< ଏପିସିୟ 4 >
1 ୧ ଏ ସବୁର୍ଲାଗି ମାପ୍ରୁର୍ ସେବାକାରିଆ ମୁଇ ବନ୍ଦିଗରେ ଆଚି । ମାପ୍ରୁ ତମ୍କେ କେନ୍ତାରି ଚଲାଚଲ୍ତି କର୍ବାକେ ଡାକ୍ଲାଆଚେ, ସେନ୍ତାରିସେ କରାବଲି ମୁଇ ତମ୍କେ ବାବୁଜିଆ କଲିନି ।
παρακαλω ουν υμασ εγω ο δεσμιοσ εν κυριω αξιωσ περιπατησαι τησ κλησεωσ ησ εκληθητε
2 ୨ ତମେ ଲକ୍ମନର୍ ସଙ୍ଗ୍ ମିସାବିଡା ଅଇଲାବେଲେ, ପୁରାପୁରୁନ୍ ଦରମ୍ ଅଇ ସୁଆଲେ ରୁଆ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କଲାର୍ପାଇ ସାଆସ୍ ଅଇ, ମୁର୍ଚିକରି ରୁଆ ।
μετα πασησ ταπεινοφροσυνησ και πραοτητοσ μετα μακροθυμιασ ανεχομενοι αλληλων εν αγαπη
3 ୩ ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
σπουδαζοντεσ τηρειν την ενοτητα του πνευματοσ εν τω συνδεσμω τησ ειρηνησ
4 ୪ ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ ।
εν σωμα και εν πνευμα καθωσ και εκληθητε εν μια ελπιδι τησ κλησεωσ υμων
5 ୫ ଆମ୍କେ ଗଟେକ୍ ମାପ୍ରୁ ଆଚେ, ସମାନ୍ ସିକିଆଇ ବିସ୍ବାସ୍ କଲୁନି ଆରି ସମାନ୍ ଡୁବନ୍ ନେଲୁ ଆଚୁ।
εισ κυριοσ μια πιστισ εν βαπτισμα
6 ୬ ଗଟେକ୍ ପର୍ମେସର୍କେ ଆମେ ଉପାସନା କଲୁନି । ଜେ କି ସବୁର୍ ବାବା ଅଇଆଚେ । ସେ ଆମର୍ ବିତ୍ରେ ରଇକରି ଆରି ଆମ୍କେ ଦେଇକରି ସବୁର୍ ଉପ୍ରେ ସାସନ୍ କଲାନି ।
εισ θεοσ και πατηρ παντων ο επι παντων και δια παντων και εν πασιν ημιν
7 ୭ ମାତର୍ କିରିସ୍ଟ ଆମେ ବିନ୍ ବିନ୍ ଲକ୍କେ ବିନ୍ ବିନ୍ ଦାନ୍ ଦେଲାଆଚେ । ସେଟା କାକେ କେନ୍ତାରି ବାଟା କର୍ବାର୍ ଆଚେ, ସେ ସେ ଟିକ୍ କଲାଆଚେ ।
ενι δε εκαστω ημων εδοθη η χαρισ κατα το μετρον τησ δωρεασ του χριστου
8 ୮ ତେବର୍ ପାଇ ସାସ୍ତରେ ଲେକାଅଇଲା ଆଚେ, “ସେ ତାର୍ ସତ୍ରୁମନ୍କେ ଆରାଇକରି ଜେଡେବେଲେ ଉଁଚ୍ ରଇବା ଜାଗାଇ ଗାଲା, ତାର୍ ଆରାଇ ରଇବା ସତ୍ରୁମନ୍କେ ବାନ୍ଦିକରି ନେଲା ଆରି ତାର୍ ଦାନ୍ ବିନ୍ ବିନ୍ ଲକ୍କେ ଦେଲା ।
διο λεγει αναβασ εισ υψοσ ηχμαλωτευσεν αιχμαλωσιαν και εδωκεν δοματα τοισ ανθρωποισ
9 ୯ “ସେ ଗଟେକ୍ ଉଁଚ୍ ଜାଗାଇ ଗାଲା ।” ଏନ୍ତାରି ଲେକ୍ବା ଅରତ୍ କାଇଟା? ଏଟାର୍ ଆରତ୍ ଅଇଲାନି, କିରିସ୍ଟ ଉତ୍ରି କରି ଏ ଜଗତେ ଆସି ସାରି ଆଚେ ।
το δε ανεβη τι εστιν ει μη οτι και κατεβη πρωτον εισ τα κατωτερα μερη τησ γησ
10 ୧୦ ଜେ କି ଏ ଜଗତେ ଉତ୍ରି ଆଇଲା, ସେ ସମାନ୍ ଲକ୍ସେ, ସର୍ଗେ ଅନି ଉପ୍ରେ ରଇବା ଜାଗାଇ ଚଗି ଗଲା । ଜେନ୍ତାରି କି ସେ ଗୁଲାଇ ଜଗତ୍କେ ପୁରାପୁରୁନ୍ କର୍ସି ।
ο καταβασ αυτοσ εστιν και ο αναβασ υπερανω παντων των ουρανων ινα πληρωση τα παντα
11 ୧୧ ସେ ଆକା କେତେ ଲକ୍ମନ୍କେ ପେରିତ୍ ଅଇବାକେ, କେତେଲକ୍କେ ବବିସତ୍ କାତା କଇବାକେ, କେତେଲକ୍କେ ସୁବ୍କବର୍ ଜାନାଇବାଟା ଅଇବାକେ, କେତେଲକ୍କେ ମଣ୍ଡଲି ଚାଲାଇବାକେ ଆରି କେତେଲକ୍କେ ସିକାଇବାକେ ବପୁ ଦେଇ ବାଚ୍ଲାଆଚେ ।
και αυτοσ εδωκεν τουσ μεν αποστολουσ τουσ δε προφητασ τουσ δε ευαγγελιστασ τουσ δε ποιμενασ και διδασκαλουσ
12 ୧୨ ପର୍ମେସରର୍ ଲକ୍ମନ୍ ଜେନ୍ତାରି କି ତାକେ ସେବା କରିପାରତ୍, ତାର୍ଲାଗି ଏ ସବୁ ଦାନ୍ ତାର୍ ଲକ୍ମନ୍କେ ଦେଲା । ଏନ୍ତାରି ଅଇ କିରିସ୍ଟର୍ ଗାଗଡ୍ ପାରା ଅଇବା ବିସ୍ବାସିମନ୍ ବପୁ ଅଇ ସିଦ୍ ଅଅତ୍ ।
προσ τον καταρτισμον των αγιων εισ εργον διακονιασ εισ οικοδομην του σωματοσ του χριστου
13 ୧୩ ଏନ୍ତାରି ଅଇ ଆମେ ସବୁ ବିସ୍ବାସେ ବଡିକରି ଆରି ପର୍ମେସରର୍ ପଅକେ ଜାନିକରି, ସିଦ୍ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍ କିରିସ୍ଟର୍ ପାରା ଅଇବୁ । ସେ ପୁରାପୁରୁନ୍ ସିଦ୍ ଆଚେ ।
μεχρι καταντησωμεν οι παντεσ εισ την ενοτητα τησ πιστεωσ και τησ επιγνωσεωσ του υιου του θεου εισ ανδρα τελειον εισ μετρον ηλικιασ του πληρωματοσ του χριστου
14 ୧୪ ତେବେ ଆମେ ସାନ୍ ପିଲାମନର୍ ପାରା ନ ଅଇ କରି, ଜଗତର୍ ମନସ୍ମନର୍ ସିକିଆଇ ଆରି ତାକର୍ ଦଦାପେଲା ଅଇବା ପାରା ବିଚାର୍ନା ଇସାବର୍ ବିନ୍ ବିନ୍ ସିକିଆଇ, ଗାଡର୍ ଲଅଡି ଆରି ମାର୍ବା ପବନ୍ ଜେନ୍ତାରି ଡଙ୍ଗାକେ ଏନେତେନେ କର୍ସି, ସେନ୍ତାରି ତାକର୍ ସିକିଆ ସୁନିକରି ଏନେତେନେ ନ ଅଉଁ ।
ινα μηκετι ωμεν νηπιοι κλυδωνιζομενοι και περιφερομενοι παντι ανεμω τησ διδασκαλιασ εν τη κυβεια των ανθρωπων εν πανουργια προσ την μεθοδειαν τησ πλανησ
15 ୧୫ ତାର୍ ବାଦୁଲେ ଆମେ ପର୍ମେସରର୍ ସତ୍ ବିସଇର୍ ଆଲାଦ୍ ଜାନାଉଁ । ସେନ୍ତାରି ମୁଣ୍ଡ୍ ଇସାବେ ରଇବା କିରିସ୍ଟର୍ ପାରା ଆମେ ସବୁ ବିସଇତେଇ ସିଦ୍ ଅଇ, ତାର୍ ପାରା ଅଇବୁ ।
αληθευοντεσ δε εν αγαπη αυξησωμεν εισ αυτον τα παντα οσ εστιν η κεφαλη ο χριστοσ
16 ୧୬ କାଇକେବଇଲେ କିରିସ୍ଟ ତାର୍ ସବୁ ଲକ୍ମନ୍କେ ମିସାଇକରି ସଙ୍ଗଇ ଆଚେ । ଗଟେକ୍ ଗାଗଡର୍ ସନ୍ଦି ଜେନ୍ତିକି ସେ ଗାଗଡର୍ ସବୁ ବାଗ୍କେ ମିସାଇକରି ସଙ୍ଗଇସି, ସେନ୍ତାରିସେ ଗାଗଡର୍ ଗଟେକ୍ ଗଟେକ୍ ବାଗ୍ ନିଜର୍ ନିଜର୍ କାମ୍ କଲେ, ଗୁଲାଇ ଗାଗଡ୍ ବଡିକରି ବପୁ ଅଇସି ।
εξ ου παν το σωμα συναρμολογουμενον και συμβιβαζομενον δια πασησ αφησ τησ επιχορηγιασ κατ ενεργειαν εν μετρω ενοσ εκαστου μερουσ την αυξησιν του σωματοσ ποιειται εισ οικοδομην εαυτου εν αγαπη
17 ୧୭ ତେବର୍ ପାଇ ମାପ୍ରୁର୍ ନାଉଁଦାରି ମୁଇ ତମ୍କେ ଜାଗର୍ତା କରିଦେଲିନି । ତମେ ଆରି ପର୍ମେସର୍କେ ନାଜାନ୍ଲା ଲକର୍ପାରା ଚଲାଚଲ୍ତି କରା ନାଇ ।
τουτο ουν λεγω και μαρτυρομαι εν κυριω μηκετι υμασ περιπατειν καθωσ και τα λοιπα εθνη περιπατει εν ματαιοτητι του νοοσ αυτων
18 ୧୮ ସେମନ୍ ଚିନ୍ତାକର୍ବାଟା ଚୁଚାଇସେ । ସେମନ୍ ପର୍ମେସରର୍ ବିସଇ ବୁଜି ନାପାରତ୍ । ଆରି ସେ ଦେଇରଇବା ଜିବନେ ଅନି ଦୁରିକେ ଆଚତ୍ । ସେମନ୍ ତାକର୍ ମନ୍ ଡାଟ୍ କଲାର୍ପାଇ ତାକେ ନାଜାନତ୍ ।
εσκοτισμενοι τη διανοια οντεσ απηλλοτριωμενοι τησ ζωησ του θεου δια την αγνοιαν την ουσαν εν αυτοισ δια την πωρωσιν τησ καρδιασ αυτων
19 ୧୯ ସେମନ୍ ପାପ୍ କାମ୍ କଲେ ମିସା, ବୁଲ୍ କଲି ବଲି ଲାଜ୍ କି ଦୁକ୍ ନ ଅଅତ୍ । ତେବର୍ପାଇ ସବୁରକାମର୍ ବେସିଆ କାମ୍ କର୍ବାଟାନେ ସର୍ପିଅଇ ଆଚତ୍ । ଏନ୍ତାରି କାମ୍ କରି କରି ଆରି କର୍ବାକେସେ ଲାଲ୍ସା ଅଇ ଆଚତ୍ ।
οιτινεσ απηλγηκοτεσ εαυτουσ παρεδωκαν τη ασελγεια εισ εργασιαν ακαθαρσιασ πασησ εν πλεονεξια
20 ୨୦ ମାତର୍ ତମେ କିରିସ୍ଟର୍ ଟାନେଅନି ସେନ୍ତାରି ସିକିଆ ସିକାସ୍ ନାଇ ।
υμεισ δε ουχ ουτωσ εμαθετε τον χριστον
21 ୨୧ ତମେ ଜେଡେବେଲେ ତାର୍ ବିସଇ ସୁନିକରି ସିକ୍ଲାସ୍, ସେଟା ତାର୍ ସତ୍ ସିକିଆଇଅନି ସିକ୍ଲାସ୍ ।
ειγε αυτον ηκουσατε και εν αυτω εδιδαχθητε καθωσ εστιν αληθεια εν τω ιησου
22 ୨୨ ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ ।
αποθεσθαι υμασ κατα την προτεραν αναστροφην τον παλαιον ανθρωπον τον φθειρομενον κατα τασ επιθυμιασ τησ απατησ
23 ୨୩ ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ ।
ανανεουσθαι δε τω πνευματι του νοοσ υμων
24 ୨୪ ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
και ενδυσασθαι τον καινον ανθρωπον τον κατα θεον κτισθεντα εν δικαιοσυνη και οσιοτητι τησ αληθειασ
25 ୨୫ ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ ।
διο αποθεμενοι το ψευδοσ λαλειτε αληθειαν εκαστοσ μετα του πλησιον αυτου οτι εσμεν αλληλων μελη
26 ୨୬ ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ ।
οργιζεσθε και μη αμαρτανετε ο ηλιοσ μη επιδυετω επι τω παροργισμω υμων
27 ୨୭ ତମ୍କେ ପାପ୍ କରାଇବା ସଇତାନ୍କେ ଜାଗା ଦିଆସ୍ନାଇ ।
μηδε διδοτε τοπον τω διαβολω
28 ୨୮ ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି ।
ο κλεπτων μηκετι κλεπτετω μαλλον δε κοπιατω εργαζομενοσ το αγαθον ταισ χερσιν ινα εχη μεταδιδοναι τω χρειαν εχοντι
29 ୨୯ ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ ।
πασ λογοσ σαπροσ εκ του στοματοσ υμων μη εκπορευεσθω αλλ ει τισ αγαθοσ προσ οικοδομην τησ χρειασ ινα δω χαριν τοισ ακουουσιν
30 ୩୦ ପର୍ମେସରର୍ ସୁକଲ୍ ଆତ୍ମାକେ ଦୁକ୍ ଦିଆସ୍ ନାଇ । ତାକେ ମୁକଲ୍ବା ଦିନ ଜାକ ଗଟେକ୍ ଚିନ୍ ଇସାବେ ସେ ତମ୍କେ ଦେଲାଆଚେ ।
και μη λυπειτε το πνευμα το αγιον του θεου εν ω εσφραγισθητε εισ ημεραν απολυτρωσεωσ
31 ୩୧ ସବୁ ରକାମର୍ କୁଟ୍ କାତା ଚିନ୍ତା କର୍ବାଟା, ରିସା ଅଇବାଟା, କିରଜାଟି କର୍ବାଟା, ନିନ୍ଦା କାତା କଇବାଟା, ଇଁସା ତଲା ଅଇବାଟା, ଏ ସବୁଜାକ ତମର୍ଟାନେ ଅନି ଦୁରିକେ ସଙ୍ଗୁଆ ।
πασα πικρια και θυμοσ και οργη και κραυγη και βλασφημια αρθητω αφ υμων συν παση κακια
32 ୩୨ ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
γινεσθε δε εισ αλληλουσ χρηστοι ευσπλαγχνοι χαριζομενοι εαυτοισ καθωσ και ο θεοσ εν χριστω εχαρισατο ημιν