< ଏପିସିୟ 2 >
1 ୧ ଆଗ୍ତୁ ତମର୍ ପାପର୍ ଲାଗି, ତମେ ଆତ୍ମାଇ ମରି ରଇଲାସ୍ ।
Och eder också, då I döde voren genom öfverträdelser och synder;
2 ୨ ସେବେଲେ ଜଗତର୍ ସତ୍ ନଇଲା ବାଟେ ଇଣ୍ଡ୍ତେରଇଲାସ୍ ଆରି ଆକାସର୍, ଗାଗଡ୍ ଦାରି ନ ରଇବା, ସାସନ୍କାରିଆର୍ ତଲେ ରଇଲାସ୍ । ସେ ସାସନ୍କାରିଆ ଏବେ ପର୍ମେସରର୍ ଆଦେସ୍ ନ ମାନ୍ବା ଲକ୍ମନ୍କେ ସାସନ୍ କଲାନି । (aiōn )
Der I uti fordom vandraden, efter denna verldenes lopp, efter den Förstan, som magt hafver i vädret, nämliga efter den andan, som nu verkar i otrones barn; (aiōn )
3 ୩ ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
Ibland hvilka vi ock alle fordom vandrat hafve, uti vårt kötts begärelser, och gjordom hvad köttet och sinnet lyste; och vorom af naturen vredsens barn, såsom ock de andre.
4 ୪ ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା,
Men Gud, som är rik i barmhertigheten, för sina stora kärleks skull, der han oss med älskat hafver;
5 ୫ ସେଟାର୍ପାଇ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
Den tid vi ännu döde vorom i synderna, hafver han oss samt med Christo gjort lefvande (genom nådena ären I frälste);
6 ୬ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଆମ୍କେ ଉଟାଇଲା ଆଚେ, ଆରି ତାର୍ ସଙ୍ଗ୍ ଗଟେକ୍ ଅଇବାର୍ ଲାଗି, ସରଗ୍ ଉପ୍ରେ ସାସନ୍ କର୍ବାପାଇ ବଲିକରି, ତାର୍ ସଙ୍ଗ୍ ବସାଇଲା ଆଚେ ।
Och hafver samt med honom uppväckt oss, och samt med honom satt oss i det himmelska väsendet i Christo Jesu;
7 ୭ ଜେନ୍ତିକି ଆଇବା ଦିନ୍ମନ୍କେ ଜିସୁ କିରିସ୍ଟର୍ ଲାଗି ରଇବା ତାର୍ ବଡ୍ ଜିବନ୍ଦୁକାଇଲାଟା, ସବୁକେ ଦେକାଇ ଅଇସି । (aiōn )
På det han i tillkommande tid bevisa skulle sine nåds öfversvinneliga rikedom, genom sina mildhet öfver oss, i Christo Jesu. (aiōn )
8 ୮ କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇଲାର୍ପାଇ, ତମେ ମୁକ୍ତି ପାଇ ଆଚୁସ୍, ସେଟା ତମେ ବିସ୍ବାସ୍ କଲାର୍ ଲାଗି, । ତମେ କରିରଇବା କାଇ ନିକ କାମର୍ ଲାଗି ନାଇ, ସେଟା ପର୍ମେସରର୍ ଦାନ୍ ।
Ty af nådene ären I frälste, genom trona; och det icke af eder, Guds gåfva är det;
9 ୯ ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ ।
Icke af gerningar, på det ingen skall berömma sig.
10 ୧୦ ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
Ty vi äre hans verk, skapade i Christo Jesu till goda gerningar, till hvilka Gud oss tillförene beredt hafver, att vi uti dem vandra skole.
11 ୧୧ ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ ।
Derföre, tänker derpå, att I som fordom efter köttet hafven varit Hedningar, och vorden kallade förhud af dem som kallas omskärelse efter köttet, den med handene sker;
12 ୧୨ ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ ।
Att I på den tid voren utan Christo, främmande och utan Israels borgareskap, och främmande ifrå löftsens Testament, intet hopp hafvande, och voren utan Gud i verldene.
13 ୧୩ ଗଟେକ୍ ବେଲାଇ ଦୁରିକେ ରଇଲାସ୍ । ଏବେ ଜିସୁର୍ ସଙ୍ଗ୍ ମିସିକରି କିରିସ୍ଟ ବନି ଦେଇ ମଲାର୍ପାଇ ତାର୍ ଲଗେ ଅଇଆଚାସ୍ ।
Men nu, I som i Christo Jesu ären, och fordom fjerran voren, ären nu när vordne, genom Christi blod.
14 ୧୪ କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍କେ ଗଟେକ୍ କରି, କିରିସ୍ଟ ନିଜେ ଆମର୍ ବିତ୍ରେ ସାନ୍ତି ଆନିଦେଇ ଆଚେ । ସେମନ୍କେ ବେଗ୍ଲାଇକରି ନିଜର୍ ନିଜର୍ ସତ୍ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍ ଗାଗଡ୍ସଙ୍ଗ୍ ବାଙ୍ଗାଇଲା ଆଚେ ।
Ty han är vår frid, den af bådom hafver gjort ett; och hafver nederbrutit medelbalken, i det att han igenom sitt kött borttog ovänskapen;
15 ୧୫ ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
Nämliga lagen, som i budordom stod; på det han skulle af tvåm skapa ena nya mennisko i sig sjelfvom, och frid göra.
16 ୧୬ ସେ କୁର୍ସେ ମଲାର୍ପାଇ ବଲି ତାକର୍ ତାକର୍ ବିତ୍ରେ ସତ୍ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍ ଗାଗଡ୍ ପାରା କଲାଆଚେ । ଆରି ସେମନ୍କେ ପର୍ମେସରର୍ ଲଗେ ବାଉଡାଇ ଆନ୍ଲାଆଚେ ।
Och att han skulle försona dem båda med Gudi uti en kropp, genom korset; och hafver dödat ovänskapen genom sig sjelf;
17 ୧୭ ସେଟାର୍ ପାଇ କିରିସ୍ଟ ଆଇଲା ଆରି ପର୍ମେସର୍ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍ମନ୍କେ ଆରି ତାର୍ ଲଗର୍ ଜିଉଦିମନ୍କେ ସୁବ୍କବର୍ ସୁନାଇଲା ।
Och är kommen, och hafver igenom Evangelium bådat eder frid, I som fjerran voren; så ock dem som när voro.
18 ୧୮ କିରିସ୍ଟର୍ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍ ଗଟେକ୍ ଆତ୍ମାଇ, ବାବାର୍ ମୁଆଟେ ଆସି ପାର୍ଲୁ ।
Ty genom honom hafve vi både tillgång uti en Anda till Fadren.
19 ୧୯ ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ ।
Så ären I icke nu mera gäster och främmande; utan helgamanna medborgare, och Guds husfolk;
20 ୨୦ ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ ।
Uppbyggde på Apostlarnas och Propheternas grund, der Jesus Christus öfverste hörnestenen är;
21 ୨୧ ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ ।
På hvilken hela byggningen tillhopafogad växer till ett heligt tempel i Herranom.
22 ୨୨ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।
På hvilken ock I med uppbyggde varden, Gudi till ett hemman, genom Andan.