< ଗାଲାତିୟ 1 >
1 ୧ ମୁଇ ପେରିତ୍ ସିସ୍ ପାଉଲ୍ । ପେରିତ୍ ସିସ୍ ଅଇବାକେ ମୁଇ ଲକ୍ମନର୍ଟାନେଅନି କି ଲକ୍ମନର୍ ମାଲାକାରିଆ ଇସାବେ ଡାକ୍ରା ପାଇନାଇ । ଏ ଡାକ୍ରା ମୁଇ ବାବା ପରମେସରର୍ ଆରି ଜିସୁ କିରିସ୍ଟର୍ ତେଇଅନି ପାଇଲିଆଚି । ପରମେସର୍ ତାକେ ମଲାଟାନେଅନି ଉଟାଇଆଚେ ।
Wannan Bulus manzo ne. Manzancina kuwa, bai zo daga mutane ba ko mutum, amma ta wurin Yesu Almasihu da Allah Uba wanda da ya tashe shi daga matattu.
2 ୨ ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।
Ni da dukan 'yan'uwa da nake tare da su a nan, ina rubuto maku ku iklisiyoyi da ke a Galatiya.
3 ୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
Alheri zuwa gare ku da salama daga Allah Ubanmu da kuma Ubangjinmu Yesu Almasihu,
4 ୪ ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା । (aiōn )
wanda ya ba da kansa domin zunubanmu saboda ya kubutar da mu daga wannan mugun zamani, bisa ga nufin Allah da Ubanmu. (aiōn )
5 ୫ ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍! (aiōn )
Daukaka ta tabbata a gare shi har abada abadin. (aiōn )
6 ୬ କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି ।
Na yi mamaki kwarai yadda kuka juya da sauri zuwa wata bishara daban. Na yi mamakin cewa kuna juyawa daga shi wanda ya kira ku ta wurin alherin Almasihu.
7 ୭ ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି ।
Ba wata bishara, amma akwai wadansu mutane da suke kawo maku rudani kuma suna so su gurbata bisharar Almasihu.
8 ୮ ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ ।
Amma, ko da mu ne ko mala'ika daga sama ya yi maku shelar wata bishara ta daban da wadda muka yi shelar ta, la'ananne ne.
9 ୯ ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।
Kamar yadda muka fadi maku a da, yanzu kuma ina sake fada, “Idan wani ya yi maku shelar wata bishara ta daban da wadda kuka karba, la'ananne ne.”
10 ୧୦ ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
To yanzu ina neman shaidar mutane ne ko Allah? Ina neman in gamshi mutane ne? Idan har yanzu ina kokarin in gamshi mutane ne, ni ba bawan Almasihu ba ne.
11 ୧୧ କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ ।
Ina son ku sani fa 'yan'uwa, cewa bisharar da nake shelar ta ba daga mutane take ba.
12 ୧୨ ତେବେ ମୁଇ ସେଟା ମୁନୁସ୍ ମନର୍ ଟାନେଅନି ପାଇନାଇ, କି କେ ମକେ ସିକାଅତ୍ ନାଇ । ନିଜେ ଜିସୁ କିରିସ୍ଟ ସେଟା ମକେ ଜାନାଇଲା ଆଚେ ।
Ban karbe ta daga mutum ba, ba ma wanda ya koyar mani A maimakon haka, ta wurin wahayin Yesu Almasihu ne zuwa gare ni.
13 ୧୩ ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ ।
Kun riga kun ji game da rayuwa ta a da cikin Yahudanci, yadda da nake da kwazon tsananta wa iklisiyar Allah fiye da misali kuma ina lalatar da ita.
14 ୧୪ ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।
Ina gaba-gaba cikin Yahudanci fiye da yawancin tsararrakina. A kwazo kuwa fiye da kima game da al'adun ubannina.
15 ୧୫ ମାତର୍ ପରମେସର୍ ତାର୍ ଜିବନ୍ ଦୁକାଇ ମର୍ ମାଆର୍ ଗର୍ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍ ସେବା କର୍ବାକେ ଡାକ୍ଲା ।
Amma ya gamshi Allah ya zabe ni daga cikin mahaifiyata. Ya kira ni ta wurin alherinsa.
16 ୧୬ ଆରି ଜେଡେବେଲେ ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ପର୍ମେସର୍ ମକେ ତାର୍ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍ଲଗେ ଜିବି ଆରି ସେମନ୍ ମକେ ସିକାଇଦେଅତ୍ ବଲି ଚିନ୍ତାକରି ନାଇ ।
Ya bayyana dansa a gareni, saboda in yi shelar sa cikin al'ummai. Nan da nan, ban nemi shawarar nama da jini ba
17 ୧୭ ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି ।
kuma ban tafi Urushalima ba wurin wadanda suka zama manzanni kafin ni. Maimakon haka sai na tafi Arebiya, daga nan sai na dawo Dimashku.
18 ୧୮ ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି ।
Bayan shekara uku na je Urushalima don in san Kefas, na zauna da shi na kwana goma sha biyar.
19 ୧୯ ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।
Amma ban ga ko daya daga cikin manzannin ba sai Yakubu kadai, dan'uwan Ubangiji.
20 ୨୦ ମୁଇ ଜେତ୍କି ବିସଇ ଲେକ୍ଲିନି, ସେଟା ସତ୍, ପରମେସର୍ ଜାନିଆଚେ ମୁଇ କାଇଟା ମିସା ମିଚ୍ କଇନାଇ!
Duba, a gaban Allah, ba karya nake yi ba cikin abin da na rubuta maku.
21 ୨୧ ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି ।
Daga nan sai na je lardin Suriya da Kilikiya.
22 ୨୨ ସେବେଲା ଜିଉଦା ରାଇଜେ ରଇଲା କିରସ୍ଟକେ ବିସ୍ବାସ୍ କର୍ବା ମଣ୍ଡଲିର୍ ଲକ୍ମନ୍ ମକେ ନିକସଙ୍ଗ୍ ନାଜାନି ରଇଲାଇ ।
Har a lokacin babu wanda ya san ni a fuska a iklisiyoyin Yahudiya da suke cikin Almasihu,
23 ୨୩ ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି!
amma sai labari kawai suke ji, “Wanda a da yake tsananta mana yanzu yana shelar bangaskiyar da a da yake rusarwa.”
24 ୨୪ ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।
Suna ta daukaka Allah saboda ni.