< ଏବ୍ରି 7 >
1 ୧ ଏ ମଲ୍କିସେଦକ୍ ସାଲେମ୍ ରାଇଜର୍ ରାଜା ରଇଲା । ସେ ସବୁର୍ଟାନେଅନି ଉପ୍ରେ ରଇବା ପର୍ମେସରର୍ ପୁଜାରି ରଇଲା । ଚାର୍ଟା ରାଜାମନ୍କେ ଜୁଇଦେ ଆରାଇକରି ବାଉଡ୍ଲାବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ବେଟ୍ ଅଇବାର୍ ଗାଲା ଆରି ତାକେ ଆସିର୍ବାଦ୍ କଲା । ସେଡ୍କିବେଲେ ଜୁଇଦେ ଜିତିକରି ତେଇର୍ ଜେତ୍କି କାଇକାଇଟା ନେଇକରି, ନିଜର୍ଟା କରିରଇଲା, ତେଇଅନି ଦସ୍ବାଗେ ଅନି ଗଟେକ୍ବାଗ୍ ଅବ୍ରାଆମ୍ ତାକେ ଦେଲା ।
Hessi malke-xedeqey saleme kawone Xoossa qesseko; Izika Abiramey kawota oli xoonidi simmishin demmidi Abirame anjjides.
2 ୨ ମଲ୍କିସେଦକ୍ ନାଉଁର୍ ଅରତ୍ ଅଇଲାନି, ଦରମ୍ସଙ୍ଗ୍ ରଇବା ରାଜା । ଆରି ସାନ୍ତିର୍ ରାଜା ମିସା । କାଇକେବଇଲେ ସାଲେମ୍ ନାଉଁର୍ ଅରତ୍ ଅଇଲାନି ସାନ୍ତି ।
Abirameykabess diza wurisofe tammu kushepe issi kushe izas immides. Koyro iza sunthas birshechi “Xiillo kawo” guusako. Kaallidi qasse “Saleme kawo” guusi “sarotetha kawo” guusuko.
3 ୩ ମଲ୍କିସେଦକର୍ ଆୟା ବାବା, ଆନିଦାଦିମନର୍ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍ ଜନମ୍ ମରନ୍ ବିସଇ ମିସା କାଇଟା ନାଇ । ସେଟାର୍ ପାଇ ସେ ପର୍ମେସରର୍ ପଅ ପାରା । ସେ ସବୁଦିନର୍ପାଇ ପୁଜାରି ଅଇରଇସି ।
Izas Ayaka Aawayka woykko iza yeletethas zarikeyka baawa. Izi ayde yeletidi, ayde hayqidakone eretibynna. Izas doomethine wurisethi baawa. Gido attin Xoossa na mala medhinas izi qesse gididi dess.
4 ୪ ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା ।
Ane inte izi aymala gitakone qopite. Haray attoshin Aawatas wurisos koyroy Abiramey ba di7i ekkidayssa wurisofe tammafe issa kessi immides.
5 ୫ ମସାର୍ ନିୟମ୍ ଇସାବେ ଜିଉଦିମନ୍କେ ଏନ୍ତାରି ଗଟେକ୍ ନିୟମ୍ ଆଚେ । ଲେବି ବଁସର୍ ଜେତ୍କି ନାତି ତିତିମନ୍ ପୁଜାରିଅଇବାଇ । ତାକର୍ ସଙ୍ଗେ ରଇବା ଜିଉଦିମନ୍ କାମାଇ ଆନ୍ବା ଚାସେଅନି ଦସ୍ବାଗେଅନି ଗଟେକ୍ ବାଗ୍ ନେବାଇ । ସେମନ୍ ସବୁ ଅବ୍ରାଆମର୍ ନାତିତିତି ଅଇରଇଲେ ମିସା ଏନ୍ତାରି କର୍ତେରଇଲାଇ ।
Isttas qessetethi immetida Lewe nayti istta ishati Abirame zerethata gidikkoka derape hessika ba ishatape tammafe issa ekkana mala isttas wogan azazetides.
6 ୬ ମାତର୍ ମଲ୍କିସେଦକ୍ ଲେବିର୍ ନାତିତିତି ନ ଅଇରଇଲେ ମିସା, ସେ ଅବ୍ରାମର୍ଟାନେଅନି ଦସ୍ବାଗେଅନି ବାଗେକ୍ ନେଇତେରଇଲା । ସେବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ଆସିର୍ବାଦ୍ କରି ରଇଲା । ଅବ୍ରାଆମ୍କେସେ ପର୍ମେସରର୍ ସବୁକାତା ଦେଇରଇଲା ।
Hayssa ha addeza zerethi Lewe zereth gidena. Gido attin izi Abiramepe tammafe issa ekkides. Kase izas ufayssa qaalay immetida Abirame anjjides.
7 ୭ ଆମେସବୁ ଜାନିଆଚୁ, ଜନ୍ ଲକ୍କେ ଆସିର୍ବାଦ୍ କର୍ବାକେ ଅଦିକାର୍ ଆଚେ, ସେ ଆସିର୍ବାଦ୍ ପାଇବା ଲକର୍ଟାନେଅନି ବଡ୍ ।
Bayray kaallo anjjizayss wogako.
8 ୮ ଲେବିର୍ ଜେତ୍କି ନାତିତିତିମନ୍, ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇରଇଲାଇ, ସେମନ୍ ସବୁଲକ୍ ଜାକ ଗଟେକ୍ ଦିନ୍ ମର୍ବାଇ । ମାତର୍ ମଲ୍କିସେଦକର୍ ମରନ୍ ବିସଇ ସାସ୍ତରେ କନ୍ତି ମିସା ଲେକା ଅଏନାଇ । ତାର୍ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍ ପୁଜାରି ପଦ୍ ନ ବାଦ୍ଲିକରି ସବୁ ଦିନର୍ପାଇ ରଇସି ।
Issi baggara tammafe issa ekkizayti hayqizaytako. Hara baggara qasse tammafe issa ekkizadey hayqontta paxa diza mala izas marikatidadey malke-xedeqeko.
9 ୯ ଲେବିର୍ ଜେତ୍କି ସବୁ ନାତିତିତିମନ୍ ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇତେ ରଇଲାଇ, ସେମନ୍ ଅବ୍ରାଆମର୍ ସଙ୍ଗ୍ ମିସିକରି ମଲ୍କିସେଦକ୍କେ ଦସ୍ବାଗେଅନି ଗଟେକ୍ ବାଗ୍ ଦେଲାବଲି ଆମେ କଇଅଇସି ।
Haray attoshin Leweyka Abirame baggara tammafe issa kessides gaanas danda7etes.
10 ୧୦ କାଇକେବଇଲେ ଜେଡେବଲ୍ ମଲ୍କିସେଦକ୍ ଅବ୍ରାମ୍କେ ବେଟ୍ ଅଇଲା, ସେ ଲେବି ଜନମ୍ ନ ଅଇରଇଲା, ମାତର୍ ସେ ଅବ୍ରାଆମର୍ ଗାଗ୍ଡେ ରଇଲା । କାଇକେବଇଲେ ଅବ୍ରାଆମ୍ ତାର୍ ଆନିଦାଦି ରଇଲା ।
Gaasoyka malke-xedeqey Abirame gaagiza wode Lewey buro ba Aawa Abiramepe yeletibeyna.
11 ୧୧ ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।
Paacey baynda poloy bettidayne wogay derezas immetiday Lewe qesetetha mala gididako Aaroone mala gidontta Malke-xedeqe shuumetetha malay hara qessey yaanas aazas koshidee?
12 ୧୨ ଜନ୍ ପୁଜାରି ଲକ୍ମନର୍ ବାଦୁଲେ ପର୍ମେସରର୍ ମୁଆଟେ ଟିଆ ଅଇସି, ତାର୍ ପୁଜାରି ପଦ୍ ବାଦ୍ଲାଇଲେ ଜନ୍ ନିୟମ୍ ମାନିଆଇଲାଇନି, ସେଟାମିସା ବାଦଲ୍ବାର୍ ଆଚେ ।
Qessetetha zarikey laametiza wode wogayka laamistanasi attontta miisheko.
13 ୧୩ ଏ ସବୁ ବିସଇ ବାଦ୍ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍ ମାପ୍ରୁ ଜିସୁ ଜାର୍ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍ ନାଇ ।
Hessi wurikka izas yootetida qessey izi hara zerethiko. Iza zereththafe ooinka yarshoson oothi erizadey baawa.
14 ୧୪ ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
Ne Goday Yuda baggafe yidayssi tumoko. Musey qessista gishshi yootishe ha zeretha gishshi yootidayssi issi mishshika baawa.
15 ୧୫ ଇତିଅନି ନିମାନ୍ ଜାନାପଡ୍ଲାନି ଜେ, ଆଗର୍ ରକାମ୍ ପୁଜାରି ଆରି ସେମନ୍ ମାନିଆଇତେରଇବା ନିୟମ୍ ଏବେ ବାଦ୍ଲାଇକରି ଗଟେକ୍ ନୁଆ ରକାମ୍ ପୁଜାରି ବାରଇଆଚେ । ସେ ମଲ୍କିସେଦକର୍ ପୁଜାରି ପଦ୍ ଦାରି ଆଇବାଟା ।
Malke-xedeqe malay hara qessey dendiko nu kase yootida yoy daro qoncce gidena.
16 ୧୬ ଆରି ସେ ମୁନୁସ୍ମନର୍ ନିୟମ୍ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍ କେବେ ନ ସାର୍ବା ଗଟେକ୍ ବପୁର୍ ଜିବନ୍ ଲାଗି କଲାଆଚେ । ମଲ୍କିସେଦକର୍ ପାରା ଗଟେକ୍ ବିନ୍ ପୁଜାରି ବାରଇଲା ।
Izi qesse gididay dhayontta deyo wolqan attin zereththafe yida wogafe gidena.
17 ୧୭ କାଇକେବଇଲେ ତାର୍ ବିସଇରେ ସାସ୍ତର୍ କଇଲାନି, “ମଲ୍କିସେଦକର୍ ପୁଜାରି ପଦ୍ପାରା ତୁଇ ପୁଜାରି ଅଇ ଆଚୁସ୍ ।” (aiōn )
Izas hizgi markatides “Ne Malke-xedeqe shuumetetha mala medhinas qesseko” (aiōn )
18 ୧୮ ପୁର୍ନା ନିୟମ୍ ବାଦ୍ଲାଇଲା । କାଇକେବଇଲେ, ସେଟା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ବପୁ ନ ରଇଲା ଆରି ବେକାର୍ ରଇଲା ।
Kase azazoy laafane go7ontayssa gidida gishshi attides.
19 ୧୯ କାଇକେବଇଲେ ମସାର୍ ନିୟମ୍ କାଇଟା ମିସା ପୁରାପୁରୁନ୍ ସିଦ୍କରି ନାପାର୍ଲା । ମାତର୍ ଏବେ ଆମ୍କେ ଗଟେକ୍ ବପୁର୍ ଆସା ମିଲ୍ଲା ଆଚେ । ଜାର୍ଲାଗି ଆମେ ପରମେସରର୍ ଲଗେ ଅଇବାକେ ଆସିପାର୍ଲୁନି ।
Wogay oonaka geeshanas danda7ontta gishshi nu Xoossa achchi shiiqanas izape adhdhiza hara ufayssi nuusu yides.
20 ୨୦ ଆରି ଆମର୍ ପାଇ ପରମେସରର୍ କାତାଦେଇ ରଇବାଟା ମିସା ଆଚେ । ବିନ୍ ଲକର୍ ନାତିତିତିମନ୍ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍ କରି ନ ରଇଲା ।
Hessika caaqoy baynda hanbeyna. Hanko Qesse gididayti caaqoy bayndaytako.
21 ୨୧ ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା, “ମାପ୍ରୁ ଗଟେକ୍ ସପତ୍ କଲା ଆଚେ ତୁଇ ସବୁଦିନର୍ପାଇ ପୁଜାରି ଅଇରଇସୁ । କଇଲା ଏ କାତା କେବେ ନ ବାଦ୍ଲାଏ । ତମେ କାଲ୍କାଲ୍ ଜୁଗ୍ ଜୁଗର୍ ପାଇ ପୁଜାରି ଅଇସା ।” (aiōn )
Izi gidiko qessetetha caaqon ekkides. Gaasoyka Xoossi iza gishshi hizigides “Goday caaqides, ba qofa izi laamena, (Ne medhinas qesse.”) (aiōn )
22 ୨୨ କାଇକେବଇଲେ ପର୍ମେସର୍ ଜନ୍ ସପତ୍ ତାକେ ଦେଇରଇଲା, ତାର୍ ନୁଆ ରାଜିନାମା ପୁରାପୁରୁନ୍ ଅଇସିଆକା ବଲି ଜିସୁ ଡାଁଟ୍ ସଙ୍ଗ୍ କଇଲାନି ।
Hessa mala caaqope dendidayssan Yesusay hessafe adhdhiza caaqo qaalas waase giddies.
23 ୨୩ ଜିସୁର୍ ପୁଜାରି ପଦ୍ ଆରି ଲେବି ବଁସର୍ କେତେକ୍ କେତେକ୍ ପୁଜାରି ପଦ୍ ଦାରିରଇବା ବେସି ପୁଜାରିମନର୍ ବିତ୍ରେ ଏନ୍ତାରି ବିନ୍ ରଇଲା । ସେମନ୍ ସବୁ ତାକର୍ ପୁଜାରିପଦ୍ କରିଲାଗି ରଅତ୍ ନାଇ । କାଇକେବଇଲେ ସେମନ୍ ସବୁଲକ୍ ମରିଗାଲାଇ ।
Kase qesseti ba oothon sinthe gujjontta mala hayqoy istta digida gishshi qooday isttas darooko.
24 ୨୪ ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ । (aiōn )
Yesusay gidiko medhinas dizade gidida gishshi iza qessetethi shaaretontta qessetethiko. (aiōn )
25 ୨୫ ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
Hessa gishshi izi istta gigissana cimatishe wuriso wode hayqontta paxa eqqi diza gishshi iza baggara Xoossako yizayta wursi ashanas danda7es.
26 ୨୬ ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
Hessa gishshi nuusi koshshsiza qeessista halaqay hessa mala geeshine wothoy iza bolla baynda xiillone nagaranchatape shaaketidi salotape bollara bonchetida qessata halaqako.
27 ୨୭ ବିନ୍ ବଡ୍ ପୁଜାରି ମନ୍ ସବୁଦିନ୍ ପର୍ମେସରର୍ଟାନେ ଦିନ୍କେ ବଲି ଦେବାର୍ ଆଚେ । ତାର୍ପଚେ ସେମନ୍ ଲକ୍ମନର୍ ପାପର୍ପାଇ ମିସା ବଲି ଦେବାର୍ ଆଚେ । ମାତର୍ ଜିସୁ ଏନ୍ତାରି ନାଇ । ସେ ସବୁଲକର୍ ପାଇ ମିସ୍ତେ ଗଟେକ୍ତର୍ସେ ବଲି ଅଇଲା ଆଚେ । ତାର୍ ସେ ମରନ୍ ସବୁଦିନର୍ପାଇ ଅଇସି ।
Izi hanko qessata halaqata mala koyro ba nagara gishshi qasseka kaalethidi hanko dereza nagara gishshi gallas gallas yarsho shiishanas iza koshshena. Izi bena aathi immida wode asa nagara gishshi issi too sinththa baggassara yarsho wu wursi polides.
28 ୨୮ କାଇକେବଇଲେ ମସାର୍ ନିୟମ୍ ଇସାବେ, ଜନ୍ଲକ୍ ବଡ୍ ପୁଜାରି ପଦ୍ପାଇରଇସି, ସେମନ୍କେ ମିସା ପାପ୍ ରଇସି । ମାତର୍ ଜନ୍ଟା ପର୍ମେସର୍ ଗଟେକ୍ ସପତ୍ କରି କାତା ଦେଇରଇଲା, ସେଟା ନିୟମ୍ ପଚେ ଆଇଲା । ଜନ୍ ଲକ୍ ବାଚାଇଅଇରଇଲା, ତାର୍ ପଅ ରଇଲା । ସେ ସବୁଦିନର୍ପାଇ କାଇ ପାପ୍ ନ ରଇବା ପୁଜାରି ଅଇଆଚେ । (aiōn )
Wogay daburancha asata qessatas waana halaqa hisiti shuumes. Wogape kaallidi yida caaqo qaalay gidiko medhinas iza bolla wothoy baynda naaza shuumides. (aiōn )