< ଏବ୍ରି 9 >
1 ୧ ପର୍ମେସରର୍ ପର୍ତୁମ୍ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍ବାର୍ ଆଚେ ବଲି ନିୟମ୍ ରଇଲା । ତାକେ ଏ ଜଗତେ ଉପାସନା କର୍ବାକେ ଗଟେକ୍ ତୁମ୍ ଉଟାଇରଇଲା ।
2 ୨ ଏ ତୁମ୍ଟାନେ ଦୁଇଟା ଜାଗା ରଇଲା । ପର୍ତୁମ୍ ଜାଗାକେ ସୁକଲ୍ ଜାଗା ବଲି ନାଉଁ ରଇଲା । ସେ ବିତ୍ରେ ବତିସଙ୍ଗଇବା କୁଦ୍ରା ଆରି ପର୍ମେସର୍କେ ସର୍ପିଦେବାକେ ରୁଟି ସଙ୍ଗଇବା ଗଟେକ୍ ଟେବୁଲ୍ ରଇଲା ।
3 ୩ ସେ ଜାଗାଇ ପୁର୍ବା ବାଟେ ଗଟେକ୍ ପାର୍ଦା ରଇଲା । ପାର୍ଦାର୍ ପଚ୍ବାଟେ ଜନ୍ ଜାଗା ରଇଲା, ତାକେ ବଡ୍ ସୁକଲ୍ ଜାଗା ବଲି କଇତେ ରଇଲାଇ ।
4 ୪ ସେ ବଡ୍ ସୁକଲ୍ ଜାଗାଇ ଗଟେକ୍ ଦୁପ୍ ପଡାଇବା ସୁନାର୍ ବେଦି ଆରି ସୁନାର୍ ନିୟମ୍ ପେଡି ରଇଲା । ଏ ନିୟମ୍ ପେଡି ବିତ୍ରେ, ମାନା ରଇବା ଗଟେକ୍ ସୁନାର୍ ଆଣ୍ଡି ରଇଲା । ତେଇ ପତର୍ କଅଁଲି ରଇବା ଆରଣ୍ ଦାରି ଇଣ୍ଡ୍ବା ଡାଙ୍ଗ୍ ରଇଲା । ଆରି ପରମେସରର୍ ଆଦେସ୍ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍ନା ମିସା ରଇଲା ।
5 ୫ ପେଡିର୍ ଡାବ୍ନା ଉପ୍ରେ ପର୍ମେସର୍ ଆଚେ ବଲି ଚିନ୍ ଇସାବେ କେରୁବିନ୍ ବଲି ଡାକ୍ବା ଦୁଇଟା ଡେନା ରଇଲା ଜଁତୁର୍ ମୁର୍ତି ରଇଲା । ତାକର୍ ଉଗାଡିଅଇରଇବା ଡେନା ପେଡିର୍ ଡାବ୍ନା ଉପ୍ରେ ଡାବିଅଇଜାଇରଇଲା । ତାର୍ ଉପ୍ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍ମନର୍ ପାପ୍କେମା ଅଇଜିବାକେ । ମାତର୍ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
6 ୬ ତୁମ୍ ବିତ୍ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍ ସବୁଦିନ୍ ତାମୁ ଗରର୍ ବାଇରର୍ ଜାଗାଇ ପୁରି, ସେମନର୍ କାମ୍ କର୍ବାଇ ।
7 ୭ ମାତର୍ ବିତ୍ରର୍ ଜାଗାଇ ବଡ୍ ପୁଜାରିସେ ଜିବାକେ ଅଦିକାର୍ ରଇଲା । ସେ ସିତି ବର୍ସେକ୍କେ ତରେକ୍ ସେ ଜାଇତେରଇଲା । ସେ ନିଜର୍ ପାଇ ଆରି ଲକ୍ମନ୍ ନ ଜାନିକରି କରିରଇବା ପାପ୍ ପାଇ ବନି ନେଇକରି ଜଦି ନ ପୁର୍ଲେ ସେ ଜାଇନାପାର୍ତେ ରଇଲା ।
8 ୮ ଏ ସବୁ ବିସଇର୍ଲାଗି ସୁକଲ୍ ଆତ୍ମା ଜାନାଇଲାନି ଜେ, ପର୍ମେସରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଲକ୍ମନ୍କେ ଅଦିକାର୍ ନ ରଇଲା । କାଇକେବଇଲେ ସୁକଲ୍ ଜାଗା ଆରି ଅଦିକ୍ ସୁକଲ୍ ଜାଗା ବିସଇନେଇ ରଇବା ଆଗ୍ତୁର୍ ଆଦେସ୍ ସବୁ ଲକ୍ମନ୍ ମାନିଆଇତେ ରଇଲାଇ ।
9 ୯ ସେ ସବୁ ବିସଇ ଗଟେକ୍ ବାନା ପାରା । ଜନ୍ଟା ସବୁ ଏବର୍ ଦିନେ ସିଦ୍ ଅଇଲା ଆଚେ । କାଇକେବଇଲେ ଜନ୍ ପସୁମନ୍କେ ଉପାସନା ଇସାବେ ଲକ୍ମନ୍ ପର୍ମେସର୍କେ ସର୍ପି ଦେଇତେ ରଇଲାଇ, ସେଟା ସବୁ ଲକ୍ମନର୍ ବିବେକ୍ ଦଇ ନାପାର୍ଲା ।
10 ୧୦ କାଇକେବଇଲେ ସେଟା ସବୁ ଗାଗଡର୍ ଲାଗି ରଇବା ନିୟମ୍ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍ ନୁଆ ନିୟମ୍ ଟିକ୍ ଅଇବାଜାକ, ଏ ସବୁ କର୍ବାଟା ରଇଲା ।
11 ୧୧ ମାତର୍ ଆମେ ଜେତ୍କିଲକ୍ ସବୁର୍ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍ଟ ଆମର୍ ବଡ୍ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍ବା ଜାଗାର୍ ତୁମ୍ ଲଗେ ରଇବା ଅଦିକ୍ ସୁକଲ୍ ଜାଗାଇଅନି ଅଦିକ୍ ମୁଲିଅ ରଇଲାଟା ଆରି ଅଦିକ୍ ସିଦ୍ ଆଚେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍ କଲାଟା ନଏଁ, କି ଏ ନସିଜିବା ଜଗତର୍ଟା ମିସା ନଏଁ ।
12 ୧୨ କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା । (aiōnios )
13 ୧୩ ଆଗର୍ କାଲେ ଚେଲି ଆରି ବଲଦ୍ମନର୍ ବନି ଆରି ପଡାଇଲା ବାଚିପିଲାର୍ ଚାର୍ ଚିଚ୍ବାଟା, ଏସବୁ ଅସୁକଲ୍ ଅଇରଇବା ଲକ୍ମନର୍ ଗାଗଡ୍ ଦଇବା କାମ୍କେସେ ଆଇଲା ।
14 ୧୪ ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ । (aiōnios )
15 ୧୫ ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ । (aiōnios )
16 ୧୬ ଗଟେକ୍ ଲକ୍ ଜଦି ତାର୍ ଦନ୍ ସଁପତି ବାଗ୍ ବାଟା କର୍ବା ବିସଇର୍ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍ ନାଉଁଦାରି ରାଜିନାମା ପାଆଟା ପତର୍ ରଇବାର୍ ଆଚେ । ସେ ମରିଗାଲାପଚେ ତାର୍ଟା ଜାନାପଡ୍ବାର୍ ଆଚେ ।
17 ୧୭ କାଇକେ ବଇଲେ ବାଗ୍ବାଟା ଲେକିରଇଲା ଲକ୍ ବଁଚି ରଇଲା ଜାକ, ବାଗ୍ବାଟାର୍ କାଗଜ୍ ପତରର୍ କିଚି ମୁଲିଅ ନାଇ । ସେଟା ତାର୍ ମରିଗାଲା ପଚେ ସେ କାମ୍ ଦେଇସି ।
18 ୧୮ ସେନ୍ତାରିସେ, ପର୍ତୁମ୍ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍ ମୁଲିଅ ରଇଲା ।
19 ୧୯ ମସା ପର୍ତୁମ୍ ନିୟମର୍ ଆଦେସ୍ ଲକ୍ମନର୍ ଲଗେ କଇଲା । ତାର୍ପଚେ ସେ ବଲଦ୍ ଆରି ଚେଲିମନର୍ ବନି ନେଇ ପାନି ସଙ୍ଗ୍ ମିସାଇଲା । ତାର୍ପଚେ ଅଲପ୍ ମେଣ୍ଡାର୍ ବାଲେ ଏସୁବ୍ ନାଉଁର୍ ଗଚର୍ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍ ବଇତେଇ ଆରି ଲକ୍ମନର୍ ଉପ୍ରେ ଚିଚ୍ଲା ।
20 ୨୦ ସେ କଇଲା, ଜନ୍ ନିୟମ୍ ମାନ୍ବାକେ ପରମେସର୍ ତମ୍କେ ଆଦେସ୍ ଦେଲାଆଚେ, ଏ ବନି ସେ ନିୟମ୍କେ ଚିନ୍ ମାରିଆଚେ ।
21 ୨୧ ତାର୍ପଚେ ମସା ସେ ବନିନେଇ ତମୁ, ମନ୍ଦିର୍ ଆରି ପର୍ମେସର୍କେ ପାର୍ତନା କର୍ବାବେଲେ କାମେ ଆଇବା ସବୁ ଜିନିସ୍ ପତର୍ ଉପ୍ରେ ଚିଚ୍ଲା ।
22 ୨୨ କାଇକେବଇଲେ ମସାର୍ ନିୟମ୍ ଇସାବେ ସବୁ ବିସଇ ସୁକଲ୍ କର୍ବାକେ, ବନି ଦର୍କାର୍ । ବନି ନ ଜରାଇଲେ ପାପ୍ କେମା ନ ଅଏ ।
23 ୨୩ ତେବର୍ପାଇ ଏ ସବୁ ବିସଇ ଜନ୍ଟା ସର୍ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍ ବନିସଙ୍ଗ୍ ସୁକଲ୍ କରାଇବାକେ ଦର୍କାର୍ ରଇଲା । ମାତର୍ ସରଗର୍ ବିସଇମନ୍କେ ସୁକଲ୍ କର୍ବାକେ ସର୍ପି ଅଇବାଟା ଅଦିକ୍ ନିକ ଅଇରଇବାର୍ ରଇଲା ।
24 ୨୪ କାଇକେବଇଲେ ଲକ୍ମନର୍ ଆତେ ତିଆର୍ ଅଇଲା ସୁକଲ୍ ଜାଗାଇ କିରିସ୍ଟ ଜାଏନାଇ । ସେଟା ସତ୍ ଜାଗାର୍ ଚାୟାସେ ରଇଲା । ମାତର୍ ସେ ସତ୍ରେ ସର୍ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍ମେସରର୍ ମୁଆଟେ ଆମର୍ ପାଇ ଗୁଆରି କଲାନି ।
25 ୨୫ ଜିଉଦିମନର୍ ବଡ୍ ପୁଜାରି ଜେନ୍ତିକି ବରସ୍କେ ତରେକ୍ ପସୁର୍ ବନି ନେଇ ବଡ୍ ସୁକଲ୍ ଜାଗାଇ ଜାଇସି, ସେନ୍ତାରି କିରିସ୍ଟ ନିଜ୍କେ ତର୍କେ ତର୍ ସର୍ପିଅଇକରି ତେଇ ଜାଏନାଇ ।
26 ୨୬ କାଇକେବଇଲେ, ସେ ଜଦି ସେନ୍ତାରି କର୍ତା ଏ ଜଗତ୍ ତିଆର୍ ଅଇଲା ଦିନେଅନି ସେ ବେସି ତର୍ ଦୁକ୍ପାଇବାକେ ଅଇତା । ମାତର୍ ସେ ଏ ସାରାସାରି ଦିନ୍ ମନ୍କେ ତରେକ୍ସେ ଏ ଜଗତେ ଆଇଲା ଆରି ନିଜ୍କେ ସର୍ପିଦେଇକରି ସବୁ ପାପ୍ ଦାରିଗାଲା । (aiōn )
27 ୨୭ ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ ।
28 ୨୮ ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।