< ଗାଲାତିୟ 6 >

1 ଏ ବାଇବଇନିମନ୍‌ ଜଦି ତମର୍‌ ବିତ୍‌ରେ କେ କାରାପ୍‌ କାମ୍‌ କଲା ବେଲେ ଦାରାପଡ୍‌ଲେ, ତମର୍‌ଟାନେ ଜେ ସୁକଲ୍‌ ଆତ୍‌ମାଇଅନି ଚାଲ୍‌ନା ପାଇଲାନି, ସେ ତାକେ ଟିକ୍‌ ବାଟେ ଆନ୍‌ବାର୍‌ ଆଚେ । ମାତର୍‌ ସେ ଏ କାମ୍‌ ସାର୍‌ଦା ଆରି ସଲଦ୍‌ସଙ୍ଗ୍‍ କର୍‌ବାର୍‌ ଆଚେ । ଆରି ଜାଗ୍‍ରତ୍‌, ଜେନ୍ତିକି ସେ ନିଜେ ସେନ୍ତାର୍‌ କାମ୍‌ କର୍‌ବାକେ ମନ୍‌ କର୍‌ବାର୍‌ ନାଇ ।
Brüder, wenn auch ein Mensch von einem Fehltritt übereilt würde, so helfet ihr, die ihr geistlich seid, einem solchen im Geiste der Sanftmut wieder zurecht; und sieh dabei auf dich selbst, daß du nicht auch versucht werdest!
2 ତମର୍‌ ତମର୍‌ ବିତ୍‌ରେ, ଜିବନେ ଆଇବା ବଜ୍‌ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍‌ଟର୍‌ ଆଦେସ୍‌ ମାନ୍‌ସା ।
Traget einer des andern Lasten, und so werdet ihr das Gesetz Christi erfüllen!
3 ଜେ ନିଜର୍‌ ବିସଇନେଇ ବଡ୍‌ ବଲି ବାବ୍‌ସି, ସତଇସେ ଦେକ୍‌ଲେ ସେ ବଡ୍‌ ନଏ । ସେ ନିଜେ ନାଡାଇ ଅଇଲାନି ।
Denn wenn jemand glaubt, etwas zu sein, da er doch nichts ist, so betrügt er sich selbst.
4 ସବୁ ଲକ୍‌ ନିଜର୍‌ ନିଜର୍‌ ଚଲାଚଲ୍‌ତି ବିଚାର୍‌ କରି ଦେକ୍‌ବାର୍‌ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍‍ଦା ଅ । ଆରି ବିନ୍‌ ଲକର୍‌ କାମ୍‌ସଙ୍ଗ୍‌ ନିଜେ କଲାଟା ସମାନ୍‌ ନ କର ।
Ein jeglicher aber prüfe sein eigenes Werk, und dann wird er für sich selbst den Ruhm haben und nicht für einen andern;
5 କାଇକେ ବଇଲେ ସବୁ ଲକ୍‌ ନିଜର୍‌ ନିଜର୍‌ ଜିବନେ ଆଇବା ବଜ୍‌ ବଇବାକେ ପଡ୍‌ସି ।
denn ein jeglicher soll seine eigene Bürde tragen.
6 ଜନ୍‌ ଲକ୍‌ମନ୍‌ ବାକିଅଟାନେ ସିକିଆ ପାଇଲାଇନି, ସେମନର୍‌ଟାନେ ଜନ୍‌ଟା ଆଚେ, ସେଟା ତାକର୍‌ ସିକାଉମନର୍‌ ସଙ୍ଗ୍‌ ବାଟା କର୍‌ବାର୍‌ ଆଚେ ।
Wer im Wort unterrichtet wird, der gebe dem, der ihn unterrichtet, Anteil an allen Gütern.
7 ପରମେସର୍‌ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍‌ଟା ବୁନିରଇସି, ସେ ସମାନ୍‌ଟା ଆକା କାଟ୍‌ସି ।
Irret euch nicht; Gott läßt seiner nicht spotten! Denn was der Mensch sät, das wird er ernten.
8 ଜେ ନିଜର୍‌ ଗାଗଡର୍‍ ଗୁନ୍‍ଚଲନ୍‍ ଇସାବେ ବୁନ୍‍ସି, ସେ ଗାଗ୍‌ଡେଅନି ବାରଇବା ମରନର୍‌ କେତ୍‌ କାଟ୍‌ସି । ମାତର୍‌ ଜେ ଆତ୍‌ମାର୍‌ ଇସାବେ ବୁନ୍‍ସି, ସେ ଆତ୍‌ମାଇଅନି ବାରଇଲା ନ ସାର୍‌ବା ଜିବନ୍‌ପାରା କେତ୍‌ କାଟ୍‌ସି । (aiōnios g166)
Denn wer auf sein Fleisch sät, wird vom Fleisch Verderben ernten; wer aber auf den Geist sät, wird vom Geist ewiges Leben ernten. (aiōnios g166)
9 ସେଟାର୍‌ ପାଇ ଆମେ ନିକ କାମ୍‍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍‌ଲେ ସେ ସମାନ୍‍ ବେଲାଇ ପସଲ୍‌ ପାଇବାର୍‌ ଅଇସି ।
Laßt uns aber im Gutestun nicht müde werden; denn zu seiner Zeit werden wir auch ernten, wenn wir nicht ermatten.
10 ୧୦ ସେନ୍ତି ବଇଲେ ଜେତେକ୍‌ ତର୍‌ ବେଲା ପାଇଲୁନି, ସବୁବେଲା ସବୁର୍‌ସଙ୍ଗ୍‌, ଜନ୍‍ଲକ୍‍ମନ୍‍ ଆମର୍‌ ବିସ୍‌ବାସି କୁଟୁମେ ମିସ୍‌ଲାଇ ଆଚତ୍‌, ସେମନର୍‌ ପାଇ ନିମାନ୍‌ କର୍‌ବାର୍‍ ଆମର୍‌ ଦାଇତ୍‍ ।
So laßt uns nun, wo wir Gelegenheit haben, an jedermann Gutes tun, allermeist an den Glaubensgenossen.
11 ୧୧ ଦେକା, କେଡେ ବଡ୍‌ ବଡ୍‌ ଅଇକର୍‌ସଙ୍ଗ୍‍ ମୁଇ ତମ୍‌କେ ଏ ଚିଟିର୍‌ ସାରାସାରି କାତା ମର୍‌ ନିଜର୍‌ ଆତେ ଲେକ୍‌ଲିନି ।
Sehet, wie weitläufig ich euch geschrieben habe mit eigener Hand!
12 ୧୨ ଜନ୍‌ ଲକ୍‌ମନ୍‌ ବାଇରର୍‌ ରିତିନିତି ମାନିକରି ଡାକ୍‌ପୁଟା ପାଇବାକେ ମନ୍‌ କର୍‌ବାଇ, ସେମନ୍‌ ତମ୍‌କେ ସୁନତ୍‌ ଅଇବାକେ ବାଦିଅ କଲାଇନି । କିରିସ୍‌ଟର୍‌ କୁର୍‌ସର୍‍ ଲାଗି ସେମନ୍‌ ଜେନ୍ତି ସଙ୍ଗର୍‍ ଜିଉଦିମନର୍‌ କସ୍‌ଟ ନ ପାଇବାର୍‍ ଲାଗି ଏଟା କଲାଇନି ।
Alle, die im Fleische wohlangesehen sein wollen, nötigen euch, daß ihr euch beschneiden lasset, nur damit sie nicht mit dem Kreuze Christi verfolgt werden.
13 ୧୩ କାଇକେ ବଇଲେ ଜନ୍‌ ଲକ୍‌ମନ୍‌ ସୁନତ୍‌ ବିଦିକେ ଟିକ୍‌ ବଲି କଇଲାଇନି, ସେମନ୍‌ ନିଜେ, ମସାର୍‌ ସବୁ ନିୟମ୍‌ ମାନତ୍‌ ନାଇ । ଜେନ୍ତି କି ତମେ ସୁନତ୍‌ ଅଇ ସେମନର୍‌ବାଟେ ମିସ୍‌ଲାସ୍‌ । ଏଟା ନେଇକରି ବଡ୍‌ପନ୍‌ ଅଇବାଇ ।
Denn nicht einmal sie, die beschnitten sind, halten das Gesetz, sondern sie verlangen, daß ihr euch beschneiden lasset, damit sie sich eures Fleisches rühmen können.
14 ୧୪ ମାତର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ କୁରୁସ୍‌ ଚାଡିକରି ଆରି କାଇତେଇ ବଡ୍‌ପନ୍‌ ଅଇବାଟା ମର୍‌ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍‌ ଜନ୍‌ ବିସଇର୍‌ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍‌ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍‌ ପାରା ଦେକ୍‌ଲାନି ।
Von mir aber sei es ferne, mich zu rühmen, denn allein des Kreuzes unsres Herrn Jesus Christus, durch welches mir die Welt gekreuzigt ist und ich der Welt.
15 ୧୫ କେ ସୁନତ୍‌ ଅଇଲା, କେ ସୁନତ୍‌ ଅଏନାଇ, ସେଟା କିଚି ନାଇ । ମାତର୍‌ ପର୍‌ମେସର୍‌ ଆମ୍‌କେ ନୁଆ ଜନମ୍‌ ଦେଲାଆଚେ, ସବୁର୍‌ଟାନେଅନି ସେଟାସେ ମୁକିଅ ବିସଇ ।
Denn in Christus Jesus gilt weder Beschnitten noch Unbeschnittensein etwas, sondern eine neue Kreatur.
16 ୧୬ ଜନ୍‌ ଲକ୍‌ମନ୍‌ ନିଜର୍‌ ଜିବନେ ଏ କାତା ଦାର୍‌ବାଇ, ସେମନ୍‌ ସବୁ ଲକ୍‌ ଆରି ପରମେସରର୍‌ ସବୁ ଲକ୍‌ମନ୍‌ ଜିବ୍‌ନେ ସାନ୍ତି ଆରି ଜିବନ୍‌ ଦୁକାନି ପାଇବାଇ ।
Soviele nach dieser Regel wandeln, über die komme Frieden und Erbarmen, und über das Israel Gottes!
17 ୧୭ ସାରାସାରି ଏତ୍‌କି କଇଲିନି, ଆଜିଅନି ବୁଲ୍‌ ସିକିଆ ଦେଇକରି ମକେ ଆରି କେ ମିସା କସ୍‌ଟ ନ ଦେଅ, କାଇକେ ବଇଲେ ମୁଇ ଜିସୁର୍‌ ଗତିଦାଙ୍ଗ୍‌ଡା ବଲି ଦେକାଇବାକେ ମର୍‌ ଗାଗ୍‌ଡେ ତାର୍‌ କଣ୍ଡିଆ ଚିନ୍‌ ଆଚେ ।
Im übrigen mache mir niemand weitere Mühe; denn ich trage die Malzeichen Jesu an meinem Leibe.
18 ୧୮ ଏ ବାଇବଇନିମନ୍‌! ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାନି ତମର୍‌ ସବୁ ଲକର୍‌ ଲଗେ ରଅ । ଆମେନ୍‌!
Die Gnade unsres Herrn Jesus Christus sei mit eurem Geist, ihr Brüder! Amen.

< ଗାଲାତିୟ 6 >