< ଗାଲାତିୟ 2 >
1 ୧ ଚଉଦ ବରସ୍ ପଚେ ବର୍ନବାର୍ ସଙ୍ଗ୍ ମୁଇ ଜିରୁସାଲମେ ବାଉଡିଆଇଲି । ଆମର୍ ସଙ୍ଗ୍ ତିତସ୍କେ ମିସା ଡାକି ନେଇରଇଲୁ ।
అనన్తరం చతుర్దశసు వత్సరేషు గతేష్వహం బర్ణబ్బా సహ యిరూశాలమనగరం పునరగచ్ఛం, తదానోం తీతమపి స్వసఙ్గినమ్ అకరవం|
2 ୨ ମୁଇ ତେଇ ଜିବାର୍ ଆଚେଆକା ବଲି ପରମେସରର୍ଟାନେଅନି ଆଦେସ୍ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍ମନର୍ ଲଗେ ମୁଇ ଜନ୍ କବର୍ ଜାନାଇଲିନି, ସେଟା ଜିରୁସାଲମର୍ ନେତା ବଲି ମାନିଅ ପାଇରଇବା ଲକ୍ମନ୍, ଗଟେକ୍ ଗରେ ବସ୍ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍ ଆଗର୍ ପଚର୍ ଜାନାଇବା ସୁବ୍କବର୍ ବେକାର ନ ଅ, ସେଟାର୍ ପାଇ ମୁଇ ଦିଆନ୍ ଦେଇରଇଲି ।
తత్కాలేఽహమ్ ఈశ్వరదర్శనాద్ యాత్రామ్ అకరవం మయా యః పరిశ్రమోఽకారి కారిష్యతే వా స యన్నిష్ఫలో న భవేత్ తదర్థం భిన్నజాతీయానాం మధ్యే మయా ఘోష్యమాణః సుసంవాదస్తత్రత్యేభ్యో లోకేభ్యో విశేషతో మాన్యేభ్యో నరేభ్యో మయా న్యవేద్యత|
3 ୩ ମୁଇ କଇଲା ବିସଇ ସେମନ୍ ରାଜି ଅଇଲାଇ । କାଇକେବଇଲେ ମର୍ ସାଙ୍ଗ ତିତସ୍, ଗଟେକ୍ ଗିରିକ୍ ଲକ୍ ଅଇରଇଲେ ମିସା, ତାକେ ସୁନତ୍ ଅ ଆକା ବଲି ବାଦିଅ କରତ୍ ନାଇ ।
తతో మమ సహచరస్తీతో యద్యపి యూనానీయ ఆసీత్ తథాపి తస్య త్వక్ఛేదోఽప్యావశ్యకో న బభూవ|
4 ୪ ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
యతశ్ఛలేనాగతా అస్మాన్ దాసాన్ కర్త్తుమ్ ఇచ్ఛవః కతిపయా భాక్తభ్రాతరః ఖ్రీష్టేన యీశునాస్మభ్యం దత్తం స్వాతన్త్ర్యమ్ అనుసన్ధాతుం చారా ఇవ సమాజం ప్రావిశన్|
5 ୫ ମାତର୍ ତମର୍ ଲାଗି, ସୁବ୍କବର୍ ସତ୍ସଙ୍ଗ୍ ଦାରି ରକ୍ବାକେ, ଆମେ ସେ ନାଡାଉମନ୍କେ ଚନେକ୍ ମିସା ବେଲା ଦେଇ ନ ରଇଲୁ ।
అతః ప్రకృతే సుసంవాదే యుష్మాకమ్ అధికారో యత్ తిష్ఠేత్ తదర్థం వయం దణ్డైకమపి యావద్ ఆజ్ఞాగ్రహణేన తేషాం వశ్యా నాభవామ|
6 ୬ ମାତର୍ ଜନ୍ ଲକ୍ମନ୍ ନେତା ବଲାଇ ଅଇତେ ରଇଲାଇ, ସେମନ୍ ଜେ ମିସା ଅଅତ୍, ସେଟାର୍ ପାଇ ମକେ କାଇଟା ନ ଅଏ । କାଇକେବଇଲେ ପରମେସର୍ କାକେ ମିସା ବାଇରର୍ ଚଲାଚଲ୍ତି ଦେକି ବିଚାର୍ନା ନ କରେ । ସେ ନେତାମନ୍ ମକେ କାଇମିସା ନୁଆ ଜଜ୍ନା ନ ଦେଇରଇଲାଇ ।
పరన్తు యే లోకా మాన్యాస్తే యే కేచిద్ భవేయుస్తానహం న గణయామి యత ఈశ్వరః కస్యాపి మానవస్య పక్షపాతం న కరోతి, యే చ మాన్యాస్తే మాం కిమపి నవీనం నాజ్ఞాపయన్|
7 ୭ ଆରି ଗଟେକ୍ ବାଟେ ସେମନ୍ ଦେକ୍ଲାଇ ଜେ, ପରମେସର୍ ଜେନ୍ତିକି ପିତର୍କେ ଜିଉଦିମନର୍ ଲଗେ ସୁବ୍କବର୍ ଜାନାଇବାକେ ଦାଇତ୍ ଦେଇ ରଇଲା, ସେନ୍ତି ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ମକେ ଦାଇତ୍ ଦେଲାଆଚେ ।
కిన్తు ఛిన్నత్వచాం మధ్యే సుసంవాదప్రచారణస్య భారః పితరి యథా సమర్పితస్తథైవాచ్ఛిన్నత్వచాం మధ్యే సుసంవాదప్రచారణస్య భారో మయి సమర్పిత ఇతి తై ర్బుబుధే|
8 ୮ କାଇକେବଇଲେ ପିତର୍ ଜେନ୍ତି ପର୍ମେସରର୍ ବପୁ ପାଇକରି ଜିଉଦିମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇରଇଲା, ସମାନ୍ ସେନ୍ତି, ମୁଇ ମିସା ପରମେସରର୍ ବପୁ ପାଇକରି ଜିଉଦି ନଇଲା ଲକ୍ମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇଲିଆଚି ।
యతశ్ఛిన్నత్వచాం మధ్యే ప్రేరితత్వకర్మ్మణే యస్య యా శక్తిః పితరమాశ్రితవతీ తస్యైవ సా శక్తి ర్భిన్నజాతీయానాం మధ్యే తస్మై కర్మ్మణే మామప్యాశ్రితవతీ|
9 ୯ ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।
అతో మహ్యం దత్తమ్ అనుగ్రహం ప్రతిజ్ఞాయ స్తమ్భా ఇవ గణితా యే యాకూబ్ కైఫా యోహన్ చైతే సహాయతాసూచకం దక్షిణహస్తగ్రహంణ విధాయ మాం బర్ణబ్బాఞ్చ జగదుః, యువాం భిన్నజాతీయానాం సన్నిధిం గచ్ఛతం వయం ఛిన్నత్వచా సన్నిధిం గచ్ఛామః,
10 ୧୦ ସେମନ୍ ଆମ୍କେ ସେମନର୍ ଦଲେ ଅବାବେ ରଇଲା ଲକ୍ମନ୍କେ ଏତାଇତେରୁଆ ବଲି ଅବ୍କା ଏତ୍କି ଗୁଆରି କରିରଇଲାଇ । ସେ ବିସଇ କର୍ବାକେସେ ମର୍ ମନ୍ ରଇଲା ।
కేవలం దరిద్రా యువాభ్యాం స్మరణీయా ఇతి| అతస్తదేవ కర్త్తుమ్ అహం యతే స్మ|
11 ୧୧ ପିତର୍ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍ କାମ୍ କର୍ତେରଇଲା ।
అపరమ్ ఆన్తియఖియానగరం పితర ఆగతేఽహం తస్య దోషిత్వాత్ సమక్షం తమ్ అభర్త్సయం|
12 ୧୨ ଆଗ୍ତୁ ସେ ଜିଉଦି ନଇଲା ଲକ୍ମନର୍ ସଙ୍ଗ୍ କାଇତେରଇଲା, ମାତର୍ ଜେଡେବଲ୍ ଜାକୁବ୍ ପାଟାଇରଇବା ଲକ୍ମନ୍ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍ ଜିଉଦି ବିସ୍ବାସିମନ୍ ଜିଉଦି ନଇଲାଟାମନ୍କେ ସୁନତ୍ ଉଆ ବଲି ବାଦିଅ କର୍ତେରଇଲାଇ, ସେମନ୍କେ ଡରି ପିତର୍ ଏନ୍ତି କଲା ।
యతః స పూర్వ్వమ్ అన్యజాతీయైః సార్ద్ధమ్ ఆహారమకరోత్ తతః పరం యాకూబః సమీపాత్ కతిపయజనేష్వాగతేషు స ఛిన్నత్వఙ్మనుష్యేభ్యో భయేన నివృత్య పృథగ్ అభవత్|
13 ୧୩ ବିନ୍ ଜିଉଦି ବାଇମନ୍ ମିସା ପିତର୍ ସଙ୍ଗ୍ ମିସି କୁଟିଆଲ୍ମନର୍ ପାରା ଚଲାଚଲ୍ତି କର୍ତେ ରଇଲାଇ । ଏନ୍ତିକି ବର୍ନବା ମିସା ସେନ୍ତାରି ଅଇଗାଲା ।
తతోఽపరే సర్వ్వే యిహూదినోఽపి తేన సార్ద్ధం కపటాచారమ్ అకుర్వ్వన్ బర్ణబ్బా అపి తేషాం కాపట్యేన విపథగామ్యభవత్|
14 ୧୪ ସବୁର୍ ମୁଆଟେ ମୁଇ ପିତର୍କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି?”
తతస్తే ప్రకృతసుసంవాదరూపే సరలపథే న చరన్తీతి దృష్ట్వాహం సర్వ్వేషాం సాక్షాత్ పితరమ్ ఉక్తవాన్ త్వం యిహూదీ సన్ యది యిహూదిమతం విహాయ భిన్నజాతీయ ఇవాచరసి తర్హి యిహూదిమతాచరణాయ భిన్నజాతీయాన్ కుతః ప్రవర్త్తయసి?
15 ୧୫ ଏବେ ଆମ୍କେ ଜନ୍ମେଅନି ଜିଉଦି ଲକ୍ ବଲି ଜାନତ୍ । ପର୍ମେସରର୍ ନିୟମ୍ ନାଜାନ୍ଲା ଜିଉଦି ନଇଲା ଲକ୍ମନର୍ପାରା ନଉଁ ।
ఆవాం జన్మనా యిహూదినౌ భవావో భిన్నజాతీయౌ పాపినౌ న భవావః
16 ୧୬ ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
కిన్తు వ్యవస్థాపాలనేన మనుష్యః సపుణ్యో న భవతి కేవలం యీశౌ ఖ్రీష్టే యో విశ్వాసస్తేనైవ సపుణ్యో భవతీతి బుద్ధ్వావామపి వ్యవస్థాపాలనం వినా కేవలం ఖ్రీష్టే విశ్వాసేన పుణ్యప్రాప్తయే ఖ్రీష్టే యీశౌ వ్యశ్వసివ యతో వ్యవస్థాపాలనేన కోఽపి మానవః పుణ్యం ప్రాప్తుం న శక్నోతి|
17 ୧୭ ମାତର୍ କିରିସ୍ଟର୍ ସଙ୍ଗ୍ ମିସିରଇଲାକେ ତାର୍ ମୁଆଟେ ଆମେ ଦରମ୍ଲକ୍ ବଲି ଏଜାଇ ଅଇବୁ । ମାତର୍ ମସାର୍ ନିୟମ୍ ଇସାବେ, ଜିଉଦି ନଇଲା ଲକ୍ମନର୍ ପାରା ଆମେ ପାପିଲକ୍ ବଲି ଏଜାଇ ଅଇଲୁନି । କିରିସ୍ଟ ଲକ୍ମନ୍କେ ପାପ୍ କରାଇବାକେ ବାଦିଅ କଲାନି ବଲି ତାର୍ ଅରତ୍ ଆଚେ କି? ନାଇ, ଏନ୍ତାରି କେବେ ନ ଅଏ ।
పరన్తు యీశునా పుణ్యప్రాప్తయే యతమానావప్యావాం యది పాపినౌ భవావస్తర్హి కిం వక్తవ్యం? ఖ్రీష్టః పాపస్య పరిచారక ఇతి? తన్న భవతు|
18 ୧୮ କାଇକେବଇଲେ ମୁଇ ମସାର୍ ନିୟମ୍ ପିଟି ପାସ୍ଲିଦେଲି । ମାତର୍ ଜନ୍ ନିୟମ୍ ମୁଇ ଚାଡିଦେଇରଇଲି, ସେଟା ଆରିତରେକ୍ ମାନ୍ବାକେ ଚେସ୍ଟା କଲେ ସତଇସେ ପାପି ଅଇଜିବି ।
మయా యద్ భగ్నం తద్ యది మయా పునర్నిర్మ్మీయతే తర్హి మయైవాత్మదోషః ప్రకాశ్యతే|
19 ୧୯ ନିୟମର୍ ପାଇ ମୁଇ ମଲାସମାନ୍ ଅଇଆଚି । ନିୟମର୍ ଲାଗି ସେ, ପର୍ମେସରର୍ ମୁଆଟେ ଦସି ଅଇକରି ମରନର୍ ଡଣ୍ଡ୍ ପାଇଲି ।
అహం యద్ ఈశ్వరాయ జీవామి తదర్థం వ్యవస్థయా వ్యవస్థాయై అమ్రియే|
20 ୨୦ ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
ఖ్రీష్టేన సార్ద్ధం క్రుశే హతోఽస్మి తథాపి జీవామి కిన్త్వహం జీవామీతి నహి ఖ్రీష్ట ఏవ మదన్త ర్జీవతి| సామ్ప్రతం సశరీరేణ మయా యజ్జీవితం ధార్య్యతే తత్ మమ దయాకారిణి మదర్థం స్వీయప్రాణత్యాగిని చేశ్వరపుత్రే విశ్వసతా మయా ధార్య్యతే|
21 ୨୧ ଏଟାର୍ପାଇ ପରମେସରର୍ ଜିବନ୍ ଦୁକାଇଲାଟାକେ ମୁଇ କେବେ ମିସା ନାଇ ବଲି କଇନାପାରି । କାଇକେ ବଇଲେ ନିୟମ୍ ମାନ୍ଲେ ଜଦି ଗଟେକ୍ ଲକ୍ ତାର୍ ମୁଆଟେ ଦରମ୍ ଲକ୍ ଅଇପାରେ, ତେବେ କିରିସ୍ଟ ମଲାର୍ କିଚି ମୁଲିଅ ନାଇ । ଏ ସବୁ ବିସଇ ମୁଇ ଆନ୍ଟିଅକେ କଇଲି ।
అహమీశ్వరస్యానుగ్రహం నావజానామి యస్మాద్ వ్యవస్థయా యది పుణ్యం భవతి తర్హి ఖ్రీష్టో నిరర్థకమమ్రియత|