< ଏପିସିୟ 4 >

1 ଏ ସବୁର୍‌ଲାଗି ମାପ୍‌ରୁର୍‌ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍‌ରୁ ତମ୍‌କେ କେନ୍ତାରି ଚଲାଚଲ୍‌ତି କର୍‌ବାକେ ଡାକ୍‌ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍‌କେ ବାବୁଜିଆ କଲିନି ।
Παρακαλῶ οὖν ὑμᾶς ἐγὼ ὁ δέσμιος ἐν κυρίῳ, ἀξίως περιπατῆσαι τῆς κλήσεως ἧς ἐκλήθητε,
2 ତମେ ଲକ୍‌ମନର୍‌ ସଙ୍ଗ୍‍ ମିସାବିଡା ଅଇଲାବେଲେ, ପୁରାପୁରୁନ୍‌ ଦରମ୍‌ ଅଇ ସୁଆଲେ ରୁଆ । ତମେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଆଲାଦ୍‌ କଲାର୍‌ପାଇ ସାଆସ୍‌ ଅଇ, ମୁର୍‌ଚିକରି ରୁଆ ।
μετὰ πάσης ταπεινοφροσύνης καὶ πρᾳΰτητος, μετὰ μακροθυμίας, ἀνεχόμενοι ἀλλήλων ἐν ἀγάπῃ,
3 ଜନ୍‌ଟା କି ଗଟେକ୍‌ ମନ୍‍ ଅଇକରି ର‍ଇବାକେ ସୁକଲ୍‌ଆତ୍‌ମା ଆମ୍‌କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
σπουδάζοντες τηρεῖν τὴν ἑνότητα τοῦ πνεύματος ἐν τῷ συνδέσμῳ τῆς εἰρήνης,
4 ଆମେ ସବୁ ବିସ୍‌ବାସି ବାଇବ‍ଇନିମନ୍‌ ଗଟେକ୍‌ ଗାଗଡ୍‌ ପାରା ଆରି ସବୁଲକ୍‌ ସମାନ୍‌ ଆତ୍‌ମା ମିଲାଇଆଚୁ । ସେନ୍ତାରିସେ ସମାନ୍‌ ଆସିର୍‌ବାଦ୍‌ ମିଲାଇବାକେ ସେ ଆମ୍‌କେ ଡାକ୍‌ଲାଆଚେ ।
ἓν σῶμα καὶ ἓν πνεῦμα, καθὼς καὶ ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν·
5 ଆମ୍‌କେ ଗଟେକ୍‌ ମାପ୍‌ରୁ ଆଚେ, ସମାନ୍‌ ସିକିଆଇ ବିସ୍‌ବାସ୍‌ କଲୁନି ଆରି ସମାନ୍‌ ଡୁବନ୍‌ ନେଲୁ ଆଚୁ।
εἷς κύριος, μία πίστις, ἓν βάπτισμα,
6 ଗଟେକ୍‌ ପର୍‌ମେସର୍‌କେ ଆମେ ଉପାସନା କଲୁନି । ଜେ କି ସବୁର୍‌ ବାବା ଅଇଆଚେ । ସେ ଆମର୍‌ ବିତ୍‌ରେ ର‍ଇକରି ଆରି ଆମ୍‌କେ ଦେଇକରି ସବୁର୍‌ ଉପ୍‌ରେ ସାସନ୍‌ କଲାନି ।
εἷς θεὸς καὶ πατὴρ πάντων, ὁ ἐπὶ πάντων καὶ διὰ πάντων καὶ ἐν πᾶσιν.
7 ମାତର୍‌ କିରିସ୍‌ଟ ଆମେ ବିନ୍‌ ବିନ୍‌ ଲକ୍‌କେ ବିନ୍‌ ବିନ୍‌ ଦାନ୍‌ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍‌ବାର୍‌ ଆଚେ, ସେ ସେ ଟିକ୍‌ କଲାଆଚେ ।
ἑνὶ δὲ ἑκάστῳ ἡμῶν ἐδόθη χάρις κατὰ τὸ μέτρον τῆς δωρεᾶς τοῦ χριστοῦ.
8 ତେବର୍‌ ପାଇ ସାସ୍‌ତରେ ଲେକାଅଇଲା ଆଚେ, “ସେ ତାର୍‌ ସତ୍‌ରୁମନ୍‌କେ ଆରାଇକରି ଜେଡେବେଲେ ଉଁଚ୍‌ ର‍ଇବା ଜାଗାଇ ଗାଲା, ତାର୍‌ ଆରାଇ ର‍ଇବା ସତ୍‌ରୁମନ୍‌କେ ବାନ୍ଦିକରି ନେଲା ଆରି ତାର୍‌ ଦାନ୍‌ ବିନ୍‌ ବିନ୍‌ ଲକ୍‌କେ ଦେଲା ।
διὸ λέγει, Ἀναβὰς εἰς ὕψος ᾐχμαλώτευσεν αἰχμαλωσίαν, καὶ ἔδωκεν δόματα τοῖς ἀνθρώποις.
9 “ସେ ଗଟେକ୍‌ ଉଁଚ୍‌ ଜାଗାଇ ଗାଲା ।” ଏନ୍ତାରି ଲେକ୍‌ବା ଅରତ୍‌ କାଇଟା? ଏଟାର୍‌ ଆରତ୍‌ ଅଇଲାନି, କିରିସ୍‌ଟ ଉତ୍‌ରି କରି ଏ ଜଗତେ ଆସି ସାରି ଆଚେ ।
τὸ δέ, ἀνέβη, τί ἐστιν εἰ μὴ ὅτι καὶ κατέβη εἰς τὰ κατώτερα μέρη τῆς γῆς;
10 ୧୦ ଜେ କି ଏ ଜଗତେ ଉତ୍‌ରି ଆଇଲା, ସେ ସମାନ୍‌ ଲକ୍‌ସେ, ସର୍‌ଗେ ଅନି ଉପ୍‌ରେ ର‍ଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍‌କେ ପୁରାପୁରୁନ୍‌ କର୍‌ସି ।
ὁ καταβὰς αὐτός ἐστιν καὶ ὁ ἀναβὰς ὑπεράνω πάντων τῶν οὐρανῶν, ἵνα πληρώσῃ τὰ πάντα.
11 ୧୧ ସେ ଆକା କେତେ ଲକ୍‌ମନ୍‌କେ ପେରିତ୍‌ ଅଇବାକେ, କେତେଲକ୍‌କେ ବବିସତ୍‌ କାତା କ‍ଇବାକେ, କେତେଲକ୍‌କେ ସୁବ୍‌କବର୍‌ ଜାନାଇବାଟା ଅଇବାକେ, କେତେଲକ୍‌କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍‌କେ ସିକାଇବାକେ ବପୁ ଦେଇ ବାଚ୍‌ଲାଆଚେ ।
καὶ αὐτὸς ἔδωκεν τοὺς μὲν ἀποστόλους, τοὺς δὲ προφήτας, τοὺς δὲ εὐαγγελιστάς, τοὺς δὲ ποιμένας καὶ διδασκάλους,
12 ୧୨ ପର୍‌ମେସରର୍‌ ଲକ୍‌ମନ୍‌ ଜେନ୍ତାରି କି ତାକେ ସେବା କରିପାରତ୍‌, ତାର୍‌ଲାଗି ଏ ସବୁ ଦାନ୍‌ ତାର୍‌ ଲକ୍‌ମନ୍‌କେ ଦେଲା । ଏନ୍ତାରି ଅଇ କିରିସ୍‌ଟର୍‌ ଗାଗଡ୍‌ ପାରା ଅଇବା ବିସ୍‌ବାସିମନ୍‌ ବପୁ ଅଇ ସିଦ୍‌ ଅ‍ଅତ୍‌ ।
πρὸς τὸν καταρτισμὸν τῶν ἁγίων εἰς ἔργον διακονίας, εἰς οἰκοδομὴν τοῦ σώματος τοῦ χριστοῦ·
13 ୧୩ ଏନ୍ତାରି ଅଇ ଆମେ ସବୁ ବିସ୍‌ବାସେ ବଡିକରି ଆରି ପର୍‌ମେସରର୍‌ ପ‍ଅକେ ଜାନିକରି, ସିଦ୍‌ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍‌ କିରିସ୍‌ଟର୍‌ ପାରା ଅଇବୁ । ସେ ପୁରାପୁରୁନ୍‌ ସିଦ୍‌ ଆଚେ ।
μέχρι καταντήσωμεν οἱ πάντες εἰς τὴν ἑνότητα τῆς πίστεως καὶ τῆς ἐπιγνώσεως τοῦ υἱοῦ τοῦ θεοῦ, εἰς ἄνδρα τέλειον, εἰς μέτρον ἡλικίας τοῦ πληρώματος τοῦ χριστοῦ·
14 ୧୪ ତେବେ ଆମେ ସାନ୍‌ ପିଲାମନର୍‌ ପାରା ନ ଅଇ କରି, ଜଗତର୍‌ ମନସ୍‌ମନର୍‌ ସିକିଆଇ ଆରି ତାକର୍‌ ଦଦାପେଲା ଅଇବା ପାରା ବିଚାର୍‌ନା ଇସାବର୍‌ ବିନ୍‌ ବିନ୍‌ ସିକିଆଇ, ଗାଡର୍‌ ଲ‍ଅଡି ଆରି ମାର୍‌ବା ପବନ୍‌ ଜେନ୍ତାରି ଡଙ୍ଗାକେ ଏନେତେନେ କର୍‌ସି, ସେନ୍ତାରି ତାକର୍‌ ସିକିଆ ସୁନିକରି ଏନେତେନେ ନ ଅଉଁ ।
ἵνα μηκέτι ὦμεν νήπιοι, κλυδωνιζόμενοι καὶ περιφερόμενοι παντὶ ἀνέμῳ τῆς διδασκαλίας ἐν τῇ κυβείᾳ τῶν ἀνθρώπων, ἐν πανουργίᾳ, πρὸς τὴν μεθοδείαν τῆς πλάνης,
15 ୧୫ ତାର୍‌ ବାଦୁଲେ ଆମେ ପର୍‌ମେସରର୍‌ ସତ୍‌ ବିସ‍ଇର୍‍ ଆଲାଦ୍‌ ଜାନାଉଁ । ସେନ୍ତାରି ମୁଣ୍ଡ୍‌ ଇସାବେ ରଇବା କିରିସ୍‌ଟର୍‌ ପାରା ଆମେ ସବୁ ବିସ‍ଇତେଇ ସିଦ୍‌ ଅଇ, ତାର୍‌ ପାରା ଅଇବୁ ।
ἀληθεύοντες δὲ ἐν ἀγάπῃ αὐξήσωμεν εἰς αὐτὸν τὰ πάντα, ὅς ἐστιν ἡ κεφαλή, χριστός,
16 ୧୬ କାଇକେବ‍ଇଲେ କିରିସ୍‌ଟ ତାର୍‌ ସବୁ ଲକ୍‌ମନ୍‌କେ ମିସାଇକରି ସଙ୍ଗ‍ଇ ଆଚେ । ଗଟେକ୍‌ ଗାଗଡର୍‌ ସନ୍ଦି ଜେନ୍ତିକି ସେ ଗାଗଡର୍‌ ସବୁ ବାଗ୍‌କେ ମିସାଇକରି ସଙ୍ଗ‍ଇସି, ସେନ୍ତାରିସେ ଗାଗଡର୍‌ ଗଟେକ୍‌ ଗଟେକ୍‌ ବାଗ୍‌ ନିଜର୍‌ ନିଜର୍‌ କାମ୍‌ କଲେ, ଗୁଲାଇ ଗାଗଡ୍‌ ବଡିକରି ବପୁ ଅଇସି ।
ἐξ οὗ πᾶν τὸ σῶμα συναρμολογούμενον καὶ συμβιβαζόμενον διὰ πάσης ἁφῆς τῆς ἐπιχορηγίας κατ᾽ ἐνέργειαν ἐν μέτρῳ ἑνὸς ἑκάστου μέρους, τὴν αὔξησιν τοῦ σώματος ποιεῖται εἰς οἰκοδομὴν ἑαυτοῦ ἐν ἀγάπῃ.
17 ୧୭ ତେବର୍‌ ପାଇ ମାପ୍‌ରୁର୍‌ ନାଉଁଦାରି ମୁଇ ତମ୍‌କେ ଜାଗର୍‌ତା କରିଦେଲିନି । ତମେ ଆରି ପର୍‌ମେସର୍‌କେ ନାଜାନ୍‌ଲା ଲକର୍‌ପାରା ଚଲାଚଲ୍‌ତି କରା ନାଇ ।
Τοῦτο οὖν λέγω καὶ μαρτύρομαι ἐν κυρίῳ, μηκέτι ὑμᾶς περιπατεῖν, καθὼς καὶ τὰ ἔθνη περιπατεῖ ἐν ματαιότητι τοῦ νοὸς αὐτῶν,
18 ୧୮ ସେମନ୍‌ ଚିନ୍ତାକର୍‌ବାଟା ଚୁଚାଇସେ । ସେମନ୍‌ ପର୍‌ମେସରର୍‌ ବିସ‍ଇ ବୁଜି ନାପାରତ୍‌ । ଆରି ସେ ଦେଇର‍ଇବା ଜିବନେ ଅନି ଦୁରିକେ ଆଚତ୍‌ । ସେମନ୍‌ ତାକର୍‌ ମନ୍‌ ଡାଟ୍‌ କଲାର୍‌ପାଇ ତାକେ ନାଜାନତ୍‌ ।
ἐσκοτωμένοι τῇ διανοίᾳ ὄντες, ἀπηλλοτριωμένοι τῆς ζωῆς τοῦ θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς, διὰ τὴν πώρωσιν τῆς καρδίας αὐτῶν·
19 ୧୯ ସେମନ୍‌ ପାପ୍‌ କାମ୍‌ କଲେ ମିସା, ବୁଲ୍‌ କଲି ବଲି ଲାଜ୍‌ କି ଦୁକ୍‌ ନ ଅ‍ଅତ୍‌ । ତେବର୍‌ପାଇ ସବୁରକାମର୍‌ ବେସିଆ କାମ୍‌ କର୍‌ବାଟାନେ ସର୍‌ପିଅଇ ଆଚତ୍‌ । ଏନ୍ତାରି କାମ୍‌ କରି କରି ଆରି କର୍‌ବାକେସେ ଲାଲ୍‌ସା ଅଇ ଆଚତ୍‌ ।
οἵτινες ἀπηλγηκότες ἑαυτοὺς παρέδωκαν τῇ ἀσελγείᾳ εἰς ἐργασίαν ἀκαθαρσίας πάσης ἐν πλεονεξίᾳ.
20 ୨୦ ମାତର୍‌ ତମେ କିରିସ୍‌ଟର୍‌ ଟାନେଅନି ସେନ୍ତାରି ସିକିଆ ସିକାସ୍‌ ନାଇ ।
ὑμεῖς δὲ οὐχ οὕτως ἐμάθετε τὸν χριστόν,
21 ୨୧ ତମେ ଜେଡେବେଲେ ତାର୍‌ ବିସ‍ଇ ସୁନିକରି ସିକ୍‌ଲାସ୍‌, ସେଟା ତାର୍‌ ସତ୍‌ ସିକିଆଇଅନି ସିକ୍‌ଲାସ୍‌ ।
εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε, καθώς ἐστιν ἀλήθεια ἐν τῷ Ἰησοῦ,
22 ୨୨ ଆଗ୍‌ତୁ ଜନ୍‌ ପୁର୍‌ନା ଚଲାଚଲ୍‌ତି କରି ତମେ ଜିଉନା କାଉନା କର୍‌ତେ ରଇଲାସ୍‌, ସେଟା ଚାଡ୍‌ବାକେ ତମ୍‌କେ ସିକାଇ ର‍ଇଲାଇ । ତମର୍‌ ମନେ କାରାପ୍‌ ଚିନ୍ତା ଆଇବାଟା, ତମ୍‌କେ ନାଡାଇକରି ତମର୍‌ ଜିବନ୍‌ ନସାଇ ଦେଲାଇ ।
ἀποθέσθαι ὑμᾶς κατὰ τὴν προτέραν ἀναστροφὴν τὸν παλαιὸν ἄνθρωπον τὸν φθειρόμενον κατὰ τὰς ἐπιθυμίας τῆς ἀπάτης,
23 ୨୩ ତମେ ଚିନ୍ତା କର୍‌ବାଟା ପର୍‌ମେସର୍‌ ନୁଆକରି ବାଦ୍‌ଲାଇବାକେ ତାକେ ସର୍‌ପି ଦିଆସ୍‌ ବଲି ସିକାଇଲାଇ ଆଚତ୍‌ ।
ἀνανεοῦσθαι δὲ τῷ πνεύματι τοῦ νοὸς ὑμῶν,
24 ୨୪ ପର୍‌ମେସର୍‌ ତମ୍‌କେ ତାକର୍‌ ଗୁନ୍‌ଚଲନ୍‌ ପାରା ର‍ଇବା ନୁଆ ଗୁନ୍‌ଚଲନ୍‌ ଦେଲାଆଚେ । ତେବର୍‌ପାଇ ସେ ରକାମ୍‌ ଚଲାଚଲ୍‌ତି କରା । ପୁରାପୁରୁନ୍‌ ଦରମ୍‌ ଅଇକରି ସୁକଲ୍‌ ଅଇରୁଆ ।
καὶ ἐνδύσασθαι τὸν καινὸν ἄνθρωπον, τὸν κατὰ θεὸν κτισθέντα ἐν δικαιοσύνῃ καὶ ὁσιότητι τῆς ἀληθείας.
25 ୨୫ ତମର୍‌ ବିତ୍‌ରେ ମିଚ୍‌ କ‍ଇବାଟା ଚାଡିଦିଆସ୍‌, ନିଜର୍‌ ନିଜର୍‌ ବିତ୍‌ରେ ସତ୍‌ କୁଆକୁଇ ଉଆ । କାଇକେବ‍ଇଲେ ଆମେ ସବୁଲକ୍‌ ଗଟେକ୍‌ ଗାଗଡର୍‍ ବିନ୍‌ ବିନ୍‌ ବାଗ୍‌ ଅଇଲୁଆଚୁ ।
Διὸ ἀποθέμενοι τὸ ψεῦδος λαλεῖτε ἀλήθειαν ἕκαστος μετὰ τοῦ πλησίον αὐτοῦ, ὅτι ἐσμὲν ἀλλήλων μέλη.
26 ୨୬ ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍‌କରା ନାଇ । ବେଲ୍‌ ନ ବୁଡ୍‌ତେ ତମର୍‌ ରିସା ଚାଡି ଦିଆସ୍‌ ।
Ὀργίζεσθε καὶ μὴ ἁμαρτάνετε· ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν·
27 ୨୭ ତମ୍‌କେ ପାପ୍‌ କରାଇବା ସଇତାନ୍‌କେ ଜାଗା ଦିଆସ୍‌ନାଇ ।
μηδὲ δίδοτε τόπον τῷ διαβόλῳ.
28 ୨୮ ଜେ ଚରାଇତେ ର‍ଇଲା, ସେ ଆରି ନ ଚର୍‌ ଅଅ । ମାତର୍‌ ନିଜେ ତାର୍‌ ଜିଉନା କାଉନାର୍‌ ପାଇ କାଇଆଲେ ନିକ କାମ୍‌ କର । ସେନ୍ତାର୍‌ଆଲେ ଅର୍‌କିତ୍‌ ଲକ୍‌ମନ୍‌କେ ଦେବାକେ ତାର୍‌ଟାନେ କାଇଟା ମିସା ର‍ଇସି ।
ὁ κλέπτων μηκέτι κλεπτέτω, μᾶλλον δὲ κοπιάτω, ἐργαζόμενος ταῖς ἰδίαις χερσὶν τὸ ἀγαθόν, ἵνα ἔχῃ μεταδιδόναι τῷ χρείαν ἔχοντι.
29 ୨୯ ଜନ୍‌ କାତା ବିନ୍‌ଲକ୍‌ମନ୍‌କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍‌ ଟଣ୍ଡେ ଅନି ନ ବାରଅ । ତାର୍‌ବାଦୁଲେ ସେମନ୍‌କେ ସାର୍‌ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍‌ବା ଲକ୍‌ମନ୍‌ ତାକର୍‌ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍‌ଦା ଅଇବାଇ ।
πᾶς λόγος σαπρὸς ἐκ τοῦ στόματος ὑμῶν μὴ ἐκπορευέσθω, ἀλλὰ εἴ τις ἀγαθὸς πρὸς οἰκοδομὴν τῆς χρείας, ἵνα δῷ χάριν τοῖς ἀκούουσιν.
30 ୩୦ ପର୍‌ମେସରର୍‌ ସୁକଲ୍‌ ଆତ୍‌ମାକେ ଦୁକ୍‌ ଦିଆସ୍‌ ନାଇ । ତାକେ ମୁକଲ୍‌ବା ଦିନ ଜାକ ଗଟେକ୍‌ ଚିନ୍‌ ଇସାବେ ସେ ତମ୍‌କେ ଦେଲାଆଚେ ।
καὶ μὴ λυπεῖτε τὸ πνεῦμα τὸ ἅγιον τοῦ θεοῦ, ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως.
31 ୩୧ ସବୁ ରକାମର୍‌ କୁଟ୍‌ କାତା ଚିନ୍ତା କର୍‌ବାଟା, ରିସା ଅଇବାଟା, କିରଜାଟି କର୍‌ବାଟା, ନିନ୍ଦା କାତା କ‍ଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍‌ଟାନେ ଅନି ଦୁରିକେ ସଙ୍ଗୁଆ ।
Πᾶσα πικρία καὶ θυμὸς καὶ ὀργὴ καὶ κραυγὴ καὶ βλασφημία ἀρθήτω ἀφ᾽ ὑμῶν, σὺν πάσῃ κακίᾳ·
32 ୩୨ ତାର୍‌ ବାଦୁଲେ ତମର୍‌ ତମର୍‌ ବିତ୍‌ରେ ମାନାମାନି ଅଇକରି ଆଲାଦ୍‌ ସଙ୍ଗ୍‍ ଦରମ୍‌ ଅଇ ରୁଆ । ଜେନ୍ତିକି କିରିସ୍‌ଟର୍‌ ଲାଗି ପର୍‌ମେସର୍‌ ତମ୍‌କେ କେମା କରିଦେଲା ଆଚେ । ତମେମନ୍‌ ମିସା ସେ ରକାମ୍‌ ନିଜର୍‌ ନିଜର୍‌ ବିତ୍‌ରେ କେମା କରାକରି ଉଆ ।
γίνεσθε δὲ εἰς ἀλλήλους χρηστοί, εὔσπλαγχνοι, χαριζόμενοι ἑαυτοῖς καθὼς καὶ ὁ θεὸς ἐν χριστῷ ἐχαρίσατο ὑμῖν.

< ଏପିସିୟ 4 >