< ଏବ୍‌ରି 9 >

1 ପର୍‌ମେସରର୍‌ ପର୍‌ତୁମ୍‌ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍‌ବାର୍‌ ଆଚେ ବଲି ନିୟମ୍‌ ରଇଲା । ତାକେ ଏ ଜଗତେ ଉପାସନା କର୍‌ବାକେ ଗଟେକ୍‌ ତୁମ୍‌ ଉଟାଇରଇଲା ।
הן היה גם לברית הראשונה משפטי העבודה ומקדש ארצי׃
2 ଏ ତୁମ୍‌ଟାନେ ଦୁଇଟା ଜାଗା ରଇଲା । ପର୍‌ତୁମ୍‌ ଜାଗାକେ ସୁକଲ୍‌ ଜାଗା ବଲି ନାଉଁ ରଇଲା । ସେ ବିତ୍‌ରେ ବତିସଙ୍ଗଇବା କୁଦ୍‌ରା ଆରି ପର୍‌ମେସର୍‌କେ ସର୍‌ପିଦେବାକେ ରୁଟି ସଙ୍ଗଇବା ଗଟେକ୍‌ ଟେବୁଲ୍‌ ରଇଲା ।
כי הוקם המשכן החיצון אשר בו המנורה והשלחן ומערכת הלחם והוא נקרא קדש׃
3 ସେ ଜାଗାଇ ପୁର୍‌ବା ବାଟେ ଗଟେକ୍‌ ପାର୍‌ଦା ରଇଲା । ପାର୍‌ଦାର୍‍ ପଚ୍‌ବାଟେ ଜନ୍‌ ଜାଗା ରଇଲା, ତାକେ ବଡ୍‌ ସୁକଲ୍‌ ଜାଗା ବଲି କଇତେ ରଇଲାଇ ।
ומבית לפרכת השנית משכן הנקרא קדש הקדשים׃
4 ସେ ବଡ୍‌ ସୁକଲ୍‌ ଜାଗାଇ ଗଟେକ୍‌ ଦୁପ୍‌ ପଡାଇବା ସୁନାର୍‌ ବେଦି ଆରି ସୁନାର୍‌ ନିୟମ୍‌ ପେଡି ରଇଲା । ଏ ନିୟମ୍‌ ପେଡି ବିତ୍‌ରେ, ମାନା ରଇବା ଗଟେକ୍‌ ସୁନାର୍‌ ଆଣ୍ଡି ରଇଲା । ତେଇ ପତର୍‌ କଅଁଲି ରଇବା ଆରଣ୍‌ ଦାରି ଇଣ୍ଡ୍‌ବା ଡାଙ୍ଗ୍‌ ରଇଲା । ଆରି ପରମେସରର୍‌ ଆଦେସ୍‌ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍‌ନା ମିସା ରଇଲା ।
אשר לו מזבח הזהב לקטרת וארון הברית מצפה זהב כלו ובו צנצנת זהב אשר המן בתוכו ומטה אהרן אשר פרח ולוחות הברית׃
5 ପେଡିର୍‌ ଡାବ୍‌ନା ଉପ୍‌ରେ ପର୍‌ମେସର୍‌ ଆଚେ ବଲି ଚିନ୍‌ ଇସାବେ କେରୁବିନ୍‌ ବଲି ଡାକ୍‌ବା ଦୁଇଟା ଡେନା ରଇଲା ଜଁତୁର୍‌ ମୁର୍‌ତି ରଇଲା । ତାକର୍‌ ଉଗାଡିଅଇରଇବା ଡେନା ପେଡିର୍‌ ଡାବ୍‌ନା ଉପ୍‌ରେ ଡାବିଅଇଜାଇରଇଲା । ତାର୍‌ ଉପ୍‌ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍‌ମନର୍‌ ପାପ୍‌କେମା ଅଇଜିବାକେ । ମାତର୍‌ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
וממעל לו כרובי הכבוד הסככים על הכפרת לא נדבר כעת על כל אחד מהם בפרט׃
6 ତୁମ୍‌ ବିତ୍‌ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍‌ ସବୁଦିନ୍‌ ତାମୁ ଗରର୍‌ ବାଇରର୍‌ ଜାଗାଇ ପୁରି, ସେମନର୍‌ କାମ୍‌ କର୍‌ବାଇ ।
ואחרי שהוכנו אלה ככה באו הכהנים תמיד אל המשכן החיצון לעבד שם את עבודתם׃
7 ମାତର୍‌ ବିତ୍‌ରର୍‌ ଜାଗାଇ ବଡ୍‌ ପୁଜାରିସେ ଜିବାକେ ଅଦିକାର୍‌ ରଇଲା । ସେ ସିତି ବର୍‌ସେକ୍‌କେ ତରେକ୍‌ ସେ ଜାଇତେରଇଲା । ସେ ନିଜର୍‌ ପାଇ ଆରି ଲକ୍‌ମନ୍‌ ନ ଜାନିକରି କରିରଇବା ପାପ୍‌ ପାଇ ବନି ନେଇକରି ଜଦି ନ ପୁର୍‌ଲେ ସେ ଜାଇନାପାର୍‌ତେ ରଇଲା ।
ואל המשכן אשר לפנים ממנו בא שמה הכהן הגדול לבדו פעם אחת בשנה לא בבלי דם אשר יקריב בעד נפשו ובעד שגגות העם׃
8 ଏ ସବୁ ବିସଇର୍‌ଲାଗି ସୁକଲ୍‌ ଆତ୍‌ମା ଜାନାଇଲାନି ଜେ, ପର୍‌ମେସରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଲକ୍‌ମନ୍‌କେ ଅଦିକାର୍‌ ନ ରଇଲା । କାଇକେବଇଲେ ସୁକଲ୍‌ ଜାଗା ଆରି ଅଦିକ୍‌ ସୁକଲ୍‌ ଜାଗା ବିସଇନେଇ ରଇବା ଆଗ୍‌ତୁର୍‌ ଆଦେସ୍‌ ସବୁ ଲକ୍‌ମନ୍‌ ମାନିଆଇତେ ରଇଲାଇ ।
ורוח הקדש מודיע בזאת כי לא נגלה הדרך אל הקדש כל הימים אשר המשכן החיצון יש לו לעמד׃
9 ସେ ସବୁ ବିସଇ ଗଟେକ୍‌ ବାନା ପାରା । ଜନ୍‌ଟା ସବୁ ଏବର୍‌ ଦିନେ ସିଦ୍‌ ଅଇଲା ଆଚେ । କାଇକେବଇଲେ ଜନ୍‌ ପସୁମନ୍‌କେ ଉପାସନା ଇସାବେ ଲକ୍‌ମନ୍‌ ପର୍‌ମେସର୍‌କେ ସର୍‌ପି ଦେଇତେ ରଇଲାଇ, ସେଟା ସବୁ ଲକ୍‌ମନର୍‌ ବିବେକ୍‌ ଦ‍ଇ ନାପାର୍‌ଲା ।
והוא משל על העת ההוה אשר בה מקריבים מנחות וזבחים אשר לא יוכלו להשלים את לבב העבד׃
10 ୧୦ କାଇକେବଇଲେ ସେଟା ସବୁ ଗାଗଡର୍‌ ଲାଗି ରଇବା ନିୟମ୍‌ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍‍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍‌ ନୁଆ ନିୟମ୍‌ ଟିକ୍‌ ଅଇବାଜାକ, ଏ ସବୁ କର୍‌ବାଟା ରଇଲା ।
אך משפטי הגוף המה עם המאכלות והמשקים והטבילות השנות אשר הושמו עד עת התקון׃
11 ୧୧ ମାତର୍‌ ଆମେ ଜେତ୍‌କିଲକ୍‌ ସବୁର୍‌ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍‌ଟ ଆମର୍‌ ବଡ୍‌ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍‌ବା ଜାଗାର୍‌ ତୁମ୍‌ ଲଗେ ରଇବା ଅଦିକ୍‌ ସୁକଲ୍‌ ଜାଗାଇଅନି ଅଦିକ୍‌ ମୁଲିଅ ରଇଲାଟା ଆରି ଅଦିକ୍‌ ସିଦ୍‌ ଆଚେ । କାଇକେବଇଲେ ସେଟା ଲକ୍‌ମନ୍‌ ତିଆର୍‌ କଲାଟା ନଏଁ, କି ଏ ନସିଜିବା ଜଗତର୍‌ଟା ମିସା ନଏଁ ।
אבל המשיח בבאו להיות כהן גדול לטבות העתידות עבר בתוך המשכן המעלה בגדלה ושלמות אשר לא נעשה בידים כלומר אשר איננו בכלל הבריאה הזאת׃
12 ୧୨ କିରିସ୍‌ଟ ସେ ତାମୁ ବାଟେଜାଇ ଏକାତରେକ୍‌ ସେ ବଡ୍‌ ସୁକଲ୍‌ ଜାଗାଇ ପୁର୍‌ଲା । ସେ ତେଇ ପୁର୍‌ବା ବେଲେ ବଲି କର୍‌ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍‌ ସେ ନିଜର୍‌ ବନି ନେଇକରି ଜନ୍‌ ଜନ୍‌ଟା କର୍‌ବାର୍‌ ରଇଲା, ସେଟା ପୁରାପୁରୁନ୍‌ କଲା । ଜେନ୍ତାରି କି ଆମ୍‌କେ ମୁକ୍‌ଲାଇକରି କାଲ୍‌ କାଲ୍‌ ଜୁଗ୍‌ଜୁଗର୍‌ ପାଇ ମୁକ୍‌ତି ଦେଲା । (aiōnios g166)
גם לא בא בדם שעירים ועגלים אלא בדם נפשו בא בפעם אחת אל הקדש פנימה וימצא גאלת עולם׃ (aiōnios g166)
13 ୧୩ ଆଗର୍‌ କାଲେ ଚେଲି ଆରି ବଲଦ୍‌ମନର୍‌ ବନି ଆରି ପଡାଇଲା ବାଚିପିଲାର୍‌ ଚାର୍‌ ଚିଚ୍‌ବାଟା, ଏସବୁ ଅସୁକଲ୍‌ ଅଇରଇବା ଲକ୍‌ମନର୍‌ ଗାଗଡ୍‌ ଦଇବା କାମ୍‌କେସେ ଆଇଲା ।
כי אם דם הפרים והשעירים ואפר הפרה אשר יזה על הטמאים יקדשם לטהרת גופם׃
14 ୧୪ ଏଟା ଜଦି ଲକ୍‌ମନର୍‌ ଗାଗଡ୍‌ ଦଇପାର୍‌ଲା, ସେନ୍ତାର୍‌ଆଲେ କିରିସ୍‌ଟର୍‌ ବନିସଙ୍ଗ୍‍ ଆରି କେତେକ୍‌ ଅଦିକ୍‌ କରିଅଇସି? ନ ସାର୍‌ବା ଆତ୍‌ମାର୍‌ପାଇ ସେ ନିଜେ ପରମେସରର୍‌ ସାଇଜ ନେଇ, କାଇ ପାପ୍‌ଦସ୍‌ ନ ଅଇତେ ବିରୁ ଇସାବେ ନିଜ୍‌କେ ପୁରାପୁରୁନ୍‌ ସର୍‌ପି ଦେଲାଆଚେ । ତାର୍‌ ବନିର୍‌ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍‌ ବିବେକ୍‌ ସୁକଲ୍‌ ଅଇସି । ଆରି ଆମେ ସତଇସେ ଜିବନ୍‌ ରଇଲା ପରମେସରର୍‌ ସେବା କର୍‌ବା ଅଦିକାର୍‌ ପାଇଆଚୁ । (aiōnios g166)
אף כי דם המשיח אשר הקריב את עצמו לאלהים ברוח נצחי ובלי מום יטהר לבבכם ממעשי מות לעבד את אלהים חיים׃ (aiōnios g166)
15 ୧୫ ଏଟାର୍‌ପାଇ କିରିସ୍‌ଟସେ ନୁଆ ନିୟମ୍‌ ସାଦନ୍‌ କଲାଆଚେ । ଜେନ୍ତାରି କି, ଜେତ୍‌କି ଲକ୍‌ମନ୍‌କେ ପରମେସର୍‌ ଡାକିଆଚେ, ସେମନ୍‌ ପରମେସର୍‌ ସପତ୍‌ କରି କଇରଇବା ନ ସାର୍‌ବା ଆସିର୍‌ବାଦ୍‌ ପାଇବାଇ । କିରିସ୍‌ଟ ମଲାର୍‌ପାଇ ଆଗର୍‌ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍‌ ମୁକଲ୍‌ଲାଇ । (aiōnios g166)
ובעבור זאת הוא גם סרסר לברית חדשה למען אשר יירשו המקראים את הבטחת נחלת עולם אחרי אשר מת לפדות מן הפשעים אשר נעשו תחת הברית הראשונה׃ (aiōnios g166)
16 ୧୬ ଗଟେକ୍‌ ଲକ୍‌ ଜଦି ତାର୍‌ ଦନ୍‌ ସଁପତି ବାଗ୍‌ ବାଟା କର୍‌ବା ବିସଇର୍‌ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍‌ ନାଉଁଦାରି ରାଜିନାମା ପାଆଟା ପତର୍‌ ରଇବାର୍‌ ଆଚେ । ସେ ମରିଗାଲାପଚେ ତାର୍‌ଟା ଜାନାପଡ୍‌ବାର୍‌ ଆଚେ ।
כי במקום שיש דיתיקי צריך לדעת מות מקימה׃
17 ୧୭ କାଇକେ ବଇଲେ ବାଗ୍‌ବାଟା ଲେକିରଇଲା ଲକ୍‌ ବଁଚି ରଇଲା ଜାକ, ବାଗ୍‌ବାଟାର୍‌ କାଗଜ୍‌ ପତରର୍‌ କିଚି ମୁଲିଅ ନାଇ । ସେଟା ତାର୍‌ ମରିଗାଲା ପଚେ ସେ କାମ୍‌ ଦେଇସି ।
כי רק במות המת תכון דיתיקי ואיננה בתקפה בעוד מקימה בחיים׃
18 ୧୮ ସେନ୍ତାରିସେ, ପର୍‌ତୁମ୍‌ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍‌ ମୁଲିଅ ରଇଲା ।
לכן גם הראשונה לא חנכה בלא דם׃
19 ୧୯ ମସା ପର୍‌ତୁମ୍‌ ନିୟମର୍‌ ଆଦେସ୍‌ ଲକ୍‌ମନର୍‌ ଲଗେ କଇଲା । ତାର୍‌ପଚେ ସେ ବଲଦ୍‌ ଆରି ଚେଲିମନର୍‌ ବନି ନେଇ ପାନି ସଙ୍ଗ୍‌ ମିସାଇଲା । ତାର୍‌ପଚେ ଅଲପ୍‌ ମେଣ୍ଡାର୍‌ ବାଲେ ଏସୁବ୍‌ ନାଉଁର୍‌ ଗଚର୍‌ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍‌ ବଇତେଇ ଆରି ଲକ୍‌ମନର୍‌ ଉପ୍‌ରେ ଚିଚ୍‌ଲା ।
כי ככלות משה להגיד לכל העם את כל המצות כתורה לקח דם העגלים והשעירים עם מים ותולעת שני ואזוב ויזרק על הספר ועל כל העם׃
20 ୨୦ ସେ କଇଲା, ଜନ୍‌ ନିୟମ୍‌ ମାନ୍‌ବାକେ ପରମେସର୍‌ ତମ୍‌କେ ଆଦେସ୍‌ ଦେଲାଆଚେ, ଏ ବନି ସେ ନିୟମ୍‌କେ ଚିନ୍‌ ମାରିଆଚେ ।
ויאמר הנה דם הברית אשר צוה אלהים אליכם׃
21 ୨୧ ତାର୍‌ପଚେ ମସା ସେ ବନିନେଇ ତମୁ, ମନ୍ଦିର୍‌ ଆରି ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ କାମେ ଆଇବା ସବୁ ଜିନିସ୍‌ ପତର୍‌ ଉପ୍‌ରେ ଚିଚ୍‌ଲା ।
וכן הזה מן הדם על המשכן ועל כל כלי השרת׃
22 ୨୨ କାଇକେବଇଲେ ମସାର୍‌ ନିୟମ୍‌ ଇସାବେ ସବୁ ବିସଇ ସୁକଲ୍‌ କର୍‌ବାକେ, ବନି ଦର୍‌କାର୍‌ । ବନି ନ ଜରାଇଲେ ପାପ୍‌ କେମା ନ ଅଏ ।
וכמעט הכל יטהר בדם על פי התורה ואין כפרה בלי שפיכת דם׃
23 ୨୩ ତେବର୍‌ପାଇ ଏ ସବୁ ବିସଇ ଜନ୍‌ଟା ସର୍‌ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍‌ ବନିସଙ୍ଗ୍‌ ସୁକଲ୍‌ କରାଇବାକେ ଦର୍‌କାର୍‌ ରଇଲା । ମାତର୍‌ ସରଗର୍‌ ବିସଇମନ୍‌କେ ସୁକଲ୍‌ କର୍‌ବାକେ ସର୍‌ପି ଅଇବାଟା ଅଦିକ୍‌ ନିକ ଅଇରଇବାର୍‌ ରଇଲା ।
לכן דמיוני הדברים שבשמים צריכים להטהר באלה והדברים שבשמים בעצמם צריכים להטהר בזבחים טובים מאלה׃
24 ୨୪ କାଇକେବଇଲେ ଲକ୍‌ମନର୍‌ ଆତେ ତିଆର୍‌ ଅଇଲା ସୁକଲ୍‌ ଜାଗାଇ କିରିସ୍‌ଟ ଜାଏନାଇ । ସେଟା ସତ୍‌ ଜାଗାର୍‌ ଚାୟାସେ ରଇଲା । ମାତର୍‌ ସେ ସତ୍‌ରେ ସର୍‌ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍‌ମେସରର୍‌ ମୁଆଟେ ଆମର୍‌ ପାଇ ଗୁଆରି କଲାନି ।
כי המשיח לא בא אל הקדש הנעשה בידים שהוא רק דמות האמתי כי אם בא אל עצם השמים לראות עתה בעדנו את פני האלהים׃
25 ୨୫ ଜିଉଦିମନର୍‌ ବଡ୍‌ ପୁଜାରି ଜେନ୍ତିକି ବରସ୍‍କେ ତରେକ୍‌ ପସୁର୍‌ ବନି ନେଇ ବଡ୍‌ ସୁକଲ୍‌ ଜାଗାଇ ଜାଇସି, ସେନ୍ତାରି କିରିସ୍‌ଟ ନିଜ୍‌କେ ତର୍‌କେ ତର୍‌ ସର୍‌ପିଅଇକରି ତେଇ ଜାଏନାଇ ।
אף לא להקריב את נפשו פעמים רבות ככהן הגדול אשר בא שנה בשנה אל הקדש בדם אחרים׃
26 ୨୬ କାଇକେବଇଲେ, ସେ ଜଦି ସେନ୍ତାରି କର୍‌ତା ଏ ଜଗତ୍‌ ତିଆର୍‌ ଅଇଲା ଦିନେଅନି ସେ ବେସି ତର୍‌ ଦୁକ୍‌ପାଇବାକେ ଅଇତା । ମାତର୍‌ ସେ ଏ ସାରାସାରି ଦିନ୍‌ ମନ୍‌କେ ତରେକ୍‌ସେ ଏ ଜଗତେ ଆଇଲା ଆରି ନିଜ୍‌କେ ସର୍‌ପିଦେଇକରି ସବୁ ପାପ୍‌ ଦାରିଗାଲା । (aiōn g165)
כי אם כן הוא הלא היה לו לענות פעמים רבות מראשית העולם ועתה בקץ העתים נגלה בפעם אחת כדי לבטל את החטא בזבח נפשו׃ (aiōn g165)
27 ୨୭ ଆମେ ସବୁ ଲକ୍‌ ତରେକ୍‌ ମର୍‌ବୁ ଆରି ତାର୍‌ପଚେ ପରମେସରର୍‌ ମୁଆଟେ ବିଚାର୍‌ ଦିନେ ଟିଆଅଇବୁ ।
וכאשר נגזר על בני אדם פעם אחת המות ואחריו הדין׃
28 ୨୮ ସେନ୍ତାରିସେ କିରିସ୍‌ଟ ମିସା ସବୁ ଲକର୍‌ ପାପ୍‌ ନିଜେ ନେବାକେ ବଲି ଇସାବେ ତରେକ୍‌ ସେ ସର୍‌ପାଇ ଅଇଲା । ସେ ଆରି ତରେକ୍‌ ଆଇଲାବେଲେ, ଆମର୍‌ ପାପର୍‌ପାଇ ସେ ନ ଆସେ । ମାତର୍‌ ତାକେ ଜାଗି ରଇଲା ଲକ୍‌ମନ୍‌କେ ଉଦାର୍‌ କର୍‌ବାକେ ଆଇସି ।
כן הקרב המשיח פעם אחת למען שאת חטאי רבים ופעם שנית יראה בלי חטא לישועה למחכים לו׃

< ଏବ୍‌ରି 9 >