< ଏପିସିୟ 5 >

1 ପର୍‌ମେସର୍‌କେ ବେସି ଆଲାଦ୍‌ କର୍‌ବା ତାର୍‌ ପିଲାମନ୍‌ ଅଇବାକେ, ତାର୍‌ପାରା ଅଇ ଗଟେକ୍‌ ଆଲାଦର୍‌ ଚଲାଚଲ୍‌ତି କରା ।
Weest dus navolgers van God, als zijn geliefde kinderen;
2 ଜେନ୍ତାର୍‌ କି କିରିସ୍‌ଟ ଆମ୍‌କେ ଆଲାଦ୍‌ କରି ଆମର୍‌ ପାଇ ମରି ରଇଲା । ଗଟେକ୍‌ ସୁନ୍ଦର୍‌ ବାସ୍‌ନା ଅଇବା ବଲି ପାରା ସେ ତାର୍‌ ଜିବନ୍‌ ପର୍‌ମେସର୍‌କେ ସର୍‌ପିଦେଲା ।
en leeft in liefde, zoals ook Christus u heeft liefgehad en Zich voor ons heeft gegeven als gave en offer, tot een lieflijke geur voor God.
3 ମାତର୍‌ ତମର୍‌ ବିତ୍‌ରେ ବେସିଆ ଇସାବେ ରଇବା ଚଲାଚଲ୍‌ତି, କି କାଇ ରକାମର୍‌ ସୁକଲ୍‌ ନ ଅଇବାଟା କି ଲବ୍‌ ଅଇବାଟା ଆଚେ, ବଲି ବିନ୍‌ ଲକ୍‌ମନ୍‌ ନ କ‍ଅତ୍‌ । କାଇକେବ‍ଇଲେ ଏଟା ସବୁ ପର୍‌ମେସରର୍‌ ସୁକଲ୍‌ ଲକ୍‌ମନ୍‌ କର୍‌ବା ଟିକ୍‌ ବିସ‍ଇ ନ‍ଏ ।
Van ontucht, alle soort van onreinheid en hebzucht mag onder u zelfs geen sprake meer zijn, zoals dit heiligen betaamt;
4 ସେନ୍ତାରିସେ ଜନ୍‌ଟାକି ଲଡାକେ ନ ଆଇବା ଗୁନ୍‌ଚଲନ୍‌, କି କାରାପ୍‌ କାତା, ଲାଜ୍‌ କର୍‌ବା କାତା କି ଟାପ୍‌ରା କାତା ତମର୍‌ଟାନେ ନ ଡିସ । ଏଟାମନ୍‌ ତମର୍‌ଟାନେ ର‍ଇବାଟା ଟିକ୍‌ ନ‍ଏ । ତାର୍‌ବାଦୁଲେ ତମେ ପର୍‌ମେସର୍‌କେ ଦନିଅବାଦ୍‌ ଦେବା କାତା କୁଆ ।
evenmin van vuile taal, zotteklap of spotternij. Deze dingen betamen niet; een dankgebed betaamt veel meer.
5 ତମେ ଜାନ୍‍ବାର୍‌ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍‌ କର୍‌ବା ଲକ୍‌, କି ସୁକଲ୍‌ ନ ଅଇଲା ଲକ୍‌, କି ଲବ୍‌ରା ଲକ୍‌ ପରମେସରର୍‌ ଆରି କିରିସ୍‌ଟର୍‌ ରାଇଜେ ର‍ଇବା କାଇ ବିସ‍ଇ ମିଲାଇବାକେ ଅଦିକାର୍‌ ପାଇ ନାପାରତ୍‌ । ଗଟେକ୍‌ ଲବ୍‌ରା, ପୁତ୍‌ଲା ପୁଜା କର୍‌ବା ଲକର୍‌ ସଙ୍ଗ୍‌ ସମାନ୍‌ ।
Weet wel: geen ontuchtige, onreine of hebzuchtige bezit een erfdeel in het koninkrijk van Christus en van God; zo iemand staat met een afgodendienaar gelijk.
6 ବିନ୍‌ ଲକର୍‌ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବ‍ଇଲେ, ଏନ୍ତାରି କରି ତାକେ ନ ନାମ୍‌ବା ଲକ୍‌ମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି ।
Laat niemand u met holle woorden bedriegen; want daarom juist komt Gods toorn over de kinderen der ongehoorzaamheid.
7 ତେବର୍‌ପାଇ ସେନ୍ତାରି ଲକ୍‌ମନର୍‌ ସଙ୍ଗ୍‍ ମିସା ନାଇ ।
Wordt dus hun medeplichtigen niet!
8 କାଇକେବ‍ଇଲେ ଆଗ୍‌ତୁ ତମେ ଆନ୍ଦାରେ ର‍ଇଲାସ୍‌ । ମାତର୍‌ ଏବେ ମାପ୍‌ରୁର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ଉଜଲେ ପୁରି ଆଚାସ୍‌ । ତେବର୍‌ପାଇ ଉଜଲେ ର‍ଇବା ଲକ୍‌ମନର୍‌ପାରା ଚଲାଚଲ୍‌ତି କରା ।
Vroeger waart gij duisternis, thans zijt gij licht in den Heer; gedraagt u dan ook als kinderen van het licht.
9 କାଇକେବଇଲେ, ଉଜ୍‌ଲେ ର‍ଇଲେ ତେଇଅନି ସବୁ ରକାମର୍‌ ନିକ, ଦରମ୍‌, ଆରି ସତ୍‌ ବିସ‍ଇ ବାର‍ଇସି ।
Want de vrucht van het licht bestaat in allerlei goedheid, gerechtigheid en waarheid.
10 ୧୦ ପର୍‌ମେସର୍‌କେ ସାର୍‌ଦା କରାଇବା ବିସ‍ଇ କଜିକରି ମିଲାଆ ।
Onderzoekt wat welbehaaglijk is aan den Heer,
11 ୧୧ ଆନ୍ଦାରେ ର‍ଇବା ଲକ୍‌ମନ୍‌ କର୍‌ବା କାଇ ମୁଲିଅ ନ ର‍ଇବା କାମେ ମିସାନାଇ । ସେଟାମନ୍‌କେ କାଇ ମୁଲିଅ ନାଇ । ତାର୍‌ ବାଦୁଲେ ସେନ୍ତାରି କାରାପ୍‌ ଅଇବା କାମ୍‌ ନ ଲୁଚାଇ ଦେକାଇଦିଆସ୍‌ ।
en neemt geen deel aan de onvruchtbare werken der duisternis; maar keurt ze af.
12 ୧୨ ସେନ୍ତାରି ଲୁଚ୍‌ତେ କର୍‌ବା କାମର୍‌ ବିସ‍ଇ କାତା ଅଇବାକେ ମିସା ଲାଜ୍‌ ଲାଗ୍‌ସି ।
Want wat door hen in het geheim wordt gedaan, is te schandelijk zelfs om het te noemen.
13 ୧୩ ଏନ୍ତାରି କାମ୍‌ ନ ଲୁଚାଇ ବାର୍‌କରାଇଲେ, ତେଇର୍‌ ସତ୍‌ ବିସଇ ଲକ୍‌ମନ୍‌ ଦେକ୍‌ବାଇ ।
Alles echter wat afkeurenswaardig is, wordt openbaar gemaakt door het licht; want het licht maakt alles openbaar.
14 ୧୪ କାଇକେବଇଲେ ଉଜଲର୍‌ ସବୁ ବିସଇ ଉଜଲ୍‌ସେ । ସେଟାର୍‌ ପାଇ ଏନ୍ତାରି ଲେକାଅଇଲାଆଚେ, “ଏ ଗୁନେରାମନ୍‌ ଉଟା, ମଲାପାରା ନ ର‍ଇକରି ଜିବନ୍‌ ରୁଆ, କିରିସ୍‌ଟ ତମ୍‌କେ ଉଜଲ୍‌ ଦେଇସି ।”
Daarom wordt er gezegd: "Ontwaak, gij slaper; Sta op uit de doden, En Christus zal over u lichten!"
15 ୧୫ ତେବେ ତମର୍‌ ଚଲାଚଲ୍‌ତି କର୍‌ବାଟାନେ ଜାଗ୍‌ରତ୍‌ ରୁଆ । ବକୁଆ ଲକ୍‌ମନର୍‌ପାରା ନ ଅଇ ବୁଦିର‍ଇବା ଲକର୍‌ପାରା ରୁଆ ।
Ziet dus nauwlettend toe, hoe ge u gedraagt: niet als dwazen, maar als wijzen;
16 ୧୬ ସବୁବେଲେ ନିକ କାମ୍‌ କର୍‌ବାକେ କଜ୍‌ତେ ରୁଆ । କାଇକେବ‍ଇଲେ ଏ ଜୁଗର୍‌ ଲକ୍‌ମନ୍‌ ବେସି କାରାପ୍‌ ଆଚତ୍‌ ।
benut de gunstige gelegenheid, want de tijden zijn boos.
17 ୧୭ ତେବର୍‌ପାଇ ବୁଦିନଇଲା ଲକ୍‌ ପାରା ନଅଇ ମାପ୍‌ରୁର୍‌ ମନ୍‍କଲାଟା କଜିକରି ମିଲାଆ ।
Weest daarom niet onverstandig, maar tracht de wil des Heren te verstaan.
18 ୧୮ ମଦ୍‌ ପେଣ୍ଡମ୍‌ କାଇ ମାତା ନାଇ । କାଇକେବ‍ଇଲେ ସେଟା ତମ୍‌କେ ଡିଲା ଚାଡ୍‌ବା ଗରୁଗାଇର୍‌ ପାରା ଚଲାଚଲ୍‌ତି କର୍‌ବାକେ ଡାକିନେଇସି । ତାର୍‌ବାଦୁଲେ ସୁକଲ୍‌ଆତ୍‌ମା ବାନ୍ଦିନେବାକେ ସର୍‌ପିଉଆ ।
Bedrinkt u niet aan de wijn, want dit voert tot losbandigheid; maar wordt vol van den Geest.
19 ୧୯ ଗିତ୍‌ ସଙ୍ଗିତାର୍‌ ଗିତ୍‍, ଆତ୍‌ମାଇ ଅନି ଆଇବା ବିନ୍‌ ଗିତ୍‌ମନ୍‌, ତମର୍‌ ବିତ୍‌ରେ କୁଆକୁଇ ଉଆ । ଗିତ୍‌ କ‍ଇକରି ନିଜେ ନିଜେ ମନ୍‌ବିତ୍‌ରେ ମାପ୍‌ରୁକେ ଡାକ୍‌ପୁଟା କରା ।
Spreekt tot elkander in psalmen, lofzangen en geestelijke liederen; zingt en juicht in uw hart voor den Heer;
20 ୨୦ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ନାଉଁଦାରି ସବୁବେଲେ ସବୁ ବିସଇର୍‌ପାଇ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦିଆସ୍‌ ।
betuigt zonder ophouden voor alles uw dank aan God en den Vader, in de naam van Jesus Christus onzen Heer.
21 ୨୧ କିରିସ୍‌ଟର୍‌ପାଇ ରଇବା ତମର୍‌ ସନ୍‌ମାନର୍‌ ଲାଗି, ତମର୍‌ ତମର୍‌ ବିତ୍‌ରେ ସର୍‌ପାସର୍‌ପି ଉଆ ।
Weest elkander onderdanig in de vreze van Christus.
22 ୨୨ ଏ ମାଇଜିମନ୍‌ ତମେ ଜେନ୍ତାର୍‌ ମାପ୍‍ରୁକେ ସର୍‌ପିଅଇ ଆଚାସ୍‌, ସେନ୍ତାରି ତମର୍‌ ନିଜର୍‌ ନିଜର୍‌ ମୁନୁସ୍‌କେ ମିସା ସର୍‌ପି ଉଆ ।
Gij vrouwen, weest onderdanig aan uw mannen, als aan den Heer.
23 ୨୩ କାଇକେବ‍ଇଲେ କିରିସ୍‌ଟ ଜେ କି ତାର୍‌ ଗାଗଡ୍‌ପାରା ର‍ଇବା ମଣ୍ଡଲିର୍‌ ନେତା ଆଚେ, ସେନ୍ତାରିସେ ମୁନୁସ୍‌ ମିସା ତାର୍‌ ମାଇଜିର୍‌ ନେତା ଆଚେ । କିରିସ୍‌ଟସେ ତାର୍‌ ମଣ୍ଡଲିକେ ରକିଆ କଲାଆଚେ ।
Want de man is het hoofd van de vrouw, zoals Christus het Hoofd is der Kerk, Hij die de Verlosser is van het Lichaam.
24 ୨୪ ତେବର୍‌ପାଇ ମଣ୍ଡ୍‌ଲି ଜେନ୍ତାର୍‌ କିରିସ୍‌ଟକେ ସର୍‌ପି ଅଇସି, ସେନ୍ତାରି ଏ ମାଇଜିମନ୍‌, ତମେ ମିସା ସବୁ ବିସ‍ଇତେଇ ତମର୍‌ ମନସ୍‌ମନର୍‌ ଟାନେ ସର୍‌ପି ଅଇବାର୍‌ଆଚେ ।
Welnu, zoals de Kerk onderdanig is aan Christus, zo moeten in alles de vrouwen het zijn aan haar mannen.
25 ୨୫ ଏ ମୁନୁସ୍‌ମନ୍‌, କିରିସ୍‌ଟ ଜେନ୍ତାର୍‌ ମଣ୍ଡ୍‌ଲିକେ ଆଲାଦ୍‌ କରି, ତାକେ ସୁକଲ୍‌ କର୍‌ବାକେ ନିଜେ ସର୍‌ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍‌ ମାଇଜିମନ୍‌କେ ଆଲାଦ୍‌କରା ।
Gij mannen, hebt uw vrouwen lief, zoals ook Christus de Kerk heeft bemind. Hij heeft Zich voor haar overgeleverd:
26 ୨୬ କିରିସ୍‌ଟ ପର୍‌ମେସରର୍‌ ବାକିଅ ସଙ୍ଗ୍‌ ଆରି ପାନିସଙ୍ଗ୍‌ ଦ‍ଇକରି ମଣ୍ଡ୍‌ଲିକେ ସୁକଲ୍‌ କଲା ।
om haar te heiligen en te reinigen door het Waterbad, vergezeld van het woord;
27 ୨୭ ମଣ୍ଡଲିକେ ତାର୍‌ ମୁଆଟେ ଆନ୍‌ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍‌କି ନ ଅଇତେ, ଅସୁକଲ୍‌ ନ‍ଇତେ, କାଇ ଦସ୍‌ ନ ଅଇତେ ର‍ଇ, ତାର୍‌ ବାଦୁଲେ ସୁକଲ୍‌ ଆରି ସିଦ୍‌ କାରାଇ ତାକେ ଟିଆ କରାଇସି ।
om Zich een heerlijke Kerk te bereiden, zonder vlek of rimpel of iets van die aard, maar heilig en zonder enige smet.
28 ୨୮ ସେନ୍ତାରିସେ ମୁନୁସ୍‌ମନ୍‌ ନିଜର୍‌ ଗାଗଡ୍‌କେ ଜତନ୍‌ କରି ଆଲାଦ୍‌ କଲାପାରା ନିଜର୍‌ ମାଇଜିମନ୍‌କେ ସେନ୍ତାରି କରା । ଜେ ନିଜର୍‌ ମାଇଜିକେ ଆଲାଦ୍‌ କର୍‌ସି, ସେ ନିଜ୍‌କେ ମିସା ଆଲାଦ୍‌ କର୍‌ସି ।
Zo moeten ook de mannen hun vrouwen liefhebben als hun eigen lichaam; wie zijn vrouw bemint, heeft zichzelf lief.
29 ୨୯ କେ ମିସା କେବେ ନିଜର୍‌ ଗାଗଡ୍‌କେ ଗିନ୍‌ ନ କରେ । ମାତର୍‌ ତାର୍‌ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍‌ଟ ତାର୍‌ ମଣ୍ଡଲିର୍‌ ପାଇ ଜତନ୍‌ କଲାନି ।
Welnu, niemand heeft ooit zijn eigen vlees gehaat; maar hij voedt en verzorgt het, zoals ook Christus het doet met de Kerk,
30 ୩୦ କାଇକେବଇଲେ ଆମେ ସବୁ ତାର୍‌ ଗାଗଡର୍‌ ବାଗ୍‌ ଅଇଆଚୁ ।
omdat we de ledematen zijn van zijn Lichaam.
31 ୩୧ ଏଟାର୍‌ପାଇ ଦରମ୍‌ ସାସ୍‌ତରେ ଲେକାଅଇଆଚେ ମୁନୁସ୍‌ ତାର୍‌ ନିଜର୍‌ ଆୟା ବାବାକେ ଚାଡି ନିଜର୍‌ ମାଇଜିର୍‌ ସଙ୍ଗ୍‌ ମିସି ଜାଇସି । ଆରି ସେ ଦୁଇଲକ୍‌ ମିସି ଗଟେକ୍‌ ଅଇବାଇ ।
"Daarom zal de man vader en moeder verlaten, en zich hechten aan zijn vrouw; en die twee zullen één vlees worden",
32 ୩୨ ଏଟା ଗଟେକ୍‌ ବଡ୍‌ ଲୁଚି ର‍ଇବା ବିସ‍ଇ । ମାତର୍‌ ମୁଇ କିରିସ୍‌ଟ ଆରି ମଣ୍ଡଲି ବିତ୍‌ରେ ମିସିବିଡି ର‍ଇବା ବିସ‍ଇ କାତା ଅଇଲିନି ।
Dit geheim is groot; ik bedoel: zijn verhouding tot Christus en de Kerk.
33 ୩୩ ସାରାସାରି ତମେ ଗଟେକ୍‌ ଗଟେକ୍‌ ଲକ୍‌ ନିଜେ ନିଜେ ଆଲାଦ୍‌ ଅଇଲାପାରା ନିଜର୍‌ ନିଜର୍‌ ମାଇଜିକେ ସେନ୍ତାରି କର୍‌ବାର୍‌ ଆଚେ । ଆରି ମାଇଜିମନ୍‌ ତାକର୍‌ ମୁନୁସ୍‌ମନ୍‌କେ ସନ୍‌ମାନ୍‌ ଦେବାର୍‌ ଆଚେ ।
Maar hoe het ook zij: ieder van u moet zijn vrouw liefhebben als zichzelf, en de vrouw moet eerbied hebben voor den man.

< ଏପିସିୟ 5 >