< ଏପିସିୟ 2 >

1 ଆଗ୍‌ତୁ ତମର୍‍ ପାପର୍‍ ଲାଗି, ତମେ ଆତ୍‌ମାଇ ମରି ରଇଲାସ୍‌ ।
You, who were dead in trespasses and in your sins,
2 ସେବେଲେ ଜଗତର୍‌ ସତ୍‌ ନଇଲା ବାଟେ ଇଣ୍ଡ୍‌ତେରଇଲାସ୍‌ ଆରି ଆକାସର୍‌, ଗାଗଡ୍‌ ଦାରି ନ ରଇବା, ସାସନ୍‌କାରିଆର୍‌ ତଲେ ରଇଲାସ୍‌ । ସେ ସାସନ୍‌କାରିଆ ଏବେ ପର୍‌ମେସରର୍‌ ଆଦେସ୍‌ ନ ମାନ୍‌ବା ଲକ୍‌ମନ୍‍କେ ସାସନ୍‌ କଲାନି । (aiōn g165)
in which at one time you walked about according to the age of this world, according to the prince of the power of the air, the spirit which is now working in the sons of disobedience; (aiōn g165)
3 ସତ‍ଇସେ ଆମେ ସବୁଜାକ, ସେ ରକାମ୍‌ ରଇଲୁ ଆରି ଗାଗଡର୍‌ ଆରି ମନର୍‌ ଲାଲ୍‌ସା ଇସାବେ ଜିଉନା କାଉନା କର୍‌ତେ ରଇଲୁ । ଆରି ଅଲ୍‌ଗା ଲକ୍‌ମନର୍‌ ପାରା ଆମେମିସା ପର୍‌ମେସରର୍‌ ରିସାର୍‌ ଡଣ୍ଡ୍‌ ପାଇବାକେ ଜାଇତେ ରଇଲୁ ।
among whom we all indeed at one time lived in the lusts of our flesh, doing the will of the flesh and of the thoughts, and we were by nature the children of wrath, like the rest also:
4 ମାତର୍‌ ଏ ରକାମ୍‌ ରଇଲେମିସା ଦୟାଦେକାଇବା ପର୍‌ମେସର୍‌, ଆମ୍‌କେ ଜନ୍‌ ବଡ୍‍ ଆଲାଦ୍‍ ସଙ୍ଗ୍‍ ଆଲାଦ୍‍ କଲା,
but God, being rich in mercy, on account of his great love with which he loved us,
5 ସେଟାର୍‌ପାଇ ଆମ୍‌କେ କିରିସ୍‌ଟର୍‌ ସଙ୍ଗ୍‍ ଜିବନ୍‌ କଲାଆଚେ, ସେ ଜିବନ୍‌ ଦୁକାଇଲାକେ ତମେ ମୁକ୍‌ତି ପାଇ ଆଚାସ୍‌ ।
created life in us in Christ, who were dead in trespasses, by grace you have been saved,
6 ପର୍‌ମେସର୍‌ କିରିସ୍‌ଟର୍‍ ସଙ୍ଗ୍‍ ଆମ୍‍କେ ଉଟାଇଲା ଆଚେ, ଆରି ତାର୍‍ ସଙ୍ଗ୍‍ ଗଟେକ୍‌ ଅଇବାର୍‌ ଲାଗି, ସରଗ୍‌ ଉପ୍‌ରେ ସାସନ୍‌ କର୍‌ବାପାଇ ବଲିକରି, ତାର୍‍ ସଙ୍ଗ୍‍ ବସାଇଲା ଆଚେ ।
and he has raised you up, and caused you to sit in the heavenlies, in Christ Jesus:
7 ଜେନ୍ତିକି ଆଇବା ଦିନ୍‍ମନ୍‍କେ ଜିସୁ କିରିସ୍‍ଟର୍‍ ଲାଗି ରଇବା ତାର୍‌ ବଡ୍‍ ଜିବନ୍‌ଦୁକାଇଲାଟା, ସବୁକେ ଦେକାଇ ଅଇସି । (aiōn g165)
in order that he may show in coming ages the superabounding riches of his grace in kindness toward us in Christ Jesus. (aiōn g165)
8 କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇଲାର୍‌ପାଇ, ତମେ ମୁକ୍‌ତି ପାଇ ଆଚୁସ୍‌, ସେଟା ତମେ ବିସ୍‌ବାସ୍‍ କଲାର୍‍ ଲାଗି, । ତମେ କରିରଇବା କାଇ ନିକ କାମର୍‍ ଲାଗି ନାଇ, ସେଟା ପର୍‌ମେସରର୍‌ ଦାନ୍‌ ।
For by grace you have been saved through faith; and that not of yourselves: it is the gift of God:
9 ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍‌ପନ୍‌ ଅଇ ନାପାରେ ।
not of works, in order that no one may boast:
10 ୧୦ ପର୍‌ମେସର୍‌ସେ ଆମ୍‍କେ ତିଆର୍‍ କଲା ଆଚେ । ତମେ କିରିସ୍‌ଟର୍‍ ସଙ୍ଗ୍‍ ମିସ୍‌ଲାର୍‌ପାଇ, ନିକ କାମ୍‍ କର୍‍ବାକେ ସେ ଆମ୍‍କେ ନୁଆ କଲା ଆଚେ । ଏଟା ଆଗ୍‍ତୁଆନି ସେ ଆମର୍‍ ପାଇ ମନ୍‍ କରି ରଇଲା ।
for we are his workmanship, having been created in Christ Jesus unto good works, which God before prepared that we should walk in them.
11 ୧୧ ତମେ, ଜିଉଦି ନ ଅଇଲା ଲକ୍‍ମନ୍‍, ଆଗେ କେନ୍ତାର୍‌ ରଇଲାସ୍‌ ଏତାଇ ଦେକା । ନିଜେ ସୁନତ୍‌ ବଲାଇଅଇତେ ରଇବା ଜିଉଦିମନ୍‌ ତମ୍‌କେ ସୁନତ୍‌ ନ ଅଇଲା ଲକ୍‍ ବଲି କଇତେ ରଇଲାଇ । ମାତର୍‍ ସୁନତ୍‌ ଅଇବାଟା ଗାଗଡେ କର୍‍ବା କାମ୍‍ ।
Therefore remember, that when you were Gentiles in the flesh, called Uncircumcision by that which is called Circumcision, made in the flesh with hands;
12 ୧୨ ଆଗେ ତମେ କିରିସ୍‌ଟର୍‌ ଲଗେ ଅନି ଦୁର୍‌କେ ରଇଲାସ୍‌ । ଆରି ପର୍‌ମେସର୍‌ ବାଚିରଇବା ଲକ୍‌ମନର୍‌ଟାନେ ମିସି ନ ରଇଲାସ୍‌ । ତାର୍‌ ଲକ୍‌ମନ୍‌କେ କାତା ଦେଇ, ତିଆର୍‌ କରିରଇବା ନିୟମ୍‌ଟାନେ, ତମର୍‌ କାଇ ମିସା ଅଦିକାର୍‌ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍‌ମେସରର୍‌ ଲକ୍‌ ନ ଅଇ ରଇଲାସ୍‌ ।
because you were at that time without Christ, being alienated from the commonwealth of Israel, and strangers of the covenants of the promise, having no hope and being atheists in the world.
13 ୧୩ ଗଟେକ୍‌ ବେଲାଇ ଦୁରିକେ ରଇଲାସ୍‌ । ଏବେ ଜିସୁର୍‌ ସଙ୍ଗ୍‍ ମିସିକରି କିରିସ୍‌ଟ ବନି ଦେଇ ମଲାର୍‌ପାଇ ତାର୍‌ ଲଗେ ଅଇଆଚାସ୍‌ ।
But now you are in Christ Jesus, who being at one time far off have been made nigh by the blood of Christ.
14 ୧୪ କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍‌କେ ଗଟେକ୍‌ କରି, କିରିସ୍‌ଟ ନିଜେ ଆମର୍‌ ବିତ୍‌ରେ ସାନ୍ତି ଆନିଦେଇ ଆଚେ । ସେମନ୍‌କେ ବେଗ୍‌ଲାଇକରି ନିଜର୍‌ ନିଜର୍‌ ସତ୍‌ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍‌ ଗାଗଡ୍‌ସଙ୍ଗ୍‍ ବାଙ୍ଗାଇଲା ଆଚେ ।
For he is our peace, the one having made both one, and having broken down the middle wall of partition,
15 ୧୫ ସେ ଜିଉଦିମନ୍‌ ମାନିଆଇତେରଇବା ସବୁ ରିତିନିତି ନିୟମ୍‌ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ତାର୍‌ ସାଇଜ ପାଇତେରଇବା ଗଟେକ୍‌ ନୁଆ ମୁନୁସ୍‌ଜାତି ତିଆର୍‌ କଲାଆଚେ । ଏନ୍ତାରି କରି ଦୁଇ ଦଲ୍‍ ବିତ୍‍ରେ ସେ ସାନ୍ତି ଆନିଦେଇ ଆଚେ ।
having destroyed the law of commandments in ordinances, through his flesh, the enmity, in order that He might create the two in himself into one new man, making peace;
16 ୧୬ ସେ କୁର୍‌ସେ ମଲାର୍‌ପାଇ ବଲି ତାକର୍‌ ତାକର୍‌ ବିତ୍‌ରେ ସତ୍‌ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍‌ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍‌ ଗାଗଡ୍‌ ପାରା କଲାଆଚେ । ଆରି ସେମନ୍‌କେ ପର୍‌ମେସରର୍‌ ଲଗେ ବାଉଡାଇ ଆନ୍‌ଲାଆଚେ ।
and that he may reconcile both in one body to God through the cross, having slain the enmity on in.
17 ୧୭ ସେଟାର୍‌ ପାଇ କିରିସ୍‌ଟ ଆଇଲା ଆରି ପର୍‌ମେସର୍‌ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍‌ମନ୍‌କେ ଆରି ତାର୍‌ ଲଗର୍‌ ଜିଉଦିମନ୍‌କେ ସୁବ୍‍କବର୍‌ ସୁନାଇଲା ।
And having come he preached the gospel of peace to you, who were far away, and peace to them who were nigh:
18 ୧୮ କିରିସ୍‌ଟର୍‌ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍‌ ଗଟେକ୍‌ ଆତ୍‌ମାଇ, ବାବାର୍‌ ମୁଆଟେ ଆସି ପାର୍‌ଲୁ ।
because through him we both have access in one Spirit to the Father.
19 ୧୯ ତେବର୍‌ ପାଇ ଏ ଜିଉଦି ନଇଲା ଲକ୍‌ମନ୍‌, ତମେ ଆରି ବିନ୍‌ ଦେସେ ବାସା ଅଇରଇବାଲକ୍‌ ନୁଆସ୍‌ । ଏବେ ପର୍‌ମେସରର୍‌ ଲକ୍‌ମନର୍‌ସଙ୍ଗ୍‍ ତମେମିସା ତାର୍‌ ରାଇଜେ ମିସ୍‌ବା ଲକ୍‌ ଆରି ତାର୍‌ ଜାତିର୍‍ କୁଟୁମର୍‌ ଲକ୍‌ ।
Then therefore you are no longer strangers and sojourners, but fellow-citizens of the saints, and members of the household of God,
20 ୨୦ ତମେ ମିସା ପେରିତ୍‌ ସିସ୍‌ମନ୍‌ ଆରି ବବିସତ୍‌ବକ୍‌ତାମନ୍‌ କରିରଇବା କୁନାଦି ଉପ୍‌ରେ, ତିଆର୍‌ ଅଇଲା ଗର୍‌ ପାରା । ସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲାନି କିରିସ୍‌ଟ ଜିସୁ ।
having been built upon the foundation of the apostles and prophets, Jesus Christ himself being the chief cornerstone,
21 ୨୧ ସେ ଆକା ଗର୍‌କେ ସମାନ୍‌କରି ସଙ୍ଗଇଲା ଆଚେ ଆରି ମାପ୍‌ରୁର୍‌ପାଇ ଗଟେକ୍‌ ସର୍‌ପିଦେଲା ସୁକଲ୍‌ ମନ୍ଦିର୍‌ପାରା କଲାଆଚେ ।
in whom the entire edifice, being assimilated, increases into a holy temple in the Lord;
22 ୨୨ କିରିସ୍‍ଟର୍‍ ସଙ୍ଗ୍‌ ମିସ୍‍ଲାର୍‍ ପାଇ, ଗଟେକ୍‌ ଗର୍‍ ପାରା ତମେ ସବୁକେ ମିସିକରି ତିଆର୍‌ କଲାନି । ଜେନ୍ତାରିକି ତମେ ପର୍‌ମେସର୍‌ ତାର୍‍ ଆତ୍‍ମାଇ ରଇବା ଗଟେକ୍‍ ବାସା ଅଇବା ଗର୍‍ ପାରା ଅଇସା ।
in whom also you are built together into a habitation of God in the Spirit.

< ଏପିସିୟ 2 >