< ଜଅନ୍‌ 14 >

1 ଆରି ଜିସୁ କଇଲା, “ତମେ କିଲ୍‌ବିଲ୍‌ ନ ଉଆ, ପର୍‌ମେସରର୍‌ଟାନେ ବିସ୍‌ବାସ୍‌ କରା । ଆରି ମର୍‌ଟାନେ ମିସା ବିସ୍‌ବାସ୍‌ କରା ।
And he sayd vnto his disciples: Let not youre hertes be troubled. Beleve in god and beleve in me.
2 ମର୍‌ ବାବାର୍‌ ଗରେ ରଇବାକେ ବେସି ବାକ୍‌ରା ଆଚେ । ଆରି ତେଇ ମୁଇ ତମର୍‌ ପାଇ ଜାଗା ଟିକ୍‌ କର୍‌ବାର୍‌ ଗାଲିନି । ଜଦି ଏଟା ସତ୍‌ ନଇତା ଆଲେ, ମୁଇ ତମ୍‌କେ ଏନ୍ତି ବଲି ନ କଇତି ।
In my fathers housse are many mansions. If it were not so I wolde have tolde you. I go to prepare a place for you.
3 ଆରି ମୁଇ ଜାଇ ତମର୍‌ ପାଇ ଜାଗା ଟିକ୍‌ କଲା ପଚେ, ଆରି ତରେକ୍‌ ବାଉଡି ଆସି ତମ୍‌କେ ମର୍‌ ସଙ୍ଗ୍‌ ଡାକିନେବି । ମୁଇ ଜନ୍‌ ଜାଗାଇ ରଇବି, ସେ ଜାଗାଇ ତମେ ମର୍‌ ସଙ୍ଗ୍‌ ରଇସା ।
And yf I go to prepare a place for you I will come agayne and receave you eve vnto my selfe yt where I am there maye ye be also.
4 ମୁଇ ଜନ୍‌ ଜାଗାଇ ଗାଲିନି, ତମେ ସେ ଜାଗାଇ ଜିବା ବାଟ୍‌ ଜାନିଆଚାସ୍‌ ।”
And whither I go ye knowe and ye waye ye knowe.
5 ତମା ଜିସୁକେ କଇଲା, “ଏ ମାପ୍‌ରୁ ତମେ କନ୍‌ ଜାଗାଇ ଗାଲୁସ୍‌ନି, ସେଟା ଆମେ ନାଜାନୁ, ଆରି ତେଇ ଜିବା ବାଟ୍‌ କେନ୍ତି ଜାନ୍‌ବୁ?”
Thomas sayde vnto him: Lorde we knowe not whyther thou goest. Also how is it possible for vs to knowe the waye?
6 ଜିସୁ ତାକେ କଇଲା, “ମୁଇ ସତ୍‌, ବାଟ୍‌ ଆରି ଜିବନ୍‌ । ମର୍‌ବାଟେ ନ ଗାଲେ ବାବା ପର୍‌ମେସର୍‌ ଲଗେ କେ ମିସା ଜାଇନାପାରେ ।”
Iesus sayd vnto him: I am ye waye ye truthe and ye life. And no man cometh vnto the father but by me.
7 ସେ କଇଲା, “ଜଦି ତମେ ମକେ ଜାନିରଇତାସ୍‌ ବଇଲେ, ମର୍‌ ବାବାକେ ମିସା ଜାନ୍‌ତାସ୍‌ । ଏବେ ମିସା ତମେ ତାକେ ଜାନ୍‌ଲାସ୍‌ନି ଆରି ଦେକ୍‌ଲାସ୍‌ନି ।”
Yf ye had knowe me ye had knowe my father also. And now ye knowe him and have sene him.
8 ପିଲିପ୍‌ ଜିସୁକେ କଇଲା, “ଏ ମାପ୍‌ରୁ ଆମ୍‌କେ ବାବାକେ ଦେକାଇ ଦେ, ସେତ୍‌କିସେ ଆମର୍‌ପାଇ ବେସି ।”
Philip sayd vnto him: Lorde shew vs the father and it suffiseth vs.
9 ଜିସୁ ତାକେ କଇଲା, “ପିଲିପ୍‌ ଏତ୍‌କି ଦିନ୍‌ ମୁଇ ତମର୍‌ ସଙ୍ଗ୍‌ ରଇଲି, ତୁଇ ମକେ ଚିନି ନାପାର୍‌ଲୁସ୍‌ କି?” ଜେ ମକେ ଦେକ୍‌ଲା ଆଚେ ସେ ମର୍‌ ବାବା ପର୍‌ମେସର୍‌କେ ଦେକ୍‌ଲା ଆଚେ । କେନ୍ତି ଆମ୍‌କେ ତର୍‌ ବାବାକେ ଦେକାଇ ଦେ ବଲି କଇଲୁସ୍‌ନି?
Iesus sayde vnto him: have I bene so longe tyme wt you: and yet hast thou not knowen me? Philip he yt hath sene me hath sene ye father. And how sayest thou then: shew vs the father?
10 ୧୦ ତୁଇ ବିସ୍‌ବାସ୍‌ କୁରୁସ୍‌ ନାଇ କି ପିଲିପ୍‌? ମୁଇ ବାବାର୍‌ ତେଇ ଆଚି ଆରି ବାବା ମର୍‌ଟାନେ ଆଚେ । ମୁଇ ତମ୍‌କେ ଜନ୍‌ କାତା ସବୁ କଇଲିଆଚି, ସେ ସବୁ କାତା ମର୍‌ ନିଜର୍‌ତେଇଅନି କଇନାଇ । ମାତର୍‌ ବାବା ମର୍‌ତେଇ ରଇକରି ତାର୍‌ କାମ୍‌, ମର୍‌ଟାନେଅନି କଲାନି ।
Belevest thou not that I am in ye father and the father in me? The wordes that I speake vnto you I speakee not of my selfe: but ye father that dwelleth in me is he that doeth ye workes.
11 ୧୧ ମୁଇ ବାବାର୍‌ତେଇ ଆଚି ଆରି ବାବା ମର୍‌ଟାନେ ଆଚେ ବଲି ମୁଇ କଇବା ଏ କାତା ବିସ୍‌ବାସ୍‌ କରା । ନଇଲେ ମୁଇ କର୍‌ବା କାମ୍‌ ଦେକି ବିସ୍‌ବାସ୍‌ କରା ।
Beleve me that I am the father and ye father in me. At the leest beleve me for the very workes sake.
12 ୧୨ ମୁଇ ତମ୍‌କେ ସତ୍‌ କଇଲିନି, ଜେ ମକେ ବିସ୍‌ବାସ୍‌ କର୍‌ସି ସେ, ମୁଇ କର୍‌ବା ଏନ୍ତି କାମ୍‌ମନ୍‌ କର୍‌ସି ଆରି ମର୍‌ତେଇଅନି ଅଦିକ୍‌ ବଡ୍‌ ବଡ୍‌ କାମ୍‌ମନ୍‌ ମିସା କର୍‌ସି । କାଇକେ ବଇଲେ ମୁଇ ମର୍‌ ବାବାର୍‌ ଲଗେ ଗାଲିନି ।
Verely verely I saye vnto you: he that beleveth on me the workes that I doo the same shall he do and greater workes then these shall he do because I go vnto my father.
13 ୧୩ ତମେ ମର୍‌ ନାଉଁଦାରି ଜାଇଟା ମାଙ୍ଗ୍‌ସା ସେଟା ସବୁ ମୁଇ ତମ୍‌କେ ଦେବି । ଇତିଅନି ବାବାର୍‌ ଡାକ୍‌ପୁଟା ମର୍‌ତେଇ ଜାନାପଡ୍‌ସି ।
And what soever ye axe in my name yt will I do yt the father might be glorified by the sonne.
14 ୧୪ ତମେ ଜଦି କାଇ ବିସଇ ମିସା ମର୍‌ ନାଉଁଦାରି ମାଙ୍ଗ୍‌ସା ବଇଲେ ମୁଇ ସେଟା ଦେବି ।
Yf ye shall axe eny thige in my name I will do it
15 ୧୫ ତମେ ଜଦି ମକେ ଆଲାଦ୍‌ କର୍‌ସା, ମର୍‌ ଆଦେସ୍‌ ମିସା ମାନ୍‌ସା ।
If ye love me kepe my comaundementes
16 ୧୬ ମୁଇ ମର୍‌ ବାବାକେ ଗୁଆରି କର୍‌ବି । ଆରି ତମର୍‌ ସଙ୍ଗ୍‌ ସବୁବେଲା ରଇବା ପାଇ, ସେ ଗଟେକ୍‌ ସାଇଜକାରିଆକେ ପାଟାଇସି । (aiōn g165)
and I will praye the father and he shall geve you a nother comforter yt he maye byde with you ever (aiōn g165)
17 ୧୭ ସେ ଅଇଲାନି ସତ୍‌ ଆତ୍‌ମା, ଜେକି ସତ୍‌ସଙ୍ଗ୍‌ ପର୍‌ମେସରର୍‌ ବିସଇ ଦେକାଇସି । ଏ ଦୁନିଆର୍‌ ଲକ୍‌ମନ୍‌ ତାକେ ନ ନାମତ୍‌, କାଇକେ ବଇଲେ ତାକେ ଦେକତ୍‌ ନାଇ କି ଜାନତ୍‌ ନାଇ । ମାତର୍‌ ତମେ ତାକେ ଜାନି ଆଚାସ୍‌ । କାଇକେ ବଇଲେ ସେ ତମର୍‌ ସଙ୍ଗ୍‌ ଆଚେ ଆରି ତମର୍‌ ମନ୍‌ ବିତ୍‌ରେ ରଇସି ।
which is the sprete of truthe whome the worlde canot receave because the worlde seyth him not nether knoweth him. But ye knowe him. For he dwelleth with you and shalbe in you.
18 ୧୮ ମୁଇ ଜେଡେବଲ୍‌ ଜିବି, ତମ୍‌କେ ଟୁରା ପିଲାମନର୍‌ ପାରା କରି ଚାଡି ନ ଜାଇ । ଆରିତରେକ୍‌ ତମର୍‌ ଲଗେ ବାଉଡି ଆଇବି ।
I will not leave you comfortlesse: but will come vnto you.
19 ୧୯ ଚନେକ୍‌ ଗାଲେ ଦୁନିଆ ଆରି ମକେ ଦେକିନାପାରେ । ମାତର୍‌ ତମେ ଦେକ୍‌ସା, କାଇକେ ବଇଲେ ମୁଇ ସବୁବେଲେ ଜିବନ୍‌ ରଇବି, ଆରି ତମେ ମିସା ଜିବନ୍‌ ରଇସା ।
Yet a litell whyle and the worlde seith me no moare: but ye shall se me. For I live and ye shall live.
20 ୨୦ ସେ ଦିନ୍‌ ଆଇଲେ ତମେ ଜାନ୍‌ସା, ମୁଇ ବାବାର୍‌ ଲଗେ, ତମେ ମର୍‌ ଲଗେ, ଆରି ମୁଇ ତମର୍‌ ଲଗେ ସବୁବେଲେ ରଇବି ।
That daye shall ye knowe that I am in my father and you in me and I in you
21 ୨୧ “ଜେ ମର୍‌ ଆଦେସ୍‌ ମାନ୍‌ସି, ସେ ଆକା ମକେ ଆଲାଦ୍‌ କର୍‌ସି । ଜେ ମକେ ଆଲାଦ୍‌ କର୍‌ସି, ମର୍‌ ବାବା ତାକେ ଆଲାଦ୍‌ କର୍‌ସି । ମୁଇ ମିସା ତାକେ ଆଲାଦ୍‌ କରି ନିଜ୍‌କେ ତାର୍‌ଟାନେ ଦେକାଇଅଇବି ।”
He that hath my comaundemetes and kepeth them the same is he that loveth me. And he yt loveth me shall be loved of my father: and I will love him and will shewe myne awne selfe vnto him.
22 ୨୨ ତାର୍‌ ପଚେ ଜିଉଦା, ଇସ୍‌କାରିୟତ୍‌ ଜିଉଦା ନଏଁ, କଇଲା “ଏ ମାପ୍‌ରୁ ଏଟା କେନ୍ତି ଅଇସି? ତମେ ନିଜ୍‌କେ ଦୁନିଆଇ ଦେକାଇ ନ ଅଇ ଆମର୍‌ ଲଗେ କେନ୍ତି ଦେକାଇଅଇସା?”
Iudas sayde vnto him (not Iudas Iscarioth) Lorde what is the cause that thou wilt shewe thy selfe vnto vs and not vnto the worlde?
23 ୨୩ ଜିସୁ ତାକେ କ‍ଇଲା, “ଜନ୍‌ ଲକ୍‌ ମକେ ଆଲାଦ୍‌ କର୍‌ସି ସେ ମୁଇ ସିକାଇବା ବାକିଅ ମାନ୍‍ସି । ସେନ୍ତି କଲେ ମର୍‌ ବାବା ପର୍‌ମେସର୍‌ ତାକେ ଆଲାଦ୍‌ କର୍‌ସି । ବାବା ଆରି ମୁଇ ଆସି ସେ ଲକର୍‌ ଟାନେ ରଇବୁ ।
Iesus answered and sayde vnto him: yf a man love me and wyll kepe my sayinges my father also will love him and we will come vnto him and will dwelle with him.
24 ୨୪ ଜେ ମକେ ଆଲାଦ୍‌ ନ କରେ, ସେ ମର୍‌ ବାକିଅ ନ ମାନେ । ଆରି ମୁଇ କଇବା ଏ କାତା ସବୁ ମର୍‌ତେଇ ଅନି ନଏଁ, ମାତର୍‌ ମକେ ପାଟାଇଲା ମର୍‌ ବାବାର୍‌ ତେଇଅନି କଇଲିନି ।”
He that loveth me not kepeth not my sayinges. And the wordes which ye heare are not myne but the fathers which sent me.
25 ୨୫ ମୁଇ ତମର୍‌ ଲଗେ ରଇକରିସେ ଏ ସବୁ କାତା କଇଲିନି ।
This have I spoken vnto you beynge yet present with you.
26 ୨୬ ମାତର୍‌ ପର୍‌ମେସର୍‌ ଜନ୍‌ ସାଇଜକାରିଆ ସୁକଲ୍‌ ଆତ୍‌ମାକେ ମର୍‌ ନାଉଁ ଦାରି ତମର୍‌ ଲଗେ ପାଟାଇସି, ସେ ତମ୍‌କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍‌ ଜନ୍‌ କାତା କଇଲିଆଚି ସେଟା ସବୁ ତମ୍‌କେ ଏତାଇ ଦେଇସି ।
But that coforter which is the holy gost (whom my father will sende in my name) he shall teache you all thinges and bringe all thinges to youre remembraunce whatsoever I have tolde you.
27 ୨୭ “ମୁଇ ତମ୍‍କେ ସାନ୍ତି ଦେଇକରି ଗାଲିନି । ମର୍‌ ନିଜର୍‌ ସାନ୍ତି ତମ୍‌କେ ଦାନ୍‌ ଦେଇକରି ଗାଲିନି । ଏଟା ଦୁନିଆ ଦାନ୍‌ ଦେଲାପାରା ସାନ୍ତି ନଏଁ । ସେଟାର୍‌ ପାଇ ଚିନ୍ତା କରା ନାଇ କି କିଲ୍‌ବିଲ୍‌ ଅଇ ଡରା ନାଇ ।
Peace I leve with you my peace I geve vnto you. Not as the worlde geveth geve I vnto you. Let not youre hertes be greved nether feare ye.
28 ୨୮ ମୁଇ ଜାଇଟା କଇରଇଲି, ସେଟା ସୁନିଆଚାସ୍‌ । ମୁଇ ଗାଲିନି ମାତର୍‌ ଆରି ତରେକ୍‌ ବାଉଡି ଆଇବି । ମକେ ଜଦି ଆଲାଦ୍‌ କର୍‌ତାସ୍‌ ବଇଲେ, ମୁଇ ବାବାର୍‌ ଲଗେ ଗାଲିନି ବଲି ସୁନି ସାର୍‌ଦା ଅଇତାସ୍‌, କାଇକେ ବଇଲେ ମର୍‌ ବାବା ମର୍‌ତେଇଅନି ବଡ୍‌ ।
Ye have hearde how I sayde vnto you: I go and come agayne vnto you. If ye loved me ye wolde verely reioyce because I sayde I go vnto ye father. For ye father is greater then I
29 ୨୯ ଜାଇଟା ସବୁ ଗଟ୍‌ବାର୍‌ ଆଚେ ସେଟା ସବୁ ମୁଇ ତମ୍‌କେ ଆଗ୍‌ତୁ ଜାନାଇଦେଲି । ଜେନ୍ତିକି ସେଟା ସବୁ ଗଟ୍‌ଲେ, ତମେ ମକେ ବିସ୍‌ବାସ୍‌ କର୍‌ସା ।
And now have I shewed you before it come yt whe it is come to passe ye might beleve.
30 ୩୦ ମୁଇ ତମର୍‌ ସଙ୍ଗ୍‌ ଆରି ଅଦିକ୍‌ ପର୍‌ କାତାବାର୍‌ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍‌ ସାସନ୍‌କାରିଆ ଆଇଲାନି । ଆରି ମର୍‌ଟାନେ ତାର୍‌ କାଇ ଅଦିକାର୍‌ ନାଇ ।
Here after will I not talke many mordes vnto you. For the rular of this worlde commeth and hath nought in me.
31 ୩୧ ମୁଇ ମର୍‌ ବାବାକେ ଆଲାଦ୍‌ କଲିନି ଆରି ବାବାର୍‌ ଆଦେସ୍‌ ଇସାବେ କାମ୍‌ କଲିନି, ଏଟା ଦୁନିଆର୍‌ ଲକ୍‌ମନ୍‌ ଜାନତ୍‌ ବଲି ଏନ୍ତି ଗଟ୍‍ନା ଅଇଲାନି । ଜୁ, ଆମେ ଏ ଜାଗାଇଅନି ବାରଇ ଉଟି ଜୁ ।”
But that the worlde maye knowe that I love the father: therfore as the father gave me comaundment even so do I. Ryse let vs go hence.

< ଜଅନ୍‌ 14 >