< ଜାକୁବ 2 >

1 ଏ ବାଇବଇନିମନ୍‌ ଆମର୍‌ ଡାକ୍‌ପୁଟା ମାପ୍‌ରୁ ଜିସୁ କିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ଲାଗି, ଲକ୍‌ମନର୍‌ ଅଲ୍‌ଗା ପିନ୍ଦାଅଡା ଦେକିକରି, ନିଜର୍‌ ଚଲାଚଲ୍‌ତି ବାଦ୍‌ଲାଇବାଟା ଟିକ୍‌ ନାଇ ।
હે મમ ભ્રાતરઃ, યૂયમ્ અસ્માકં તેજસ્વિનઃ પ્રભો ર્યીશુખ્રીષ્ટસ્ય ધર્મ્મં મુખાપેક્ષયા ન ધારયત|
2 ଜଦି ସବାଇ ଗଟେକ୍‌ ଲକ୍‌ ସୁନାର୍‌ ମୁନ୍ଦି ଆରି ଜକ୍‌ମକି ଜାଇତେରଇବା ବସ୍‌ତର୍‌ ପିନ୍ଦିକରି ତମର୍‌ଲଗେ ଆଇସି, ଆରି ଗଟେକ୍‌ ଲକ୍‌ ମୁର୍‌କି ରଇ ଚିର୍‌ବୁର୍‌ଅଇରଇବା ବସ୍‌ତର୍‌ ପିନ୍ଦିକରି ଆଇସି ।
યતો યુષ્માકં સભાયાં સ્વર્ણાઙ્ગુરીયકયુક્તે ભ્રાજિષ્ણુપરિચ્છદે પુરુષે પ્રવિષ્ટે મલિનવસ્ત્રે કસ્મિંશ્ચિદ્ દરિદ્રેઽપિ પ્રવિષ્ટે
3 ଆରି ତମେ ସୁନ୍ଦର୍‍ ବସ୍‌ତର୍‌ ପିନ୍ଦିଆସି ରଇବା ଲକ୍‌କେ ଅଦିକ୍‌ ସନ୍‌ମାନ୍‌ ଦେଇକରି କଇସା, “ଆସା ଏ ନିକ କୁର୍‌ଚି ଉପ୍‌ରେ ବସା ।” ମାତର୍‌ ଅର୍‌କିତ୍‌ ଲକ୍‌କେ କଇସା “ତେଇ ଜାଇ ଟିଆ ଅ ।” ନଇଲେ “ତଲେ ବସ୍‌ ।” ବଲିକରି କଇସୁ ।
યૂયં યદિ તં ભ્રાજિષ્ણુપરિચ્છદવસાનં જનં નિરીક્ષ્ય વદેત ભવાન્ અત્રોત્તમસ્થાન ઉપવિશત્વિતિ કિઞ્ચ તં દરિદ્રં યદિ વદેત ત્વમ્ અમુસ્મિન્ સ્થાને તિષ્ઠ યદ્વાત્ર મમ પાદપીઠ ઉપવિશેતિ,
4 ସେନ୍ତାର୍‌ ଆଲେତା ତମେ ନିଜର୍‌ ନିଜର୍‌ ବିତ୍‌ରେ ବଡ୍‌ସାନ୍‌ ବଲିକରି ଅଲ୍‌ଗା ଇସାବେ ଦେକ୍‌ଲାସ୍‌ନି । ଆରି କାରାପ୍‌ ଇସାବେ ମୁ ଦେକି, ବିଚାର୍‌ କଲାସ୍‌ନି ।
તર્હિ મનઃસુ વિશેષ્ય યૂયં કિં કુતર્કૈઃ કુવિચારકા ન ભવથ?
5 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌ ସୁନା, ପର୍‌ମେସର୍‌ ଏ ଜଗତର୍‌ ଅର୍‌କିତ୍‌ ଲକ୍‌ମନ୍‌କେ ବାଚି ଆଚେ । ସେମନ୍‌ ତାକେ ବିସ୍‌ବାସ୍‌ କର୍‌ବାଇ ଆରି ତାର୍‌ ରାଇଜେ କେଟ୍‌ବାଇ । ତାକେ ଆଲାଦ୍‌କର୍‌ବା ସବୁ ଲକ୍‌କେ ସେ ରାଇଜ୍‌ ଦେବିବଲି କାତା ଦେଏ ନାଇ କି?
હે મમ પ્રિયભ્રાતરઃ, શૃણુત, સંસારે યે દરિદ્રાસ્તાન્ ઈશ્વરો વિશ્વાસેન ધનિનઃ સ્વપ્રેમકારિભ્યશ્ચ પ્રતિશ્રુતસ્ય રાજ્યસ્યાધિકારિણઃ કર્ત્તું કિં ન વરીતવાન્? કિન્તુ દરિદ્રો યુષ્માભિરવજ્ઞાયતે|
6 ମାତର୍‌ ତମେ ଅର୍‌କିତ୍‌ ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‌ ନାଇ । ସାଉକାର୍‌ ଲକ୍‌ମନ୍‌ସେ ତମ୍‌କେ କସ୍‌ଟ ଦେଲାଇନି । ସେମନ୍‌ସେ ତମ୍‌କେ ବିଚାର୍‌ନା ଜାଗାଇ ଜିକି ନେଲାଇନି ।
ધનવન્ત એવ કિં યુષ્માન્ નોપદ્રવન્તિ બલાચ્ચ વિચારાસનાનાં સમીપં ન નયન્તિ?
7 ତମ୍‌କେ ଜନ୍‌ ନାଉଁ ଜିସୁ କିରିସ୍‌ଟ ଦିଆଅଇଆଚେ, ସେ ନାଉଁ ନେଇକରି ନିନ୍ଦା କଲାଇନି ।
યુષ્મદુપરિ પરિકીર્ત્તિતં પરમં નામ કિં તૈરેવ ન નિન્દ્યતે?
8 ନିଜ୍‌କେ ଆଲାଦ୍‌ କଲାପାରା ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କରା । ସାସ୍‌ତରେ ଲେକା ଅଇରଇଲାପାରା ପର୍‌ମେସରର୍‌ ରାଇଜର୍‌ ଏ ନିୟମ୍‌ ଜଦି ତମେ ମାନ୍‌ସା, ସେନ୍ତାର୍‌ ଆଲେ ଟିକ୍‌ କଲାସ୍‌ନି ।
કિઞ્ચ ત્વં સ્વસમીપવાસિનિ સ્વાત્મવત્ પ્રીયસ્વ, એતચ્છાસ્ત્રીયવચનાનુસારતો યદિ યૂયં રાજકીયવ્યવસ્થાં પાલયથ તર્હિ ભદ્રં કુરુથ|
9 ମାତର୍‌ ତମେ ଜଦି ବଡ୍‌ ସାନ୍‌ ଦେକ୍‌ଲାସ୍‌ନି, ପାପ୍‌ କଲାସ୍‌ନି । ଆରି ସେ ରିତିନିତିର୍‌ ଲାଗି ଦସି ବଲାଇ ଅଇଲାସ୍‌ନି ।
યદિ ચ મુખાપેક્ષાં કુરુથ તર્હિ પાપમ્ આચરથ વ્યવસ્થયા ચાજ્ઞાલઙ્ઘિન ઇવ દૂષ્યધ્વે|
10 ୧୦ କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍‌ ନିୟମ୍‌ ଚାଡିଦେଲେ, କାଇ ନିୟମ୍‌ ନ ମାନ୍‌ଲା ଲକର୍‌ ପାରା ଦସିଅଇ ଡଣ୍ଡ୍‌ ପାଇସା ।
યતો યઃ કશ્ચિત્ કૃત્સ્નાં વ્યવસ્થાં પાલયતિ સ યદ્યેકસ્મિન્ વિધૌ સ્ખલતિ તર્હિ સર્વ્વેષામ્ અપરાધી ભવતિ|
11 ୧୧ କାଇକେବଇଲେ ପର୍‌ମେସର୍‌ କଇଲାଆଚେ “ତମେ ବେସିଆ କାମ୍‌ କର୍‌ବାର୍‌ନାଇ, ଆରି ନର୍‌ ମାର୍‌ବାର୍‌ ନାଇ” ବଲିକରି । ତେବେ ତମେ ଜଦି ବେସିଆ କାମ୍‌ ନ କରି, ଲକ୍‌ମନ୍‌କେ ମାର୍‌ସା, ତେବେ ତାର୍‌ ନିଅମ୍‌ ମାନାସ୍‌ ନାଇ ।
યતો હેતોસ્ત્વં પરદારાન્ મા ગચ્છેતિ યઃ કથિતવાન્ સ એવ નરહત્યાં મા કુર્ય્યા ઇત્યપિ કથિતવાન્ તસ્માત્ ત્વં પરદારાન્ ન ગત્વા યદિ નરહત્યાં કરોષિ તર્હિ વ્યવસ્થાલઙ્ઘી ભવસિ|
12 ୧୨ ପର୍‌ମେସର୍‌ ବିଚାର୍‌ନା କର୍‌ସି ବଲି ଜାନିକରି ସେନ୍ତାରି କାତା କଇ କାମ୍‌ କରି ଦେକାଆ । ଜନ୍‌ ନିୟମ୍‌ ଆମ୍‌କେ ମୁକ୍‌ଲାଇସି, ସେ ନିୟମ୍‌ ଇସାବେ ଆମ୍‌କେ ବିଚାର୍‌ନା କର୍‌ସି ।
મુક્તે ર્વ્યવસ્થાતો યેષાં વિચારેણ ભવિતવ્યં તાદૃશા લોકા ઇવ યૂયં કથાં કથયત કર્મ્મ કુરુત ચ|
13 ୧୩ କାଇକେବଇଲେ ଜନ୍‌ଲକ୍‌ ବିନ୍‌ ଲକ୍‌କେ ଦୟା ନ ଦେକାଏ, ପର୍‌ମେସର୍‌ ବିଚାର୍‌ନା କର୍‌ବାବେଲେ ତାକେ ମିସା ଦୟା ନ ଦେକାଏ । ଜନ୍‌ ଲକ୍‌ମନ୍‍ ବିନ୍‌ ଲକ୍‌ମନ୍‍କେ ଦୟା କରିଆଚେ, ସେମନ୍‍ ବିଚାର୍‌ନାଟାନେ ଡର୍‌ବାର୍‌ ନାଇ ।
યો દયાં નાચરતિ તસ્ય વિચારો નિર્દ્દયેન કારિષ્યતે, કિન્તુ દયા વિચારમ્ અભિભવિષ્યતિ|
14 ୧୪ ଏ ମର୍‌ ବାଇବଇନିମନ୍‌, ଜଦି ଗଟେକ୍‌ ଲକ୍‌ ମୁଇ ବିସ୍‌ବାସ୍‌ କଲିନି ବଲି କଇସି । ମାତର୍‌ ତାର୍‌ କାମ୍‌ କଲାଟାନେ ସେଟା ନ ଡିସେ ବଇଲେ, ତାର୍‌ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍‌ବାସ୍‌ ତାକେ କାଇ ମୁକ୍‌ତି ଦେଇ ନାପାରେ ।
હે મમ ભ્રાતરઃ, મમ પ્રત્યયોઽસ્તીતિ યઃ કથયતિ તસ્ય કર્મ્માણિ યદિ ન વિદ્યન્ત તર્હિ તેન કિં ફલં? તેન પ્રત્યયેન કિં તસ્ય પરિત્રાણં ભવિતું શક્નોતિ?
15 ୧୫ ଜଦି ଗଟେକ୍‌ ବିସ୍‌ବାସି ବାଇ କି ବଇନିକେ, ସେ ଦିନର୍‌ ପାଇ କାଇବାକେ କି ପିନ୍ଦ୍‌ବାକେ ନ ରଇଲେ,
કેષુચિદ્ ભ્રાતૃષુ ભગિનીષુ વા વસનહીનેષુ પ્રાત્યહિકાહારહીનેષુ ચ સત્સુ યુષ્માકં કોઽપિ તેભ્યઃ શરીરાર્થં પ્રયોજનીયાનિ દ્રવ્યાણિ ન દત્વા યદિ તાન્ વદેત્,
16 ୧୬ ତମର୍‌ ବିତ୍‌ରେ କେଆଲେ ଗଟେକ୍‌ ଲକ୍‌ ତାର୍‌ ଲଗେ ଜାଇ, ତକେ ପେଟ୍‌କେ କାଦି ଆରି ଗାଗଡ୍‌କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍‌ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍‌?
યૂયં સકુશલં ગત્વોષ્ણગાત્રા ભવત તૃપ્યત ચેતિ તર્હ્યેતેન કિં ફલં?
17 ୧୭ ସେନ୍ତାରିସେ ଗଟେକ୍‌ ବିସ୍‌ବାସ୍‌ କର୍‌ବା ଲକ୍‌ ତାର୍‌ ବିସ୍‌ବାସ୍‌ ସଙ୍ଗ୍‍ ନିକ କାମ୍‌ ମିସା ନ ଡିସ୍‌ଲେ ତାର୍‌ ବିସ୍‌ବାସ୍‌ ମରିଗାଲା ଆଚେ ।
તદ્વત્ પ્રત્યયો યદિ કર્મ્મભિ ર્યુક્તો ન ભવેત્ તર્હ્યેકાકિત્વાત્ મૃત એવાસ્તે|
18 ୧୮ ମାତର୍‌ କେ ଆଲେ ମକେ କଇସି, ଗଟେକ୍‌ ଲକର୍‌ ବିସ୍‌ବାସ୍‌ ଆଚେ ଆରି ଗଟେକ୍‌ ଲକର୍‌ ନିକ କାମ୍‌ ଆଚେ, ମୁଇ ତାକେ କଇବି ନିକ କାମ୍‌ ଚାଡି, ଗଟେକ୍‌ ଲକ୍‌କେ କେନ୍ତି ବିସ୍‌ବାସ୍‌ ଅଇସି? । ଅବ୍‌କା ବିସ୍‌ବାସ୍‌ କର୍‌ତେରଇବା ଲକ୍‌ ରଇଲେ ମକେ ଦେକାଆ । ମର୍‌ କର୍‌ବା ନିକ କାମ୍‌ ସଙ୍ଗ୍‍ ମର୍‌ ବିସ୍‌ବାସ୍‌ ମୁଇ ଦେକାଇବି ।
કિઞ્ચ કશ્ચિદ્ ઇદં વદિષ્યતિ તવ પ્રત્યયો વિદ્યતે મમ ચ કર્મ્માણિ વિદ્યન્તે, ત્વં કર્મ્મહીનં સ્વપ્રત્યયં માં દર્શય તર્હ્યહમપિ મત્કર્મ્મભ્યઃ સ્વપ્રત્યયં ત્વાં દર્શયિષ્યામિ|
19 ୧୯ ପର୍‌ମେସର୍‌ ଗଟେକ୍‌ସେ ଆଚେବଲି ତମେ ବିସ୍‌ବାସ୍‌ କଲାସ୍‌ନି, ସେଟା ନିକ । ଡୁମାମନ୍‌ ମିସା ସେନ୍ତାରି ବିସ୍‌ବାସ୍‌ କଲାଇନି ଆରି ଡରିକରି ଗଜ୍‌ଗଜି ଜିବାଇ ।
એક ઈશ્વરો ઽસ્તીતિ ત્વં પ્રત્યેષિ| ભદ્રં કરોષિ| ભૂતા અપિ તત્ પ્રતિયન્તિ કમ્પન્તે ચ|
20 ୨୦ ମାତର୍‌ ଏ ନିଲ୍‍ଜାଇ ଲକ୍‌ମନ୍‌ ତମେ ବୁଜିନାପାରାସ୍‌, ଜଦି ଗଟେକ୍‌ ଲକ୍‌ ମୁଇ ବିସ୍‌ବାସ୍‌ କଲିନି, ବଲି କଇସି ଆରି ନିକ କାମ୍‌ ନ କରେ, ସେନ୍ତାର୍‍ଆଲେ ତାର୍‌ ବିସ୍‌ବାସ୍‌ କର୍‌ବାଟା ଚୁଚାଇସେ ।
કિન્તુ હે નિર્બ્બોધમાનવ, કર્મ્મહીનઃ પ્રત્યયો મૃત એવાસ્ત્યેતદ્ અવગન્તું કિમ્ ઇચ્છસિ?
21 ୨୧ ଆମର୍‌ ପୁର୍‌ବର୍‌ ଆନିଦାଦି ଅବ୍‌ରାଆମ୍ କେ ଦେକା, ପର୍‌ମେସର୍‌ ତାକେ ଦରମ୍‌ ଲକ୍‌ ବଲି ଡାକ୍‌ଲା । ସେଟା ତାର୍‌ ନିକ କାମ୍‌ ପାଇ । ଜେଡେବେଲେ ନିଜର୍‌ ପିଲା ଇସାକ୍‌କେ ବେଦିଟାନେ ବଲି ଦେବାବେଲେ ନେଇରଇଲା ।
અસ્માકં પૂર્વ્વપુરુષો ય ઇબ્રાહીમ્ સ્વપુત્રમ્ ઇસ્હાકં યજ્ઞવેદ્યામ્ ઉત્સૃષ્ટવાન્ સ કિં કર્મ્મભ્યો ન સપુણ્યીકૃતઃ?
22 ୨୨ ତମେ ଦେକ୍‌ଲାସ୍‌ନିଜେ, ତାର୍‌ ବିସ୍‌ବାସ୍‌ ଆରି କରମ୍‌ ମିସିକରି ରଇଲା । ସେ କରିରଇବା କରମର୍‌ ଲାଗି ବିସ୍‌ବାସ୍‌ ସିଦ୍‌ ଅଇଲା ।
પ્રત્યયે તસ્ય કર્મ્મણાં સહકારિણિ જાતે કર્મ્મભિઃ પ્રત્યયઃ સિદ્ધો ઽભવત્ તત્ કિં પશ્યસિ?
23 ୨୩ ଏଟାର୍‌ ଲାଗି ଦରମ୍‌ ସାସ୍‌ତରର୍‌ ଏ ବାକିଅ ପୁରାପୁରୁନ୍‌ ଅଇଲା । ଅବ୍‌ରାଆମ୍ ପର୍‌ମେସର୍‌କେ ବିସ୍‌ବାସ୍‌ କଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ଦେକ୍‌ବା ଇସାବେ ଦରମ୍‌ ଲକ୍‌ ବଲି ଏଜାଇଅଇଲା । ଆରି ଲକ୍‌ମନ୍‌ ତାକେ ପର୍‌ମେସରର୍‌ ମଇତର୍‌ ବଲି ଡାକିରଇଲାଇ ।
ઇત્થઞ્ચેદં શાસ્ત્રીયવચનં સફલમ્ અભવત્, ઇબ્રાહીમ્ પરમેશ્વરે વિશ્વસિતવાન્ તચ્ચ તસ્ય પુણ્યાયાગણ્યત સ ચેશ્વરસ્ય મિત્ર ઇતિ નામ લબ્ધવાન્|
24 ୨୪ ଅବ୍‌କା ବିସ୍‌ବାସ୍‌ କଲେସେ ଗଟେକ୍‌ ଲକ୍‌ ଦରମ୍‌ ବଲି ନାମାଇଅଇ ନଏଁ, ମାତର୍‌ ତାର୍‌ କର୍‌ବା ନିକ କାମର୍‌ ଲାଗି ଅଇସି । ଏଟା ତମେ ଦେକ୍‌ଲାସ୍‌ନି ।
પશ્યત માનવઃ કર્મ્મભ્યઃ સપુણ્યીક્રિયતે ન ચૈકાકિના પ્રત્યયેન|
25 ୨୫ ସେନ୍ତାରିସେ ବେସିଆ ମାଇଜି ରାଆବ୍‌କେ ମିସା ଅଇଲା । ସେ ଇସ୍‌ରାଏଲର୍‌ ଦେକାଦେକି କର୍‌ବା ଲକ୍‌ମନ୍‌କେ ଡାକିନେଲା ଆରି ବିନ୍‌ ବାଟେ ବାରଇଜିବାକେ ସାଇଜ କଲା । ସେ ଏନ୍ତାରି କଲାକେ ପର୍‌ମେସର୍‌ ଦେକ୍‌ବା ଇସାବେ ଗଟେକ୍‌ ଦରମ୍‌ ଲକ୍‌ ବଲି ଜାନାଇଅଇଲା ।
તદ્વદ્ યા રાહબ્નામિકા વારાઙ્ગના ચારાન્ અનુગૃહ્યાપરેણ માર્ગેણ વિસસર્જ સાપિ કિં કર્મ્મભ્યો ન સપુણ્યીકૃતા?
26 ୨୬ ତେବେ, ଆତ୍‌ମା ଚାଡିଗାଲେ ଲକ୍‌ମନର୍‌ ଗାଗଡ୍‌ ଜେନ୍ତିକି ମଲା ସମାନ୍‌, ସେନ୍ତାରିସେ ନିକ କାମ୍‌ ନ କଲେ, ବିସ୍‌ବାସ୍‌ ମିସା ମଲା ସମାନ୍‌ ଆଚେ ।
અતએવાત્મહીનો દેહો યથા મૃતોઽસ્તિ તથૈવ કર્મ્મહીનઃ પ્રત્યયોઽપિ મૃતોઽસ્તિ|

< ଜାକୁବ 2 >