< ଏବ୍‌ରି 9 >

1 ପର୍‌ମେସରର୍‌ ପର୍‌ତୁମ୍‌ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍‌ବାର୍‌ ଆଚେ ବଲି ନିୟମ୍‌ ରଇଲା । ତାକେ ଏ ଜଗତେ ଉପାସନା କର୍‌ବାକେ ଗଟେକ୍‌ ତୁମ୍‌ ଉଟାଇରଇଲା ।
That fyrst tabernacle verely had ordinaunces and servynges of god and wordly holynes.
2 ଏ ତୁମ୍‌ଟାନେ ଦୁଇଟା ଜାଗା ରଇଲା । ପର୍‌ତୁମ୍‌ ଜାଗାକେ ସୁକଲ୍‌ ଜାଗା ବଲି ନାଉଁ ରଇଲା । ସେ ବିତ୍‌ରେ ବତିସଙ୍ଗଇବା କୁଦ୍‌ରା ଆରି ପର୍‌ମେସର୍‌କେ ସର୍‌ପିଦେବାକେ ରୁଟି ସଙ୍ଗଇବା ଗଟେକ୍‌ ଟେବୁଲ୍‌ ରଇଲା ।
For there was a fore tabernacle made wherin was the candlesticke and the table and the shewe breed which is called wholy.
3 ସେ ଜାଗାଇ ପୁର୍‌ବା ବାଟେ ଗଟେକ୍‌ ପାର୍‌ଦା ରଇଲା । ପାର୍‌ଦାର୍‍ ପଚ୍‌ବାଟେ ଜନ୍‌ ଜାଗା ରଇଲା, ତାକେ ବଡ୍‌ ସୁକଲ୍‌ ଜାଗା ବଲି କଇତେ ରଇଲାଇ ।
But with in the secode vayle was ther a tabernacle which is called holiest of all
4 ସେ ବଡ୍‌ ସୁକଲ୍‌ ଜାଗାଇ ଗଟେକ୍‌ ଦୁପ୍‌ ପଡାଇବା ସୁନାର୍‌ ବେଦି ଆରି ସୁନାର୍‌ ନିୟମ୍‌ ପେଡି ରଇଲା । ଏ ନିୟମ୍‌ ପେଡି ବିତ୍‌ରେ, ମାନା ରଇବା ଗଟେକ୍‌ ସୁନାର୍‌ ଆଣ୍ଡି ରଇଲା । ତେଇ ପତର୍‌ କଅଁଲି ରଇବା ଆରଣ୍‌ ଦାରି ଇଣ୍ଡ୍‌ବା ଡାଙ୍ଗ୍‌ ରଇଲା । ଆରି ପରମେସରର୍‌ ଆଦେସ୍‌ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍‌ନା ମିସା ରଇଲା ।
which had the golden senser and the arcke of the testamet overlayde round about with golde wherin was the golden pot with manna and Aarons rodde that spronge and the tables of the testament.
5 ପେଡିର୍‌ ଡାବ୍‌ନା ଉପ୍‌ରେ ପର୍‌ମେସର୍‌ ଆଚେ ବଲି ଚିନ୍‌ ଇସାବେ କେରୁବିନ୍‌ ବଲି ଡାକ୍‌ବା ଦୁଇଟା ଡେନା ରଇଲା ଜଁତୁର୍‌ ମୁର୍‌ତି ରଇଲା । ତାକର୍‌ ଉଗାଡିଅଇରଇବା ଡେନା ପେଡିର୍‌ ଡାବ୍‌ନା ଉପ୍‌ରେ ଡାବିଅଇଜାଇରଇଲା । ତାର୍‌ ଉପ୍‌ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍‌ମନର୍‌ ପାପ୍‌କେମା ଅଇଜିବାକେ । ମାତର୍‌ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
Over the arcke were the cherubis of glory shadowynge the seate of grace. Of which thynges we wyll not now speake perticularly.
6 ତୁମ୍‌ ବିତ୍‌ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍‌ ସବୁଦିନ୍‌ ତାମୁ ଗରର୍‌ ବାଇରର୍‌ ଜାଗାଇ ପୁରି, ସେମନର୍‌ କାମ୍‌ କର୍‌ବାଇ ।
When these thynges were thus ordeyned the prestes went all wayes into the fyrst tabernacle and executed the service of god.
7 ମାତର୍‌ ବିତ୍‌ରର୍‌ ଜାଗାଇ ବଡ୍‌ ପୁଜାରିସେ ଜିବାକେ ଅଦିକାର୍‌ ରଇଲା । ସେ ସିତି ବର୍‌ସେକ୍‌କେ ତରେକ୍‌ ସେ ଜାଇତେରଇଲା । ସେ ନିଜର୍‌ ପାଇ ଆରି ଲକ୍‌ମନ୍‌ ନ ଜାନିକରି କରିରଇବା ପାପ୍‌ ପାଇ ବନି ନେଇକରି ଜଦି ନ ପୁର୍‌ଲେ ସେ ଜାଇନାପାର୍‌ତେ ରଇଲା ।
But into the seconde went the hye prest alone once every yeare: and not with out bloud which he offered for him silfe and for the ignoraunce of ye people.
8 ଏ ସବୁ ବିସଇର୍‌ଲାଗି ସୁକଲ୍‌ ଆତ୍‌ମା ଜାନାଇଲାନି ଜେ, ପର୍‌ମେସରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଲକ୍‌ମନ୍‌କେ ଅଦିକାର୍‌ ନ ରଇଲା । କାଇକେବଇଲେ ସୁକଲ୍‌ ଜାଗା ଆରି ଅଦିକ୍‌ ସୁକଲ୍‌ ଜାଗା ବିସଇନେଇ ରଇବା ଆଗ୍‌ତୁର୍‌ ଆଦେସ୍‌ ସବୁ ଲକ୍‌ମନ୍‌ ମାନିଆଇତେ ରଇଲାଇ ।
Wherwith ye holy goost this signifyeng yt the waye of holy thynges was not yet opened whill as yet ye fyrst tabernacle was stondynge.
9 ସେ ସବୁ ବିସଇ ଗଟେକ୍‌ ବାନା ପାରା । ଜନ୍‌ଟା ସବୁ ଏବର୍‌ ଦିନେ ସିଦ୍‌ ଅଇଲା ଆଚେ । କାଇକେବଇଲେ ଜନ୍‌ ପସୁମନ୍‌କେ ଉପାସନା ଇସାବେ ଲକ୍‌ମନ୍‌ ପର୍‌ମେସର୍‌କେ ସର୍‌ପି ଦେଇତେ ରଇଲାଇ, ସେଟା ସବୁ ଲକ୍‌ମନର୍‌ ବିବେକ୍‌ ଦ‍ଇ ନାପାର୍‌ଲା ।
Which was a similitude for the tyme then present and in which were offered gyftes and sacrifises that coulde not make them that minister parfecte as pertaynynge to the conscience
10 ୧୦ କାଇକେବଇଲେ ସେଟା ସବୁ ଗାଗଡର୍‌ ଲାଗି ରଇବା ନିୟମ୍‌ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍‍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍‌ ନୁଆ ନିୟମ୍‌ ଟିକ୍‌ ଅଇବାଜାକ, ଏ ସବୁ କର୍‌ବାଟା ରଇଲା ।
with only meates and drinkes and divers wesshynges and iustifyinges of the flesshe which were ordeyned vntyll the tyme of reformacion.
11 ୧୧ ମାତର୍‌ ଆମେ ଜେତ୍‌କିଲକ୍‌ ସବୁର୍‌ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍‌ଟ ଆମର୍‌ ବଡ୍‌ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍‌ବା ଜାଗାର୍‌ ତୁମ୍‌ ଲଗେ ରଇବା ଅଦିକ୍‌ ସୁକଲ୍‌ ଜାଗାଇଅନି ଅଦିକ୍‌ ମୁଲିଅ ରଇଲାଟା ଆରି ଅଦିକ୍‌ ସିଦ୍‌ ଆଚେ । କାଇକେବଇଲେ ସେଟା ଲକ୍‌ମନ୍‌ ତିଆର୍‌ କଲାଟା ନଏଁ, କି ଏ ନସିଜିବା ଜଗତର୍‌ଟା ମିସା ନଏଁ ।
But Christ beynge an hye prest of good thynges to come came by a greater and a moare parfecte tabernacle not made with hondes: that is to saye not of this maner bildynge
12 ୧୨ କିରିସ୍‌ଟ ସେ ତାମୁ ବାଟେଜାଇ ଏକାତରେକ୍‌ ସେ ବଡ୍‌ ସୁକଲ୍‌ ଜାଗାଇ ପୁର୍‌ଲା । ସେ ତେଇ ପୁର୍‌ବା ବେଲେ ବଲି କର୍‌ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍‌ ସେ ନିଜର୍‌ ବନି ନେଇକରି ଜନ୍‌ ଜନ୍‌ଟା କର୍‌ବାର୍‌ ରଇଲା, ସେଟା ପୁରାପୁରୁନ୍‌ କଲା । ଜେନ୍ତାରି କି ଆମ୍‌କେ ମୁକ୍‌ଲାଇକରି କାଲ୍‌ କାଲ୍‌ ଜୁଗ୍‌ଜୁଗର୍‌ ପାଇ ମୁକ୍‌ତି ଦେଲା । (aiōnios g166)
nether by the bloud of gotes and calves: but by his awne bloud we entred once for all into the holy place and founde eternall redemcion. (aiōnios g166)
13 ୧୩ ଆଗର୍‌ କାଲେ ଚେଲି ଆରି ବଲଦ୍‌ମନର୍‌ ବନି ଆରି ପଡାଇଲା ବାଚିପିଲାର୍‌ ଚାର୍‌ ଚିଚ୍‌ବାଟା, ଏସବୁ ଅସୁକଲ୍‌ ଅଇରଇବା ଲକ୍‌ମନର୍‌ ଗାଗଡ୍‌ ଦଇବା କାମ୍‌କେସେ ଆଇଲା ।
For yf the bloud of oxen and of Gotes and the asshes of an heyfer whe it was sprynckled puryfied the vnclene as touchynge the purifiynge of the flesshe:
14 ୧୪ ଏଟା ଜଦି ଲକ୍‌ମନର୍‌ ଗାଗଡ୍‌ ଦଇପାର୍‌ଲା, ସେନ୍ତାର୍‌ଆଲେ କିରିସ୍‌ଟର୍‌ ବନିସଙ୍ଗ୍‍ ଆରି କେତେକ୍‌ ଅଦିକ୍‌ କରିଅଇସି? ନ ସାର୍‌ବା ଆତ୍‌ମାର୍‌ପାଇ ସେ ନିଜେ ପରମେସରର୍‌ ସାଇଜ ନେଇ, କାଇ ପାପ୍‌ଦସ୍‌ ନ ଅଇତେ ବିରୁ ଇସାବେ ନିଜ୍‌କେ ପୁରାପୁରୁନ୍‌ ସର୍‌ପି ଦେଲାଆଚେ । ତାର୍‌ ବନିର୍‌ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍‌ ବିବେକ୍‌ ସୁକଲ୍‌ ଅଇସି । ଆରି ଆମେ ସତଇସେ ଜିବନ୍‌ ରଇଲା ପରମେସରର୍‌ ସେବା କର୍‌ବା ଅଦିକାର୍‌ ପାଇଆଚୁ । (aiōnios g166)
How moche more shall the bloud of Christ (which thorow the eternall sprete offered him silfe with out spot to God) pourdge youre consciences from deed workes for to serve the livynge god? (aiōnios g166)
15 ୧୫ ଏଟାର୍‌ପାଇ କିରିସ୍‌ଟସେ ନୁଆ ନିୟମ୍‌ ସାଦନ୍‌ କଲାଆଚେ । ଜେନ୍ତାରି କି, ଜେତ୍‌କି ଲକ୍‌ମନ୍‌କେ ପରମେସର୍‌ ଡାକିଆଚେ, ସେମନ୍‌ ପରମେସର୍‌ ସପତ୍‌ କରି କଇରଇବା ନ ସାର୍‌ବା ଆସିର୍‌ବାଦ୍‌ ପାଇବାଇ । କିରିସ୍‌ଟ ମଲାର୍‌ପାଇ ଆଗର୍‌ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍‌ ମୁକଲ୍‌ଲାଇ । (aiōnios g166)
And for this cause is he the mediator of ye newe testament that thorow deeth which chaunsed for the redempcion of those transgressions that were in ye fyrst testamet) they which were called myght receave the promes of eternall inheritaunce. (aiōnios g166)
16 ୧୬ ଗଟେକ୍‌ ଲକ୍‌ ଜଦି ତାର୍‌ ଦନ୍‌ ସଁପତି ବାଗ୍‌ ବାଟା କର୍‌ବା ବିସଇର୍‌ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍‌ ନାଉଁଦାରି ରାଜିନାମା ପାଆଟା ପତର୍‌ ରଇବାର୍‌ ଆଚେ । ସେ ମରିଗାଲାପଚେ ତାର୍‌ଟା ଜାନାପଡ୍‌ବାର୍‌ ଆଚେ ।
For whersoever is a testament there must also be the deeth of him that maketh the testament.
17 ୧୭ କାଇକେ ବଇଲେ ବାଗ୍‌ବାଟା ଲେକିରଇଲା ଲକ୍‌ ବଁଚି ରଇଲା ଜାକ, ବାଗ୍‌ବାଟାର୍‌ କାଗଜ୍‌ ପତରର୍‌ କିଚି ମୁଲିଅ ନାଇ । ସେଟା ତାର୍‌ ମରିଗାଲା ପଚେ ସେ କାମ୍‌ ଦେଇସି ।
For the testament taketh auctoritie when men are deed: For it is of no value as longe as he that made it is alive.
18 ୧୮ ସେନ୍ତାରିସେ, ପର୍‌ତୁମ୍‌ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍‌ ମୁଲିଅ ରଇଲା ।
For which cause also nether that fyrst testament was ordeyned with out bloud.
19 ୧୯ ମସା ପର୍‌ତୁମ୍‌ ନିୟମର୍‌ ଆଦେସ୍‌ ଲକ୍‌ମନର୍‌ ଲଗେ କଇଲା । ତାର୍‌ପଚେ ସେ ବଲଦ୍‌ ଆରି ଚେଲିମନର୍‌ ବନି ନେଇ ପାନି ସଙ୍ଗ୍‌ ମିସାଇଲା । ତାର୍‌ପଚେ ଅଲପ୍‌ ମେଣ୍ଡାର୍‌ ବାଲେ ଏସୁବ୍‌ ନାଉଁର୍‌ ଗଚର୍‌ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍‌ ବଇତେଇ ଆରି ଲକ୍‌ମନର୍‌ ଉପ୍‌ରେ ଚିଚ୍‌ଲା ।
For when all the commaundementes were redde of Moses vnto all the people he toke ye bloud of calves and of Gotes with water and purple woll and ysope and sprynkled both the boke and all the people
20 ୨୦ ସେ କଇଲା, ଜନ୍‌ ନିୟମ୍‌ ମାନ୍‌ବାକେ ପରମେସର୍‌ ତମ୍‌କେ ଆଦେସ୍‌ ଦେଲାଆଚେ, ଏ ବନି ସେ ନିୟମ୍‌କେ ଚିନ୍‌ ମାରିଆଚେ ।
sayinge: this is the bloud of the testament which god hath apoynted vnto you.
21 ୨୧ ତାର୍‌ପଚେ ମସା ସେ ବନିନେଇ ତମୁ, ମନ୍ଦିର୍‌ ଆରି ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ କାମେ ଆଇବା ସବୁ ଜିନିସ୍‌ ପତର୍‌ ଉପ୍‌ରେ ଚିଚ୍‌ଲା ।
Morover he sprenkled the tabernacle with bloud also and all the ministrynge vessels.
22 ୨୨ କାଇକେବଇଲେ ମସାର୍‌ ନିୟମ୍‌ ଇସାବେ ସବୁ ବିସଇ ସୁକଲ୍‌ କର୍‌ବାକେ, ବନି ଦର୍‌କାର୍‌ । ବନି ନ ଜରାଇଲେ ପାପ୍‌ କେମା ନ ଅଏ ।
And almost all thynges are bye the lawe pourged with bloud and with out effusion of bloud is no remission.
23 ୨୩ ତେବର୍‌ପାଇ ଏ ସବୁ ବିସଇ ଜନ୍‌ଟା ସର୍‌ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍‌ ବନିସଙ୍ଗ୍‌ ସୁକଲ୍‌ କରାଇବାକେ ଦର୍‌କାର୍‌ ରଇଲା । ମାତର୍‌ ସରଗର୍‌ ବିସଇମନ୍‌କେ ସୁକଲ୍‌ କର୍‌ବାକେ ସର୍‌ପି ଅଇବାଟା ଅଦିକ୍‌ ନିକ ଅଇରଇବାର୍‌ ରଇଲା ।
It is then nede that the similitudes of hevenly thynges be purified with soche thynges: but the hevenly thynges them selves are purified with better sacrifises then are those.
24 ୨୪ କାଇକେବଇଲେ ଲକ୍‌ମନର୍‌ ଆତେ ତିଆର୍‌ ଅଇଲା ସୁକଲ୍‌ ଜାଗାଇ କିରିସ୍‌ଟ ଜାଏନାଇ । ସେଟା ସତ୍‌ ଜାଗାର୍‌ ଚାୟାସେ ରଇଲା । ମାତର୍‌ ସେ ସତ୍‌ରେ ସର୍‌ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍‌ମେସରର୍‌ ମୁଆଟେ ଆମର୍‌ ପାଇ ଗୁଆରି କଲାନି ।
For Christ is not entred into the holy places that are made with hondes which are but similitudes of true thynges: but is entred into very heven for to appere now in the syght of God for vs:
25 ୨୫ ଜିଉଦିମନର୍‌ ବଡ୍‌ ପୁଜାରି ଜେନ୍ତିକି ବରସ୍‍କେ ତରେକ୍‌ ପସୁର୍‌ ବନି ନେଇ ବଡ୍‌ ସୁକଲ୍‌ ଜାଗାଇ ଜାଇସି, ସେନ୍ତାରି କିରିସ୍‌ଟ ନିଜ୍‌କେ ତର୍‌କେ ତର୍‌ ସର୍‌ପିଅଇକରି ତେଇ ଜାଏନାଇ ।
not to offer him silfe often as the hye prest entreth in to ye holy place every yeare with straunge bloud
26 ୨୬ କାଇକେବଇଲେ, ସେ ଜଦି ସେନ୍ତାରି କର୍‌ତା ଏ ଜଗତ୍‌ ତିଆର୍‌ ଅଇଲା ଦିନେଅନି ସେ ବେସି ତର୍‌ ଦୁକ୍‌ପାଇବାକେ ଅଇତା । ମାତର୍‌ ସେ ଏ ସାରାସାରି ଦିନ୍‌ ମନ୍‌କେ ତରେକ୍‌ସେ ଏ ଜଗତେ ଆଇଲା ଆରି ନିଜ୍‌କେ ସର୍‌ପିଦେଇକରି ସବୁ ପାପ୍‌ ଦାରିଗାଲା । (aiōn g165)
for then must he have often suffered sence the worlde bega. But now in the ende of the worlde hath he appered once to put synne to flyght by the offerynge vp of him silfe. (aiōn g165)
27 ୨୭ ଆମେ ସବୁ ଲକ୍‌ ତରେକ୍‌ ମର୍‌ବୁ ଆରି ତାର୍‌ପଚେ ପରମେସରର୍‌ ମୁଆଟେ ବିଚାର୍‌ ଦିନେ ଟିଆଅଇବୁ ।
And as it is apoynted vnto men that they shall once dye and then commeth the iudegement even
28 ୨୮ ସେନ୍ତାରିସେ କିରିସ୍‌ଟ ମିସା ସବୁ ଲକର୍‌ ପାପ୍‌ ନିଜେ ନେବାକେ ବଲି ଇସାବେ ତରେକ୍‌ ସେ ସର୍‌ପାଇ ଅଇଲା । ସେ ଆରି ତରେକ୍‌ ଆଇଲାବେଲେ, ଆମର୍‌ ପାପର୍‌ପାଇ ସେ ନ ଆସେ । ମାତର୍‌ ତାକେ ଜାଗି ରଇଲା ଲକ୍‌ମନ୍‌କେ ଉଦାର୍‌ କର୍‌ବାକେ ଆଇସି ।
so Christ was once offered to take awaye the synnes of many and vnto them that loke for him shall he appeare agayne without synne vnto saluacion.

< ଏବ୍‌ରି 9 >