< ଏପିସିୟ 4 >

1 ଏ ସବୁର୍‌ଲାଗି ମାପ୍‌ରୁର୍‌ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍‌ରୁ ତମ୍‌କେ କେନ୍ତାରି ଚଲାଚଲ୍‌ତି କର୍‌ବାକେ ଡାକ୍‌ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍‌କେ ବାବୁଜିଆ କଲିନି ।
அதோ ப³ந்தி³ரஹம்’ ப்ரபோ⁴ ர்நாம்நா யுஷ்மாந் விநயே யூயம்’ யேநாஹ்வாநேநாஹூதாஸ்தது³பயுக்தரூபேண
2 ତମେ ଲକ୍‌ମନର୍‌ ସଙ୍ଗ୍‍ ମିସାବିଡା ଅଇଲାବେଲେ, ପୁରାପୁରୁନ୍‌ ଦରମ୍‌ ଅଇ ସୁଆଲେ ରୁଆ । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାର୍‌ପାଇ ସାଆସ୍‌ ଅଇ, ମୁର୍‌ଚିକରି ରୁଆ ।
ஸர்வ்வதா² நம்ரதாம்’ ம்ரு’து³தாம்’ திதிக்ஷாம்’ பரஸ்பரம்’ ப்ரம்நா ஸஹிஷ்ணுதாஞ்சாசரத|
3 ଜନ୍‌ଟା କି ଗଟେକ୍‌ ମନ୍‍ ଅଇକରି ର‍ଇବାକେ ସୁକଲ୍‌ଆତ୍‌ମା ଆମ୍‌କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
ப்ரணயப³ந்த⁴நேந சாத்மந ஏக்யம்’ ரக்ஷிதும்’ யதத்⁴வம்’|
4 ଆମେ ସବୁ ବିସ୍‌ବାସି ବାଇବ‍ଇନିମନ୍‌ ଗଟେକ୍‌ ଗାଗଡ୍‌ ପାରା ଆରି ସବୁଲକ୍‌ ସମାନ୍‌ ଆତ୍‌ମା ମିଲାଇଆଚୁ । ସେନ୍ତାରିସେ ସମାନ୍‌ ଆସିର୍‌ବାଦ୍‌ ମିଲାଇବାକେ ସେ ଆମ୍‌କେ ଡାକ୍‌ଲାଆଚେ ।
யூயம் ஏகஸ²ரீரா ஏகாத்மாநஸ்²ச தத்³வத்³ ஆஹ்வாநேந யூயம் ஏகப்ரத்யாஸா²ப்ராப்தயே ஸமாஹூதா​: |
5 ଆମ୍‌କେ ଗଟେକ୍‌ ମାପ୍‌ରୁ ଆଚେ, ସମାନ୍‌ ସିକିଆଇ ବିସ୍‌ବାସ୍‌ କଲୁନି ଆରି ସମାନ୍‌ ଡୁବନ୍‌ ନେଲୁ ଆଚୁ।
யுஷ்மாகம் ஏக​: ப்ரபு⁴ரேகோ விஸ்²வாஸ ஏகம்’ மஜ்ஜநம்’, ஸர்வ்வேஷாம்’ தாத​:
6 ଗଟେକ୍‌ ପର୍‌ମେସର୍‌କେ ଆମେ ଉପାସନା କଲୁନି । ଜେ କି ସବୁର୍‌ ବାବା ଅଇଆଚେ । ସେ ଆମର୍‌ ବିତ୍‌ରେ ର‍ଇକରି ଆରି ଆମ୍‌କେ ଦେଇକରି ସବୁର୍‌ ଉପ୍‌ରେ ସାସନ୍‌ କଲାନି ।
ஸர்வ்வோபரிஸ்த²​: ஸர்வ்வவ்யாபீ ஸர்வ்வேஷாம்’ யுஷ்மாகம்’ மத்⁴யவர்த்தீ சைக ஈஸ்²வர ஆஸ்தே|
7 ମାତର୍‌ କିରିସ୍‌ଟ ଆମେ ବିନ୍‌ ବିନ୍‌ ଲକ୍‌କେ ବିନ୍‌ ବିନ୍‌ ଦାନ୍‌ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍‌ବାର୍‌ ଆଚେ, ସେ ସେ ଟିକ୍‌ କଲାଆଚେ ।
கிந்து க்²ரீஷ்டஸ்ய தா³நபரிமாணாநுஸாராத்³ அஸ்மாகம் ஏகைகஸ்மை விஸே²ஷோ வரோ(அ)தா³யி|
8 ତେବର୍‌ ପାଇ ସାସ୍‌ତରେ ଲେକାଅଇଲା ଆଚେ, “ସେ ତାର୍‌ ସତ୍‌ରୁମନ୍‌କେ ଆରାଇକରି ଜେଡେବେଲେ ଉଁଚ୍‌ ର‍ଇବା ଜାଗାଇ ଗାଲା, ତାର୍‌ ଆରାଇ ର‍ଇବା ସତ୍‌ରୁମନ୍‌କେ ବାନ୍ଦିକରି ନେଲା ଆରି ତାର୍‌ ଦାନ୍‌ ବିନ୍‌ ବିନ୍‌ ଲକ୍‌କେ ଦେଲା ।
யதா² லிகி²தம் ஆஸ்தே, "ஊர்த்³த்⁴வம் ஆருஹ்ய ஜேத்ரு’ந் ஸ விஜித்ய ப³ந்தி³நோ(அ)கரோத்| தத​: ஸ மநுஜேப்⁴யோ(அ)பி ஸ்வீயாந் வ்யஸ்²ராணயத்³ வராந்|| "
9 “ସେ ଗଟେକ୍‌ ଉଁଚ୍‌ ଜାଗାଇ ଗାଲା ।” ଏନ୍ତାରି ଲେକ୍‌ବା ଅରତ୍‌ କାଇଟା? ଏଟାର୍‌ ଆରତ୍‌ ଅଇଲାନି, କିରିସ୍‌ଟ ଉତ୍‌ରି କରି ଏ ଜଗତେ ଆସି ସାରି ଆଚେ ।
ஊர்த்³த்⁴வம் ஆருஹ்யேதிவாக்யஸ்யாயமர்த²​: ஸ பூர்வ்வம்’ ப்ரு’தி²வீரூபம்’ ஸர்வ்வாத⁴​: ஸ்தி²தம்’ ஸ்தா²நம் அவதீர்ணவாந்;
10 ୧୦ ଜେ କି ଏ ଜଗତେ ଉତ୍‌ରି ଆଇଲା, ସେ ସମାନ୍‌ ଲକ୍‌ସେ, ସର୍‌ଗେ ଅନି ଉପ୍‌ରେ ର‍ଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍‌କେ ପୁରାପୁରୁନ୍‌ କର୍‌ସି ।
யஸ்²சாவதீர்ணவாந் ஸ ஏவ ஸ்வர்கா³ணாம் உபர்ய்யுபர்ய்யாரூட⁴வாந் யத​: ஸர்வ்வாணி தேந பூரயிதவ்யாநி|
11 ୧୧ ସେ ଆକା କେତେ ଲକ୍‌ମନ୍‌କେ ପେରିତ୍‌ ଅଇବାକେ, କେତେଲକ୍‌କେ ବବିସତ୍‌ କାତା କ‍ଇବାକେ, କେତେଲକ୍‌କେ ସୁବ୍‌କବର୍‌ ଜାନାଇବାଟା ଅଇବାକେ, କେତେଲକ୍‌କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍‌କେ ସିକାଇବାକେ ବପୁ ଦେଇ ବାଚ୍‌ଲାଆଚେ ।
ஸ ஏவ ச காம்’ஸ்²சந ப்ரேரிதாந் அபராந் ப⁴விஷ்யத்³வாதி³நோ(அ)பராந் ஸுஸம்’வாத³ப்ரசாரகாந் அபராந் பாலகாந் உபதே³ஸ²காம்’ஸ்²ச நியுக்தவாந்|
12 ୧୨ ପର୍‌ମେସରର୍‌ ଲକ୍‌ମନ୍‌ ଜେନ୍ତାରି କି ତାକେ ସେବା କରିପାରତ୍‌, ତାର୍‌ଲାଗି ଏ ସବୁ ଦାନ୍‌ ତାର୍‌ ଲକ୍‌ମନ୍‌କେ ଦେଲା । ଏନ୍ତାରି ଅଇ କିରିସ୍‌ଟର୍‌ ଗାଗଡ୍‌ ପାରା ଅଇବା ବିସ୍‌ବାସିମନ୍‌ ବପୁ ଅଇ ସିଦ୍‌ ଅ‍ଅତ୍‌ ।
யாவத்³ வயம்’ ஸர்வ்வே விஸ்²வாஸஸ்யேஸ்²வரபுத்ரவிஷயகஸ்ய தத்த்வஜ்ஞாநஸ்ய சைக்யம்’ ஸம்பூர்ணம்’ புருஷர்த²ஞ்சார்த²த​: க்²ரீஷ்டஸ்ய ஸம்பூர்ணபரிமாணஸ்ய ஸமம்’ பரிமாணம்’ ந ப்ராப்நுமஸ்தாவத்
13 ୧୩ ଏନ୍ତାରି ଅଇ ଆମେ ସବୁ ବିସ୍‌ବାସେ ବଡିକରି ଆରି ପର୍‌ମେସରର୍‌ ପ‍ଅକେ ଜାନିକରି, ସିଦ୍‌ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍‌ କିରିସ୍‌ଟର୍‌ ପାରା ଅଇବୁ । ସେ ପୁରାପୁରୁନ୍‌ ସିଦ୍‌ ଆଚେ ।
ஸ பரிசர்ய்யாகர்ம்மஸாத⁴நாய க்²ரீஷ்டஸ்ய ஸ²ரீரஸ்ய நிஷ்டா²யை ச பவித்ரலோகாநாம்’ ஸித்³த⁴தாயாஸ்தாத்³ரு’ஸ²ம் உபாயம்’ நிஸ்²சிதவாந்|
14 ୧୪ ତେବେ ଆମେ ସାନ୍‌ ପିଲାମନର୍‌ ପାରା ନ ଅଇ କରି, ଜଗତର୍‌ ମନସ୍‌ମନର୍‌ ସିକିଆଇ ଆରି ତାକର୍‌ ଦଦାପେଲା ଅଇବା ପାରା ବିଚାର୍‌ନା ଇସାବର୍‌ ବିନ୍‌ ବିନ୍‌ ସିକିଆଇ, ଗାଡର୍‌ ଲ‍ଅଡି ଆରି ମାର୍‌ବା ପବନ୍‌ ଜେନ୍ତାରି ଡଙ୍ଗାକେ ଏନେତେନେ କର୍‌ସି, ସେନ୍ତାରି ତାକର୍‌ ସିକିଆ ସୁନିକରି ଏନେତେନେ ନ ଅଉଁ ।
அதஏவ மாநுஷாணாம்’ சாதுரீதோ ப்⁴ரமகதூ⁴ர்த்ததாயாஸ்²ச²லாச்ச ஜாதேந ஸர்வ்வேண ஸி²க்ஷாவாயுநா வயம்’ யத்³ பா³லகா இவ தோ³லாயமாநா ந ப்⁴ராம்யாம இத்யஸ்மாபி⁴ ர்யதிதவ்யம்’,
15 ୧୫ ତାର୍‌ ବାଦୁଲେ ଆମେ ପର୍‌ମେସରର୍‌ ସତ୍‌ ବିସ‍ଇର୍‍ ଆଲାଦ୍‌ ଜାନାଉଁ । ସେନ୍ତାରି ମୁଣ୍ଡ୍‌ ଇସାବେ ରଇବା କିରିସ୍‌ଟର୍‌ ପାରା ଆମେ ସବୁ ବିସ‍ଇତେଇ ସିଦ୍‌ ଅଇ, ତାର୍‌ ପାରା ଅଇବୁ ।
ப்ரேம்நா ஸத்யதாம் ஆசரத்³பி⁴​: ஸர்வ்வவிஷயே க்²ரீஷ்டம் உத்³தி³ஸ்²ய வர்த்³தி⁴தவ்யஞ்ச, யத​: ஸ மூர்த்³தா⁴,
16 ୧୬ କାଇକେବ‍ଇଲେ କିରିସ୍‌ଟ ତାର୍‌ ସବୁ ଲକ୍‌ମନ୍‌କେ ମିସାଇକରି ସଙ୍ଗ‍ଇ ଆଚେ । ଗଟେକ୍‌ ଗାଗଡର୍‌ ସନ୍ଦି ଜେନ୍ତିକି ସେ ଗାଗଡର୍‌ ସବୁ ବାଗ୍‌କେ ମିସାଇକରି ସଙ୍ଗ‍ଇସି, ସେନ୍ତାରିସେ ଗାଗଡର୍‌ ଗଟେକ୍‌ ଗଟେକ୍‌ ବାଗ୍‌ ନିଜର୍‌ ନିଜର୍‌ କାମ୍‌ କଲେ, ଗୁଲାଇ ଗାଗଡ୍‌ ବଡିକରି ବପୁ ଅଇସି ।
தஸ்மாச்சைகைகஸ்யாங்க³ஸ்ய ஸ்வஸ்வபரிமாணாநுஸாரேண ஸாஹாய்யகரணாத்³ உபகாரகை​: ஸர்வ்வை​: ஸந்தி⁴பி⁴​: க்ரு’த்ஸ்நஸ்ய ஸ²ரீரஸ்ய ஸம்’யோகே³ ஸம்மிலநே ச ஜாதே ப்ரேம்நா நிஷ்டா²ம்’ லப⁴மாநம்’ க்ரு’த்ஸ்நம்’ ஸ²ரீரம்’ வ்ரு’த்³தி⁴ம்’ ப்ராப்நோதி|
17 ୧୭ ତେବର୍‌ ପାଇ ମାପ୍‌ରୁର୍‌ ନାଉଁଦାରି ମୁଇ ତମ୍‌କେ ଜାଗର୍‌ତା କରିଦେଲିନି । ତମେ ଆରି ପର୍‌ମେସର୍‌କେ ନାଜାନ୍‌ଲା ଲକର୍‌ପାରା ଚଲାଚଲ୍‌ତି କରା ନାଇ ।
யுஷ்மாந் அஹம்’ ப்ரபு⁴நேத³ம்’ ப்³ரவீம்யாதி³ஸா²மி ச, அந்யே பி⁴ந்நஜாதீயா இவ யூயம்’ பூந ர்மாசரத|
18 ୧୮ ସେମନ୍‌ ଚିନ୍ତାକର୍‌ବାଟା ଚୁଚାଇସେ । ସେମନ୍‌ ପର୍‌ମେସରର୍‌ ବିସ‍ଇ ବୁଜି ନାପାରତ୍‌ । ଆରି ସେ ଦେଇର‍ଇବା ଜିବନେ ଅନି ଦୁରିକେ ଆଚତ୍‌ । ସେମନ୍‌ ତାକର୍‌ ମନ୍‌ ଡାଟ୍‌ କଲାର୍‌ପାଇ ତାକେ ନାଜାନତ୍‌ ।
யதஸ்தே ஸ்வமநோமாயாம் ஆசரந்த்யாந்தரிகாஜ்ஞாநாத் மாநஸிககாடி²ந்யாச்ச திமிராவ்ரு’தபு³த்³த⁴ய ஈஸ்²வரீயஜீவநஸ்ய ப³கீ³ர்பூ⁴தாஸ்²ச ப⁴வந்தி,
19 ୧୯ ସେମନ୍‌ ପାପ୍‌ କାମ୍‌ କଲେ ମିସା, ବୁଲ୍‌ କଲି ବଲି ଲାଜ୍‌ କି ଦୁକ୍‌ ନ ଅ‍ଅତ୍‌ । ତେବର୍‌ପାଇ ସବୁରକାମର୍‌ ବେସିଆ କାମ୍‌ କର୍‌ବାଟାନେ ସର୍‌ପିଅଇ ଆଚତ୍‌ । ଏନ୍ତାରି କାମ୍‌ କରି କରି ଆରି କର୍‌ବାକେସେ ଲାଲ୍‌ସା ଅଇ ଆଚତ୍‌ ।
ஸ்வாந் சைதந்யஸூ²ந்யாந் க்ரு’த்வா ச லோபே⁴ந ஸர்வ்வவிதா⁴ஸௌ²சாசரணாய லம்படதாயாம்’ ஸ்வாந் ஸமர்பிதவந்த​: |
20 ୨୦ ମାତର୍‌ ତମେ କିରିସ୍‌ଟର୍‌ ଟାନେଅନି ସେନ୍ତାରି ସିକିଆ ସିକାସ୍‌ ନାଇ ।
கிந்து யூயம்’ க்²ரீஷ்டம்’ ந தாத்³ரு’ஸ²ம்’ பரிசிதவந்த​: ,
21 ୨୧ ତମେ ଜେଡେବେଲେ ତାର୍‌ ବିସ‍ଇ ସୁନିକରି ସିକ୍‌ଲାସ୍‌, ସେଟା ତାର୍‌ ସତ୍‌ ସିକିଆଇଅନି ସିକ୍‌ଲାସ୍‌ ।
யதோ யூயம்’ தம்’ ஸ்²ருதவந்தோ யா ஸத்யா ஸி²க்ஷா யீஸு²தோ லப்⁴யா தத³நுஸாராத் ததீ³யோபதே³ஸ²ம்’ ப்ராப்தவந்தஸ்²சேதி மந்யே|
22 ୨୨ ଆଗ୍‌ତୁ ଜନ୍‌ ପୁର୍‌ନା ଚଲାଚଲ୍‌ତି କରି ତମେ ଜିଉନା କାଉନା କର୍‌ତେ ରଇଲାସ୍‌, ସେଟା ଚାଡ୍‌ବାକେ ତମ୍‌କେ ସିକାଇ ର‍ଇଲାଇ । ତମର୍‌ ମନେ କାରାପ୍‌ ଚିନ୍ତା ଆଇବାଟା, ତମ୍‌କେ ନାଡାଇକରି ତମର୍‌ ଜିବନ୍‌ ନସାଇ ଦେଲାଇ ।
தஸ்மாத் பூர்வ்வகாலிகாசாரகாரீ ய​: புராதநபுருஷோ மாயாபி⁴லாஷை ர்நஸ்²யதி தம்’ த்யக்த்வா யுஷ்மாபி⁴ ர்மாநஸிகபா⁴வோ நூதநீகர்த்தவ்ய​: ,
23 ୨୩ ତମେ ଚିନ୍ତା କର୍‌ବାଟା ପର୍‌ମେସର୍‌ ନୁଆକରି ବାଦ୍‌ଲାଇବାକେ ତାକେ ସର୍‌ପି ଦିଆସ୍‌ ବଲି ସିକାଇଲାଇ ଆଚତ୍‌ ।
யோ நவபுருஷ ஈஸ்²வராநுரூபேண புண்யேந ஸத்யதாஸஹிதேந
24 ୨୪ ପର୍‌ମେସର୍‌ ତମ୍‌କେ ତାକର୍‌ ଗୁନ୍‌ଚଲନ୍‌ ପାରା ର‍ଇବା ନୁଆ ଗୁନ୍‌ଚଲନ୍‌ ଦେଲାଆଚେ । ତେବର୍‌ପାଇ ସେ ରକାମ୍‌ ଚଲାଚଲ୍‌ତି କରା । ପୁରାପୁରୁନ୍‌ ଦରମ୍‌ ଅଇକରି ସୁକଲ୍‌ ଅଇରୁଆ ।
தா⁴ர்ம்மிகத்வேந ச ஸ்ரு’ஷ்ட​: ஸ ஏவ பரிதா⁴தவ்யஸ்²ச|
25 ୨୫ ତମର୍‌ ବିତ୍‌ରେ ମିଚ୍‌ କ‍ଇବାଟା ଚାଡିଦିଆସ୍‌, ନିଜର୍‌ ନିଜର୍‌ ବିତ୍‌ରେ ସତ୍‌ କୁଆକୁଇ ଉଆ । କାଇକେବ‍ଇଲେ ଆମେ ସବୁଲକ୍‌ ଗଟେକ୍‌ ଗାଗଡର୍‍ ବିନ୍‌ ବିନ୍‌ ବାଗ୍‌ ଅଇଲୁଆଚୁ ।
அதோ யூயம்’ ஸர்வ்வே மித்²யாகத²நம்’ பரித்யஜ்ய ஸமீபவாஸிபி⁴​: ஸஹ ஸத்யாலாபம்’ குருத யதோ வயம்’ பரஸ்பரம் அங்க³ப்ரத்யங்கா³ ப⁴வாம​: |
26 ୨୬ ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍‌କରା ନାଇ । ବେଲ୍‌ ନ ବୁଡ୍‌ତେ ତମର୍‌ ରିସା ଚାଡି ଦିଆସ୍‌ ।
அபரம்’ க்ரோதே⁴ ஜாதே பாபம்’ மா குருத்⁴வம், அஸா²ந்தே யுஷ்மாகம்’ ரோஷேஸூர்ய்யோ(அ)ஸ்தம்’ ந க³ச்ச²து|
27 ୨୭ ତମ୍‌କେ ପାପ୍‌ କରାଇବା ସଇତାନ୍‌କେ ଜାଗା ଦିଆସ୍‌ନାଇ ।
அபரம்’ ஸ²யதாநே ஸ்தா²நம்’ மா த³த்த|
28 ୨୮ ଜେ ଚରାଇତେ ର‍ଇଲା, ସେ ଆରି ନ ଚର୍‌ ଅଅ । ମାତର୍‌ ନିଜେ ତାର୍‌ ଜିଉନା କାଉନାର୍‌ ପାଇ କାଇଆଲେ ନିକ କାମ୍‌ କର । ସେନ୍ତାର୍‌ଆଲେ ଅର୍‌କିତ୍‌ ଲକ୍‌ମନ୍‌କେ ଦେବାକେ ତାର୍‌ଟାନେ କାଇଟା ମିସା ର‍ଇସି ।
சோர​: புநஸ்²சைர்ய்யம்’ ந கரோது கிந்து தீ³நாய தா³நே ஸாமர்த்²யம்’ யஜ்ஜாயதே தத³ர்த²ம்’ ஸ்வகராப்⁴யாம்’ ஸத்³வ்ரு’த்த்யா பரிஸ்²ரமம்’ கரோது|
29 ୨୯ ଜନ୍‌ କାତା ବିନ୍‌ଲକ୍‌ମନ୍‌କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍‌ ଟଣ୍ଡେ ଅନି ନ ବାରଅ । ତାର୍‌ବାଦୁଲେ ସେମନ୍‌କେ ସାର୍‌ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍‌ବା ଲକ୍‌ମନ୍‌ ତାକର୍‌ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍‌ଦା ଅଇବାଇ ।
அபரம்’ யுஷ்மாகம்’ வத³நேப்⁴ய​: கோ(அ)பி கதா³லாபோ ந நிர்க³ச்ச²து, கிந்து யேந ஸ்²ரோதுருபகாரோ ஜாயதே தாத்³ரு’ஸ²​: ப்ரயோஜநீயநிஷ்டா²யை ப²லதா³யக ஆலாபோ யுஷ்மாகம்’ ப⁴வது|
30 ୩୦ ପର୍‌ମେସରର୍‌ ସୁକଲ୍‌ ଆତ୍‌ମାକେ ଦୁକ୍‌ ଦିଆସ୍‌ ନାଇ । ତାକେ ମୁକଲ୍‌ବା ଦିନ ଜାକ ଗଟେକ୍‌ ଚିନ୍‌ ଇସାବେ ସେ ତମ୍‌କେ ଦେଲାଆଚେ ।
அபரஞ்ச யூயம்’ முக்திதி³நபர்ய்யந்தம் ஈஸ்²வரஸ்ய யேந பவித்ரேணாத்மநா முத்³ரயாங்கிதா அப⁴வத தம்’ ஸோ²காந்விதம்’ மா குருத|
31 ୩୧ ସବୁ ରକାମର୍‌ କୁଟ୍‌ କାତା ଚିନ୍ତା କର୍‌ବାଟା, ରିସା ଅଇବାଟା, କିରଜାଟି କର୍‌ବାଟା, ନିନ୍ଦା କାତା କ‍ଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍‌ଟାନେ ଅନି ଦୁରିକେ ସଙ୍ଗୁଆ ।
அபரம்’ கடுவாக்யம்’ ரோஷ​: கோஷ​: கலஹோ நிந்தா³ ஸர்வ்வவித⁴த்³வேஷஸ்²சைதாநி யுஷ்மாகம்’ மத்⁴யாத்³ தூ³ரீப⁴வந்து|
32 ୩୨ ତାର୍‌ ବାଦୁଲେ ତମର୍‌ ତମର୍‌ ବିତ୍‌ରେ ମାନାମାନି ଅଇକରି ଆଲାଦ୍‌ ସଙ୍ଗ୍‍ ଦରମ୍‌ ଅଇ ରୁଆ । ଜେନ୍ତିକି କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ତମ୍‌କେ କେମା କରିଦେଲା ଆଚେ । ତମେମନ୍‌ ମିସା ସେ ରକାମ୍‌ ନିଜର୍‌ ନିଜର୍‌ ବିତ୍‌ରେ କେମା କରାକରି ଉଆ ।
யூயம்’ பரஸ்பரம்’ ஹிதைஷிண​: கோமலாந்த​: கரணாஸ்²ச ப⁴வத| அபரம் ஈஸ்²வர​: க்²ரீஷ்டேந யத்³வத்³ யுஷ்மாகம்’ தோ³ஷாந் க்ஷமிதவாந் தத்³வத்³ யூயமபி பரஸ்பரம்’ க்ஷமத்⁴வம்’|

< ଏପିସିୟ 4 >