< ଗାଲାତିୟ 3 >
1 ୧ ଏ ବକୁଆ ଗାଲାତିଅମନ୍! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
O thoughtless Galatians, who bewitched you, not to obey the truth—before whose eyes [it] was previously written [about] Jesus Christ having been crucified?
2 ୨ ଗଟେକ୍ କାତା ମକେ କଇଦେକାପନି, ମସାର୍ ନିୟମ୍ ମାନ୍ଲାକେ ତମେ ସୁକଲ୍ଆତ୍ମା ପାଇଆଚାସ୍ କି, ସୁବ୍କବର୍ ସୁନି ସେଟା ବିସ୍ବାସ୍ କଲାକେ?
I only wish to learn this from you: did you receive the Spirit by works of the Law, or by the hearing of faith?
3 ୩ ତମେ କେନ୍ତାର୍ ଏତେକ୍ ବୁଦି ନଇଲା ଲକର୍ ପାରା ଅଇଗାଲାସ୍ନି? ଆତ୍ମାର୍ ବପୁ ପାଇକରି ତମେ ଜନ୍ ବିସ୍ବାସର୍ ଜିବନ୍ ଆରାମ୍ କଲାସ୍, ସେଟା କାଇ ନିଜର୍ ବପୁସଙ୍ଗ୍ ସାରାଇବାକେ ମନ୍କଲାସ୍ନି କି?
Are you so thoughtless? Having begun in the Spirit, do you now end in the flesh?
4 ୪ ସେଟାର୍ପାଇ ତମେ ଆଗ୍ତୁ ସିକ୍ଲାଟା ସବୁ ବେକାର୍ କି? ତେଇଅନି କାଇଟା ମିସା ସିକାସ୍ ନାଇ କି?
So many things you suffered in vain! If, indeed, even in vain.
5 ୫ ପର୍ମେସର୍ କାଇକେ ତାର୍ ଆତ୍ମା ଦେଇ ତମର୍ ବିତ୍ରେ କାବାଅଇଜିବା କାମ୍ମନ୍ କଲା? ତମେ ମସାର୍ ନିୟମ୍ ମାନ୍ଲାର୍ ପାଇ କି ଜନ୍ ସୁବ୍କବର୍ ତମ୍କେ ଜାନାଇରଇଲାଇ ସେଟା ବିସ୍ବାସ୍ କଲାକେ?
He, therefore, who is supplying the Spirit to you and working mighty acts among you—[is it] by works of law or by the hearing of faith?
6 ୬ ଅବ୍ରାଆମର୍ କାତା ଏତାଇ ଦେକା । ସାସ୍ତରେ ଲେକାଆଚେ, “ସେ ପର୍ମେସର୍ କଇଲା ବିସଇ ବିସ୍ବାସ୍ କଲା । ଆରି ତାର୍ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଲେକା କଲା ।”
According as Abraham believed God, and it was reckoned to him for righteousness;
7 ୭ ଜନ୍ ଲକ୍ମନ୍ ବିସ୍ବାସ୍ କର୍ବାଇ, ସେମନ୍ସେ ଅବ୍ରାଆମର୍ କୁଟୁମର୍ ଲକ୍ । ଏଟା ତମେ ଜାନ୍ବାର୍ ଆଚେ ।
know, then, that those of faith—these are sons of Abraham,
8 ୮ ପୁର୍ବେଅନି ଦରମ୍ ସାସ୍ତରେ ଲେକାଅଇଲା ଆଚେ ଜେ, ବିସ୍ବାସ୍ କଲେସେ ପରମେସର୍ ଜିଉଦିନଇଲା ଲକ୍ମନ୍କେ ମିସା ଦରମ୍ ଲକ୍ ଇସାବେ ଲେକା କର୍ସି । ପରମେସର୍ ତମର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ସି । ଏ କବର୍ ପର୍ତୁମ୍ ଅବ୍ରାଆମ୍କେ ଜାନାଇ ଦିଆଅଇରଇଲା ।
and the Writing, having foreseen that God declares righteous the nations by faith, foretold the good news to Abraham:
9 ୯ ଅବ୍ରାଆମ୍ ବିସ୍ବାସ୍ କରି ଆସିର୍ବାଦ୍ ପାଇରଇଲା । ସେଟାର୍ ପାଇ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଲକ୍ ତାର୍ ପାରା ଆସିର୍ବାଦ୍ ପାଇବାଇ ।
“All the nations will be blessed in you”; so that those of faith are blessed with the believing Abraham,
10 ୧୦ ଜନ୍ ଲକ୍ମନ୍ ରିତିନିତିର୍ ନିୟମ୍ ମାନ୍ଲୁନି ବଲି ବଡ୍ପନ୍ ଅଇବାଇ, ସେମନ୍ ସାଇପ୍ ପାଇବାଇ । କାଇକେ ବଇଲେ ଦରମ୍ସାସ୍ତରେ ଲେକାଆଚେ, “ମସାର୍ ନିୟମ୍ ବଇଟାନେ ଜାଇଟା ସବୁ ଲେକାଅଇଲା ଆଚେ, ଜଦି କେ ସେଟା ପୁରାପୁରୁନ୍ ନ ମାନେ, ସେ ପରମେସରର୍ ସାଇପ୍ ପାଇସି ।”
for as many as are of works of law are under a curse, for it has been written: “Cursed [is] everyone who is not remaining in all things that have been written in the Scroll of the Law—to do them,”
11 ୧୧ ଏଟା ନିକସଙ୍ଗ୍ ଜାନାପଡ୍ଲାନି । ରିତିନିତିର୍ ନିୟମ୍ ମାନିକରି କେ ମିସା ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇ ନ ଅଅତ୍ । କାଇକେବଇଲେ ଦରମ୍ ଲକ୍ ବିସ୍ବାସର୍ ଲାଗି ବଁଚ୍ବାଇ ।
and [it] is evident that in law no one is declared righteous with God, because “The righteous will live by faith”;
12 ୧୨ ନିୟମ୍ ମାନ୍ବାଟା ଆରି ବିସ୍ବାସ୍ କର୍ବାଟା ଦୁଇଟା ମୁଲ୍କେ ନ ମିସେ । ଦରମ୍ ସାସ୍ତରେ ଲେକାଆଚେ, ଜନ୍ ଲକ୍ ନିୟମର୍ ଦାବି ଇସାବେ କାମ୍ କର୍ସି ସେ ଜିବନ୍ ପାଇସି ।
and the Law is not by faith, rather, “The man who did them will live in them.”
13 ୧୩ ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍!
Christ redeemed us from the curse of the Law, having become a curse for us, for it has been written: “Cursed is everyone who is hanging on a tree,”
14 ୧୪ ଅବ୍ରାଆମ୍ ଜନ୍ ଆସିର୍ବାଦ୍ କର୍ବାକେ ସପତ୍ କରିରଇଲା ଜିଉଦି ନଇଲା ଲକ୍ମନ୍ ମିସା ସେଟା ପାଇବାଇ, ସେଟାର୍ ପାଇ କିରିସ୍ଟ ଏ କାମ୍ କଲାଆଚେ । ସେଟାର୍ ପାଇ ବିସ୍ବାସ୍ କରି ଆମେ ମିସା ପରମେସରର୍ କାତା ଦେଲା ଇସାବେ ସୁକଲ୍ଆତ୍ମା ପାଇପାରୁ ।
that the blessing of Abraham may come to the nations in Christ Jesus, that we may receive the promise of the Spirit through faith.
15 ୧୫ ଏ ବାଇବଇନିମନ୍! ପର୍ମେସର୍ ଅବ୍ରାଆମ୍କେ ଜନ୍ ସପତ୍ ଦେଇ ରଇଲା, ସେଟା ବାତାଇବାକେ ମୁଇ ଗଟେକ୍ ଉଦାଅରନ୍ କଇବି। ଜେଡେବଲ୍ ଦୁଇ ଲକ୍ ଗଟେକ୍ ବିସଇତେଇ ରାଜିନାମା ଲେକ୍ବାଇ, ସେ ରାଜିନାମା କେ ମିସା ବାଙ୍ଗାଇ ନାପାରତ୍ । କି ତେଇ କାଇଟା ମିସାଇ ନାପାରତ୍ ।
Brothers, I say [it] as a man, no one even makes void or adds to a confirmed covenant of man,
16 ୧୬ ସେନ୍ତାର୍ସେ ପର୍ମେସର୍ ଅବ୍ରାଆମ୍ ଆରି ତାର୍ ନାତିତିତିକେସେ ସପତ୍ ଦେଇରଇଲା । ଏ ବିସଇନେଇ ନାତିତିତିମନ୍ ବଲି ସାସ୍ତରେ ଲେକାରଇବାଟା, ଅବ୍ରାଆମର୍ ସବୁ ନାତିତିତିମନ୍କେ କଏନାଇ । ମାତର୍ ଗଟେକ୍ ଲକ୍କେସେ କଇଲାଆଚେ । ଜେ କି କିରିସ୍ଟ ।
and to Abraham were the promises spoken, and to his Seed; He does not say, “And to seeds,” as of many, but as of one, “And to your Seed,” which is Christ;
17 ୧୭ ମର୍ କଇବାର୍ ଅରତ୍ ଅଇଲାନି, ପରମେସର୍ ଅବ୍ରାଆମର୍ ସଙ୍ଗ୍ ଗଟେକ୍ ରାଜିନାମା ତିଆର୍ କରିରଇଲା, ଆରି ସେଟା ମାନ୍ବାକେ ସପତ୍ କରିରଇଲା । ଜନ୍ ନିୟମ୍ ଚାରି ସଅ ତିରିସ୍ ବରସ୍ ପଚେ ଦିଆଅଇଲା, ସେ ନିୟମର୍ ରାଜିନାମା କେ ମିସା ବାଙ୍ଗାଇ ଦେଇ, ପରମେସରର୍ ଦେଇରଇବା ସପତ୍ ନସ୍ଟ କରିନାପାରେ ।
and this I say, a covenant confirmed before by God to Christ, the Law, that came four hundred and thirty years after, does not set aside, to make void the promise,
18 ୧୮ ପରମେସରର୍ ଆସିର୍ବାଦ୍ ପାଇବାଟା ଜଦି ନିୟମ୍ ମାନ୍ବା ଉପ୍ରେ ଅଇସି ବଇଲେ, ତେବେ ସେଟା ଆରି ତାକର୍ ସପତର୍ ଲାଗି ଅଇଲାଟା ବଲି କଇ ନଏଁ । ସେଟାର୍ ପାଇ ପରମେସର୍ ଅବ୍ରାଆମ୍କେ ଅବ୍କା ତାର୍ ସପତ୍ ଇସାବେ ସେ ଆସିର୍ବାଦ୍ ଦେଇରଇଲା ।
for if the inheritance [is] by law, [it is] no longer by promise, but God granted [it] to Abraham through promise.
19 ୧୯ ତେବେ ନିୟମ୍ କାଇକେ ଦିଆଅଇଲା? ମୁନୁସର୍ ସତ୍ ନ ଅଇବା ସବୁ କାମ୍ ଦେକାଇ ଦେବାକେ ଦିଆଅଇଲା । ଆରି ଅବ୍ରାଆମର୍ ଜନ୍ କୁଟୁମ୍ ଦେକି ପରମେସର୍ ସେ ସପତ୍ କରିରଇଲା, ସେ ଲକ୍ ଆଇବା ଜାକ ନିୟମର୍ ଦର୍କାର୍ ରଇଲା । ପର୍ମେସର୍ ଗଟେକ୍ ଲକ୍କେ ମାଲାକାରିଆ କରାଇ ସରଗର୍ ଦୁତ୍ମନର୍ ଆତେ ନିୟମ୍ ପାଟାଇରଇଲା ।
Why, then, the Law? It was added on account of the transgressions, until the Seed might come to which the promise has been made, having been set in order through messengers in the hand of a mediator—
20 ୨୦ ମାତର୍ ଅବ୍ରାଆମ୍କେ ସପତ୍ ଦେଲା ବେଲେ ମାଲାକାରିଆମନ୍ ନ ରଇଲାଇ । ପର୍ମେସର୍ ନିଜେସେ ସପତ୍ କରିରଇଲାଇ ।
and the mediator is not of one, but God is one.
21 ୨୧ ନିୟମ୍ କାଇ ପରମେସରର୍ ସପତ୍ ବିରଦ୍ କଲାନି କି? ନାଇ କେବେ ନାଇ! କାଇକେବଇଲେ ଲକ୍କେ ଜିବନ୍ ଦେଲାପାରା ଗଟେକ୍ ନିୟମ୍ କରା ଅଇତା, ତେବେ ସେଟା ମାନ୍ଲେସରି ସେ ପରମେସରର୍ ମୁଆଟେ ଦସ୍ ନ କଲାଲକ୍ ବଲାଇ ଅଇତା ।
[Is] the Law, then, against the promises of God? Let it not be! For if a law was given that was able to make alive, truly there would have been righteousness by law,
22 ୨୨ ମାତର୍ ଦରମ୍ ସାସ୍ତରେ ଲେକା ଆଚେ, ସବୁ ମୁନୁସ୍ ଜାତି ପାପର୍ ତଲେ ଆଚତ୍, ସେଟାର୍ ପାଇ କିରିସ୍ଟ ବିସ୍ବାସିମନ୍, ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲାର୍ ପାଇ ସପତର୍, ଆସିର୍ବାଦ୍ ପାଇବାଇ ।
but the Writing shut up the whole under sin, that the promise by faith of Jesus Christ may be given to those believing.
23 ୨୩ ବିସ୍ବାସର୍ ଜୁଗ୍ ଆଇବା ଆଗ୍ତୁ ଆରି ଦେକାଇଅଇବା ଜାକ, ନିୟମ୍ ଆମ୍କେ ବନ୍ଦି କରି ରକିରଇଲା ।
And before the coming of faith, we were being kept under law, shut up to the faith about to be revealed,
24 ୨୪ କିରିସ୍ଟର୍ ଆଇବା ଜାକ ଆମେ ନିୟମର୍ ତଲେ ରଇଲୁ । ମାତର୍ ତାର୍ ପଚେ, କାଲି ବିସ୍ବାସେଅନି ଆମେ ପରମେସରର୍ ମୁଆଟେ ଦସି ନଇଲା ଲକ୍ ବଲାଇ ଅଇବୁ ।
so that the Law became our tutor—to Christ, that we may be declared righteous by faith,
25 ୨୫ ଏବେ ବିସ୍ବାସର୍ ଜୁଗ୍ କେଟିଆଚେ, ଆମେ ଆରି ନିୟମର୍ ତଲେ ନାଇ ।
and faith having come, we are no longer under a tutor,
26 ୨୬ ବିସ୍ବାସ୍ କଲାକେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି, ଆମେ ସବୁ ପରମେସରର୍ ପିଲାଟକି ଅଇଆଚୁ ।
for you are all sons of God through faith in Christ Jesus,
27 ୨୭ ଆମେ ଡୁବନ୍ ନେଇକରି କିରିସ୍ଟର୍ ସଙ୍ଗ୍ ଗଟେକ୍ ଅଇଆଚୁ ଆରି ଏବେ ଜିସୁ କିରିସ୍ଟର୍ ଜିବନ୍ ରୁପର୍ ବସ୍ତର୍ ପିନ୍ଦି ଆଚୁ ।
for as many as were immersed into Christ put on Christ;
28 ୨୮ ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ ।
there is neither Jew nor Greek, there is neither servant nor freeman, there is neither male and female, for you are all one in Christ Jesus;
29 ୨୯ ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।
and if you [are] of Christ then you are seed of Abraham, and heirs according to promise.