< ଏବ୍ରି 11 >
1 ୧ ତେବେ ବିସ୍ବାସ୍ ଆଲେ କାଇଟା? ଜନ୍ ବିସଇର୍ ପାଇ ଆମେ ଆସା କଲୁନି, ସେଟା ସିଦ୍ ଅଇସି ଆକା ବଲି ଆମର୍ ମନେ ଜାନ୍ବାଟା ଅଇଲାନି ବିସ୍ବାସ୍ । ଆରି ଜନ୍ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍ବାଟା, ମିସା ବିସ୍ବାସ୍ ।
Het geloof nu is een vaste grond der dingen, die men hoopt, en een bewijs der zaken, die men niet ziet.
2 ୨ ପୁର୍ବେ ରଇବା ଆମର୍ ଆନିଦାଦିମନର୍ ବିସ୍ବାସର୍ ଲାଗି ପର୍ମେସର୍ ସେମନ୍କେ ମନ୍କଲା ।
Want door hetzelve hebben de ouden getuigenis bekomen.
3 ୩ ଆମର୍ ବିସ୍ବାସର୍ଲାଗି, ଏ ଜଗତ୍ ଆରି ତେଇ ରଇବା ସବୁଜାକ ପର୍ମେସରର୍ ଆଦେସ୍ ଇସାବେ ତିଆର୍ ଅଇଲାଆଚେ ବଲି ଆମେ ଜାନ୍ଲୁନି । ତେବେ ଜନ୍ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍ ଅଇଆଚେ । (aiōn )
Door het geloof verstaan wij, dat de wereld door het woord Gods is toebereid, alzo dat de dingen, die men ziet, niet geworden zijn uit dingen, die gezien worden. (aiōn )
4 ୪ ଏବଲର୍ ବିସଇ ବାବି ଦେକୁ । ତାର୍ ବିସ୍ବାସର୍ ଲାଗି ସେ ଜନ୍ଟା ପର୍ମେସର୍କେ ସର୍ପି ଦେଇରଇଲା, ତାର୍ ବାଇ କଇନ୍ ଦେଲାଟାନେଅନି ନିକରଇଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ବଲି ଏଜାଇଲା । ସେ ସର୍ପିଦେଲାଟା ପର୍ମେସର୍ ମାନ୍ଲାକେ ଆମେ ଏଟା ଜାନ୍ଲୁନି । ତେବର୍ପାଇ ଏବଲ୍ ମରିଗାଲେମିସା ତାର୍ ବିସ୍ବାସର୍ ଲାଗି, ସେ ଆମ୍କେ କାଇକାଇଟା କଇଲାନି ।
Door het geloof heeft Abel een meerdere offerande Gode geofferd dan Kain, door hetwelk hij getuigenis bekomen heeft, dat hij rechtvaardig was, alzo God over zijn gave getuigenis gaf; en door hetzelve geloof spreekt hij nog, nadat hij gestorven is.
5 ୫ ଆରି ଗଟେକ୍ ଲକ୍ ରଇଲା ଇନକ୍, ତାର୍ ବିସ୍ବାସର୍ ଲାଗି ସେ ମରେନାଇ, ମାତର୍ ଜିବନ୍ ରଇତେ ତାକେ ପର୍ମେସର୍ ଦାରିଗାଲା । ତେବେ ସେମନ୍ ତାକେ କଜ୍ଲାଇ ମିସା ମିଲାଇ ନାପାର୍ଲାଇ । କାଇକେବଇଲେ ପର୍ମେସର୍ ତାକେ ନେଇରଇଲା । ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍ତୁ ପର୍ମେସର୍ ତାକେ ମନ୍ କରିରଇଲା ।
Door het geloof is Enoch weggenomen geweest, opdat hij den dood niet zou zien; en hij werd niet gevonden, daarom dat hem God weggenomen had; want voor zijn wegneming heeft hij getuigenis gehad, dat hij Gode behaagde.
6 ୬ ତେବର୍ପାଇ ଜନ୍ ଲକ୍ମନ୍ ପର୍ମେସରର୍ ଲଗେ ଆଇବାକେ ମନ୍ କଲାଇନି, ପର୍ମେସର୍ ଆଚେ ବଲି ବିସ୍ବାସ୍ କର୍ବାର୍ ଆଚେ । ଜେତ୍କି ଲକ୍ମନ୍ ତାକେ କଜ୍ବାଇ, ସେ ସେମନର୍ ଆସା କଲାଟା ପୁରାପୁରୁନ୍ କର୍ସି ।
Maar zonder geloof is het onmogelijk Gode te behagen. Want die tot God komt, moet geloven, dat Hij is, en een Beloner is dergenen, die Hem zoeken.
7 ୭ ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।
Door het geloof heeft Noach, door Goddelijke aanspraak vermaand zijnde van de dingen, die nog niet gezien werden, en bevreesd geworden zijnde, de ark toebereid tot behoudenis van zijn huisgezin; door welke ark hij de wereld heeft veroordeeld, en is geworden een erfgenaam der rechtvaardigheid, die naar het geloof is.
8 ୮ ଅବ୍ରାଆମ୍ ମିସା ତାର୍ ବିସ୍ବାସର୍ ଲାଗି ପର୍ମେସରର୍ କାତା ମାନ୍ଲା । ପର୍ମେସର୍ ତାର୍ପାଇ ସଙ୍ଗଇରଇବା ଗଟେକ୍ ଦେସେ ଜା ବଲି କଇଲାକେ, ସେ ଦାପ୍ରେ ମାନ୍ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍ କଲା ।
Door het geloof is Abraham, geroepen zijnde, gehoorzaam geweest, om uit te gaan naar de plaats, die hij tot een erfdeel ontvangen zou; en hij is uitgegaan, niet wetende, waar hij komen zou.
9 ୯ ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍ଦେସର୍ ଲକ୍ ପାରା ତୁମ୍ ଟାନି ରଇଲା । ସେନ୍ତାରିସେ ତାର୍ ପଅ ଇସାକ୍ ଆରି ଜାକୁବ୍ ତାର୍ ନାତି ମିସା ପର୍ମେସର୍ କାତା ଦେଇରଇଲାଟା ମିଲାଇବାଟାନେ ମିସ୍ଲାଇ ।
Door het geloof is hij een inwoner geweest in het land der belofte, als in een vreemd land, en heeft in tabernakelen gewoond met Izak en Jakob, die medeerfgenamen waren derzelfde belofte.
10 ୧୦ ଅବ୍ରାଆମ୍ ସେନ୍ତାରି ଜାଗାଇ ମୁର୍ଚିକରି ରଇଲା । କାଇକେବଇଲେ ପର୍ମେସର୍ ତିଆର୍ କଲା ସବୁଦିନ୍ ରଇବା ସରଗର୍ ନଅରେ ରଇବି ବଲି ସେ ଆସାକଲା ।
Want hij verwachtte de stad, die fondamenten heeft, welker Kunstenaar en Bouwmeester God is.
11 ୧୧ ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ବେସି ଡକ୍ରା ରଇଲା ମିସା ଆରି ତାର୍ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍ମେସର୍ କାତା ଦେଇରଇଲାଟା ସିଦ୍ କର୍ସିଆକା ବଲି ସେ ଜାନିରଇଲା ।
Door het geloof heeft ook Sara zelve kracht ontvangen, om zaad te geven, en boven den tijd haars ouderdoms heeft zij gebaard; overmits zij Hem getrouw heeft geacht, Die het beloofd had.
12 ୧୨ ଅବ୍ରାଆମ୍ କୁଲ୍କୁଲା ଡକ୍ରା ଅଇଲାକେ ସେ ପିଲାଜିଲା କରି ନାପାର୍ଲା । ଅଇଲେମିସା ତାର୍ ନାତିତିତିମନ୍ ବାଦଲର୍ ତାରା ପାରା ଆରି ସମ୍ଦୁରେ ରଇବା ବାଲି ପାରା ଜବର୍ ଅଇଗାଲାଇ ।
Daarom zijn ook van een, en dat een verstorvene, zovelen in menigte geboren, als de sterren des hemels, en als het zand, dat aan den oever der zee is, hetwelk ontallijk is.
13 ୧୩ ଏ ସବୁ ଲକ୍ମନ୍ ସେମନ୍ ମଲାବେଲେ ମିସା ପର୍ମେସର୍କେ ବିସ୍ବାସ୍ କର୍ତେ ରଇଲାଇ । ପର୍ମେସର୍ ସେମନ୍କେ କାତା ଦେଇରଇଲାଟା, ସେମନ୍ ଜିବନ୍ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍ଟା ପାଇବାଇ, ସେଟା ଦୁରିକେଅନି ଦେକ୍ଲାପାରା ଦେକି ସାର୍ଦା ଅଇଲାଇ । ଏ ଜଗତେ ସେମନ୍ ବିନ୍ ଦେସର୍ ପାରା ଆରି ନିଜର୍ ଦେସେ ନ ରଇଲା ଲକର୍ପାରା ମାନିଅଇକରି ରଇଲାଇ ।
Deze allen zijn in het geloof gestorven, de beloften niet verkregen hebbende, maar hebben dezelve van verre gezien, en geloofd, en omhelsd, en hebben beleden, dat zij gasten en vreemdelingen op de aarde waren.
14 ୧୪ ସେମନ୍ ମାନିଅଇ ରଇଲାଟାନେ ଅନି ଆମେ ଜାନ୍ବୁ ଜେ, ସେମନ୍ ନିଜର୍ଟା ବଲି ଜାନାଇବା ଗଟେକ୍ ଦେସ୍ କଜ୍ତେ ରଇଲାଇ ।
Want die zulke dingen zeggen, betonen klaarlijk, dat zij een vaderland zoeken.
15 ୧୫ ସେମନ୍ ଚାଡିକରି ଆସିରଇବା ଦେସ୍ ବିସଇନେଇ ଚିନ୍ତା କରତ୍ନାଇ । ସେନ୍ତାରି କର୍ତାଇଆଲେ, ସେମନ୍ ବାଉଡ୍ବାକେ ଅଇତା ।
En indien zij aan dat vaderland gedacht hadden, van hetwelk zij uitgegaan waren, zij zouden tijd gehad hebben, om weder te keren;
16 ୧୬ ସେମନ୍ ଚାଡିଆଇଲା ନଅର୍ତେଇଅନି ଅଦିକ୍ ନିକ ଗଟେକ୍ ନଅରର୍ ପାଇ ତାକର୍ ଆଁକି ରଇଲା । କାଇକେବଇଲେ, ସେମନ୍ ସରଗ୍ ଦେସ୍ ପାରାଟା କଜ୍ତେରଇଲାଇ । ସେମନ୍ ତାକେ ପର୍ମେସର୍ ବଲି ଡାକ୍ଲାର୍ ପାଇ, ସେ ଲାଜ୍ ଅଏନାଇ । କାଇକେବଇଲେ ସେ ତାକର୍ପାଇ ଗଟେକ୍ ନଅର୍ ତିଆର୍କଲା ଆଚେ ।
Maar nu zijn zij begerig naar een beter, dat is, naar het hemelse. Daarom schaamt Zich God hunner niet, om hun God genaamd te worden; want Hij had hun een stad bereid.
17 ୧୭ ତାର୍ ବିସ୍ବାସର୍ ଲାଗି ଅବ୍ରାଆମ୍ ଜେଡେବେଲେ ପର୍ମେସର୍ ତାକେ ପରିକା କଲା, ସେ ତାର୍ ପଅକେ ବଲି ଇସାବେ ସର୍ପି ଦେଲା । ମାତର୍ ପର୍ମେସର୍ କାତା ଦେଇରଇଲାଟାନେ ଅବ୍ରାଆମର୍ ବିସ୍ବାସ୍ ଡାଁଟ୍ ରଇଲା । ଆରି ସେ ତାର୍ ଗଟେକ୍ ବଲି ପଅ ଇସାକ୍କେ ବଲି ଇସାବେ ଦେବାକେ ରାଜି ରଇଲା ।
Door het geloof heeft Abraham, als hij verzocht werd, Izak geofferd, en hij, die de beloften ontvangen had, heeft zijn eniggeborene geofferd,
18 ୧୮ ତାର୍ ପଅ ଇସାକର୍ ଲାଗି, ତାର୍ ନାତିତିତିମନ୍ ଜବର୍ ଅଇଜିବାଇ ବଲି ପର୍ମେସର୍ ତାକେ କାତା ଦେଇରଇଲା ।
(Tot denwelke gezegd was: In Izak zal u het zaad genoemd worden) overleggende, dat God machtig was, hem ook uit de doden te verwekken;
19 ୧୯ ଜଦି ଇସାକ୍ ମରିଗାଲେ, ପର୍ମେସର୍ ତାକେ ଜିବନ୍ କରି ଉଟାଇପାର୍ସି ବଲି ଅବ୍ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍ ଅଇକରି ପାଇଲା ପାରା ସେ ରଇଲା ।
Waaruit hij hem ook bij gelijkenis wedergekregen heeft.
20 ୨୦ ଇସାକ୍ ତାର୍ ବିସ୍ବାସର୍ ଲାଗି, ତାର୍ ପଅମନ୍ ଜାକୁବ୍ ଆରି ଏସ୍ଅକେ ଆଇବା ଦିନ୍ମନର୍ ପାଇ ଆସିର୍ବାଦ୍ ଦେଲା ।
Door het geloof heeft Izak zijn zonen Jakob en Ezau gezegend aangaande toekomende dingen.
21 ୨୧ ଜାକୁବ୍ ତାର୍ ବିସ୍ବାସର୍ ଲାଗି, ସେ ମର୍ବା ବେଲେ ତାର୍ ନାତିତିତିମନ୍ ଜେ କି ଜସେପର୍ ପଅମନ୍କେ ଆସିର୍ବାଦ୍ କଲା । ସେ ଦାରିକରି ଇଣ୍ଡ୍ବା ଡାଙ୍ଗ୍ ଉପ୍ରେ ଆଉଜି କରି ପର୍ମେସର୍କେ ଉପାସନା କଲା ।
Door het geloof heeft Jakob, stervende, een iegelijk der zonen van Jozef gezegend, en heeft aangebeden, leunende op het opperste van zijn staf.
22 ୨୨ ଜସେପ୍ ତାର୍ ବିସ୍ବାସର୍ ଲାଗି ସେ ମର୍ବାବେଲେ ଆଇବା ଦନ୍ମନ୍କେ ଇସ୍ରାଏଲର୍ ଲକ୍ମନ୍ ସବୁ ମିସର୍ ଦେସ୍ ଚାଡି ଜିବାଇ ବଲି କଇରଇଲା । ଆରି ତାର୍ ମଲା ଗାଗଡ୍ସଙ୍ଗ୍ କାଇଟା କର୍ବାର୍ ଆଚେ ବଲି ସେମନ୍କେ ତିଆରି ରଇଲା ।
Door het geloof heeft Jozef, stervende, gemeld van den uitgang der kinderen Israels, en heeft bevel gegeven van zijn gebeente.
23 ୨୩ ମସାର୍ ଆୟାବାବାମନ୍ ତାକର୍ ବିସ୍ବାସର୍ ଲାଗି ଏବ୍ରିଅମନର୍ ପିଲାଟକିକେ ମରାଇବାର୍ ଆଚେ ବଲି ରାଜା ଆଦେସ୍ ଦେଇରଇଲା ମିସା, ସେମନ୍ ମସା ଜନମ୍ ଅଇଲାକେ ତାକେ ତିନ୍ମାସ୍ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍ ସୁନ୍ଦର୍ ପିଲା ବଲି ସେମନ୍ ଦେକ୍ଲାଇ । ରାଜା ଆଦେସ୍ କଲାଟାକେ ସେମନ୍ ଡରତ୍ ନାଇ ।
Door het geloof werd Mozes, toen hij geboren was, drie maanden lang van zijn ouders verborgen, overmits zij zagen, dat het kindeken schoon was; en zij vreesden het gebod des konings niet.
24 ୨୪ ମସା ତାର୍ ବିସ୍ବାସର୍ ଲାଗି, ସେ ବଡ୍ ଅଇଲାକେ ରାଜାର୍ ଜିଇର୍ ପିଲା ବଲାଇଅଇବାକେ ମନ୍ କରି ନ ରଇଲା ।
Door het geloof heeft Mozes, nu groot geworden zijnde, geweigerd een zoon van Farao's dochter genoemd te worden;
25 ୨୫ ଚନେକର୍ପାଇ ସାର୍ଦା ଦେବା ପାପ୍ କର୍ବାତେଇଅନି, ପର୍ମେସରର୍ ଲକ୍ମନର୍ ସଙ୍ଗ୍ କସ୍ଟ ଅଇରଇବାଟା ଅଦିକ୍ ନିକ ବଲି ସେ ବାବ୍ଲା ।
Verkiezende liever met het volk van God kwalijk gehandeld te worden, dan voor een tijd de genieting der zonde te hebben;
26 ୨୬ ମସିଅର୍ ଲାଗି ଲାଜ୍ପାଇ ମୁର୍ଚିକରି ରଇବାଟା ମିସର୍ ଦେସେଅନି ମିଲାଇରଇବା ବଡ୍ ଦନ୍ ସଁପତିତେଇଅନି ଅଦିକ୍ ନିକଟା ବଲି ସେ ବାବ୍ଲା । ଆଇବା ଦିନ୍ମନ୍କେ ମିଲାଇବା ପୁରୁସ୍କାର୍ଟାନେ ସେ ଆଁକିପାକାଇ ରଇଲା ।
Achtende de versmaadheid van Christus meerderen rijkdom te zijn, dan de schatten in Egypte; want hij zag op de vergelding des loons.
27 ୨୭ ତାର୍ ବିସ୍ବାସର୍ ଲାଗି, ସେବେଲେ ସେ ମିସର୍ଦେସ୍ ଚାଡିଆଇଲା । କାଇକେବଇଲେ, ସେ ରାଜାର୍ ରିସା ଡରେନାଇ । ଆକିସଙ୍ଗ୍ ଦେକି ନାପାର୍ବା ପର୍ମେସର୍କେ ଦେକ୍ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
Door het geloof heeft hij Egypte verlaten, niet vrezende den toorn des konings; want hij hield zich vast, als ziende den Onzienlijke.
28 ୨୮ ତାର୍ ବିସ୍ବାସର୍ ଲାଗି ସେ ନିସ୍ତାର୍ ପରବ୍ ମାନ୍ଲା ଆରି ଇସ୍ରାଏଲ୍ ଲକ୍ମନର୍ ରଇବା ଗରର୍ କାପାଟେ, ଗଟେକ୍ ମେଣ୍ଡାପିଲାର୍ ବନି ଚିଚ୍ବାକେ ଆଦେସ୍ ଦେଲା । ସେ ଏନ୍ତାରି କଲାକେ ପର୍ମେସରର୍ ଦୁତ୍ ଇସ୍ରାଏଲ୍ ଲକ୍ମନର୍ ପଣୁଆ ପିଲାମନ୍କେ ମରାଏ ନାଇ ।
Door het geloof heeft hij het pascha uitgericht, en de besprenging des bloeds, opdat de verderver der eerstgeborenen hen niet raken zou.
29 ୨୯ ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଲଇତ୍ ନାଉଁର୍ ସମ୍ଦୁର୍ ବିତ୍ରେ ସୁକ୍ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ । ସେମନ୍କେ କେଦି ଆନ୍ତେରଇବା ମିସର୍ ଦେସର୍ ଲକ୍ମନ୍, ସେନ୍ତାରି ଲଙ୍ଗ୍ବାକେ ଚେସ୍ଟା କଲାଇଜେ ସେମନ୍ ସବୁଲକ୍ ବୁଡିଗାଲାଇ । କାଇକେବଇଲେ ଜନ୍ ସମ୍ଦୁରେ ସେମନ୍ ଇଣ୍ଡ୍ବା ବେଲେ ପାନି ଦୁଇବାଗ୍ ଅଇରଇଲା, ପର୍ମେସର୍ ସେ ପାନି ମିସାଇଦେଲା ।
Door het geloof zijn zij de Rode zee doorgegaan, als door het droge; hetwelk de Egyptenaars, ook verzoekende, zijn verdronken.
30 ୩୦ ଇସ୍ରାଏଲର୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଜିରିକର୍ ପାଚୁରିତେଇ ଆସି ସାତ୍ ଦିନ୍ ଜାକ ତେଇ ବୁଲ୍ଲାକେ ତାର୍ ପାଚୁରି ବସ୍ଲିଗାଲା ।
Door het geloof zijn de muren van Jericho gevallen, als zij tot zeven dagen toe omringd waren geweest.
31 ୩୧ ଜେରିକର୍ ନଅରେ ରଇବା ରାଆବ୍ ନାଉଁର୍ ଗଟେକ୍ ବେସିଆ ମାଇଜି, ତାର୍ ବିସ୍ବାସର୍ ଲାଗି ପର୍ମେସର୍କେ ନ ମାନିକରି ରଇବା ଲକର୍ ସଙ୍ଗ୍ ମରେନାଇ । ଇସ୍ରାଏଲର୍ କବର୍ ନେବା ଲକ୍ମନ୍ ଲୁଚ୍ତେ ନଅରେ ଆଇଲାବେଲେ ରାଆବ୍ ସେମନ୍କେ ସାଇଜ କଲା ।
Door het geloof is Rachab, de hoer, niet omgekomen met de ongehoorzamen, als zij de verspieders met vrede had ontvangen.
32 ୩୨ ମୁଇ ଇତି ତେବ୍ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍ କଲେ, ଗିଦିୟନ୍, ବାରାକ୍, ସାମ୍ସନ୍, ଜେପ୍ତା, ସାମୁଏଲ୍, ଆରି ବବିସତ୍ବକ୍ତାମନର୍ ବିସ୍ବାସ୍ ବିସଇ କାତା ଅଇବାକେ ବେଲା ନ କେଟେ ।
En wat zal ik nog meer zeggen? Want de tijd zal mij ontbreken, zou ik verhalen van Gideon, en Barak, en Samson, en Jeftha, en David, en Samuel, en de profeten;
33 ୩୩ ତାକର୍ ବିସ୍ବାସର୍ ଲାଗି କେତେକ୍ ଲକ୍ ରାଇଜେ ଜୁଇଦ୍ କରି ଜିତ୍ଲାଇ । ବିନ୍ଲକ୍ମନ୍ ଦରମ୍ ଚଲାଚଲ୍ତିକରି ପର୍ମେସର୍ କାତା ଦେଇରଇବାଟା ମିଲାଇଲାଇ । ସେମନ୍ ବାଦ୍ରା ସିଅଁମନ୍କେ ଆରାଇଲାଇ ।
Welken door het geloof koninkrijken hebben overwonnen, gerechtigheid geoefend, de beloftenissen verkregen, de muilen der leeuwen toegestopt;
34 ୩୪ ବିନ୍ ଲକ୍ମନ୍ ତାକର୍ ବିସ୍ବାସର୍ ଲାଗି ଜବର୍ ଜଇଲାଚ୍ଲାଇ ମିସା ପଡତ୍ନାଇ, । କାଣ୍ଡାତେଇଅନି ରକିଆ ପାଇଲାଇ । ସେମନ୍ ଦୁର୍ବଲ୍ ରଇଲାଇ । ମାତର୍ ତାକର୍ ବିସ୍ବାସର୍ ଲାଗି ଡାଟ୍ ଅଇଲାଇ । ଜୁଇଦ୍କର୍ବାକେ ବପୁ ଅଇଲାଇ । ସତ୍ରୁମନର୍ ସଇନମନ୍କେ ଆରାଇଲାଇ ।
De kracht des vuurs hebben uitgeblust, de scherpte des zwaards zijn ontvloden, uit zwakheid krachten hebben gekregen, in den krijg sterk geworden zijn, heirlegers der vreemden op de vlucht hebben gebracht;
35 ୩୫ କେତେଟା ମାଇଜିମନ୍ ମିସା ତାକର୍ ବିସ୍ବାସର୍ ଲାଗି ସେମନର୍ କୁଟୁମର୍ ଲକ୍ମନ୍କେ ମଲାତେଇଅନି ଜିବନ୍ ଅଇତେ ମିଲାଇଲାଇ । ବିସ୍ବାସିମନ୍କେ ବନ୍ଦିକରି ନେଲାଇ । ସେମନ୍ ମର୍ବାଜାକ ଦୁକ୍ କସ୍ଟ ପାଇଲେ ମିସା ତାକର୍ ବିସ୍ବାସ୍ ଚାଡତ୍ ନାଇ । ଆଇବା ଦିନ୍ମନ୍କେ ଅଦିକ୍ ନିକ ଜିବନ୍ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।
De vrouwen hebben hare doden uit de opstanding weder gekregen; en anderen zijn uitgerekt geworden, de aangeboden verlossing niet aannemende, opdat zij een betere opstanding verkrijgen zouden.
36 ୩୬ କେତେ ଲକ୍କେ କିଜାଇଲାଇ, କର୍ଡା ମାରାଇଲାଇ, ବିନ୍ ଲକ୍ମନ୍କେ ବାନ୍ଦିକରି ଜଇଲେ ପୁରାଇଲାଇ,
En anderen hebben bespottingen en geselen geproefd, en ook banden en gevangenis;
37 ୩୭ ବିନ୍ ଲକ୍ମନ୍କେ ପାକ୍ନା ମାରାଇ ମରାଇଲାଇ, । ଦୁଇପଡାକରି କାଟାଇଲାଇ, କାଣ୍ଡା ସଙ୍ଗ୍ ମାରାଇଲାଇ । କେତେକ୍ ଲକ୍ ତାକର୍ ବିସ୍ବାସ୍ ଚାଡତ୍ନାଇକେ ଅବ୍କା ଚେଲିମେଣ୍ଡା ଚାମ୍ସେ ଲୁଗାର୍ପାଇ ରଇଲା । ସେମନ୍ ବେସି ଅର୍କିତ୍ ରଇଲାଇ । ସେମନ୍କେ ସାଦ୍ବାନ୍ଦ୍ କରି ତାଡ୍ନା କଲାଇ ।
Zijn gestenigd geworden, in stukken gezaagd, verzocht, door het zwaard ter dood gebracht; hebben gewandeld in schaapsvellen en in geitenvellen; verlaten, verdrukt, kwalijk gehandeld zijnde;
38 ୩୮ ଏ ଜଗତର୍ କାରାପ୍ ଲକ୍ମନ୍, ସେ ଦରମ୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ସମାନ୍ ନ ରଇଲାଇ, ବିନ୍ ବିସ୍ବାସିମନ୍ ନିଜର୍ ଗର୍ଦୁଆର୍ ଚାଡି ଆଜିଜାଇରଇବା ଲକ୍ମନର୍ ପାରା ମରୁବାଲି ବୁଏଁ, ଆରି କୁପ୍ଲିତେଇ ରଇବା ପାଆରେ, ଆରି କଲେ ରଇଲାଇ ।
(Welker de wereld niet waardig was) hebben in woestijnen gedoold, en op bergen, en in spelonken, en in holen der aarde.
39 ୩୯ ତାକର୍ ବିସ୍ବାସର୍ ଲାଗି ସେମନ୍ ଡାକ୍ପୁଟା ଅଇଲାଇ । ଏଲେମିସା ପର୍ମେସର୍ କାତା ଦେଇରଇବାଟା ସେମନ୍ ମିଲାଅତ୍ ନାଇ ।
En deze allen, hebbende door het geloof getuigenis gehad, hebben de belofte niet verkregen;
40 ୪୦ କାଇକେବଇଲେ ପର୍ମେସର୍ ଗଟେକ୍ ବେସି ନିକ ଜଜ୍ନା ଆମର୍ପାଇ ଟିକ୍ କଲାଆଚେ । ଆମେ ସେ ଲକ୍ମନର୍ ସଙ୍ଗ୍ ନ ମିସ୍ବାଜାକ, ସେ ସେମନ୍କେ କାତା ଦେଇରଇଲାଟା ସିଦ୍ ନ କରେ ।
Alzo God wat beters over ons voorzien had, opdat zij zonder ons niet zouden volmaakt worden.