< ଏବ୍‌ରି 6 >

1 ତେବର୍‌ପାଇ କିରିସ୍‌ଟର୍‌ ମୁଲେଅନି ସିକିରଇବା ବିସଇ ତର୍‌କେ ତର୍‌ ନ ସିକିକରି ତାର୍‌ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍‌ ବିସ୍‌ବାସ୍‌ ମିସା ଡାଁଟ୍‌ ଅଇସି । ଚୁଚାଇ କାମ୍‌ମନ୍‌ ଚାଡିକରି ପର୍‌ମେସର୍‌ଟାନେ ବାଉଡ୍‌ବା ଜନ୍‌ଟା କି ଆମର୍‌ ବିସ୍‌ବାସର୍‌ ମୁଲ୍‌ ପାକ୍‌ନା ରଇଲା, ତେଇ ଆରିତରେକ୍‌ ସେଟାସେ କର୍‌ବାର୍‌ ନାଇ ।
Therefore leaving the teaching of the first principles of Christ, let’s press on to perfection—not laying again a foundation of repentance from dead works, of faith toward God,
2 ଡୁବନ୍‌ ବିସଇର୍‍ ସିକିଆ ଦେବାଟା, ଆତ୍‌ ସଙ୍ଗଇକରି ପାର୍‌ତନା କର୍‌ବାଟା, ମଲା ଲକ୍‌ମନ୍‌ ଆରିତରେକ୍‌ ବଁଚ୍‌ବାଟା ଆରି ଲକ୍‌ମନ୍‌କେ ସବୁଦିନର୍‌ପାଇ ରଇବା ପର୍‌ମେସରର୍‌ ନ ସାର୍‌ବା ବିଚାର୍‌ନା । (aiōnios g166)
of the teaching of baptisms, of laying on of hands, of resurrection of the dead, and of eternal judgment. (aiōnios g166)
3 ଏବେ ଆମେ ଆଗ୍‌କେ ଜିବାକେ ପଡ୍‌ସି । ମାପ୍‌ରୁକେ ଆସାକରି ଆଗର୍‍ ବିସଇ ସିକୁ ।
This will we do, if God permits.
4 କାଇକେବଇଲେ ଜେତ୍‌କି ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡିଆଚତ୍‌, ସେମନର୍‌ ମନ୍‌ ପର୍‌ମେସରର୍‌ ଉଜଲ୍‌ସଙ୍ଗ୍‌ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍‌ ସେମନ୍‌ ଚାକିଆଚତ୍‌ । ଆରି ସୁକଲ୍‌ଆତ୍‌ମା ପାଇଆଚତ୍‌ ।
For concerning those who were once enlightened and tasted of the heavenly gift, and were made partakers of the Holy Spirit,
5 ପର୍‌ମେସରର୍‌ ବାକିଅ କେଡେକ୍‌ ନିକ ବଲି ସେମନ୍‌ ଜାନିଆଚତ୍‌ । ଆଇବା ଜୁଗେ ତାର୍‍ ଜନ୍‌ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍‌ ଜାନିଆଚତ୍‌ । (aiōn g165)
and tasted the good word of God and the powers of the age to come, (aiōn g165)
6 ଏଟା ସବୁ ଅଇଲା ପଚେ ସେମନ୍‌ ତାକର୍‌ ବିସ୍‌ବାସ୍‌ ଆରାଇ ଆଚତ୍‌ । ସେଟାର୍‌ପାଇ ସେମନ୍‌କେ ଆରିତରେକ୍‌ ମନ୍‌ ବାଉଡାଇବାକେ ସଅଜ୍‌ ନାଇ । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପଅକେ ଆରିତରେକ୍‌ କୁର୍‌ସେ ମରାଇକରି ଗୁଲାଇ ଲକର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇନି ।
and then fell away, it is impossible to renew them again to repentance; seeing they crucify the Son of God for themselves again, and put him to open shame.
7 ବର୍‌ସା ପାନି ଜମିଟାନେ ମାର୍‌ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍‌ମେସର୍‌ ଆସିର୍‌ବାଦ୍‌ କର୍‌ସି । ସେନ୍ତାରି ଜମିଟାନେ ଲକ୍‌ମନ୍‌କେ ଦର୍‌କାର୍‌ ଅଇବା ଚାସ୍‌ କରିଅଇସି ।
For the land which has drunk the rain that comes often on it and produces a crop suitable for them for whose sake it is also tilled, receives blessing from God;
8 ମାତର୍‌ ସେ ଜମିଟାନେ ଜଦି କାଟା ଗଚ୍‌ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍‌ମେସର୍‌ ଡଣ୍ଡ୍ ଦେଇସି ଆରି ସେଟାମନ୍‌କେ ଜଇଟାନେ ପଡାଇଦେଇସି ।
but if it bears thorns and thistles, it is rejected and near being cursed, whose end is to be burned.
9 ଏ ଆଲାଦର୍‌ ମଇତର୍‌ମନ୍‌, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍‌ ବଲି ମୁଇ ଜାନି । ତମେ ଆଗ୍‌ତୁଅନି ବିସ୍‌ବାସ୍‌ କଲାସ୍‌ନି ଆରି ତମର୍‌ ଚଲାଚଲ୍‌ତି ନିକ ଆଚେ । ଏ ସବୁ ତମେ ମୁକ୍‌ତି ପାଇରଇବା ଗଟେକ୍‌ ଚିନ୍‌ ।
But, beloved, we are persuaded of better things for you, and things that accompany salvation, even though we speak like this.
10 ୧୦ କାଇକେବଇଲେ, ପର୍‌ମେସର୍‌ ଅନିଆଇ ନ କରେ । ତମେ କରିରଇବା ନିକ କାମ୍‌ ସେ ନ ପାସ୍‌ରେ । ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ମିସା । ସେ ଆଲାଦ୍‌ ତମର୍‌ ବିସ୍‌ବାସି ବାଇବଇନିକେ ସାଇଜ କଲାର୍‌ ପାଇ ତମେ ଦେକାଇ ଆଚାସ୍‌ ।
For God is not unrighteous, so as to forget your work and the labor of love which you showed toward his name, in that you served the saints, and still do serve them.
11 ୧୧ ମୁଇ ଜନ୍‌ଟା ମନ୍‍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍‌ମେସର୍‌ ଜନ୍‌ କାତା ଦେଇଆଚେ, ସେଟା ପୁରାପୁରୁନ୍‌ ଅଇବାଜାକ ତମର୍‌ ଆସା ନ ଚାଡା ।
We desire that each one of you may show the same diligence to the fullness of hope even to the end,
12 ୧୨ ସେନ୍ତାରି କଲେ ଅଲସ୍‌ ନଅଇ ବିସ୍‌ବାସ୍‌ ଆରି ମୁର୍‌ଚି ରଇବା ଲକ୍‌ ଅଇସା । ସେନ୍ତାରି ଲକ୍‌ ପର୍‌ମେସର୍‌ ଜନ୍‌ଟା ଦେବାକେ କାତା ଦେଇଆଚେ, ସେମନ୍‌ ସେଟା ପାଇବାଇ ।
that you won’t be sluggish, but imitators of those who through faith and perseverance inherited the promises.
13 ୧୩ ପର୍‌ମେସର୍‌ ଅବ୍‌ରାଆମ୍‍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍‌ କର୍‌ବି ବଲି ସପତ୍‌ କରିରଇଲା । ତାର୍‌ଟାନେ ଅନି ଆରି କେ ମିସା ବଡ୍‌ ନ ରଇଲାକେ ନିଜର୍‌ ନାଉଁ ଦାରି ସପତ୍‌ କଲା ।
For when God made a promise to Abraham, since he could swear by no one greater, he swore by himself,
14 ୧୪ ସେ ଅବ୍‌ରାଆମ୍‍କେ କଇଲା, “ମୁଇ ତମ୍‌କେ ବାଇଦରେ ଆସିର୍‌ବାଦ୍‌ କର୍‌ବି । ଆରି ତର୍‌ କୁଟୁମ୍‌ ଜବର୍‌ କର୍‌ବି ।”
saying, “Surely blessing I will bless you, and multiplying I will multiply you.”
15 ୧୫ ଅବ୍‌ରାଆମ୍ ତାର୍‌ କାତା ଦାରି ଜାଗିରଇଲାକେ, ପର୍‌ମେସର୍‌ ସପତ୍‌ କଲାଟା ସେ ମିଲାଇଲା ।
Thus, having patiently endured, he obtained the promise.
16 ୧୬ ଜେଡେବେଲେ ଲକ୍‌ମନ୍‌ ପର୍‌ମାନ୍‌ ସ‍ଇତ୍‌ କର୍‌ବାଇ, ସେମନ୍‌ ବଡ୍‌ଲକ୍‌ମନର୍‌ ନାଉଁ ଦାରି ପର୍‌ମାନ୍‌ ସଇତ୍‌ କର୍‌ବାଇ । ସେନ୍ତାରି କଲେ ସେ ସପତ୍‌ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
For men indeed swear by a greater one, and in every dispute of theirs the oath is final for confirmation.
17 ୧୭ ଜନ୍‌ଲକ୍‌ମନ୍‌ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍‌ ଏ ସବୁ ବିସଇ ଜାନତ୍‌ ବଲି ସେ ମନ୍‍ କରିରଇଲା । ତାର୍‌ ମନ୍‌ କେବେ ନ ବାଦ୍‌ଲେ ବଲି ସବୁ ଲକ୍‌ ଜାନିରଅତ୍‌ । ସେଟାର୍‌ପାଇ ସେ ତାର୍‌ କାତାଦେଇ ରଇବାଟାନେ ତାର୍‌ ସପତ୍‌ ମିସା ମିସାଇଲା । ପର୍‌ମେସର୍‌ ଦେଇରଇବା କାତା ଆରି ତାର୍‌ ସପତ୍‌ ସତ୍‌ସେ ।
In this way God, being determined to show more abundantly to the heirs of the promise the immutability of his counsel, interposed with an oath,
18 ୧୮ ଏ ଦୁଇଟା ବିସଇ କେବେ ନ ବାଦ୍‌ଲେ । କାଇକେବଇଲେ ପର୍‌ମେସର୍‌ ମିଚ୍‌ ନ କଏ । ତେବର୍‌ପାଇ ଆମେ ମୁକ୍‌ତି ପାଇରଇବା ଲକ୍‌ମନ୍‌, ଆମର୍‌ ମନେ ବେସି ସାଆସ୍‌ ଦାରିଆଚୁ । ଆରି ତାର୍‌ଟାନେ ରଇବା ଆମର୍‌ ଆସା ଡାଁଟ୍‌ ଆଚେ ।
that by two immutable things, in which it is impossible for God to lie, we may have a strong encouragement, who have fled for refuge to take hold of the hope set before us.
19 ୧୯ ଏ ଆସା ଆମର୍‌ ବିସ୍‌ବାସ୍‌ ଡାଁଟ୍‌ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍‌ ଅଇସିଆକା । ଅମର୍‌ ଆସାର୍‍ ଲାଗି ଆମେ ପର୍‌ମେସରର୍‌ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍‌ ପୁଜାରି ମନ୍ଦିରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ସି । ଜନ୍‌ ଜାଗା କି ପାର୍‌ଦା ବିତ୍‌ରେ ଲୁଚିରଇସି ।
This hope we have as an anchor of the soul, a hope both sure and steadfast and entering into that which is within the veil,
20 ୨୦ ସେ ଜାଗାଇସେ ଆମର୍‌ ଜିସୁ ଆଗ୍‌ତୁ ଜାଇଆଚେ । ଆରି ସବୁଦିନର୍‌ପାଇ ମଲ୍‌କିସେଦକର୍‍ ପୁଜାରି ପଦ୍‌ ପାରା ସେ ବଡ୍‌ ପୁଜାରି ଅଇଲାଆଚେ । (aiōn g165)
where as a forerunner Jesus entered for us, having become a high priest forever after the order of Melchizedek. (aiōn g165)

< ଏବ୍‌ରି 6 >