< ଏବ୍ରି 1 >
1 ୧ ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା ।
God in tyme past diversly and many wayes spake vnto the fathers by Prophetes:
2 ୨ ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । (aiōn )
but in these last dayes he hath spoken vnto vs by his sonne whom he hath made heyre of all thinges: by who also he made the worlde. (aiōn )
3 ୩ ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
Which sonne beynge the brightnes of his glory and very ymage of his substance bearinge vp all thinges with the worde of his power hath in his awne person pourged oure synnes and is sitten on the right honde of the maiestie an hye
4 ୪ ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
and is more excellent then the angels in as moche as he hath by inheritaunce obteyned an excellenter name then have they.
5 ୫ କାଇକେବଇଲେ, ପର୍ମେସର୍ ତାର୍ କନ୍ ଦୁତ୍କେ ମିସା ଏନ୍ତାରି କଏ ନାଇ, ତୁଇ ମର୍ ପଅ, ଆଜିଅନି ମୁଇ ତର୍ ବାବା ଅଇଲି ଆଚି, ତାର୍ କନ୍ ଦୁତର୍ ବିସଇ ଏନ୍ତାରି କଏନାଇ, ମୁଇ ତର୍ ବାବା ଅଇବି ଆରି ସେ ମର୍ ପଅ ଅଇସି ।
For vnto which of the angels sayde he ateny tyme: Thou arte my sonne this daye be gate I the? And agayne: I will be his father and he shalbe my sonne.
6 ୬ ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍ମେସରର୍ ଦୁତ୍ମନ୍ ତାକେ ସେବା କର୍ବାଇ ।
And agayne whe he bringeth in the fyrst begotten sonne in to the worlde he sayth: And all the angels of God shall worshippe him.
7 ୭ ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା, ପର୍ମେସର୍ ତାର୍ ଦୁତ୍ମନ୍କେ ପବନ୍ ପାରା କଲାଆଚେ । ଆରି ତାର୍ ଦାଙ୍ଗ୍ଡାମନ୍କେ ଲାଗ୍ବା ଜଇପାରା କଲାଆଚେ ।
And of the angels he sayth: He maketh his angels spretes and his ministres flammes of fyre.
8 ୮ ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍ମେସର୍ ତର୍ ରାଇଜ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍ ଲକ୍ମନ୍କେ ସାସନ୍ କଲୁସ୍ନି । (aiōn )
But vnto the sonne he sayth: God thy seate shalbe forever and ever. The cepter of thy kyngdome is a right cepter. (aiōn )
9 ୯ ସତ୍ ବିସଇ ମନ୍କରି ବିନ୍ ବିସଇ ଗିନ୍ କଲୁସ୍ନି । ତେବର୍ପାଇ ତର୍ ପର୍ମେସର୍ ତକେ ବାଚ୍ଲାଆଚେ । ସେ ତକେ ଆଲାଦ୍ କରି ତର୍ ସଙ୍ଗାରିମନର୍ ତେଇଅନି ଅଦିକ୍ ସନ୍ମାନ୍ ଦେଇ ସାର୍ଦା କରାଇଆଚେ ।”
Thou hast loved rightewesnes and hated iniquyte. Wherfore God which is thy God hath anoynted the with ye oyle of gladnes above thy felowes.
10 ୧୦ ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍ରୁ ଆରାମେ ଅନି ତୁଇ ଜଗତ୍ ତିଆର୍ କରିଆଚୁସ୍ । ଆରି ତର୍ ନିଜର୍ ଆତେ ଆକାସ୍ ଆରି ତେଇ ରଇବା ସବୁଜାକ ତିଆର୍ କଲୁସ୍ ।
And thou Lorde in the begynninge hast layde the foundacion of the erth. And the heves are the workes of thy hondes.
11 ୧୧ ସେଟା ସବୁ ମାୟା ଅଇଜାଇସି, ମାତର୍ ତୁଇ ସବୁଦିନର୍ପାଇ ରଇସୁ । ସେଟା ସବୁ ପୁର୍ନା ଲୁଗା ପାରା ଚିରି ଅଇଜାଇସି ।
They shall perisshe but thou shalt endure. They all shall wexe olde as doth a garment:
12 ୧୨ ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍କେ ସଙ୍ଗଇସୁ । ଆରି ଲୁଗା ପାଲ୍ଟନା କଲାପାରା ବାଦ୍ଲାଇସୁ । ମାତର୍ ନିଜେ ତୁଇ ନ ବାଦ୍ଲି କରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସୁ ।”
and as a vesture shalt thou chaunge them and they shalbe chaunged. But thou arte all wayes and thy yeres shall not fayle.
13 ୧୩ ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ, “ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ ନ ସଙ୍ଗଇବା ଜାକ ମର୍ ଉଜାବାଟେ ବସି ରୁଆ ।”
Vnto which of the angels sayde he at eny tyme? Sit on my ryght honde tyll I make thyne enemyes thy fote stole.
14 ୧୪ ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।
Are they not all mynistrynge spretes sent to minister for their sakes which shalbe heyres of salvacion?