< ଜଅନ୍‌ 13 >

1 ନିସ୍‌ତାର୍‌ ପରବର୍‌ ଆଗ୍‌ତୁର୍‌ ଦିନ୍‌ ଅଇରଇଲା । ଜିସୁ, ଏ ଜଗତ୍‌ ଚାଡି ବାବା ପର୍‌ମେସରର୍‌ ଲଗେ ଜିବାକେ ତାର୍‌ ବେଲା କେଟ୍‌ଲାବେ ବଲି ଜାନିରଇଲା । ଦୁନିଆଇ ରଇବା ତାର୍‌ ସବୁ ଲକ୍‌ମନ୍‌କେ ସାରାସାରି ଜାକ ବେସି ଆଲାଦ୍‌ କର୍‌ତେର‍ଇଲା ।
Men før Paaskehøjtiden, da Jesus vidste, at hans Time var kommen, til at han skulde gaa bort fra denne Verden til Faderen, da, ligesom han havde elsket sine egne, som vare i Verden, saa elskede han dem indtil Enden.
2 ସେଦିନର୍‌ ରାତି ଜିସୁ ଆରି ତାର୍‌ ସିସ୍‌ମନ୍‌ କାଇବାକେ ବସିରଇଲାଇ । ଜିସୁକେ ବିସ୍‌ବାସେ ବିସ୍‌ ଦେଲାପାରା କରାଇବା ଚିନ୍ତା, ସଇତାନ୍‍ ସିମନ୍‌ ଇସ୍‌କାରିୟତର୍‌ ପିଲା ଜିଉଦାର୍‌ ମନେ ପୁରିକରି ଦେଲା ।
Og medens der holdtes Aftensmaaltid, da Djævelen allerede havde indskudt i Judas's, Simons Søns, Iskariots Hjerte, at han skulde forraade ham;
3 ବାବା ପର୍‌ମେସର୍‌, ତାକେ ସବୁ ବିସଇର୍‌ ଅଦିକାର୍‌ ଦେଇ ଆଚେ, ସେ ପର୍‌ମେସରର୍‌ ଟାନେଅନି ଆସିଆଚେ ଆରି ତାର୍‌ ଲଗେସେ ଜାଇସି, ବଲି ଜିସୁ ସବୁ ବିସ‍ଇ ଜାନିରଇଲା ।
da Jesus vidste, at Faderen havde givet ham alle Ting i Hænde, og at han var udgaaet fra Gud og gik hen til Gud:
4 ତେବର୍‌ପାଇ ସେ କାଇବା ଜାଗାଇଅନି ଉଟିକରି ଅଡି ରଇବା ବସ୍‌ତର୍‌ ବେଟି ସଙ୍ଗଇ, ଆଁଟାଇ ଗଟେକ୍‌ ତୁଆଲ୍‌ ବାନ୍ଦିଅଇଲା ।
saa rejser han sig fra Maaltidet og lægger sine Klæder fra sig, og han tog et Linklæde og bandt det om sig.
5 ତାର୍‌ ପଚେ ସେ ଗଟେକ୍‌ ମୁତାଇ ପାନିନେଲା ଆରି ନିଜର୍‌ ସିସ୍‌ମନର୍‌ ପାଦ୍‌ ଦଇକରି ବାନ୍ଦିଅଇଲା ତୁଆଲ୍‌ ବେଟି ପୁଚି ଦେବାର୍‌ ଦାର୍‌ଲା ।
Derefter hælder han Vand i Vadskefadet og begyndte at to Disciplenes Fødder og at tørre dem med Linklædet, som han var ombunden med.
6 ଜେଡେବେଲେ ଜିସୁ ସିମନ୍‌ ପିତରର୍‌ ଲଗେ ଆଇଲା, ପିତର୍‌ ତାକେ କଇଲା, “ମାପ୍‌ରୁ ତମେ ମର୍‌ ପାଦ୍‌ ଦଇସା କି?”
Han kommer da til Simon Peter; og denne siger til ham: „Herre! tor du mine Fødder?‟
7 ଜିସୁ ତାକେ କ‍ଇଲା, “ମୁଇ ଏବେ ଜାଇଟା କଲିନି, ସେଟା ତମେ ବୁଜି ନାପାରାସ୍‌, ମାତର୍‌ ପଚେ ବୁଜ୍‌ସା ।”
Jesus svarede og sagde til ham: „Hvad jeg gør, ved du ikke nu, men du skal forstaa det siden efter.‟
8 ପିତର୍‌ ତାକେ ମନାକରି କଇଲା, “ନିଚୁ, ତମେ ମର୍‌ ପାଦ୍‌ ଦୁଆନାଇ ।” ଜିସୁ ତାକେ କଇଲା, “ମୁଇ ଜଦି ତର୍‌ ପାଦ୍‌ ନ ଦଇଲେ, କେବେ ମିସା ମର୍‌ ସିସ୍‌ ଅଇ ନାପାରୁସ୍‌ ।” (aiōn g165)
Peter siger til ham: „Du skal i al Evighed ikke to mine Fødder.‟ Jesus svarede ham: „Dersom jeg ikke tor dig, har du ikke Lod sammen med mig.‟ (aiōn g165)
9 ସିମନ୍‌ ପିତର୍‌ ତାକେ କଇଲା, “ମାପ୍‌ରୁ ସେନ୍ତାର୍‌ଆଲେ କାଇକେ ମର୍‌ ପାଦ୍‌ସେ ଦଇ ଦେଇସୁ? ମର୍‌ ମୁଣ୍ଡ୍ ଆରି ଆତ୍‌ ମିସା ଦଇଦିଆସ୍‌ ।”
Simon Peter siger til ham: „Herre! ikke mine Fødder alene, men ogsaa Hænderne og Hovedet.‟
10 ୧୦ ଜିସୁ ପିତର୍‌କେ କଇଲା, “ଜନ୍‌ ଲକ୍‌ମନ୍‌ ଗାଦଇ ସାରିଆଚତ୍‌, ସେମନ୍‌ ପୁରାପୁରୁନ୍‌ ସୁକଲ୍‌ । ପାଦ୍‌ ଦଇବାଟା ଚାଡି, କାଇଟା ଦଇବାର୍‌ ଲଡାନାଇ । ଗଟେକ୍‌ ଲକ୍‌କେ ଚାଡି, ତମେ ସବୁଲକ୍‌ ସୁକଲ୍‌ ଆଚାସ୍‌ ।”
Jesus siger til ham: „Den, som er tvættet, har ikke nødig at to andet end Fødderne, men er ren over det hele; og I ere rene, men ikke alle.‟
11 ୧୧ କାଇକେ ବଇଲେ ଜନ୍‌ ସିସ୍‌ ଜିସୁକେ ସତ୍‌ରୁମନ୍‍କେ ଦାରାଇଦେଇସି ତାକେ ଜିସୁ ଜାନି ରଇଲା । ସେଟାର୍‌ ପାଇ ସେ ଗଟେକ୍‌ ଲକ୍‌କେ ଚାଡି ସବୁଲକ୍‌ ସୁକଲ୍‌ ଆଚାସ୍‌ ବଲି କଇଲା ।
Thi han kendte den, som forraadte ham; derfor sagde han: „I ere ikke alle rene.‟
12 ୧୨ ଜିସୁ ସିସ୍‌ମନର୍‌ ପାଦ୍‌ ଦଇଲା ପଚେ ବେଟିର‍ଇଲା ବସ୍‌ତର୍‌ ପିନ୍ଦିକରି ବସି ସେମନ୍‌କେ ପାଚାର୍‌ଲା, “ଏବେ ମୁଇ ତମର୍‌ ପାଇ କଲା କାମ୍‌ ବୁଜ୍‌ଲାସ୍‌ନି କି?”
Da han nu havde toet deres Fødder og havde taget sine Klæder og atter sat sig til Bords, sagde han til dem: „Vide I, hvad jeg har gjort ved eder?
13 ୧୩ ଆରି ସେ କଇଲା, “ତମେ ମକେ ଗୁରୁ ଆରି ମାପ୍‌ରୁ ବଲି ଡାକ୍‌ଲାସ୍‌ନି, ସେଟା ଟିକ୍‌ସେ । କାଇକେ ବଇଲେ ଗୁରୁ ଆରି ମାପ୍‌ରୁ ମୁଇସେ ।”
I kalde mig Mester og Herre, og I tale ret, thi jeg er det.
14 ୧୪ ମୁଇ ତମର୍‌ ଗୁରୁ ଆରି ମାପ୍‌ରୁ ଅଇକରି, ତମର୍‌ ପାଦ୍‌ ଦଇଦେଲି ଆଚି ବଇଲେ ତମେ ମିସା ତମର୍‌ ତମର୍‌ ବିତ୍‌ରେ ପାଦ୍‌ ଦଇବାର୍‌ ଆଚେ ।
Naar da jeg, Herren og Mesteren, har toet eders Fødder, saa ere ogsaa I skyldige at to hverandres Fødder.
15 ୧୫ ମୁଇ ଏଟା ତମର୍‌ ପାଇ ଗଟେକ୍‌ ଉଦାଅରଣ୍‌ ପାରା କଲିଆଚି, ତମେ ମିସା ବିନ୍‌ ଲକ୍‌ମନ୍‌କେ ଏନ୍ତି କରା ।
Thi jeg har givet eder et Eksempel, for at, ligesom jeg gjorde ved eder, skulle ogsaa I gøre.
16 ୧୬ ମୁଇ ତମ୍‌କେ ସତ୍‌ କାତା କଇଲିନି, ଗତିଦାଙ୍ଗ୍‌ଡା ନିଜର୍‌ ସାଉକାରର୍‌ ତେଇଅନି ବଡ୍‌ ନଏଁ । ଆରି କବର୍‌ ନେଉଁ କବର୍‌ ପାଟାଇଲା ଲକର୍‌ତେଇଅନି ବଡ୍‌ ନଏଁ ।
Sandelig, sandelig, siger jeg eder, en Tjener er ikke større end sin Herre, ikke heller et Sendebud større end den, som har sendt ham.
17 ୧୭ ଜଦି ତମେ ଏ ସବୁ ବିସଇ ଜାନିଆଚାସ୍‌, ଆରି ସେ ଇସାବେ କର୍‌ସା ବଇଲେ ବେସି ସାର୍‌ଦା ଅଇସା ।
Naar I vide dette, ere I salige, om I gøre det.
18 ୧୮ ମୁଇ ତମର୍‌ ସବୁ ଲକର୍‌ ବିସଇ ନେଇକରି କଇନାଇ, ଜନ୍‌ ଲକ୍‌ମନ୍‌କେ ବାଚି ଆଚି, ସେମନ୍‌ କେନ୍ତି ବଲି ଜାନିଆଚି । ମାତର୍‌ ସାସ୍‌ତରେ ଲେକା ଅଇଲା କାତା ସିଦ୍‌ ଅଇବାକେ ଏନ୍ତି ଗଟ୍‍ନା ଅଇଲାନି । ସାସ୍‌ତରେ ଲେକା ଅଇଲା ଆଚେ ଜେ ମର୍‌ ସଙ୍ଗ୍‌ କାଇଲାନି ସେ ମର୍‌ ବିରଦେ ଉଟ୍‌ସି ।
Jeg taler ikke om eder alle; jeg ved, hvilke jeg har udvalgt; men Skriften maatte opfyldes: Den, som æder Brødet med mig, har opløftet sin Hæl imod mig.
19 ୧୯ ଏବେ ଏ ଗଟ୍‍ନା ଅଇବା ଆଗ୍‌ତୁସେ ମୁଇ ତମ୍‌କେ ଏ କାତା କଇଲିନି । ଜେଡେବେଲା ଏ ଗଟ୍‍ନା ଗଟ୍‌ସି, ତମେ ମୁଇ ମସିଅ ବଲି ବିସ୍‌ବାସ୍‌ କର୍‌ସା ।
Fra nu af siger jeg eder det, førend det sker, for at I, naar det er sket, skulle tro, at det er mig.
20 ୨୦ “ତମ୍‌କେ ସତ୍‌ କାତା କଇଲିନି, ଜନ୍‌ ଲକ୍‌ମନ୍‌ ମର୍‌ କବର୍‌ ନେବା ଲକ୍‌ମନ୍‌କେ ନାମ୍‌ବାଇ, ସେମନ୍‌ ମକେ ମିସା ନାମ୍‌ବାଇ, ଆରି ମକେ ପାଟାଇଲା ପର୍‌ମେସର୍‌କେ ମିସା ନାମ୍‌ବାଇ ।”
Sandelig, sandelig, siger jeg eder, den, som modtager, hvem jeg sender, modtager mig; men den, som modtager mig, modtager ham, som har sendt mig.‟
21 ୨୧ ଜିସୁ ଏ ସବୁ କାତା କଇସାରାଇଲା ପଚେ, ଆତ୍‌ମାଇ ବାୟାବିକଲ୍‌ ଅଇ ପୁଟ୍‌କାର୍‌ କରି କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ମକେ ବିସ୍‌ବାସେ ବିସ୍‌ ଦେଲାପାରା କର୍‌ସି ।”
Da Jesus havde sagt dette, blev han heftigt bevæget i Aanden og vidnede og sagde: „Sandelig, sandelig, siger jeg eder, en af eder vil forraade mig.‟
22 ୨୨ ସେ ଏ କାତା, କାର୍‌ ବିସଇ ନେଇକରି କଇଲାନି ବଲି ସିସ୍‌ମନ୍‌ ବୁଜିନାପାରି ନିଜର୍‌ ନିଜର୍‌ ବିତ୍‌ରେ ଆର୍‌ ମୁଏ ସେ ତାର୍‌ ମୁଏ ଏ, ଦେକାଦେକି ଅଇବାର୍‌ ଦାର୍‌ଲାଇ ।
Da saa Disciplene paa hverandre, tvivlraadige om, hvem han talte om.
23 ୨୩ ଜିସୁର୍‌ ସିସ୍‌ମନର୍‌ ବିତ୍‌ରେଅନି ଜଅନ୍‌, ଜାକେକି ଜିସୁ ମୁକିଅ ଇସାବେ ଆଲାଦ୍‌ କର୍‌ତେ ରଇଲା, ସେ ଜିସୁର୍‌ ଲଗେ ବସିକରି କାଇତେ ରଇଲା ।
Men der var en iblandt hans Disciple, som sad til Bords ved Jesu Side, han, hvem Jesus elskede.
24 ୨୪ ସିମନ୍‌ ପିତର୍‌ ଜଅନ୍‌କେ ସଗିଆ କରି କଇଲା, “ସେ କାର୍‌ ବିସଇ ନେଇକରି କଇଲାନି, ତାକେ ପାଚାର୍‌ ।”
Til denne nikker da Simon Peter og siger til ham: „Sig, hvem det er, han taler om?‟
25 ୨୫ ସେଟାର୍‌ ପାଇ ଜଅନ୍‌ ଜିସୁର୍‌ ଉପ୍‌ରେ ଆଉଜି ଅଇକରି ପାଚାର୍‌ଲା, “ଏ ମାପ୍‌ରୁ, ସେ ଲକ୍‌ କେ?”
Men denne bøjer sig op til Jesu Bryst og siger til ham: „Herre! hvem er det?‟
26 ୨୬ ଜିସୁ କ‍ଇଲା, “ମୁଇ ଏ ରୁଟି ଜଲେ ଚବାଲି ଜାକେ ଦେବି, ସେ ଲକ୍‌ ସେ ।” ସେବେଲେ ସେ ରୁଟି ଜଲେ ଚବାଲି କରି ସିମନ୍‌ ଇସ୍‌କାରିୟତର୍‌ ପିଲା ଜିଉଦାକେ ଦେଲା ।
Jesus svarer: „Det er den, hvem jeg giver det Stykke Brød, som jeg dypper.‟ Saa dypper han Stykket og tager og giver det til Judas, Simons Søn, Iskariot.
27 ୨୭ ଇସ୍‌କାରିୟତ୍‌ ଜିଉଦା ରୁଟି ମାଙ୍ଗ୍‌ଲା ଦାପ୍‌ରେ ସଇତାନ୍‌ ତାର୍‌ ମନ୍‌ ବିତ୍‌ରେ ଜାଇକରି ଚାଲାଇବାର୍‌ ଦାର୍‌ଲା । ଜିସୁ ସେ ବେଲାଇ ତାକେ କଇଲା, “ତୁଇ ଜାଇଟା କର୍‌ବାକେ ଗାଲୁସ୍‌ନି ବେଗି କର୍‌ ।”
Og efter at han havde faaet Stykket, da gik Satan ind i ham. Saa siger Jesus til ham: „Hvad du gør, gør det snart!‟
28 ୨୮ ଜିସୁ ଏ କାତା ଇସ୍‌କାରିୟତ୍‌ ଜିଉଦାକେ କାଇକେ କଇଲା, ତେଇ କାଇବାକେ ବସି ରଇଲା ଲକ୍‌ମନର୍‌ ବିତ୍‌ରେଅନି କେମିସା, ବୁଜି ନାପାର୍‌ଲାଇ ।
Men ingen af dem, som sade til Bords, forstod, hvorfor han sagde ham dette.
29 ୨୯ ଇସ୍‌କାରିୟତ୍‌ ଜିଉଦାର୍‌ ଲଗେ ଡାବୁ ପେଡି ରଇଲାଜେ କେତେଟା ସିସ୍‌ମନ୍‌ ପାଚାର୍‌ଲାଇ, “ପରବ୍‌ ପାଇ କାଇକାଇଟା ଦର୍‌କାର୍‌ ଆଚେ, ସେଟାର୍‌ପାଇ ନଇଲେ ଗରିବ୍‌ ଲକ୍‌ମନ୍‌କେ ଦାନ୍‌ଦେବାକେ ଜିସୁ ତାକେ କଇଲାଆଚେ ।”
Thi nogle mente, efterdi Judas havde Pungen, at Jesus sagde til ham: „Køb, hvad vi have nødig til Højtiden; ‟ eller at han skulde give noget til de fattige.
30 ୩୦ ତାର୍‌ ପଚେ ଇସ୍‌କାରିୟତ ଜିଉଦା ରୁଟି ମାଙ୍ଗି ଦାପ୍‌ରେ ବାରଇକରି ଉଟିଗାଲା । ସେ ବେଲେ ରାତି ଅଇରଇଲା ।
Da han nu havde faaet Stykket, gik han straks ud. Men det var Nat.
31 ୩୧ ଇସ୍‌କାରିୟତ୍‌ ଜିଉଦା ବାରଇକରି ଉଟିଗାଲା ପଚେ ଜିସୁ କଇଲା, “ଏବେ ପର୍‌ମେସରର୍‌ ତେଇଅନି ଆଇଲା ନର୍‌ପିଲା ମୁଇ ତାର୍‌ଟାନେଅନି ଡାକ୍‌ପୁଟା ପାଇବା ବେଲା ଆସିଆଚେ । ଆରି ମର୍‌ ଲାଗି ପର୍‌ମେସର୍‌ ମିସା ଡାକ୍‌ପୁଟା ପାଇସି ।
Da han nu var gaaet ud, siger Jesus: „Nu er Menneskesønnen herliggjort, og Gud er herliggjort i ham.
32 ୩୨ ଜଦି ପର୍‌ମେସର୍‌ ମର୍‌ତେଇଅନି ଡାକ୍‌ପୁଟା ଅଇଲେ, ନିଜର୍‌ ମ‍ଇମାସଙ୍ଗ୍‍ ନର୍‌ପିଲା ମକେ ମିସା ଡାକ୍‌ପୁଟା କରାଇସି । ଦାପ୍‌ରେସେ ମକେ ସେନ୍ତି କରାଇସି ।
Dersom Gud er herliggjort i ham, skal Gud ogsaa herliggøre ham i sig, og han skal snart herliggøre ham.
33 ୩୩ ଏ ମର୍‌ ପିଲାମନ୍‌ ମୁଇ ତମର୍‌ ସଙ୍ଗ୍‌ ଚନେକର୍‌ପାଇ ରଇବି । ତାର୍‌ ପଚେ ତମେ ମକେ କଜ୍‍ସା, ଆରି ମୁଇ ଜନ୍ତି ଗାଲିନି ତମେ ତେଇ ଜାଇନାପାରାସ୍‌ । ଏ ବିସଇ ଜିଉଦି ନେତାମନ୍‌କେ ଜେନ୍ତି କଇରଇଲି, ସେନ୍ତି ଏବେ ତମ୍‌କେ ଆରିତରେକ୍‌ କଇଲିନି ।
Børnlille! endnu en liden Stund er jeg hos eder. I skulle lede efter mig, og ligesom jeg sagde til Jøderne: „Hvor jeg gaar hen, kunne I ikke komme, ‟ siger jeg nu ogsaa til eder.
34 ୩୪ ମୁଇ ତମ୍‌କେ ଗଟେକ୍‌ ନୁଆ ଆଦେସ୍‌ ଦେଲିନି, ତମେ ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ କରା । ମୁଇ ଜେନ୍ତି ତମ୍‌କେ ଆଲାଦ୍‌ କଲିଆଚି, ତମେ ମିସା ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ କର୍‌ବାର୍‌ଆଚେ ।
Jeg giver eder en ny Befaling, at I skulle elske hverandre, at ligesom jeg elskede eder, skulle ogsaa I elske hverandre.
35 ୩୫ ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ରଇଲେ, ତମେ ମର୍‌ ସିସ୍‌ ବଲି ସବୁଲକ୍‌ ଜାନ୍‌ବାଇ ।”
Derpaa skulle alle kende, at I ere mine Disciple, om I have indbyrdes Kærlighed.‟
36 ୩୬ ସିମନ୍‌ ପିତର୍‌ ଜିସୁକେ ପାଚାର୍‌ଲା, “ଏ ମାପ୍‌ରୁ ତମେ କନ୍ତି ଗାଲାସ୍‌ନି?” ଜିସୁ କଇଲା, “ମୁଇ ଜନ୍ତି ଗାଲିନି ସେ ଜାଗାଇ ଏବେ ତୁଇ ଆସି ନାପାରୁସ୍‌ ମାତର୍‌ ପଚେ ଆଇସୁ ।”
Simon Peter siger til ham: „Herre! hvor gaar du hen?‟ Jesus svarede ham: „Hvor jeg gaar hen, kan du ikke nu følge mig, men siden skal du følge mig.‟
37 ୩୭ ପିତର୍‌ ଜିସୁକେ କଇଲା, “ଏ ମାପ୍‌ରୁ ଏବେ କାଇକେ ତମର୍‌ ପଚେ ପଚେ ଆସିନାପାରି? ମୁଇ ତମର୍‌ପାଇ ମର୍‌ବାକେ ମିସା ରାଜିଆଚି ।”
Peter siger til ham: „Herre! hvorfor kan jeg ikke følge dig nu? Jeg vil sætte mit Liv til for dig.‟
38 ୩୮ ଜିସୁ ତାକେ କଇଲା, “ତୁଇ କାଇକେ ମର୍‌ପାଇ ମର୍‌ସୁ? ମୁଇ ତକେ ସତ୍‌ କାତା କଇଲିନି କୁକୁଡା ନ ଡାକ୍‌ତେ ତୁଇ ମକେ ତିନ୍‌ ତର୍‌ ନାଜାନି ବଲି କଇସୁ ।”
Jesus svarer: „Vil du sætte dit Liv til for mig? Sandelig, sandelig, siger jeg dig, Hanen skal ikke gale, førend du har fornægtet mig tre Gange.‟

< ଜଅନ୍‌ 13 >