< ଏବ୍ରି 11 >
1 ୧ ତେବେ ବିସ୍ବାସ୍ ଆଲେ କାଇଟା? ଜନ୍ ବିସଇର୍ ପାଇ ଆମେ ଆସା କଲୁନି, ସେଟା ସିଦ୍ ଅଇସି ଆକା ବଲି ଆମର୍ ମନେ ଜାନ୍ବାଟା ଅଇଲାନି ବିସ୍ବାସ୍ । ଆରି ଜନ୍ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍ବାଟା, ମିସା ବିସ୍ବାସ୍ ।
Ahora bien, la fe es la certeza de lo que se espera, la prueba de lo que no se ve.
2 ୨ ପୁର୍ବେ ରଇବା ଆମର୍ ଆନିଦାଦିମନର୍ ବିସ୍ବାସର୍ ଲାଗି ପର୍ମେସର୍ ସେମନ୍କେ ମନ୍କଲା ।
Pues con esto, los ancianos obtuvieron la aprobación.
3 ୩ ଆମର୍ ବିସ୍ବାସର୍ଲାଗି, ଏ ଜଗତ୍ ଆରି ତେଇ ରଇବା ସବୁଜାକ ପର୍ମେସରର୍ ଆଦେସ୍ ଇସାବେ ତିଆର୍ ଅଇଲାଆଚେ ବଲି ଆମେ ଜାନ୍ଲୁନି । ତେବେ ଜନ୍ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍ ଅଇଆଚେ । (aiōn )
Por la fe entendemos que el universo ha sido creado por la palabra de Dios, de modo que lo que se ve no ha sido hecho de cosas visibles. (aiōn )
4 ୪ ଏବଲର୍ ବିସଇ ବାବି ଦେକୁ । ତାର୍ ବିସ୍ବାସର୍ ଲାଗି ସେ ଜନ୍ଟା ପର୍ମେସର୍କେ ସର୍ପି ଦେଇରଇଲା, ତାର୍ ବାଇ କଇନ୍ ଦେଲାଟାନେଅନି ନିକରଇଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ବଲି ଏଜାଇଲା । ସେ ସର୍ପିଦେଲାଟା ପର୍ମେସର୍ ମାନ୍ଲାକେ ଆମେ ଏଟା ଜାନ୍ଲୁନି । ତେବର୍ପାଇ ଏବଲ୍ ମରିଗାଲେମିସା ତାର୍ ବିସ୍ବାସର୍ ଲାଗି, ସେ ଆମ୍କେ କାଇକାଇଟା କଇଲାନି ।
Por la fe, Abel ofreció a Dios un sacrificio más excelente que el de Caín, por el cual se le dio testimonio de que era justo, dando Dios testimonio con respecto a sus dones; y por él, estando muerto, todavía habla.
5 ୫ ଆରି ଗଟେକ୍ ଲକ୍ ରଇଲା ଇନକ୍, ତାର୍ ବିସ୍ବାସର୍ ଲାଗି ସେ ମରେନାଇ, ମାତର୍ ଜିବନ୍ ରଇତେ ତାକେ ପର୍ମେସର୍ ଦାରିଗାଲା । ତେବେ ସେମନ୍ ତାକେ କଜ୍ଲାଇ ମିସା ମିଲାଇ ନାପାର୍ଲାଇ । କାଇକେବଇଲେ ପର୍ମେସର୍ ତାକେ ନେଇରଇଲା । ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍ତୁ ପର୍ମେସର୍ ତାକେ ମନ୍ କରିରଇଲା ।
Por la fe, Enoc fue trasladado para no ver la muerte, y no fue encontrado, porque Dios lo trasladó. Pues se le ha dado testimonio de que antes de su traslado había sido agradable a Dios.
6 ୬ ତେବର୍ପାଇ ଜନ୍ ଲକ୍ମନ୍ ପର୍ମେସରର୍ ଲଗେ ଆଇବାକେ ମନ୍ କଲାଇନି, ପର୍ମେସର୍ ଆଚେ ବଲି ବିସ୍ବାସ୍ କର୍ବାର୍ ଆଚେ । ଜେତ୍କି ଲକ୍ମନ୍ ତାକେ କଜ୍ବାଇ, ସେ ସେମନର୍ ଆସା କଲାଟା ପୁରାପୁରୁନ୍ କର୍ସି ।
Sin fe es imposible agradar a Dios, pues el que se acerca a él debe creer que existe y que es remunerador de los que lo buscan.
7 ୭ ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।
Por la fe, Noé, advertido de cosas que aún no se veían, movido por un temor piadoso, preparó una nave para la salvación de su casa, mediante la cual condenó al mundo y se hizo heredero de la justicia que es según la fe.
8 ୮ ଅବ୍ରାଆମ୍ ମିସା ତାର୍ ବିସ୍ବାସର୍ ଲାଗି ପର୍ମେସରର୍ କାତା ମାନ୍ଲା । ପର୍ମେସର୍ ତାର୍ପାଇ ସଙ୍ଗଇରଇବା ଗଟେକ୍ ଦେସେ ଜା ବଲି କଇଲାକେ, ସେ ଦାପ୍ରେ ମାନ୍ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍ କଲା ।
Por la fe, Abraham, cuando fue llamado, obedeció para salir al lugar que iba a recibir como herencia. Salió sin saber a dónde iba.
9 ୯ ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍ଦେସର୍ ଲକ୍ ପାରା ତୁମ୍ ଟାନି ରଇଲା । ସେନ୍ତାରିସେ ତାର୍ ପଅ ଇସାକ୍ ଆରି ଜାକୁବ୍ ତାର୍ ନାତି ମିସା ପର୍ମେସର୍ କାତା ଦେଇରଇଲାଟା ମିଲାଇବାଟାନେ ମିସ୍ଲାଇ ।
Por la fe vivió como un extranjero en la tierra prometida, como en una tierra que no era la suya, habitando en tiendas con Isaac y Jacob, herederos con él de la misma promesa.
10 ୧୦ ଅବ୍ରାଆମ୍ ସେନ୍ତାରି ଜାଗାଇ ମୁର୍ଚିକରି ରଇଲା । କାଇକେବଇଲେ ପର୍ମେସର୍ ତିଆର୍ କଲା ସବୁଦିନ୍ ରଇବା ସରଗର୍ ନଅରେ ରଇବି ବଲି ସେ ଆସାକଲା ।
Porque buscaba la ciudad que tiene fundamentos, cuyo constructor y artífice es Dios.
11 ୧୧ ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ବେସି ଡକ୍ରା ରଇଲା ମିସା ଆରି ତାର୍ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍ମେସର୍ କାତା ଦେଇରଇଲାଟା ସିଦ୍ କର୍ସିଆକା ବଲି ସେ ଜାନିରଇଲା ।
Por la fe, hasta la misma Sara recibió poder para concebir, y dio a luz a un niño cuando ya había pasado la edad, ya que consideraba fiel al que había prometido.
12 ୧୨ ଅବ୍ରାଆମ୍ କୁଲ୍କୁଲା ଡକ୍ରା ଅଇଲାକେ ସେ ପିଲାଜିଲା କରି ନାପାର୍ଲା । ଅଇଲେମିସା ତାର୍ ନାତିତିତିମନ୍ ବାଦଲର୍ ତାରା ପାରା ଆରି ସମ୍ଦୁରେ ରଇବା ବାଲି ପାରା ଜବର୍ ଅଇଗାଲାଇ ।
Por tanto, tantos como las estrellas del cielo en multitud, y tan innumerables como la arena que está a la orilla del mar, fueron engendrados por un solo hombre, y él como muerto.
13 ୧୩ ଏ ସବୁ ଲକ୍ମନ୍ ସେମନ୍ ମଲାବେଲେ ମିସା ପର୍ମେସର୍କେ ବିସ୍ବାସ୍ କର୍ତେ ରଇଲାଇ । ପର୍ମେସର୍ ସେମନ୍କେ କାତା ଦେଇରଇଲାଟା, ସେମନ୍ ଜିବନ୍ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍ଟା ପାଇବାଇ, ସେଟା ଦୁରିକେଅନି ଦେକ୍ଲାପାରା ଦେକି ସାର୍ଦା ଅଇଲାଇ । ଏ ଜଗତେ ସେମନ୍ ବିନ୍ ଦେସର୍ ପାରା ଆରି ନିଜର୍ ଦେସେ ନ ରଇଲା ଲକର୍ପାରା ମାନିଅଇକରି ରଇଲାଇ ।
Todos estos murieron en la fe, sin haber recibido las promesas, pero habiéndolas visto y abrazado de lejos, y habiendo confesado que eran extranjeros y peregrinos en la tierra.
14 ୧୪ ସେମନ୍ ମାନିଅଇ ରଇଲାଟାନେ ଅନି ଆମେ ଜାନ୍ବୁ ଜେ, ସେମନ୍ ନିଜର୍ଟା ବଲି ଜାନାଇବା ଗଟେକ୍ ଦେସ୍ କଜ୍ତେ ରଇଲାଇ ।
Porque los que dicen tales cosas dejan claro que buscan un país propio.
15 ୧୫ ସେମନ୍ ଚାଡିକରି ଆସିରଇବା ଦେସ୍ ବିସଇନେଇ ଚିନ୍ତା କରତ୍ନାଇ । ସେନ୍ତାରି କର୍ତାଇଆଲେ, ସେମନ୍ ବାଉଡ୍ବାକେ ଅଇତା ।
Si en verdad hubieran pensado en la patria de la que salieron, habrían tenido tiempo suficiente para regresar.
16 ୧୬ ସେମନ୍ ଚାଡିଆଇଲା ନଅର୍ତେଇଅନି ଅଦିକ୍ ନିକ ଗଟେକ୍ ନଅରର୍ ପାଇ ତାକର୍ ଆଁକି ରଇଲା । କାଇକେବଇଲେ, ସେମନ୍ ସରଗ୍ ଦେସ୍ ପାରାଟା କଜ୍ତେରଇଲାଇ । ସେମନ୍ ତାକେ ପର୍ମେସର୍ ବଲି ଡାକ୍ଲାର୍ ପାଇ, ସେ ଲାଜ୍ ଅଏନାଇ । କାଇକେବଇଲେ ସେ ତାକର୍ପାଇ ଗଟେକ୍ ନଅର୍ ତିଆର୍କଲା ଆଚେ ।
Pero ahora desean un país mejor, es decir, uno celestial. Por eso Dios no se avergüenza de ellos, para ser llamado su Dios, pues les ha preparado una ciudad.
17 ୧୭ ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ଜେଡେବେଲେ ପର୍ମେସର୍ ତାକେ ପରିକା କଲା, ସେ ତାର୍ ପଅକେ ବଲି ଇସାବେ ସର୍ପି ଦେଲା । ମାତର୍ ପର୍ମେସର୍ କାତା ଦେଇରଇଲାଟାନେ ଅବ୍ରାଆମର୍ ବିସ୍ବାସ୍ ଡାଁଟ୍ ରଇଲା । ଆରି ସେ ତାର୍ ଗଟେକ୍ ବଲି ପଅ ଇସାକ୍କେ ବଲି ଇସାବେ ଦେବାକେ ରାଜି ରଇଲା ।
Por la fe, Abraham, siendo probado, ofreció a Isaac. Sí, el que había recibido gustosamente las promesas ofrecía a su hijo unigénito,
18 ୧୮ ତାର୍ ପଅ ଇସାକର୍ ଲାଗି, ତାର୍ ନାତିତିତିମନ୍ ଜବର୍ ଅଇଜିବାଇ ବଲି ପର୍ମେସର୍ ତାକେ କାତା ଦେଇରଇଲା ।
al que se le dijo: “Tu descendencia será contada como de Isaac”,
19 ୧୯ ଜଦି ଇସାକ୍ ମରିଗାଲେ, ପର୍ମେସର୍ ତାକେ ଜିବନ୍ କରି ଉଟାଇପାର୍ସି ବଲି ଅବ୍ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍ ଅଇକରି ପାଇଲା ପାରା ସେ ରଇଲା ।
concluyendo que Dios es capaz de resucitar incluso de entre los muertos. En sentido figurado, también lo recibió de entre los muertos.
20 ୨୦ ଇସାକ୍ ତାର୍ ବିସ୍ବାସର୍ ଲାଗି, ତାର୍ ପଅମନ୍ ଜାକୁବ୍ ଆରି ଏସ୍ଅକେ ଆଇବା ଦିନ୍ମନର୍ ପାଇ ଆସିର୍ବାଦ୍ ଦେଲା ।
Por la fe, Isaac bendijo a Jacob y a Esaú, incluso en lo que respecta a las cosas por venir.
21 ୨୧ ଜାକୁବ୍ ତାର୍ ବିସ୍ବାସର୍ ଲାଗି, ସେ ମର୍ବା ବେଲେ ତାର୍ ନାତିତିତିମନ୍ ଜେ କି ଜସେପର୍ ପଅମନ୍କେ ଆସିର୍ବାଦ୍ କଲା । ସେ ଦାରିକରି ଇଣ୍ଡ୍ବା ଡାଙ୍ଗ୍ ଉପ୍ରେ ଆଉଜି କରି ପର୍ମେସର୍କେ ଉପାସନା କଲା ।
Por la fe, Jacob, cuando estaba muriendo, bendijo a cada uno de los hijos de José, y adoró apoyándose en la punta de su bastón.
22 ୨୨ ଜସେପ୍ ତାର୍ ବିସ୍ବାସର୍ ଲାଗି ସେ ମର୍ବାବେଲେ ଆଇବା ଦନ୍ମନ୍କେ ଇସ୍ରାଏଲର୍ ଲକ୍ମନ୍ ସବୁ ମିସର୍ ଦେସ୍ ଚାଡି ଜିବାଇ ବଲି କଇରଇଲା । ଆରି ତାର୍ ମଲା ଗାଗଡ୍ସଙ୍ଗ୍ କାଇଟା କର୍ବାର୍ ଆଚେ ବଲି ସେମନ୍କେ ତିଆରି ରଇଲା ।
Por la fe, José, cuando se acercaba su fin, hizo mención de la partida de los hijos de Israel y dio instrucciones sobre sus huesos.
23 ୨୩ ମସାର୍ ଆୟାବାବାମନ୍ ତାକର୍ ବିସ୍ବାସର୍ ଲାଗି ଏବ୍ରିଅମନର୍ ପିଲାଟକିକେ ମରାଇବାର୍ ଆଚେ ବଲି ରାଜା ଆଦେସ୍ ଦେଇରଇଲା ମିସା, ସେମନ୍ ମସା ଜନମ୍ ଅଇଲାକେ ତାକେ ତିନ୍ମାସ୍ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍ ସୁନ୍ଦର୍ ପିଲା ବଲି ସେମନ୍ ଦେକ୍ଲାଇ । ରାଜା ଆଦେସ୍ କଲାଟାକେ ସେମନ୍ ଡରତ୍ ନାଇ ।
Por la fe, Moisés, cuando nació, fue escondido durante tres meses por sus padres, porque vieron que era un niño hermoso; y no tuvieron miedo del mandato del rey.
24 ୨୪ ମସା ତାର୍ ବିସ୍ବାସର୍ ଲାଗି, ସେ ବଡ୍ ଅଇଲାକେ ରାଜାର୍ ଜିଇର୍ ପିଲା ବଲାଇଅଇବାକେ ମନ୍ କରି ନ ରଇଲା ।
Por la fe, Moisés, una vez crecido, rehusó ser llamado hijo de la hija del Faraón,
25 ୨୫ ଚନେକର୍ପାଇ ସାର୍ଦା ଦେବା ପାପ୍ କର୍ବାତେଇଅନି, ପର୍ମେସରର୍ ଲକ୍ମନର୍ ସଙ୍ଗ୍ କସ୍ଟ ଅଇରଇବାଟା ଅଦିକ୍ ନିକ ବଲି ସେ ବାବ୍ଲା ।
prefiriendo compartir los malos tratos con el pueblo de Dios que gozar por un tiempo de los placeres del pecado,
26 ୨୬ ମସିଅର୍ ଲାଗି ଲାଜ୍ପାଇ ମୁର୍ଚିକରି ରଇବାଟା ମିସର୍ ଦେସେଅନି ମିଲାଇରଇବା ବଡ୍ ଦନ୍ ସଁପତିତେଇଅନି ଅଦିକ୍ ନିକଟା ବଲି ସେ ବାବ୍ଲା । ଆଇବା ଦିନ୍ମନ୍କେ ମିଲାଇବା ପୁରୁସ୍କାର୍ଟାନେ ସେ ଆଁକିପାକାଇ ରଇଲା ।
considerando que el oprobio de Cristo era mayor riqueza que los tesoros de Egipto, pues esperaba la recompensa.
27 ୨୭ ତାର୍ ବିସ୍ବାସର୍ ଲାଗି, ସେବେଲେ ସେ ମିସର୍ଦେସ୍ ଚାଡିଆଇଲା । କାଇକେବଇଲେ, ସେ ରାଜାର୍ ରିସା ଡରେନାଇ । ଆକିସଙ୍ଗ୍ ଦେକି ନାପାର୍ବା ପର୍ମେସର୍କେ ଦେକ୍ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
Por la fe salió de Egipto, sin temer la ira del rey; pues aguantó como quien ve al que es invisible.
28 ୨୮ ତାର୍ ବିସ୍ବାସର୍ ଲାଗି ସେ ନିସ୍ତାର୍ ପରବ୍ ମାନ୍ଲା ଆରି ଇସ୍ରାଏଲ୍ ଲକ୍ମନର୍ ରଇବା ଗରର୍ କାପାଟେ, ଗଟେକ୍ ମେଣ୍ଡାପିଲାର୍ ବନି ଚିଚ୍ବାକେ ଆଦେସ୍ ଦେଲା । ସେ ଏନ୍ତାରି କଲାକେ ପର୍ମେସରର୍ ଦୁତ୍ ଇସ୍ରାଏଲ୍ ଲକ୍ମନର୍ ପଣୁଆ ପିଲାମନ୍କେ ମରାଏ ନାଇ ।
Por la fe guardó la Pascua y la aspersión de la sangre, para que el destructor de los primogénitos no los tocara.
29 ୨୯ ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଲଇତ୍ ନାଉଁର୍ ସମ୍ଦୁର୍ ବିତ୍ରେ ସୁକ୍ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ । ସେମନ୍କେ କେଦି ଆନ୍ତେରଇବା ମିସର୍ ଦେସର୍ ଲକ୍ମନ୍, ସେନ୍ତାରି ଲଙ୍ଗ୍ବାକେ ଚେସ୍ଟା କଲାଇଜେ ସେମନ୍ ସବୁଲକ୍ ବୁଡିଗାଲାଇ । କାଇକେବଇଲେ ଜନ୍ ସମ୍ଦୁରେ ସେମନ୍ ଇଣ୍ଡ୍ବା ବେଲେ ପାନି ଦୁଇବାଗ୍ ଅଇରଇଲା, ପର୍ମେସର୍ ସେ ପାନି ମିସାଇଦେଲା ।
Por la fe pasaron el Mar Rojo como por tierra firme. Cuando los egipcios intentaron hacerlo, fueron tragados.
30 ୩୦ ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଜିରିକର୍ ପାଚୁରିତେଇ ଆସି ସାତ୍ ଦିନ୍ ଜାକ ତେଇ ବୁଲ୍ଲାକେ ତାର୍ ପାଚୁରି ବସ୍ଲିଗାଲା ।
Por la fe, las murallas de Jericó se derrumbaron después de haber sido rodeadas durante siete días.
31 ୩୧ ଜେରିକର୍ ନଅରେ ରଇବା ରାଆବ୍ ନାଉଁର୍ ଗଟେକ୍ ବେସିଆ ମାଇଜି, ତାର୍ ବିସ୍ବାସର୍ ଲାଗି ପର୍ମେସର୍କେ ନ ମାନିକରି ରଇବା ଲକର୍ ସଙ୍ଗ୍ ମରେନାଇ । ଇସ୍ରାଏଲର୍ କବର୍ ନେବା ଲକ୍ମନ୍ ଲୁଚ୍ତେ ନଅରେ ଆଇଲାବେଲେ ରାଆବ୍ ସେମନ୍କେ ସାଇଜ କଲା ।
Por la fe, Rahab la prostituta no pereció con los desobedientes, habiendo recibido a los espías en paz.
32 ୩୨ ମୁଇ ଇତି ତେବ୍ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍ କଲେ, ଗିଦିୟନ୍, ବାରାକ୍, ସାମ୍ସନ୍, ଜେପ୍ତା, ସାମୁଏଲ୍, ଆରି ବବିସତ୍ବକ୍ତାମନର୍ ବିସ୍ବାସ୍ ବିସଇ କାତା ଅଇବାକେ ବେଲା ନ କେଟେ ।
¿Qué más puedo decir? Porque me faltaría tiempo si contara lo de Gedeón, Barac, Sansón, Jefté, David, Samuel y los profetas,
33 ୩୩ ତାକର୍ ବିସ୍ବାସର୍ ଲାଗି କେତେକ୍ ଲକ୍ ରାଇଜେ ଜୁଇଦ୍ କରି ଜିତ୍ଲାଇ । ବିନ୍ଲକ୍ମନ୍ ଦରମ୍ ଚଲାଚଲ୍ତିକରି ପର୍ମେସର୍ କାତା ଦେଇରଇବାଟା ମିଲାଇଲାଇ । ସେମନ୍ ବାଦ୍ରା ସିଅଁମନ୍କେ ଆରାଇଲାଇ ।
que por la fe sometieron reinos, obraron la justicia, obtuvieron promesas, taparon la boca de los leones,
34 ୩୪ ବିନ୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଜବର୍ ଜଇଲାଚ୍ଲାଇ ମିସା ପଡତ୍ନାଇ, । କାଣ୍ଡାତେଇଅନି ରକିଆ ପାଇଲାଇ । ସେମନ୍ ଦୁର୍ବଲ୍ ରଇଲାଇ । ମାତର୍ ତାକର୍ ବିସ୍ବାସର୍ ଲାଗି ଡାଟ୍ ଅଇଲାଇ । ଜୁଇଦ୍କର୍ବାକେ ବପୁ ଅଇଲାଇ । ସତ୍ରୁମନର୍ ସଇନମନ୍କେ ଆରାଇଲାଇ ।
apagaron el poder del fuego, escaparon del filo de la espada, de la debilidad se hicieron fuertes, se hicieron poderosos en la guerra e hicieron huir a los ejércitos extranjeros.
35 ୩୫ କେତେଟା ମାଇଜିମନ୍ ମିସା ତାକର୍ ବିସ୍ବାସର୍ ଲାଗି ସେମନର୍ କୁଟୁମର୍ ଲକ୍ମନ୍କେ ମଲାତେଇଅନି ଜିବନ୍ ଅଇତେ ମିଲାଇଲାଇ । ବିସ୍ବାସିମନ୍କେ ବନ୍ଦିକରି ନେଲାଇ । ସେମନ୍ ମର୍ବାଜାକ ଦୁକ୍ କସ୍ଟ ପାଇଲେ ମିସା ତାକର୍ ବିସ୍ବାସ୍ ଚାଡତ୍ ନାଇ । ଆଇବା ଦିନ୍ମନ୍କେ ଅଦିକ୍ ନିକ ଜିବନ୍ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।
Las mujeres recibieron a sus muertos por resurrección. Otros fueron torturados, no aceptando su liberación, para obtener una mejor resurrección.
36 ୩୬ କେତେ ଲକ୍କେ କିଜାଇଲାଇ, କର୍ଡା ମାରାଇଲାଇ, ବିନ୍ ଲକ୍ମନ୍କେ ବାନ୍ଦିକରି ଜଇଲେ ପୁରାଇଲାଇ,
Otros fueron juzgados por medio de burlas y azotes, sí, más aún, por medio de prisiones y encarcelamientos.
37 ୩୭ ବିନ୍ ଲକ୍ମନ୍କେ ପାକ୍ନା ମାରାଇ ମରାଇଲାଇ, । ଦୁଇପଡାକରି କାଟାଇଲାଇ, କାଣ୍ଡା ସଙ୍ଗ୍ ମାରାଇଲାଇ । କେତେକ୍ ଲକ୍ ତାକର୍ ବିସ୍ବାସ୍ ଚାଡତ୍ନାଇକେ ଅବ୍କା ଚେଲିମେଣ୍ଡା ଚାମ୍ସେ ଲୁଗାର୍ପାଇ ରଇଲା । ସେମନ୍ ବେସି ଅର୍କିତ୍ ରଇଲାଇ । ସେମନ୍କେ ସାଦ୍ବାନ୍ଦ୍ କରି ତାଡ୍ନା କଲାଇ ।
Fueron apedreados. Fueron aserrados. Fueron tentados. Fueron asesinados con la espada. Anduvieron por ahí con pieles de oveja y de cabra, desamparados, afligidos, maltratados,
38 ୩୮ ଏ ଜଗତର୍ କାରାପ୍ ଲକ୍ମନ୍, ସେ ଦରମ୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ସମାନ୍ ନ ରଇଲାଇ, ବିନ୍ ବିସ୍ବାସିମନ୍ ନିଜର୍ ଗର୍ଦୁଆର୍ ଚାଡି ଆଜିଜାଇରଇବା ଲକ୍ମନର୍ ପାରା ମରୁବାଲି ବୁଏଁ, ଆରି କୁପ୍ଲିତେଇ ରଇବା ପାଆରେ, ଆରି କଲେ ରଇଲାଇ ।
de los que el mundo no era digno, vagando por los desiertos, los montes, las cuevas y los agujeros de la tierra.
39 ୩୯ ତାକର୍ ବିସ୍ବାସର୍ ଲାଗି ସେମନ୍ ଡାକ୍ପୁଟା ଅଇଲାଇ । ଏଲେମିସା ପର୍ମେସର୍ କାତା ଦେଇରଇବାଟା ସେମନ୍ ମିଲାଅତ୍ ନାଇ ।
Todos estos, habiendo sido alabados por su fe, no recibieron la promesa,
40 ୪୦ କାଇକେବଇଲେ ପର୍ମେସର୍ ଗଟେକ୍ ବେସି ନିକ ଜଜ୍ନା ଆମର୍ପାଇ ଟିକ୍ କଲାଆଚେ । ଆମେ ସେ ଲକ୍ମନର୍ ସଙ୍ଗ୍ ନ ମିସ୍ବାଜାକ, ସେ ସେମନ୍କେ କାତା ଦେଇରଇଲାଟା ସିଦ୍ ନ କରେ ।
habiendo provisto Dios algo mejor respecto a nosotros, para que sin nosotros no fuesen perfeccionados.