< ଏବ୍ରି 5 >
1 ୧ ଜିଉଦିମନର୍ ଜେତ୍କି ବଡ୍ ପୁଜାରିମନ୍ ତାକର୍ ନିଜର୍ ଲକ୍ମନର୍ତେଇଅନି ବାଚାଇଅଇବାଇ । ତାକର୍ବାଟେଅନି ପାପ୍ କେମା କର୍ବା ବଲି ଆରି ସର୍ପିଦେବା ବଲି, ଦେଇକରି ପର୍ମେସର୍କେ ସେବା କର୍ବାଇ ।
Issi issi kahine halaqi asaa giddofe doorettidi, Xoossaara gathiyaban asaa gisho imotanne nagara yarshsho yarshshanaw shuumettees.
2 ୨ ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି ।
I ba huu7en daaburanchcho gidiya gisho, eronnayssatasinne baleyssatas qadhettanaw dandda7ees.
3 ୩ ଆରି ତାକେ ମିସା ବେସି ବୁଲ୍ ରଇଲାକେ ସେ ଅବ୍କା ବିନ୍ ଲକର୍ ପାପର୍ ପାଇ ବଲି ଦେଲେ ନଏଁ, ମାତର୍ ନିଜର୍ ପାପର୍ଲାଗି ମିସା ବଲି ସର୍ପିଦେବାକେ ପଡ୍ସି ।
I ba nagara gishonne asa ubbaa nagara gisho yarshsho yarshshanaw bessey hessassa.
4 ୪ କେ ମିସା ନିଜେ ବାଚିଅଇକରି ବଡ୍ପୁଜାରିର୍ ବେସି ସନ୍ମାନ୍ ପାଇବା ପଦ୍ ପାଇ ନାପାରେ । ମାତର୍ ଗଟେକ୍ ଲକ୍ ପର୍ମେସର୍ ଡାକ୍ଲା ଇସାବେସେ ବଡ୍ ପୁଜାରିର୍ ପଦ୍ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍ ପୁର୍ବେ ଆରଣ୍କେ ବାଚିରଇଲା ।
Oonikka ha bonchchuwa baw ekkanaw dandda7enna, shin Aaroni kahine halaqa gidanaw xeegidayssada Xoossan xeegettanaw bessees.
5 ୫ ସେନ୍ତାରିସେ କିରିସ୍ଟ ବଡ୍ ପୁଜାରିର୍ ସନ୍ମାନ୍ ପାଇବାକେ ନିଜ୍କେ ବଡ୍ କରେ ନାଇ । ମାତର୍ ପର୍ମେସର୍ସେ ତାକେ ବାଚ୍ଲା । ତାର୍ ବାଦୁଲେ ସେ ତାକେ କଇଲା, “ତୁଇ ମର୍ ପଅ, ଆଜି ମୁଇ ତର୍ ବାବା ଅଇଲିଆଚି ।”
Hessadakka, Kiristtoosi kahine halaqa gidiya bonchchuwa baw ekkibeenna. Shin Xoossay iya, “Neeni ta Na7aa. hachchi ta new Aawa gidas” yaagees.
6 ୬ ଆରି ଗଟେକ୍ ଜାଗାଇ ମିସା ସେ କଇଲା, “ତୁଇ ପୁଜାରି ପଦ୍ ପାଇକରି ମଲ୍କିସେଦକର୍ କୁଟୁମ୍ ପାରା କାଲ୍ କାଲ୍ ଜୁଗ୍ ଜୁଗ୍ ପୁଜାରି ଅଇ ରଇସୁ ।” (aiōn )
Qassi harason, “Malkkexedeqey kahine gididayssada, neeni merinaw kahine gidana” yaagees. (aiōn )
7 ୭ ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍ମେସର୍କେ ପାର୍ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍ବାକେ ପର୍ମେସର୍କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍ ଦେକାଇଲାକେ ଆରି ପର୍ମେସରର୍ କାତା ମାନ୍ଲାକେ, ପର୍ମେସର୍ ତାର୍ ପାର୍ତନା ସୁନ୍ଲା ।
Yesuusi ase gididi ha alamiyan de7iya wode bana hayqoppe ashshanaw dandda7iya Xoossaako daro yeehoninne afuthan Xoossaa woossis. I, iya bonchchidi kiitettida gisho Xoossay iya woosaa si7is.
8 ୮ ଜିସୁ ପର୍ମେସରର୍ ପଅ ଅଇରଇଲେ ମିସା, ସେ ଦୁକ୍ କସ୍ଟ ପାଇରଇଲାର୍ ଲାଗି, ତାର୍ କାତା ମାନ୍ବାକେ ସିକ୍ଲା ।
Yesuusi Xoossaa Na7a gidikkoka ba waayettida waayiyan kiitetethi tamaaris.
9 ୯ ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା । (aiōnios )
Hessankka, Yesuusi ba oosuwa polidaappe guye baw kiitettiya ubbay merinaa atotethaa demmana mela gaaso gidis. (aiōnios )
10 ୧୦ ସେଟାର୍ ପାଇ ତାକେ ପର୍ମେସର୍ ମଲ୍କିସେଦକ୍ ପୁଜାରିର୍ ପାରା ବଡ୍ ପୁଜାରି କରି ବାଚ୍ଲା ।
Xoossay Melkkexedeqe shuumidayssada kahine halaqa oothidi iya shuumis.
11 ୧୧ ଏ ବିସଇ ଆରି ଅଦିକ୍ ତମ୍କେ ଜାନାଇବି ବଲି ମୁଇ ମନ୍ କଲିନି । ମାତର୍ ତମେ ଦାପ୍ରେ ବୁଜି ନାପାରାସ୍କେ ବୁଜାଇବାକେ କସ୍ଟ ଆଚେ ।
Ha nu oda bolla gujji haasayanabay darobay de7ees, shin hintte akeekay guutha gidiya gisho hinttew odi gelssanaw waayses.
12 ୧୨ ତମେ ବିସ୍ବାସ୍ କରି ବେସିଦିନ୍ ଅଇଗାଲା ଆଚେ । ଆରି ଏବେ ତମେ ତମର୍ ସଙ୍ଗାରିମନ୍କେ ସିକାଇବାର୍ ରଇଲା । ମାତର୍ ପର୍ମେସରର୍ ପର୍ତୁମ୍ ସିକିଆ ତମ୍କେ ଏବେ ସିକାଇବାକେ ଲକର୍ ଲଡାଆଚେ । ତମେ ଗଟେକ୍ ଦୁଦ୍ କାଇବା ପିଲାର୍ପାରା ଆଚାସ୍ । କାଇକେବଇଲେ ଆଁଟ୍ଟା ମନ୍ କାତ୍ରି ନାପାରାସ୍ ।
Hintte hannoode asttamaare gidanaw bessees, shin Xoossaa qaalaa koyro timirttiya hinttena zaari tamaarssiya hara asi koshshees. Hintte mino kathi maanaw dandda7onna gisho maathi koshshees.
13 ୧୩ ଜେ ଦୁଦ୍ କାଇବାର୍ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍ମନ୍ ଟିକ୍ ଆରି ବୁଲ୍ ଚଲାଚଲ୍ତି କର୍ବାଟା ଚିନି ନାପାର୍ଲାଇନି ।
Maathi paahettiya oonikka yooga na7a gidiya gisho, lo77onne iita shaakki erenna.
14 ୧୪ ଚାବି ଚାବି କାଇବା କାଦି ବଡ୍ ଲକ୍ମନର୍ପାଇ । ସେମନ୍ ନିକ ଆରି କାରାପ୍ ଚିନ୍ବାକେ, ନିଜ୍କେ ଅବିଆସ୍ କରାଇ ଆଚତ୍ ।
Shin mino kathi lo77uwanne iitaa shaakki eriya kahaama asaassa.