< ଏବ୍ରି 2 >
1 ୧ ଆମେ ଜେନ୍ତିକି ସତ୍ଟାନେଅନି ବିନେ ନ ବେଗ୍ଲୁ, ସେଟାର୍ପାଇ ଆମେ ସୁନିରଇବା ସତ୍ ବାକିଅଟାନେ ଡାଁଟ୍ଅଇ ରଇବା ଦର୍କାର୍ ।
(On this account, we ought to attend the more earnestly to the things which were heard; lest at any time we should left them slip.
2 ୨ କାଇକେ ବଇଲେ ପୁର୍ବେ ପର୍ମେସର୍ ସରଗ୍ ଦୁତ୍ମନର୍ ଅନି ଜାନାଇ ଆଚେ, ସେଟା ସତ୍ ବଲି ପର୍ମାନ୍ ଅଇଆଚେ, ଜନ୍ ଲକ୍ମନ୍ ସେଟା ମାନତ୍ ନାଇ, ସେମନ୍ ଡଣ୍ଡ୍ ପାଇଆଚତ୍ ।
For if the word spoken by angels was firm, and every transgression and disobedience received a just retribution;
3 ୩ ତେବେ ଏନ୍ତାରି ରଇବା ବଡ୍ ମୁକ୍ତି ଆମେ ଏଲା କରିଦେଲେ କେନ୍ତି ରକିଆ ପାଇବାର୍ ଅଇସି? ଏ ମୁକ୍ତିର୍ ବିସଇ ପର୍ତମେ ମାପ୍ରୁ ନିଜେ ଜାନାଇ ଆଚେ ଆରି ତାର୍ଟାନେଅନି ସୁନିରଇବା ଲକ୍ମନ୍ ତେଇର୍ ସତ୍ ଆମର୍ଟାନେ ପର୍ମାନ୍ କରି ଜାନାଇ ଆଚତ୍ ।
how shall we escape if we neglect so great salvation? which, beginning to be spoken by the Lord, was confirmed to us by them who heard him;
4 ୪ ସେମନ୍ ପର୍ମାନ୍ କଲାଟା ସତ୍ ବଲି ପର୍ମେସର୍ ମିସା ସାକିଦେଲା । କାଇକେବଇଲେ ସେ ସେମନ୍କେ, କେତେ ରକାମର୍ ଚିନ୍ ଆରି କାବାଅଇଜିବା କାମ୍ମନ୍, ନ ଗଟ୍ବା ଗଟ୍ନାମନ୍ କର୍ବାକେ ବପୁଦେଲା । ତାର୍ ମନ୍ କଲା ଇସାବେ ସୁକଲ୍ଆତ୍ମାର୍ ଦାନ୍ ମିସା ସେମନ୍କେ ବାଟାକରି ଦେଇ ରଇଲା ।
God, also, bearing witness, both by signs and wonders, and divers miracles, and distributions of the Holy Spirit, according to his own pleasure.)
5 ୫ ପର୍ମେସର୍ ନୁଆ ଜଗତ୍ ତିଆର୍ କର୍ସି । ଆରି ଆମେ ଜନ୍ ଜଗତର୍ କାତା କଇଲୁନି, ତେଇର୍ ସାସନ୍ କର୍ବାକେ, ସେ ସରଗର୍ ଦୁତ୍ମନ୍କେ ବାଚିକରି ମିସାଏ ନାଇ ।
Moreover, he has not subjected to the angels the world to come, of which we are speaking.
6 ୬ କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ, “ଏ ପର୍ମେସର୍, ମୁନୁସ୍ କେ ଜେ ତମେ ତାର୍ପାଇ ଚିନ୍ତା କଲାସ୍ନି? ଆରି ମୁନୁସ୍ ଏତେକ୍ ଇନ୍ ଅଇଲେ ମିସା ତାକେ ଜତନ୍ କଲାସ୍ନି ।
But one in a certain place has testified, saying, "What is man that thou art mindful of him--or the son of man, that thou dost regard him?
7 ୭ ତମେ ତାକେ ସରଗର୍ ଦୁତ୍ମନର୍ ଟାନେଅନି ଅଲପ୍ ଉନା କରି ଆଚାସ୍ । ସେମନ୍କେ ମଇମା ଆରି ଡାକ୍ପୁଟା କରିଆଚାସ୍ ।
Thou hast made him a little lower than the angels; thou hast crowned him with glory and honor,
8 ୮ ସବୁ ବିସଇର୍ ଉପ୍ରେ ସାସନ୍ କର୍ବାକେ ଅଦିକାର୍ ଦେଇଆଚାସ୍ ।” ଇତି ଲେକାଅଇଆଚେ, କାଇ ବିସଇ ନ ଚାଡି ମୁନୁସ୍କେ ସବୁ ବିସଇ ଉପ୍ରେ ସାସନ୍ କର୍ବାକେ ଦେଇଆଚେ । ଇତିଅନି ଜାନାପଡି ଗାଲାନିଜେ ସବୁ ବିସଇ ତାର୍ ଅଦିକାରେ ଆଚେ । ମୁନୁସ୍ ଏବେ ସବୁ ବିସଇର୍ ଉପ୍ରେ ଅଦିକାର୍ କରେ ନାଇତା । ଏଟା ଏବେ ଆମେ ଜାନ୍ଲୁନି ।
thou hast put all things under his feet." Now, by putting all things in subjection to him, he left nothing that is not subject to him; but now, we do not yet see all things subjected to him;
9 ୯ ଆମେ ଦେକ୍ଲୁନି, ଜିସୁ କେନ୍ତି ଚନେକର୍ପାଇ ସରଗର୍ ଦୁତ୍ମନର୍ ଟାନେଅନି ତଲେ ଅଇରଇଲା । ଆରି ଜେନ୍ତିକି ସେ ପର୍ମେସରର୍ ଦୟା ପାଇକରି ସବୁଲକର୍ ପାଇ ଜନ୍ ଦୁକ୍ କସ୍ଟ ପାଇକରି ମଲା, ସେ ମରନର୍ ଲାଗି ଏବେ ଆମେ ତାକେ ମଇମା ଆରି ଡାକ୍ପୁଟା ଅଇଲାଟା ଦେକ୍ଲୁନି ।
but we see Jesus, who was made a little lower than the angels, that he, by the favor of God, might taste death for all; for the suffering of death, crowned with glory and honor!
10 ୧୦ ପର୍ମେସର୍ ସବୁ ବିସଇ ତିଆର୍କରି ସଙ୍ଗଇଲା ଆଚେ । ସେଟାର୍ପାଇ ଜିସୁକେ ଦୁକ୍ କସ୍ଟ ପାଇବାକେ ସେ ଦେଲା । ଏନ୍ତାରି ଅଇ ସେ ସିଦ୍ ଅଇଲା ଆରି ଆମର୍ ବିତ୍ରେଅନି ବେସି ଲକ୍, ତାର୍ ପଅ ଅଇଗାଲୁ । ଜେନ୍ତାରି କି ଆମେ ମିସା ତାର୍ ମଇମା କଲାଟାନେ ମିସ୍ବୁ, କାଇକେବଇଲେ ଜିସୁ ପାପର୍ ଡଣ୍ଡେଅନି ଆମ୍କେ ମୁକ୍ଲାଇଲା ।
For it became him, for whom are all things, and by whom are all things, to make him, who leads many sons to glory--even the Captain of their Salvation--perfect through sufferings.
11 ୧୧ ସେ ଆମ୍କେ ପାପେ ଅନି ସୁକଲ୍ କଲାଆଚେ । ଆରି ଆମେ ଜେ କି ସୁକଲ୍ ଅଇଆଚୁ, ଆରି ଜେ କି ଆମ୍କେ ସୁକଲ୍ କରିଆଚେ, ନର୍ଲକ୍ମନର୍ ଗଟେକ୍ ସେ ବାବା । ଏଟାର୍ଲାଗି ଜିସୁ ସେମନ୍କେ ବାଇବଇନି ବଲିକରି କଇବାକେ ଲାଜ୍ ଅଏ ନାଇ । ମାତର୍ ତାର୍ କୁଟୁମ୍ ବଲି ଡାକ୍ସି ।
For both he who sanctifies, and they who are sanctified, are all of one Father; for which cause he is not ashamed to call them brethren;
12 ୧୨ ଜିସୁ ପର୍ମେସର୍କେ କଇଲା ଆଚେ, “ମୁଇ ତମର୍ ସବୁଜାକ କାମ୍ ମର୍ ବାଇମନ୍କେ ଜାନାଇବି । ସେମନ୍ ରୁଣ୍ଡ୍ଲାଟାନେ ତମ୍କେ ସୁମର୍ନା କର୍ବି ।”
saying, "I will announce thy name to my brethren: in the midst of the congregation I will sing praises to thee."
13 ୧୩ ସେ ଏନ୍ତାରି ମିସା କଇଲାଆଚେ, “ପର୍ମେସର୍ଟାନେ ମୁଇ ଆସା କର୍ବି ।” ଆରି ସେ କଇଲା, “ପର୍ମେସର୍ ମକେ ଦେଲା ପିଲାଟକିମନ୍, ମର୍ସଙ୍ଗ୍ ଆଚତ୍ ।”
And, again, "I will put my trust in him." And again, "Behold I, and the children whom God has given me."
14 ୧୪ ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା ।
Since, then, the children partook of flesh and blood; he, also, in like manner, partook of these; that, through death, he might vanquish him who had the power of death, that is, the devil;
15 ୧୫ ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
and deliver them, who, through fear of death, were all their lifetime subject to bondage.
16 ୧୬ ଇତିଅନି ନିକ କରି ଜାନିଅଇଲାନି ଜେ, ସେ ସରଗର୍ ଦୁତ୍ମନ୍କେ ସାଇଜ କରେନାଇ । ତାର୍ ବାଦୁଲେ ଆମେ ଜନ୍ଲକ୍ମନ୍ କି ଅବ୍ରାଆମର୍ ବଁସର୍ ନାତିତିତି ବଲି ଏଜାଇଅଇଲୁନି, ସେ ଆମ୍କେ ସାଇଜ କଲାନି ।
For, indeed, he has not at all assumed the nature of angels; but he has assumed the seed of Abraham.
17 ୧୭ ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
Hence, it was necessary for him to be made like his brethren in all things; that he might be a merciful and faithful High Priest, in matters pertaining to God, in order to expiate the sins of the people;
18 ୧୮ ସେ ଦୁକ୍କସ୍ଟ ପାଇଲା ଆରି ପରିକା କରାଇ ଅଇଲା, ଏବେ ଆମେ ଜେତ୍କି ଲକ୍ ପରିକା କରାଇଅଇଲୁନି, ଆମ୍କେ ସବୁକେ ସାଇଜ କରିପାର୍ସି ।
for, by what he suffered himself, when tried; he is able to succor them who are tried.