< ଏବ୍‌ରି 9 >

1 ପର୍‌ମେସରର୍‌ ପର୍‌ତୁମ୍‌ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍‌ବାର୍‌ ଆଚେ ବଲି ନିୟମ୍‌ ରଇଲା । ତାକେ ଏ ଜଗତେ ଉପାସନା କର୍‌ବାକେ ଗଟେକ୍‌ ତୁମ୍‌ ଉଟାଇରଇଲା ।
Now, under the first covenant, there were ordinances of ministration, and a worldly sanctuary.
2 ଏ ତୁମ୍‌ଟାନେ ଦୁଇଟା ଜାଗା ରଇଲା । ପର୍‌ତୁମ୍‌ ଜାଗାକେ ସୁକଲ୍‌ ଜାଗା ବଲି ନାଉଁ ରଇଲା । ସେ ବିତ୍‌ରେ ବତିସଙ୍ଗଇବା କୁଦ୍‌ରା ଆରି ପର୍‌ମେସର୍‌କେ ସର୍‌ପିଦେବାକେ ରୁଟି ସଙ୍ଗଇବା ଗଟେକ୍‌ ଟେବୁଲ୍‌ ରଇଲା ।
For in the first tabernacle which was erected, there was the candlestick, and the table and the bread of the presence; and this was called the Sanctuary.
3 ସେ ଜାଗାଇ ପୁର୍‌ବା ବାଟେ ଗଟେକ୍‌ ପାର୍‌ଦା ରଇଲା । ପାର୍‌ଦାର୍‍ ପଚ୍‌ବାଟେ ଜନ୍‌ ଜାଗା ରଇଲା, ତାକେ ବଡ୍‌ ସୁକଲ୍‌ ଜାଗା ବଲି କଇତେ ରଇଲାଇ ।
But the inner tabernacle, which was within the second veil, was called the Holy of Holies.
4 ସେ ବଡ୍‌ ସୁକଲ୍‌ ଜାଗାଇ ଗଟେକ୍‌ ଦୁପ୍‌ ପଡାଇବା ସୁନାର୍‌ ବେଦି ଆରି ସୁନାର୍‌ ନିୟମ୍‌ ପେଡି ରଇଲା । ଏ ନିୟମ୍‌ ପେଡି ବିତ୍‌ରେ, ମାନା ରଇବା ଗଟେକ୍‌ ସୁନାର୍‌ ଆଣ୍ଡି ରଇଲା । ତେଇ ପତର୍‌ କଅଁଲି ରଇବା ଆରଣ୍‌ ଦାରି ଇଣ୍ଡ୍‌ବା ଡାଙ୍ଗ୍‌ ରଇଲା । ଆରି ପରମେସରର୍‌ ଆଦେସ୍‌ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍‌ନା ମିସା ରଇଲା ।
And there were in it the golden censer and the ark of the covenant, which was all over laid with gold; and in it were the golden urn which contained the manna and the rod of Aaron which sprouted, and the tables of the covenant;
5 ପେଡିର୍‌ ଡାବ୍‌ନା ଉପ୍‌ରେ ପର୍‌ମେସର୍‌ ଆଚେ ବଲି ଚିନ୍‌ ଇସାବେ କେରୁବିନ୍‌ ବଲି ଡାକ୍‌ବା ଦୁଇଟା ଡେନା ରଇଲା ଜଁତୁର୍‌ ମୁର୍‌ତି ରଇଲା । ତାକର୍‌ ଉଗାଡିଅଇରଇବା ଡେନା ପେଡିର୍‌ ଡାବ୍‌ନା ଉପ୍‌ରେ ଡାବିଅଇଜାଇରଇଲା । ତାର୍‌ ଉପ୍‌ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍‌ମନର୍‌ ପାପ୍‌କେମା ଅଇଜିବାକେ । ମାତର୍‌ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ ।
and over it were the cherubim of glory, which overshadowed the mercy seat. But there is not time to speak particularly of each of the things which were so arranged.
6 ତୁମ୍‌ ବିତ୍‌ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍‌ ସବୁଦିନ୍‌ ତାମୁ ଗରର୍‌ ବାଇରର୍‌ ଜାଗାଇ ପୁରି, ସେମନର୍‌ କାମ୍‌ କର୍‌ବାଇ ।
And into the outer tabernacle the priests, at all times, entered, and performed their ministration.
7 ମାତର୍‌ ବିତ୍‌ରର୍‌ ଜାଗାଇ ବଡ୍‌ ପୁଜାରିସେ ଜିବାକେ ଅଦିକାର୍‌ ରଇଲା । ସେ ସିତି ବର୍‌ସେକ୍‌କେ ତରେକ୍‌ ସେ ଜାଇତେରଇଲା । ସେ ନିଜର୍‌ ପାଇ ଆରି ଲକ୍‌ମନ୍‌ ନ ଜାନିକରି କରିରଇବା ପାପ୍‌ ପାଇ ବନି ନେଇକରି ଜଦି ନ ପୁର୍‌ଲେ ସେ ଜାଇନାପାର୍‌ତେ ରଇଲା ।
But into the interior tabernacle, once a year only, the high priest entered, with the blood which he offered for himself and for the sins of the people.
8 ଏ ସବୁ ବିସଇର୍‌ଲାଗି ସୁକଲ୍‌ ଆତ୍‌ମା ଜାନାଇଲାନି ଜେ, ପର୍‌ମେସରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ବାକେ ଲକ୍‌ମନ୍‌କେ ଅଦିକାର୍‌ ନ ରଇଲା । କାଇକେବଇଲେ ସୁକଲ୍‌ ଜାଗା ଆରି ଅଦିକ୍‌ ସୁକଲ୍‌ ଜାଗା ବିସଇନେଇ ରଇବା ଆଗ୍‌ତୁର୍‌ ଆଦେସ୍‌ ସବୁ ଲକ୍‌ମନ୍‌ ମାନିଆଇତେ ରଇଲାଇ ।
And by this the Holy Spirit indicated, that the way to the holy places was not yet manifested, so long as the first tabernacle was standing:
9 ସେ ସବୁ ବିସଇ ଗଟେକ୍‌ ବାନା ପାରା । ଜନ୍‌ଟା ସବୁ ଏବର୍‌ ଦିନେ ସିଦ୍‌ ଅଇଲା ଆଚେ । କାଇକେବଇଲେ ଜନ୍‌ ପସୁମନ୍‌କେ ଉପାସନା ଇସାବେ ଲକ୍‌ମନ୍‌ ପର୍‌ମେସର୍‌କେ ସର୍‌ପି ଦେଇତେ ରଇଲାଇ, ସେଟା ସବୁ ଲକ୍‌ମନର୍‌ ବିବେକ୍‌ ଦ‍ଇ ନାପାର୍‌ଲା ।
and it was a symbol, for that time, during which oblation and sacrifices were offered that could not make perfect the conscience of him who offered them:
10 ୧୦ କାଇକେବଇଲେ ସେଟା ସବୁ ଗାଗଡର୍‌ ଲାଗି ରଇବା ନିୟମ୍‌ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍‍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍‌ ନୁଆ ନିୟମ୍‌ ଟିକ୍‌ ଅଇବାଜାକ, ଏ ସବୁ କର୍‌ବାଟା ରଇଲା ।
but they consisted only in food and drink, and in the ablutions of divers things; which were carnal ordinances, and were set up until the time of a reformation.
11 ୧୧ ମାତର୍‌ ଆମେ ଜେତ୍‌କିଲକ୍‌ ସବୁର୍‌ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍‌ଟ ଆମର୍‌ ବଡ୍‌ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍‌ବା ଜାଗାର୍‌ ତୁମ୍‌ ଲଗେ ରଇବା ଅଦିକ୍‌ ସୁକଲ୍‌ ଜାଗାଇଅନି ଅଦିକ୍‌ ମୁଲିଅ ରଇଲାଟା ଆରି ଅଦିକ୍‌ ସିଦ୍‌ ଆଚେ । କାଇକେବଇଲେ ସେଟା ଲକ୍‌ମନ୍‌ ତିଆର୍‌ କଲାଟା ନଏଁ, କି ଏ ନସିଜିବା ଜଗତର୍‌ଟା ମିସା ନଏଁ ।
But the Messiah who came, was a High Priest of the good things which he wrought: and he entered into the great and perfect tabernacle, which was not made with hands and was not of these created things.
12 ୧୨ କିରିସ୍‌ଟ ସେ ତାମୁ ବାଟେଜାଇ ଏକାତରେକ୍‌ ସେ ବଡ୍‌ ସୁକଲ୍‌ ଜାଗାଇ ପୁର୍‌ଲା । ସେ ତେଇ ପୁର୍‌ବା ବେଲେ ବଲି କର୍‌ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍‌ ସେ ନିଜର୍‌ ବନି ନେଇକରି ଜନ୍‌ ଜନ୍‌ଟା କର୍‌ବାର୍‌ ରଇଲା, ସେଟା ପୁରାପୁରୁନ୍‌ କଲା । ଜେନ୍ତାରି କି ଆମ୍‌କେ ମୁକ୍‌ଲାଇକରି କାଲ୍‌ କାଲ୍‌ ଜୁଗ୍‌ଜୁଗର୍‌ ପାଇ ମୁକ୍‌ତି ଦେଲା । (aiōnios g166)
And he did not enter with the blood of goats and calves; but with the blood of himself, he entered once into the sanctuary, and obtained eternal redemption. (aiōnios g166)
13 ୧୩ ଆଗର୍‌ କାଲେ ଚେଲି ଆରି ବଲଦ୍‌ମନର୍‌ ବନି ଆରି ପଡାଇଲା ବାଚିପିଲାର୍‌ ଚାର୍‌ ଚିଚ୍‌ବାଟା, ଏସବୁ ଅସୁକଲ୍‌ ଅଇରଇବା ଲକ୍‌ମନର୍‌ ଗାଗଡ୍‌ ଦଇବା କାମ୍‌କେସେ ଆଇଲା ।
For if the blood of goats and calves, with the ashes of a heifer, was sprinkled upon them that were defiled, and sanctified them as to the purification of their flesh;
14 ୧୪ ଏଟା ଜଦି ଲକ୍‌ମନର୍‌ ଗାଗଡ୍‌ ଦଇପାର୍‌ଲା, ସେନ୍ତାର୍‌ଆଲେ କିରିସ୍‌ଟର୍‌ ବନିସଙ୍ଗ୍‍ ଆରି କେତେକ୍‌ ଅଦିକ୍‌ କରିଅଇସି? ନ ସାର୍‌ବା ଆତ୍‌ମାର୍‌ପାଇ ସେ ନିଜେ ପରମେସରର୍‌ ସାଇଜ ନେଇ, କାଇ ପାପ୍‌ଦସ୍‌ ନ ଅଇତେ ବିରୁ ଇସାବେ ନିଜ୍‌କେ ପୁରାପୁରୁନ୍‌ ସର୍‌ପି ଦେଲାଆଚେ । ତାର୍‌ ବନିର୍‌ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍‌ ବିବେକ୍‌ ସୁକଲ୍‌ ଅଇସି । ଆରି ଆମେ ସତଇସେ ଜିବନ୍‌ ରଇଲା ପରମେସରର୍‌ ସେବା କର୍‌ବା ଅଦିକାର୍‌ ପାଇଆଚୁ । (aiōnios g166)
then how much more will the blood of the Messiah, who by the eternal Spirit offered himself without blemish to God, purge our conscience from dead works, so that we may serve the living God? (aiōnios g166)
15 ୧୫ ଏଟାର୍‌ପାଇ କିରିସ୍‌ଟସେ ନୁଆ ନିୟମ୍‌ ସାଦନ୍‌ କଲାଆଚେ । ଜେନ୍ତାରି କି, ଜେତ୍‌କି ଲକ୍‌ମନ୍‌କେ ପରମେସର୍‌ ଡାକିଆଚେ, ସେମନ୍‌ ପରମେସର୍‌ ସପତ୍‌ କରି କଇରଇବା ନ ସାର୍‌ବା ଆସିର୍‌ବାଦ୍‌ ପାଇବାଇ । କିରିସ୍‌ଟ ମଲାର୍‌ପାଇ ଆଗର୍‌ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍‌ ମୁକଲ୍‌ଲାଇ । (aiōnios g166)
And for this reason he became the Mediator of the new covenant, that he might by his death be redemption, to them who had transgressed the first covenant; so that they, who are called to the eternal inheritance, might receive the promise. (aiōnios g166)
16 ୧୬ ଗଟେକ୍‌ ଲକ୍‌ ଜଦି ତାର୍‌ ଦନ୍‌ ସଁପତି ବାଗ୍‌ ବାଟା କର୍‌ବା ବିସଇର୍‌ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍‌ ନାଉଁଦାରି ରାଜିନାମା ପାଆଟା ପତର୍‌ ରଇବାର୍‌ ଆଚେ । ସେ ମରିଗାଲାପଚେ ତାର୍‌ଟା ଜାନାପଡ୍‌ବାର୍‌ ଆଚେ ।
For where there is a testament, it indicateth the death of him who made it.
17 ୧୭ କାଇକେ ବଇଲେ ବାଗ୍‌ବାଟା ଲେକିରଇଲା ଲକ୍‌ ବଁଚି ରଇଲା ଜାକ, ବାଗ୍‌ବାଟାର୍‌ କାଗଜ୍‌ ପତରର୍‌ କିଚି ମୁଲିଅ ନାଇ । ସେଟା ତାର୍‌ ମରିଗାଲା ପଚେ ସେ କାମ୍‌ ଦେଇସି ।
For it is valid, only of a deceased person; because it hath no use, so long as the maker of it liveth.
18 ୧୮ ସେନ୍ତାରିସେ, ପର୍‌ତୁମ୍‌ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍‌ ମୁଲିଅ ରଇଲା ।
Therefore also the first covenant was not confirmed without blood.
19 ୧୯ ମସା ପର୍‌ତୁମ୍‌ ନିୟମର୍‌ ଆଦେସ୍‌ ଲକ୍‌ମନର୍‌ ଲଗେ କଇଲା । ତାର୍‌ପଚେ ସେ ବଲଦ୍‌ ଆରି ଚେଲିମନର୍‌ ବନି ନେଇ ପାନି ସଙ୍ଗ୍‌ ମିସାଇଲା । ତାର୍‌ପଚେ ଅଲପ୍‌ ମେଣ୍ଡାର୍‌ ବାଲେ ଏସୁବ୍‌ ନାଉଁର୍‌ ଗଚର୍‌ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍‌ ବଇତେଇ ଆରି ଲକ୍‌ମନର୍‌ ଉପ୍‌ରେ ଚିଚ୍‌ଲା ।
For when the whole ordinance had been propounded by Moses to all the people, according to the law; Moses took the blood of a heifer, and water, with scarlet wool and hyssop, and sprinkled upon the books and upon all the people;
20 ୨୦ ସେ କଇଲା, ଜନ୍‌ ନିୟମ୍‌ ମାନ୍‌ବାକେ ପରମେସର୍‌ ତମ୍‌କେ ଆଦେସ୍‌ ଦେଲାଆଚେ, ଏ ବନି ସେ ନିୟମ୍‌କେ ଚିନ୍‌ ମାରିଆଚେ ।
and said to them, This is the blood of the covenant which is enjoined by God.
21 ୨୧ ତାର୍‌ପଚେ ମସା ସେ ବନିନେଇ ତମୁ, ମନ୍ଦିର୍‌ ଆରି ପର୍‌ମେସର୍‌କେ ପାର୍‌ତନା କର୍‌ବାବେଲେ କାମେ ଆଇବା ସବୁ ଜିନିସ୍‌ ପତର୍‌ ଉପ୍‌ରେ ଚିଚ୍‌ଲା ।
With that blood he also sprinkled upon the tabernacle, and upon all the vessels of ministration:
22 ୨୨ କାଇକେବଇଲେ ମସାର୍‌ ନିୟମ୍‌ ଇସାବେ ସବୁ ବିସଇ ସୁକଲ୍‌ କର୍‌ବାକେ, ବନି ଦର୍‌କାର୍‌ । ବନି ନ ଜରାଇଲେ ପାପ୍‌ କେମା ନ ଅଏ ।
because every thing, according to the law, is purified with blood: and without the shedding of blood, there is no remission.
23 ୨୩ ତେବର୍‌ପାଇ ଏ ସବୁ ବିସଇ ଜନ୍‌ଟା ସର୍‌ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍‌ ବନିସଙ୍ଗ୍‌ ସୁକଲ୍‌ କରାଇବାକେ ଦର୍‌କାର୍‌ ରଇଲା । ମାତର୍‌ ସରଗର୍‌ ବିସଇମନ୍‌କେ ସୁକଲ୍‌ କର୍‌ବାକେ ସର୍‌ପି ଅଇବାଟା ଅଦିକ୍‌ ନିକ ଅଇରଇବାର୍‌ ରଇଲା ।
For it was necessary that these, the emblems of heavenly things, should be purified, with those things; but the heavenly things themselves, with sacrifices superior to them.
24 ୨୪ କାଇକେବଇଲେ ଲକ୍‌ମନର୍‌ ଆତେ ତିଆର୍‌ ଅଇଲା ସୁକଲ୍‌ ଜାଗାଇ କିରିସ୍‌ଟ ଜାଏନାଇ । ସେଟା ସତ୍‌ ଜାଗାର୍‌ ଚାୟାସେ ରଇଲା । ମାତର୍‌ ସେ ସତ୍‌ରେ ସର୍‌ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍‌ମେସରର୍‌ ମୁଆଟେ ଆମର୍‌ ପାଇ ଗୁଆରି କଲାନି ।
For the Messiah entered not into the sanctuary made with hands, which is the emblem of the true sanctuary: but he entered into heaven itself to appear in the presence of God for us.
25 ୨୫ ଜିଉଦିମନର୍‌ ବଡ୍‌ ପୁଜାରି ଜେନ୍ତିକି ବରସ୍‍କେ ତରେକ୍‌ ପସୁର୍‌ ବନି ନେଇ ବଡ୍‌ ସୁକଲ୍‌ ଜାଗାଇ ଜାଇସି, ସେନ୍ତାରି କିରିସ୍‌ଟ ନିଜ୍‌କେ ତର୍‌କେ ତର୍‌ ସର୍‌ପିଅଇକରି ତେଇ ଜାଏନାଇ ।
Neither was it necessary, that he should offer himself many times, as the high priest entered every year into the sanctuary, with blood not his own:
26 ୨୬ କାଇକେବଇଲେ, ସେ ଜଦି ସେନ୍ତାରି କର୍‌ତା ଏ ଜଗତ୍‌ ତିଆର୍‌ ଅଇଲା ଦିନେଅନି ସେ ବେସି ତର୍‌ ଦୁକ୍‌ପାଇବାକେ ଅଇତା । ମାତର୍‌ ସେ ଏ ସାରାସାରି ଦିନ୍‌ ମନ୍‌କେ ତରେକ୍‌ସେ ଏ ଜଗତେ ଆଇଲା ଆରି ନିଜ୍‌କେ ସର୍‌ପିଦେଇକରି ସବୁ ପାପ୍‌ ଦାରିଗାଲା । (aiōn g165)
otherwise, he must have suffered many times, since the commencement of the world; but now in the end of the world, he hath once offered himself in a self-sacrifice, to abolish sin. (aiōn g165)
27 ୨୭ ଆମେ ସବୁ ଲକ୍‌ ତରେକ୍‌ ମର୍‌ବୁ ଆରି ତାର୍‌ପଚେ ପରମେସରର୍‌ ମୁଆଟେ ବିଚାର୍‌ ଦିନେ ଟିଆଅଇବୁ ।
And, as it is appointed to men, that they must once die, and after their death is the judgment;
28 ୨୮ ସେନ୍ତାରିସେ କିରିସ୍‌ଟ ମିସା ସବୁ ଲକର୍‌ ପାପ୍‌ ନିଜେ ନେବାକେ ବଲି ଇସାବେ ତରେକ୍‌ ସେ ସର୍‌ପାଇ ଅଇଲା । ସେ ଆରି ତରେକ୍‌ ଆଇଲାବେଲେ, ଆମର୍‌ ପାପର୍‌ପାଇ ସେ ନ ଆସେ । ମାତର୍‌ ତାକେ ଜାଗି ରଇଲା ଲକ୍‌ମନ୍‌କେ ଉଦାର୍‌ କର୍‌ବାକେ ଆଇସି ।
so also the Messiah was once offered; and, by himself, he immolated the sins of many: and a second time, without sins, will he appear for the life of them who expect him.

< ଏବ୍‌ରି 9 >