌ ମଇତର୍‌ମନ୍‌ ।
You are my friends, if you do whatever I command you.
15 ୧୫ ଏବେ ମୁଇ ତମ୍‌କେ ଗତିଦାଙ୍ଗ୍‌ଡାମନ୍‌ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ କାଇଟା କର୍‌ସି ସେଟା ନାଜାନେ । ମାତର୍‌ ମୁଇ ତମ୍‌କେ ମଇତର୍‌ ବଲି ଡାକ୍‌ବି, କାଇକେ ବଇଲେ ମୁଇ ବାବାର୍‌ତେଇ ଅନି ଜନ୍‌ ଜନ୍‌ ବିସଇ ସୁନି ଆଚି, ସେଟା ତମ୍‌କେ କଇଦେଲିଆଚି ।
No longer do I call you servants, for the servant does not know what his master is doing. But I have called you friends, for everything that I heard from my Father I have made known to you.
16 ୧୬ ତମେ ମକେ ବାଚାସ୍‌ ନାଇ, ମାତର୍‌ ମୁଇ ତମ୍‌କେ ବାଚ୍‌ଲି ଆଚି । ଆରି ଜାଇକରି ଅଦିକ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ତମ୍‌କେ ଦାଇତ୍‌ ଦେଲି । ତମର୍‌ ପଲ୍‌ ସବୁ ଦିନର୍‌ ପାଇ ରଇସି । ତେବେ ତମେ ମର୍‌ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍‌ଲେ ମିସା ସେ ତମ୍‌କେ ଦେଇସି ।
You did not choose me, but I chose you, and appointed you, that you should go and bear fruit, and that your fruit should remain; that whatever you will ask of the Father in my name, he may give it to you.
17 ୧୭ ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରା । ଏଟା ଅଇଲାନି ମର୍‌ ଆଦେସ୍‌ ।”
"I command these things to you, that you may love one another.
18 ୧୮ “ଜାନିରୁଆ, ତମ୍‌କେ ଜଦି ଏ ଦୁନିଆ ଗିନ୍‌ କର୍‌ସି, ତେବେ ତମ୍‌କେ ଗିନ୍‌ କର୍‌ବା ଆଗ୍‌ତୁସେ ମକେ ଗିନ୍‌ କଲାଆଚେ ।
If the world hates you, you know that it has hated me before it hated you.
19 ୧୯ ତମେ ଜଦି ଏ ଦୁନିଆର୍‌ ଲକ୍‌ମନ୍‌ ଅଇରଇତାସ୍‌ ଆଲେ ଏ ଦୁନିଆ ତମ୍‌କେ ନିଜର୍‌ ବାବି ଆଲାଦ୍‌ କର୍‌ତା, ମାତର୍‌ ମୁଇ ତମ୍‌କେ ବାଚି ଦୁନିଆଇଅନି ବେଗ୍‌ଲାଇ ଦେଇଆଚି । ସେଟାର୍‌ ପାଇ ଏ ଦୁନିଆ ତମ୍‌କେ ଗିନ୍‌କର୍‌ସି ।
If you were of the world, the world would love its own. But because you are not of the world, since I chose you out of the world, therefore the world hates you.
20 ୨୦ ମୁଇ ଜନ୍‌ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ତେଇଅନି ବଡ୍‌ ନଏଁ ବଲି ମୁଇ ତମ୍‌କେ କଇରଇଲି । ସେମନ୍‌ ମକେ ସାଦି ଆଚତ୍‌ ଆରି ତମ୍‌କେ ମିସା ସାଦ୍‌ବାଇ । ଜଦି ସେମନ୍‌ ମର୍‌ ସିକିଆ ମାନିଆଚତ୍‌ ବଇଲେ ତମର୍‌ କାତା ମିସା ମାନ୍‌ବାଇ ।
Remember the word that I said to you: 'A servant is not greater than his master.' If they persecuted me, they will also persecute you. If they kept my word, they will keep yours also.
21 ୨୧ ମାତର୍‌ ତମେ ମର୍‌ ଲକ୍‌ ଅଇରଇବାର୍‌ ଲାଗି ସେମନ୍‌ ତମ୍‌କେ ଏନ୍ତାରି କର୍‌ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍‌ ନାଜାନତ୍‌ ।
But all these things will they do to you because of my name, because they do not know him who sent me.
22 ୨୨ ଜଦି ମୁଇ ଆସି ଏ ସବୁ ବିସଇ ସେମନ୍‌କେ ବୁଜାଇ ନ ରଇତି ବଇଲେ, ସେମନ୍‌ ଦସି ନ ଅଇତାଇ, ମାତର୍‌ ଏ ପାପର୍‌ ଚଲାଚଲ୍‌ତି ପାଇ କାଇ ଚାଲାକି ଦେକାଇ ନାପାରତ୍‌ ।
If I had not come and spoken to them, they would not have had sin; but now they have no excuse for their sin.
23 ୨୩ ଜେ ମକେ ଗିନ୍‌ କର୍‌ସି, ସେ ମର୍‌ ବାବା ପର୍‌ମେସର୍‌କେ ମିସା ଗିନ୍‌ କର୍‌ସି ।
He who hates me hates my Father also.
24 ୨୪ ଜଦି ମୁଇ ତାକର୍‌ ବିତ୍‌ରେ କାବା ଅଇଜିବା କାମ୍‌ ନ କରି ରଇଲେ, ସେମନ୍‌ ପାପି ବଲି ଦସି ନ ଅଇତାଇ । ମାତର୍‌ ସେମନ୍‌ ମୁଇ କଲା କାବାଅଇଜିବା କାମ୍‌ମନ୍‌ ଦେକ୍‌ଲାଇ ଆଚତ୍‌ । ଏନ୍ତି ବଇଲେ ମିସା ସେମନ୍‌ ମକେ ଆରି ମର୍‌ ବାବା ପର୍‌ମେସର୍‌କେ ଗିନ୍‌ କଲାଇ ଆଚତ୍‌ ।
If I had not done among them the works which no one else did, they would not have had sin. But now have they seen and also hated both me and my Father.
25 ୨୫ ମାତର୍‌ ଏସବୁ ଗଟ୍‌ବାର୍‌ ରଇଲା । କାଇକେବଇଲେ ସେଟାର୍‌ ଲାଗି ସେମନର୍‌ ସାସ୍‌ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍‌ ଅଇଲା । କାଇ ଦସ୍‌ ନ ରଇତେ ସେମନ୍‌ ମକେ ଗିନ୍‌ କଲାଇ ।
But this happened so that the word may be fulfilled which is written in their law, 'They hated me without a cause.'
26 ୨୬ ସତଇସେ ସାଇଜକାରିଆ ଆତ୍‌ମା ଆଇସି । ସେ ବାବାର୍‌ତେଇ ଅନି ଆସି, ପର୍‌ମେସରର୍‌ ସବୁ ବିସଇର୍‌ ସତ୍‌ ଦେକାଇଦେଇସି । ମୁଇ ତାକେ ବାବାର୍‌ତେଇଅନି, ତମର୍‌ ଲଗେ ପାଟାଇବି । ଆରି ସେ ମର୍‌ ବିସଇ ତମ୍‌କେ କଇସି ।
"When the Helper has come, whom I will send to you from the Father, the Spirit of truth, who proceeds from the Father, he will testify about me.
27 ୨୭ ଆରି ତମେ ମିସା ମର୍‌ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍‌ ସଙ୍ଗ୍‍ ଆଚାସ୍‌ ।”
And you will also testify, because you have been with me from the beginning.

< ଜଅନ୍‌ 15 >