< ଏବ୍ରି 1 >
1 ୧ ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା ।
ଅଃସେ ଇସ୍ପର୍ ବିନ୍ବିନ୍ ବେଲା ଆରି ବିନ୍ବିନ୍ ଉପାୟ୍ରେ ବାବବାଦିଇଂନେ ବାନ୍ ନେନେ ନ୍ତାଞ୍ଜାଇଂକେ ସାମୁଆଁ ବିଃବଗେ ।
2 ୨ ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ । (aiōn )
ମାତର୍ ଆକେନ୍ ସାରାସାରି ବେଲା ମେଁ ନିଜର୍ ଉଂଡେ ବାନ୍ ନେଁ ଏତେ ସାମୁଆଁ ବାସଙ୍ଗ୍ବକେ । ଆତେନ୍ ଉଂଡେନେ ବାନ୍ ଆଃ ଇସ୍ପର୍ କ୍ଲିଗ୍ ଦର୍ତନିକେ ଆରେବକେ ବାରି ସାରାସାରିନିଆ ସାପା ବିସଏନେ ଅଦିକାରି ଡିଂନେସା ମେଁ ଆମେକେ ସ୍ରି ବକେ । (aiōn )
3 ୩ ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
ମେଁଡାଗ୍ରା ଇସ୍ପର୍ନେ ମଇମାନେ ତାର୍କିଗ୍ ତ୍ନାଡିଂକେ ଆରି କ୍ଲିଗ୍ଡା ମେଁନେ ସାର୍ମୁଆଁ ମିସୁଲେଃଗେ । ବାରି ମେଁ ନିଜର୍ ସାମୁଆଁ ବପୁରେ କ୍ଲିଗ୍ ଦର୍ତନିକେ ସା ବକେ । ମେଁ ରେମୁଆଁ ଜାତି ନ୍ସା ପାପ୍ କେମା ବିଚେ କିତଂନ୍ନିଆ ଇସ୍ପର୍ନେ ବେସ୍ୟା ପାକା କ ଲେଃକେ ।
4 ୪ ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
ମେଁ କିତଂ ଦୁତ୍ଇଂନେ ବାନ୍ ଡିରକମ୍ ମ୍ନା ମେଁନେ ମ୍ନି ଣ୍ଡିଗ୍ ଡେତ୍ରକମ୍ ମେଁଇଂନେ ମ୍ନି ବାନ୍ ମ୍ନା
5 ୫ କାଇକେବଇଲେ, ପର୍ମେସର୍ ତାର୍ କନ୍ ଦୁତ୍କେ ମିସା ଏନ୍ତାରି କଏ ନାଇ, ତୁଇ ମର୍ ପଅ, ଆଜିଅନି ମୁଇ ତର୍ ବାବା ଅଇଲି ଆଚି, ତାର୍ କନ୍ ଦୁତର୍ ବିସଇ ଏନ୍ତାରି କଏନାଇ, ମୁଇ ତର୍ ବାବା ଅଇବି ଆରି ସେ ମର୍ ପଅ ଅଇସି ।
ଡାଗ୍ଲା ଅଃନାଡିଗ୍ ଇସ୍ପର୍ ମୁଡ଼ି ଦୁତ୍ଇଂକେ ବାସଙ୍ଗ୍ ଆବକେ: “ନାଁ ନିଂନେ ଉଂ ଏକେବାନ୍ ନିଂ ନାନେ ଆବା ଣ୍ଡିଂଗେ,” ଇସ୍ପର୍ ଣ୍ଡିଗ୍ ବାସଂକେ “ନିଂ ମେଁନେ ଆବା ବାରି ମେଁ ନିଂନେ ଉଂ ଡିଂଏ ।”
6 ୬ ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍ମେସରର୍ ଦୁତ୍ମନ୍ ତାକେ ସେବା କର୍ବାଇ ।
ମାତର୍ ଇସ୍ପର୍ ମେଁନେ ପର୍ତୁମ୍ ଜନମ୍ ଡିଂକ୍ନେ ଉଂକେ ଆକେନ୍ ଦର୍ତନିନ୍ତୁଗ୍ ବେନେ ବେଲା ଆକେନ୍ ବାସଙ୍ଗ୍ବଗେ “ଇସ୍ପର୍ନେ ଦୁତ୍ଇଂ ମେଁନେ ପାର୍ତନା ଡିଂଆର୍ଏ ।”
7 ୭ ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା, ପର୍ମେସର୍ ତାର୍ ଦୁତ୍ମନ୍କେ ପବନ୍ ପାରା କଲାଆଚେ । ଆରି ତାର୍ ଦାଙ୍ଗ୍ଡାମନ୍କେ ଲାଗ୍ବା ଜଇପାରା କଲାଆଚେ ।
ଆରି କିତଂଦୁତ୍ଇଂନେ ବିସଏରେ ଇସ୍ପର୍ ଆକେନ୍ ସାମୁଆଁ ବାସଙ୍ଗ୍ବକେ: “ଇସ୍ପର୍ ନିଜର୍ ଦୁତ୍ଇଂକେ ୱେଡ଼ିଆଃ ସୁଗୁଆ ଆରି ଆପ୍ନା ସେବକ୍ଇଂକେ ଡୁଆକ୍ନେ ସୁଆ ସୁଗୁଆ ଆଡିଂବକେ ।”
8 ୮ ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍ମେସର୍ ତର୍ ରାଇଜ୍ କାଲ୍କାଲ୍ ଜୁଗ୍ଜୁଗ୍ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍ ଲକ୍ମନ୍କେ ସାସନ୍ କଲୁସ୍ନି । (aiōn )
ମେଁନେ ଉଙ୍ଗ୍ଡେ ବିସଏରେ ମେଁ ବାସଙ୍ଗ୍ବଗେ “ଅ ଇସ୍ପର୍ ନାଁନେ ରାଜି ମାଡାନେ କାଲ୍ ଜାକ ଲେଃଲେଃ! ନାଁନେ ନ୍ୟାୟ୍ ଡଣ୍ଡ୍ନ୍ନିଆ ନାଁନେ ରେମୁଆଁଇଂକେ ସାସନ୍ ଡିଂନାଡିଂକେ । (aiōn )
9 ୯ ସତ୍ ବିସଇ ମନ୍କରି ବିନ୍ ବିସଇ ଗିନ୍ କଲୁସ୍ନି । ତେବର୍ପାଇ ତର୍ ପର୍ମେସର୍ ତକେ ବାଚ୍ଲାଆଚେ । ସେ ତକେ ଆଲାଦ୍ କରି ତର୍ ସଙ୍ଗାରିମନର୍ ତେଇଅନି ଅଦିକ୍ ସନ୍ମାନ୍ ଦେଇ ସାର୍ଦା କରାଇଆଚେ ।”
ନାଁ ଦରମ୍ଣ୍ଡ୍ରେକେ ବଲ୍ ନାବାଏ ଆରି ଅନ୍ୟାୟ୍କେ ଗୃନା ନାଡିଂଏ । ଆତେନ୍ସା ଅ ଇସ୍ପର୍ ନାଁନେ ଇସ୍ପର୍ ଆନାକେ ସ୍ରିବକେ ନାଁନେ ସାଙ୍ଗଇଂନେ ବାନ୍ ଆନାକେ ମାଲେ ସାର୍ଦାରେ ଞ୍ଚୁ ଏତେ ଆସିର୍ବାଦ୍ ଡିଙ୍ଗ୍ବକେ ।”
10 ୧୦ ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍ରୁ ଆରାମେ ଅନି ତୁଇ ଜଗତ୍ ତିଆର୍ କରିଆଚୁସ୍ । ଆରି ତର୍ ନିଜର୍ ଆତେ ଆକାସ୍ ଆରି ତେଇ ରଇବା ସବୁଜାକ ତିଆର୍ କଲୁସ୍ ।
ମେଁ ଆରି ଣ୍ଡିଗ୍ ବାସଙ୍ଗ୍ବକେ “ଅ ମାପ୍ରୁ ନାଁ ପର୍ତୁମ୍ ମଞ୍ଚ୍ପୁର୍ନେ ପାଣ୍ଡୁସନ୍ ତିଆର୍ ନାଡିଙ୍ଗ୍କେ ବାରି କିତଂଇନି ନାଁନେ ନ୍ତି ଏତେ ନାରାରେକେ ।
11 ୧୧ ସେଟା ସବୁ ମାୟା ଅଇଜାଇସି, ମାତର୍ ତୁଇ ସବୁଦିନର୍ପାଇ ରଇସୁ । ସେଟା ସବୁ ପୁର୍ନା ଲୁଗା ପାରା ଚିରି ଅଇଜାଇସି ।
ତେନ୍ ସର୍ତେ ମେସୁଆ ନସ୍ଟ ଡିଂଏ । ମାତର୍ ନା କାଲାଆଃ ନାଲେଃଏ । ମେଇଂ ବାୱିର୍ ସକା ରକମ୍ ନସ୍ଟ ଡିଂଆର୍ଏ ।
12 ୧୨ ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍କେ ସଙ୍ଗଇସୁ । ଆରି ଲୁଗା ପାଲ୍ଟନା କଲାପାରା ବାଦ୍ଲାଇସୁ । ମାତର୍ ନିଜେ ତୁଇ ନ ବାଦ୍ଲି କରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସୁ ।”
ସକାପାଟାଇ ତାମୁଙ୍ଗ୍କେ ସୁଗୁଆ ନା ଆତେନ୍ ସାପା ସଜେ ନାବଏ ବାରି ସକା ଆଃବଦ୍ଲେନେ ସୁଗୁଆ ନାରାଃବଦ୍ଲେଏ । ମାତର୍ ନିଜେ ନାଁ ନାବଦ୍ଲେ ଆରି କାଲାଆଃ ନାଲେଃଏ ।”
13 ୧୩ ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ, “ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ ନ ସଙ୍ଗଇବା ଜାକ ମର୍ ଉଜାବାଟେ ବସି ରୁଆ ।”
ଇସ୍ପର୍ ମେଁନେ ମୁଡ଼ି ଦୁତ୍କେ ଅଃନା ଆବାସଙ୍ଗ୍କେ; “ନେଙ୍ଗ୍ ନାନେ ସତ୍ରୁଇଂକେ ନାନେ ଞ୍ଚ ଆଲ ମାରାଡିଂ ଜାକ ନାଁ ନେଙ୍ଗ୍ନେ ଞ୍ଚଙ୍ଗ୍ନ୍ତି ପାକା କଲାଃଲା ।”
14 ୧୪ ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।
ତେଲା କିତଂଦୁତ୍ଇଂ ଜାଣ୍ଡେ? ମେଁଇଂ ଡିଂଡିଂକେ ଇସ୍ପର୍ନେ ପୁଜା ଡିଂଣ୍ଡ୍ରେ ଉଦାର୍ ବାକ୍ନେ ରେମୁଆଁଇଂନେ ସାଇଜ ନ୍ସା ଇସ୍ପର୍ନେ ବାନ୍ ବେବକ୍ନେ ଆତ୍ମାଇଂ ।