< ଏବ୍ରି 7 >
1 ୧ ଏ ମଲ୍କିସେଦକ୍ ସାଲେମ୍ ରାଇଜର୍ ରାଜା ରଇଲା । ସେ ସବୁର୍ଟାନେଅନି ଉପ୍ରେ ରଇବା ପର୍ମେସରର୍ ପୁଜାରି ରଇଲା । ଚାର୍ଟା ରାଜାମନ୍କେ ଜୁଇଦେ ଆରାଇକରି ବାଉଡ୍ଲାବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ବେଟ୍ ଅଇବାର୍ ଗାଲା ଆରି ତାକେ ଆସିର୍ବାଦ୍ କଲା । ସେଡ୍କିବେଲେ ଜୁଇଦେ ଜିତିକରି ତେଇର୍ ଜେତ୍କି କାଇକାଇଟା ନେଇକରି, ନିଜର୍ଟା କରିରଇଲା, ତେଇଅନି ଦସ୍ବାଗେ ଅନି ଗଟେକ୍ବାଗ୍ ଅବ୍ରାଆମ୍ ତାକେ ଦେଲା ।
ஸா²லமஸ்ய ராஜா ஸர்வ்வோபரிஸ்த²ஸ்யேஸ்²வரஸ்ய யாஜகஸ்²ச ஸந் யோ ந்ரு’பதீநாம்’ மாரணாத் ப்ரத்யாக³தம் இப்³ராஹீமம்’ ஸாக்ஷாத்க்ரு’த்யாஸி²ஷம்’ க³தி³தவாந்,
2 ୨ ମଲ୍କିସେଦକ୍ ନାଉଁର୍ ଅରତ୍ ଅଇଲାନି, ଦରମ୍ସଙ୍ଗ୍ ରଇବା ରାଜା । ଆରି ସାନ୍ତିର୍ ରାଜା ମିସା । କାଇକେବଇଲେ ସାଲେମ୍ ନାଉଁର୍ ଅରତ୍ ଅଇଲାନି ସାନ୍ତି ।
யஸ்மை சேப்³ராஹீம் ஸர்வ்வத்³ரவ்யாணாம்’ த³ஸ²மாம்’ஸ²ம்’ த³த்தவாந் ஸ மல்கீஷேத³க் ஸ்வநாம்நோ(அ)ர்தே²ந ப்ரத²மதோ த⁴ர்ம்மராஜ: பஸ்²சாத் ஸா²லமஸ்ய ராஜார்த²த: ஸா²ந்திராஜோ ப⁴வதி|
3 ୩ ମଲ୍କିସେଦକର୍ ଆୟା ବାବା, ଆନିଦାଦିମନର୍ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍ ଜନମ୍ ମରନ୍ ବିସଇ ମିସା କାଇଟା ନାଇ । ସେଟାର୍ ପାଇ ସେ ପର୍ମେସରର୍ ପଅ ପାରା । ସେ ସବୁଦିନର୍ପାଇ ପୁଜାରି ଅଇରଇସି ।
அபரம்’ தஸ்ய பிதா மாதா வம்’ஸ²ஸ்ய நிர்ணய ஆயுஷ ஆரம்போ⁴ ஜீவநஸ்ய ஸே²ஷஸ்²சைதேஷாம் அபா⁴வோ ப⁴வதி, இத்த²ம்’ ஸ ஈஸ்²வரபுத்ரஸ்ய ஸத்³ரு’ஸீ²க்ரு’த: , ஸ த்வநந்தகாலம்’ யாவத்³ யாஜகஸ்திஷ்ட²தி|
4 ୪ ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା ।
அதஏவாஸ்மாகம்’ பூர்வ்வபுருஷ இப்³ராஹீம் யஸ்மை லுடி²தத்³ரவ்யாணாம்’ த³ஸ²மாம்’ஸ²ம்’ த³த்தவாந் ஸ கீத்³ரு’க் மஹாந் தத்³ ஆலோசயத|
5 ୫ ମସାର୍ ନିୟମ୍ ଇସାବେ ଜିଉଦିମନ୍କେ ଏନ୍ତାରି ଗଟେକ୍ ନିୟମ୍ ଆଚେ । ଲେବି ବଁସର୍ ଜେତ୍କି ନାତି ତିତିମନ୍ ପୁଜାରିଅଇବାଇ । ତାକର୍ ସଙ୍ଗେ ରଇବା ଜିଉଦିମନ୍ କାମାଇ ଆନ୍ବା ଚାସେଅନି ଦସ୍ବାଗେଅନି ଗଟେକ୍ ବାଗ୍ ନେବାଇ । ସେମନ୍ ସବୁ ଅବ୍ରାଆମର୍ ନାତିତିତି ଅଇରଇଲେ ମିସା ଏନ୍ତାରି କର୍ତେରଇଲାଇ ।
யாஜகத்வப்ராப்தா லேவே: ஸந்தாநா வ்யவஸ்தா²நுஸாரேண லோகேப்⁴யோ(அ)ர்த²த இப்³ராஹீமோ ஜாதேப்⁴ய: ஸ்வீயப்⁴ராத்ரு’ப்⁴யோ த³ஸ²மாம்’ஸ²க்³ரஹணஸ்யாதே³ஸ²ம்’ லப்³த⁴வந்த: |
6 ୬ ମାତର୍ ମଲ୍କିସେଦକ୍ ଲେବିର୍ ନାତିତିତି ନ ଅଇରଇଲେ ମିସା, ସେ ଅବ୍ରାମର୍ଟାନେଅନି ଦସ୍ବାଗେଅନି ବାଗେକ୍ ନେଇତେରଇଲା । ସେବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ଆସିର୍ବାଦ୍ କରି ରଇଲା । ଅବ୍ରାଆମ୍କେସେ ପର୍ମେସରର୍ ସବୁକାତା ଦେଇରଇଲା ।
கிந்த்வஸௌ யத்³யபி தேஷாம்’ வம்’ஸா²த் நோத்பந்நஸ்ததா²பீப்³ராஹீமோ த³ஸ²மாம்’ஸ²ம்’ க்³ரு’ஹீதவாந் ப்ரதிஜ்ஞாநாம் அதி⁴காரிணம் ஆஸி²ஷம்’ க³தி³தவாம்’ஸ்²ச|
7 ୭ ଆମେସବୁ ଜାନିଆଚୁ, ଜନ୍ ଲକ୍କେ ଆସିର୍ବାଦ୍ କର୍ବାକେ ଅଦିକାର୍ ଆଚେ, ସେ ଆସିର୍ବାଦ୍ ପାଇବା ଲକର୍ଟାନେଅନି ବଡ୍ ।
அபரம்’ ய: ஸ்²ரேயாந் ஸ க்ஷுத்³ரதராயாஸி²ஷம்’ த³தா³தீத்யத்ர கோ(அ)பி ஸந்தே³ஹோ நாஸ்தி|
8 ୮ ଲେବିର୍ ଜେତ୍କି ନାତିତିତିମନ୍, ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇରଇଲାଇ, ସେମନ୍ ସବୁଲକ୍ ଜାକ ଗଟେକ୍ ଦିନ୍ ମର୍ବାଇ । ମାତର୍ ମଲ୍କିସେଦକର୍ ମରନ୍ ବିସଇ ସାସ୍ତରେ କନ୍ତି ମିସା ଲେକା ଅଏନାଇ । ତାର୍ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍ ପୁଜାରି ପଦ୍ ନ ବାଦ୍ଲିକରି ସବୁ ଦିନର୍ପାଇ ରଇସି ।
அபரம் இதா³நீம்’ யே த³ஸ²மாம்’ஸ²ம்’ க்³ரு’ஹ்லந்தி தே ம்ரு’த்யோரதீ⁴நா மாநவா: கிந்து ததா³நீம்’ யோ க்³ரு’ஹீதவாந் ஸ ஜீவதீதிப்ரமாணப்ராப்த: |
9 ୯ ଲେବିର୍ ଜେତ୍କି ସବୁ ନାତିତିତିମନ୍ ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇତେ ରଇଲାଇ, ସେମନ୍ ଅବ୍ରାଆମର୍ ସଙ୍ଗ୍ ମିସିକରି ମଲ୍କିସେଦକ୍କେ ଦସ୍ବାଗେଅନି ଗଟେକ୍ ବାଗ୍ ଦେଲାବଲି ଆମେ କଇଅଇସି ।
அபரம்’ த³ஸ²மாம்’ஸ²க்³ராஹீ லேவிரபீப்³ராஹீம்த்³வாரா த³ஸ²மாம்’ஸ²ம்’ த³த்தவாந் ஏதத³பி கத²யிதும்’ ஸ²க்யதே|
10 ୧୦ କାଇକେବଇଲେ ଜେଡେବଲ୍ ମଲ୍କିସେଦକ୍ ଅବ୍ରାମ୍କେ ବେଟ୍ ଅଇଲା, ସେ ଲେବି ଜନମ୍ ନ ଅଇରଇଲା, ମାତର୍ ସେ ଅବ୍ରାଆମର୍ ଗାଗ୍ଡେ ରଇଲା । କାଇକେବଇଲେ ଅବ୍ରାଆମ୍ ତାର୍ ଆନିଦାଦି ରଇଲା ।
யதோ யதா³ மல்கீஷேத³க் தஸ்ய பிதரம்’ ஸாக்ஷாத் க்ரு’தவாந் ததா³நீம்’ ஸ லேவி: பிதுருரஸ்யாஸீத்|
11 ୧୧ ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।
அபரம்’ யஸ்ய ஸம்ப³ந்தே⁴ லோகா வ்யவஸ்தா²ம்’ லப்³த⁴வந்தஸ்தேந லேவீயயாஜகவர்கே³ண யதி³ ஸித்³தி⁴: ஸமப⁴விஷ்யத் தர்ஹி ஹாரோணஸ்ய ஸ்²ரேண்யா மத்⁴யாத்³ யாஜகம்’ ந நிரூப்யேஸ்²வரேண மல்கீஷேத³க: ஸ்²ரேண்யா மத்⁴யாத்³ அபரஸ்யைகஸ்ய யாஜகஸ்யோத்தா²பநம்’ குத ஆவஸ்²யகம் அப⁴விஷ்யத்?
12 ୧୨ ଜନ୍ ପୁଜାରି ଲକ୍ମନର୍ ବାଦୁଲେ ପର୍ମେସରର୍ ମୁଆଟେ ଟିଆ ଅଇସି, ତାର୍ ପୁଜାରି ପଦ୍ ବାଦ୍ଲାଇଲେ ଜନ୍ ନିୟମ୍ ମାନିଆଇଲାଇନି, ସେଟାମିସା ବାଦଲ୍ବାର୍ ଆଚେ ।
யதோ யாஜகவர்க³ஸ்ய விநிமயேந ஸுதராம்’ வ்யவஸ்தா²யா அபி விநிமயோ ஜாயதே|
13 ୧୩ ଏ ସବୁ ବିସଇ ବାଦ୍ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍ ମାପ୍ରୁ ଜିସୁ ଜାର୍ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍ ନାଇ ।
அபரஞ்ச தத்³ வாக்யம்’ யஸ்யோத்³தே³ஸ்²யம்’ ஸோ(அ)பரேண வம்’ஸே²ந ஸம்’யுக்தா(அ)ஸ்தி தஸ்ய வம்’ஸ²ஸ்ய ச கோ(அ)பி கதா³பி வேத்³யா: கர்ம்ம ந க்ரு’தவாந்|
14 ୧୪ ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
வஸ்துதஸ்து யம்’ வம்’ஸ²மதி⁴ மூஸா யாஜகத்வஸ்யைகாம்’ கதா²மபி ந கதி²தவாந் தஸ்மிந் யிஹூதா³வம்’ஸே²(அ)ஸ்மாகம்’ ப்ரபு⁴ ர்ஜந்ம க்³ரு’ஹீதவாந் இதி ஸுஸ்பஷ்டம்’|
15 ୧୫ ଇତିଅନି ନିମାନ୍ ଜାନାପଡ୍ଲାନି ଜେ, ଆଗର୍ ରକାମ୍ ପୁଜାରି ଆରି ସେମନ୍ ମାନିଆଇତେରଇବା ନିୟମ୍ ଏବେ ବାଦ୍ଲାଇକରି ଗଟେକ୍ ନୁଆ ରକାମ୍ ପୁଜାରି ବାରଇଆଚେ । ସେ ମଲ୍କିସେଦକର୍ ପୁଜାରି ପଦ୍ ଦାରି ଆଇବାଟା ।
தஸ்ய ஸ்பஷ்டதரம் அபரம்’ ப்ரமாணமித³ம்’ யத் மல்கீஷேத³க: ஸாத்³ரு’ஸ்²யவதாபரேண தாத்³ரு’ஸே²ந யாஜகேநோதே³தவ்யம்’,
16 ୧୬ ଆରି ସେ ମୁନୁସ୍ମନର୍ ନିୟମ୍ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍ କେବେ ନ ସାର୍ବା ଗଟେକ୍ ବପୁର୍ ଜିବନ୍ ଲାଗି କଲାଆଚେ । ମଲ୍କିସେଦକର୍ ପାରା ଗଟେକ୍ ବିନ୍ ପୁଜାରି ବାରଇଲା ।
யஸ்ய நிரூபணம்’ ஸ²ரீரஸம்ப³ந்தீ⁴யவிதி⁴யுக்தயா வ்யவஸ்தா²யா ந ப⁴வதி கிந்த்வக்ஷயஜீவநயுக்தயா ஸ²க்த்யா ப⁴வதி|
17 ୧୭ କାଇକେବଇଲେ ତାର୍ ବିସଇରେ ସାସ୍ତର୍ କଇଲାନି, “ମଲ୍କିସେଦକର୍ ପୁଜାରି ପଦ୍ପାରା ତୁଇ ପୁଜାରି ଅଇ ଆଚୁସ୍ ।” (aiōn )
யத ஈஸ்²வர இத³ம்’ ஸாக்ஷ்யம்’ த³த்தவாந், யதா², "த்வம்’ மக்லீஷேத³க: ஸ்²ரேண்யாம்’ யாஜகோ(அ)ஸி ஸதா³தந: | " (aiōn )
18 ୧୮ ପୁର୍ନା ନିୟମ୍ ବାଦ୍ଲାଇଲା । କାଇକେବଇଲେ, ସେଟା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ବପୁ ନ ରଇଲା ଆରି ବେକାର୍ ରଇଲା ।
அநேநாக்³ரவர்த்திநோ விதே⁴ து³ர்ப்³ப³லதாயா நிஷ்ப²லதாயாஸ்²ச ஹேதோரர்த²தோ வ்யவஸ்த²யா கிமபி ஸித்³த⁴ம்’ ந ஜாதமிதிஹேதோஸ்தஸ்ய லோபோ ப⁴வதி|
19 ୧୯ କାଇକେବଇଲେ ମସାର୍ ନିୟମ୍ କାଇଟା ମିସା ପୁରାପୁରୁନ୍ ସିଦ୍କରି ନାପାର୍ଲା । ମାତର୍ ଏବେ ଆମ୍କେ ଗଟେକ୍ ବପୁର୍ ଆସା ମିଲ୍ଲା ଆଚେ । ଜାର୍ଲାଗି ଆମେ ପରମେସରର୍ ଲଗେ ଅଇବାକେ ଆସିପାର୍ଲୁନି ।
யயா ச வயம் ஈஸ்²வரஸ்ய நிகடவர்த்திநோ ப⁴வாம ஏதாத்³ரு’ஸீ² ஸ்²ரேஷ்ட²ப்ரத்யாஸா² ஸம்’ஸ்தா²ப்யதே|
20 ୨୦ ଆରି ଆମର୍ ପାଇ ପରମେସରର୍ କାତାଦେଇ ରଇବାଟା ମିସା ଆଚେ । ବିନ୍ ଲକର୍ ନାତିତିତିମନ୍ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍ କରି ନ ରଇଲା ।
அபரம்’ யீஸு²: ஸ²பத²ம்’ விநா ந நியுக்தஸ்தஸ்மாத³பி ஸ ஸ்²ரேஷ்ட²நியமஸ்ய மத்⁴யஸ்தோ² ஜாத: |
21 ୨୧ ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା, “ମାପ୍ରୁ ଗଟେକ୍ ସପତ୍ କଲା ଆଚେ ତୁଇ ସବୁଦିନର୍ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍ଲାଏ । ତମେ କାଲ୍କାଲ୍ ଜୁଗ୍ ଜୁଗର୍ ପାଇ ପୁଜାରି ଅଇସା ।” (aiōn )
யதஸ்தே ஸ²பத²ம்’ விநா யாஜகா ஜாதா: கிந்த்வஸௌ ஸ²பதே²ந ஜாத: யத: ஸ இத³முக்த: , யதா²,
22 ୨୨ କାଇକେବଇଲେ ପର୍ମେସର୍ ଜନ୍ ସପତ୍ ତାକେ ଦେଇରଇଲା, ତାର୍ ନୁଆ ରାଜିନାମା ପୁରାପୁରୁନ୍ ଅଇସିଆକା ବଲି ଜିସୁ ଡାଁଟ୍ ସଙ୍ଗ୍ କଇଲାନି ।
"பரமேஸ² இத³ம்’ ஸே²பே ந ச தஸ்மாந்நிவர்த்ஸ்யதே| த்வம்’ மல்கீஷேத³க: ஸ்²ரேண்யாம்’ யாஜகோ(அ)ஸி ஸதா³தந: | " (aiōn )
23 ୨୩ ଜିସୁର୍ ପୁଜାରି ପଦ୍ ଆରି ଲେବି ବଁସର୍ କେତେକ୍ କେତେକ୍ ପୁଜାରି ପଦ୍ ଦାରିରଇବା ବେସି ପୁଜାରିମନର୍ ବିତ୍ରେ ଏନ୍ତାରି ବିନ୍ ରଇଲା । ସେମନ୍ ସବୁ ତାକର୍ ପୁଜାରିପଦ୍ କରିଲାଗି ରଅତ୍ ନାଇ । କାଇକେବଇଲେ ସେମନ୍ ସବୁଲକ୍ ମରିଗାଲାଇ ।
தே ச ப³ஹவோ யாஜகா அப⁴வந் யதஸ்தே ம்ரு’த்யுநா நித்யஸ்தா²யித்வாத் நிவாரிதா: ,
24 ୨୪ ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ । (aiōn )
கிந்த்வஸாவநந்தகாலம்’ யாவத் திஷ்ட²தி தஸ்மாத் தஸ்ய யாஜகத்வம்’ ந பரிவர்த்தநீயம்’| (aiōn )
25 ୨୫ ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
ததோ ஹேதோ ர்யே மாநவாஸ்தேநேஸ்²வரஸ்ய ஸந்நிதி⁴ம்’ க³ச்ச²ந்தி தாந் ஸ ஸே²ஷம்’ யாவத் பரித்ராதும்’ ஸ²க்நோதி யதஸ்தேஷாம்’ க்ரு’தே ப்ரார்த²நாம்’ கர்த்தும்’ ஸ ஸததம்’ ஜீவதி|
26 ୨୬ ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
அபரம் அஸ்மாகம்’ தாத்³ரு’ஸ²மஹாயாஜகஸ்ய ப்ரயோஜநமாஸீத்³ ய: பவித்ரோ (அ)ஹிம்’ஸகோ நிஷ்கலங்க: பாபிப்⁴யோ பி⁴ந்ந: ஸ்வர்கா³த³ப்யுச்சீக்ரு’தஸ்²ச ஸ்யாத்|
27 ୨୭ ବିନ୍ ବଡ୍ ପୁଜାରି ମନ୍ ସବୁଦିନ୍ ପର୍ମେସରର୍ଟାନେ ଦିନ୍କେ ବଲି ଦେବାର୍ ଆଚେ । ତାର୍ପଚେ ସେମନ୍ ଲକ୍ମନର୍ ପାପର୍ପାଇ ମିସା ବଲି ଦେବାର୍ ଆଚେ । ମାତର୍ ଜିସୁ ଏନ୍ତାରି ନାଇ । ସେ ସବୁଲକର୍ ପାଇ ମିସ୍ତେ ଗଟେକ୍ତର୍ସେ ବଲି ଅଇଲା ଆଚେ । ତାର୍ ସେ ମରନ୍ ସବୁଦିନର୍ପାଇ ଅଇସି ।
அபரம்’ மஹாயாஜகாநாம்’ யதா² ததா² தஸ்ய ப்ரதிதி³நம்’ ப்ரத²மம்’ ஸ்வபாபாநாம்’ க்ரு’தே தத: பரம்’ லோகாநாம்’ பாபாநாம்’ க்ரு’தே ப³லிதா³நஸ்ய ப்ரயோஜநம்’ நாஸ்தி யத ஆத்மப³லிதா³நம்’ க்ரு’த்வா தத்³ ஏகக்ரு’த்வஸ்தேந ஸம்பாதி³தம்’|
28 ୨୮ କାଇକେବଇଲେ ମସାର୍ ନିୟମ୍ ଇସାବେ, ଜନ୍ଲକ୍ ବଡ୍ ପୁଜାରି ପଦ୍ପାଇରଇସି, ସେମନ୍କେ ମିସା ପାପ୍ ରଇସି । ମାତର୍ ଜନ୍ଟା ପର୍ମେସର୍ ଗଟେକ୍ ସପତ୍ କରି କାତା ଦେଇରଇଲା, ସେଟା ନିୟମ୍ ପଚେ ଆଇଲା । ଜନ୍ ଲକ୍ ବାଚାଇଅଇରଇଲା, ତାର୍ ପଅ ରଇଲା । ସେ ସବୁଦିନର୍ପାଇ କାଇ ପାପ୍ ନ ରଇବା ପୁଜାରି ଅଇଆଚେ । (aiōn )
யதோ வ்யவஸ்த²யா யே மஹாயாஜகா நிரூப்யந்தே தே தௌ³ர்ப்³ப³ல்யயுக்தா மாநவா: கிந்து வ்யவஸ்தா²த: பரம்’ ஸ²பத²யுக்தேந வாக்யேந யோ மஹாயாஜகோ நிரூபித: ஸோ (அ)நந்தகாலார்த²ம்’ ஸித்³த⁴: புத்ர ஏவ| (aiōn )