< ଜଅନ୍‌ 10 >

1 ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ଜେ ଦୁଆର୍‌ ବାଟେ ନ ଜାଇ ବିନ୍‌ବାଟେ ଜାଇ ମେଣ୍ଡାସାଲେ କେଟ୍‌ସି, ସେ ଚର୍‌ ଆରି କାଙ୍ଗାର୍‌ ।
Voorwaar, voorwaar zeg Ik ulieden: Die niet ingaat door de deur in den stal der schapen, maar van elders inklimt, die is een dief en moordenaar.
2 ମାତର୍‌ ଜେ ଦୁଆର୍‌ ବାଟେ ଜାଇ ମେଣ୍ଡାସାଲେ କେଟ୍‌ସି, ସେ ମେଣ୍ଡା ରାସିର୍‌ ଗଉଡ୍‌ ।
Maar die door de deur ingaat, is een herder der schapen.
3 ଜାଗୁଆଲ୍‌ ଦୁଆର୍‌ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍‌ସି । ମେଣ୍ଡାମନ୍‌ ତାର୍‌ ଡାକ୍‌ଲାଟା ସୁନ୍‌ବାଇ, ଆରି ସେମନ୍‌କେ ବାର୍‌କରାଇ ଦାରିଜାଇସି ।
Dezen doet de deurwachter open, en de schapen horen zijn stem; en hij roept zijn schapen bij name, en leidt ze uit.
4 ନିଜର୍‌ ସବୁ ମେଣ୍ଡାମନ୍‌କେ ବାଇରେ ଆନ୍‌ବା ବେଲେ, ସେ ଆଗେ ଆଗେ ଇଣ୍ଡ୍‌ସି ଆରି ମେଣ୍ଡାମନ୍‌ ତାର୍‌ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍‌ ତାର୍‌ ଡାକ୍‌ଲାଟା ଜାନତ୍‌ ।
En wanneer hij zijn schapen uitgedreven heeft, zo gaat hij voor hen heen; en de schapen volgen hem, overmits zij zijn stem kennen.
5 ମାତର୍‌ ମେଣ୍ଡାମନ୍‌ କେବେ ମିସା ନ ଚିନ୍‌ଲା ଲକର୍‌ ପଚ୍‌ ପଚ୍‌ ନ ଜାଅତ୍‌, ତାର୍‌ଲଗେଅନି ପାଲାଇବାଇ । କାଇକେବଇଲେ ସେମନ୍‌ ଅଚିନାର୍‌ ଲକ୍‌ ଡାକ୍‌ଲେ ନ ଜାଅତ୍‌ ।”
Maar een vreemde zullen zij geenszins volgen, maar zullen van hem vlieden; overmits zij de stem des vreemden niet kennen.
6 ଜିସୁ ସେମନ୍‌କେ ଏନ୍ତି ଉଦାଅରଣ୍‌ ଦେଇ କଇଲା, ମାତର୍‌ ସେମନ୍‌ ତାର୍‌ ଅରତ୍‌ କାଇଟା ବଲି ବୁଜି ନାପାର୍‌ଲାଇ ।
Deze gelijkenis zeide Jezus tot hen; maar zij verstonden niet, wat het was, dat Hij tot hen sprak.
7 ସେଟାର୍‌ ପାଇ ଜିସୁ ଆରିତରେକ୍‌ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି ମୁଇ ମେଣ୍ଡାମନର୍‌ ଡିଆଗଡି ।
Jezus dan zeide wederom tot hen: Voorwaar, voorwaar zeg Ik u: Ik ben de Deur der schapen.
8 ମର୍‌ ଆଗ୍‌ତୁ ଜେତେଲକ୍‌ ଆସିଆଚତ୍‌, ସେମନ୍‌ ସବୁଲକ୍‌ ଜାକ ଚର୍‌ ଆରି କାଙ୍ଗାର୍‌ମନ୍‌, ସେଟାର୍‌ପାଇ ମେଣ୍ଡାମନ୍‌ ତାକର୍‌ କାତା ମୁଲ୍‌କେ ସୁନତ୍‌ନାଇ ।
Allen, zovelen als er voor Mij zijn gekomen, zijn dieven en moordenaars; maar de schapen hebben hen niet gehoord.
9 ମୁଇ ଦୁଆର୍‌, ଜଦି କେ ମିସା ମର୍‌ ବାଟେ ଆସି କେଟ୍‌ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍‌ରେ ଆରି ବାଇରେ ଜାଇ ଚାରି ପାର୍‌ସି ।
Ik ben de Deur; indien iemand door Mij ingaat, die zal behouden worden; en hij zal ingaan en uitgaan, en weide vinden.
10 ୧୦ ଚର୍‌, ଚରାଇବାକେ, ମରାଇବାକେ, ଆରି ନାସ୍‌ କର୍‌ବାକେସେ ଆଇସି, ମାତର୍‌ ମୁଇ ଜେନ୍ତିକି ସେମନ୍‌କେ ପୁରାପୁରୁନ୍‌ ଜିବନ୍‌ ଦେବାକେ ଆଇଲି ଆଚି ।”
De dief komt niet, dan opdat hij stele, en slachte, en verderve; Ik ben gekomen, opdat zij het leven hebben, en overvloed hebben.
11 ୧୧ ମୁଇ ନିମାନ୍‌ ମେଣ୍ଡା ଚାରାଉ ଗଉଡ୍‌ । ନିମାନ୍‌ ଗଉଡ୍‌ ମେଣ୍ଡାମନର୍‌ ଲାଗି ନିଜର୍‌ ଜିବନ୍‌ ମିସା ଦେଇସି ।
Ik ben de goede Herder; de goede herder stelt zijn leven voor de schapen.
12 ୧୨ ଜେ ମେଣ୍ଡା ଚାରାଉ ନଏଁ, ମାତର୍‌ ବୁତି ପାଉ, ମେଣ୍ଡାମନ୍‌ ତାର୍‌ ନିଜର୍‌ଟା ନଅତ୍‌, ସେଟାର୍‌ପାଇ ଡୁର୍‌କା ଆଇବାଟା ଦେକି ମେଣ୍ଡାମନ୍‌କେ ଚାଡି ପାଲାଇସି । ଆରି ଡୁର୍‌କା ମେଣ୍ଡାମନ୍‌କେ ଦାରି ଚିନ୍‌ ଚତର୍‌ କରିଦେଇସି ।
Maar de huurling, en die geen herder is, wien de schapen niet eigen zijn, ziet den wolf komen, en verlaat de schapen, en vliedt; en de wolf grijpt ze, en verstrooit de schapen.
13 ୧୩ ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍‌କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍‌ ପାଇ ଚିନ୍ତା ନ କରେ ।
En de huurling vliedt, overmits hij een huurling is, en heeft geen zorg voor de schapen.
14 ୧୪ ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି,
Ik ben de goede Herder; en Ik ken de Mijnen, en worde van de Mijnen gekend.
15 ୧୫ ସେନ୍ତାରିସେ ମୁଇ ମର୍‌ ନିଜର୍‌ ମେଣ୍ଡାମନ୍‌କେ ଜାନି । ଆରି ମେଣ୍ଡାମନ୍‌ ମିସା ମକେ ଜାନତ୍‌ । ମୁଇ ସେମନର୍‌ ଲାଗି ମର୍‌ ଜିବନ୍‌ ଦେବାକେ ମିସା ରାଜି ।
Gelijkerwijs de Vader Mij kent, alzo ken Ik ook den Vader; en Ik stel Mijn leven voor de schapen.
16 ୧୬ ଏନ୍ତାରି ମର୍‌ ବିନ୍‌ ମେଣ୍ଡାମନ୍‌ ଆଚତ୍‌ । ସେମନ୍‌ ଏ ରାସି ଟାନେ ନାଇ, ମକେ ସେମନ୍‌କେ ମିସା ଆନ୍‌ବାକେ ପଡ୍‌ସି । ସେମନ୍‌ ମୁଇ ଡାକ୍‌ବାଟା ସୁନ୍‌ବାଇ ଆରି ତେଇର୍‌ ଗଟେକ୍‌ ରାସି ଅଇ ରଇବାଇ । “
Ik heb nog andere schapen, die van dezen stal niet zijn; deze moet Ik ook toebrengen; en zij zullen Mijn stem horen; en het zal worden een kudde, en een Herder.
17 ୧୭ “ମର୍‌ ବାବା ମକେ ଆଲାଦ୍‌ କଲାନି, କାଇକେବଇଲେ ମୁଇ ମର୍‌ ଜିବନ୍‌ ଦେବାକେ ମନ୍‌ କଲିନି । ଆରି ମର୍‌ ଜିବନ୍‌ ଦାନ୍‌ କର୍‌ବି ବଇଲେ ଆରିତରେକ୍‌ ସେଟା ପାଇବି ।
Daarom heeft mij de Vader lief, overmits Ik Mijn leven afleg, opdat Ik hetzelve wederom neme.
18 ୧୮ ମର୍‌ ଜିବନ୍‌ ବିନ୍‌ ଲକ୍‌ ନେଇ ନାପାରତ୍‌ । ସେଟା ମୁଇ ନିଜେ ମନ୍‌କରି ଦାନ୍‌ କର୍‌ବି କି ଆରିତରେକ୍‌ ଆନ୍‌ବାକେ ମିସା ମର୍‌ ଅଦିକାର୍‌ ଆଚେ । ମର୍‌ ବାବା ମକେ ଏ ଅଦିକାର୍‌ ଦେଇଆଚେ ।”
Niemand neemt hetzelve van Mij, maar Ik leg het van Mijzelven af; Ik heb macht hetzelve af te leggen, en heb macht hetzelve wederom te nemen. Dit gebod heb Ik van Mijn Vader ontvangen.
19 ୧୯ ଜିସୁର୍‌ ଏ ସବୁ କାତାର୍‌ ଲାଗି ଜିଉଦିମନ୍‌ ବାଗ୍‌ ବାଗ୍‌ ଅଇଗାଲାଇ ।
Er werd dan wederom tweedracht onder de Joden, om dezer woorden wil.
20 ୨୦ ସେମନର୍‌ ବିତ୍‌ରେ କେତେକ୍‌ ଲକ୍‌ କଇବାର୍‌ ଦାର୍‌ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍‌ କାତା ସୁନ୍‌ଲାସ୍‌ନି?”
En velen van hen zeiden: hij heeft den duivel, en is uitzinnig; wat hoort gij Hem?
21 ୨୧ ମାତର୍‌ ବିନ୍‌ଲକ୍‌ମନ୍‌ କଇଲାଇ, “ଏ ସବୁ କାତା ତା ଡୁମା ଦାରି ରଇବା ଲକ୍‌ କଇନାପାରେ । ଡୁମା କାଇ କାଣା ଲକର୍‌ ଆଁକି ନିମାନ୍‌ କରିଦେଇପାରେ କି?”
Anderen zeiden: Dit zijn geen woorden eens bezetenen; kan ook de duivel der blinden ogen openen?
22 ୨୨ ସେ ବେଲେ ସିତ୍‌ ଦିନ୍‌ ଅଇରଇଲା ଆରି ଜିରୁସାଲାମ୍‌ ମନ୍ଦିର୍‌ ତିଆର୍‌ କଲା ପରବ୍‌ ଅଇତେରଇଲା ।
En het was het feest der vernieuwing des tempels te Jeruzalem; en het was winter.
23 ୨୩ ତେଇ ଜିସୁ ମନ୍ଦିରେ ସଲ୍‌ମନର୍‌ ମଣ୍ଡପେ ବୁଲ୍‌ତେରଇଲା ।
En Jezus wandelde in den tempel, in het voorhof van Salomo.
24 ୨୪ ତେଇ ଜିଉଦିମନ୍‌ ତାକେ ଚାରିବେଟ୍‌ତିଅନି ଡାବିଅଇ ପାଚାର୍‌ବାର୍‌ ଦାର୍‌ଲାଇ, “ଆରି କେତେ ଦିନ୍‌ ଜାକ ଆମ୍‌କେ ନାଡାଇସୁ? ତମେ ଜଦି ପର୍‌ମେସର୍‌ ବାଚି ପାଟାଇଲା ରାଜା ମସିଅ ଅଇରଇଲେ ଆମ୍‌କେ ସତ୍‌ କାତା କ ।”
De Joden dan omringden Hem, en zeiden tot Hem: Hoe lang houdt Gij onze ziel op? Indien Gij de Christus zijt, zeg het ons vrijuit.
25 ୨୫ ଜିସୁ ସେମନ୍‌କେ କ‍ଇଲା, “ମୁଇ ତମ୍‌କେ ପର୍‌ତୁମ୍‌ କଇଆଚି, ମାତର୍‌ ମକେ ବିସ୍‌ବାସ୍‌ କରାସ୍‌ନାଇ । ମର୍‌ ବାବାର୍‌ ଅଦିକାରେ ମୁଇ ଜନ୍‌ ଜନ୍‌ କାମ୍‌ମନ୍‌ କଲିଆଚି, ସେ ସବୁଜାକ ମର୍‌ ବିସଇର୍‍ ସାକି ଦେଲାନି ।
Jezus antwoordde hun: Ik heb het u gezegd, en gij gelooft het niet. De werken, die Ik doe in den Naam Mijns Vaders, die getuigen van Mij.
26 ୨୬ ମାତର୍‌ ତମେ ମକେ ବିସ୍‌ବାସ୍‌ କରାସ୍‌ନାଇ, କାଇକେବଇଲେ ତମେ ମର୍‌ ମେଣ୍ଡାମନ୍‌ ନୁଆସ୍‌ ।
Maar gijlieden gelooft niet; want gij zijt niet van Mijn schapen, gelijk Ik u gezegd heb.
27 ୨୭ ମର୍‌ ସବୁ ମେଣ୍ଡାମନ୍‌ ମୁଇ ଡାକ୍‌ବାଟା ସୁନ୍‌ବାଇ, ମୁଇ ସେମନ୍‌କେ ଜାନି, ଆରି ସେମନ୍‌ ମର୍‌ ପଚେ ପଚେ ଆଇବାଇ ।
Mijn schapen horen Mijn stem, en Ik ken dezelve, en zij volgen Mij.
28 ୨୮ ଆରି ମୁଇ ସେମନ୍‌କେ ନ ସାର୍‌ବା ଜିବନ୍‌ ଦେବି । ସେମନ୍‌ କେବେମିସା ନସ୍‌ଟ ନ ଅଅତ୍‌ । ସେମନ୍‌କେ ମର୍‌ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍‌ । (aiōn g165, aiōnios g166)
En Ik geef hun het eeuwige leven; en zij zullen niet verloren gaan in der eeuwigheid, en niemand zal dezelve uit Mijn hand rukken. (aiōn g165, aiōnios g166)
29 ୨୯ ମର୍‌ ବାବା ମକେ ଜନ୍‌ଟା ଦେଲାଆଚେ, ସେଟା ସବୁର୍‌ଟାନେଅନି ଅଦିକ୍‌ ମୁଲିଅ । ବାବାର୍‌ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍‌ ।
Mijn Vader, die ze Mij gegeven heeft, is meerder dan allen; en niemand kan ze rukken uit de hand Mijns Vaders.
30 ୩୦ ବାବା ଆରି ମୁଇ ଗଟେକ୍‌ ସେ ।”
Ik en de Vader zijn een.
31 ୩୧ ଏ କାତା ସୁନି ଲକ୍‌ମନ୍‌ ତାକେ ଆରିତରେକ୍‌ ମାର୍‌ବାକେ ପାକ୍‌ନା ବେଟ୍‌ଲାଇ ।
De Joden dan namen wederom stenen op, om Hem te stenigen.
32 ୩୨ ଜିସୁ ସେମନ୍‌କେ କ‍ଇଲା, “ମୁଇ ବାବାର୍‌ ଆଦେସ୍‌ ଇସାବେ ତମ୍‌କେ କେତେକ୍‌ କେତେକ୍‌ ନିମାନ୍‌ କାମ୍‌ ଦେକାଇ ଆଚି, ସେ ସବୁ ନିମାନ୍‌ କାମ୍‌ ବିତ୍‌ରେଅନି, କନ୍‌ କାମର୍‌ପାଇ ମକେ ମାର୍‌ବାକେ ପାକ୍‌ନା ବେଟିଆଚାସ୍‌?”
Jezus antwoordde hun: Ik heb u vele treffelijke werken getoond van Mijn Vader; om welk werk van die stenigt gij Mij?
33 ୩୩ ସେମନ୍‌ ତାକେ କଇଲାଇ, “ନିମାନ୍‌ କାମର୍‌ ଲାଗି ତକେ ଆମେ ମାର୍‌ବାକେ ପାକ୍‌ନା ବେଟୁନାଇ, ମାତର୍‌ ପର୍‌ମେସର୍‌କେ ନିନ୍ଦା କଲୁସ୍‌ନି ବଲିକରି, ଆରି ତୁଇ ମନସ୍‌ ଅଇକରି ନିଜ୍‌କେ ପର୍‌ମେସର୍‌ ବଲାଇଅଇବାର୍‌ ଲାଗି ।”
De Joden antwoordden Hem, zeggende: Wij stenigen U niet over enig goed werk, maar over gods lastering, en omdat Gij, een Mens zijnde, Uzelven God maakt.
34 ୩୪ ଜିସୁ ସେମନ୍‌କେ କ‍ଇଲା, “ତମର୍‌ ରିତିନିତି ଟାନେ କାଇ ଏଟା ଲେକାନାଇ କି? ପର୍‌ମେସର୍‌ କଇଲା ତମେ ପର୍‌ମେସର୍‌ ।
Jezus antwoordde hun: Is er niet geschreven in uw wet: Ik heb gezegd, gij zijt goden?
35 ୩୫ ଆମେ ଜାନୁ ସାସ୍‌ତରର୍‌ ବାକିଅ ସବୁ ଦିନର୍‌ ପାଇ ସତ୍‌ । ପର୍‌ମେସରର୍‌ ବାକିଅ ଜନ୍‌ଲକ୍‌ମନ୍‌ ଜାନିଆଚତ୍‌, ସେମନ୍‍କେ ପର୍‌ମେସର୍‌ ବଲି କୁଆ ଅଇଲାଆଚେ ।
Indien de wet die goden genaamd heeft, tot welke het woord Gods geschied is, en de Schrift niet kan gebroken worden;
36 ୩୬ ବାବା ମକେ ବାଚିକରି ଏ ଦୁନିଆଇ ପାଟାଇଆଚେ, ସେନ୍ତାର୍‌ ଆଲେ ମୁଇ ନିଜ୍‌କେ ପର୍‌ମେସରର୍‌ ପ ବଲି କଇଲାକେ, ତମେ ମକେ କେନ୍ତି ପର୍‌ମେସର୍‌କେ ନିନ୍ଦା କଲୁସ୍‌ନି ବଲି କଇଲାସ୍‌ନି?
Zegt gijlieden tot Mij, Dien de Vader geheiligd en in de wereld gezonden heeft: Gij lastert God; omdat Ik gezegd heb: Ik ben Gods Zoon?
37 ୩୭ ମୁଇ ଜଦି ମର୍‌ ବାବାର୍‌ କାମ୍‌ ନ କରି, ସେନ୍ତାର୍‌ଆଲେ ମକେ ବିସ୍‌ବାସ୍‌ କରାନାଇ ।
Indien Ik niet doe de werken Mijns Vaders, zo gelooft Mij niet;
38 ୩୮ ଜଦି ମୁଇ ସେ ମନ୍‌କଲାଟା ପୁରାପୁରୁନ୍‌ କର୍‌ବି ବଇଲେ, ମକେ ବିସ୍‌ବାସ୍‌ ନ କଲେମିସା ମୁଇ କର୍‌ବା କାମ୍‌ ବିସ୍‌ବାସ୍‌ କରା । ସେଟାର୍‌ ପାଇ ତମେ ଜାନିପାରାସ୍‌ ଜେ, ମର୍‌ ବାବା ପର୍‌ମେସର୍‌ ମର୍‌ ସଙ୍ଗ୍‌ ଆଚେ ଆରି ମୁଇ ତାର୍‌ଟାନେ ଆଚି ।”
Maar indien Ik ze doe, en zo gij Mij niet gelooft, zo gelooft de werken; opdat gij moogt bekennen en geloven, dat de Vader in Mij is, en Ik in Hem.
39 ୩୯ ସେମନ୍‌ ଆରିତରେକ୍‌ ଜିସୁକେ ଦାର୍‌ବାକେ ଚେସ୍‌ଟା କଲାଇ, ମାତର୍‌ ଜିସୁ ସେମନ୍‌କେ ଦାରାଇ ନ ଅଇକରି କସ୍‌ରି ଉଟିଗାଲା ।
Zij zochten dan wederom Hem te grijpen, en Hij ontging uit hun hand.
40 ୪୦ ତାର୍‌ପଚେ ସେ ଆରିତରେକ୍‌ ଜର୍‌ଦନ୍‌ ଗାଡର୍‌ ସେପାଟେ ଉଟିଜାଇକରି ଆଗେ ଜଅନ୍‌ ଜନ୍‌ ଜାଗାଇ ଡୁବନ୍‌ ଦେଇ ରଇଲା, ସେ ଜାଗାଇ ଜାଇକରି ରଇଲା ।
En Hij ging wederom over de Jordaan, tot de plaats, waar Johannes eerst doopte; en Hij bleef aldaar.
41 ୪୧ ଆରି ବେସିଲକ୍‌ମନ୍‌ ତାର୍‌ଲଗେ ଆସିକରି କଇଲାଇ, “ଜଅନ୍‌ ସିନା କାଇ କାବାଅଇ ଜିବା କାମ୍‌ କରି ନ ରଇଲା, ମାତର୍‌ ଏ ଲକର୍‌ ବିସଇନେଇ ଜଅନ୍‌ ଜେତ୍‌କି କାତା କଇରଇଲା, ସେ ସବୁ ସତ୍‌ ଆକା ।”
En velen kwamen tot Hem, en zeiden: Johannes deed wel geen teken; maar alles, wat Johannes van Dezen zeide, was waar.
42 ୪୨ ଆରି ସେ ଜାଗାଇ ବେସି ଲକ୍‌ମନ୍‌ ଜିସୁକେ ବିସ୍‌ବାସ୍‌ କଲାଇ ।
En velen geloofden aldaar in Hem.

< ଜଅନ୍‌ 10 >