< ଗାଲାତିୟ 1 >
1 ୧ ମୁଇ ପେରିତ୍ ସିସ୍ ପାଉଲ୍ । ପେରିତ୍ ସିସ୍ ଅଇବାକେ ମୁଇ ଲକ୍ମନର୍ଟାନେଅନି କି ଲକ୍ମନର୍ ମାଲାକାରିଆ ଇସାବେ ଡାକ୍ରା ପାଇନାଇ । ଏ ଡାକ୍ରା ମୁଇ ବାବା ପରମେସରର୍ ଆରି ଜିସୁ କିରିସ୍ଟର୍ ତେଇଅନି ପାଇଲିଆଚି । ପରମେସର୍ ତାକେ ମଲାଟାନେଅନି ଉଟାଇଆଚେ ।
ⲁ̅ⲡⲁⲩⲗⲟⲥ ⲡⲁⲡⲟⲥⲧⲟⲗⲟⲥ ⲡⲉⲃⲟⲗ ϩⲛ ⲣⲱⲙⲉ ⲁⲛ ⲟⲩⲇⲉ ϩⲓⲧⲛ ⲣⲱⲙⲉ ⲁⲛ ⲁⲗⲗⲁ ϩⲓⲧⲛ ⲓⲏⲥ ⲡⲉⲭⲥ ⲙⲛ ⲡⲛⲟⲩⲧⲉ ⲡⲉⲓⲱⲧ ⲡⲁⲓ ⲉⲛⲧⲁϥⲧⲟⲩⲛⲟⲥϥ ⲉⲃⲟⲗ ϩⲛ ⲛⲉⲧⲙⲟⲟⲩⲧ
2 ୨ ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।
ⲃ̅ⲁⲩⲱ ⲛⲉⲥⲛⲏⲩ ⲧⲏⲣⲟⲩ ⲉⲧⲛⲙⲙⲁⲓ ⲉⲛⲥϩⲁⲓ ⲛⲛⲉⲕⲕⲗⲏⲥⲓⲁ ⲛⲧⲅⲁⲗⲁⲧⲓⲁ
3 ୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
ⲅ̅ⲧⲉⲭⲁⲣⲓⲥ ⲛⲏⲧⲛ ⲙⲛ ϯⲣⲏⲛⲏ ⲉⲃⲟⲗ ϩⲓⲧⲙ ⲡⲛⲟⲩⲧⲉ ⲡⲉⲓⲱⲧ ⲙⲛ ⲡⲉⲛϫⲟⲉⲓⲥ ⲓⲏⲥ ⲡⲉⲭⲥ
4 ୪ ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା । (aiōn )
ⲇ̅ⲡⲉⲛⲧⲁϥⲧⲁⲁϥ ϩⲁ ⲛⲉⲛⲛⲟⲃⲉ ϫⲉ ⲉϥⲉⲧⲟⲩϫⲟⲛ ⲉⲡⲉⲓⲁⲓⲱⲛ ⲙⲡⲟⲛⲏⲣⲟⲛ ⲕⲁⲧⲁ ⲡⲟⲩⲱϣ ⲙⲡⲛⲟⲩⲧⲉ ⲡⲉⲛⲉⲓⲱⲧ (aiōn )
5 ୫ ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍! (aiōn )
ⲉ̅ⲡⲁⲓ ⲉⲧⲉⲡⲱϥ ⲡⲉ ⲡⲉⲟⲟⲩ ϣⲁ ⲛⲓⲉⲛⲉϩ ⲛⲉⲛⲉϩ ϩⲁⲙⲏⲛ (aiōn )
6 ୬ କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
ⲋ̅ϯⲣϣⲡⲏⲣⲉ ϫⲉ ⲛⲧⲉⲉⲓϩⲉ ϩⲛ ⲟⲩϭⲉⲡⲏ ⲧⲉⲧⲛⲡⲱⲱⲛⲉ ⲛⲧⲙⲡⲉⲛⲧⲁϥⲧⲉϩⲙ ⲧⲏⲩⲧⲛ ϩⲙ ⲡⲉϩⲙⲟⲧ ⲙⲡⲉⲭⲥ ⲓⲏⲥ ⲉⲕⲉⲉⲩⲁⲅⲅⲉⲗⲓⲟⲛ
7 ୭ ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି ।
ⲍ̅ⲉⲙⲛⲕⲉⲟⲩⲁ ϣⲟⲟⲡ ⲉⲓⲙⲏⲧⲓ ϫⲉ ⲟⲩⲛ ϩⲟⲓⲛⲉ ⲉⲩϣⲧⲟⲣⲧⲣ ⲙⲙⲱⲧⲛ ⲉⲩⲟⲩⲱϣ ⲉⲡⲉⲛⲉⲡⲉⲩⲁⲅⲅⲉⲗⲓⲟⲛ ⲙⲡⲉⲭⲥ
8 ୮ ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ ।
ⲏ̅ⲁⲗⲗⲁ ⲕⲁⲛ ⲁⲛⲟⲛ ⲏ ⲟⲩⲁⲅⲅⲉⲗⲟⲥ ⲉⲃⲟⲗ ϩⲛ ⲧⲡⲉ ⲛϥⲧⲁϣⲉⲟⲉⲓϣ ⲛⲏⲧⲛ ⲡⲃⲟⲗ ⲙⲡⲉⲛⲧⲁⲛⲧⲁϣⲉⲟⲓϣ ⲙⲙⲟϥ ⲛⲏⲧⲛ ⲙⲁⲣⲉϥϣⲱⲡⲉ ⲉϥⲃⲏⲧ
9 ୯ ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।
ⲑ̅ⲛⲑⲉ ⲉⲛⲧⲁⲛϣⲣⲡϫⲟⲟⲥ ⲧⲉⲛⲟⲩ ⲟⲛ ϯϫⲱ ⲙⲙⲟⲥ ϫⲉ ⲡⲉⲧⲛⲁⲧⲁϣⲉⲟⲉⲓϣ ⲛⲏⲧⲛ ⲡⲃⲟⲗ ⲙⲡⲉⲛⲧⲁⲧⲉⲧⲛϫⲓⲧϥ ⲙⲁⲣⲉϥϣⲱⲡⲉ ⲉϥⲃⲏⲧ
10 ୧୦ ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
ⲓ̅ⲧⲉⲛⲟⲩ ⲅⲁⲣ ⲉⲓⲡⲓⲑⲉ ⲛⲛⲣⲱⲙⲉ ϫⲛⲙⲡⲛⲟⲩⲧⲉ ⲏ ⲉⲉⲓϣⲓⲛⲉ ⲛⲥⲁⲁⲣⲉⲥⲕⲉ ⲛⲣⲱⲙⲉ ⲉⲛⲉⲉⲓⲁⲣⲉⲥⲕⲉ ϭⲉ ⲟⲛ ⲛⲛⲣⲱⲙⲉ ⲛⲉ ⲁⲛⲅ ⲡϩⲙϩⲁⲗ ⲁⲛ ⲙⲡⲉⲭⲥ
11 ୧୧ କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ ।
ⲓ̅ⲁ̅ϯⲧⲁⲙⲟ ⲅⲁⲣ ⲙⲙⲱⲧⲛ ⲛⲉⲥⲛⲏⲩ ⲉⲡⲉⲩⲁⲅⲅⲉⲗⲓⲟⲛ ⲉⲛⲧⲁⲩⲧⲁϣⲉⲟⲉⲓϣ ⲙⲙⲟϥ ⲉⲃⲟⲗ ϩⲓ ⲧⲟⲟⲧ ϫⲉ ⲛⲟⲩⲕⲁⲧⲁ ⲣⲱⲙⲉ ⲁⲛ ⲡⲉ
12 ୧୨ ତେବେ ମୁଇ ସେଟା ମୁନୁସ୍ ମନର୍ ଟାନେଅନି ପାଇନାଇ, କି କେ ମକେ ସିକାଅତ୍ ନାଇ । ନିଜେ ଜିସୁ କିରିସ୍ଟ ସେଟା ମକେ ଜାନାଇଲା ଆଚେ ।
ⲓ̅ⲃ̅ⲟⲩⲇⲉ ⲅⲁⲣ ⲁⲛⲟⲕ ⲛⲧⲁⲓϫⲓⲧϥ ⲁⲛ ⲛⲧⲛ ⲣⲱⲙⲉ ⲟⲩⲇⲉ ⲛⲧⲁⲩⲧⲥⲁⲃⲟⲓ ⲁⲛ ⲉⲣⲟϥ ⲁⲗⲗⲁ ϩⲓⲧⲛ ⲟⲩϭⲱⲗⲡ ⲉⲃⲟⲗ ⲛⲧⲉ ⲓⲏⲥ ⲡⲉⲭⲥ
13 ୧୩ ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ ।
ⲓ̅ⲅ̅ⲁⲧⲉⲧⲛⲥⲱⲧⲙ ⲅⲁⲣ ⲉⲛⲁϩⲃⲏⲩⲉ ⲙⲡⲓⲟⲩⲟⲉⲓϣ ⲉⲓϩⲛⲧⲙⲛⲧⲓⲟⲩⲇⲁⲓ ϫⲉ ⲛⲉⲉⲓⲇⲓⲱⲕⲉ ⲉⲡⲉϩⲟⲩⲟ ⲡⲉ ⲛⲥⲁ ⲧⲉⲕⲕⲗⲏⲥⲓⲁ ⲙⲡⲛⲟⲩⲧⲉ ⲁⲩⲱ ⲛⲉⲉⲓϣⲱϥ ⲙⲙⲟⲥ
14 ୧୪ ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।
ⲓ̅ⲇ̅ⲉⲓⲡⲣⲟⲕⲟⲡⲧⲉ ϩⲛ ⲧⲙⲛⲧⲓⲟⲩⲇⲁⲓ ⲉϩⲟⲩⲉ ϩⲁϩ ⲛⲛⲁⲧⲁϭⲟⲧ ϩⲙ ⲡⲁⲅⲉⲛⲟⲥ ⲉⲉⲓⲟ ⲛⲣⲉϥⲕⲱϩ ⲛϩⲟⲩⲟ ⲉⲙⲡⲁⲣⲁⲇⲟⲥⲓⲥ ⲛⲛⲁⲉⲓⲟⲧⲉ
15 ୧୫ ମାତର୍ ପରମେସର୍ ତାର୍ ଜିବନ୍ ଦୁକାଇ ମର୍ ମାଆର୍ ଗର୍ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍ ସେବା କର୍ବାକେ ଡାକ୍ଲା ।
ⲓ̅ⲉ̅ⲛⲧⲉⲣⲉϥⲣϩⲛⲁϥ ⲇⲉ ⲛϭⲓ ⲡⲛⲟⲩⲧⲉ ⲡⲁⲓ ⲉⲛⲧⲁϥⲡⲟⲣϫⲧ ⲉⲃⲟⲗ ϫⲓⲛⲉⲉⲓⲛϩⲏⲧⲥ ⲛⲧⲁⲙⲁⲁⲩ ⲁⲩⲱ ⲁϥⲧⲁϩⲙⲉⲧ ⲉⲃⲟⲗ ϩⲓⲧⲙ ⲡⲉϥϩⲙⲟⲧ
16 ୧୬ ଆରି ଜେଡେବେଲେ ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ପର୍ମେସର୍ ମକେ ତାର୍ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍ଲଗେ ଜିବି ଆରି ସେମନ୍ ମକେ ସିକାଇଦେଅତ୍ ବଲି ଚିନ୍ତାକରି ନାଇ ।
ⲓ̅ⲋ̅ⲉϭⲗⲡ ⲡⲉϥϣⲏⲣⲉ ⲉⲃⲟⲗ ⲛϩⲏⲧ ϫⲉ ⲉⲓⲉⲧⲁϣⲉⲟⲉⲓϣ ⲙⲙⲟϥ ϩⲛ ⲛϩⲉⲑⲛⲟⲥ ⲛⲧⲉⲩⲛⲟⲩ ⲙⲡⲓⲟⲩⲁϩⲧ ⲉⲥⲁⲣⲝ ϩⲓ ⲥⲛⲟϥ
17 ୧୭ ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି ।
ⲓ̅ⲍ̅ⲟⲩⲇⲉ ⲙⲡⲓⲃⲱⲕ ⲉⲑⲓⲉⲣⲟⲥⲟⲗⲩⲙⲁ ϣⲁⲛⲁⲡⲟⲥⲧⲟⲗⲟⲥ ⲉⲧϩⲁⲧⲁϩⲏ ⲁⲗⲗⲁ ⲁⲓⲃⲱⲕ ⲉⲧⲁⲣⲁⲃⲓⲁ ⲁⲩⲱ ⲟⲛ ⲁⲓⲕⲧⲟⲓ ⲉⲇⲁⲙⲁⲥⲕⲟⲥ
18 ୧୮ ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି ।
ⲓ̅ⲏ̅ⲙⲛⲛⲥⲁ ϣⲟⲙⲧⲉ ⲇⲉ ⲛⲣⲟⲙⲡⲉ ⲁⲓⲃⲱⲕ ⲉϩⲣⲁⲓ ⲉⲑⲓⲉⲣⲟⲥⲟⲗⲩⲙⲁ ⲉⲛⲁⲩ ⲉⲕⲏⲫⲁ ⲁⲩⲱ ⲁⲓϭⲱ ϩⲁϩⲧⲏϥ ⲙⲙⲛⲧⲏ ⲛϩⲟⲟⲩ
19 ୧୯ ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।
ⲓ̅ⲑ̅ⲙⲡⲓⲛⲁⲩ ⲇⲉ ⲉϭⲉ ϩⲛ ⲛⲁⲡⲟⲥⲧⲟⲗⲟⲥ ⲉⲓⲙⲏ ⲓⲁⲕⲱⲃⲟⲥ ⲡⲥⲟⲛ ⲙⲡϫⲟⲉⲓⲥ
20 ୨୦ ମୁଇ ଜେତ୍କି ବିସଇ ଲେକ୍ଲିନି, ସେଟା ସତ୍, ପରମେସର୍ ଜାନିଆଚେ ମୁଇ କାଇଟା ମିସା ମିଚ୍ କଇନାଇ!
ⲕ̅ⲛⲉϯⲥϩⲁⲓ ⲇⲉ ⲙⲙⲟⲟⲩ ⲛⲏⲧⲛ ⲉⲓⲥ ϩⲏⲏⲧⲉ ⲙⲡⲉⲙⲧⲟ ⲉⲃⲟⲗ ⲙⲡⲛⲟⲩⲧⲉ ϫⲉ ⲛϯϫⲓϭⲟⲗ ⲁⲛ
21 ୨୧ ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି ।
ⲕ̅ⲁ̅ⲙⲛⲛⲥⲱⲥ ⲁⲓⲉⲓ ⲉϩⲣⲁⲓ ⲉⲛⲓⲕⲗⲓⲙⲁ ⲛⲧⲥⲩⲣⲓⲁ ⲙⲛⲧ ⲕⲓⲗⲓⲕⲓⲁ
22 ୨୨ ସେବେଲା ଜିଉଦା ରାଇଜେ ରଇଲା କିରସ୍ଟକେ ବିସ୍ବାସ୍ କର୍ବା ମଣ୍ଡଲିର୍ ଲକ୍ମନ୍ ମକେ ନିକସଙ୍ଗ୍ ନାଜାନି ରଇଲାଇ ।
ⲕ̅ⲃ̅ⲛⲉⲩⲥⲟⲟⲩⲛ ⲇⲉ ⲙⲙⲟⲓ ⲁⲛ ⲡⲉ ⲛϩⲟ ⲛϭⲓ ⲛⲉⲕⲕⲗⲏⲥⲓⲁ ⲛϯⲟⲩⲇⲁⲓⲁ ⲉⲧϩⲙ ⲡⲉⲭⲥ
23 ୨୩ ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି!
ⲕ̅ⲅ̅ⲙⲟⲛⲟⲛ ⲇⲉ ⲛⲉⲩⲥⲱⲧⲙ ϫⲉ ⲡⲉⲧⲇⲓⲱⲕⲉ ⲙⲙⲟⲛ ⲙⲡⲓⲟⲩⲟⲉⲓϣ ⲧⲉⲛⲟⲩ ϥⲧⲁϣⲉⲟⲉⲓϣ ⲛⲧⲡⲓⲥⲧⲓⲥ ⲉⲛⲉϥϣⲱϥ ⲙⲙⲟⲥ ⲛⲛⲓⲧⲉ
24 ୨୪ ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।
ⲕ̅ⲇ̅ⲁⲩⲱ ⲛⲉⲩϯ ⲉⲟⲟⲩ ⲙⲡⲛⲟⲩⲧⲉ ⲛϩⲏⲧ