< ଜଅନ୍ 12 >
1 ୧ ଏତ୍କି ବିତ୍ରେ ଜିସୁ ନିସ୍ତାର୍ ପରବ୍ ଅଇବାକେ ଚ ଦିନର୍ ଆଗ୍ତୁ ବେତ୍ନିଆ ଗାଲା । ତେଇ ଲାଜାରର୍ ଗର୍ । ଜିସୁ ଏ ଲାଜାର୍କେସେ ମଲାଟାନେଅନି ଉଟାଇରଇଲା ।
ⲁ̅ⲓⲥ ϭⲉ ϩⲁⲑⲏ ⲛⲥⲟⲟⲩ ⲛϩⲟⲟⲩ ⲉⲡⲡⲁⲥⲭⲁ ⲁϥⲉⲓ ⲉⲃⲏⲑⲁⲛⲓⲁ ⲡⲙⲁ ⲉⲛⲉⲣⲉⲗⲁⲍⲁⲣⲟⲥ ⲙⲙⲟϥ ⲡⲉⲛⲧⲁⲓⲥ ⲧⲟⲩⲛⲟⲥϥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ
2 ୨ ସେ ରାତି ତେଇ ଜିସୁର୍ପାଇ ଗଟେକ୍ ବଜି ଟିକ୍ କଲାଇ । ଆରି ମାର୍ତା ସେମନ୍କେ କୁଆପୁଚା କରାଇତେରଇଲା । ଲାଜାର୍ ଜିସୁର୍ ସଙ୍ଗ୍ ବଜିତେଇ ବସି ରଇଲା ।
ⲃ̅ⲁⲩⲉⲓⲣⲉ ϭⲉ ⲛⲁϥ ⲛⲟⲩⲇⲉⲓⲡⲛⲟⲛ ⲙⲡⲙⲁ ⲉⲧⲙⲙⲁⲩ ⲁⲩⲱ ⲛⲉⲣⲉⲙⲁⲣⲑⲁ ⲇⲓⲁⲕⲟⲛⲓ ⲗⲁⲍⲁⲣⲟⲥ ⲇⲉ ⲛⲉⲟⲩⲁ ⲡⲉ ⲛⲛⲉⲧⲛⲏϫ ⲛⲙⲙⲁϥ
3 ୩ ସେଡ୍କିବେଲେ ମରିୟମ୍ ଜଟାମାଉଁସ୍ ନାଉଁର୍ ବେସି ଦାମେ ତିଆର୍ ଅଇଲା ଅଦ୍ ଲିଟର୍ ବାସ୍ନା ଚିକନ୍ ଆନି ଜିସୁର୍ ପାଦେ ରକଇ ନିଜର୍ ଚେଣ୍ଡିସଙ୍ଗ୍ ପୁଚିଦେଲା । ଆରି ସେ ଚିକନର୍ ସୁନ୍ଦର୍ ବାସ୍ନା ଗୁଲାଇ ଗର୍ ଗମ୍କିଗାଲା ।
ⲅ̅ⲙⲁⲣⲓⲁ ϭⲉ ⲁⲥϫⲓ ⲛⲟⲩⲗⲓⲧⲣⲁ ⲛⲥⲟϭⲛ ⲛⲛⲁⲣⲇⲟⲥ ⲙⲡⲓⲥⲧⲓⲕⲏ ⲉⲛⲁϣⲉ ⲥⲟⲩⲛⲧⲥ ⲁⲥⲧⲱϩⲥ ⲛⲟⲩⲉⲣⲏⲧⲉ ⲛⲓⲥ ⲁⲩⲱ ⲁⲥϥⲱⲧⲉ ⲛⲛⲉϥⲟⲩⲉⲣⲏⲧⲉ ϩⲙ ⲡϥⲱ ⲛⲧⲉⲥⲁⲡⲉ ⲁⲡⲏⲓ ⲇⲉ ⲙⲟⲩϩ ⲉⲃⲟⲗ ϩⲙ ⲡⲉⲥⲧⲟⲓ ⲙⲡⲥⲟϭⲛ
4 ୪ ଜିସୁର୍ ସିସ୍ମନର୍ ବିତ୍ରେ ଅନି ଇସ୍କାରିୟତ୍ ଜିଉଦା ନାଉଁର୍ ସିସ୍, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେବାକେ ଜାଇତେ ରଇଲା, ସେ କଇଲା,
ⲇ̅ⲡⲉϫⲉ ⲓⲟⲩⲇⲁⲥ ⲡⲓⲥⲕⲁⲣⲓⲱⲧⲏⲥ ⲟⲩⲁ ⲉⲃⲟⲗ ϩⲛ ⲛⲉϥⲙⲁⲑⲏⲧⲏⲥ ⲡⲉⲧⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ
5 ୫ “ଏ ବାସ୍ନା ଚିକନ୍ ତିନ୍ ସଅ ରୁପା ଟାଙ୍ଗାକେ ବିକିକରି ସେ ଡାବୁ ଗରିବ୍ ଲକ୍ମନ୍କେ ଦେଲେ ନଇତା କି?”
ⲉ̅ϫⲉ ⲉⲧⲃⲉ ⲟⲩ ⲙⲡⲟⲩϯ ⲡⲉⲉⲓⲥⲟϭⲛ ⲉⲃⲟⲗ ϩⲁ ϣⲙⲛⲧ ϣⲉ ⲛⲥⲁⲧⲉⲉⲣⲉ ⲛⲥⲉⲧⲁⲁⲩ ⲛⲛϩⲏⲕⲉ
6 ୬ ଇସ୍କାରିୟତ୍ ଜିଉଦା ଗରିବ୍ ଲକ୍ମନର୍ପାଇ ଚିନ୍ତା କର୍ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍ ସେ ଗଟେକ୍ ଚର୍ । ତାର୍ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍ ପାଇ କେତେକ୍ କେତେକ୍ ଲୁଚାଇ ନେଇତେରଇଲା ।
ⲋ̅ⲛⲧⲁϥϫⲉ ⲡⲁⲓ ⲇⲉ ⲉⲃⲟⲗ ⲁⲛ ϫⲉ ⲡⲉϥⲣⲟⲟⲩϣ ⲡⲉ ⲉⲧⲃⲉ ⲛϩⲏⲕⲉ ⲁⲗⲗⲁ ϫⲉ ⲛⲉⲩⲣⲉϥϫⲓⲟⲩⲉ ⲡⲉ ⲁⲩⲱ ⲉⲣⲉⲡⲉⲅⲗⲱⲥⲥⲟⲕⲟⲙⲟⲛ ⲛⲧⲟⲟⲧϥ ⲛⲉϥϩⲱϥⲧ ⲛⲛⲉⲧⲟⲩⲛⲟⲩϫⲉ ⲙⲙⲟⲟⲩ ⲉⲣⲟϥ
7 ୭ ମାତର୍ ଜିସୁ କଇଲା, “ତାକେ କାଇଟା ବଲି କୁଆ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ଜେନ୍ତିକି ମର୍ ସମାଦି ଦିନର୍ପାଇ ସଙ୍ଗଇଆଚେ ।
ⲍ̅ⲡⲉϫⲁϥ ϭⲉ ⲛϭⲓ ⲓⲥ ϫⲉ ⲁⲗⲱⲧⲛ ϩⲁⲣⲟⲥ ϫⲉ ⲉⲥⲉϩⲁⲣⲉϩ ⲉⲣⲟϥ ⲉⲡⲉϩⲟⲟⲩ ⲛⲧⲁⲕⲁⲉⲓⲥⲉ
8 ୮ ଗରିବ୍ ଲକ୍ମନ୍ ତା ସବୁବେଲେ ତମର୍ ସଙ୍ଗ୍ ରଇଲାଇନି, ମାତର୍ ମୁଇ ସବୁବେଲେ ନ ରଇ ।”
ⲏ̅ⲛϩⲏⲕⲉ ⲅⲁⲣ ⲛⲙⲙⲏⲧⲛ ⲛⲟⲩⲟⲓϣ ⲛⲓⲙ ⲁⲛⲟⲕ ⲇⲉ ⲛϯ ⲛⲙⲙⲏⲧⲛ ⲁⲛ ⲛⲟⲩⲟⲓϣ ⲛⲓⲙ
9 ୯ ଏତ୍କିବିତ୍ରେ ଜିସୁ ବେତ୍ନିଆଇ ଆଚେ ବଲି ଜାନିକରି ବେସି ଜିଉଦି ଲକ୍ମନ୍ ଆଇଲାଇ । ଅବ୍କା ଜିସୁକେ ସେ ଦେକ୍ବାକେ ନାଇ, ମାତର୍ ଜନ୍ ଲାଜାର୍କେ ଜିସୁ ମଲାଟାନେଅନି ଉଟାଇରଇଲା ତାକେ ମିସା ଦେକ୍ବାର୍ ଆସିରଇଲାଇ ।
ⲑ̅ⲟⲩⲙⲏⲏϣⲉ ⲇⲉ ⲉⲛⲁϣⲱϥ ⲉⲃⲟⲗ ϩⲛ ⲓⲟⲩⲇⲁⲓ ⲁⲩⲉⲓⲙⲉ ϫⲉ ϥⲙⲙⲁⲩ ⲁⲩⲱ ⲁⲩⲉⲓ ⲉⲧⲃⲉ ⲓⲥ ⲁⲛ ⲙⲙⲁⲧⲉ ⲁⲗⲗⲁ ϫⲉⲕⲁⲥ ⲟⲛ ⲉⲩⲉⲛⲁⲩ ⲉⲗⲁⲍⲁⲣⲟⲥ ⲡⲉⲛⲧⲁϥⲧⲟⲩⲛⲟⲥϥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ
10 ୧୦ ମାତର୍ ମୁକିଅ ପୁଜାରିମନ୍ ଲାଜାର୍କେ ମିସା ମରାଇବାକେ ଜଜ୍ନା କଲାଇ ।
ⲓ̅ⲁⲩϫⲓϣⲟϫⲛⲉ ⲇⲉ ⲛϭⲓ ⲛⲁⲣⲭⲓⲉⲣⲉⲩⲥ ϫⲉⲕⲁⲥ ⲉⲩⲉⲙⲟⲩⲟⲩⲧ ⲙⲡⲕⲉⲗⲁⲍⲁⲣⲟⲥ
11 ୧୧ କାଇକେବଇଲେ ତାର୍ଲାଗି ବଲି କେତେକ୍ କେତେକ୍ ଜିଉଦି ଲକ୍ମନ୍ ନେତାମନ୍କେ ଚାଡି ଜିସୁକେ ବିସ୍ବାସ୍ କର୍ତେରଇଲାଇ ।
ⲓ̅ⲁ̅ϫⲉ ⲛⲉⲣⲉϩⲁϩ ⲛⲓⲟⲩⲇⲁⲓ ⲃⲏⲕ ⲉⲧⲃⲏⲏⲧϥ ⲁⲩⲱ ⲛⲉⲩⲡⲓⲥⲧⲉⲩⲉ ⲉⲓⲥ
12 ୧୨ ତାର୍ ଆର୍କର୍ ଦିନେ ରକିଆପାଇବା ପରବେ ଆସିରଇବା ବେସି ଲକ୍ମନ୍ ଜିସୁ ଜିରୁସାଲାମ୍ ଆଇଲାନି ବଲି ସୁନ୍ଲାଇ ।
ⲓ̅ⲃ̅ⲡⲉϥⲣⲁⲥⲧⲉ ⲟⲩⲙⲏⲏϣⲉ ⲉⲛⲁϣⲱϥ ⲛⲛⲉⲛⲧⲁⲩⲉⲓ ⲉⲡϣⲁ ⲛⲧⲉⲣⲟⲩⲥⲱⲧⲙ ϫⲉ ⲓⲥ ⲛⲏⲩ ⲉⲑⲓⲉⲣⲟⲩⲥⲁⲗⲏⲙ
13 ୧୩ ସେଟାର୍ ପାଇ ସେମନ୍ କଜ୍ରିଡାଲ୍ ଦାରି ଜିସୁକେ ବେଟ୍ଅଇବାର୍ ଗାଲାଇ, ଆରି ଆଉଲିଅଇକରି କଇଲାଇ, “ଅସାନା, ଜେ ମାପ୍ରୁର୍ ନାଉଁଦାରି ଆଇଲାନି ତାର୍ ମଙ୍ଗଲ୍ ଅ, ପର୍ମେସର୍ ତାକେ ଆସିର୍ବାଦ୍ କର । ସେ ଇସ୍ରାଏଲର୍ ରାଜା ଡାକ୍ପୁଟା ପାଅ ।”
ⲓ̅ⲅ̅ⲁⲩϫⲓ ⲛϩⲉⲛⲃⲁ ϩⲛ ϩⲉⲛⲃⲛⲛⲉ ⲁⲩⲉⲓ ⲉⲃⲟⲗ ⲉⲧⲱⲙⲛⲧ ⲉⲣⲟϥ ⲁⲩⲱ ⲁⲩⲁϣⲕⲁⲕ ⲉⲃⲟⲗ ϫⲉ ⲱⲥⲁⲛⲛⲁ ϥⲥⲙⲁⲙⲁⲁⲧ ⲛϭⲓ ⲡⲉⲧⲛⲏⲩ ϩⲙ ⲡⲣⲁⲛ ⲙⲡϫⲟⲉⲓⲥ ⲡⲣⲣⲟ ⲛⲧⲉ ⲡⲓⲥⲣⲁⲏⲗ
14 ୧୪ ଆରି ଜିସୁ ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇତେ ରଇଲା । ଜେନ୍ତିକି ସାସ୍ତରେ ଲେକାଅଇଲା ଏ ବବିସତ୍ କାତା ସିଦ୍ ଅଇଲା ।
ⲓ̅ⲇ̅ⲓⲥ ⲇⲉ ⲛⲧⲉⲣⲉϥϩⲉ ⲉⲩⲉⲓⲱ ⲁϥⲁⲗⲉ ⲉⲣⲟϥ ⲕⲁⲧⲁ ⲑⲉ ⲉⲧⲥⲏϩ
15 ୧୫ “ଏ ସିୟନ୍ ନଅରର୍ ଲକ୍ମନ୍, ତମେ ଡରାନାଇ ଦେକା ତମର୍ ରାଜା ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇଲାନି ।”
ⲓ̅ⲉ̅ϫⲉ ⲙⲡⲣ ⲣ ϩⲟⲧⲉ ⲧϣⲉⲉⲣⲉ ⲛⲥⲓⲱⲛ ϫⲉ ⲉⲓⲥ ⲡⲟⲩⲣⲣⲟ ⲛⲏⲩ ⲛⲉ ⲉϥϩⲙⲟⲟⲥ ⲉϫⲛ ⲟⲩⲥⲏϭ ⲛⲉⲓⲱ
16 ୧୬ ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
ⲓ̅ⲋ̅ⲛⲉϥⲙⲁⲑⲏⲧⲏⲥ ⲙⲡⲟⲩⲉⲓⲙⲉ ⲉⲛⲁⲓ ⲛϣⲟⲣⲡ ⲁⲗⲗⲁ ⲛⲧⲉⲣⲉϥϫⲓ ⲉⲟⲟⲩ ⲛϭⲓ ⲓⲥ ⲧⲟⲧⲉ ⲁⲩⲣ ⲡⲙⲉⲩⲉ ϫⲉ ⲛⲉⲣⲉⲛⲁⲓ ⲥⲏϩ ⲉⲧⲃⲏⲏⲧϥ ⲁⲩⲱ ⲛⲁⲓ ⲛⲉ ⲛⲧⲁⲩⲁⲁⲩ ⲛⲁϥ
17 ୧୭ ଜିସୁ ଲାଜାର୍କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍ ଲକ୍ମନ୍ ଜିସୁର୍ ସଙ୍ଗ୍ ରଇଲାଇ, ସେମନ୍ ସେ ଗଟ୍ନା ବିସଇର୍ ସାକି ଦେବାର୍ ଦାର୍ଲାଇ ।
ⲓ̅ⲍ̅ⲛⲉϥⲣ ⲙⲛⲧⲣⲉ ϭⲉ ⲛϭⲓ ⲡⲙⲏⲏϣⲉ ⲉⲧⲛⲙⲙⲁϥ ϫⲉ ⲁϥⲙⲟⲩⲧⲉ ⲉⲗⲁⲍⲁⲣⲟⲥ ⲉⲃⲟⲗ ϩⲙ ⲡⲧⲁⲫⲟⲥ ⲁⲩⲱ ⲁϥⲧⲟⲩⲛⲟⲥϥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ
18 ୧୮ ସେଟାର୍ପାଇ ଲକ୍ମନ୍ ତାକେ ବେଟ୍ଅଇବାକେ ଜାଇରଇଲାଇ । କାଇକେବଇଲେ ସେ ଆକା ଏ କାବା ଅଇବା କାମ୍ମନ୍ କଲାନି ବଲି ସେମନ୍ ସୁନିରଇଲାଇ ।
ⲓ̅ⲏ̅ⲉⲧⲃⲉ ⲡⲁⲓ ⲟⲛ ⲁⲡⲙⲏⲏϣⲉ ⲉⲓ ⲉⲃⲟⲗ ϩⲏⲧϥ ϫⲉ ⲁϥⲥⲱⲧⲙ ϫⲉ ⲁϥⲣ ⲡⲉⲓⲙⲁⲓⲛ
19 ୧୯ ତେଇ ପାରୁସିମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଦେକ୍ଲାସ୍ନି କାଇକି, ଆମେ ଚେସ୍ଟା କଲାଟା ଗଟେକ୍ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍ ପଚେ ଗାଲାନି ।”
ⲓ̅ⲑ̅ⲛⲉⲫⲁⲣⲓⲥⲁⲓⲟⲥ ϭⲉ ⲡⲉϫⲁⲩ ⲛⲛⲉⲩⲉⲣⲏⲩ ϫⲉ ⲧⲉⲧⲛⲛⲁⲩ ϫⲉ ⲛⲧⲉⲧⲛϯ ϩⲏⲩ ⲁⲛ ⲗⲗⲁⲁⲩ ⲉⲓⲥ ⲡⲕⲟⲥⲙⲟⲥ ⲁϥⲃⲱⲕ ϩⲓ ⲡⲁϩⲟⲩ ⲙⲙⲟϥ
20 ୨୦ ନିସ୍ତାର୍ ପରବ୍ କର୍ବାକେ ଆସିରଇବା ଲକ୍ମନର୍ ବିତ୍ରେ ଗିରିକ୍ ଲକ୍ମନ୍ ମିସା କେତେଲକ୍ ରଇଲାଇ ।
ⲕ̅ⲛⲉⲩⲛ ϩⲉⲛⲟⲩⲉⲓⲉⲛⲓⲛ ⲇⲉ ⲉⲃⲟⲗ ϩⲛ ⲛⲉⲧⲃⲏⲕ ⲉϩⲣⲁⲓ ⲉⲟⲩⲱϣⲧ ⲙⲡϣⲁ
21 ୨୧ ସେମନ୍ ପିଲିପର୍ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍ବାକେ ମନ୍ କଲୁନି ।” ପିଲିପ୍ ବେତ୍ସାଇଦାର୍ ଲକ୍ ରଇଲା ।
ⲕ̅ⲁ̅ⲛⲁⲓ ϭⲉ ⲁⲩϯ ⲡⲉⲩⲟⲓ ⲉⲫⲓⲗⲓⲡⲡⲟⲥ ⲡⲉⲃⲟⲗ ϩⲛ ⲃⲏⲇⲥⲁⲓⲇⲁ ⲛⲧⲅⲁⲗⲓⲗⲁⲓⲁ ⲁⲩⲱ ⲁⲩⲥⲉⲡⲥⲱⲡϥ ⲉⲩϫⲱ ⲙⲙⲟⲥ ϫⲉ ⲡϫⲟⲉⲓⲥ ⲧⲛⲟⲩⲱϣ ⲉⲛⲁⲩ ⲉⲓⲥ
22 ୨୨ ପିଲିପ୍ ଜାଇ ଆନ୍ଦ୍ରିୟକେ ଏ କବର୍ ଜାନାଇଲାକେ ସେମନ୍ ଜାଇ ଜିସୁକେ କଇଲାଇ ।
ⲕ̅ⲃ̅ⲁⲫⲓⲗⲓⲡⲡⲟⲥ ⲉⲓ ⲁϥϫⲟⲟⲥ ⲉⲁⲛⲇⲣⲉⲁⲥ ⲁⲛⲇⲣⲉⲁⲥ ⲇⲉ ⲙⲛ ⲫⲓⲗⲓⲡⲡⲟⲥ ⲁⲩϫⲟⲟⲥ ⲉⲓⲥ
23 ୨୩ ଜିସୁ ସେମନ୍କେ କଇଲା, “ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମୁଇ ଡାକ୍ପୁଟା ପାଇବା ବେଲା ଆସି କେଟି ଆଚେ ।
ⲕ̅ⲅ̅ⲓⲥ ⲇⲉ ⲁϥⲟⲩⲱϣⲃ ⲉϥϫⲱ ⲙⲙⲟⲥ ⲛⲁⲩ ϫⲉ ⲁⲧⲉⲩⲛⲟⲩ ⲉⲓ ϫⲉⲕⲁⲥ ⲉϥⲉϫⲓ ⲉⲟⲟⲩ ⲛϭⲓ ⲡϣⲏⲣⲉ ⲙⲡⲣⲱⲙⲉ
24 ୨୪ ମୁଇ ତମ୍କେ ସତ୍କାତା କଇଲିନି ଜଦି ଗଅମ୍ ମୁଞ୍ଜି ବୁଏଁ ଅଦ୍ରି ନ ମର୍ବା ଜାକ ସେନ୍ତିସେ ରଇସି । ସେଟା ମଲେ ସେ ବେସି ମୁଞ୍ଜି ଦାର୍ସି ।
ⲕ̅ⲇ̅ϩⲁⲙⲏⲛ ϩⲁⲙⲏⲛ ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲉⲣⲉⲧⲙⲧⲃⲗⲃⲓⲗⲉ ⲛⲥⲟⲩⲟ ϩⲉ ⲉϩⲣⲁⲓ ⲉϫⲙ ⲡⲕⲁϩ ⲛⲥⲙⲟⲩ ϣⲁⲥϭⲱ ⲙⲁⲩⲁⲁⲥ ⲉϣⲱⲡⲉ ⲇⲉ ⲉⲥϣⲁⲛⲙⲟⲩ ϣⲁⲥϯ ⲟⲩⲕⲁⲣⲡⲟⲥ ⲉⲛⲁϣⲱϥ
25 ୨୫ ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି । (aiōnios )
ⲕ̅ⲉ̅ⲡⲉⲧⲙⲉ ⲛⲧⲉϥⲯⲩⲭⲏ ϥⲛⲁⲥⲟⲣⲙⲉⲥ ⲁⲩⲱ ⲡⲉⲧⲙⲟⲥⲧⲉ ⲛⲧⲉϥⲯⲩⲭⲏ ϩⲙ ⲡⲉⲓⲕⲟⲥⲙⲟⲥ ϥⲛⲁϩⲉ ⲉⲣⲟⲥ ⲉⲩⲱⲛϩ ϣⲁ ⲉⲛⲉϩ (aiōnios )
26 ୨୬ ଜନ୍ ଲକ୍ ମର୍ ସେବା କର୍ବାକେ ମନ୍ କଲାନି, ସେ ମର୍ ସଙ୍ଗ୍ ଆସ । ମୁଇ ଜନ୍ ଜାଗାଇ ରଇବି, ମର୍ ସେବା କାମ୍ କର୍ବା ଲକ୍ମନ୍ମିସା ସେ ଜାଗାଇ ରଇବାଇ । ଆରି ସେ ମର୍ ଆରି ମର୍ ବାବା ପର୍ମେସରର୍ ସନ୍ମାନ୍ ପାଇସି ।”
ⲕ̅ⲋ̅ⲉϣⲱⲡⲉ ⲟⲩⲛ ⲟⲩⲁ ⲛⲁⲇⲓⲁⲕⲟⲛⲓ ⲛⲁⲓ ⲙⲁⲣⲉϥⲟⲩⲁϩϥ ⲛⲥⲱⲉⲓ ⲁⲩⲱ ⲡⲙⲁ ⲁⲛⲟⲕ ⲉϯⲙⲙⲟϥ ⲡⲁⲕⲉⲇⲓⲁⲕⲟⲛⲟⲥ ⲛⲁϣⲱⲡⲉ ⲙⲙⲁⲩ ⲉⲣϣⲁ ⲟⲩⲁ ⲇⲓⲁⲕⲟⲛⲓ ⲛⲁⲓ ⲡⲁⲓⲱⲧ ⲛⲁⲧⲁⲓⲟϥ
27 ୨୭ ଏବେ ମର୍ ଜିବନ୍ ବେସି ବାୟାବିକଲ୍ ଅଇଗାଲାନି । କାଇଟା କଇବି? ଏ ବାବା ମକେ ଏ ଦୁକର୍ ବେଲାଇଅନି ରକିଆ କର୍ ବଲି ଗୁଆରି କର୍ବି କି? ନାଇ ସେନ୍ତି ନ କଇ । ଦୁକ୍ କସ୍ଟ ମୁରଚ୍ବାକେ ସେ ମୁଇ ଆଇଲିଆଚି ।
ⲕ̅ⲍ̅ⲧⲉⲛⲟⲩ ⲁⲧⲁⲯⲩⲭⲏ ϣⲧⲟⲣⲧⲣ ⲁⲩⲱ ⲟⲩ ⲡⲉϯⲛⲁϫⲟⲟϥ ⲡⲁⲓⲱⲧ ⲙⲁⲧⲟⲩϫⲟⲉⲓ ⲉⲃⲟⲗ ϩⲛ ⲧⲉⲓⲟⲩⲛⲟⲩ ⲁⲗⲗⲁ ⲉⲧⲃⲉ ⲡⲁⲓ ⲁⲓⲉⲓ ⲉϩⲣⲁⲓ ⲉⲧⲉⲓⲟⲩⲛⲟⲩ
28 ୨୮ ଏ ବାବା ତର୍ ନାଉଁ ଡାକ୍ପୁଟା କର । ସେ ବେଲା ସର୍ଗେଅନି ଏ କାତା କଇବା ସବଦ୍ ଆଇଲା, “ମର୍ ନାଉଁ ଡାକ୍ପୁଟା କଲିଆଚି, ଆରି ତରେକ୍ ଡାକ୍ପୁଟା କର୍ବି ।”
ⲕ̅ⲏ̅ⲡⲁⲓⲱⲧ ϯ ⲉⲟⲟⲩ ⲙⲡⲉⲕⲣⲁⲛ ⲁⲩⲥⲙⲏ ϭⲉ ⲉⲓ ⲉⲃⲟⲗ ϩⲛ ⲧⲡⲉ ϫⲉ ⲁⲓϯ ⲉⲟⲟⲩ ⲁⲩⲱ ⲟⲛ ϯⲛⲁϯ ⲉⲟⲟⲩ
29 ୨୯ ତେଇ ଟିଆଅଇ ରଇଲା ଲକ୍ମନ୍ ଏ ସବଦ୍ ସୁନି କରି “ଏଟା ବାଦଲ୍ ଗୁଡ୍ଗୁଡ୍ଲା” ବଲି କଇଲାଇ । ମାତର୍ ଅଦେକ୍ ଲକ୍ମନ୍, “ସର୍ଗେଅନି ଗଟେକ୍ ଦୁତ୍ ତାର୍ ସଙ୍ଗ୍ କାତା ଅଇଲାନି” ବଲି କଇଲାଇ ।
ⲕ̅ⲑ̅ⲡⲙⲏⲏϣⲉ ⲉⲧⲁϩⲉⲣⲁⲧϥ ⲉⲧⲥⲱⲧⲙ ⲛⲉⲩϫⲱ ⲙⲙⲟⲥ ϫⲉ ⲟⲩϩⲣⲟⲩ ⲙⲡⲉ ⲡⲉⲛⲧⲁϥϣⲱⲡⲉ ϩⲉⲛⲕⲟⲟⲩⲉ ⲇⲉ ⲛⲉⲩϫⲱ ⲙⲙⲟⲥ ϫⲉ ⲟⲩⲁⲅⲅⲉⲗⲟⲥ ⲡⲉ ⲛⲧⲁϥϣⲁϫⲉ ⲛⲙⲙⲁϥ
30 ୩୦ ଜିସୁ ସେ ଲକ୍ମନ୍କେ କଇଲା, “ଏ ସବଦ୍ ମର୍ ପାଇ ଅଏନାଇ, ମାତର୍ ତମର୍ ପାଇସେ ଅଇଲା ।
ⲗ̅ⲁϥⲟⲩⲱϣⲃ ⲉϥϫⲱ ⲙⲙⲟⲥ ⲛϭⲓ ⲓⲥ ϫⲉ ⲛⲧⲁⲧⲉⲓⲥⲙⲏ ⲉⲓ ⲁⲛ ⲉⲧⲃⲏⲏⲧ ⲁⲗⲗⲁ ⲉⲧⲃⲉ ⲧⲏⲩⲧⲛ
31 ୩୧ ଏବେ ଏ ଦୁନିଆର୍ ବିଚାର୍ କର୍ବା ଦିନ୍ କେଟ୍ଲା ଆଚେ, ଏ ଦୁନିଆର୍ ସାସନ୍ କରୁକେ ମୁଇ ବାଇରେ ପିଙ୍ଗିଦେବି ।
ⲗ̅ⲁ̅ⲧⲉⲛⲟⲩ ⲧⲉⲕⲣⲓⲥⲓⲥ ⲧⲉ ⲙⲡⲉⲓⲕⲟⲥⲙⲟⲥ ⲧⲉⲛⲟⲩ ⲡⲁⲣⲭⲱⲛ ⲙⲡⲉⲓⲕⲟⲥⲙⲟⲥ ⲥⲉⲛⲁⲛⲟϫϥ ⲉⲡⲉⲥⲏⲧ
32 ୩୨ ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି” ବଲି କଇଲା ।
ⲗ̅ⲃ̅ⲁⲛⲟⲕ ϩⲱ ⲉⲩϣⲁⲛϫⲁⲥⲧ ⲉⲃⲟⲗ ϩⲓϫⲙ ⲡⲕⲁϩ ϯⲛⲁⲥⲉⲕ ⲟⲩⲟⲛ ⲛⲓⲙ ϣⲁⲣⲟⲉⲓ
33 ୩୩ ସେ କେନ୍ତିଅଇ ମର୍ବାକେ ଗାଲାନି, ସେଟା ଜାନାଇବାକେ ଏନ୍ତି କଇରଇଲା ।
ⲗ̅ⲅ̅ⲛⲉϥϫⲱ ⲇⲉ ⲙⲡⲁⲓ ⲛⲉϥⲥⲏⲙⲁⲛⲉ ϫⲉ ⲉϥⲛⲁⲙⲟⲩ ϩⲛ ⲁϣ ⲙⲙⲟⲩ
34 ୩୪ ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ?” (aiōn )
ⲗ̅ⲇ̅ⲁϥⲟⲩⲱϣⲃ ϭⲉ ⲛⲁϥ ⲛϭⲓ ⲡⲙⲏⲏϣⲉ ϫⲉ ⲁⲛⲟⲛ ⲁⲛⲥⲱⲧⲙ ⲉⲃⲟⲗ ϩⲙ ⲡⲛⲟⲙⲟⲥ ϫⲉ ⲡⲉⲭⲥ ⲛⲁϣⲱⲡⲉ ϣⲁ ⲉⲛⲉϩ ⲁⲩⲱ ⲛⲁϣ ⲛϩⲉ ⲛⲧⲟⲕ ⲕϫⲱ ⲙⲙⲟⲥ ϫⲉ ϩⲁⲡⲥ ⲉⲧⲣⲉⲩϫⲉⲥⲧ ⲡϣⲏⲣⲉ ⲙⲡⲣⲱⲙⲉ (aiōn )
35 ୩୫ ଜିସୁ ସେମନ୍କେ କଇଲା, “ଏବେ ତମର୍ ମୁଆଟେ ଜନ୍ ଉଜଲ୍, ଉଜଲ୍ ଦେଲାନି, ସେଟା ଚନେକର୍ପାଇସେ ରଇସି । ଜନ୍ ଜାଗାଇ ଜିବାର୍ ଆଚେ, ଉଜଲ୍ ରଇତେ ଆକା ଇଣ୍ଡା । ସେନ୍ତାର୍ଆଲେ ତମ୍କେ ଆନ୍ଦାର୍ ନ ଡାବେ । ଆନ୍ଦାରେ ରଇବା ଲକ୍ କେନେ ଗାଲାନି ସେଟା ନାଜାନେ ।
ⲗ̅ⲉ̅ⲡⲉϫⲁϥ ϭⲉ ⲛⲁⲩ ⲛϭⲓ ⲓⲥ ϫⲉ ⲉⲧⲓ ⲕⲉⲕⲟⲩⲉⲓ ⲛⲟⲩⲟⲓϣ ⲡⲉ ⲉⲣⲉⲡⲟⲩⲟⲓⲛ ϣⲟⲟⲡ ⲛⲙⲙⲏⲧⲛ ⲙⲟⲟϣⲉ ϩⲟⲥⲟⲛ ⲟⲩⲛⲧⲏⲧⲛ ⲡⲟⲩⲟⲓⲛ ϫⲉ ⲛⲛⲉ ⲡⲕⲁⲕⲉ ⲧⲁϩⲉⲧⲏⲩⲧⲛ ⲁⲩⲱ ⲡⲉⲧⲙⲟⲟϣⲉ ϩⲙ ⲡⲕⲁⲕⲉ ⲛϥⲥⲟⲟⲩⲛ ⲁⲛ ϫⲉ ⲉϥⲛⲁ ⲉⲧⲱⲛ
36 ୩୬ ସେଟାର୍ ପାଇ ତମର୍ ଲଗେ ଉଜଲ୍ ରଇତେସେ ଉଜଲ୍ ପାରା ରଇବା ମର୍କାତା ବିସ୍ବାସ୍ କରା । ତେବେ ତମେ ଉଜଲର୍ ଲକ୍ ଅଇସା” ବଲିକରି କଇଲା । ଜିସୁ ଏ କାତା କଇକରି ଉଟିଗାଲା ଆରି ସେମନ୍କେ ନ ଦେକାଇଅଇକରି ରଇଲା ।
ⲗ̅ⲋ̅ϩⲟⲥⲟⲛ ⲟⲩⲛⲧⲏⲧⲛ ⲡⲟⲩⲟⲓⲛ ⲡⲓⲥⲧⲉⲩⲉ ⲉⲡⲟⲩⲟⲓⲛ ϫⲉⲕⲁⲥ ⲉⲧⲉⲧⲛⲉϣⲱⲡⲉ ⲛϣⲏⲣⲉ ⲛⲧⲉ ⲡⲟⲩⲟⲓⲛ ⲛⲁⲓ ⲁϥϫⲟⲟⲩ ⲛϭⲓ ⲓⲥ ⲁⲩⲱ ⲁϥⲃⲱⲕ ⲁϥϩⲟⲡϥ ⲉⲣⲟⲟⲩ
37 ୩୭ ଜିସୁ ସେମନର୍ ଦେକ୍ତେ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ କରିରଇଲେ ମିସା, ସେମନ୍ ତାକେ ବିସ୍ବାସ୍ କରତ୍ନାଇ ।
ⲗ̅ⲍ̅ⲛⲉⲓⲙⲁⲓⲛ ⲇⲉ ⲧⲏⲣⲟⲩ ⲉⲁϥⲁⲁⲩ ⲙⲡⲉⲩⲙⲧⲟ ⲉⲃⲟⲗ ⲙⲡⲟⲩⲡⲓⲥⲧⲉⲩⲉ ⲉⲣⲟϥ
38 ୩୮ ଜେନ୍ତାରି ଜିସାୟ ବବିସତ୍ବକ୍ତା କଇଲା କାତା ସତ୍ ଅଇଲା । ସେ ଏନ୍ତି କଇରଇଲା, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କଲାଆଚେ? ଆରି ମାପ୍ରୁ କାର୍ଲଗେ ତାର୍ ରକିଆ କର୍ବା ବପୁ ଦେକାଇଲା?”
ⲗ̅ⲏ̅ϫⲉⲕⲁⲥ ⲉⲣⲉⲡϣⲁϫⲉ ⲛⲏⲥⲁⲓⲁⲥ ⲡⲉⲡⲣⲟⲫⲏⲧⲏⲥ ϫⲱⲕ ⲉⲃⲟⲗ ⲡⲉⲛⲧⲁϥϫⲟⲟϥ ϫⲉ ⲡϫⲟⲉⲓⲥ ⲛⲓⲙ ⲡⲉ ⲛⲧⲁϥⲡⲓⲥⲧⲉⲩⲉ ⲉⲡⲉⲛϩⲣⲟⲟⲩ ⲁⲩⲱ ⲡⲉϭⲃⲟⲉⲓ ⲙⲡϫⲟⲉⲓⲥ ⲛⲧⲁϥϭⲱⲗⲡ ⲉⲛⲓⲙ
39 ୩୯ ସେଟାର୍ପାଇ ସେମନ୍ ବିସ୍ବାସ୍ ନ କର୍ତେରଇଲାଇ । ତେବେ ଜିସାୟ ଆରିତରେକ୍ କଇଲାଆଚେ,
ⲗ̅ⲑ̅ⲉⲧⲃⲉ ⲡⲁⲓ ⲙⲡⲟⲩϣ ϭⲙϭⲟⲙ ⲉⲡⲓⲥⲧⲉⲩⲉ ϫⲉ ⲁϥϫⲟⲟⲥ ⲟⲛ ⲛϭⲓ ⲏⲥⲁⲓⲁⲥ
40 ୪୦ ପର୍ମେସର୍ ଜେନ୍ତିକି ତାକର୍ ଦେକ୍ବା ଆଁକି କାଣା କରିଦେଇଆଚେ ଆରି ସେମନର୍ ବୁଜ୍ବା ବପୁ ନସାଇଦେଇଆଚେ ସେଟାର୍ପାଇ ସେମନ୍ ଦେକି ନାପାର୍ଲାଇନି କି ମୁଲ୍କେ ବୁଜି ନାପାର୍ଲାଇନି । ସେମନ୍ ନିକ ଅଇବାକେ ମର୍ଟାନେ ବାଉଡି ଆସତ୍ନାଇ । ଏଟା ପର୍ମେସର୍ କଇଲାନି । ଆମେ ସେମନ୍କେ ନିକ ନ କରୁ ।
ⲙ̅ϫⲉ ⲁϥⲧⲱⲙ ⲛⲛⲉⲩⲃⲁⲗ ⲁⲩⲱ ⲁϥⲧⲱⲙ ⲙⲡⲉⲩϩⲏⲧ ϫⲉⲕⲁⲥ ⲉⲛⲛⲉⲩⲛⲁⲩ ϩⲛ ⲛⲉⲩⲃⲁⲗ ⲁⲩⲱ ⲛⲥⲉⲛⲟⲉⲓ ϩⲙ ⲡⲉⲩϩⲏⲧ ⲛⲥⲉⲕⲟⲧⲟⲩ ⲧⲁⲧⲁⲗϭⲟⲟⲩ
41 ୪୧ ଜିସାୟ ବବିସତ୍ବକ୍ତା ପୁର୍ବେ ଜିସୁ ମାପ୍ରୁର୍ ଏ ସବୁ ମଇମା ଜାନିରଇଲାଜେ ଏନ୍ତି ବଲି କଇରଇଲା ।
ⲙ̅ⲁ̅ⲛⲁⲓ ⲁϥϫⲟⲟⲩ ⲛϭⲓ ⲏⲥⲁⲓⲁⲥ ϫⲉ ⲁϥⲛⲁⲩ ⲉⲡⲉⲟⲟⲩ ⲙⲡⲛⲟⲩⲧⲉ ⲁⲩⲱ ⲁϥϣⲁϫⲉ ⲉⲧⲃⲏⲏⲧϥ
42 ୪୨ ଏଲେ ମିସା ଜିଉଦି ନେତାମନର୍ ବିତ୍ରେଅନି କେତେ ଲକ୍ ତାକେ ବିସ୍ବାସ୍ କଲାଇ । ମାତର୍ ସେମନ୍ ପାରୁସି ମନର୍ଲାଗି ପାର୍ତନା ଗରେ ଅନି ବାର୍କରାଇଦେବାଇ ବଲି ଡରିକରି କାତାବାର୍ତା ନ ଅଇତେ ରଇଲାଇ ।
ⲙ̅ⲃ̅ϩⲟⲙⲟⲓⲱⲥ ⲙⲉⲛⲧⲟⲓ ⲉⲃⲟⲗ ϩⲛ ⲛⲁⲣⲭⲱⲛ ⲁϩⲁϩ ⲡⲓⲥⲧⲉⲩⲉ ⲉⲣⲟϥ ⲁⲗⲗⲁ ⲉⲧⲃⲉ ⲛⲉⲫⲁⲣⲓⲥⲁⲓⲟⲥ ⲛⲉⲩϩⲟⲙⲟⲗⲟⲅⲓ ⲁⲛ ⲡⲉ ϫⲉⲕⲁⲥ ⲉⲛⲛⲉⲩϣⲱⲡⲉ ⲛⲁⲡⲟⲥⲩⲛⲁⲅⲱⲅⲟⲥ
43 ୪୩ ସେମନ୍ ପର୍ମେସର୍କେ ମାନାଇବା ଟାନେଅନି ଲକ୍ମନ୍କେ ମାନାଇବାଟା ଅଦିକ୍ ନିକ ବଲି ବାବ୍ତେରଇଲାଇ ।
ⲙ̅ⲅ̅ⲁⲩⲙⲉⲣⲉ ⲡⲉⲟⲟⲩ ⲅⲁⲣ ⲛⲣⲣⲱⲙⲉ ⲉϩⲟⲩⲉ ⲡⲉⲟⲟⲩ ⲙⲡⲛⲟⲩⲧⲉ
44 ୪୪ ଜିସୁ ଆଉଲିଅଇ କଇଲା, “ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ମକେସେ ବିସ୍ବାସ୍ କରେନାଇ, ମକେ ଜେ ପାଟାଇଲା ଆଚେ, ତାକେ ମିସା ବିସ୍ବାସ୍ କଲାନି ।”
ⲙ̅ⲇ̅ⲓⲥ ⲇⲉ ⲁϥⲁϣⲕⲁⲕ ⲉⲃⲟⲗ ⲉϥϫⲱ ⲙⲙⲟⲥ ϫⲉ ⲡⲉⲧⲡⲓⲥⲧⲉⲩⲉ ⲉⲣⲟⲓ ⲛⲉϥⲡⲓⲥⲧⲉⲩⲉ ⲉⲣⲟⲉⲓ ⲁⲛ ⲁⲗⲗⲁ ⲉⲡⲉⲛⲧⲁϥⲧⲁⲟⲩⲟⲉⲓ
45 ୪୫ ଜେ ମକେ ଦେକି ଆଚେ, ସେ ମକେ ପାଟାଉକେ ମିସା ଦେକି ଆଚେ ।
ⲙ̅ⲉ̅ⲁⲩⲱ ⲡⲉⲧⲛⲁⲩ ⲉⲣⲟⲉⲓ ⲉϥⲛⲁⲩ ⲉⲡⲉⲛⲧⲁϥⲧⲁⲟⲩⲉⲓ
46 ୪୬ ମୁଇ ଜଗତର୍ ଉଜଲ୍ ଅଇ ଆଇଲିଆଚି । ଜେ ମକେ ବିସ୍ବାସ୍ କର୍ସି, ସେ ଆରି ଆନ୍ଦାରେ ନ ରଏ ।
ⲙ̅ⲋ̅ⲁⲛⲟⲕ ⲡⲉ ⲡⲟⲩⲟⲉⲓⲛ ⲉⲛⲧⲁⲉⲓ ⲉⲡⲕⲟⲥⲙⲟⲥ ϫⲉⲕⲁⲥ ⲟⲩⲟⲛ ⲛⲓⲙ ⲉⲧⲡⲓⲥⲧⲉⲩⲉ ⲉⲣⲟⲉⲓ ⲛⲛⲉϥϭⲱ ϩⲙ ⲡⲕⲁⲕⲉ
47 ୪୭ ଜେ ମର୍ ବାକିଅ ସୁନି ନ ମାନେ, ମୁଇ ତାର୍ ବିଚାର୍ ନ କରି । କାଇକେବଇଲେ ମୁଇ ଜଗତର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିନାଇ, ମାତର୍ ସେମନ୍କେ ରକିଆ କର୍ବାର୍ ଆସିଆଚି ।
ⲙ̅ⲍ̅ⲁⲩⲱ ⲉⲣϣⲁⲟⲩⲁ ⲥⲱⲧⲙ ⲉⲛⲁϣⲁϫⲉ ⲛϥϩⲁⲣⲉϩ ⲉⲣⲟⲟⲩ ⲁⲛⲟⲕ ⲛϯⲛⲁⲕⲣⲓⲛⲉ ⲙⲙⲟϥ ⲁⲛ ⲛⲧⲁⲓⲉⲓ ⲅⲁⲣ ⲁⲛ ϫⲉ ⲉⲉⲓⲉⲕⲣⲓⲛⲉ ⲙⲡⲕⲟⲥⲙⲟⲥ ⲁⲗⲗⲁ ϫⲉⲕⲁⲥ ⲉⲉⲓⲉⲛⲁϩⲙⲉϥ
48 ୪୮ ଜେ ମକେ ନିଚି କରି ମର୍ ବାକିଅ ନ ମାନେ, ମର୍ ଟଣ୍ଡର୍ ବାକିଅ ତାର୍ ବିଚାର୍ କାରିଆ ଅଇସି । ସାରାସାରି ଦିନେ ସେ ବାକିଅସେ ତାକେ ବିଚାର୍ କର୍ସି ।
ⲙ̅ⲏ̅ⲡⲉⲧⲁⲑⲉⲧⲓ ⲙⲙⲟⲉⲓ ⲉⲛϥϫⲓ ⲁⲛ ⲛⲛⲁϣⲁϫⲉ ⲟⲩⲛⲧϥ ⲡⲉⲧⲕⲣⲓⲛⲉ ⲙⲙⲟϥ ⲡϣⲁϫⲉ ⲉⲛⲧⲁⲓϫⲟⲟϥ ⲛⲧⲟϥ ⲡⲉⲧⲛⲁⲕⲣⲓⲛⲉ ⲙⲙⲟϥ ϩⲙ ⲡϩⲁⲉ ⲛϩⲟⲟⲩ
49 ୪୯ ମୁଇ ନିଜର୍ ମନେ ଅନି କାଇଟା ମିସା କଇନାଇ, ଏ କାତା ସତ୍ । ମାତର୍ ମୁଇ କଇବାଟା ମକେ ପାଟାଇରଇବା ବାବା ଆଦେସ୍ ଦେଇଆଚେ ।
ⲙ̅ⲑ̅ϫⲉ ⲁⲛⲟⲕ ⲛⲧⲁⲓϣⲁϫⲉ ⲁⲛ ϩⲁⲣⲟⲓ ⲙⲙⲁⲩⲁⲁⲧ ⲁⲗⲗⲁ ⲡⲁⲓⲱⲧ ⲉⲛⲧⲁϥⲧⲁⲟⲩⲟⲓ ⲛⲧⲟϥ ⲡⲉ ⲛⲧⲁϥϯ ⲛⲁⲓ ⲛⲟⲩⲉⲛⲧⲟⲗⲏ ϫⲉ ⲟⲩ ⲡⲉϯⲛⲁϫⲟⲟϥ ⲁⲩⲱ ⲟⲩ ⲡⲉϯⲛⲁⲧⲁⲩⲟϥ
50 ୫୦ ଆରି ମୁଇ ଜାନିଆଚି, ତାର୍ ଆଦେସ୍ ନ ସାର୍ବା ଜିବନ୍ ଦେଇସି । ମର୍ ବାବା ମକେ ଜନ୍ କାତା କଇବାକେ ଆଦେସ୍ ଦେଇଆଚେ, ସେଟାସେ ମୁଇ କଇଲିନି । (aiōnios )
ⲛ̅ⲁⲩⲱ ϯⲥⲟⲟⲩⲛ ϫⲉ ⲧⲉϥⲉⲛⲧⲟⲗⲏ ⲟⲩⲱⲛϩ ϣⲁ ⲉⲛⲉϩ ⲧⲉ ⲛⲉϯϫⲱ ϭⲉ ⲙⲙⲟⲟⲩ ⲁⲛⲟⲕ ⲕⲁⲧⲁ ⲑⲉ ⲉⲛⲧⲁⲡⲁⲓⲱⲧ ϫⲟⲟⲥ ⲛⲁⲓ ⲧⲁⲓ ⲧⲉ ⲑⲉ ⲉϯϣⲁϫⲉ ⲙⲙⲟⲥ (aiōnios )