< ଏବ୍‌ରି 4 >

1 ପର୍‌ମେସର୍‌ ଆମ୍‌କେ କାତା ଦେଇରଇଲାଜେ, ସେ ଆମର୍‌ପାଇ ଗଟେକ୍‌ ପୁଣ୍ଡ୍‌ବା ଜାଗା ତିଆର୍‌ କଲାଆଚେ । ତେବର୍‌ ପାଇ ଆମେ ଜାଗରତ୍‌ ରଇବାକେ ପଡ୍‌ସି । ଜେନ୍ତିକି ଆମର୍‌ ବିତ୍‌ରେ ସେନ୍ତାରି କେ ନ ରଅତ୍‌, ଜେ କି ସେ ଜାଗାଇ ପୁରିନାପାରତ୍‌ ।
Da nun die Verheißung, zu seiner Ruhe einzugehen, noch der Erfüllung harrt, so laßt uns auf der Hut sein, daß niemand unter euch das Ziel verfehle!
2 କାଇକେବଇଲେ ଆମର୍‌ ଆନିଦାଦିମନର୍‌ପାରା ଆମେ ମିସା ସୁବ୍‌କବର୍‌ ସୁନିଆଚୁ । ମାତର୍‌ ସେମନ୍‌ ସେଟା ସୁନିକରି ମିସା ମାନତ୍‌ ନାଇ, କାଇକେବଇଲେ ସେଟା ସେମନ୍‌ ବିସ୍‌ବାସ୍‌ କରତ୍‌ ନାଇ ।
Denn gerade so wie jenen ist ja auch uns die Freudenbotschaft zugegangen. Jenen aber hat die Botschaft, die sie hörten, nichts genützt, weil sie sie nicht im Glauben aufgenommen haben.
3 ଆମେ ଜେତ୍‌କି ଲକ୍‌ ବିସ୍‌ବାସ୍‌ କର୍‌ବୁ, ଆମେସେ ସେ ପୁଣ୍ଡ୍‌ବା ଜାଗାଇ ପୁର୍‌ବୁ । କାଇକେବଇଲେ ତାକର୍‌ ବିସଇନେଇ ପର୍‌ମେସର୍‌ କଇଲାଆଚେ, “ମର୍‌ ରିସାଇ ମୁଇ ସପତ୍‌ କରିଆଚି । ମୁଇ ତିଆର୍‌ କରିରଇବା ପୁଣ୍ଡ୍‌ବା ଜାଗାଇ ସେମନ୍‌କେ ନ ପୁରାଇ ।” ଜଗତ୍‌ ତିଆର୍‌ ଅଇଲା ବେଲେଅନି ସେ ପୁଣ୍ଡ୍‌ବା ଗର୍‌ ତିଆର୍‌ ଅଇରଇଲା । ଏଲେ ମିସା ପର୍‌ମେସର୍‌ ସେନ୍ତାରି କଇରଇଲା ।
Denn wir gehen nur in die Ruhe ein, sofern wir glauben. Ich schwur in meinem Zorn: Nie sollen sie in meine Ruhe eingehen! So hat er gesprochen, obwohl seine Werke schon seit der Erschaffung der Welt vollendet waren.
4 କାଇକେବଇଲେ ଆଟର୍‌ ସାରାସାରି ଦିନର୍‌ ବିସଇ ସାସ୍‌ତରେ ଏନ୍ତାରି ଲେକାଅଇଲାଆଚେ, “ପର୍‌ମେସର୍‌ ସବୁଜାକ କାମ୍‌ସାରାଇ କରି ଆଟର୍‌ ସାରାସାରି ଦିନେ, ଅଲପ୍‌ ପୁଣ୍ଡ୍‌ଲା ।”
Denn an einer Stelle heißt es von dem siebenten Tag: Gott ruhte am siebenten Tag von allen seinen Werken.
5 ଆରି ଏ ବିସଇ ବିନ୍‌ଟାନେ ଲେକାଅଇଆଚେ । “ସେମନ୍‌ ମର୍‌ ପୁଣ୍ଡ୍‌ବା ଜାଗାଇ କେବେ ମିସା ପୁରିନାପାରତ୍‌ ।”
Trotzdem sagt er an dieser Stelle: "Nie sollen sie in meine Ruhe eingehen!"
6 ପର୍‌ତମେ ଜେତ୍‌କିଲକ୍‌ ସୁବ୍‌କବର୍‌ ସୁନିରଇଲାଇ, ନିଜେ ବିସ୍‌ବାସ୍‌ କରତ୍‌ ନାଇ ଆରି ସେମନ୍‌ ସେ ପୁଣ୍ଡ୍‌ବା ଜାଗା ପାଅତ୍‌ ନାଇ । ତାର୍‌ପଚେ ପର୍‌ମେସର୍‌ ବିନ୍‌ ଲକ୍‌ମନ୍‌ ପୁର୍‌ବାକେ ଆଦେସ୍‌ ଦେଲା ।
Der Eingang in die Ruhe steht also für einige noch in Aussicht. Jene aber, an die zuerst die Freudenbotschaft erging, sind ihres Ungehorsams wegen nicht eingegangen.
7 ଲକ୍‌ମନ୍‌ ତେଇ ପୁର୍‌ବାକେ ପର୍‌ମେସର୍‌ ଆରି ଗଟେକ୍‌ ବେଲା ବାଚ୍‌ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍‌ ପଚେ ପର୍‌ମେସର୍‌ ମୁଇ କଇଲା ବିସଇ ଦାଉଦର୍‌ ସାସ୍‌ତରେ ଲେକାଅଇରଇଲା, “ଆଜି ଜଦି ପର୍‌ମେସରର୍‌ ସବଦ୍‍ ସୁନ୍‌ଲେ ତମର୍‌ ମନ୍‌ ଆଁଟ୍‌ କରା ନାଇ ।”
Darum bestimmt Gott mit dem Wort "Heute" von neuem einen Tag: das tut er nach so langer Zeit durch Davids Mut, wie schon gesagt ist: Heute, wenn ihr seine Stimme hört, verhärtet eure Herzen nicht!
8 ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍‌ମେସର୍‌ ଜନ୍‌ ବିସ୍‌ରାମ୍‌ ଜାଗାର୍‌ ପାଇ ସପତ୍‌ କରିରଇଲା, ସେ ଜାଗା ଜିଅସୁଆ ଆମର୍‌ ଆନିଦାଦିମନ୍‌କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍‌ମେସର୍‌ ଆରି ଗଟେକ୍‌ ପୁଣ୍ଡ୍‌ବା ଦିନର୍‌ କାତା ନ କଇତା ।
Hätte sie Josua damals in die Ruhe eingeführt, so würde Gott nicht später von einem anderen Tag reden.
9 ସେଟାର୍‌ପାଇ ଏଟା ସତ୍‌ ଆକା । ଆଟର୍‌ ସାରାସାରି ଦିନେ ପର୍‌ମେସର୍‌ ପୁଣ୍ଡ୍‌ଲାପାରା ତାକର୍‌ ଲକ୍‌ମନର୍‌ ପାଇ ଗଟେକ୍‌ ପୁଣ୍ଡ୍‌ବା ବେଲା ସଙ୍ଗଇଆଚେ ।
Es steht mithin dem Volk Gottes noch eine Sabbatruhe in Aussicht.
10 ୧୦ କାଇକେବଇଲେ ପର୍‌ମେସର୍‌ ସପତ୍‌ କରିରଇବା ବିସ୍‌ରାମେ ଜେତ୍‌କିଲକ୍‌ ପୁର୍‌ବାଇ, ସେ ବିସ୍‌ରାମ୍‌ କଲାପାରା, ତାକର୍‌ କାମେଅନି ବିସ୍‌ରାମ୍‌ କର୍‌ବାଇ ।
Denn wer zu Gottes Ruhe eingegangen ist, der kommt damit auch zur Ruhe von seinen Werken, wie Gott geruht hat von den seinen.
11 ୧୧ ସେଟାର୍‌ପାଇ ଆମେ ସବୁଲକ୍‌ ମନ୍‌ ଦିଆନ୍‌ ଦେଇକରି, ସେ ବିସ୍‌ରାମ୍‌ ଜାଗାଇ ପୁର୍‌ବାକେ ଚେସ୍‌ଟା କରୁ । ଆମର୍‌ ଆନିଦାଦିମନର୍‌ପାରା ନ ଅଇବାକେ ଆମେ ଜାଗ୍‌ରତ୍‌ ରଉଁ । ପର୍‌ମେସର୍‌ କଇଲାଟା ବିସ୍‌ବାସ୍‌ ନ କଲାର୍‌ପାଇ, ସେମନ୍‌ ସେଜାଗାଇ ପୁରି ନାପାର୍‌ଲାଇ ।
So laßt uns denn Eifer zeigen, in diese Ruhe einzugehen, damit niemand ins Verderben falle und dann ebenso wie jene durch den Ungehorsam ein warnendes Beispiel werde!
12 ୧୨ ପର୍‌ମେସରର୍‌ ବାକିଅ ଜିବନ୍‌ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍‌ରଇବା ଗଟେକ୍‌ ଲାଗନ୍‌ କାଣ୍ଡା ପାରା । ସେଟା ଆଡର୍‌ ଗଁଟି ଆରି ଆଡ୍‌ ବିତ୍‌ରେ ରଇବାଟା କାଟ୍‍ସି । ଗଟେକ୍‌ ଲକର୍‌ ମନ୍‌ ବିତ୍‌ରେ ରଇବା ସବୁ ବିସଇ ବିଚାର୍‌ କରିପାର୍‌ସି । ମନ୍‌ ବିତ୍‌ରେ ଲୁଚିରଇବା ସବୁ ବିସଇ ମିସା ।
Denn was Gott spricht, das ist voll Leben und Kraft und schärfer als das schärfste Schwert: es dringt durch, bis es scheidet Seele und Geist, Gelenke und Mark; es ist auch fähig, des Herzens Gedanken und Absichten zu beurteilen.
13 ୧୩ ପର୍‌ମେସର୍‌ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍‌ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍‌ ନ ଚାଡିକରି, ସବୁ ଜାନେ । ଆରି ତାର୍‌ ଲଗେ ଆମେ ଆମର୍‌ ନିଜର୍‌ ବିସଇର୍‌ ଇସାବ୍‌ ଦେବାର୍‌ ଆଚେ ।
Ja nichts in der ganzen Schöpfung ist vor Gott verborgen; alles liegt unverhüllt und aufgedeckt vor seinen Augen. Und dieser Gott ist's, dem wir Rechenschaft zu geben haben.
14 ୧୪ ଜିସୁ ପର୍‌ମେସରର୍‌ ପଅ ଅଇଲାକେ, ସେ ଆମର୍‌ ମନେ ଜନ୍‌ ବଡ୍‌ ପୁଜାରି ବଲି ବିସ୍‌ବାସ୍‌ କରି ଦାରିକରି ଆଚୁ, ସେଟା ଡାଟ୍‌ କର୍‌ବୁ ।
Weil wir nun einen großen Hohenpriester haben, der seinen Weg durch die Himmel genommen hat, Jesus, den Sohn Gottes, so laßt uns festhalten an unserem Bekenntnis!
15 ୧୫ ସେ ଆମର୍‌ ବାଦୁଲେ ବଡ୍‌ ପୁଜାରିଅଇ ପର୍‌ମେସରର୍‌ ମୁଆଟେ ଗାଲାଆଚେ । ଆରି ଜେତ୍‌କି ରକାମ୍‌ ପରିକା, ଜେତେକ୍‌ କସ୍‌ଟ ଆମେ ପାଇଲୁନି, ସେଟା ଆମର୍‌ ବଡ୍‌ ପୁଜାରି ସବୁବେଲେ ଆମର୍‌ ସଙ୍ଗ୍‍ ମିସିକରି କଲାନି । କାଇକେବଇଲେ ଜେତ୍‌କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍‌ ସେ କେଡେବେଲେ ମିସା ପାପ୍‌ କରେ ନାଇ ।
Wir haben ja nicht einen Hohenpriester, der mit unseren Schwächen kein Mitleid haben könnte, sondern einen, der in jeder Hinsicht ebenso versucht ist wie wir, der aber nie gesündigt hat.
16 ୧୬ ତେବର୍‌ପାଇ ତମେ ସାଆସ୍‌ ସଙ୍ଗ୍‍ ପର୍‌ମେସରର୍‌ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍‌ଲେ ସେ ଜିବନ୍‌ ଦୁକାଇ ଆମ୍‌କେ ଦୟା କର୍‌ସି ଆରି ସାଇଜ ଦର୍‌କାର୍‌ ରଇବାବେଲେ, ଆମ୍‌କେ ସାଇଜ କର୍‌ସି ।
Laßt uns deshalb mit Zuversicht dem Gnadenthron nahen, damit wir Erbarmen erlangen und Gnade finden, wenn uns Hilfe not ist!

< ଏବ୍‌ରି 4 >