< ଏବ୍ରି 3 >
1 ୧ ଏ ମର୍ ବିସ୍ବାସି ବାଇବଇନିମନ୍, ଜନ୍ଲକ୍ମନ୍କେ କି ପର୍ମେସର୍ ତାର୍ ଲକ୍ ବଲି ବାଚ୍ଲା ଆଚେ, । ଆମେ ଜିସୁର୍ ବିସଇ ଅଲପ୍ ବାବିଦେକୁ । କାଇକେବଇଲେ ଜେତ୍କି ସବୁ ବିସଇ ଆମର୍ ବିସ୍ବାସର୍ ଲାଗି ଆଚେ, ତାକେ ସେ ପର୍ମେସର୍ ବଡ୍ ପୁଜାରି ଇସାବେ ପାଟାଇଲା ।
C'est pourquoi, frères saints, vous qui entrez en partage de la vocation céleste, considérez l'apôtre et le grand prêtre de la foi que nous professons, Jésus,
2 ୨ ମସା ଜେନ୍ତାରି ପର୍ମେସରର୍ କୁଟୁମେ ସତ୍ ବାବେ କାମ୍ କଲା, ସମାନ୍ ସେନ୍ତାରିସେ, ସେ ମିସା ସତ୍ ବାବେ ପର୍ମେସରର୍ ଆଦେସ୍ ମାନ୍ବାକେ ସତ୍ ସଙ୍ଗ୍ କଲା ଆରି ପର୍ମେସର୍ସେ ତାକେ ବାଚି ପାଟାଇରଇଲା ।
qui est fidèle à celui qui l'a établi, comme Moïse a été " fidèle dans toute sa maison. "
3 ୩ ଗର୍ତେଇଅନି ଗର୍ ତିଆର୍କଲା ମେସ୍ତୁରି ଅଦିକ୍ ସନ୍ମାନ୍ ପାଇସି । ସେନ୍ତାରିସେ ଜିସୁ ମସାର୍ଟାନେଅନି ଅଦିକ୍ ବଡ୍ ବଲି ସନ୍ମାନ୍ ମିଲ୍ସି ।
Car il surpasse Moïse en dignité, d'autant que celui qui a construit une maison a plus d'honneur que la maison même.
4 ୪ କାଇକେବଇଲେ ସବୁ ଗର୍ ମେସ୍ତୁରିସେ ତିଆର୍ କର୍ସି । ମାତର୍ ପର୍ମେସର୍ ସବୁ ବିସଇ ତିଆର୍ କଲାଆଚେ ।
— Car toute maison est construite par quelqu'un, et celui qui a construit toutes choses c'est Dieu. —
5 ୫ ମସା ଗତିଦାଙ୍ଗ୍ଡା ଇସାବେ ପର୍ମେସରର୍ ଗରେ କାମ୍ କର୍ତେରଇଲା, ଆରି ପର୍ମେସର୍ ଜନ୍ଟା ଆଇବା ଦିନ୍ମନ୍କେ ଜାନାଇସି, ସେଟାଆକା ସେ କଇରଇଲା ।
Tandis que Moïse a été " fidèle dans toute la maison de Dieu ", en qualité de serviteur, pour rendre témoignage de ce qu'il avait à dire,
6 ୬ ମାତର୍ କିରିସ୍ଟ ଅବ୍କା ଗତିଦାଙ୍ଗ୍ଡାସେ ନ ରଇ ଗଟେକ୍ ପଅ ରଇଲା । ତାର୍ ବାବାର୍ ଗରେ ରଇବା ସବୁ ଦାଇତ୍ ସେ ସତ୍ ବାବେ କଲା । ଆମେ ଜଦି ମୁର୍ଚିରଇକରି ଆସା କଲାଟା ମିଲାଇବୁ ବଲି ଜାଗିରଇଲେ, ତାର୍ କୁଟୁମେ ମିସ୍ବୁ ।
le Christ a été fidèle comme fils, à la tête de sa propre maison, et sa maison c'est nous, pourvu que nous retenions fermement jusqu'à la fin la profession ouverte de notre foi, et l'espérance qui fait notre gloire.
7 ୭ ସୁକଲ୍ ଆତ୍ମା ଜେନ୍ତାର୍ କଇଲାନି, “ଆଜି ଜଦି ତମେ ପର୍ମେସରର୍ କାତା ସୁନ୍ସା,
C'est pourquoi, — comme le dit le Saint-Esprit: " Aujourd'hui, si vous entendez sa voix,
8 ୮ ଜେନ୍ତାର୍, ମରୁବାଲି ବୁଏଁ ତମର୍ ଆନିଦାଦିମନ୍ ମାପ୍ରୁକେ ପରିକା କଲାଇ ଆରି ତାର୍ ବିରଦେ ଟିଆ ଅଇଲାଇ, ସେ ରକାମ୍ ତମେ ନିଜର୍ ମନ୍ ଆଁଟ୍ କରାନାଇ ।”
n'endurcissez pas vos cœurs, comme il arriva au lieu nommé la Contradiction, au jour de la tentation au désert,
9 ୯ କାଇକେବଇଲେ ସେ ଜେତ୍କି କରିରଇବା କାବାଅଇଜିବା କାମ୍ମନ୍ ଚାଲିସ୍ ବରସ୍ଜାକ ଦେକ୍ଲେ ମିସା, ସେମନ୍ ତାର୍ ବପୁକେ ପରିକା କରିଲାଗିରଇଲା ।
où vos pères me provoquèrent pour m'éprouver; cependant, ils avaient vu mes œuvres pendant quarante ans!
10 ୧୦ ସେଟାର୍ପାଇ ପର୍ମେସର୍ ସେ ଲକ୍ମନ୍କେ ରିସାଅଇଲା, ଆରି କଇଲା, ସେମନ୍ ବେଗ୍ଲିକରି ବିନ୍ ବିସଇମନ୍ କରିଲାଗିଆଚତ୍ । ମୁଇ ତିଆର୍ଲାଟା କର୍ବାକେ ନିଚ୍ଲାଇନି ।
Aussi je fus irrité contre cette génération, et je dis: Sans cesse leur cœur s'égare; ils n'ont pas connu mes voies.
11 ୧୧ ସେଟାର୍ ପାଇ ମୁଇ ରିସାଅଇ ସପତ୍କରି କଇଲି, ମୁଇ ଜନ୍ଦେସେ ପୁଣ୍ଡ୍ବାକେ ଦେଇତି, ସେ ଦେସେ କେବେ ମିସା ତମ୍କେ ପୁର୍ବାକେ ନ ଦେଇ ।
Je jurai donc dans ma colère: Ils n'entreront pas dans mon repos: " —
12 ୧୨ ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ଜାଗର୍ତାଅଇ ରୁଆ, ଜେନ୍ତାରିକି ତମର୍ ବିତ୍ରେଅନି କେ ମିସା କାରାପ୍ ମନ୍ ରଇକରି ପର୍ମେସର୍କେ ବିସ୍ବାସ୍ ନ କରା, ଆରି କେ ମିସା ଜିବନ୍ ରଇବା ପର୍ମେସର୍ ଟାନେଅନି ବେଗ୍ଲି ନ ଜା ।
prenez garde, mes frères, qu'il ne se trouve en quelqu'un de vous un cœur mauvais et infidèle, qui lui fasse abandonner le Dieu vivant.
13 ୧୩ ତମର୍ ବିତ୍ରେ କେ ମିସା ପାପର୍ଲାଗି ନାଡାଇ ଅଇବାର୍ ନାଇ । ସେଟାର୍ଲାଗି ତମର୍ ମନ୍ ଆଁଟ୍ ଅଇଜାଇସି । ଆମର୍ ଜିଇବାକାଇବା ଦିନ୍ ସାର୍ବାଜାକ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଏ ବିସଇ ଜାଗ୍ରତ୍ କରାଇବାର୍ ଆଚେ ।
Au contraire exhortez-vous les uns les autres, chaque jour, tant que dure ce temps appelé: " Aujourd'hui! " afin que personne d'entre vous " ne s'endurcisse " séduit par le péché.
14 ୧୪ କାଇକେବଇଲେ ଆମେ ଜଦି ସାରାସାରି ଦିନ୍ ଜାକ ଆମର୍ ବିସ୍ବାସ୍ ଡାଁଟ୍ ସଙ୍ଗ୍ ଦାରିରଇବୁ, ସେନ୍ତାର୍ଆଲେ ଆମେ ସବୁଲକ୍ କିରିସ୍ଟର୍ ସଙ୍ଗ୍ ବାଗ୍ ନେଇ ମିସିକରି ରଇବୁ ।
Car nous sommes entrés en participation du Christ, pourvu que nous retenions fermement jusqu'à la fin le commencement de notre être en lui,
15 ୧୫ ଦରମ୍ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ “ଜଦି ତମେ ଆଜି ପର୍ମେସରର୍ ବାକିଅ ସୁନ୍ସା, ତମର୍ ଆନିଦାଦିମନ୍ ଜେନ୍ତି ତାକର୍ ମନ୍ ଆଁଟ୍କରି ତାକେ ବିରଦ୍ କଲାଇ, ସେନ୍ତାରି ତମର୍ ମନ୍ ଆଁଟ୍ କରାନାଇ ।”
pendant qu'il nous est dit encore: " Aujourd'hui, si vous entendez sa voix, n'endurcissez pas vos cœurs, comme au lieu appelé la Contradiction. "
16 ୧୬ ପର୍ମେସରର୍ ବାକିଅ ସୁନିକରି ମିସା ଜେତ୍କି ଲକ୍ ତାକେ ବିରଦ୍ କଲାଇ, ସେ ଲକ୍ମନ୍ କେ? ଜନ୍ ଲକ୍ମନ୍କେ ମସା ମିସର୍ଦେସେଅନି ବାର୍କରାଇ ଆନିରଇଲା ସେମନ୍ ନ ଅଅତ୍ କି?
Qui sont, en effet, ceux qui, après " avoir entendu la voix de Dieu ", se révoltèrent? Mais ne sont-ce pas tous ceux qui étaient sortis de l'Egypte sous la conduite de Moïse?
17 ୧୭ ଚାଲିସ୍ ବରସ୍ ଜାକ ପର୍ମେସର୍ କନ୍ ଲକ୍ମନ୍କେ ରିସା ଅଇରଇଲା, ସେମନ୍ କେ? ଜନ୍ ଲକ୍ମନ୍ କି ପାପ୍ କରିରଇଲାଇ ଆରି ମରୁବାଲି ବୁଏଁ ମରିଜାଇରଇଲାଇ, ସେମନ୍ ନଅତ୍ କି?
Et contre qui Dieu fut-il " irrité pendant quarante ans! " N'est-ce pas contre ceux qui avaient péché, et dont les cadavres jonchèrent le désert?
18 ୧୮ ପର୍ମେସର୍ ଜେବେ ସପତ୍କରି କଇରଇଲା ଜେ, ସେମନ୍ ତାର୍ ପୁଣ୍ଡ୍ବାଦେସେ କେବେମିସା ପୁରି ନାପାରତ୍, ସେବେଲେ ସେ କନ୍ ଲକ୍ମନ୍କେ କଇରଇଲା? ଜନ୍ଲକ୍ମନ୍ ତାର୍ କାତା ନିଚ୍ତେ ରଇଲାଇ ସେମନ୍କେସେ ।
" Et à qui jura-t-il qu'ils n'entreraient pas dans son repos ", sinon à ceux qui avaient désobéi?
19 ୧୯ ଆମେ ଏନ୍ତାରି ଜାନୁ ଜେ, ସେମନ୍ ବିସ୍ବାସ୍ କରତ୍ ନାଇଜେ ପର୍ମେସର୍ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍ ପୁରି ନାପାର୍ଲାଇ ।
En effet nous voyons qu'ils ne purent y entrer à cause de leur désobéissance.