< କଲସିଅ 4 >
1 ୧ ଏ ସାଉକାର୍ମନ୍, ତମର୍ ଦାଙ୍ଗ୍ଡାମନ୍କେ ଜତନ୍ କରା ଆରି ସେମନ୍କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍ତି କରା । କାଇକେବଇଲେ ସର୍ଗେ ମିସା ତମର୍ ପାଇ ଗଟେକ୍ ସାଉକାର୍ ଆଚେ ବଲି ଏତାଆ ।
and ye masters, render to your servants justice and equity, knowing that ye also have a Master in heaven.
2 ୨ ପାର୍ତନା କରିଲାଗିରୁଆ । ଆରି ଜାଗ୍ରତ୍ ଅଇରୁଆ । ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେଇତେରୁଆ ।
Persevere in prayer, and be watchful in it, with thanksgiving.
3 ୩ ଆମର୍ ପାଇ ମିସା ପାର୍ତନା କରା । ଜେନ୍ତିକି କିରିସ୍ଟର୍ ବିସଇଟାନେ ରଇବା ଏ ସୁବ୍କବର୍ ଆମେ ସବୁଲକ୍କେ ଜାନାଇପାର୍ବୁ । ଏ ସୁବ୍ କବର୍ ସେମନ୍ ଆଗ୍ତୁ ନାଜାନିରଇଲାଇ । ଏ ସୁବ୍କବର୍ ଜାନାଇଲାର୍ପାଇ ମୁଇ ଏବେ ବନ୍ଦିଗରେ ଆଚି ।
Praying at the same time for us also, that God would open to us a door of utterance, to declare the mystery of Christ, for which also I am in bonds: that I may make it manifest, as I ought.
4 ୪ ଜେନ୍ତିକି ମୁଇ ଜେତ୍କି ଲକ୍କେ ଏ ସୁବ୍କବର୍ ନିକସଙ୍ଗ୍ ଜାନାଇବି, ସେଟାର୍ପାଇ ପାର୍ତନା କରା ।
Behave yourselves wisely towards them that are without,
5 ୫ ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
redeeming the time.
6 ୬ ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
Let your speech be always with grace, seasoned with discretion to know how ye ought to answer every one.
7 ୭ ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍ଲାନି ବଲି ତମ୍କେ କଇଦେଇସି । ସେ, ମୁଇ ବେସି ଆଲାଦ୍ କର୍ବା ଗଟେକ୍ ବିସ୍ବାସି ବାଇ । ସେ ବିସ୍ବାସ୍ ସଙ୍ଗ୍ କାମ୍ କର୍ସି ଆରି ମର୍ ସଙ୍ଗ୍ ମାପ୍ରୁକେ ସେବା କର୍ସି ।
All things concerning me will Tychicus make known to you, who is a beloved brother, and faithful minister, and fellow-servant in the Lord:
8 ୮ ଆମ୍କେ କାଇଟା ଗଟ୍ଲାନି ବଲି ତାର୍ଟାନେଅନି ଜାନ୍ସା । ଆରି ସେ ତମ୍କେ ବିସ୍ବାସ୍ କରାଇବାଟା ଡାଟ୍ କରାଇସି । ଏଟାର୍ପାଇ ତାକେ ତମର୍ଟାନେ ପାଟାଇଲିନି ।
whom I have sent to you for this purpose also that he may know your affairs, and comfort your hearts;
9 ୯ ଅନିସିମ୍କେ ତାର୍ସଙ୍ଗ୍ ପାଟାଇଲିନି । ସେ ଆମର୍ ଆଲାଦର୍ ବେସି ବିସ୍ବାସ୍ ରଇବା ବାଇ । ସେ ତମର୍ ନଅରର୍ ଲକ୍ । ଇତି ଗଟ୍ବା ସବୁ ବିସଇ ସେମନ୍ ତମ୍କେ ଜାନାଇବାଇ ।
together with Onesimus a faithful and beloved brother, who is one of you. They will inform you of all things here.
10 ୧୦ ଆରିସ୍ତାକସ୍ ତାର୍ ଜୁଆର୍ ଜାନାଇଲାନି । ସେ ମର୍ ସଙ୍ଗ୍ ବନ୍ଦିଗରେ ଆଚେ । ବର୍ନବାର୍ ମେଏନାବାଇ ମାର୍କ ମିସା ଜୁଆର୍ ଜାନାଇଲାନି । ମାର୍କର୍ ବିସଇ ତମେ ସୁନିସାରାଇ ଆଚାସ୍ । ସେ ତମର୍ ଲଗେ ଆଇଲେ ତାକେ ଡାକି ନିଆ ।
Aristarchus my fellow-prisoner saluteth you, and Marcus nephew to Barnabas, concerning whom ye have received orders; (if he come to you, receive him; ) and Jesus who is called Justus:
11 ୧୧ ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।
these are the only persons, who, of the circumcision, have been my fellow-laborers in the kingdom of God, and who were a comfort to me.
12 ୧୨ ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା ।
Epaphras, who is one of you, a servant of Christ, saluteth you; who always strives earnestly for you in his prayers, that ye may stand perfect and complete in all the will of God:
13 ୧୩ ଏରାପଲି ଆରି ଲାଉଦିକିଆଇ ରଇବା ବିସ୍ବାସିମନର୍ପାଇ ଆରି ତମର୍ପାଇ ମିସା ସେ ଆବଡ୍ ଅଇଲାନି ବଲି ମୁଇ ସାକି ଦେଲିନି ।
for I bear him witness, that he is very zealous for you, and for those in Laodicea, and Hierapolis.
14 ୧୪ ଆମର୍ ଆଲାଦର୍ ନିଜେ ଅସଦେଉ ଲୁକ ଆରି ଦିମା ତମ୍କେ ଜୁଆର୍ ଜାନାଇଲାଇନି ।
Luke the beloved physician, and Demas, greeteth you.
15 ୧୫ ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ ।
Salute the brethren in Laodicea; and Nymphas, and the church that is in his house.
16 ୧୬ ତମେ ଏ ଚିଟିତେଇ ଲେକ୍ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍କେ ମିସା ସୁନାଇଦେବାର୍ଆଚେ ଆକା ।
And when this letter has been read amongst you, cause it to be read also in the church of the Laodiceans; that ye may also read that from Laodicea.
17 ୧୭ “ମାପ୍ରୁ ତକେ ସର୍ପିଦେଲା କାମ୍ ତୁଇ କରିସାରାଇବାର୍ ଆଚେ ଆକା” ବଲି ଆର୍କିପସ୍କେ କୁଆ ।
And say ye to Archippus, Look well to the ministry, which thou hast received of the Lord, that thou fulfil it.
18 ୧୮ ମୁଇ ପାଉଲ୍ ଏଟା ନିଜେ ଲେକ୍ଲିନି, “ଜୁଆର୍! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍ମେସରର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସଙ୍ଗ୍ ରଅ ।
The salutation of me Paul, with my own hand. Remember my bonds. Grace be with you. Amen.