< ଜଅନ୍ 1 >
1 ୧ କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ ।
આદૌ વાદ આસીત્ સ ચ વાદ ઈશ્વરેણ સાર્ધમાસીત્ સ વાદઃ સ્વયમીશ્વર એવ|
2 ୨ କାଇଟା ତିଆର୍ ନ ଅଇବା ଆଗ୍ତୁ ଏ ବାକିଅ ପର୍ମେସର୍ ସଙ୍ଗ୍ ରଇଲା ।
સ આદાવીશ્વરેણ સહાસીત્|
3 ୩ ପର୍ମେସର୍ ସେ ବାକିଅ ଦେଇ ସବୁ ବିସଇ ତିଆର୍ କଲାଆଚେ । ଏ ଦୁନିଆଇ ତିଆର୍ ଅଇଲା ଗଟେକ୍ ବିସଇ ମିସା ତାର୍ଟାନେଅନି ତିଆର୍ ନ ଅଇଲାଟା ନ ରଇଲା ।
તેન સર્વ્વં વસ્તુ સસૃજે સર્વ્વેષુ સૃષ્ટવસ્તુષુ કિમપિ વસ્તુ તેનાસૃષ્ટં નાસ્તિ|
4 ୪ ସେ ବାକିଅ ନ ସାର୍ବା ଜିବନର୍ ଦାନ୍ ଦେଲା ଆରି ସେ ଜିବନ୍ ଦୁନିଆର୍ ଲକ୍ମନ୍କେ ଉଜଲ୍ ଦେକାଇଦେଲା ।
સ જીવનસ્યાકારઃ, તચ્ચ જીવનં મનુષ્યાણાં જ્યોતિઃ
5 ୫ ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
તજ્જ્યોતિરન્ધકારે પ્રચકાશે કિન્ત્વન્ધકારસ્તન્ન જગ્રાહ|
6 ୬ ପର୍ମେସର୍, ଜଅନ୍ ନାଉଁର୍ ଗଟେକ୍ ଲକ୍କେ ତାର୍ କବର୍ନେଉ କରି ପାଟାଇଲା ।
યોહન્ નામક એકો મનુજ ઈશ્વરેણ પ્રેષયાઞ્ચક્રે|
7 ୭ ସେ ଲକ୍ମନ୍କେ ଉଜଲ୍ ବିସଇ କଇବାର୍ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍ ଲକ୍ମନ୍ ତାର୍ତେଇଅନି ସେ ଉଜଲର୍ ବିସଇ ସୁନ୍ବାଇ ଆରି ବିସ୍ବାସ୍ କର୍ବାଇ ।
તદ્વારા યથા સર્વ્વે વિશ્વસન્તિ તદર્થં સ તજ્જ્યોતિષિ પ્રમાણં દાતું સાક્ષિસ્વરૂપો ભૂત્વાગમત્,
8 ୮ ଜଅନ୍ ନିଜେ ସେ ଉଜଲ୍ ନ ରଇଲା, ମାତର୍ ଲକ୍ମନ୍କେ ସେ ଉଜଲ୍ ବିସଇର୍ ସାକି ଦେବାକେ ଆସିରଇଲା ।
સ સ્વયં તજ્જ્યોતિ ર્ન કિન્તુ તજ્જ્યોતિષિ પ્રમાણં દાતુમાગમત્|
9 ୯ ସେ ସତ୍ ଏବେ ଉଜଲ୍ ଅଇଲା, ଏ ଉଜଲ୍ ଦୁନିଆଇ ଆଇଲା ଆରି ସବୁ ଲକ୍ମନର୍ ମନ୍ବିତ୍ରେ ରଇବା ଆଁକି ଡିସାଇଲା ।
જગત્યાગત્ય યઃ સર્વ્વમનુજેભ્યો દીપ્તિં દદાતિ તદેવ સત્યજ્યોતિઃ|
10 ୧୦ ବାକିଅ ଏ ଦୁନିଆଇ ରଇଲା । ତାର୍ଟାନେଅନି ପର୍ମେସର୍ ଏ ଦୁନିଆ ତିଆର୍ କରିରଇଲେ ମିସା ଏ ଦୁନିଆର୍ ଲକ୍ମନ୍ ତାକେ ଚିନତ୍ ନାଇ ।
સ યજ્જગદસૃજત્ તન્મદ્ય એવ સ આસીત્ કિન્તુ જગતો લોકાસ્તં નાજાનન્|
11 ୧୧ ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
નિજાધિકારં સ આગચ્છત્ કિન્તુ પ્રજાસ્તં નાગૃહ્લન્|
12 ୧୨ ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
તથાપિ યે યે તમગૃહ્લન્ અર્થાત્ તસ્ય નામ્નિ વ્યશ્વસન્ તેભ્ય ઈશ્વરસ્ય પુત્રા ભવિતુમ્ અધિકારમ્ અદદાત્|
13 ୧୩ ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
તેષાં જનિઃ શોણિતાન્ન શારીરિકાભિલાષાન્ન માનવાનામિચ્છાતો ન કિન્ત્વીશ્વરાદભવત્|
14 ୧୪ ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
સ વાદો મનુષ્યરૂપેણાવતીર્ય્ય સત્યતાનુગ્રહાભ્યાં પરિપૂર્ણઃ સન્ સાર્ધમ્ અસ્માભિ ર્ન્યવસત્ તતઃ પિતુરદ્વિતીયપુત્રસ્ય યોગ્યો યો મહિમા તં મહિમાનં તસ્યાપશ્યામ|
15 ୧୫ ଡୁବନ୍ ଦେଉ ଜଅନ୍ ଜିସୁର୍ ବିସଇ ଲକ୍ମନ୍କେ ଆକ୍ମାରି କରି ଏନ୍ତାରି କଇଲା, “ଏ ଲକର୍ ବିସଇ ମୁଇ ଏନ୍ତି କଇରଇଲି, ଜେ ମର୍ପଚେ ଆଇଲାନି, ସେ ମର୍ତେଇଅନି ବେସି ମୁକିଅ, କାଇକେବଇଲେ ମୁଇ ଜନମ୍ ଅଇବା ଆଗ୍ତୁଅନି ସେ ଆଚେ ।”
તતો યોહનપિ પ્રચાર્ય્ય સાક્ષ્યમિદં દત્તવાન્ યો મમ પશ્ચાદ્ આગમિષ્યતિ સ મત્તો ગુરુતરઃ; યતો મત્પૂર્વ્વં સ વિદ્યમાન આસીત્; યદર્થમ્ અહં સાક્ષ્યમિદમ્ અદાં સ એષઃ|
16 ୧୬ “ତାର୍ ମନ୍ ବିତ୍ରେ ରଇଲା ପୁରାପୁରୁନ୍ ଜିବନ୍ ଦୁକାଇବା ତେଇଅନି ଆମେ ସବୁ ଆସିର୍ବାଦ୍ ପାଇଆଚୁ । ଉଁ, ଆସିର୍ବାଦର୍ ପଚେ ଆସିର୍ବାଦ୍ ପାଇଆଚୁ ।
અપરઞ્ચ તસ્ય પૂર્ણતાયા વયં સર્વ્વે ક્રમશઃ ક્રમશોનુગ્રહં પ્રાપ્તાઃ|
17 ୧୭ କାଇକେ ବଇଲେ ପର୍ମେସର୍ ଆମ୍କେ ମସାର୍ଟାନେଅନି ନିୟମ୍ ଦେଲା ଆଚେ । ମାତର୍ ଜିସୁ କିରିସ୍ଟର୍ଟାନେଅନି ଆମ୍କେ ଜିବନ୍ ଦୁକାଇ ସତ୍ ବାଟ୍ ଆଇଲା ଆଚେ ।
મૂસાદ્વારા વ્યવસ્થા દત્તા કિન્ત્વનુગ્રહઃ સત્યત્વઞ્ચ યીશુખ્રીષ્ટદ્વારા સમુપાતિષ્ઠતાં|
18 ୧୮ କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।”
કોપિ મનુજ ઈશ્વરં કદાપિ નાપશ્યત્ કિન્તુ પિતુઃ ક્રોડસ્થોઽદ્વિતીયઃ પુત્રસ્તં પ્રકાશયત્|
19 ୧୯ ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ?” ବଲି ପାଚାର୍ବାକେ ପାଟାଇଲାଇ ।
ત્વં કઃ? ઇતિ વાક્યં પ્રેષ્ટું યદા યિહૂદીયલોકા યાજકાન્ લેવિલોકાંશ્ચ યિરૂશાલમો યોહનઃ સમીપે પ્રેષયામાસુઃ,
20 ୨୦ ସେ ସତ୍ ବିସଇ କଇବାକେ ନ ନିଚିକରି, ସବୁ ଲକ୍ ବୁଜ୍ଲା ପାରା କଇଲା, “ମୁଇ କିରିସ୍ଟ ନଇ ।”
તદા સ સ્વીકૃતવાન્ નાપહ્નૂતવાન્ નાહમ્ અભિષિક્ત ઇત્યઙ્ગીકૃતવાન્|
21 ୨୧ ତେଇ ସେମନ୍ ପାଚାର୍ଲାଇ, “ସେନ୍ତି ବଇଲେ ତମେ କେ ତେବେ? ବବିସତ୍ବକ୍ତା ଏଲିୟ କି?” ଜଅନ୍ କଇଲା, “ନଇ, ମୁଇ ଏଲିଅ ନଇ ।” ଆରି ସେମନ୍ ପାଚାର୍ଲାଇ, “ତୁଇ ସେ ବବିସତ୍ବକ୍ତା କି?” ଜଅନ୍ କଇଲା, “ମୁଇ ସେ ନଇ ।”
તદા તેઽપૃચ્છન્ તર્હિ કો ભવાન્? કિં એલિયઃ? સોવદત્ ન; તતસ્તેઽપૃચ્છન્ તર્હિ ભવાન્ સ ભવિષ્યદ્વાદી? સોવદત્ નાહં સઃ|
22 ୨୨ ତାର୍ ପଚେ ସେମନ୍ ପାଚାର୍ଲାଇ, “ସେନ୍ତାର୍ଆଲେ ତମେ କେ? ଆମ୍କେ ପାଟାଇଲା ଲକ୍ମନ୍କେ ଆମେ ଜାଇ, କାଇଟା ବଲି କଇବୁ, ସେଟାର୍ପାଇ ତମର୍ ନିଜର୍ ବିସଇ ଅଲପ୍ କଇଦିଆ ।”
તદા તેઽપૃચ્છન્ તર્હિ ભવાન્ કઃ? વયં ગત્વા પ્રેરકાન્ ત્વયિ કિં વક્ષ્યામઃ? સ્વસ્મિન્ કિં વદસિ?
23 ୨୩ ଜିସାୟ ବବିସତ୍ବକ୍ତା ଜେନ୍ତି କଇରଇଲା, ଜଅନ୍ ସେମନ୍କେ ସେନ୍ତି କଇଲା । “ମୁଇ ମରୁବାଲି ବୁଏଁ ଆକ୍ମାରି ବୁଲ୍ବା ଗଟେକ୍ ସବଦ୍ ମାପ୍ରୁ ଜିବାକେ ଗଟେକ୍ ସଲକ୍ ବାଟ୍ ତିଆର୍ କରା!”
તદા સોવદત્| પરમેશસ્ય પન્થાનં પરિષ્કુરુત સર્વ્વતઃ| ઇતીદં પ્રાન્તરે વાક્યં વદતઃ કસ્યચિદ્રવઃ| કથામિમાં યસ્મિન્ યિશયિયો ભવિષ્યદ્વાદી લિખિતવાન્ સોહમ્|
24 ୨୪ ତାର୍ ପଚେ ପାରୁସିମନ୍ ପାଟାଇ ରଇଲା କବର୍ ନେଉମନ୍ ଜଅନ୍କେ ପାଚାର୍ଲାଇ ।
યે પ્રેષિતાસ્તે ફિરૂશિલોકાઃ|
25 ୨୫ “ତମେ ଜଦି କିରିସ୍ଟ ନୁଆସ୍, ଏଲିୟ ନୁଆସ୍, ଆରି ବବିସତ୍ବକ୍ତା ନୁଆସ୍, କାଇକେ ଲକ୍ମନ୍କେ ଡୁବନ୍ ଦେଲାସ୍ନି?”
તદા તેઽપૃચ્છન્ યદિ નાભિષિક્તોસિ એલિયોસિ ન સ ભવિષ્યદ્વાદ્યપિ નાસિ ચ, તર્હિ લોકાન્ મજ્જયસિ કુતઃ?
26 ୨୬ ଜଅନ୍ ସେମନ୍କେ କଇଲା, “ମୁଇ ଲକ୍ମନ୍କେ ପାନିତେଇ ଡୁବନ୍ ଦେଲିନି, ଜନ୍ ଲକ୍କେ କି ତମେ ନାଜାନାସ୍, ମାତର୍ ସେ ତମର୍ ସଙ୍ଗ୍ ଆଚେ ।
તતો યોહન્ પ્રત્યવોચત્, તોયેઽહં મજ્જયામીતિ સત્યં કિન્તુ યં યૂયં ન જાનીથ તાદૃશ એકો જનો યુષ્માકં મધ્ય ઉપતિષ્ઠતિ|
27 ୨୭ ସେ ମର୍ ପଚେ ଆଇଲାନି । ଆରି ତାର୍ ଗତିଦାଙ୍ଗ୍ଡା ଅଇ ତାର୍ ପାଣ୍ଡଇର୍ ପିତା ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।”
સ મત્પશ્ચાદ્ આગતોપિ મત્પૂર્વ્વં વર્ત્તમાન આસીત્ તસ્ય પાદુકાબન્ધનં મોચયિતુમપિ નાહં યોગ્યોસ્મિ|
28 ୨୮ ଏ ଗଟ୍ନା ଜର୍ଦନ୍ ଗାଡର୍ ସେପାଟେ ବେତ୍ନି ନାଉଁର୍ ଜାଗାଇ, ଜଅନ୍ ଲକ୍ମନ୍କେ ଡୁବନ୍ ଦେଲା ବେଲା ଅଇରଇଲା ।
યર્દ્દનનદ્યાઃ પારસ્થબૈથબારાયાં યસ્મિન્સ્થાને યોહનમજ્જયત્ તસ્મિન સ્થાને સર્વ્વમેતદ્ અઘટત|
29 ୨୯ ତାର୍ ଆର୍କର୍ ଦିନେ ଜିସୁ ତାର୍ ଲଗେ ଆଇବାଟା ଦେକିକରି ଜଅନ୍ କଇଲା, “ଏଦେ ଦେକା! ପର୍ମେସରର୍ ମେଣ୍ଡାପିଲା ଜେ କି, ଏ ଦୁନିଆର୍ ସବୁ ଲକ୍ମନର୍ ପାପର୍ ଡଣ୍ଡ୍ ବଇକରି ନେଇସି ।
પરેઽહનિ યોહન્ સ્વનિકટમાગચ્છન્તં યિશું વિલોક્ય પ્રાવોચત્ જગતઃ પાપમોચકમ્ ઈશ્વરસ્ય મેષશાવકં પશ્યત|
30 ୩୦ ଏ ଲକର୍ ବିସଇ ମୁଇ ଆଗ୍ତୁ ଏନ୍ତି କଇରଇଲି, ମୁଇ ଆଇଲା ପଚେ ଜନ୍ ଲକ୍ ଆଇଲାନି ସେ ମର୍ତେଇଅନି ବେସି ବଡ୍ଲକ୍ ଆରି ମୁଇ ଜନମ୍ ଅଇଲା ବେସି ଆଗ୍ତୁଅନି ଆଚେ ।
યો મમ પશ્ચાદાગમિષ્યતિ સ મત્તો ગુરુતરઃ, યતો હેતોર્મત્પૂર્વ્વં સોઽવર્ત્તત યસ્મિન્નહં કથામિમાં કથિતવાન્ સ એવાયં|
31 ୩୧ ମୁଇ ନିଜେ ମିସା ସେ କେ ଅଇରଇସି ବଲି ନାଜାନିରଇଲି । ମାତର୍ ଇସ୍ରାଏଲର୍ ଲକ୍ମନ୍ ତାର୍ ବିସଇ ଜାନତ୍ ବଲି ମୁଇ ପାନିତେଇ ଡୁବନ୍ ଦେବାକେ ଆସିଆଚି ।”
અપરં નાહમેનં પ્રત્યભિજ્ઞાતવાન્ કિન્તુ ઇસ્રાયેલ્લોકા એનં યથા પરિચિન્વન્તિ તદભિપ્રાયેણાહં જલે મજ્જયિતુમાગચ્છમ્|
32 ୩୨ ତାର୍ ପଚେ ଜଅନ୍ ଆରି ଏ ସାକି ଦେଇ କଇଲା, “ସୁକଲ୍ ଆତ୍ମା ପରୁଆପାରା ଅଇକରି ସର୍ଗେଅନି ଉତ୍ରି ଆସି ତାର୍ ଉପ୍ରେ ବସ୍ବାଟା ମୁଇ ଦେକିଆଚି ।
પુનશ્ચ યોહનપરમેકં પ્રમાણં દત્વા કથિતવાન્ વિહાયસઃ કપોતવદ્ અવતરન્તમાત્માનમ્ અસ્યોપર્ય્યવતિષ્ઠન્તં ચ દૃષ્ટવાનહમ્|
33 ୩୩ ଏଲେମିସା ସେଡ୍କିବେଲା ଜାକ ଏ ଲକ୍ ସେ ଆକା ବଲି ମୁଇ ଜାନି ନ ରଇଲି । ମାତର୍ ପାନିତେଇ ଡୁବନ୍ ଦେବାକେ ପାଟାଇରଇଲା ପର୍ମେସର୍ ମକେ କଇରଇଲା, ଜେଡେବେଲା ଗଟେକ୍ ଲକର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ଆଇବାଟା ତୁଇ ଦେକ୍ସୁ, ସେସେ ଅଇଲାନି ତୁଇ କଜ୍ବା ଲକ୍ । ସେ ଲକ୍ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।
નાહમેનં પ્રત્યભિજ્ઞાતવાન્ ઇતિ સત્યં કિન્તુ યો જલે મજ્જયિતું માં પ્રૈરયત્ સ એવેમાં કથામકથયત્ યસ્યોપર્ય્યાત્માનમ્ અવતરન્તમ્ અવતિષ્ઠન્તઞ્ચ દ્રક્ષયસિ સએવ પવિત્રે આત્મનિ મજ્જયિષ્યતિ|
34 ୩୪ ଏନ୍ତି ସୁକଲ୍ ଆତ୍ମା ତାର୍ ଉପ୍ରେ ଉତ୍ରି ଆଇବାଟା ମୁଇ ଦେକ୍ଲି ଆରି ସେ ପର୍ମେସରର୍ ପିଲା ବଲି ମୁଇ ତମ୍କେ ସାକିଦେଲିନି” ବଲି ଜଅନ୍ କଇଲା ।
અવસ્તન્નિરીક્ષ્યાયમ્ ઈશ્વરસ્ય તનય ઇતિ પ્રમાણં દદામિ|
35 ୩୫ ତାର୍ ଆର୍କର୍ ଦିନେମିସା ଜଅନ୍ ସେ ଜାଗାଇସେ ରଇଲା । ଆରି ତାର୍ ଦୁଇଟା ସିସ୍ମନର୍ ସଙ୍ଗ୍ ଟିଆ ଅଇରଇଲା ।
પરેઽહનિ યોહન્ દ્વાભ્યાં શિષ્યાભ્યાં સાર્દ્ધેં તિષ્ઠન્
36 ୩୬ ଆରି ଜିସୁ ସେ ବାଟେ ଜିବାଟା ଜଅନ୍ ଦେକିକରି କଇଲା, “ଏଦେ ଦେକା! ପର୍ମେସରର୍ ମେଣ୍ଡାପିଲା ଗାଲାନି ।”
યિશું ગચ્છન્તં વિલોક્ય ગદિતવાન્, ઈશ્વરસ્ય મેષશાવકં પશ્યતં|
37 ୩୭ ଜଅନର୍ ଦୁଇଟା ସିସ୍ମନ୍ ତାର୍ କାତା ସୁନି, ଜିସୁର୍ ପଚେ ପଚେ ଗାଲାଇ ।
ઇમાં કથાં શ્રુત્વા દ્વૌ શિષ્યૌ યીશોઃ પશ્ચાદ્ ઈયતુઃ|
38 ୩୮ ଜିସୁ ପାସ୍ଲିକରି ଦେକ୍ବା ବେଲେ ସେ ଦୁଇଟା ସିସ୍ମନ୍ ତାର୍ ପଚେ ପଚେ ଜିବାଟା ଦେକି ସେମନ୍କେ ପାଚାର୍ଲା ତମେ କାଇଟା କଜ୍ଲାସ୍ନି? ସେମନ୍ ଜିସୁକେ କଇଲାଇ, “ରାବି ତମେ କନ୍ ଜାଗାଇ ରଇଲାସ୍ନି?” ରାବିର୍ ଅରତ୍ ଅଇଲାନି ସିକାଇ ଦେବା ଗୁରୁ ।
તતો યીશુઃ પરાવૃત્ય તૌ પશ્ચાદ્ આગચ્છન્તૌ દૃષ્ટ્વા પૃષ્ટવાન્ યુવાં કિં ગવેશયથઃ? તાવપૃચ્છતાં હે રબ્બિ અર્થાત્ હે ગુરો ભવાન્ કુત્ર તિષ્ઠતિ?
39 ୩୯ ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା ମୁଇ ରଇବା ଜାଗା ଦେକ୍ସା ।” ସେଟାର୍ ପାଇ ସେମନ୍ ତାର୍ ସଙ୍ଗ୍ ଜାଇ ସେ ରଇବା ଜାଗା ଦେକ୍ଲାଇ । ଆରି ସେ ଦିନେ ତାର୍ ସଙ୍ଗ୍ ରଇଲାଇ । ସେବେଲା ସଞ୍ଜୁଆ ଚାର୍ଟା ଅଇରଇଲା ।
તતઃ સોવાદિત્ એત્ય પશ્યતં| તતો દિવસસ્ય તૃતીયપ્રહરસ્ય ગતત્વાત્ તૌ તદ્દિનં તસ્ય સઙ્ગેઽસ્થાતાં|
40 ୪୦ ତାକର୍ ବିତ୍ରେଅନି ଗଟେକ୍ ଲକ୍ ଅଇଲାନି ସିମନ୍ ପିତରର୍ ବାଇ, ଆନ୍ଦ୍ରିୟ ।
યૌ દ્વૌ યોહનો વાક્યં શ્રુત્વા યિશોઃ પશ્ચાદ્ આગમતાં તયોઃ શિમોન્પિતરસ્ય ભ્રાતા આન્દ્રિયઃ
41 ୪୧ ସେ ଦାପ୍ରେ ସେ ତାର୍ ବାଇ ସିମନ୍ ପିତର୍କେ କଜିକରି ବେଟ୍ ପାଇ କଇଲା, “ପର୍ମେସର୍ ବାଚି ପାଟାଇଲା ମସିଅକେ ଆମେ ବେଟ୍ପାଇଲୁ ।”
સ ઇત્વા પ્રથમં નિજસોદરં શિમોનં સાક્ષાત્પ્રાપ્ય કથિતવાન્ વયં ખ્રીષ્ટમ્ અર્થાત્ અભિષિક્તપુરુષં સાક્ષાત્કૃતવન્તઃ|
42 ୪୨ ତାର୍ ପଚେ ଆନ୍ଦ୍ରିୟ ସିମନ୍ପିତର୍କେ ଜିସୁର୍ ଲଗେ ଡାକି ଆନ୍ଲା । ଜିସୁ ତାକେ ଦେକି କଇଲା, “ତମେ ସିମନ୍, ଜଅନର୍ ପିଲା ଏବେଅନି ତକେ କେପା ବଲି ଡାକ୍ବାଇ ।” କେପାର୍ ଅରତ୍ ଅଇଲାନି ପିତର୍ ଆରି ପିତରର୍ ଅରତ୍ ଅଇଲାନି ରାଙ୍ଗ୍ନି ପାକ୍ନା ।
પશ્ચાત્ સ તં યિશોઃ સમીપમ્ આનયત્| તદા યીશુસ્તં દૃષ્ટ્વાવદત્ ત્વં યૂનસઃ પુત્રઃ શિમોન્ કિન્તુ ત્વન્નામધેયં કૈફાઃ વા પિતરઃ અર્થાત્ પ્રસ્તરો ભવિષ્યતિ|
43 ୪୩ ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, “ମର୍ ସଙ୍ଗ୍ ଆଉ ।”
પરેઽહનિ યીશૌ ગાલીલં ગન્તું નિશ્ચિતચેતસિ સતિ ફિલિપનામાનં જનં સાક્ષાત્પ્રાપ્યાવોચત્ મમ પશ્ચાદ્ આગચ્છ|
44 ୪୪ ଆନ୍ଦ୍ରିୟ ଆରି ପିତର୍ ପାରା ପିଲିପ୍ ମିସା ବେତ୍ସାଇଦା ଗଡର୍ ଲକ୍ ରଇଲା ।
બૈત્સૈદાનામ્નિ યસ્મિન્ ગ્રામે પિતરાન્દ્રિયયોર્વાસ આસીત્ તસ્મિન્ ગ્રામે તસ્ય ફિલિપસ્ય વસતિરાસીત્|
45 ୪୫ ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, “ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।”
પશ્ચાત્ ફિલિપો નિથનેલં સાક્ષાત્પ્રાપ્યાવદત્ મૂસા વ્યવસ્થા ગ્રન્થે ભવિષ્યદ્વાદિનાં ગ્રન્થેષુ ચ યસ્યાખ્યાનં લિખિતમાસ્તે તં યૂષફઃ પુત્રં નાસરતીયં યીશું સાક્ષાદ્ અકાર્ષ્મ વયં|
46 ୪୬ ନିତନିଏଲ୍ ପିଲିପ୍କେ ପାଚାର୍ଲା, “ନାଜରିତ୍ ଗଡେଅନି କାଇଆଲେ ନିକ ବିସଇ ଆଇସି କି?” ପିଲିପ୍ ତାକେ କଇଲା, “ତୁଇ ଆସିକରି ଦେକ୍!”
તદા નિથનેલ્ કથિતવાન્ નાસરન્નગરાત કિં કશ્ચિદુત્તમ ઉત્પન્તું શક્નોતિ? તતઃ ફિલિપો ઽવોચત્ એત્ય પશ્ય|
47 ୪୭ ଜିସୁ ନିତନିଏଲ୍କେ ତାର୍ ଲଗେ ଆଇବାଟା ଦେକି ତାର୍ ବିସଇ ନେଇ କଇଲା, “ଏଦେ ଦେକା! ଏ ଗଟେକ୍ ଇସ୍ରାଏଲର୍ ସତ୍ ଲକ୍, ଏ ଲକର୍ତେଇ କାଇମିସା କୁଟ୍କପଟ୍ ନାଇ ।”
અપરઞ્ચ યીશુઃ સ્વસ્ય સમીપં તમ્ આગચ્છન્તં દૃષ્ટ્વા વ્યાહૃતવાન્, પશ્યાયં નિષ્કપટઃ સત્ય ઇસ્રાયેલ્લોકઃ|
48 ୪୮ ନିତନିଏଲ୍ ଜିସୁକେ ପାଚାର୍ଲା “ମକେ କେନ୍ତି ଜାନୁସ୍?” ଜିସୁ କଇଲା, “ପିଲିପ୍ ତମ୍କେ ଡାକ୍ବା ଆଗ୍ତୁ ମୁଇ ତକେ ଡୁମ୍ରି ଗଚ୍ ତଲେ ଦେକି ରଇଲି ।”
તતઃ સોવદદ્, ભવાન્ માં કથં પ્રત્યભિજાનાતિ? યીશુરવાદીત્ ફિલિપસ્ય આહ્વાનાત્ પૂર્વ્વં યદા ત્વમુડુમ્બરસ્ય તરોર્મૂલેઽસ્થાસ્તદા ત્વામદર્શમ્|
49 ୪୯ ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, “ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା!”
નિથનેલ્ અચકથત્, હે ગુરો ભવાન્ નિતાન્તમ્ ઈશ્વરસ્ય પુત્રોસિ, ભવાન્ ઇસ્રાયેલ્વંશસ્ય રાજા|
50 ୫୦ ଜିସୁ ତାକେ କଇଲା, “ମୁଇ ତକେ ଡୁମ୍ରି ଗଚ୍ ତଲେ ଟିଆଅଇଲାଟା ଦେକ୍ଲି ବଲି କଇଲାକେ ବିସ୍ବାସ୍ କଲୁସ୍ନି କି? ଇତିଅନି ଆରି ଅଦିକ୍ ବଡ୍ ବଡ୍ କାବା ଅଇଜିବା ବିସଇମନ୍ ଦେକ୍ସୁ ।”
તતો યીશુ ર્વ્યાહરત્, ત્વામુડુમ્બરસ્ય પાદપસ્ય મૂલે દૃષ્ટવાનાહં મમૈતસ્માદ્વાક્યાત્ કિં ત્વં વ્યશ્વસીઃ? એતસ્માદપ્યાશ્ચર્ય્યાણિ કાર્ય્યાણિ દ્રક્ષ્યસિ|
51 ୫୧ ଜିସୁ ଆରି ତରେକ୍ କଇଲା, “ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।”
અન્યચ્ચાવાદીદ્ યુષ્માનહં યથાર્થં વદામિ, ઇતઃ પરં મોચિતે મેઘદ્વારે તસ્માન્મનુજસૂનુના ઈશ્વરસ્ય દૂતગણમ્ અવરોહન્તમારોહન્તઞ્ચ દ્રક્ષ્યથ|