< ଏବ୍‌ରି 1 >

1 ପର୍‌ମେସର୍‌ ପୁର୍‌ବେ ବିନ୍‌ ବିନ୍‌ ବେଲାଇ ଆରି ବିନ୍‌ ବିନ୍‌ ବାଟେ ବବିସତ୍‌ବକ୍‌ତା ମନ୍‌କେ ପାଟାଇକରି, ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ କାତା ଅଇଲା ।
πολυμερως και πολυτροπως παλαι ο θεος λαλησας τοις πατρασιν εν τοις προφηταις επ εσχατων των ημερων τουτων ελαλησεν ημιν εν υιω
2 ମାତର୍‌ ଏ ସେସ୍‌ କାଲେ ତାର୍‌ ପଅକେ ପାଟାଇକରି ତାର୍‌ କାତା ଜାନାଇ ଆଚେ । ତାର୍‌ଲାଗି ଏ ଜଗତ୍‌ ତିଆର୍‌ କଲାଆଚେ ଆରି ଜଗତର୍‌ ସବୁ ବିସଇର୍‍ ଉପ୍‌ରେ ତାକେ ଅଦିକାର୍‌ ଦେଲାଆଚେ । (aiōn g165)
ον εθηκεν κληρονομον παντων δι ου και τους αιωνας εποιησεν (aiōn g165)
3 ପର୍‌ମେସରର୍‌ ମଇମାର୍‌ ଉଜଲ୍‌ ମାପ୍‌ରୁ ଜିସୁର୍‌ଟାନେ ଡିସ୍‌ସି । ପର୍‌ମେସର୍‌ ଜେନ୍ତାରି ଆଚେ, ତାର୍‌ ପଅ ସେନ୍ତାରିସେ । ଜନ୍‌ ବପୁର୍‌ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍‍ ତିଆର୍‌କଲାଟା ସେ ସାସନ୍‌ କର୍‌ସି । ଆମର୍‌ ପାପର୍‌ ଲାଗି କେମା କରିସାରାଇଲା ପଚେ, ସେ ସର୍‌ଗେ ବାଅଡ୍‌ଲା । ଆରି ସବୁର୍‌ତେଇଅନି ବପୁ ରଇବା ପର୍‌ମେସରର୍‌ ଉଜାବାଟେ ସାସନ୍‌ କର୍‌ବାକେ ବସ୍‌ଲା ।
ος ων απαυγασμα της δοξης και χαρακτηρ της υποστασεως αυτου φερων τε τα παντα τω ρηματι της δυναμεως αυτου δι εαυτου καθαρισμον ποιησαμενος των αμαρτιων ημων εκαθισεν εν δεξια της μεγαλωσυνης εν υψηλοις
4 ପର୍‌ମେସର୍‌ ତାର୍‌ ପଅକେ ସରଗର୍‌ ଦୁତ୍‌ମନର୍‌ ଟାନେଅନି ମୁକିଅ କଲା ଆରି ସେମନର୍‌ଟାନେଅନି ତାକେ ବଡ୍‌ ନାଉଁ ଦେଲା ।
τοσουτω κρειττων γενομενος των αγγελων οσω διαφορωτερον παρ αυτους κεκληρονομηκεν ονομα
5 କାଇକେବଇଲେ, ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌କେ ମିସା ଏନ୍ତାରି କଏ ନାଇ, ତୁଇ ମର୍‌ ପଅ, ଆଜିଅନି ମୁଇ ତର୍‌ ବାବା ଅଇଲି ଆଚି, ତାର୍‌ କନ୍‌ ଦୁତର୍‍ ବିସଇ ଏନ୍ତାରି କଏନାଇ, ମୁଇ ତର୍‌ ବାବା ଅଇବି ଆରି ସେ ମର୍‌ ପଅ ଅଇସି ।
τινι γαρ ειπεν ποτε των αγγελων υιος μου ει συ εγω σημερον γεγεννηκα σε και παλιν εγω εσομαι αυτω εις πατερα και αυτος εσται μοι εις υιον
6 ମାତର୍‌ ପର୍‌ମେସର୍‌ ଜେଡେବେଲେ ତାର୍‌ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍‌ମେସରର୍‌ ଦୁତ୍‌ମନ୍‌ ତାକେ ସେବା କର୍‌ବାଇ ।
οταν δε παλιν εισαγαγη τον πρωτοτοκον εις την οικουμενην λεγει και προσκυνησατωσαν αυτω παντες αγγελοι θεου
7 ମାତର୍‌ ସରଗର୍‌ ଦୁତ୍‌ମନର୍‌ ବିସଇନେଇ ପର୍‌ମେସର୍‌ ଏନ୍ତାରି କଇରଇଲା, ପର୍‌ମେସର୍‌ ତାର୍‌ ଦୁତ୍‌ମନ୍‌କେ ପବନ୍‌ ପାରା କଲାଆଚେ । ଆରି ତାର୍‌ ଦାଙ୍ଗ୍‌ଡାମନ୍‌କେ ଲାଗ୍‌ବା ଜଇପାରା କଲାଆଚେ ।
και προς μεν τους αγγελους λεγει ο ποιων τους αγγελους αυτου πνευματα και τους λειτουργους αυτου πυρος φλογα
8 ତାର୍‌ ପଅର୍‌ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍‌ମେସର୍‌ ତର୍‌ ରାଇଜ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍‌ ଲକ୍‌ମନ୍‌କେ ସାସନ୍‌ କଲୁସ୍‌ନି । (aiōn g165)
προς δε τον υιον ο θρονος σου ο θεος εις τον αιωνα του αιωνος ραβδος ευθυτητος η ραβδος της βασιλειας σου (aiōn g165)
9 ସତ୍‌ ବିସଇ ମନ୍‍କରି ବିନ୍‌ ବିସଇ ଗିନ୍‌ କଲୁସ୍‌ନି । ତେବର୍‌ପାଇ ତର୍‌ ପର୍‌ମେସର୍‌ ତକେ ବାଚ୍‌ଲାଆଚେ । ସେ ତକେ ଆଲାଦ୍‌ କରି ତର୍‌ ସଙ୍ଗାରିମନର୍‌ ତେଇଅନି ଅଦିକ୍‌ ସନ୍‌ମାନ୍‌ ଦେଇ ସାର୍‌ଦା କରାଇଆଚେ ।”
ηγαπησας δικαιοσυνην και εμισησας ανομιαν δια τουτο εχρισεν σε ο θεος ο θεος σου ελαιον αγαλλιασεως παρα τους μετοχους σου
10 ୧୦ ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍‌ରୁ ଆରାମେ ଅନି ତୁଇ ଜଗତ୍‌ ତିଆର୍‌ କରିଆଚୁସ୍‌ । ଆରି ତର୍‌ ନିଜର୍‌ ଆତେ ଆକାସ୍‌ ଆରି ତେଇ ରଇବା ସବୁଜାକ ତିଆର୍‌ କଲୁସ୍‌ ।
και συ κατ αρχας κυριε την γην εθεμελιωσας και εργα των χειρων σου εισιν οι ουρανοι
11 ୧୧ ସେଟା ସବୁ ମାୟା ଅଇଜାଇସି, ମାତର୍‌ ତୁଇ ସବୁଦିନର୍‌ପାଇ ରଇସୁ । ସେଟା ସବୁ ପୁର୍‌ନା ଲୁଗା ପାରା ଚିରି ଅଇଜାଇସି ।
αυτοι απολουνται συ δε διαμενεις και παντες ως ιματιον παλαιωθησονται
12 ୧୨ ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍‌କେ ସଙ୍ଗଇସୁ । ଆରି ଲୁଗା ପାଲ୍‌ଟନା କଲାପାରା ବାଦ୍‌ଲାଇସୁ । ମାତର୍‌ ନିଜେ ତୁଇ ନ ବାଦ୍‌ଲି କରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସୁ ।”
και ωσει περιβολαιον ελιξεις αυτους και αλλαγησονται συ δε ο αυτος ει και τα ετη σου ουκ εκλειψουσιν
13 ୧୩ ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌ମନ୍‌କେ ମିସା କଏନାଇ, “ମୁଇ ତମର୍‌ ଦୁତ୍‌ମନ୍‌କେ ତମର୍‌ ପାଦ୍‌ତଲେ ନ ସଙ୍ଗଇବା ଜାକ ମର୍‌ ଉଜାବାଟେ ବସି ରୁଆ ।”
προς τινα δε των αγγελων ειρηκεν ποτε καθου εκ δεξιων μου εως αν θω τους εχθρους σου υποποδιον των ποδων σου
14 ୧୪ ତେବର୍‌ପାଇ ପିଲାମନ୍‌ ସବୁ ରକତ୍‌ ମାଉଁସ୍‌ ମିସି ରଇବାକେ ସେ ମିସା ନିଜର୍‌ ସେ ରକାମ୍‌ ସିତି ମିସିଗାଲା, ଆରି ତାର୍‌ ମରନ୍‌ ସଙ୍ଗ୍‌ ମରନର୍‌ ଅଦିକାରି ସୟ୍‌ତାନ୍‌କେ ବିନାସ୍‌ କଲା ।
ουχι παντες εισιν λειτουργικα πνευματα εις διακονιαν αποστελλομενα δια τους μελλοντας κληρονομειν σωτηριαν

< ଏବ୍‌ରି 1 >