< ଜାକୁବ 1 >

1 ମୁଇ ଜାକୁବ ମାପ୍‌ରୁ ଜିସୁକିରିସ୍‌ଟ ଆରି ବାବା ପର୍‌ମେସରର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା । ଗୁଲାଇ ଜଗତେ ଚିନ୍‌ଚତର୍‌ ଅଇଜାଇରଇବା ପର୍‌ମେସରର୍‌ ବାର୍‌ଟା କୁଟୁମର୍‌ ଲକ୍‌ମନ୍‌କେ ମୁଇ ଜୁଆର୍‌ ଜାନାଇକରି ଏ ଚିଟି ଲେକ୍‌ଲିନି ।
神と主イエス・キリストとの僕ヤコブから、離散している十二部族の人々へ、あいさつをおくる。
2 ଏ ମର୍‌ ବାଇବଇନିମନ୍‌ ଜିବନ୍‌ ବିତାଇଲାବେଲେ ତମର୍‌ ବିସ୍‌ବାସ୍‌ ଡାଁଟ୍‌ ଆଚେ କି ନାଇ ବଲି, ଜେତ୍‌କି ଦୁକ୍‌ କସ୍‌ଟର୍‌ ପରିକା ଆଇଲେ, ଏଟା ଗଟେକ୍‌ ନିକ କରମର୍‌ ବିସଇ ବଲି ଏତାଆ ।
わたしの兄弟たちよ。あなたがたが、いろいろな試錬に会った場合、それをむしろ非常に喜ばしいことと思いなさい。
3 କାଇକେବଇଲେ, ଏନ୍ତାରି ଦୁକ୍‌ କସ୍‌ଟ ଆଇଲେ ତମର୍‌ ବିସ୍‌ବାସ୍‌ ପରିକାକରି ଡାଁଟ୍‌ ଆଚେବଲି ଦେକାଇସି । ଆରି ମୁରଚ୍‌ବାଟା ଅଦିକ୍‌ ଅଦିକ୍‌ ଅଇସି ବଲି ତମେ ଜାନିଆଚାସ୍‌ ।
あなたがたの知っているとおり、信仰がためされることによって、忍耐が生み出されるからである。
4 ତମେ ସାରାସାରିଜାକ ମୁର୍‌ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍‌ ସିଦ୍‌ ଅଇସା ।
だから、なんら欠点のない、完全な、でき上がった人となるように、その忍耐力を十分に働かせるがよい。
5 ମାତର୍‌ ତମର୍‌ ବିତ୍‌ରେ ଜଦି କାକେ ଗିଆନ୍‌ ଉନା ରଇ, ଗିଆନ୍‌ ପାଇବାର୍‌ଆଲେ ପର୍‌ମେସର୍‌କେ ମାଙ୍ଗା । ସେ ତାର୍‍ ଆତ୍‌ ମେଲାକରି, ଦସ୍‌ ନ ଦାରି ସବୁକେ ଦାନ୍‌ କର୍‌ସି ।
あなたがたのうち、知恵に不足している者があれば、その人は、とがめもせずに惜しみなくすべての人に与える神に、願い求めるがよい。そうすれば、与えられるであろう。
6 ମାତର୍‌ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍‌ବାସର୍‌ ସଙ୍ଗ୍‍ ପାର୍‌ତନା କର୍‌ବାର୍‌ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍‌ସି, ସେ ପବନ୍‌ସଙ୍ଗ୍‍ ଇଣ୍ଡ୍‌ତେ ରଇବା ସମ୍‌ଦୁରର୍‌ ଉଲ୍‌କା ପାନି ପାରା ଗଟେକ୍‌ ଲକ୍‌ ।
ただ、疑わないで、信仰をもって願い求めなさい。疑う人は、風の吹くままに揺れ動く海の波に似ている。
7 ସେ ରକାମ୍‌ ଲକ୍‌ ମାପ୍‌ରୁର୍‌ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।
そういう人は、主から何かをいただけるもののように思うべきではない。
8 ସେ ତା, ଦୁଇମନିଆ ଲକ୍‌, ସେ କର୍‌ବା ସବୁ କାମ୍‌ଟାନେ ତବିର୍‌ ନ ରଏ ।
そんな人間は、二心の者であって、そのすべての行動に安定がない。
9 ଗଟେକ୍‌ କାକୁର୍‌ତି ଅଇ ରଇବା ବିସ୍‌ବାସି ବାଇକେ ପର୍‌ମେସର୍‌ ସାଉକାର୍‌ କଲେ ସେ ସାର୍‌ଦା ଅ ।
低い身分の兄弟は、自分が高くされたことを喜びなさい。
10 ୧୦ ସେନ୍ତାରିସେ ଗଟେକ୍‍ ସାଉକାର୍‍ ବିସ୍‌ବାସିକେ ସେ ଅର୍‌କିତ୍‌ କଲେ, ସେ ମିସା ସାର୍‌ଦା ଅ । କାଇକେବଇଲେ ସାଉକାର୍‌ ଲକ୍‌ ପଦାର୍‌ ଗାଁସର୍‌ ପୁଲ୍‌ ପାରା ଜାଉଁଲି ଜାଇସି ।
また、富んでいる者は、自分が低くされたことを喜ぶがよい。富んでいる者は、草花のように過ぎ去るからである。
11 ୧୧ ଜେନ୍ତି କି ବେଲ୍‌ ଉଦିକରି ବେସି ତାତିକଲେ ଗାଁସ୍‌ ସୁକିଜାଇସି, ତାର୍‌ ପୁଲ୍‌ ଜଡିଜାଇସି ଆରି ତାର୍‌ ବାନିମୁର୍‌ତି ନସି ଜାଇସି । ସେନ୍ତାରିସେ, ସାଉକାର୍‌ ଲକ୍‌ମନ୍‌ କାମ୍‌ କରି କରି ମରିଜିବାଇ ।
たとえば、太陽が上って熱風をおくると、草を枯らす。そしてその花は落ち、その美しい姿は消えうせてしまう。それと同じように、富んでいる者も、その一生の旅なかばで没落するであろう。
12 ୧୨ ଜନ୍‌ ଲକ୍‌ମନ୍‌ ପରିକା ଆଇଲେ ମିସା ମୁର୍‌ଚି କରି ରଇବାଇ, ସେମନ୍‌ କେଡେକ୍‌ ନିକ କରମର୍‍ ଲକ୍‌ । କାଇକେବଇଲେ ସେ ସବୁ ପରିକାଇ ସେମନ୍‌ ଡାଁଟ୍‌ ସଙ୍ଗ୍‌ ଟିଆଅଇଲାପଚେ, ପୁରୁସ୍‌କାର୍‌ ପାଇବାଇ । ପର୍‌ମେସର୍‌ ତାର୍‌ ନିଜର୍‌ ଲକ୍‌ମନ୍‌କେ ଜନ୍‌ ଜିବନର୍‌ ମୁକୁଟ୍‌ ଦେବାକେ ସପତ୍‌ କଲାଆଚେ, ସେମନ୍‌ ସେଟା ପୁରୁସ୍‌କାର୍‌ ଇସାବେ ମିଲାଇବାଇ ।
試錬を耐え忍ぶ人は、さいわいである。それを忍びとおしたなら、神を愛する者たちに約束されたいのちの冠を受けるであろう。
13 ୧୩ କାକେ ମିସା ଦୁକ୍‌କସ୍‌ଟ ପାଇବା ପରିକା ଆଇଲେ, ଏ ପରିକା ପର୍‌ମେସର୍‌ ପାଟାଇଆଚେ ବଲିକରି କଇବାର୍‌ ନାଇ । କାଇକେବଇଲେ ପର୍‌ମେସର୍‌କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
だれでも誘惑に会う場合、「この誘惑は、神からきたものだ」と言ってはならない。神は悪の誘惑に陥るようなかたではなく、また自ら進んで人を誘惑することもなさらない。
14 ୧୪ ମାତର୍‌ ଗଟେକ୍‌ ଲକର୍‍ କରାପ୍‌ ଗୁନ୍‌ଚଲନ୍‌ ତାକେ ପରିକା କରାଇ ଅଇବାକେ ଡାକିନେଇସି ।
人が誘惑に陥るのは、それぞれ、欲に引かれ、さそわれるからである。
15 ୧୫ ତାର୍‌ପଚେ ତାର୍‌ କାରାପ୍‌ ଗୁନ୍‌ଚଲନେଅନି ପାପ୍‌ ବାରଇସି । ଆରି ପାପ୍‌ ଅଦିକ୍‌ ଅଦିକ୍‌ ବଡିଜାଇକରି ମରନ୍‌ ଆଇସି ।
欲がはらんで罪を生み、罪が熟して死を生み出す。
16 ୧୬ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ତମେ ନାଡାଇଉଆ ନାଇ ।
愛する兄弟たちよ。思い違いをしてはいけない。
17 ୧୭ ସବୁ ନିକ ଆରି ସିଦ୍‌ ରଇବା ଦାନ୍‌ ପର୍‌ମେସର୍‌ ଦେଲା ଆଚେ । ବାଦ୍‌ଲେ ଉଜଲ୍‌ ଅଇବା ସବୁଜାକ ସେ ତିଆର୍‌କଲା ଆଚେ । ସେଟାମନ୍‌ ବାଦ୍‌ଲେ ବୁଲ୍‌ବାବେଲେ ବାଦଲ୍‌ସି ଆରି ଚାଇଁ ଏନେତେନେ ଅଇସି । ମାତର୍‌ ପର୍‌ମେସର୍‌ ଅଲପ୍‌ ମିସା ସେନ୍ତାରି ନ କରେ ।
あらゆる良い贈り物、あらゆる完全な賜物は、上から、光の父から下って来る。父には、変化とか回転の影とかいうものはない。
18 ୧୮ ତାର୍‌ ସତ୍‌ ବାକିଅ ଆମ୍‌କେ ଜାନାଇକରି ତାର୍‌ତେଇଅନି ଆମ୍‌କେ ଜିବନ୍‌ ଦେବାକେ ସେ ମନ୍‍ କଲା । ଜେତ୍‌କି ସବୁ ବିସଇ ସେ ତିଆର୍‌କଲା ମିସା ଆମେ ଅବ୍‌କା ତାର୍‌ପାଇସେ ଅଇବାକେ ସେ ମନ୍‍ କଲା ।
父は、わたしたちを、いわば被造物の初穂とするために、真理の言葉によって御旨のままに、生み出して下さったのである。
19 ୧୯ ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ମନେ ରକିରୁଆ । ତମେ ଆଗ୍‌ତୁ ନିକକରି ସୁନା । ମାତର୍‌ ବାବିଚିନ୍ତିକରି କାତା କୁଆ । ଦାପ୍‌ରେ ରିସା ଉଆନାଇ ।
愛する兄弟たちよ。このことを知っておきなさい。人はすべて、聞くに早く、語るにおそく、怒るにおそくあるべきである。
20 ୨୦ କାଇକେବଇଲେ ମୁନୁସର୍‌ ରିସାର୍‌ ଲାଗି ପର୍‌ମେସର୍‌ ସୁକଲ୍‌ସଙ୍ଗ୍‍ ଜଜ୍‌ନା କଲାଟା ନସିଜାଇସି ।
人の怒りは、神の義を全うするものではないからである。
21 ୨୧ ସେଟାର୍‌ ପାଇ ତମର୍‌ ଚଲାଚଲ୍‌ତି ଟାନେଅନି ବାରଇବା ସବୁ ରକାମର୍‌ କାରାପ୍‌ ଅବିଆସ୍‌ ଚାଡିଦିଆସ୍‌ । ପର୍‌ମେସର୍‌କେ ନିଜର୍‌ ମନ୍‌ ସର୍‌ପି ଦିଆସ୍‌ । ତମର୍‌ ମନ୍‌ ବିତ୍‌ରେ ସେ ଜନ୍‌ ବାକିଅ ରପିଆଚେ ସେଟାକେ ଦିଆନ୍‌ ଦିଆ । ସେ ବାକିଅ ତମ୍‌କେ ରକିଆ କର୍‌ସି ।
だから、すべての汚れや、はなはだしい悪を捨て去って、心に植えつけられている御言を、すなおに受け入れなさい。御言には、あなたがたのたましいを救う力がある。
22 ୨୨ ବାକିଅ ଜନ୍‌ଟା କରା ବଲି କଇଲାନି, ସେଟା କରା । ଅବ୍‌କା ସୁନିକରି ରଇବା ଲକ୍‌ମନର୍‌ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍‌ନି ।
そして、御言を行う人になりなさい。おのれを欺いて、ただ聞くだけの者となってはいけない。
23 ୨୩ ଜନ୍‌ଲକ୍‌ ପର୍‌ମେସରର୍‌ ବାକିଅ ଅବ୍‌କା ସୁନ୍‌ସି, ମାତର୍‌ ତେଇର୍‌ କାତା ନ ନାମେ, ସେ ତାର୍‌ ମୁଏ ରଇବା ଆର୍‌ଲା, ଦର୍‌ପନେ ଦେକ୍‌ବା ଲକ୍‌ ପାରା ।
おおよそ御言を聞くだけで行わない人は、ちょうど、自分の生れつきの顔を鏡に映して見る人のようである。
24 ୨୪ ସେ ନିକ କରି ନିଜର୍‌ ଚାଁଇ ଦେକି ଅଇତେରଇସି । ମାତର୍‌ ତେଇଅନି ଉଟିଗାଲା ପଚେ ତାର୍‌ ବାନିମୁର୍‌ତି ପାସ୍‌ରି ଜାଇସି ।
彼は自分を映して見てそこから立ち去ると、そのとたんに、自分の姿がどんなであったかを忘れてしまう。
25 ୨୫ ମାତର୍‌ ମୁନୁସର୍‌ ମୁକ୍‌ତି ପାଇ ଗଟେକ୍‌ ପୁରାପୁରୁନ୍‌ ନିୟମ୍‌ ଆଚେ । ଜେ ସେ କାତା ସୁନିକରି ନ ପାସ୍‌ରେ, ଆରି ତାର୍‌ଲାଗି ସବୁ ମନ୍‌ପରାନ୍‌ ଦେଇକରି ନିଜର୍‌ ଜିବନ୍‌ତେଇ ମାନିକରି ରଇସି ବଇଲେ ପର୍‌ମେସର୍‌ ତାର୍‌ କରିରଇବା ସବୁ କାମ୍‌ ମଙ୍ଗଲ୍‍ କର୍‌ସି ।
これに反して、完全な自由の律法を一心に見つめてたゆまない人は、聞いて忘れてしまう人ではなくて、実際に行う人である。こういう人は、その行いによって祝福される。
26 ୨୬ କେ ଜଦି ମୁଇ ନିଜେ ଗଟେକ୍‌ ଦରମ୍‌ ଲକ୍‌ ବଲି ବାବ୍‌ଲାନି, ସେ ଜଦି ତାର୍‌ ନିଜର୍‌ ଜିବ୍‌ ଜାଗର୍‌ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍‌ ରିତିନିତି କର୍‌ବାଟା ଚୁଚାଆଇସେ ।
もし人が信心深い者だと自任しながら、舌を制することをせず、自分の心を欺いているならば、その人の信心はむなしいものである。
27 ୨୭ ପର୍‌ମେସର୍‌ ଦେକ୍‌ବା ଇସାବେ ଜନ୍‌ ରିତିନିତି ସତ୍‌ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍‌ ଆରି ରାଣ୍ଡିଜୁଣ୍ଡିମନର୍‌ ଜତନ୍‌ କର୍‌ବାଟା । ପଚେ ଜଗତର୍‌ ଜଞ୍ଜାଲେଅନି ମୁକଲ୍‌ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।
父なる神のみまえに清く汚れのない信心とは、困っている孤児や、やもめを見舞い、自らは世の汚れに染まずに、身を清く保つことにほかならない。

< ଜାକୁବ 1 >