< ଜାକୁବ 4 >

1 ତମର୍‌ ବିତ୍‌ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି? ତମର୍‌ ମନ୍‌ବିତ୍‌ରେ ଡସିରଇବା କାରାପ୍‌ ମନ୍‍କଲାଟା ଉଟିକରି ତମର୍‌ ବିତ୍‌ରେ ଜୁଜ୍‌ଲାନି, ଏଟାର୍‌ ଲାଗି ଏନ୍ତାରି ଅଇଲାନି । ସେଟାର୍‌ପାଇ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକର୍‌ ସଙ୍ଗ୍‍ ଲାଗ୍‌ଲାସ୍‌ନି ।
Πόθεν πόλεμοι καὶ πόθεν μάχαι ἐν ὑμῖν; οὐκ ἐντεῦθεν, ἐκ τῶν ἡδονῶν ὑμῶν τῶν στρατευομένων ἐν τοῖς μέλεσιν ὑμῶν;
2 କାଇକେବଇଲେ ତମେ ଜନ୍‌ଟା ମିଲାଇବାକେ ମନ୍‌ କଲାସ୍‌ନି, ସେଟା ମିଲାଇ ନାପାର୍‌ଲେ, ମରାଇବାକେ ମନ୍‌କଲାସ୍‌ନି । ଜନ୍‌ଟା ମିଲାଇବାକେ ବେସି ମନ୍‌ ଅଇଲାନି, ସେଟା ମିଲାଇବାକେ ତମ୍‌କେ ବପୁନାଇ । ସେଟାର୍‌ପାଇ ତମର୍‌ତମର୍‌ ବିତ୍‌ରେ ଲାଗାଜଡା ଅଇ ମାରାମାରି ଅଇଲାସ୍‌ନି । ତମେ ପର୍‌ମେସର୍‌କେ ମାଙ୍ଗାସ୍‌ ନାଇଜେ ମନ୍‌କଲାଟା ମିଲାଇ ନା ପାର୍‍ଲାସ୍‍ନି ।
ἐπιθυμεῖτε, καὶ οὐκ ἔχετε· φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν· μάχεσθε καὶ πολεμεῖτε. οὐκ ἔχετε διὰ τὸ μὴ αἰτεῖσθαι ὑμᾶς·
3 ତମେ ମାଙ୍ଗ୍‌ତେରଇସା, ମାତର୍‌ ସେ ତମ୍‌କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍‌ କର୍‌ବାକେ ମାଙ୍ଗ୍‌ଲାସ୍‌ନି । ସୁକେ ରଇକରି ସାଇସାର୍‌ଦା ସଙ୍ଗ୍‍ ରଇବୁ ବଲି ମାଙ୍ଗ୍‌ଲାସ୍‌ନି ।
αἰτεῖτε, καὶ οὐ λαμβάνετε, διότι κακῶς αἰτεῖσθε, ἵνα ἐν ταῖς ἡδοναῖς ὑμῶν δαπανήσητε.
4 ଏ ବିସ୍‌ବାସେ ବିସ୍‌ଦେବା ଲକ୍‌ମନ୍‌, ତମେ କାଇ ନାଜାନାସ୍‌ କି ଜଗତ୍‌କେ ଆଲାଦ୍‌ କରୁମନ୍‌ ପର୍‌ମେସରର୍‌ ସତ୍‌ରୁ ବଲିକରି? ଜନ୍‌ଲକ୍‌ ଏ ଜଗତର୍‌ ଚଲାଚଲ୍‌ତି ଆଲାଦ୍‌ କର୍‌ବାଇ ସେମନ୍‌ ପର୍‌ମେସରର୍‌ ବିରଦି ।
μοιχαλίδες, οὐκ οἴδατε ὅτι ἡ φιλία τοῦ κόσμου ἔχθρα τοῦ θεοῦ ἐστιν; ὃς ἂν οὖν βουληθῇ φίλος εἶναι τοῦ κόσμου, ἐχθρὸς τοῦ θεοῦ καθίσταται.
5 ତମେ ଦରମ୍‌ ସାସ୍‌ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍‌ଲାସ୍‌ନି କି? ପର୍‌ମେସର୍‌ ଜନ୍‌ ଆତ୍‌ମାକେ ଆମର୍‌ ବିତ୍‌ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍‌କେ ପୁରାପୁରୁନ୍‌ ଅଦିକାର୍‌ କର୍‌ବାକେ ମନ୍‌ କଲାନି ।
ἢ δοκεῖτε ὅτι κενῶς ἡ γραφὴ λέγει; πρὸς φθόνον ἐπιποθεῖ τὸ πνεῦμα ὃ κατῴκισεν ἐν ἡμῖν;
6 ମାତର୍‌ ପର୍‌ମେସର୍‌ ଜିବନ୍‌ ଦୁକାଇଲାଟା, ତାର୍‌ତେଇଅନି ଅଦିକ୍‌ ବପୁଆଚେ । ସେଟାର୍‌ପାଇ ସାସ୍‌ତର୍‌ କଇଲାନି, ଆଁକ୍‌ରିଆମନ୍‌କେ ପର୍‌ମେସର୍‌ ବିରଦ୍‌ କର୍‌ସି, ମାତର୍‌ ସୁଆଲେ ରଇବା ଲକ୍‌କେ ତାର୍‌ ଜିବନ୍‌ ଦୁକାଇ, ଦୟା କର୍‌ସି ।
μείζονα δὲ δίδωσιν χάριν· διὸ λέγει, Ὁ θεὸς ὑπερηφάνοις ἀντιτάσσεται, ταπεινοῖς δὲ δίδωσιν χάριν.
7 ତେବର୍‌ ପାଇ, ତମେ ପର୍‌ମେସର୍‌କେ ସର୍‌ପାଇଉଆ । ସଇତାନ୍‌କେ ଜାକି ଦିଆସ୍‌ । ସେନ୍ତାରି କଲେ ସଇତାନ୍‌ ତମର୍‌ଲଗେ ଅନି ପାଲାଇସି ।
Ὑποτάγητε οὖν τῷ θεῷ. ἀντίστητε δὲ τῷ διαβόλῳ καὶ φεύξεται ἀφ᾽ ὑμῶν,
8 ପର୍‌ମେସରର୍‌ ଲଗେ ଆସା, ତେବେ ସେ ମିସା ତମର୍‌ ଲଗେ ଲଗେ ରଇସି । ଏ ପାପିମନ୍‌, କାରାପ୍‌ କାମ୍‌କର୍‌ବାଟା ଚାଡିଦିଆସ୍‌ । ଆରି ଏ ଦୁଇବାଟେ ମନ୍‌କରୁମନ୍‌ ତମର୍‌ ମନ୍‌ ନିର୍‌ମଲ୍‌ କରା ।
ἐγγίσατε τῷ θεῷ καὶ ἐγγιεῖ ὑμῖν. καθαρίσατε χεῖρας, ἁμαρτωλοί, καὶ ἁγνίσατε καρδίας, δίψυχοι.
9 ତମର୍‌ ପାପର୍‌ଲାଗି ମାରିଚପି ଅଇକରି କାନ୍ଦ୍‌ତେରୁଆ । ନ ଆଁସିକରି କାନ୍ଦ୍‌ତେରୁଆ, ସାର୍‌ଦା ନ ଅଇକରି ଦୁକେ ରୁଆ ।
ταλαιπωρήσατε καὶ πενθήσατε καὶ κλαύσατε· ὁ γέλως ὑμῶν εἰς πένθος μεταστραφήτω, καὶ ἡ χαρὰ εἰς κατήφειαν.
10 ୧୦ ମାପ୍‌ରୁର୍‌ ମୁଆଟେ ନିଜେ ନିଜେ ସର୍‌ପିଉଆ, ସେ ତମ୍‌କେ ଉଟାଇସି ।
ταπεινώθητε ἐνώπιον κυρίου, καὶ ὑψώσει ὑμᾶς.
11 ୧୧ ଏ ମର୍‌ ବାଇବଇନିମନ୍‌, ନିଜର୍‌ ନିଜର୍‌ ବିତ୍‌ରେ କୁଟ୍‌ କାତା କୁଆ ନାଇ । ଜଦି ବିସ୍‌ବାସି ବାଇମନର୍‌ ବିରୁଦେ କୁଟ୍‌ କାତା କଇ ତାକେ ଦସ୍‌ ଦେଇସା, ତମେ ପର୍‌ମେସରର୍‌ ନିୟମ୍‌ ବିରୁଦେ କାତା ଅଇଲାସ୍‌ନି । ଆରି ତାର୍‌ ନିୟମ୍‌କେ ବିଚାର୍‌ କଲାସ୍‌ନି । ପର୍‌ମେସରର୍‌ ନିୟମ୍‌ ବିଚାର୍‌ କଲେ, ତମେ ତାର୍‌ ଆଦେସ୍‌ ମାନାସ୍‌ ନାଇ । ମାତର୍‌ ବିଚାର୍‌କାରିଆ ଇସାବେ ରଇଲାସ୍‌ନି ।
Μὴ καταλαλεῖτε ἀλλήλων, ἀδελφοί· ὁ καταλαλῶν ἀδελφοῦ, ἢ κρίνων τὸν ἀδελφὸν αὐτοῦ καταλαλεῖ νόμου καὶ κρίνει νόμον· εἰ δὲ νόμον κρίνεις, οὐκ εἶ ποιητὴς νόμου, ἀλλὰ κριτής.
12 ୧୨ ପର୍‌ମେସର୍‌ସେ ନିୟମ୍‌ ଦେଇପାର୍‌ସି । ସେ ସେ ଆମ୍‌କେ ବିଚାର୍‌ କରିପାର୍‌ସି । ସେ ସେ ଲକ୍‌ମନ୍‌କେ ରକିଆ କରିପାର୍‌ସି ଆରି ସେ ସେ କୁରୁପ୍‌ନାସ୍‌ କରିପାର୍‌ସି । ମାତର୍‌ ତମେ କେ ଜେ, ବିନ୍‌ ଲକର୍‌ ବିଚାର୍‌ କରିପାରାସ୍‌?
εἷς ἐστιν ὁ νομοθέτης καὶ κριτὴς ὁ δυνάμενος σῶσαι καὶ ἀπολέσαι· σὺ δὲ τίς εἶ ὁ κρίνων τὸν πλησίον;
13 ୧୩ ତେବେ ମର୍‌ କାତା ସୁନା । ତମର୍‌ ବିତ୍‌ରେ ଜନ୍‌ ଲକ୍‌ମନ୍‌ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍‌ସେକ୍‌ ରଇବୁ ଆରି ବେବାର୍‌ କରି ଡାବୁ ଅରଜ୍‌ବୁ ।
Ἄγε νῦν οἱ λέγοντες, Σήμερον ἢ αὔριον πορευσόμεθα εἰς τήνδε τὴν πόλιν, καὶ ποιήσωμεν ἐκεῖ ἐνιαυτόν, καὶ ἐμπορευσόμεθα καὶ κερδήσομεν·
14 ୧୪ ମାତର୍‌ କାଲିକେ କାଇଟା ଗଟ୍‌ସି, ସେଟା ତମେତା ନାଜାନାସ୍‌! ତମର୍‌ ଜିବନ୍‌ ଦୁଉଁରି ସମାନ୍‌, ଜନ୍‌ଟାକି ଚନେକର୍‌ ପାଇ ଡିସ୍‌ସି ଆରି ମାୟା ଅଇଜାଇସି ।
οἵτινες οὐκ ἐπίστασθε τὸ τῆς αὔριον· ποία [γὰρ] ἡ ζωὴ ὑμῶν; ἀτμὶς γάρ ἐστε ἡ πρὸς ὀλίγον φαινομένη ἔπειτα καὶ ἀφανιζομένη·
15 ୧୫ ତାର୍‌ ବାଦୁଲେ ତମେ ମାପ୍‌ରୁ ମନ୍‍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍‌ ଆଚେ ।
ἀντὶ τοῦ λέγειν ὑμᾶς, Ἐὰν ὁ κύριος θελήσῃ καὶ ζήσομεν, καὶ ποιήσομεν τοῦτο ἢ ἐκεῖνο.
16 ୧୬ ମାତର୍‌ ତମେ ସେନ୍ତାରି କରାସ୍‌ ନାଇ । ଆଁକ୍‌ରିଆମନ୍‌ ଆରି ବଡ୍‌ପନ୍‌ କାତା କଉଁମନ୍‍ । ଏନ୍ତାରି ବଡ୍‌ପନ୍‌ କାତା କଇବାଟା ବୁଲ୍‌ଆଚେ ।
νῦν δὲ καυχᾶσθε ἐν ταῖς ἀλαζονείαις ὑμῶν· πᾶσα καύχησις τοιαύτη πονηρά ἐστιν.
17 ୧୭ ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍‌ ବଲି ଜାନେ, ମାତର୍‌ ସେଟା ନ କରେ ବଇଲେ, ପର୍‌ମେସର୍‌ ଦେକ୍‌ବା ଇସାବେ ସେ ଦସ୍‌ କଲାଆଚେ ।
εἰδότι οὖν καλὸν ποιεῖν καὶ μὴ ποιοῦντι, ἁμαρτία αὐτῷ ἐστιν.

< ଜାକୁବ 4 >